shabd-logo
Shabd Book - Shabd.in

Aap Aur Aapka Vyavhar Oriya

Surya Sinha

0 ଭାଗ
0 ଲୋକମାନଙ୍କ ଦ୍ୱାରା କିଣାଯାଇଛି
0 ପାଠକ
13 April 2023 ରେ ସମାପ୍ତ
ISBN ସଂଖ୍ୟା : 9789351651567
ଏହା ମଧ୍ୟ ଉପଲବ୍ଧ Amazon

ବନ୍ଧୁଗଣ ! ଯଦି ଆପଣଙ୍କୁ ଜୀବନରେ ସଫଳତା ଦରକାର, ଖୁସି ଦରକାର, ସୁଖ ଓ ସମ୍ମାନ ଦରକାର, ତେବେ ସର୍ବପ୍ରଥମେ ଆପଣଙ୍କୁ ନିଜ ବ୍ୟବହାରକୁ ଧାନପୂର୍ବକ ନିରୀକ୍ଷଣ କରିବାକୁ ହେବ । ମାନବିକ, ସାମାଜିକ ଓ ବ୍ୟାପାରିକ ଦୃଷ୍ଟିରୁ ବ୍ୟବହାର ସମ୍ବନ୍ଧୀୟ ଯେଉଁସବୁ ନିୟମଗୁଡ଼ିକ ରହିଛି, ତାହାସବୁ ଆପଣଙ୍କୁ ପାଳନ କରିବାକୁ ପଡ଼ିବ । ମୋର ସମ୍ପୂର୍ଣ୍ଣ ବିଶ୍ବାସ ଯେ, ଯଦି ଆପଣ ଏହି ପୁସ୍ତକରେ ପ୍ରଦତ୍ତ ବ୍ୟାବହାରିକ ନିୟମଗୁଡ଼ିକୁ ଆପଣଙ୍କ ଜୀବନରେ ସ୍ନାନ ଦିଅନ୍ତି, ତେବେ ବିଶ୍ଵାସ କରନ୍ତୁ, ଆପଣ ସେହି ସମସ୍ତ ସହଜରେ ପ୍ରାପ୍ତ କରିବାକୁ ସକ୍ଷମ ହେବେ, ଯାହାର ଆଶା ଆପଣ ଅନେକ ବର୍ଷ ଧରି କରିଆସୁଛନ୍ତି । ବ୍ୟବସାୟ କିମ୍ବା ଚାକିରିରେ ସଫଳତା, ବ୍ୟାପାର ବୃଦ୍ଧି, ବନ୍ଧୁ ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ସମ୍ମାନ ଓ ଆତ୍ମୀୟତା, ପରିବାରରେ ସ୍ନେହ, ଏକସୂତ୍ରତା ଓ ଖୁସି, ଯାହାବି ହେଉନା କାହିଁକି । ଏହି ପୁସ୍ତକ ବିଶେଷ ଭାବରେ ବ୍ୟବସାୟୀ, ଆତ୍ମନିଯୁକ୍ତ, ବିକ୍ରୟ ଅଧୁକାରୀ, ଉଦ୍ୟାଗୀ ତଥା ଚାକିରି କରୁଥିବା ଲୋକମାନଙ୍କ ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣି, ସେମାନଙ୍କ ଜୀବନସ୍ତରକୁ ପୂର୍ବାପେକ୍ଷା ଅଧୁକ ଉନ୍ନତ ଓ ଉତ୍ତମ କରିବାର କ୍ଷମତା ରଖୁଛି । Read more 

Aap Aur Aapka Vyavhar Oriya

0.0(1)


ଯଦି ଆପଣଙ୍କୁ ଜୀବନରେ ସଫଳତା ଦରକାର, ଖୁସି ଦରକାର, ସୁଖ ଓ ସମ୍ମାନ ଦରକାର, ତେବେ ସର୍ବପ୍ରଥମେ ଆପଣଙ୍କୁ ନିଜ ବ୍ୟବହାରକୁ ଧାନପୂର୍ବକ ନିରୀକ୍ଷଣ କରିବାକୁ ହେବ । ମାନବିକ, ସାମାଜିକ ଓ ବ୍ୟାପାରିକ ଦୃଷ୍ଟିରୁ ବ୍ୟବହାର ସମ୍ବନ୍ଧୀୟ ଯେଉଁସବୁ ନିୟମଗୁଡ଼ିକ ରହିଛି, ତାହାସବୁ ଆପଣଙ୍କୁ ପାଳନ କରିବାକୁ ପଡ଼ିବ । ମୋର ସମ୍ପୂର୍ଣ୍ଣ ବିଶ୍ବାସ ଯେ, ଯଦି ଆପଣ ଏହି ପୁସ୍ତକରେ ପ୍ରଦତ୍ତ ବ୍ୟାବହାରିକ ନିୟମଗୁଡ଼ିକୁ ଆପଣଙ୍କ ଜୀବନରେ ସ୍ନାନ ଦିଅନ୍ତି, ତେବେ ବିଶ୍ଵାସ କରନ୍ତୁ, ଆପଣ ସେହି ସମସ୍ତ ସହଜରେ ପ୍ରାପ୍ତ କରିବାକୁ ସକ୍ଷମ ହେବେ, ଯାହାର ଆଶା ଆପଣ ଅନେକ ବର୍ଷ ଧରି କରିଆସୁଛନ୍ତି । ବ୍ୟବସାୟ କିମ୍ବା ଚାକିରିରେ ସଫଳତା, ବ୍ୟାପାର ବୃଦ୍ଧି, ବନ୍ଧୁ ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ସମ୍ମାନ ଓ ଆତ୍ମୀୟତା, ପରିବାରରେ ସ୍ନେହ, ଏକସୂତ୍ରତା ଓ ଖୁସି, ଯାହାବି ହେଉନା କାହିଁକି ।

Book Highlights

no articles);
କ Article ଣସି ପ୍ରବନ୍ଧ ମିଳିଲା ନାହିଁ
---

ବହି ପଢ଼ନ୍ତୁ