ପେଡ଼୍ ଗାର୍ଲଫ୍ରେଣ୍ଡ୍]' ଗାଳ୍ପିକ ରଞ୍ଜନ ପ୍ରଧାନଙ୍କ ଚତୁର୍ଥ ଗଳ୍ପ ସଂକଳନ । ଏଥିରେ ରହିଛି ୧୬ଟି ବଛାବଛା ଗପ । ଏଥିରେ ମୁଖ୍ୟତଃ ଆଧୁନିକ ମଣିଷର ସ୍ଖଳିତ ବସ୍ତୁବାଦୀ ଜୀବନ ଓ ଦର୍ଶନର କଥା ରହିଛି । ପ୍ରେମ, ପ୍ରତାରଣା, ମୋହଭଙ୍ଗ, ଅବସାଦ, ଅସ୍ୱାଭାବିକ ସମ୍ପର୍କ, ଗଭୀର ମନସ୍ତାପ ଓ ଆତ୍ମଦହନ ଏହି ଗପ ସଂକଳନର ମୁଖ୍ୟ ସ୍ୱର । ବିଶେଷକରି ଆଧୁନିକ ସମୟର ସ୍ଖଳିତ ନାରୀ ଚରିତ୍ର ଏଥିରେ ବେଶି ପ୍ରତିଫଳିତ ହୋଇଛି । Read more