shabd-logo
Shabd Book - Shabd.in

Tini Ostad

Pratibha Ray

0 ଭାଗ
0 ଲୋକମାନଙ୍କ ଦ୍ୱାରା କିଣାଯାଇଛି
0 ପାଠକ
27 March 2023 ରେ ସମାପ୍ତ
ISBN ସଂଖ୍ୟା : 9781645602088
ଏହା ମଧ୍ୟ ଉପଲବ୍ଧ Amazon

ସ୍କୁଲରେ ପାଠ ପଢୁଥିବା ତିନିଟି ଭାଇଭଉଣୀଙ୍କର ଦୁଃସାହସିକ କୌତୂହଳର କାହାଣୀ ହେଉଛି 'ତିନି ଓସ୍ତାଦ୍]' । ଓଲ୍]ଟୁ, ପାଲ୍]ଟୁ ଓ ଢୋଲ୍]କି ସ୍କୁଲ୍]ବ୍ୟାଗ୍ ଧରି ପାଠପଢ଼ିବା ଆଳରେ ବଣଭୋଜି କରିବାକୁ ଚାଲିଯାଆନ୍ତି ପାଖ ଜଙ୍ଗଲକୁ । ସେଠାରେ ଭାତ, ଡାଲି, ପରିବା ସିଝାଇ ଅଲଣା ଖେଚୁଡ଼ି ରାନ୍ଧି ମହାଖୁସି । ଭୋକିଲା ପେଟରେ ତିନିଟି ପତରରେ ଖେଚୁଡ଼ି ବାଢ଼ି ଖାଇବସିଲାବେଳକୁ ଭୋକିଲା କୁକୁର ଛୁଆଟିଏ କୁଁ କୁଁ ହୋଇ ପାଖରେ ପହଞ୍ଚେ । ସ୍ନେହରେ, ଦୟାରେ ନିଜ ପତରରୁ ଖାଦ୍ୟ ନେଇ ଆଉ ଗୋଟିଏ ପତ୍ର ବାଢ଼ନ୍ତି କୁକୁରଛୁଆ ପାଇଁ । ହାଲିଆ ହୋଇ ଶୋଇପଡ଼ନ୍ତି । ନିଦ ଭାଙ୍ଗିଲାବେଳକୁ ଜଙ୍ଗଲ ଭିତର କିଟ୍]କିଟ୍ ଅନ୍ଧାର ରାତି । କେମିତି ଘରକୁ ଫେରିବେ? କୁକୁରଟି ବାଟ କଢ଼ାଏ । ସ୍ନେହର ମୂଲ୍ୟ ସେ ବୁଝେ । ସକାଳ ପାହିଲାବେଳକୁ ସେମାନେ ପହଞ୍ଚନ୍ତି ଏକ ଅଜଣା ସହରରେ ।କାରଣ କୁକୁରଟି ସେମାନଙ୍କୁ ବିରୀତ ଦିଗରେ ବାଟ କଢ଼ାଇଥିଲା, ଅନ୍ୟ ଦିଗରେ ବାଘ ମାତିଛି ବୋଲି । ଏଇଠାରୁ ଆରମ୍ଭ ହୁଏ ତିନି ଭାଇଭଉଣୀ ଓ କୁକୁର ବାହାଦୁର୍]ର ଦୁଃସାହସିକ ଯାତ୍ରା । ଡକାୟତ ଆଡ୍]ଡ଼ା, ସମୁଦ୍ର ଯାତ୍ରା ଏବଂ ଏକ ଅଜଣା ଦ୍ୱୀପରେ ପହଞ୍ଚିଚ ମଣିଷଖିଆ ମଣିଷଙ୍କୁ ଭେଟି କିରି ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି ତାରି ବର୍ଣ୍ଣନା କାହାଣୀଟିକୁ କରିଛି ଅତ୍ୟନ୍ତ ରୋମାଞ୍ଚକର ଓ ଶିଶୁ ମନଲୋଭା । ସେହି ଦ୍ୱୀପର ମଣିଷମାନଙ୍କୁ ସେମାନେ ଶିକ୍ଷିତ କରିଛନ୍ତି । ନୂଆ ସମାଜଟିଏ ଗଢ଼ିଉଠିଛି । ଫଳ ଫୁଲରେ ଭରା ଦ୍ୱୀପଟିର ନାମ ଦେଇଛନ୍ତି 'ସବୁଜ ଦ୍ୱୀପ' । ଶେଷରେ ବାହାଦୁରର ଦୁଃସାହସ ଓ ବୁଦ୍ଧି ପାଇଁ ଗୋଟିଏ ଜାହଜ ସବୁଜ ଦ୍ୱୀପ ନିକଟରେ ପହଞ୍ଚିଛି । ସେମାନେ ଗୋଟାଏ ବନ୍ଧୁଦ୍ୱୀପରୁ ବିଦାୟ ନେଇ ଫେରିଛନ୍ତି ନିଜ ଦେଶକୁ । ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି ତାଙ୍କ ଦେଶକୁ ଆ ଏହି ପୁସ୍ତିକାରେ ଅଛି ଦେଶପ୍ରେମ, ପ୍ରକୃତିପ୍ରେମ, ପଶୁପ୍ରେମ-ଜୀବେଦୟା, ମଣିଷ ପ୍ରତି ବିଶ୍ୱାସ, ସାକ୍ଷରତା ଅଭିଯାନ ଏବଂ ଜ୍ଞାନବିଜ୍ଞାନର ସରଳ କାହାଣୀ । Read more 

Tini Ostad

0.0(2)


ପ୍ରତୀଭା ରୟଙ୍କ "ଟିନି ଓସ୍ତାଡ" ଏକ ସୁନ୍ଦର ଭାବରେ ନିର୍ମିତ ପୁସ୍ତକ ଯାହାକି ଟିନି ନାମକ ଜଣେ ମହିଳାଙ୍କ କାହାଣୀ ବର୍ଣ୍ଣନା କରିଥାଏ, ଯିଏ ସାମାଜିକ ନିୟମ ଏବଂ ନିଜ ଜୀବନ ବଞ୍ଚିବାର ଆଶାକୁ ଅବମାନନା କରିଥାଏ | ଭାରତର ଓଡିଶା ରାଜ୍ୟରେ ସ୍ଥାପିତ ଏହି ପୁସ୍ତକଟି ଅଞ୍ଚଳର ସଂସ୍କୃତି, ପରମ୍ପରା ଏବଂ ସାମାଜିକ ରୀତିନୀତିର ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଛି, ଯାହା ଟିନିଙ୍କ ଯାତ୍ରା ପାଇଁ ପୃଷ୍ଠଭୂମି ସୃଷ୍ଟି କରିଥାଏ। କାହାଣୀଟି ବହୁ ପରିମାଣରେ ବର୍ଣ୍ଣନାକାରୀ ଏବଂ ଚରିତ୍ରଗୁଡ଼ିକର ଭାବନା ଏବଂ ପ୍ରେରଣାକୁ ଦକ୍ଷତାର ସହିତ ଚିତ୍ରଣ କରିଥାଏ, ଯାହା ପାଠକଙ୍କୁ ସେମାନଙ୍କ ସହ ସହାନୁଭୂତି କରିବା ସହଜ କରିଥାଏ | ଲେଖକଙ୍କ ଭାଷାର ବ୍ୟବହାର ଚିତ୍ତାକର୍ଷକ, ଏବଂ କାହାଣୀଟି ସୁରୁଖୁରୁରେ ପ୍ରବାହିତ ହୁଏ, ଯାହା ପାଠକଙ୍କୁ ସର୍ବଦା ନିୟୋଜିତ ରଖେ | ଏହି ପୁସ୍ତକ କେବଳ ଟିନିଙ୍କ ଜୀବନ ବିଷୟରେ ନୁହେଁ, ବରଂ ଲିଙ୍ଗଗତ ଅସମାନତା, ସାମାଜିକ ଆଦର୍ଶ ଏବଂ ସ୍ independence ାଧୀନତା ଏବଂ ଆତ୍ମନିର୍ଭରଶୀଳତାର ସଂଗ୍ରାମ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ଏହା ପିତୃପୁରୁଷ ମୂଲ୍ୟବୋଧକୁ ଚ୍ୟାଲେଞ୍ଜ କରେ ଯାହା ଦୀର୍ଘ ଦିନ ଧରି ଭାରତୀୟ ସମାଜରେ ପ୍ରାଧାନ୍ୟ ବିସ୍ତାର କରିଆସୁଥିଲା ଏବଂ ପ୍ରତିକୂଳ ପରିସ୍ଥିତିକୁ ଦୂର କରିବା ଏବଂ ଦୁନିଆରେ ନିଜର ସ୍ଥାନ ଦାବି କରିବା ପାଇଁ ମହିଳାଙ୍କ ଶକ୍ତି ପାଳନ କରିଥାଏ। ମୋଟ ଉପରେ, "ଟିନି ଓସ୍ତାଡ" ଏକ ଚିନ୍ତାଧାରା ଏବଂ ପ୍ରେରଣାଦାୟକ ପ read ା, ଏବଂ ପ୍ରତୀଭା ରୟ ଜଣେ ଉଲ୍ଲେଖନୀୟ ମହିଳାଙ୍କ କାହାଣୀକୁ ଜୀବନ୍ତ କରିବା ପାଇଁ ଏକ ଉତ୍କୃଷ୍ଟ କାର୍ଯ୍ୟ କରିଛନ୍ତି ଯିଏ ନିଜ ସର୍ତ୍ତରେ ଜୀବନ ବଞ୍ଚିବାକୁ ସାହସ କରନ୍ତି | ଲିଙ୍ଗ, ସମାଜ ଏବଂ ମାନବୀୟ ଅଭିଜ୍ଞତାର ଜଟିଳତା ଅନୁସନ୍ଧାନ କରିବାକୁ ଆଗ୍ରହୀ ବ୍ୟକ୍ତିଙ୍କୁ ମୁଁ ଏହି ପୁସ୍ତକକୁ ସୁପାରିଶ କରେ |


ସ୍କୁଲରେ ପାଠ ପଢୁଥିବା ତିନିଟି ଭାଇଭଉଣୀଙ୍କର ଦୁଃସାହସିକ କୌତୂହଳର କାହାଣୀ ହେଉଛି 'ତିନି ଓସ୍ତାଦ୍]' । ଓଲ୍]ଟୁ, ପାଲ୍]ଟୁ ଓ ଢୋଲ୍]କି ସ୍କୁଲ୍]ବ୍ୟାଗ୍ ଧରି ପାଠପଢ଼ିବା ଆଳରେ ବଣଭୋଜି କରିବାକୁ ଚାଲିଯାଆନ୍ତି ପାଖ ଜଙ୍ଗଲକୁ । ସେଠାରେ ଭାତ, ଡାଲି, ପରିବା ସିଝାଇ ଅଲଣା ଖେଚୁଡ଼ି ରାନ୍ଧି ମହାଖୁସି । ଭୋକିଲା ପେଟରେ ତିନିଟି ପତରରେ ଖେଚୁଡ଼ି ବାଢ଼ି ଖାଇବସିଲାବେଳକୁ ଭୋକିଲା କୁକୁର ଛୁଆଟିଏ କୁଁ କୁଁ ହୋଇ ପାଖରେ ପହଞ୍ଚେ । ସ୍ନେହରେ, ଦୟାରେ ନିଜ ପତରରୁ ଖାଦ୍ୟ ନେଇ ଆଉ ଗୋଟିଏ ପତ୍ର ବାଢ଼ନ୍ତି କୁକୁରଛୁଆ ପାଇଁ । ହାଲିଆ ହୋଇ ଶୋଇପଡ଼ନ୍ତି । ନିଦ ଭାଙ୍ଗିଲାବେଳକୁ ଜଙ୍ଗଲ ଭିତର କିଟ୍]କିଟ୍ ଅନ୍ଧାର ରାତି । କେମିତି ଘରକୁ ଫେରିବେ? କୁକୁରଟି ବାଟ କଢ଼ାଏ । ସ୍ନେହର ମୂଲ୍ୟ ସେ ବୁଝେ । ସକାଳ ପାହିଲାବେଳକୁ ସେମାନେ ପହଞ୍ଚନ୍ତି ଏକ ଅଜଣା ସହରରେ ।କାରଣ କୁକୁରଟି ସେମାନଙ୍କୁ ବିରୀତ ଦିଗରେ ବାଟ କଢ଼ାଇଥିଲା, ଅନ୍ୟ ଦିଗରେ ବାଘ ମାତିଛି ବୋଲି । ଏଇଠାରୁ ଆରମ୍ଭ ହୁଏ ତିନି ଭାଇଭଉଣୀ ଓ କୁକୁର ବାହାଦୁର୍]ର ଦୁଃସାହସିକ ଯାତ୍ରା । ଡକାୟତ ଆଡ୍]ଡ଼ା, ସମୁଦ୍ର ଯାତ୍ରା ଏବଂ ଏକ ଅଜଣା ଦ୍ୱୀପରେ ପହଞ୍ଚିଚ ମଣିଷଖିଆ ମଣିଷଙ୍କୁ ଭେଟି କିରି ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି ତାରି ବର୍ଣ୍ଣନା କାହାଣୀଟିକୁ କରିଛି ଅତ୍ୟନ୍ତ ରୋମାଞ୍ଚକର ଓ ଶିଶୁ ମନଲୋଭା ।

Pratibha Ray by ଦ୍ୱାରା ଅଧିକ ପୁସ୍ତକ

Book Highlights

no articles);
କ Article ଣସି ପ୍ରବନ୍ଧ ମିଳିଲା ନାହିଁ
---

ବହି ପଢ଼ନ୍ତୁ