13:15
ପରଜା
ଆହୁରି ଗଞ୍ଚଳ ସୁଈଲ ସାଇଁ ପାଇଁ ବୁଲୁଥିବା ଚକର ଅଗପଣ । କଲର ଗୋଡ଼ ଅଳ୍ପ, ନାଚ କ୍ଟଲଗଲ ବାହାଈ ଉପରେ ମନ୍ଥି ଚକ । ତାପରେ ଧାଂଡ଼ାମାନଙ୍କର ଗୀତ- 1
ଗୋଡ଼ରଳେ ଲେଝିଗଲ ପଈ, କାନ ପାଖେ ଫୁସ୍ଫୁସ୍ କର କହଲ ପଦ୍ଧ, ଖୋଲ ଦେହ ଉପରେ ନଖରେ ସଲସଲ କQପଣ, ଫୁସୁଲେଇଲ୍ସ ପଈ, କାନ୍ଦଲ ପରି, ଆଖି ବୁଦ୍ଧ ଉଡ଼େଲ ନେଲପରି, ଗୃନ୍ଦଧୂଆ ମେଘ ଉପରେ ହାଲୁକା ପାଦରେ ସ୍କୁଲଗଲ ପଈ, ଉଭେଇ
ଧୂଅର ରକ୍ତ ପ୍ରଣରେ ପୂଳ କଈ ଆପଣାକୁ ଭୁଲ ଭଲ ଶୁଣି ରହଳ ଧାଂଡ଼ାର ଗାଁତ ।
"- -"
ଦ' ଭଊଣା ଅନ୍ଧାର ଉଚରେ ମିଶିଗଲେ,—ସୋଇ ନାହଁ ଶବଦ
ହାତ ଛନ୍ଦାଛନ୍ଧ ହୋଇ ରଊଣୀ ଦୋ'3ଟି ବଡ଼ ଗଛ ମୂଳେ ନା ମଣ୍ଡପରେ ପହଞ୍ଚଲେ । ଅନ୍ଧାର ସଦ୍ଧ ସଈ ଆସୁଛି, ଦୂରରେ ଅଣ୍ଡ ଗହରରେ ଦଶୁଥିବା ଭେଉ ଢେଉକା କଳା ପାହାଡ଼ର ଧୂମ ଘାଈଥୁବା ବେଣୀ ଉପରେ ଅଧେ ଜନ୍ମ ସମେ ଉଙ୍କି ମାରୁ ମାରୁ ଦଶି ପଡ଼ ଥାଏ । ବଡ଼ ଗଛ ତଳେ ବଡ଼ କଆଁର ଧାସରେ ନାଚ ଦେବତା ପାଗଳ ହୋଇଛୁ, ନାଚ ଜମିଶ୍ର ।
ଗୋଲ ହୋଇ ଗାଁର ଯେତେ ଝିଏ, ପିଠି ପଛଆଡ଼େ ହାତକୁ ହାତ ଛନ୍ଦାଛନ୍ଧ, ସୁନା ଦ୍ଧର୍ମ ଘରେ ମାୟାରେ ଗୁମ୍ଫା ହେଲପର ଜଙ୍ଗଲ ମଝିରେ ଖୋଲ୍ ଗୋଲେଇ ଗୁଣ୍ଠିପାଖେ ଦମକା ପବନରେ ଥଣ୍ଡଲ ଅଜ୍ଲ ଘଞ୍ଚ ବୁଦାଗଜ ପଈ, ମଝିରେ ତୁଙ୍ଗ ଭୂଙ୍ଗା ଧର ମେଞ୍ଚ ମାଞ୍ଚ ପୁଞ୍ଜି ପୁଞ୍ଜି ହୋଇ ଗାଁ ଧାଂଡ଼ା, ମୁଣ୍ଡରେ ରଙ୍ଗ ପଗଡ଼, କାନ୍ଧରୁ ଅଣ୍ଡାର କର ପ ଦେଇ ପଳକୁ ଓହଲରୁ ଲମ୍ବା ଉତ୍ତର । ସମସ୍ତେ ଘୂଈ ବୁଲୁଚିଣ୍ଡ ପାଦରେ ହାତରେ ଅଣ୍ଡାରେ ପ୍ରଶ୍ନରେ ନାଚର ତରଙ୍ଗ ଖେଳେଇ । ଦୂର ଗଛର ଡାଳ ସନ୍ଧରେ ଅନ୍ଧାରରେ ଆଖି ବୁଦ୍ଧ ବେଳ ଗୋଳେଇ ସେପରି ଭୂଦ୍ଧତାଶ ବସି ରହ ଶୁଣ୍ଡବନ୍ତ ଯୁଗ ଯୁଗର ହଶଲ ମଈଲ ପୂର୍ବ- ସୂ ରୁଷଙ୍କ ଆତ୍ମା । ନାଚ କମିଛି ।
ଦୁଇଶହ ପାଦର ଭଉଁସରେ, ଚଞ୍ଜି ବୁଲୁଥୁବା ଶହେ ଦେଦର ତେଉରେ, ଗୀତର ଢାଳରେ ଥୁଲ ଈଶା, ଯାହାର ମଦରେ ଈଶା- ଅନ୍ଧାରରେ କଳା ଦୁମର ଗର୍ଭର ଝୋଲରେ ଭେମ୍ପରୁ ଖସି ପ ଝଡ଼ପଡ଼େ, ଫୁଲ ଝପଡ଼େ, ରସିଯାଏ ଖଳ ଖଳ ସୁଅରେ ପାହାଚ ଡେଇଁ ସ୍ଥଞ୍ଚାତ ଭଉଁସ ଡେଇଁ, ଚେଚନା ନାହିଁ, ସ୍କୃ ଷ ନାହଁ, ଖାଈ ଅଧଣଆଁ ହୋଇ ପଞ୍ଚ ଉପରେ ଝଡ଼ପଡ଼ୁଥିବା କାକରର ଦଦର ମନର ଘୁଷା, ଗୋଠ-ଖଣ୍ଡିଆ gଝିଆ ଝିଙ୍କାଘର ? ?" କେବଳ ପ୍ରରୀକ୍ଷାର ଡାଇ ଅସରନ୍ତ କାଳର, ଆଉ ତା’ର ଉତ୍ତର, ଝଣଝଣିଆ ଝିଙ୍କାଘର 22 , । ସୁଲୁସୁଲିଆ ପବନରେ କସି ଆସିଲ୍ ସରେ କାହା ପାଦ ନେପୁରର