କାହାର ସାକାର ପାଇଁ ଟୋଇ ଖୋଈବା, କାହାର ପଥର ଭାଡ଼ିବା, କାହାର ଗଛ ହାଣିବା । ସାଦୃକାର କାମ କଗଲ ଜାଣେ, କାହାରକୁ ଅଳସ ଆସେ ନାହିଁ, ଈଶ୍ରାମ ନାହଁ ।
ଅନ୍ଧାର ଜମି ଆସେ । ଭାଗର ଆଲୁଅରେ ଗାଁ ଦାଣ୍ଡର ପଦର ଉପରେ ସାତୃକାରର ରୂଦ୍ର ମୂର୍ତ୍ତି, ଖାଲ ଗୋଟାଏ ଚଳନ୍ତା ଗୁଇ । ତଳେ ଜଳାଜନ ଗୋତ ପଢ, ଉଦାସ କ୍ରାନ୍ତ । ମନରେ ରଙ୍ଗ ନାହଁ, ପିଠିରେ ଗୁଲ ଖୁବ୍ କରଡ଼ା, ଗୋଡ଼ ଶିର ଗଣ୍ଡି, ତଥାପି ବେଳେ ବେଳେ ମନ ଊତରେ ଭଙ୍କି ମାରେ ଦୂର ଗାଁରେ ନୁଆଁ ଶିଆ ପୂଳ, ବାଈ ସନ୍ଥ ପରେ ଖୋଲା ଖୋଘ୍ର କ୍ଷେର, ଖାଈ ଖାଈ, ଫାଇଁ କଶ୍ ଉଇଁ ପୁଣି ଶQଯାଏ । ମନର ଶିଏ ଶିରଏ ଭଣ୍ଡଯାଏ ଆପଣା ଭୁଲ
ଖେଇ ଦୂର ଗାଁର ହଞ୍ଜଲ କଥା—
ଗାଁ—ସୁନାଶର ଗାଁ, ମାଣ୍ଡି ଆଜାଦ୍ଧର ଗାଁ-
ଫଗୁଣ ଆସିଲ, ଯନ୍ତ୍ରକୁ ରଗେଇ ଦେଲ, ଫୁଲକୁ ହସେଇ । ଫଗୁଣ ଆସିଲ, ଗାଁ ଡୋଗଙ୍କ କଳା ଭଅଁ ର ଗଣ୍ଠି କଣରେ ଆମ୍ବ ବଉଳ ଆଉ ବଣ ନଆଳ, କାନପାଖେ ବାଟଭୁଲ ମନ୍ଦିମାଈ । ପାହାଡ଼ର ଶିଖ କେବେ ଭୁଝେ ନାହଁ, ସବୁବେଳେ ପୂର୍ଣ ସେ, ଯାହା ଯାଏ ତା'ର ପ ରହେ ନାହଁ, ସବୁ ପୂଜ୍ୟ ପୂଜ୍ୟ।
ଝରଣାର ପାଣି ଚବର ରବର କଣ ଏକ୍ସଝିଆ କାନୋଡ଼ ପାଣିରେ ବସିଥିଲ, ନାଈ କଆଖଣ୍ଡି ଗାର ଉହୁଙ୍କି ପଡ଼ଥିବା ଆମ୍ବଡାଳର ନାଈ ପକ୍ଷରେ ମିଶିଯାଇଛୁ ସରେ କ!
ସୁଅ ଘୋଡ଼ରେ କେତେ ରସାଫୁଲ ଘସି ଆସେ, କାକୋଡ଼ର ବେଣୀରେ ଛନ୍ଧ ହୋଇଯାଏ, ପାଣି ଚବର ରବର କଣ କାନୋଡ଼ ଓଡ଼ାଈ ପଳାଏ, ଭସାଫୁଲ ଇସି ପ୍ଟଲଯାଏ ହୁଏ ହୁଏ ।
ଅଭଡ଼ାରେ ସୁନାଈ ଗଛର ଲମ୍ବ ଭଞ୍ଜି ଫୁଲ ଚଳନ୍ତା ପାଣିରେ ସୁନେଲ୍ ଛଦ ଆଙ୍କି ହୁଏ, ଝରଣାର ସୁ ସୁରେ ଆଖିରେ ହ୍ରଦ ପୂଈଯାଏ ପାଣିରେ ବସି ବସି, ପୁଣି ପବନ ଖେଳେ କାନପାଖ ଅଲଗ୍ନ ଶନ୍ତାବାଳ ଧଈ, ଦେହ ଶିର୍ ଶିରେଇ ଆସେ ।
କାନୋଡ଼ ବସି ସବୁଥୁଲ, ୩୭ ସେ ଯେପରି #ରୁଝିଅରେ ସବେ । ହସ ଖୁସିରେ, ସଞ୍ଜର ନାଚରେ, ସକାଳର କାମରେ, ସେରେ ସେ ସ୍ତବନାଗୁଡ଼ାକୁ ଆଞ୍ଜ ଢା ଆଷ୍ଟ ବା କର କପାଳରୁ ପୋନ୍ଧୁ ପକାଉ ପଛେ, ତଥାପି ଅବନାଗୁଡ଼ାକ କାଶ ଘଡ଼େ ନାହିଁ ।
ଆଈଜାଲ କଲ ସବୁବେଳେ ସାଙ୍ଗଟରେ ରୁଲେ ନାହଁ, ଗାଧୋଇ- ଗଲେ ପିଠିରୁ ମଳ ଛଡ଼େଇ ଏ ନାହଁ । ପାହାଡ଼ କନ୍ଧରେ ମୟୂର ନାଚ ଦେଖିବାକୁ ସାଥ୍ ଧରେ ନାହଁ । କଲ ଆପଣାର ଦରକୁ ଅପେ ମୁରଦ୍ଧ ପଟ୍ଟ, କନ୍ଦା ଖୋଜୁ ଖୋଜୁ ବଣରେ ଖାଦ୍ଧ ଖୋଜୁ ଖୋଜୁ ତାକୁ ବେଳ ଅଣେ ନାହିଁ । ଶଈ ସାଙ୍ଗରେ ଥିଲେ ମାଣ୍ଡି ଆଜାଦ୍ଧ ମନରେ ଉଠେ ନାହଁ, ବାଗ୍ଲର କଥା ପକେଇ ହସରେ ହସରେ ବେଳ ଯାଏ । on ସାଙ୍ଗରେ ଥିଲେ ମାଣ୍ଡି ଆ ରହେ ମନ ପଛରେ, ବାଗ୍ କୁ ଆଖି