ପରଜା (ଜିଏନ୍ ମୋ ...
ସାତୃକାର ପରନ୍ତୁ ।
ସଞ୍ଜବେଳେ ଗୋଶମାନଙ୍କୁ ପାଖକୁ ଡାକ ସାତୃକାର ବୋଲି ହାଙ୍କେ, “ହେଇ ସୁଚ୍ଛ, ପାଇଝି ଉଠେଇବାକୁ ର ଋଦ୍ଧ ଖମନ୍ତେ ଭୁ, ଏଣୁ
"କାହଁକ, କସ୍ ହେଲ ସାତୃକାର ?”
ଏଡ଼କ ବୋଈ ଘର, ସେଖା ତୋଇବାକୁ ଏତେଗୁଡ଼େ ଦିନ ଘୂଗିଗଲ, ଆଉ କାଁଏ ପାଇଛି କରୂପା ?”
" ପାଇଁ ସାହୁକାର, କୋ ଦିନ ପାଇଛି ନ କରି ଖାଲି ଖାଇବାକୁ ଦେଉଛୁ କହ, ଆଈ କନ୍ଧରୁ ଭଲ ବାଛ, କାଲି କନ୍ଧରୁ ଡଙ୍ଗରକୁ ସା କାଠ ଆଶ୍, କାଲି କନ୍ଧରୁ ହଳ କର, ଆଉ ସୋଉଦିନ ବେଳ ଝିକିଏ ମିଇଲେ ଘର ର ଗଡ଼ୁଅନ୍ଧୁ, କେମିତ ନାଇଁ ବୋଲୁଛୁ ?”
ପରଜା
"ନାଇଁ, କାଈଠୁ ପୁଣି କାନ୍ଥ ଉଠା, ଏହା ଫଗୁନ୍ ମାସରେ ଶେଷ ହେବାକୁ ହେବ । ଆଉ ହେଇ ଝିୟା, ଭୁଇ ମିଶା ।”
ସୁଢ଼ଳାଶ ଗୁମ୍ କଈ ରହିଲ ।
ଆଉ ଦଉଡ଼ ଖ ↓ଈ ବୁଣିବାକୁ କରୁଥୁଲ ସେ* ମିଶା
ହେଲ ନାଇଁ । ଆଉ ସିନ୍ଧଗଜ ପଦାଭୂମିରେ ଏଷୁ ଏକା ବାଡ଼ ବୁଣିବାର ଅଛ, ସେଠି ଆଖୁ ଲାଗିବ, ସେଟା ମିଶା ନାଇଁ, ଆଚ୍ଛା ଗୋଷ ରଖିଲେ, ବୁଢ଼ା ହଡ଼ା ଲେଜ, କଲେ ଶୁଣିବ ନାଇଁ, ଖାଲ ଙ୍କୁ ଐ କରିବ, ବୁଢ଼ା
ଗୋଶମାନେ ଥୁଣ ହୋଇ ବସି ଶୁଣଣ୍ଡ, ହାତ ପାସୁଲରେ ଗାଲ ଥୋଇ, ସାହୁକାର ଗର୍ଜୁନ କନ୍ଧ ଉଠେ, ଗର୍ତ୍ତନ ଗୁଡ଼େ ।
ଅନ୍ଧାର ପଡ଼ ଅପେ, ଗୋଷ କାମ ରୁଝି ନଏ ।
କାହା ଘଗ୍ୟରେ ପଡ଼ ପଛେ ଗାଈ ମଇଁଷିକୁ ବରତ କରିବା, କାହାର ସାହୁକାର ପାଇଁ ଟୋଇ ଖୋକବା, କାହାର ପଥର ଭାଡ଼ିବା, କାହାର ଗଛ ହାଣିବା । ସାତୃକାର କାମ ଜଗଲ କାରଣେ, କାହାରକୁ ଅଳସ ଆସେ ନାହିଁ, ବଣ୍ଡାମ ନାହଁ ।
ଅନ୍ଧାର ଜମି ଆସେ । ଚାପର ଆଲୁଅରେ ଗାଁ ଦାଣ୍ଡର ପଦର ଉପରେ ସାତୃକାରର ରୁଦ୍ର ମୂର୍ତ୍ତି, ଖାଈ ଗୋଟାଏ ଚଳନ୍ତା ଗୁଇ । ତଳେ ରାଜକ ଗୋଡ ପଳ, ଉଦାସ କ୍ଳାନ୍ତ । ମନରେ ରଙ୍ଗ ନାହଁ, ପିଠିରେ ସ୍ଥଲ ଖୁବ୍ କରଡ଼ା, ଗୋଡ଼ ଶିର ଗଣ୍ଠି, ତଥାପି ବେଳେ ବେଳେ ମନ ଊତରେ ଉଙ୍କି ମାରେ ଦୁର ଗାଁରେ ଛୁଆଁଶିଆ ଳ, ବାଈ ପଢ ପରେ ଖାଖୋଲ ଖୋଲ୍ କ୍ଷେର, ଖାଈ ଖାଈ, ଫାଇଁ କରି ଉଇଁ ପୁଣି କଇଯାଏ । ମନର ଶିଏ ଶିଏ ରଈଯାଏ ଆପଣା ଭୁଲ
ସେଇ ଦୁର ଗାଁର ହଶଲ କଥା—
ଗାଁ—ସୁକ୍ତିକାଶର ଗାଁ, ମାଣ୍ଡି ଆଜାଦ୍ଧର ଗାଁ-
ଫଗୁଣ ଆସିଲ, ଯନ୍ତ୍ରକୁ ରଙ୍ଗେଇ ଦେଲ, ଫୁଲକୁ ହପେଲ ।