ଢାର ନା ଡାକ ହୁଏ I
ଅତ ଉଦାସ ଲଗିଲେ ସେତେବେଳେ ଆଉ କେହ ନ ମିଳନ୍ତ ସାହୁକାର ଉକର ପଠାଏ ସାନଗୁଡାକୁ । ସେଭେବେଳେ ସେ ସାନଗୁଡାର ଧାଂମାନଙ୍କ ନାଚ ଦେଖେ । କାରଣ ଆଗ ଅଧିକାର ଭା’ର, ପଛେ ବଢିଲେ ଆଉ ପାହାର । ସାହୁକାର ମିଛି ମିଛି ଆଖିରେ ଅନାଏଁ । ଆଉ
ଉଦୁଉଦିଆ ’ପହରେ ଥରେ ଅଧେ ବଡ଼ ଘରର କେଉଁ ଗୋଶ ପାଣି ମନ୍ଦାଏ ପିଇବାପାଇଁ ନୋହଲେ ଧୂଙ୍ଗିଆ ଟିକିଏ ପିଇବାକୁ ନଆଁ ମାଗିବା ପାଇଁ ଆରପାଖର ଭଙ୍ଗାରୁଜା ସାନଗୁଡ଼ାରେ ଯାଇ ଠିଆହୁଏ, ଈର୍ଶା ଘରେ କ ଅଙ୍ଗ । ଘରେ କ ଶିକ୍ଷା ପରଜା ଘରେ ।
ଘରର ଘରଣୀ କାଠ ଘୋରଣାରେ ସୁଆଁ ଫେଶୁ ଫେଶୁ ହାତ ବନ୍ଦ କଣ ସହାଗୁରୁଣ୍ଡରେ ପପ୍ଟରେ, “କ ଏରେ ପାଇ ଲାଗିଥୁଲ ରେ, ଝାଳ ଫିଟି ପଡ଼ ଛୁ ଦେହରୁ, ବସି ପଡ଼ ଜଣେ ।"
ଗୋଣ୍ଡ ଏଠି ଉତ୍ତାପରେ ଡଃଶ୍ଵାସ ମାଈପାରେ, ଏଇ ରଜା ଲୁଆଣିଆ ଘର, ଏ ଘରର ଅବର୍ଷ । ସିଘାଶିନାସ ପିଲମାନେ ସମସ୍ତଙ୍କ
ପରକା
ସାଙ୍ଗେ ତା'ର ମନର ସମତାଳ ଅଛି । ଏଠି ସେ ଖାଇବ, ଖାଦ୍ୟରୁ ଗ ମାରିପାରେ । ଘରେ ପଶି ହାଣ୍ଡି ରୁ ଭୁମ୍ବାରେ ଅଜାଡ଼ ନେଇ ରନ୍ଧା ମଦ ଟିକିଏ ପିଇପାରେ । ବେଳ ଅବେଳକୁ ଏଇ ଭା’ର ଚଝିଘର, ଏଠି ତ ନାହିଁ, ତର ନାହିଁ ।
ଏକା ନାହିଁ ଦୁଇଖଣ୍ଡ ପଟ୍ଟ, ଗରିବ ଦୁଆରେ ଗଈବ କି କେବେ
ଦୁନିଆର ସବୁ ଗୋଣଙ୍କ ପରି ସେ ମଧ୍ୟ ପଞ୍ଜରହରେ ଏଠି ବରଗଛ ମୂଳେ ବୈଠକ ଜମାଏଁ । ବଡ଼ ନିଆଁ ଜଳେ, ରା ଗୁରିପାଖ ଗୋପଲ ଆଉ ଏଗୁଡାର ଲେକେ ଏକାଠି ହୋଇ ଧୂଙ୍ଗିଆ ଝାଣନ୍ତୁ । ଆଉ ସେଠି ଚର୍ଜ । କଲେ, ଖୁବ୍ ବଡ଼ ବର୍ଡ଼ କଥା ପଡ଼େ, ଯାହାର ଭଷ୍ମ
କଳେ ଧୂଆଁ ରେ ସାତୃଜାର ବିରୁଦ୍ଧରେ ଆପଣାର ସବୁ ରୁନ୍ଧରଖା ଅଭିଯୋଗ ଅନାଡ଼ ଦେଇ ଗୋଡ ଗୁଣର ବୋଝ ଟିଏ ଉଶ୍ବାସ କନ୍ଧଏ ।
ବୁଦା ପରଳା କହେ, "ଘର ଭଡ଼ ପାଉଛି ଏଠି, ଆଉ ଗୋଡ଼- ହାର ପାର୍ଟି ପଡ଼ କାଇଲ ପଡ଼ଗଲେ ଦ୍ଧ ଦିନ ଶେଲ ( ଛୁଟି ) ମିଶା ସାତୃକାର ନ ଏ
ଆଲତା ପରଜା କହେ, “ଚନା ରା କଥା, ଏମି ଖଟି ( ରୂପଣ ) ଲେକ ଗୋଷେ କେଉଁ ଢାଲୁଳାରେ ହେଲେ ଖୋଈଲେ ନ ମିଳେ ।”
ମନ୍ତ୍ର ମୁଦୁଲ କହଲ, "“ଜେରେ ସୁନା ପତକାର ରଖିଲଣି କେଜାଣି ବାରୁ, ଆମେ ଖଛି ମରୁଚୁ ସିନା, ସାତୃକାର ଖାଣ୍ଡ ସୁନା ଗଦା କରୁଣ, କେମିତ ଚଞ୍ଚଳ ଚଞ୍ଚଳ ସୁନା ରୁପା ମାଈଦେବ, ସେହ ଶନ୍ତା ଗାଁ'ର, ନ ଖାଇ ମରୁ ପଛେ, ଖାଈ ସୁନା ସୁନା
ଆଉ, ଲଜପାକର ମାଇଁନା ( ମାଇକିନିଆ) । ଉମ୍ ହେଉ ପରଜା ହେଉ କରସ୍ରାଦ୍ଧ ହେଉ, ଧାନ୍ତୀ ଗୋଟେ ଦେଖିଲେ ତା'ର ଓଠରୁ ପାଣି ଗଡ଼ପଡ଼େ
ଦୁର୍ଜା ପରଜା କହଲ, "ଆରେ 2 ବୋଲି ଦେଉଛୁ କିସ ? ସୁନା ବଢ଼ିଲେ ମଇଁନା ବଢ଼େ । ହେଲେ ଆଉ ଲେକ ମାଇଁନା ରଖିଲେ ଢାଲୁ