ଠିକ୍ ଏକବେଳେ, ସେତେବେଳେ ଗନ୍ଧବର ଘରକରଣା ସୁଲୁସୁଲୁ, ହୋଇ ଇଥାଏ, ଶସ୍ୟ ବୋଝେଇ ହୋଇ ଭଲ ଭଲ ଉପା ବଳଦ ଆସନ୍ତ, ଗୁଆଡ଼ ଗସ୍ତାର ବୁଢ଼ାଆଣି ଜାଲରେ କେତେ ଶଗଡ଼ ଗାଡ଼ ସାଏ ଅସେ, ଗୋଷ୍ଠୀ ଗୋ* ଜଙ୍ଗଲ ସ୍କୁଲ ଆସିଲ ପଦ୍ଧ କାଠ ବୋଝେଇ ହୋଇ ଅସୁମାଈ ଗୋପଲ ମାଡ଼ିଆସନ୍ତ, ସମସ୍ତେ ସ୍କୁଲଯାଆନ୍ତୁ ସାତୃକାରର ମହୁଫେଣା ପର ଭଣ୍ଡାର ଆଡ଼କୁ । ସେଠି ଭାଉ, ସେଠି ଲୁଲୁର, ସେଠି ଘରଚଝିଆ, ସେଠି ମଣିଷ, ସେଠି ଗୁଇନସାଳର ଛୁରପୋଳ ଆଉ ଅସରପା, ସେଇ ସାହୁକାର ଘରେ ।
ବଡ଼ ବଡ଼ ପ୍ରଶ୍ନ ଅଧ୍ବକାଘ ଆସିଲେ ସମସ୍ତେ ତା'ଈ ପିଣ୍ଡାରେ ବସା । ଦୁଇ ପାଖର ଫାଙ୍କା ଫାଙ୍କା ଭଙ୍ଗା ଦଦର ପଞ୍ଚ୍ ତାହା ଘରର ଶିଘ୍ର ବଢ଼େଇ ଦଏ, ଡେଙ୍ଗାରୁ କିଂଭା (ଅର୍ଥାତ୍ ବାଙ୍ଗର) ପଈ, ଗୋଗଲୁ କଳା ପର, ଦମକକୁ ଖାଲ ପର୍ ।
ବଧାରାର ଶକ୍ଷର ବନ୍ୟାସ ପାଇଁ ଦୌଲତଖାନାର ଦୁଇପାଖେ
ଦୁଇଟା ପାକା ମଶାଶି । ସେମାନେ ମଧ୍ୟ ବୁଦ୍ଧତ୍ପାଦ, ଏଇ ଦୁଇ ପାଖର ଲେକେ । ସୁଗେ ସୁଗେ ତାଙ୍କର ବାସ ରୋସାରେ କାମଧନ୍ଦା କରି ଖାଇ ଚଳଛନ୍ତୁ । ଜମି-
ପରକା
ଜମା ସବୁ ସାହୁକାର କ୍ରମେ ନେଇଯାଇଛୁ, ସେମାନେ ଫଗୁଣର ହୋଇ ସାଇବ୭, ଘର ସାମ୍ନାରେ ସାତ୍ମକାରର ବଡ଼ ମଦକୋଠି । କାମ ଧନ୍ଦା ପରେ ମଦଞ୍ଚୋପାକ ଲଗେ ସୁଆଦ, ଦିନ୍ତୁ ଦିନ ଦ୍ଧରୁ ଦିନ ଯଉଁ ଯାଏ, କେବେ ଦନେ ସାକାର କହେ, “ହେ, ରୋ ଉପରେ ଭକୋଡ଼ ଝଙ୍କା ହେଲ, ୪ଙ୍କା ଦରୁ ଳ ଭୂମି ଦେରୁ ?” ଏବେ ମଦ ଦୋକାନ ନାହଁ, କରୁ ଭୂମି ସବୁ ସଈ ।
ଏଇ ରଙ୍ଗା ଦଦରୁ ଘରରୁଡ଼ାଳର କୋଳିଆ ଆଖି ଆଗରେ ଢେରେ ସାନବଡ଼ ଘଟଣା ବଡ଼ଘରର ଦାଣ୍ଡ ସାମ୍ନାରେ ଘଝିଯାଇଛୁ, ପଟା ଘର ଖାଲି ଗୃତି ପୂତି ରହିଛ, ବାଆ ବଢାସି ସହଛ, ଆଁ କଣ ଗୃହଁ ଦେଖିଛୁ, ଏଇ ଏରେ ବର୍ଷର ଇହାସ ।
ବଡ଼ ଘରେ ମାଝି ପଡ଼ିଛୁ, ଗୋଟି ଗୋଟି ହୋଇ ଘରର ସଂଖ୍ୟା ବଢ଼ିପାଇନ୍ଧୁ, ଦୌଲରଖାନ। ହସିଉଠିଛି ।
ପାନ ଘର ଛଣ୍ଡି ଛୁ ।
ବଡ଼ ଘର ଆଗରେ ଗ୍ରସ୍ତା ଫିଟିଛୁ, ବଗିପ୍ଟ ଲରିନ୍ଧୁ, ଆମଦାମ ରପ୍ତାଦ୍ଧ କାରବାର ଲଗିଛ । ସାନ ଘର ଆଗରେ ବଢ଼ି ଉଠୁରୁ ପିଦ୍ଧ ଘାସର ବଣ, ଯେତେ ଅଲଆର ଆକ୍ରା କାଗ୍ରା । ସବୁବେଳେ ଉପ୍ଟ, କେତେବେଳେ ସାକାର କୋଗ ହୋଇଗଲେ ପୁଲସ ଲେକ ଲଗାଇ ଦେବ । ସେମାନେ ଲୁଇସେନ (ଉଇସେନ୍ସ) କେସୁ କରି ପକାଇବେ ।
ସାନ ଘର ଦେଖିଛୁ, ବଡ଼ ଘରେ ଆଗେ ଥୁଲ ମଦରଃ, ଢାପରେ ଖୋଲନ୍ତୁ ରୋଦାମ ।
ସେଇ କେରେଦନର କଥା ହୋଇଗଲା । କନ୍ଧ ପରକା ରଲତ ଆସି ହାରଯୋଡ଼ ମାଗୁଛ, "ସାହୁକାର, ପୁଟିଏ ଧାନ କରଜ ଦେ,” ପାତୃକାର କହିଛି ‘ନେ ।” ଗଲବେଳେ ସାତୃକାର ପଟ୍ଟାଉଛ, "ଗୁଟିଏ ନେଲୁ କରେ ?” ରଇର କହଛ, ‘ନେଈ ।’ ସାହୁକାର କହଛ, “ସା ଗୁମାସ୍ତାରୁ କନ୍ଧ ଆ ।” ଉଇର ଫେଇଆସି କହିଛି, ‘“କହଲ ।” ସାହୁକାର ଏଇ କଥା କହିବାରୁ ଗାଁକୁ ନେ ଜାଗାକୁ ପଠାଇଛୁ ।
ପୁଟିଏ ମୂଳ ଆଉ ଅଧପୂଟିଏ ସୁଧ ବୋଝ ଧର ର ଆସି କହଛି, “ନେ ସାତୃକାର ।” ସାତୃକାର ତୋଳା ଦ’* କପାଳକୁ ଉଠେ
ଅଧ ଗ୍ଲଟିଏ ସୁଧ ।” ସାହୁକାର ଢେର କରିଛୁ, “କରେ ପୁଟିଏ ମୂଳ କଣ ରେ ? ମୋଠୁଁ ନେଲୁ ପୂଟିଏ, ଗୁମାସ୍ତାକୁ କହକର ନେଲୁ ପୁଟିଏ,