ପରଜା (
ଦେଖେ, ହାଇଛି ମାଈବା ଶୁଣେ । ଧର୍ମର ଭୁଲୁର ସତ ଖାଏ, ଗଈବ ଡବ ଡବ ଆଖିରେ ଗୃହଁ ରହେ ।
ଚଲଚର ଉଦାସୀ ପବନ ଧୂଲ ଉଡ଼େଇ ଶୁଖିଲ ପଦର ପଦର ମୁଣ୍ଡେଇ ଚେକା ଚେକା ଭଉଁଈ ଖେଳ ଖେଳ ଯାଏ, ମଲ ଶୁଖିଲ ଭୁବନାଗୁଡ଼ାକୁ କାଞ୍ଚ ଠେଲି ପେଲ ବାହାର କରେ, ମରମକୁ
ବୁଲ ଶକାଳର ପସର ପାଖେ, ଗାଁ ସାନ ଝିଅ ସେରେ- ବେଳେ ରୁଣ୍ଡ ହୋଇଥାନ୍ତ, ଭଲ ନ ଥାଏ ସେଠି, ଦୂରରୁ ଦେଖୁଥାଏ । ସେ ମଧ୍ୟ ଗାଁର ଝିଅ, ନାଇକର ଝିଅ ସାଙ୍ଗକୁ, ଚଳଣ ବଡ଼ ରଇତର ଝିଅ ସାଙ୍ଗକୁ, ସେ ବ ଜଣେ, କରୁ ସେମାନେ କଣନ୍ତୁ, କଣିବାକୁ ବାପ ଉଇଙ୍କ ସଙ୍ଗେ ଗୋଳ କରନ୍ତ, ସେ ଠିଆ ହୋଇ ରହେ ଆଡ଼େଇ ହୋଇ । ବଲର ମନ ସମ୍ଭାଳ ହୁଏ ନାହଁ, ପଦସ୍ତ ପାଖେ ହାତ ହଲେଇ
९९ ४
ପରକା
ହଲେଇ ରୁଆଞ୍ଝାରେ ସେ ଧାଁ ଧପିଡ଼ା କରେ, ସ୍ନା ତା' ହାରରୁ 298- ଗନ୍ଧ ଓଡ଼ାଈ ନେଇ ଦେଖେ, ବେଳେ ବେଳେ ଭଲ ପାଖକୁ ଦଉଡ଼ ଆସି
ଖାଈ ଦେଖିବାହଁ ସାର । ଆନ୍ଧକାଲ ବାସଗୁଲ ଆସନ୍ତ ନାହିଁ, ଗୋଳ ଶୁଣିବ କଏ ? କିଏ ସେ ମନର ଗୋଫାନରୁ ହାତ ବୁଲେଇ ଶାକ୍ତ କରିଦେବ ? କିଏ ପୋଛୁ ଦେବ ଆଖିର ଲୁହ ?
କଲ ପ୍ରଶିଳ୍ପ, ନାଇକକୁ କହିବ ।
"ନାଇକ, ବେଶି ନାହଁ ଗୋଟିଏ ଝଙ୍କା ଦେଇଥା, ବାପ ଆସିଲେ
**ସ୍ କଥାରେ ରୁଦ୍ଧ (ଝିଅ), ପଇସା କାହଁ ? ବାସ୍ନା ହେଲୁ କୁ ?” ଅବଶ୍ବାସରେ ହସି ଉଡ଼େଲ ଦେଇ ନାଇନ କହଲ ।
ସ୍ଟଲଣ ମୁହଁ ମୋଡ଼ ଦେଲ । ବଡ଼ ଉଚ୍ଚ କହଲ, "ଜଳେ ଖଣ୍ଡେ ଖଣ୍ଡ ପାଞ୍ଚୁଆ ଚଣିବାକୁ ମୋର ପଇସା ନାହଁ, ଆଉ ମୁଁ !"
ନାହଁ ପଦ ସବୁଠି । ତେବେ ବାଗ୍ଲ ? ପେଠି ? “ନା ନା, ଆମି ଊଚ୍ (ଆମର ଦରକାର ନାହଁ), ଦେଖିଥା ଭଲ ଭାଲୁ ପଦ ମାଗିରୁ ଭୋ’ ସାଙ୍ଗିରେ କଥା କହବ ନାଇଁ? ଜାଣିଥା ।”
ଗତରେ ନାଚକୁ କଈ ଯାଏ ନାହଁ, ଭଲ ନାରେ, ଘଣ୍ଟ ନାଚେ, ନାଚରେ ସମସ୍ତ ଙ୍କି ଈଶି ଦାଈଦ୍ର୍ୟର ପରଜ ସେ ଭୁଲବାକୁ ଚେଷ୍ଟା
କରେ । କେନ୍ଦ୍ର ସେତେବେଳେ ପରକ୍ତ ନାହଁ, ପଟ୍ଟାଈ ଆସେ କାଉ ପରଜା । ବାରୁ ଡାଳ ମାରେ, “ରୁକ (ଦୋଗ), ଚୋର ସଇ କେବେ ଆସିବ ? ବାପା କେବେ ଆସିବ, ?” ପୁଣି ଥରେ ଥରେ କହିଦେଶ ତୋ ବାପାରୁ, କାହଁକ ଆସୁନାର୍ଶ୍ବ କେତେ ନ ହେଲ !” ତା'ର ଅସୁନ୍ଦର ମୁହଁକୁ ନେଫେଷ୍ଟ ଦେଇ ସେ ର ଲଜ୍ଜା ଲୁଞ୍ଚାଏ, ଦୁଦ୍ଧଆଯାକର ଘବନା
ଗାଁ ଗୋଝାକରେ ଭା' ପର ଅସୁନ୍ଦର କେନ୍ଦ୍ର ନ ଥିବେ, ତା'ର ନାକ? ଗଇଁଠା ପ1, ମୁହଁ ହନୁମନ୍ତ ପ), କପାଳ ତାଲୁ ହୋଇ 14- ଯାଇଛୁ ପୁରୁ ପୁଆ ବାଳ ଉପରରୁ । ନଡ଼ିଆକୃଣ୍ଡି ପର ରୂଝି କେରଳରେ ଫୁଲଟାଏ କେବେ ଖୋସା ହୋଇଥାଏ । ବାହା 'ଡା଼ ଅଭିଶୟ ଲମ୍ବା,