ପରଜା (ଜିଏନ୍ ମୋ ...
ଚାର୍ 180 8 ବି ଚାଟୁ 800 ଲାଞ୍ଚ 3, 1 38% ଆଲାଖ 363, - “ଇ ବିଜ୍ଞାପନ, ପୁ
ଖର ଲାଗିଲା । କଲ ମାଝି ଆଣି ଗଲ । ଶବ୍ଦ ରୂଈରେ ହାଣ୍ଡି ବସେଇ ଦେଇ ସଙ୍ଘ ଉପରକୁ ଉଠିଗଲ ପ୍ଟକ ଆଣି ।
ଅନ୍ଧାରୁଆ ସଘାରେ ଗୋଟାଏ ପାଖେ ବାଉଁଶ ରୂପାରେ ପଶି ଧାନ ମାଣ୍ଡିଆ ସଦା ହୋଇଥିଲା । ଦୁଇ ଭଉଣୀରୁ ସାହାର ଯେରେ- ବେଳେ ଦରକାର ସେ ନେଇଛୁ । କେତୁ କେବେ ଭଲ ନାହଁ ।
ଆଜି ସଦ୍ଧ ଆସୁଥିବା ଶସ୍ୟକୁ ଦେଖି ପହ୩ ଥର କଈ ପ୍ରକଳ୍ପ, ସରେ, ଏରେ ର ଥୁଲ, ଆନ୍ଧ୍ର ସବୁ ପଶି ଆସୁଛି । ଯାହା ଦୁଇ କୁପା ତଳେ ଲଗିରହିଛୁ, ସେଚକରେ ଆଉ କେତେଦନ ବା । ତା ପରେ ? ସେଇ ଅନ୍ଧାରୁଆ ସଦା ମୁହଁରେ ଗୋଟାଏ ଗୋଡ଼ ସିଜ୍ରେ
ଆଉ ରୋଡ଼ ପ୍ରଘାରେ ରଖି ଅଧ ଆଉଜା ହୋଇ ଠିଆ ହୋଇ କଲ
ପରକା
ପାଣିମନ୍ତେ ଆଖିରେ ସାମ୍ନାକୁ କି ପୂତି ରହନ୍ତି । ବାପ ଘଇ ଏବେ ନାହାନ୍ତ, ସେମାନେ ଆଉ କିଛି କରିବେ ନାହିଁ । କ୍ଷେତ୍ର ପଡ଼ିଆ ରହିବ । ଘରେ ଖାଇବାକୁ ନାହଁ । ଆଉ ତାକୁ ଜଣା ପଡ଼ସ, ପକୃତରେ କେଡ଼େ ଗଈବ ସେମାନେ, ଗାଁ ପ୍ସଲ ଆଉ ଯେରେ ସମସ୍ତ ଙ୍କଠୁ ସେମାନେ ଊଣା । ଦୁଃଖୀର ହେଲେ ଗଉଣା ଅଛ, ତାଙ୍କର ନାହଁ । ବାହା ପଢ଼େଇ ଦେବାକୁ ପିଠି ପଞ୍ଚେଇ ଦେବାକୁ କେନ୍ଦ୍ର ତାଙ୍କର ନାହିଁ । ଘର ଫାଙ୍କା, କୁପା ଶୂନ୍ୟ, ପଦାରେ କ ଉପରେ ଦଂର ଦେବାକୁ ସୁଦ୍ଧା କେହ ନାହଁ, କେହ ନାହଁ, ସେ ସାଇତ୍ସବ, ନୂଆ ଖନ୍ଧ ପାଇଁ ପଇସା ନାହଁ ।
ଚାପରେ କାଉଣା ! ସକବାରୁ ସୁଖ ଲଗେ ନାହଁ, ତଥାପି ର ଆପେ ଆପେ ବହୁଏ ।...ଏଇ କେରେ ମାସ ହୋଇଗଲା, ସାହର ଲେବେ ତାଙ୍କ ଘର ପ୍ରଶ୍ନ କେମିତ୍ତ କେମିତ୍ତ ହୋଇଗଲେଣି । ଆଗେ କେତେ ଲୋକ ଆସୁଥିଲେ, ଏବେ କଲେଇ ଛୁଆଟିଏ ସୁଦ୍ଧା ନାହିଁ । ସାହଭେଦାକୁ ଶଳେ ନାଇକ ମାଗିବାକୁ ଲଆସ, ଏରେ ପଇସା ଦିଅ ଏରେ ସରସା ଦିଅ ବୋଲ ଝଗଡ଼ ବସେ, କାହିଁ ଏବେ କେଶ୍ ର ମାଗିବାକୁ ଆସେ ନାହିଁ, ତେବେ କ'ଣ ଲେକେ ତାକୁ ଗୁଣ୍ଡୀ ଶ୍ରେଣ୍ଡୀ ଘରଠୁଁ ଵ ନ୍ୟୁନ ମନେ କଲେଖି ? ହୋଇଥିବ, ଯାହାର ସବୁ ଯାଏ ତାହାର କ'ଣ ଅଳ୍ପ କେନ୍ଦ୍ର ଗୁଦ୍ଧ ବସନ୍ତ ନାହିଁ । ଗାଁ ଦାଣ୍ଡରେ ସଞ୍ଜରେ ସେତେବେଳେ ନାଚ ଜମେ ଆରେ କେରେ ଧାଂଡ଼ା ମାଡ଼ ଆସୁଥିଲେ ଉପରେ ପଡ଼, କଏ କେତେ କାନ ପାଖେ ଆସି ଡ୍ୟୁଗୁଉଂଗା ବଜେଇ ଗାଁର ବୋଲ ଯାଉଥାଏ, କେଭେଥର ଏବେ ଏପରି ହେଲଣି, ସୁଅ ଏଶିକ ରୁହେ ନାହିଁ, ତେଣେ ତେଣେ ଗଡ଼ ଗୁଲିଯାଏ । ମନ ଭବରେ ଜଳନ୍ତା ଈର୍ଷା ଭଗରେ ନାଚର ଆନନ୍ଦ ଉବେର ଖୁବେଇ ହୁଏ । କାହିଁକ ଏପର
ଦାଣ୍ଡର ଆଖି ଆଉ ରୁପାର ପାଈଁ ଊତରେ ସମ୍ଭନ୍ଧ ଅନେକ ବେଶି । ହଠାହ ବାଈ ହୁଏ ନାହଁ ସିନା, ସମେ ମନ ଗଭୀରରେ ସୁଦ୍ଧା ତାର ଧ୍ବନ୍ଧ ବାଜେ, ରୁଝି ହୁଏ ସେତେବେଳେ ଖୁବ୍ ଡେଈରେ ।
ଭଲ ଆପଣାର ଅବସ୍ଥାକୁ ଏରେ ଚଉଲ ଦେଖି ପାରଲ ନାହଁ, ଆଁ କରି ଗୃହଁ ରହର ଭୁପା ଜଳକୁ, ସେପରି ସେ ଏଇ ଥର ନୂଆ ହୋଇ
९ ००
ପରକା
ଦେଖି ରୁଖୁଛି ।
ଆଉ ସେଣ୍ଟକବେଳେ ତା'ର ମନ ଊରେ ଅନେକ