ପରଜା (ଜିଏନ୍ ମୋ ...
ମାଡ଼ଲ, ଦେଖିଲୁ କେଡ଼େ ଏଲୁଝିଆ, କେହ ନାହଁ । ବାପା, ମାଣ୍ଡି ଆ, ଝିମ୍ବା —ଭୁଆଡ଼େ ରହିଲେ ସେମାନେ ? ପରବ ଲାଗିବ, କନ୍ଧ୍ର ର ସୋଗାଡ଼ ନାହିଁ !?” ଏଥର କଲ ଏହି କଥା ଚ ଦିନଗୁତ୍ତ ଘରୁଥିଲ ସେ । ଖାଲି ତା'ର ପ୍ରଧ୍ବନ ପଣ ଜଣେ କେନ୍ଦ୍ର ସେ କଥା କହନାହିଁ ।
ଭୁଦ୍ଧତାନ ହେଲେ । ଭଲ କହଲ, "ନୂଆ ଖଣ୍ଡ ଖଣ୍ଡେ ହେଲା ନାଈଁ ଦେଖ୍, ପୋର୍ କ ମୋର । ପିଠା କରିବାକୁ ଗୁଡ଼ ନାହଁ । ଲୁଣ ମରିଚକୁ ପଇସା ନାହଁ, ଖାଈ ନାହଁ । ଖାଈ ଘରେ ଆମେ ତା ମାଇ ଡୋଗ ।” ଶବ୍ଦ ବାଁରେଇ ଦେଲ, "ହଉ ହଉ, ସମସ୍ତେ ପୁଣି ଆସିବେ ନାହଁକ—ମନ ବେସ୍ତ କରି କ'ଣ ହେବ ? କେଉଁ ଯୁଗରୁ ଭୋର ମୁଣ୍ଡ ବନ୍ଧା ହୋଇ ନାହଁ କହିଲୁ ? ଆ” ରେ ମୁଣ୍ଡ ବାଈଏଁ, ଆଉ ନାକୁ ଯିବା ପର—"
ଠଣାରୁ କାଠ ପାଦ୍ଧଆଖଞ୍ଜି ଗୋଟାଏ ପୁରୁଣା ଟିଣ ଡବାରୁ ଟିକିଏ ନଡ଼ାରେଲ କାଢ଼ି ଭଉଣୀ ପିଠି ଆଡ଼େ ବସି ଶଲ ତା'ର ମୁଣ୍ଡ ବାନ୍ଧ ଦେଲ । ଅକ୍ଷ ସ୍ନେହରେ ପାଉଁଳେଇ ସାଉଁଳେଇ । ଆନ୍ଧ୍ର ତା'ର କେନ୍ଦ୍ର ନାହିଁ, ଏହି ସାନ ଭଉଣୀଟି ଛଡ଼ା ।
९९ ८
ଶବ୍ଦର ସୁନ୍ଥା ପାଈଦେଲ । ମୁହଁରେ କଡ଼ାରେଲ ବୋଳ ହାତରେ ଶକ୍କଣ କରି ମାଠଦେଇ ପଣତରେ ପୋଞ୍ଚୁ ଦେଲା । ଗେଲ କରି ଦେଇ କହିଲା, " ହାଃ —କେଡ଼େ ସୁନ୍ଦର, ଦେଖିଲେ ଧାଂଡ଼ା ଖେଇବେ ।” ଦଲ ଭଉଣୀର ବେକକୁ କୁଣ୍ଡେଇ ଧର ଭଉଣୀ ପିଠିରେ ମୁହଁ ରନ୍ଧ ଲୁହ ୪ଳ ୪ଳ ଆଖିରେ ହସିଦେଇ କହିଲା, "ଆଗ କରେ ।"
ସେ ଦିନ ସଞ୍ଜରେ-
"ଆର୍ ମୋକେ ସେ
“ଡଃ (ଯିବା) ତେବେ, ଦୁଇ ଲେକେ ମିଶ୍ବରେ ସୁ ।”
“ଭୁଲ ସା, ମିଶି ଊଡ଼ ଆସ୍ରୁ ଜଣେ ।”
ଆମିକରୁ
"ମୋର ସେ ବାଇ (ସଇ) ବାଂଡ଼ା ନାଇଁ ।”
"ଅବା ରୁ ନାଇଁ ବୋଲୁରୁ ?”
ଶଲ ଗୁରିଲ, କହଲ, "ଭୋ ମୁଣ୍ଡ” । ପଦାରୁ ସ୍କୁଲଗଲ, ବାଉ ପାଖକୁ । ଘଣ ଅନ୍ଧାର । ଗାଁ ମଝି ଦାଣ୍ଡରେ ଯେଉଁ ଝୋଡ଼ଗଲ* ଅଛ, ତା'ର ଜଳ ଡାଳରେ କିଏ ଯେପଣ ନାଲ ଅବର ପଳେଇଛି । ଭଳେ ବଡ଼ ନିଆଁ ଜନ୍ମଥିବ । ସମୀରୁ ପରକାର କଦଳୀବାଈ ଉପରେ ଧାସ ପଡ଼ଛୁ, କଦଳୀପଦ ଉପରେ ଶୁଲ ଗୁଡ଼ାଏ ଦୂରୁଛି, ଚଳଗର ଗୋଡ଼