ପରଜା (ଜିଏନ୍ ମୋ ...
Dଈ ତାକୁ ପଦ ମାଗିବୁ ଭୋ ଊଚ୍ (ଆମର ଦରକାର ନାହିଁ), ଦେଖିଥା ଭଲ ସାଙ୍ଗରେ କଥା କହବ ନାଇଁ? ଜାଣିଥା ।”
ଗନ୍ଧରେ ନାଚକୁ ଶବ୍ଦ ଯାଏ ନାହଁ, ଭଲ ନାରେ, ପ୍ରଦ୍ଧ ନାଚେ, ନାଚରେ ସମସ୍ତ ଙ୍କି ତୃଶି ଦାଈଦ୍ର୍ୟର ପରଜ ସେ ଭୁଲବାକୁ ଚେଷ୍ଟା
କେନ୍ଦ୍ର ସେତେବେଳେ ପରକ୍ତ ନାହଁ, ପପ୍ଟର ଆସେ ଚାଉ ପରଜା । ବାରୁ ଡାକ ମାରେ, “ସୁଦ୍ଧ (ଘ), ଚୋର ଭଲ କେବେ ଆସିବ ? ବାପା କେବେ ଆସିବ, ?” ପୁଷି ଥରେ ଥରେ କଣ୍ଠଦେଶ ତୋ ବାପାକୁ, କାହଁକ ଆସୁନାର୍ଦ୍ଧ ଢେରେ ଦିନ ହେଲା !” ତା'ର ଅସୁନ୍ଦର ମୁହଁକୁ ନେଫେଡ଼ ଦେଇ ସେ ର ଲଜ୍ଜା ଘୁଞ୍ଚାଏ, ଦୁଦ୍ଧଆସାଳର ସେବନା
ଗାଁ ଗୋଝାକରେ ଢା' ପର ଅସୁନ୍ଦର କେନ୍ଦ୍ର ନ ଥିବେ, ତା'ର ନାଜଃ ଗଇଁଠା ପଣ, ମୁହଁ ହରୁମନ୍ତ ପରି, କପାଳ ତାଲୁ ହୋଇ 14- ଯାଇଛୁ ପୁରୁ ପୁଆ ବାଳ ଉପରକୁ । ନଡ଼ିଆକୁଣ୍ଡି ପର ରୂଟି କେରଳରେ ଫୁଲଟାଏ କେବେ ଖୋସା ହୋଇଥାଏ । ବାହା ’* ଅଭିଶୟ ଲମ୍ବା,
ଗୋଡ଼ ଫରକଟା, ସବୁ ଖାଈ ସରୁଆ ସରୁଆ ଗଣ୍ଠି ଆ ଗଣ୍ଠି ଆ । ସେ ବଙ୍କା ଆଉ ଝିପା ଆଉ ଗେମେଣା ଆଉ ସବୁବେଳେ ଗମ୍ଭୀର, ପଥୁରିଆ,
—ମୁହଁରେ ହସ ନାହିଁ । କନ୍ତୁ ସେ କାମିଳା ଟ୍ରେକ ।
ସେ ଭାଲୁ ଯାହା କହେ ସେ ଗୋଟି ଗୋଟି କରି ମନେରଖେ, ସାହା କାହାକୁ କେନ୍ଦ୍ର ଖବର ପଠେଇଥାଏ ସେ ପଦ ସଦ କଣ କହେ । ସେତେବେଳେ ମନ କଥା କହି ବସେ, ବଡ଼ ଅଖାଡ଼ ଆ କଥା ସରୁ କହେ, ବଡ଼ ସରଳ ପ୍ରବରେ । ଲେକେ ଶଡ଼ନ୍ତୁ । ଶୁଲ ପରି ଭୂମା ହୋଇ ସେ ପଳାଏ, କାରଣ ସେ ଜାଣେ ରା’ କଥାରୁ ଲେକେ ଶଡ଼ନ୍ତୁ ।
ପେହ ଢାଉ ପରଜା କଲନ୍ତୁ ଆଖିଏ ଆଖିଏ ରଖେ ତା'ର ବାପା
କେବେ ସେ ମାଡ଼ ଖାଇଥୁଲ ସେ ମନେ ପକାଏ ନାହିଁ । ସେ ଗୋଟାଏ ଖବର ଆଣିଥିଲ, ଦ’ପଦି ବନେଇଁ ଚୂନେଇ କହୁଥୁଲ, ତାପରେ ଜବାବ ସେ ନେଇ ଯାଇଥୁଲ ଗାଲରେ ପିଠିରେ । କିନ୍ତୁ ତା'ର ଛଳ ନାହଁ, ମଶିଷ ଉପରେ ମଇଥାଏ ସେ ବୋଇ ଲେକେ କହନ୍ତି, ତେଣୁ ସେ ପାସୋଈ ପକାଇଛୁ, ନୋହଲେ ଜାଶି ନାଶି ମନେ ପକାଇ ନାହିଁ । ଯେଉଁ ଦିଲ୍ଲି ସୁଭୃ ମାଣ୍ଡି ଆ ଗୋଡ ଗଲେଣି, କାଉ ପରଜା ସେହନ୍ଧରୁ ପ୍ରଦ୍ଧ ନେଉଛୁ, ଭଲ ଭଲ ଗାଁ'ର ଆପଣାର କାନ୍ଧଠୁଁ ବେଶି ଞ୍ଚ ରୁହନ୍ତି । ଏମାନେ ଈଁ ମଣିଷ, ସେ ଦ ମଣିଷ, ଏମାନେ ଏ ଗାଁର ଧୋଘ, ପଦାରୁ ଆଖିଲେ ବହୁଳ ବେଶି ପଇସା ଲାଗିବ, ତେଣୁ ଆପଣା ଗାଁରୁ ତାକୁ ବାଈବାକୁ ପଡ଼ିବ ।
ଜଣକୁ । ଢା’ର ମନ ବାଛେ, ରବି ସହ ସେ ଦେହକୁ ଲୁଣ୍ଡଯାଏ, ମନ ଗାଁ’ର ଶେଷ ଅଧିର ହୋଇ ଆଖି ସୋଡ଼ଳରେ ଆପଣାରୁ ପ୍ରକାଶ କରେ, ଅବୟବ କଏ, ବଡ଼ କରୁଣ ସେ ଉଷାମୟ ଗୃହାଁଣୀ, ସଂଦ୍ଧଗ୍ଧ, ଉଦାସ, ଅନଦ୍ଦିଷ୍ଟ, ଅନ୍ଧଶ୍ମିର । ଏହପଣ ଗୋଟାଏ ସୁଲ ଆଲୁଅର ଥଈଲ ଥଈଲ ରୂପ ଯାହା ଆଶଙ୍କା ଉଦ୍ୟୋଗରେ ବାରମ୍ବାର ହଲୁଥାଏ, ପୁଣି ନନେ ଧର ପତ୍ବାକୁ ରହେ ନାହଁ । ଏହା ଯୋଡ଼ଏ ଝିଅଙ୍କୁ ସେକଲ ଆଖିରେ ଗୃହଁ ରହ ସନ୍ଧ ସନ୍ଧ ଦୃଷ୍ଟିମୟ