ପରଜା (ଜିଏନ୍ ମୋ ...
ଗୋଲେଇ ଖୋଲ ଗୋଲେଇ ଗୁରିପାଖେ ଦମଳା ପବନରେ ଥଣ୍ଡଘ୍ନ ଅଈଲ ଘଞ୍ଚ ବୁଦାଗa ପରି, ମଝିରେ ଉଙ୍ଗ ଉଙ୍ଗା ଧର ମେଞ୍ଚ ମାଞ୍ଚ ପୁଞ୍ଜି ପୁଞ୍ଜି ହୋଇ ଗାଁ ଧାଂଡ଼ା, ମୁଣ୍ଡରେ ରଙ୍ଗ ପଗଡ଼, କାନ୍ଧରୁ ଅଣ୍ଡାର କର ପ ଦେଇ ଉଭରୁ ଓହଲରୁ 18 ବ08 ଲମ୍ବା ଉତ୍ତର I ସମସ୍ତେ ଘୂଦ୍ଧ ବୁଲୁଚଣ୍ଡ ଦୂର ଗଛର ଡାଳ ସନ୍ଧରେ ଅନ୍ଧାରରେ ଆଖି ବୁଦ୍ଧ ବେଳ ଗୋଳେଇ ଯେସର ରୁଦ୍ଧତାଦ୍ଧ ବସି ରହ ଶୁଶ୍ରଵନ୍ତ ଯୁଗ ଯୁଗର ହତ୍ତଲ ମଈଲ ପୂର୍ବ- ପୂରୁଷଙ୍କ ଆତ୍ମା । ନାଚ ଜମିନ୍ଧୁ ।
ଦୁଇଶହ ପାଦର ଭଉଁଘରେ, ଚଡି ବୁଲୁଥୁବା ଶହେ ଦେହର ତେଉରେ, ଗାଁଜର ଢାଳରେ ଥୁଲ ଈଶା, ସାହାର ମଦରେ ଈଶା- ଅନ୍ଧାରରେ କଳା ଘୁମର ଗର୍ଭର ଝୋଲରେ ଡେମ୍ଫରୁ ଖସି ପକ୍ଷ ଝଡ଼ପଡ଼େ, ଫୁଲ ଝଡ଼ପଡ଼େ, ରସିଯାଏ ଖଳ ଖଳ ସୁଅରେ ପାହାଚ ଡେଇଁ 39 ଭଉଁର ଡେଇଁ, ଚେରନା ନାହିଁ, ସ୍ନା ଓ ନାହଁ, ଖାଈ ଅଧଆଁ ହୋଇ 18 ଉପରେ ଝଡ଼ପଡ଼ୁଥିବା *0 *0 କାକରର ଦଦର ମନର ଘୁଷା, ଗୋଠ-ଖଣ୍ଡିଆ gଝିଆ ଝିଙ୍କାଘର ?" " କେବଳ ପ୍ରଖକ୍ଷାର ଡାଜ-ଅସରକ୍ତ କାଳର, ଆଉ ତା'ର ଉତ୍ତର, ଝଣଝଣିଆ ଝିଙ୍କାଘର ରହରହନା ଝଣଝଣ, ଯାହା ଆକାଂକ୍ଷା ବଢ଼େଇଦିଏ । ଦୁରନ୍ତୁ ସୁଲୁସୁଲିଆ ପବନରେ କସି ଆସିଲା ପରେ କାହା ସାଦ ନେପୁରର
ହିଟ୍
ପରକା
ପ୍ରଶ୍ନଝ ? ବଣକୁ ଆସୁଛ ମାତ୍ର, ଧୀରେ, ଧୀରେ, ପୁଣି ମିଳାଇ
ପାହାନ୍ତୀ ଦେଶରେ ନାଚ ଦେବତାର ଭଙ୍ଗିତରେ ଅସେ ଈଶା । ନୂଆ ଆସିଥିବା ବୋଓ ଭଉଣୀ ନାଈନାଈ ଚୋଲେଇ ପଛରେ ଅଳ୍ପ ଡେଇଁ ବୁଦ୍ଧଲେ । ତା ପରେ ଆପେ ଆପେ ଶଜ ଖଜର ସ୍ଵ ଅନୁସାରେ ବାଞ୍ଛ ନେଇ ଦଳ ଭିତରେ ଗଳ ପଡ଼ିଲେ । କଏ ବୋଲ କେନ୍ଦ୍ର ପଟ୍ଟର ନାହଁ, ଖାଲି ଆଖି ପିଛୁଡ଼ାକେ ଏପାଖୁ କାହାର ବାହା, ସେପାଖୁ କାହାର ବାହା ଦେହରେ ଲଇ ହୋଇ ରନ୍ଧ ହୋଇଯାଇଛୁ, ନାଚ ଥମି ନାହଁ, ଶିକୁଳୀ ସନ୍ଥ ନାହଁ, କଏ ମିଶିଲ କେହ ଊସା କଣ
ପାଦତଳେ ପବନର ପରଣ, ସାମ୍ନାରେ କଆଁ ଧାସ, ମୁଣ୍ଡ ଉପରେ ଇସିସ୍ଟଲଲ୍ସ ଡଙ୍ଗା ପଣ ଜନ୍ମ, ରକ୍ତରେ ଜଣା ।
ଜଂତଂ ଭିଂ ତଂ ବଡ଼ ଢୋଲରେ ପାହାର ପିନ୍ଧା ହେଲ, ମେକ ପାଈ ଧରିଲ । ବାଗ୍ଲ ପରଜା ଦୋହଲ ଦୋହଲନା ଗାଁ’ର ମେଘୁଆ ଗଳାରେ ଗୀତ ବୋଲୟ । ଥାଇ ଥାଇ ଧାଢ଼ୀମାନେ ଏକା ପାଝିରେ ପାଲ ଧରୁଥାନ୍ତି "ଓହୋହୋ ଈଶ୍, ଧାଂଢ଼ୀ ଧାତା ମିଶ୍ ।” ଲଗିଥାଏ
ବର୍ଷାର ନାଚ । ବାଧ୍ୱଜାଈ ଗୀତ ବୋଲୁଥାଏ, ପ୍ରାଚୀନ ପରଜା କଦର ବରକ୍ଷାର ଗୀତ, ପରଜାର ଆନ୍ଧମ ସଙ୍କେର—ନାଚରେ ବରଷାର
ଅଭିନୟୁ ଭୁଲିଥାଏ ।
**ମୋର ବରଷାର ଗାଁ-
ଡେମ୍ଫ ଉପରେ ମଲ ଫୁଲ ପଣ ସୁନ୍ଦର ସେ, ଢାଈଆ ବେଣୀରେ ଝିଲ ଝିଲ ଜାଈଫୁଲ ଫୁଲ ବେଶ ହୋଇ ବେଣୀ ଦୋହଲଇ ଆସିବ, ଆସିବ ମୁଁ ଜାଣେ ।
ମରଣ ପଦ୍ଧ ଧ୍ରୁବ ଭୁମେ, ଦୁହେଁ ସଚ୍ଚ ମୋର କଲ୍ପନାରେ– ମରଣର ଔର, ଭୂମ ପ୍ରେମ ।