ପରଜା (ଜିଏନ୍ ମୋ ...
ଅନ୍ଧାରୁ ହୋ ମାଲୁକୋଏଁ,
©ନ୍ତୁଈ ହୋ ଜୁଲୁକୋଏଁ ।
ଲଘୁ ବୋଦ୍ଧି ଅଇଶ, ଜାଉ ବାଡ଼ ହୋଈଲା।
ଲଘୁ ଜଣ ଲପୁଲ,
:
ଲଘୁ ଚର ଲପୁଲ । ସଠାରୁ ହୋ ଲଏଁ,
ଗଡ଼ୁରୂ ଚେଁଦେଲ । ସନେ ପାଣି ଝିପୁଲ
ଗାଡ଼ ଗଈ କୁନ୍ତାଶ ଇଡ଼ ଗଈ କୁମ୍ମାନ ।
ଶୁଭୁ ଚେଡ଼ କଦମ୍ମ ।
କରୁଲେ ହୋ ମିଡ଼ ଲେ
ପରଜା
ବର୍ଟର ନାଚ ନଗ୍ନ ହେଲା, ଧାଇଁ ଧାଇଁ ନାଶ ନାଶ କରୁଣ ପର ସାୱେଲ ସାପେଲ, ରସାବଉଦ ପଣ ଦଳ ଦଳ ହୋଇ ଫିଟିଯାଇ ପୂଣି ଏକାଠି ମିଶି, ବାଙ୍କ ବାଙ୍କ ହୋଇ ଗୋଟାଏ ଧାଡ଼ ପରେ ଆଉ ଗୋଟାଏ ଧାଡ଼ ହୋଇ, ପବନରେ ପାଦ ହାତ ଥରେଜ, ଭୁଇଁରେ ମୁଣ୍ଡ ଲଗେଇ, ପୁଣି ମୁଣ୍ଡ ବେଳେ, ପଛକୁ ଦୋହଲ, ଦୋହର ଛନ୍ଦାଚ୍ଛନ୍ଦ ଧାଡ଼ରେ ନାଶ ନାଶ । ବର୍ଷା ଲଗିଲ, ଚଇଚର ଭୁଇଁ ଜ୍ୟେଷ୍ଠୁର ପାଣିରେ ସରେ କ ଧସିଗଲ, ଜଉଲସ, ଜ୍ୟେଷ୍ଠୁର ପାଣି, ପରେ ପେପର ବରର ପାଦରେ କନ୍ୟା ପାଣି ରାକୃତ, କନ୍ୟା ଆସିନ୍ଧୁ । ପହଲ ବରକ୍ଷାର ଆଶାର ଆଶ୍ଵାସରୁ ବାଣୀ,—ପୁଳ କଳରବ । ସେହ ନାଚରେ ଶବ୍ଦ ଖୁସି ଇଥାଏ ।
ଦଳ ଭଗରେ ଦୂର ଭୁଲୁ ଭୁଲୁ କେତେବେଳେ ଥରେ ମୁହଁ ଉପରେ ବାଗ୍ଙ୍କର ଉଷୁମ ନିଃଶ୍ଵାସ ସେ ଅନୁଭବ କରିଥିଲ, କେତେବେଳେ ଶୁଣିଅଲ ତାହା ମୁହଁରୁ ଆବେଗର କଥା ।
ତା'ର ଦେହ ଅଭ୍ୟାସ ଅନୁଯାୟୀ ବର୍ଷା ନାଗରେ ମେଘ ହୋଇ ଊଡ଼ ବୁଲୁଥିଲ, ମନ ଗୋଟିଏ ସ୍ଥାନରୁ ଗୃହଁ ଦେଖୁଥୁଲ, ଦତ୍ରିଶରେ ବରର ରେଷଣୀ ମେଘରେ ବରର ନମନ୍ତ୍ରଣ, ବରଣ ।
ନାଚ ଶେଷରେ ବର୍ଷା ଶେଷର ଧୀର ନାଚ, ଝା ରୁ ଝାସୁରୁ, ଝାଳ ଫିଟି ଯାଉଛୁ, ପ୍ରଣ ଉଠୁଛି ପଡ଼ ଛ, ମୁହଁରେ କଏ ଅନ୍ଧର ବୋଈଛୁ, ଗର୍ଭରୁ ଫୁଲ ଖସି ପାଦ ମାଡ଼ରେ ଚୂନା ହୋଇ ସାଇଛୁ, ଭଲ ଦେଖିଲ ବାଗ୍ଲ ତା ପାଖେ ନାହଁ । ଲମ୍ଭ ଉତ୍ତର ପଢ଼ନେଇ ଦେଇ ସେ ବୁଲୁଛି ଯେଉଁଠି କାନୋଡ଼, ସକୋଡ଼, ସରୂବାଲ, ସାଈଆଦାନ୍, ସେଇଠି । ଧୀରେ ସେ ଖସି ସ୍କୁଲ ଆସିଲ, ଦବ୍ଦକୁ ସୁଦ୍ଧା ଡାଳ ଗଇନାହିଁ । କେହ ଦେଖିଲେ ନାହଁ, ଧାଂଡା-ଶିକୁଳୀ ଆଖି ପିଛୁଡ଼ାକେ ମିଶିଗଲ । ସମସ୍ତେ ସତ୍ୟେକ ଭାଈ ମାଈ ଭାଲୁ ଚାପର କରୁଛନ୍ତୁ । ଧାଇଁ ଧାଇଁ ଶବ୍ଦ
ଟୋପା ଜଉ ଆଲୁଅ କଣନ୍ତୁ କନ୍ଧ ଲଗି ଲଗିଲା ପଡ଼ିନ୍ତୁ । ସ ଘ