ପରଜା (ଜିଏନ୍ ମୋ ...
ଭଲ କଈ ପାଗ୍ରେଝି ଆସିଲେ । ସୁŞଜାଦ୍ଧ ଝିଅଙ୍କ ଗାଲରେ କପାଳରେ ହାତ ଭୁଲେଇ ଦେଇ କହଲ, "ଆହା, ଢେରେ ଚଞ୍ଚଳ ଝଡ଼ ଗଲରେ ବୁଦ୍ଧମନ୍ ।” ମାଣ୍ଡି ଆ ବଲରୁ ଉଢୁଆଳରୁ ଡାକି ନେଇ ପକ୍ଟରଲ୍ -କାଜୋଡ଼ମାନେ କେମିତ ଅବନ୍ତରେ କଲ ??"
ଭଲ ଠୋ ଠୋ ହସି ଡାଳ ସଚେଇଲ, "ଏ ଅସ୍ରା, ଶୁଣିଯା ଟିକିଏ ।” ଭଲ ଆସିଲରୁ ମାଣ୍ଡି ଆ ହସି ହସି ପଲ୍ଟରଲ, ‘“ବାଗ୍ଲ ଅଛ ନା ଘରେ ?” ଶବ୍ଦ କହଲେ, "ମଲ, ଏଇଥିପାଇଁ—" ମୁହଁ ମୋଡ଼ ଦେଇ ପଳେଇଲା ।
ଝିନ୍ଧା ଲୁଣିଆଁ ପରି ଆସି ସପ୍ଟରଲ, “ଆମେ ଆସିଲୁ, କ'ଣ ଦବ ଆମୁରୁ ଖାଇବାରୁ ?”
ଦିନ ଦ୍ଧ'ରହରେ, ପିଲମାନେ ସେ ସୁଆଡ଼େ ଗଲେ ନାଶବାକୁ, ସୁଭୃକାନ ଘରେ ଶୋଇ ରହିଲା ।
ଭୁଇଁରେ ଲମ୍ଭ ହୋଇ ଗଡ଼ ବାହାକୁ ଢଳିଆ କଣ ସୁକ୍ଷ୍ମତାଦ୍ଧ ଆପଣା ମାଝିରେ ଶୋଇ ଶୋଇ ଟିକିଏ ଶାନ୍ତ ଖୋଈଲ । ଦୁଇ କଳ
ଧୂଆଁ, ଅମ୍ଳ ପରĐର ମସିଆ ମାଝିରେ ଦୁଇ କର ଗଡ଼ର ପଡ଼ର, ତୁଳା ତୂଳା ଆଖିରେ ଦୁଇ ପୋଷ ନଦ, ଏକକ ଗାଁ’ର ଶକ୍ତ ।
କେନ୍ଦ୍ର କୁଆଡ଼େ ନାହାନ୍ତି । ଘରେ ନ ଥିବେ କେନ୍ଦ୍ର ଏବେ । ଗାଁ ଦାଣ୍ଡରେ ସ୍କଈ ନାଚ ଗୀତ ଆଉ ବାନା, ହୁରୂଳା ଦିନ ଆଲୁଅରେ କେତେ ଦୁରକୁ ଚହଞ୍ଚି ଯାଉଈ, ମନକୁ ଗୋଳିଆ କରୁ ନାହଁ ।
ସେ ସୁଆଡ଼େ ଫିଝି ସ୍କୁଲ ପାଇଛନ୍ତି, ଏଇ ଟୋକା ଝାଳ ଆ ହେବେ । ଊନ ଜଜର ଖୁସି ବଖାଣିବାକୁ ଆନନ୍ଦ ଖୋଈବାକୁ । ଢାଙ୍କର ସ୍ଥାବନ ଅନ୍ଧୁ ପ୍ରଚୁର । ସବୁଥରେ ହାଲୁକା ସେମାନେ, ପ୍ରତିପକ୍ଷ ପଦ୍ଧ । ଏ ଉଦୁଉଦିଆ ଦ୍ଧ'ପହର ଖଗ ତାଙ୍କୁ ଅଳ୍ପକାଏ ନାହଁ, ଢାଙ୍କର ମେଳ ଆମ୍ବ ବଉଳ ତଳେ ତଳେ, ଫୁଲର ପାଖୁଡାଏ ପାଖୁଡ଼ାଏ । ବୁଢ଼ାର ଏଥରେ ଗ୍ରଗ ନାହଁ ।
ସେମାନେ ଉଡ଼ଛ ବୋଲି ବୁଢ଼ା ମନରେ ଅବଚଶାତ୍ ନାହିଁ । ସେ ଏମାନଙ୍କୁ ସମ୍ପାଦଛୁ, ମଣିଷ କରନ୍ତୁ, ଉଚ୍ଚ ଶିଖେଇଛୁ ।
ତଥାପି ! ବାଜା ଶବ୍ଦର ହାରୁକାରେ ଯେପରି ବୁଢ଼ା ଓଇ ପଡ଼ ଗଡ଼ପାଉଛୁ ଏପାଖୁ ସେପାଖ । ଦେହ ରୁଢ଼ା ହେଉଛି । ବାଳ ପାଶ ପାଉଛୁ ଗୋଟାଏ ଗୋଟାଏ । ହାତର ପେଣ୍ଡା ଆଉ ଗୋଡ଼ର ପେଣ୍ଡାରେ ଶିର ଜାଲ ପର ଲୁଣି ହୋଇଛୁ । କନ୍ତୁ ମନ ବୁଢ଼ାପଣ ସ୍ୱୀକାର କରନାହିଁ, ଖାଈ ଦଉଁ ଦିନ ବୁଝୁଛୁ, କ'ଣ ଏପର ଦୁଆଁ ହୋଇ ଯାଉଛୁ, ପହଁରେ ଦୁଦ୍ଧଆ ଆଖିରେ ସେ ଅକାମୀ ।
ସେ ଅକାମୀ । ଭାଲୁ ପଛକୁ ଆଡ଼େଲ ଦେଇ ହସନ୍ତା ଖେଳନ୍ତା ବଡ଼ ଜୀବନର ଲୀଳା ପଡ଼ୁଆର କରି ଆଗରୁ ମାଡ଼ ଘଣ୍ଟ ସାଉଛୁ ।
ଏଇ ନା ବୁଢ଼ାଲେକର ଅଜ୍ମାନ !
ତରୁଝିଆ 'ପହର ନୁଆଁ ଶିଆ ଘରେ ପଡ଼ ପଷ୍ଟ ବୁଢ଼ା ସୁରୂକାଶରୁ ଏକୁଝିଆ ଲଗୁଥାଏ । ସେପରି ପଦାର ଘୋ ଘା ଭାଲୁ ଆତ୍ମର ଏଲୁଝିଆ କରି ଦେଉଛୁ ସଂସାର ଉଚ୍ଚରୁ ।
ଏକୁଝିଆ ଘରେ ଉଦାସୀ ଲଗେ, ଅଥଚ ପଦାକୁ ଯିବାକୁ ପାଦ ଉଠେ ନାହିଁ, ମନ ବେଶି ବଳେ ଏଇ ଉଦାସ ଭିତରେ ବୁଡ଼ ରହବାକୁ, ମନ Qରରେ ଲୁହ ଜମେ । ଗାନ୍ଧି ଲୁଣି ମାଈଯାଏ । ତଥାପି ର ଇଚ୍ଛା