ପରଜା (ଜିଏନ୍ ମୋ ...
ସେ ସମସ୍ତ ଙ୍କଠୁ ବିଦାୟ ନେବାକୁ ଗୃହେଁ, ତା'ର କେହ ନାହିଁ
ଜନା !
ଉଆଁ ସର ଅନ୍ଧାର ଶେଷରେ ଗୋଡ ଛୁଝି ପାଇଲା ।
ପରବ । ପଞ୍ଜରେ ମଧ୍ୟ ସେ ଛୁ ଜନ୍ମ ଉଦଲେ ହେବ ଚିତ୍ତ ପାଇ ନ ଥୁଲ, ସାତୃକାର କହଲ, "ଗୋରୁ ବନ୍ଧା ହେବ, ତା'ପରେ ଭୂମେ ସବୁ ଘର ଜଗି ଶୋଇବ । ସକାଳୁ ଉଠି ଯେଣେ ହେଲେ ଯାଅ, ପୁଣି ସାର ଦିନ ପରେ ଆସିବ, ଡେଈ ହେଲେ ପୁଣି ଦେଖିବ ।"
ଅନ୍ଧ ପାହାନ୍ତାରୁ ବାପ ପୁଅ କଣହେଁ କାନ୍ଧରେ ଝାଙ୍ଗି ଆ ପକେଇ ଆପଣାର କାଉଡ଼ କାନ୍ଧେଇ ବାଧେ ବାଧେ ଘରକୁ ଫେରିଲେ ।
ପରଜା
ଆଜି ମନ ହାଲୁକା, ଏଇ ହାଲୁକା ଅନ୍ଧାର ପଦ୍ଧ । ପାହାଣ୍ଡ ପହରର ସଳ ପବନ ମୁଖୁଗ ମୁଣ୍ଡରେ ହାତ ବୁଲେଇ ଦେଲଗଳ୍ପ । ବଣ ଉଚ୍ଚରେ ଭାଲବାରେ କାକର ଉପରେ ପାଦ ପକାଇ ସାଉ ଯାଉ ସକାଳର ଜଜଳପାଗ୍ ବହୁଦନର ଶଭାସାର୍ଥୀ ପଣ ସ୍ନେହର ବାଣୀ ଗାଈ ଏପାଖ ସେପାଖ ଉଡ଼ ଉଡ଼ ଗଲା ।
ଭଗ୍ନ ନାହଁ ଆନନ୍ଦ ଆସିନ୍ଧୁ ।
ଗିର୍ଲିଗାଝୀ ମୁଣ୍ଡରେ ପହଲ ସକାଳର ଅଲୁଅ ପିଝିଲ । ଭାଲୁ ଏ ଭାଲୁଏ ଉଠାଣି ବବୋ, କେତେ ଉପରକୁ ବୋଈ ଉଠି ପାଇଛୁ ।
ବଡ଼ ପାହାଡ଼ର ମହୂର ଉଠିରୁ ଦୁଇପାଖେ, ଯେଉଁଠି ପଚଣ୍ଡ ସୂର୍ଯ୍ୟ ଉଏଁ,
ସଞ୍ଜର ଭୁଳୀରେ ରଙ୍ଗ ଝଲସେ, ଗନ୍ଧର ସୁପ୍ନ ଝାଇ ହୋଇ ରହେ
ଊଦୁଆ ପୃଥୁଙ୍କ ଉପରେ । ସେହ ଉଠାଶିରେ ବାଟୋଇ ନୋଟି ସ୍ଟଲଲେ, ଉଷ୍ମ ନାହଁ ଆନନ୍ଦ ଆସିଦ୍ଧ ।
ଦମନର ଚୂଡ଼ା ଉପରେ ପହଞ୍ଚଲ ବେଳକୁ ତଳର ଇନ୍ଦ୍ରମାଳ ଉପରେ ଦ୍ବାର ମାଣିକର ତେଜ ଜଳ ଜଳ ହେଲା । ପାହାଡ଼ ପଖିରେ ଗାଢ଼ ସ୍ଥଳ ହେଲା ସବୁଜ । ମଆରେ ମେସର୍ ଧୂଆଁ ଆଡ଼ର ଉପରନ୍ତୁ ଇସି ଈଗଲ, ଦୁରର ଟାଙ୍ଗର କ୍ଷେଇ ମାନନ୍ତ୍ର ପଈ ଛେଇ ହୋଇ ରହଲ ଆଖି ଆଗରେ । କ୍ଷେତ୍ତି ସବୁ ଚଉଖୁଣ୍ଟ୍ ଚେସ୍ ଘର ପଈ, ଝୋଲ ସବୁ କଳା ଗାର ପର । ସାନ ମୁଣ୍ଡି ଆ କୁଦ ପଈ, ଶାଳବଣ ଦାସ ମେଞ୍ଚପର ।
ପାହାଡ଼ ଜଙ୍ଗଲ ସେରେଇ ଗାଁର ଦୁଃଶ୍ଵାସ ପଣ ଧୂଆଁ ର ଧୂପ ଭଉଁଘ ଭଉଁଘ ଉପରକୁ ଉଠିଲ । ଏହି ଧୂଆଁ, ସ୍ଥାନେ ସ୍ଥାନେ ଢୋର ପ୍ରଭ, ସ୍ଥାନେ ସ୍ଥାନେ ଧାତ୍ଧାଡ଼ନା ବସ୍ତିରୁ ଫାଳେ ଫାଳେ, ରଙ୍ଗି ଶି ଖେଳନା ତବା ପଣ, ଏତକ ଗାଁର ସଙ୍କେର । ଏଇ ଦଣ୍ଡାବାଡ଼, ହେ
ପଡ଼ଲ ଗଡ଼ାଣି, କେବେ ଚଞ୍ଚଳ ବା କଝିଯାଉଛୁ । ବା ଚଇଛି । ଜଟିର ଖେନ୍ଦା ଗଲ, ଦଣ୍ଡାବାତ୍ ପଛରେ ରହଣି,
ପରକା