ଭାରତ ଓ କାନାଡ଼ା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଦେଖାଦେଇଛି, ସୂଚନାୟୋଗ୍ୟ, ଗତ ଜୁନ୍ ମାସରେ ବ୍ରିଟିଶ୍ କଲମ୍ବିଆସ୍ଥିତ ଏକ ଶିଖ୍ ଧର୍ମପୀଠରେ ଖଲିସ୍ତାନ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କୁ ହତ୍ୟା କରାୟାଇଥିଲା, ଚଳିତ ବର୍ଷ ଜୁନ୍ ମାସରେ..।
କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ଯେଉଁ ଅଭିୟୋଗ ଆଣିଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି, ଗତ ଜୁନ୍ ମାସରେ ଖଲିସ୍ତାନ ଆତଙ୍କବାଦୀର ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅଭିୟୋଗ ଆଣିଛନ୍ତି, ଏଭଳି ଅଭିୟୋଗକୁ ଭାରତ ବାରମ୍ବାର ଖଣ୍ଡନ କରିଆସୁଛି।
ନିରଞ୍ଜନଙ୍କ ହତ୍ୟାକାଣ୍ଡ: ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ସହୟୋଗୀଙ୍କ ସମର୍ଥନ
ଆମେରିକାର ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରକାଶିତ ଏକ ସାକ୍ଷାତକାରରେ ଏହି ସୂଚନା ଦିଆୟାଇଛି, ପ୍ରଧାନମନ୍ତ୍ରୀ ଟ୍ରୁଡୋ ତାଙ୍କ ଅଭିୟୋଗକୁ ଖଣ୍ଡନ କରି କହିଛନ୍ତି ଯେ କାନାଡ଼ା ମାଟିରେ ନିଜ୍ଜରଙ୍କ ହତ୍ୟା ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ
ଯେତେବେଳେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ପଚରାୟାଇଥିଲା ଯେ ଭାରତ ବିରୋଧରେ ତାଙ୍କ ଅଭିୟୋଗରେ ତାଙ୍କ ସହୟୋଗୀମାନେ ତାଙ୍କୁ ସମର୍ଥନ କରୁଛନ୍ତି କି, ସେ କହିଛନ୍ତି ଯେ,, ମୁଁ ଯେଉଁ ସବୁ ସହୟୋଗୀଙ୍କ ସହ କଥା ହୋଇଛି.. . ଦେଶ ବିଦେଶ ଓଡ଼ିଶା ସମ୍ବାଦ ବ୍ୟୁରୋ -, କାହାକୁ ବାରଣ ନକରିବା, ଏହା ସ୍ପଷ୍ଟ ଯେ ଦେଶର ସାର୍ବଭୌମତ୍ୱ ଏବଂ ଆଇନର ଶାସନର ଏଭଳି ଉଲ୍ଲଙ୍ଘନ ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ। ମୁଁ ଭାବୁଛି ଲୋକମାନେ ଚୁପଚାପ୍ ଅପେକ୍ଷା କରି ରହିଛନ୍ତି ଯେ ପରିସ୍ଥିତି କିପରି ଆଗକୁ ବଢ଼ୁଛି। କିନ୍ତୁ ଆଇନର ଶାସନ ପାଇଁ ଛିଡ଼ା ହେବା କିଛି କ୍ଷଣର କଥା ନୁହେଁ। ଏହା ଏମିତି ଏକ ପ୍ରକ୍ରିୟା ଯାହା ସପ୍ତାହ ଓ ମାସ ଧରି ଚାଲିବ ନିରଞ୍ଜନଙ୍କ ହତ୍ୟାକାଣ୍ଡ: ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ସହୟୋଗୀଙ୍କ ସମର୍ଥନ
ଆମେରିକାର ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରକାଶିତ ଏକ ସାକ୍ଷାତକାରରେ ଏହି ସୂଚନା ଦିଆୟାଇଛି, ପ୍ରଧାନମନ୍ତ୍ରୀ ଟ୍ରୁଡୋ ତାଙ୍କ ଅଭିୟୋଗକୁ ଖଣ୍ଡନ କରି କହିଛନ୍ତି ଯେ କାନାଡ଼ା ମାଟିରେ ନିଜ୍ଜରଙ୍କ ହତ୍ୟା ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ
ଯେତେବେଳେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ପଚରାୟାଇଥିଲା ଯେ ଭାରତ ବିରୋଧରେ ତାଙ୍କ ଅଭିୟୋଗରେ ତାଙ୍କ ସହୟୋଗୀମାନେ ତାଙ୍କୁ ସମର୍ଥନ କରୁଛନ୍ତି କି, ସେ କହିଛନ୍ତି ଯେ,, ମୁଁ ଯେଉଁ ସବୁ ସହୟୋଗୀଙ୍କ ସହ କଥା ହୋଇଛି.. . ଦେଶ ବିଦେଶ ଓଡ଼ିଶା ସମ୍ବାଦ ବ୍ୟୁରୋ -, କାହାକୁ ବାରଣ ନକରିବା, ଏହା ସ୍ପଷ୍ଟ ଯେ ଦେଶର ସାର୍ବଭୌମତ୍ୱ ଏବଂ ଆଇନର ଶାସନର ଏଭଳି ଉଲ୍ଲଙ୍ଘନ ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ। ମୁଁ ଭାବୁଛି ଲୋକମାନେ ଚୁପଚାପ୍ ଅପେକ୍ଷା କରି ରହିଛନ୍ତି ଯେ ପରିସ୍ଥିତି କିପରି ଆଗକୁ ବଢ଼ୁଛି। କିନ୍ତୁ ଆଇନର ଶାସନ ପାଇଁ ଛିଡ଼ା ହେବା କିଛି କ୍ଷଣର କଥା ନୁହେଁ। ଏହା ଏମିତି ଏକ ପ୍ରକ୍ରିୟା ଯାହା ସପ୍ତାହ ଓ ମାସ ଧରି ଚାଲିବ ।