ଏଥୁଅନ୍ତେ ଶୁଣ ରସ ।
ଉଦୟ ତାରା ଜୀବେଶ ହେଲେ ଆକାଶେ ।
ଚକ୍ର ସୁଖଚକ୍ର-ନକ୍ର
ବେଶ ହେବ କି ରାତ୍ର ବାଳୀ ।
ଗ୍ରୀଷମେ ନିଶି ପ୍ରବେଶ
ଫିଙ୍ଗିଛି ତାତ ସିଦ୍ଧିରେ କାମ କି ରୋଷେ ।
ଆଜି କି ବିଭାବରୀକି
ଛେଦନେ ହୀରକଚକ୍ର
ଫିଙ୍ଗିଛି ତାତ ସିଦ୍ଧିରେ କାମ କି ରୋଷ
ବେଶ ହେବ କି ରାତ୍ର ବାଳୀ
ସ୍ପଟିକ ପେଟୀରେ କିବା କସ୍ତୁରୀ ଦଳି । ୧ ।
ବିଚିତ୍ର ଏ ସ୍ଵୟମ୍ବର
ଛେଦନେ ହୀରକଚକ୍ର
ହୋଇବ ବିଭା ବରିକି
ମଲ୍ଲୀମାଳା ଦେଇ ବିଧୁ କିରଣେ ମଣି ।
ନାରୀକି ବରିଲା ବର
ଏତେକାଳେ ଦେଖାଗଲା ଏ କଥା ପୁଣି ।
ରବିକରେ ମହୀମହିଳା
ତାପି ହୋଇଥିଲା କି ଚନ୍ଦନ ଲେପି । ୨ ।
ଶୀତଳ ଯାହା କିରଣ
ରଣରଣ ମିତ୍ରପଣ ଘେନିକି ଏବେ ।
ବିରହୀଗୁଣ ବରହୀ
ଚନ୍ଦ୍ର ଚାହିଁ ହୋଇଲା ଅଧି
ସେ ଅଛି ଯା ଗର୍ଭେ ତହୁଁ ଜାତ ସ୍ବଭାବେ ।
ପୁଂସ ଶୋଇ ସୁଧାଚିତ୍ରର
ହାସ ନାସା ଗତି ରୀତି ।
ପରଶରେ ସମୀରଣ
ସ୍ବରଭଙ୍ଗ ପ୍ରବଳରେ
ଠାରେ ଆଦରିଲା ସେହି
ଯେମନ୍ତ ଦେଖୁଛି ଚିତ୍ରେ
ଏକାନ୍ତ ହେବାଦି ଯେତେ କଥା ସୁମରେ ।
କାତର ।୩ ।
ଯେବେ ଏ ଯୁବା ବୟସେ
ବଚନ ରମ୍ୟତା ପ୍ରୀତି
ତଥାପି ବାଳା ଭାବନା ଥାଇ ତହିଁରେ
ସବର୍ଷାଦି ଶବଦ ଶୁଣି
ସାଧୁ ଶୁକ ଅଇଲେକି ହୁଅଇ ଗୁଣି ।୪ ।
ଭାଷା କେ ବର୍ତ୍ତେ ଉଚ୍ଚରେ
ତେମନ୍ତ ଦିଶଇ ନେତ୍ରେ
କେମନ୍ତେ ଲଭିବି ମୂଳ ବିଚାର ଏହି ।
ଦିବ୍ୟରାମା ନାହିଁ ପାଶେ
କି ଲାଭ ତହୁ ନୃପ ସମ୍ପତ୍ତି ଥାଇ
ଆରତେ ଯେ ଚିନ୍ତିଲା ଶିବ ।
ତାକୁ ଦେଖାଅ ନୋହିଲେ ଯାଉ ଏ ଜୀବ । ୫ ।
ତେଣେ ନୃପତିନନ୍ଦିନୀ
ରାତ୍ରିରେ ମଣ୍ଡି ଚାନ୍ଦିନୀ ଚନ୍ଦ୍ରକୁ ଚାହିଁ ।
ପଦ୍ମିନୀ ହୋଇ କାତର
କରଇ ଚିତ୍ତେ ବିଚାର ଶ୍ବାସ ପକାଇ ।
ସୁବର୍ଣ୍ଣ ସମାନ ନାରୀ
ରୁଚିରତର ଚାନ୍ଦିନୀ
ମୋହ ସମ କରମହୀନ
କାହିଁ ପତିସଙ୍ଗ ନାହିଁ ଲଭି ଯୌବନ । ୬ ।
ଭାବଜଳଯୁକ୍ତ ଦିଶେ
ଭଜି ମଦନ ବିକାର
ବିରହ ଅନଳେ ହୋଇଥାଇ ଯେ ଦହି
ଦୁର୍ଗା ମୋ ଦୁର୍ଗତି ହର
ବିନୟା ଟାଙ୍ଗଣା ପରି
ନିଦ୍ରାବଶରେ ସ୍ବପନ
ପରଶ ରସାଣ ପ୍ରୀତି ବାନ ବଢ଼ାଇ ।
କମ କରି କରଇ ଭୋଗ ।
ବଣିକ ଗୁଣିକ ପ୍ରିୟ ବହି ସରାଗ ।୭ ।
କୋଳ କଷଟିରେ କଷେ
ଏମନ୍ତ ବ୍ୟାକୁଳ ତାର
ହରଉମା ଦୟାକଲେ ସେ ନାରୀ ପୁଂସେ ।
ଦେଖିଲେ ସତ ବିଧାନ
ଏକ ଯୋଗିନୀ ପ୍ରବେଶ କୁମାର ପାଶେ ।