shabd-logo
Shabd Book - Shabd.in

ଲାବଣ୍ୟବତୀ

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

13 ଭାଗ
0 ବ୍ୟକ୍ତିଲାଇବ୍ରେରୀରେ ଯୋଡା ଯାଇଛି
0 ପାଠକ
ମୁକ୍ତ

"Labanyabati" is an Odia-language poetry book authored by Upendra Bhanja and published by Jagannath Singh in 1965. 

laabnnyybtii

0.0(0)

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ by ଦ୍ୱାରା ଅଧିକ ପୁସ୍ତକ

ଅଂଶ

1

ପ୍ରଥମ ଛାନ୍ଦ ଲାବଣ୍ୟବତୀ ଓ ଚନ୍ଦ୍ରଭାନୁର ପୂବର୍ଜନ୍ମ ବୃତ୍ତାନ୍ତ (ରାଗ-ନଳିନୀ ଗୌଡ଼ା, ରାମବିଭା ପ୍ରଥମ ବାଣୀରେ)

30 June 2023
0
0
0

ଜୟ ଜୟ ଜୟ ରାମ ଜନକ ସୁଖଦ । ଭୀମ ହରଷ ଦାନରେ ସଦା ବିଶାରଦ ହେ ।୧ । ଚନ୍ଦ୍ରହାସେ ଶୋଭାକର ସମସ୍ତ କାଳର । ଲକ୍ଷଣବନ୍ତ ଅଲକ୍ଷ୍ୟ ମୁଖ ମନୋହର ଯେ । ୨ । କବି ଭାରତୀକି ଅଗୋଚର ଛବି ଯାର । ସୁମନାବୃନ୍ଦ ବନ୍ଦନ ଏଣୁ ନିରନ୍ତରଯେ ।୩ । ମହାଶୟ

2

ଦ୍ବିତୀୟ ଛାନ୍ଦ ଲାବଣ୍ୟବତୀର ଜନ୍ମ ବୃତ୍ତାନ୍ତ (ରାଗ- ପଟ୍ଟହ ମଞ୍ଜରୀ)

30 June 2023
0
0
0

ଶୁଣ ହେ ସୁଜନେ ରସ କର୍ପୂ ମନ ଲୋଭା । ରତ୍ନାକର ମଧ୍ୟରେ ସିଂହଳ ଦ୍ବୀପ ଶୋଭା ଯେ । ୧ । କହିବାର ନୋହେ ସେ କଟକ ଛଟକକୁ । ରତନ ଝଟକ ହସେ ଆନ କଟକକୁ । ୨ । ଅଛନ୍ତି ଧନଦ ସମ ଧନବନ୍ତମାନେ । କର୍ଷେ ଶୁଣାଅଛି ସମାନକୁ ଏକା ଦାନେ ଯେ ।୩ । ଯେ

3

ତୃତୀୟ ଛାନ୍ଦ ଲାବଣ୍ୟବତୀ ପ୍ରଥମେ ଋତୁମତୀ ହେବା (ରାଗ-କେଦାର, ଚକ୍ରକେଳି ବାଣୀ)

4 July 2023
0
0
0

ଶୁଣ ରସିକେ ନବ ଯଉବନୀ । ହୋଇ ବନିତା ମଣ୍ଡିଲା ଅବନୀ । ୧ । ଏଣୁ ଉପମାଗଣ ନିରନ୍ତର । କି କରିବା ଭାବି ହେଲେ କାତର । ୨ । ଝଳି କାର୍ତ୍ତିରେ ଲଭିଣ ଭୀତିକି । କଲା କଣ୍ଟକ ଦୁର୍ଗକୁ କେତକୀ ।୩। ପାଞ୍ଚେ ମନ୍ଦିର କୁଚ ବଢ଼ିବାରେ । କିମ୍ପା

4

ତୃତୀୟ କବିତା ଜାରି ରହିଛି |

4 July 2023
0
0
0

ଏହି ଉପମାରେ ଚିତ୍ତ ବଳିଲା ।୬୨ । ମୋହ ସଙ୍ଗେ ପରା ହେଉ ସମାନ । କରି ମାରପୁର ଏହି ଗୁମାନ । ୬୩ । ଉଡ଼ାଇଲାଣି ସୁରଙ୍ଗ ପତାକା । ଏଣୁ ପଡ଼ିଲା ଚଳଦଳେ ଡକା ।୬୪ । ଧାତା କୋମଳେ ଏ ତନୁ ରଚିଲା । ଅନୁରାଗେ ପୂର୍ଣ୍ଣ କରି ସଞ୍ଚିଲା ।୬୫ ।

5

ଚତୁର୍ଥ ଛାନ୍ଦ ଲାବଣ୍ୟବତୀକୁ ବେଶ କରିବା (ରାଗ-ଚିନ୍ତା ଦେଶାକ୍ଷ-ରସକୋଇଲା ବାଣୀ)

7 July 2023
0
0
0

ଏଥୁଅନ୍ତେ ଶୁଣ ରସିକ ଜନେ । ଦିନେ ବିଚାର କଲେ ସଖୀମାନେ । ଆମ୍ଭ ସଜନୀ ଯେ ସୁନ୍ଦରୀସାର । ନାହିଁ ନଥିଲା ନୋହିବ ସଂସାର । ପୁଣି ତ ଶୋଭା ବୟସେ ଯେ । ଆମ୍ଭ ଲୋଚନକୁ କବି ବଚନକୁ ପବିତ୍ର କରିବା ବେଶେ ଯେ ।୧ । ଏମନ୍ତ ଭାବି ଜଣାଇଲେ ଯାଇଁ ।

6

ପଞ୍ଚମ ଛାନ୍ଦ ଲାବଣ୍ୟବତୀର ପୁଷ୍ପବାଟିକା ଭ୍ରମଣ (ରାଗ-ବସନ୍ତ)

7 July 2023
0
0
0

ଏହି ସମୟରେ ସୁନ୍ଦରୀ ଛାମୁରେ ପ୍ରଭାମଞ୍ଜୁଳା ଜଣାଇଲା । ଅତି ମଧୁର ମଧୁରତ ପ୍ରବେଶ କିଛିଦିନ ହେଲା ଶ୍ରବଣ, କରିନାହୁଁ ନବକାମିନୀ । ହୋଇଲା । ପିକବଚନେ ପୁନଃ ପୁନଃ ପ୍ରକାଶ କଲାଣି ଅନ୍ଧାର ଯାମିନୀ ।୧ । ମଳୟ ଶିଖରୀ ଶିରୀ ଚୋରିକରି ବହିଲା

7

ଅଷ୍ଟମ ଛାନ୍ଦ ଲାବଣ୍ୟବତୀର ଚିତ୍ରପଟ ଘେନି ସନ୍ୟାସୀ ଚନ୍ଦ୍ରଭାନୁ ପାଶେ ପ୍ରବେଶ (ରାଗ-ମଙ୍ଗଳଗୁଜ୍ଜରୀ)

8 July 2023
0
0
0

ଏଥୁ ଅନନ୍ତରେ ରସ ଶୁଣ ସୁଜନ । ମନ୍ତ୍ରୀକି ଡାକି ସଂହଳଦ୍ବୀପ ରାଜନ ।୧ । ବୋଇଲା କିଶୋରଦଶା ପ୍ରାପ୍ତ କୁମାରୀ । କର ବେଗେ ବର ଦେବା ବିବାହକରି । ୨ । ଶୁଣିଲେ ସୁନ୍ଦରୀ ଶୋଭା ହରିତୋଷରେ । ହରି ଘେନି ଯିବେ ଅବା ବିଧ୍ ବଶରେ ।୩ । ନୃପତି

8

ଭାଗ 8 ଜାରି ରଖନ୍ତୁ |

8 July 2023
0
0
0

କେ ବୋଲେ ମୋହନ ମୂର୍ତ୍ତିମନ୍ତ ହୋଇଲା । ସକଳ ସୁନ୍ଦର ଅଙ୍ଗେ ଘେନି ଅଇଲା ।୪୧ । କେ ବୋଲେ ଆନନୋହ ନେତ୍ର ସୁକୃତି । ଦେଖୁଲାଇ ଲାବଣ୍ୟବତୀର ଆକୃତି ।୪୨ । ବିଚାରିଲେ ଯୁବା ସୃଷ୍ଟକିବା ପ୍ରଳୟ । ହୋଇଲା ହୋଇଛି ଉତପାତ ଉଦୟ ।୪୩ । ବିଦ୍ୟୁସ

9

ନବମ ଛାନ୍ଦ ଚନ୍ଦ୍ରଭାନୁ ପାଖରେ ଲାବଣ୍ୟବତୀର ଚିତ୍ରପଟ ନେଇ ସନ୍ନ୍ୟାସୀ ପ୍ରବେଶ (ରାଗ-ସାମଗୁଜ୍ଜରୀ)

12 July 2023
0
0
0

ହୋଇଲା ପ୍ରବେଶ ଗ୍ରୀଷମ ସମୟ ସୁଷମା ପ୍ରୌଢ଼ା ଯୁବତୀକି । ରଜନୀ ମନୋହର କରି ବହିଲା ପକ୍ବତରୁଫଳ କାନ୍ତିକି । ପ୍ରଫୁଲ, ମଲ୍ଲିକା ହାସ ବିକାଶି । ରସିକ ଭ୍ରମଣ ଚାଟୁକୁ ନିରତ ପାଟଳି ଶ୍ରବଣ ନିବେଶି ।୧। ଝିଙ୍କାରୀ ଝଙ୍କାର ଝୁଣ୍ଟିଆ ଝମକେ ଚମ

10

ଦଶମ ଛାନ୍ଦ ଚନ୍ଦ୍ରଭାନୁ ଲାବଣ୍ୟବତୀର ଚିତ୍ରପଟ ଦର୍ଶନ (ରାଗ-ଦେଶାକ୍ଷ)

12 July 2023
0
0
0

ଏଥୁ ଅନନ୍ତରେ ରସିକସାର । କର୍ଣ୍ଣମୁଖରେ ସୁଧାପାନ କର । ନୃପସୁତ ଆଗେ ପେଡ଼ି ଫେଡ଼ିଲା । ସେ ରୂପ ଉପରେ ନେତ୍ର ପଡ଼ିଲା । କି ପଡ଼ିଲା ନାହିଁ ଜଡ଼ିଲା ଘେନ । ଜଡ଼ିଲା ନାହିଁଟି ବୁଡ଼ିଲା ଜ୍ଞାନ ।୧ । ମୂର୍ତ୍ତିମନ୍ତ କଲା ମଦନ କଳା । କନ

11

ଏକାଦଶ ଛାନ୍ଦ ଲାବଣ୍ୟବତୀର ସ୍ବପ୍ନ ଦର୍ଶନ (ରାଗ-ଚୋଖ୍)

13 July 2023
0
0
0

ଏଥୁଅନ୍ତେ ଶୁଣ ରସ । ଉଦୟ ତାରା ଜୀବେଶ ହେଲେ ଆକାଶେ । ଚକ୍ର ସୁଖଚକ୍ର-ନକ୍ର ବେଶ ହେବ କି ରାତ୍ର ବାଳୀ । ଗ୍ରୀଷମେ ନିଶି ପ୍ରବେଶ ଫିଙ୍ଗିଛି ତାତ ସିଦ୍ଧିରେ କାମ କି ରୋଷେ । ଆଜି କି ବିଭାବରୀକି ଛେଦନେ ହୀରକଚକ୍ର ଫିଙ୍ଗିଛି ତାତ ସିଦ

12

ଏକାଦଶ ଛାନ୍ଦ ଲାବଣ୍ୟବତୀର ସ୍ବପ୍ନ ଦର୍ଶନ (ରାଗ-ଚୋଖ୍)

13 July 2023
0
0
0

ଏଥୁଅନ୍ତେ ଶୁଣ ରସ । ଉଦୟ ତାରା ଜୀବେଶ ହେଲେ ଆକାଶେ । ଚକ୍ର ସୁଖଚକ୍ର-ନକ୍ର ବେଶ ହେବ କି ରାତ୍ର ବାଳୀ । ଗ୍ରୀଷମେ ନିଶି ପ୍ରବେଶ ଫିଙ୍ଗିଛି ତାତ ସିଦ୍ଧିରେ କାମ କି ରୋଷେ । ଆଜି କି ବିଭାବରୀକି ଛେଦନେ ହୀରକଚକ୍ର ଫିଙ୍ଗିଛି ତାତ ସିଦ

13

ଏକାଦଶ ଛାନ୍ଦ ନିରନ୍ତରତା |

13 July 2023
0
0
0

କର ଧରି ନିଦ୍ରା ଭାଙ୍ଗିଲା । ଗଗନମାର୍ଗେ କୁମାରୀ ପୁରକୁ ନେଲା ।୮ । ବୋଇଲା ଲାବଣ୍ୟବତୀ ଚାନ୍ଦନୀରେ ଶୋଇଛି ଯେ ପଲ୍ୟଙ୍କ ପରି । ସଖୀ ବେଢ଼ି ଚାରିପାଖେ ମନାଇ ପାରିଲେ ଭୋଗ କରି ନାଗର । ମନେ ପାଞ୍ଚେ ମଞ୍ଚେ ଜାତ ଅଟଇ ଏହି ଯୁବତୀ ଏତେ

---

ବହି ପଢ଼ନ୍ତୁ