କର ଧରି ନିଦ୍ରା ଭାଙ୍ଗିଲା ।
ଗଗନମାର୍ଗେ କୁମାରୀ ପୁରକୁ ନେଲା ।୮ ।
ବୋଇଲା ଲାବଣ୍ୟବତୀ
ଚାନ୍ଦନୀରେ ଶୋଇଛି ଯେ ପଲ୍ୟଙ୍କ ପରି ।
ସଖୀ ବେଢ଼ି ଚାରିପାଖେ
ମନାଇ ପାରିଲେ ଭୋଗ କରି ନାଗର ।
ମନେ ପାଞ୍ଚେ ମଞ୍ଚେ ଜାତ
ଅଟଇ ଏହି ଯୁବତୀ
ଏତେ କହି ହେଲା ଅନ୍ତର
ଶୋଭା ଚାହିଁ ଲୋଭା ହୋଇ ଉଭା କୁମର ।୯ ।
ଏ ବର୍ଣ୍ଣ ସୁବର୍ଣ୍ଣକମ
ଜ୍ଞାନହୀନ ନିଦ୍ରାବଶେ
ଏବେ ଜାଣିଲି ମୋର ନୟନ ଭାଗ୍ୟ ।
ଏତେକାଳଯାଏ
ଏକା ଏ ନୋହେ ହରଷ
କାହିଁକି ଏ ଅଦଭୁତ
ସୁବାସ ମନ୍ଦିର ଏହି
ଭିନ୍ନ ଜାଣି ହେଲା ସିନା ରତନ ଯୋଗେ ।
ହରଷ ଏମନ୍ତ ସ୍ବରୂପ
ହୁଅନ୍ତା କି ତାରତମ
ହୋଇଥିଲା ଏ ଗୋପ୍ୟ । ୧୦ ।
ପୁଣି ମିଶିଛି ସରସ
ମିଳିଛି ଶୋଭା ବିଶେଷ ଦୀପ୍ତିକି ଘେନି ।
ଦିଶୁଅଛି ବ୍ୟକ୍ତ ହୋଇ
କର ଧରି ନିଦ୍ରା ଭାଙ୍ଗିଲା ।
ଗଗନମାର୍ଗେ କୁମାରୀ ପୁରକୁ ନେଲା ।୮ ।
ବୋଇଲା ଲାବଣ୍ୟବତୀ
ଚାନ୍ଦନୀରେ ଶୋଇଛି ଯେ ପଲ୍ୟଙ୍କ ପରି ।
ସଖୀ ବେଢ଼ି ଚାରିପାଖେ
ମନାଇ ପାରିଲେ ଭୋଗ କର ନାଗର ।
ମନେ ପାଞ୍ଚେ ମଞ୍ଚେ ଜାତ
ଏତେ କହି ହେଲା ଅନ୍ତର
ଶୋଭା ଚାହିଁ ଲୋଭା ହୋଇ ଉଭା କୁମର ।୯ ।
ଅଟଇ ଏହି ଯୁବତୀ
ଏ ବର୍ଷ ସୁବର୍ଣ୍ଣକମ
ଜ୍ଞାନହୀନ ନିଦ୍ରାବଶେ
ଏବେ ଜାଣିଲି ମୋର ନୟନ ଭାଗ୍ୟ ।
ହରଷ ଏମନ୍ତ ସ୍ବରୂପ
ଏତେକାଳଯାଏ
ଏକା ଏ ନୋହେ ହରଷ
ସୁବାସ ମନ୍ଦିର ଏହି
କାହିଁକି ଏ ଅଦଭୁତ
ଭିନ୍ନ ଜାଣି ହେଲା ସିନା ରତନ ଯୋଗେ ।
ହୁଅନ୍ତା କି ତାରତମ
ହୋଇଥିଲା ଏ ଗୋପ୍ୟ ।୧୦ |
ପୁଣି ମିଶିଛି ସରସ
ମିଳିଛି ଶୋଭା ବିଶେଷ ଦୀପ୍ତିକି ଘେନି ।
ଦିଶୁଅଛି ବ୍ୟକ୍ତ ହୋଇ
ଖଣ୍ଡେ ଖଣ୍ଡେ ଭାଲ ଦେଶେ
ନିଶ୍ଚେ ପ୍ରମୋଦ ମାନସେ ଆଣି ବହିଲେ
ଘେନିଅଛି ଚନ୍ଦନପାଟୀ
ଲୋକନେ ଏହି ଉପମା ମନେ ପ୍ରକଟି । ୧୪ ।
ଝିଲି ମିଲି ମାଳି ପାନ
କତୁରୀ କୁରୁଳୀ ଝଳି
ମାର ମଙ୍ଗଳ ପଲ୍ଲବ ତୋରଣ ପରା ।
କୀରତି ପ୍ରକାଶ ଆଶେ
ଶ୍ରଦ୍ଧାରୁ କରିଛି ପୋଷା
ପତ୍ରରେ ଅତି ଶୋଭନ
ପକ୍ଷ ଚାଳି କିବା ଉଡ଼ିଯିବାକୁ ତ୍ବରା
ମୁକୁତା ସୀମନ୍ତ ଉପରେ
କାଳିନ୍ଦୀ ମଧେ କି ବହେ ଜାହ୍ନବୀ ଧାରେ ।୧୫ ।
କେତୁମୁଣ୍ଡ ତୁଣ୍ଡେ ପଶି
ବାତେବେଳେ ଅଳିଆଳି
ଦିଶୁଛି ଯତ୍ନ ଚଉଁରୀ ରତ୍ନ ଭଉଁରୀ
ଗଣ୍ଡଖଣ୍ଡ ପରେ ପଦ୍ମ-
ଚୂର୍ଣ୍ଣ ଚିକୁରକୁ ଖୋଷା
ଗଲାଣି ଶରଦ ଶଶୀ
କେବଳ କିରଣ ଦିଶୁଅଛି ମାଧୁରୀ ।
ଆଡ଼ଖୋଷା କୁସୁମ ତୋରା
ହାହାକାର ପରି ରୁଣ୍ଡୀଭୂତ କି ତାରା । ୧୬ ।
ରାଗତାଟଙ୍କର ସଦ୍ମ ।
ଚନ୍ଦ୍ରଠାରେ ସାନ୍ଦ୍ର ସ୍ନେହୀ ଆରଦ୍ରା କି ସେ ।
କରେ ବିପରୀତ ରତି
ସେପରି ହୋଏ ପ୍ରତୀତି
ମିଶି ଶଶୀ ଜ୍ୟୋତି ଆସି ଫୁଲେ କି ଦିଶେ ।
ଜଣାଉଛି ରସିକା କଣ୍ଠ
ତୋ ଶୋଭା ଯଶ ହେଲାଣି ମହୀରେ ପୂର୍ବ
ଅଛି ବଜ୍ରମଲ୍ଲୀ କଢ଼ି
ସୁନ୍ଦରୀ ସଂସାରେ ଇନ୍ଦ୍ର କରି ଦେଇଛି ।
ଧଇର୍ଯ୍ୟ ବୃତ୍ରଅସୁର
ବିଧାତା କି ବଜ୍ର ଗଢ଼ି
ପାନ କଳ ପୁରି ତୁଣ୍ଡେ
ଥରଗମନା କି ଥର ହୋଇ ରହିଛି ।
କହୁଛି ଝଲକା ଝଲକ
ମୁହିଁ ରଖନାହିଁ ସୁର ନେତ୍ର ପଲକ । ୧୮ ।
ନାଶ କରିଣ ଏଥ୍ର
ଶ୍ଵାସବଶେ ଫୁଲେ ଘୋଣା
ଫୁଟି ଦିଶୁଅଛି ଗଣ୍ଡେ
ମୁକୁରେ ଜବାକୁସୁମ ପ୍ରତିବିମ୍ବେ କି ।
ତହିଁ ଲୀଳ ନାକଚଣା
ଉତ୍ଫୁଲ ତିଳଫୁଲକୁ ଭୃଙ୍ଗ ଚୁମ୍ବେ କି ।
ଥୋପି ପଡ଼େ ରଙ୍ଗ ଅଧର
ଭସ୍ମହୀନ ପକ୍ଵବିମ୍ବେ ମନ ନ ଧରେ ।୧୯ ।