ଏକବିଂଶ ପରିଚ୍ଛେଦ
କଟକ ସେସନ୍ ଜଜକୋର୍ଟ ;
ଆଜି ଜଜ୍ କୋର୍ଟରେ ଭାରି ଭିଡ । କଚେରିଆ, ବଜାରୀ ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଅଛନ୍ତି । କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣିଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମିଯାଅନ୍ତି, ସେହିପରି ଜଣଜଣ କରି କଚେରୀ ପୂରିଗଲେଣି । ଭାରି ଭିଡ, ଗୋଳମାଳ, ଦୁଇଜଣ ଚପରାଶି ଚୋଓପ ଚୋ-ଓ-ପ କହି ଆହୁରି ଗୋଳମାଳ ବଢାଉଛନ୍ତି । ମଫସଲରେ ଜଣେ ମାନ୍ୟବର ଜମିଦାର ମଣିଷମାରୁ ମାମଲାରେ ଚଲାଣ ହୋଇ ଆସଛି । ମେଜେଷ୍ଟର ସାହେବ ଦୋହରା ସମ୍ପ୍ରଦ କରିଥିଲେ, ପାଞ୍ଚଦିନ ହେଲା ମକଦ୍ଦମା ଚାଲିଛି, ଆଜି ଶେଷ ବିଚାର ଦିନ, ମାମଲା ଏପର୍ଯ୍ୟନ୍ତ ପଡିନାହିଁ । କାଲି ବୁଧବାର ବିଲାତୀ ମେଲ୍ ଯିବ । ସାହେବ ମାଇଁ ଡିଅର୍ ଲେଡି ଆରମ୍ଭ କରି ଚଞ୍ଚଳ ଚିଠିଖଣ୍ଡ ଲେଖ୍ ପକାଉଛନ୍ତି । ଫୌଜଦାରୀ ମାମଲା ପଡିଲେ ହାକିମ ସାହେବ ବିଲାତୀ ଛାପା କାଗଜ ମେଲାଇ ବସନ୍ତି କିମ୍ବା ଚିଠିଲେଖା ଅରମ୍ଭ କରନ୍ତି , ପେସ୍କାର ଜିମା ସବୁ କାର୍ଯ୍ୟ । ସାହେବ ଜମାନବନ୍ଦୀ କାଗଜରେ ଗାଁରେ ଗାଁରେ ଦସ୍ତଖତ ଟାଣିଦେବା ଆଉ ରାୟ ଶୁଣାଇବାରେ ମାଲିକ । ଆଜି ସାହେବଙ୍କୁ ସବୁ କାର୍ଯ୍ୟ ହାତରେ କରିବାକୁ ହେବ, କାରଣ ଆଜି ସାକ୍ଷୀ ଜଣକ ଇଂରାଜ, ଇଂରାଜୀରେ ମଧ୍ୟ ରାୟ ଲେଖିବାକୁ ହେବ । ଆଜିକାର କାରଖାନା ସବୁ ଇଂରେଜୀମୟ; ମାତ୍ର ଆମ୍ଭେମାନେ ଓଡ଼ିଆ, ପାଠକମାନେ ମଧ୍ୟ ସେହିପରି ଛାପାଖାନା ଅକ୍ଷରଗୁଡ଼ାକ ମଧ୍ୟ ଏହି ଦେଶୀ, ସୁତରାଂ ଆମ୍ଭମାନଙ୍କୁ ତରଜମା କରି କଥା ଲେଖୁବାକୁ ହେଉଛି । ସାହେବ ମେଞ୍ଚାଏ ଛେପରେ ଲଫାପା ବନ୍ଦ କରି ଚପରାସୀ ହାତରେ ଡାକଘରକୁ ପଠାଇଦେଇ କହିଲେ, 'ଉଏଲ ବାବୁ ! ମକଦ୍ଦମା ପେଶ୍ କର । ସରକାର ତରଫ ଓକିଲ ଇଶାନଚନ୍ଦ୍ର ସରକାର ଏବଂ ପୋଲିସ ଦାରୋଗା ଇନାଏତ ହୋସନ ମୁଦାଲା ଓରଫ ଓକିଲ ରାମ ରାମ ଲାଲା ହାଜର । ସମସ୍ତ
କଟକ ସାକ୍ଷାତରେ ଆମ୍ଭେ ଅସ୍ତ୍ର ମୋର ନାମ ଏ.ବି.ସି.ଡି. ଡଗ୍ଲାସ, ବାପର ନାମ ଇ.ଏଫ୍.ଜି. ଏଇଚ ଡଗଲସ୍ ଜାତି ଇଂରେଜ, ବୟସ ୪୦ ହାଲ ସାକିନି କଟକ, ଆମ୍ଭେ ଜିଲ୍ଲାର ସିଭିଲ ସର୍ଜନ । ଗତ ତାରିଖ ଭୋର ସାତଟା ତିରିଶ ମିନିଟ ସମୟରେ ସରକାରୀ ଲାସ୍ ମାଇନା ଘରେ ଆମ୍ଭ ସାରିଆର ଲାସ୍ ପୋଷ୍ଟମର୍ଟମ ଏକ୍ଜାମିନ କରାଯାଇଛି । ଚୌକିଦାର ଗୋବରା ଜେନା ଚିହ୍ନିତ ଦେବା ଅନୁସାରେ ଆମ୍ଭେ କହୁଛୁ ତାହା ସାରିଆର ଲାସ୍ ଥିଲା । ଯେତେଦୂର ପରୀକ୍ଷା କରିଅଛୁ, ସାହାସ କରି କହିପାରୁ କୌଣସି ପ୍ରାଣନାସକ ବା ଅନ୍ୟ ପଦାର୍ଥ ଏହାର ମୃତ୍ୟୁର କାରଣ ନୁହେଁ । ଦୀର୍ଘକାଳ ଉପବାସ ରହି ବିଶେଷ ମାନସିକ ଯନ୍ତ୍ରଣା ଭୋଗକରି ମରିଯାଇଥିବାର ଆମ୍ଭେ ଯଥେଷ୍ଟ ପ୍ରମାଣ ପାଇଅଛୁ । ଜଜ୍ ସାହେବ ସୁଆଲରେ ସାକ୍ଷୀ ଜବାବ ଦେଲେ, ଲାସ୍ ଦେହରେ କୌଣସି ପୀଡାର ଲକ୍ଷଣ ଥିଲା ନାହିଁ, ଅଥଚ ତାହା ଦେହର ରକ୍ତ ଶୁଖୁଯାଇଥିଲା, ହୃଦୟରେ ପ୍ରାୟ ରକ୍ତ ଥିଲା ନାହିଁ । ପାକସ୍ଥଳୀ ପ୍ରାୟ ଶୂନ୍ୟ ଥିଲା । ମୂତ୍ରଧାର , ମଳବାହିନୀ ନାଡିରେ କିଛି ପଦାର୍ଥ ନ ଥିଲା । ଏହି ସମସ୍ତ ଲକ୍ଷଣ ଦ୍ଵାରା ଜାଣୁଅଛୁ, ସେ ଉପବାସରେ ମରିଚି ।
ଆସାମୀ ରାମଚନ୍ଦ୍ର ମଙ୍ଗରାଜ ଆସାମୀ କାଠଗଡା ଭିତରେ ହାତଯୋଡ଼ି ଠିଆ ହୋଇଅଛନ୍ତି । ଜଜ୍ ସାହେବଙ୍କ ଡାହାଣ ପାଖରେ ଚଉକିରେ ବସି ହୋଲି ବାଇବେଲ ଧରି ଡାକ୍ତର ସାହେବ ଜମାନବନ୍ଦୀ ଦେଲେ -
ସରକାରୀ ଓକିଲଙ୍କ ସୁଆଲରେ ଜବାବ- ହଁ, ଲାସ୍ ପିଠିରେ ତିନି ଜାଗାରେ ଚିହ୍ନଥିବାର ଗୋବରା ଜେନା ଆମ୍ଭଙ୍କୁ ବିଶେଷରୂପେ ଦେଖାଇଲା । ଆମ୍ଭେ ମଧ୍ୟ ଉତ୍ତମ ରୂପେ ପରୀକ୍ଷା କରି ଦେଇଅଛୁ, ତାହା ମାଡର ଦାଗ ନୁହେଁ, ପ୍ରାଣତ୍ୟାଗ ଗରମ ଲୁହା କିମ୍ବା ଅନ୍ୟ କୌଣସି ଆଗ୍ନେୟ ପଦାର୍ଥରେ ଦାଗ ଦେଲେ ଚିହ୍ନ ହୁଏ, ଏହା ସେହିପରି ଈଷତ୍ ପୋଡା ଚିହ୍ନ । ଉତ୍ତାରେ
ପୁନର୍ବାର ସରକାରୀ ଓକିଲଙ୍କ ସୁଆଲରେ - ନା, ଆମ୍ଭେ ଧରି ଶବ କାଟି ନାହୁଁ, ନେଟିଭ ଡାକ୍ତର ଗୌରାଙ୍ଗ କର, ଆଉ କମ୍ପାଉଣ୍ଡର ବାସୁଦେବ ପଟ୍ଟନାୟକ ଦୁଇ ଜଣ ଆମ୍ଭ ସାକ୍ଷତରେ ଶବଚ୍ଛେଦ କରିଛନ୍ତି । ନିଜେ ଛୁରି ଲଣ୍ଡନ ପୁନର୍ବାର ଓକିଲ ସୁଆଲରେ ସାକ୍ଷୀ କିଞ୍ଚିତ୍ ଖପା ହୋଇ ଜବାବ ଦେଲେ, ଆମ୍ଭେ ଆଜକୁ ସାଢେ ଦଶ ବରଷ ହେଲା ସିଭିଲସର୍ଜନୀ କରି ଆସିଅଛୁ, ପ୍ରଥମେ ମିଲିଟାରୀ ଡିପାର୍ଟମେଣ୍ଟରେ ଥୁଲୁ, ଆମ୍ଭେ କଲେଜରେ ଡାକ୍ତରୀ ପଢ଼ି ପାଶ୍ କରିଛୁ ।
ଆମ୍ଭେ ପୁନର୍ବାର ସୁଆଲରେ ଜବାବ ଦେଲେ- ପ୍ରଥମେ ହସ୍ପିଟାଲ ଆସିଷ୍ଟାଣ୍ଡ ଥୁଲୁ, ବର୍ମା ଯୁଦ୍ଧରେ ଆମ୍ଭର ପ୍ରମୋଶନ ହୋଇଛି । ଜଜ୍ ସାହେବ ଆସାମୀ ଓକିଲକୁ ଅନାଇ କହିଲେ- ତୁମାରା କୁଛ୍ ସବାଲ ହେ ? ଆସାମୀ ତରଫ ଓକିଲ ରାମରାମ ଲାଲାଙ୍କ ସୁଆଲ - ଡାକ୍ତର ସାହେବଙ୍କୁ ଅନାଇ କହିଲେ, ''ଆଚ୍ଛା, ମିସଲ ଉପରେ ଆସାମୀର ଯେଉଁ ବାଉଁଶ ଠେଙ୍ଗା ଅଛି, ଏହି ଠେଙ୍ଗାର କିଛି ଦାଗ ଲାସ୍ ପିଠିରେ ଅଛି କି ?
ଜଜ୍ ସାହେବ - ''ନନ୍ସେନ୍ସ ! ଆଉର କ୍ୟା ପୁଚ୍ଛ ନେକା ହେ ପୁଚ୍ଛେ । ଓକିଲ ସାକ୍ଷୀକୁ ପୁନର୍ବାର ଜେରା କଲେ - ଆଚ୍ଛା ଆପଣ କହୁଛନ୍ତି ସାରିଆ ଉପାସ ରହି ମରିଛି, ଯେ ଆପେ ଉପାସ ରହିଥିଲା କି ଆସମୀ ତାକୁ ଉପାସ ରଖାଇଥିଲା ।
ଜଜ୍ ସାହେବ - ''କୁଛ ବତ୍ ନେହି, ଗୋ ଅନ୍, ଚଲୋ ଚଲୋ । '' ପୁନର୍ବାର କେରା - 'ଆଚ୍ଛା , ସାରିଆ ଆସାମୀ ଦୁଆରେ ମରିଥବାଜିଛି ପ୍ରମାଣ ଅଛି ?"
ଜଜ୍ ସାହେବ ଖପା ହୋଇ କହିଲେ - 'ଦେଖେ, ତୁମ୍ ଏସା ବେହୁଦା ସବାଲ କରୋଗେ ତ ତୁମାରା ଓକିଲାତି କେନ୍ସଲ କର ଦେଗା । ''
ଓକିଲ - 'ହଜୁର ଖୋଦଦ୍ - ମା ବାପ ଦୁନିଆକା ବାସସା ।'' ଆସାମୀର ଜବାବ ନିଆଗଲା ଉତ୍ତାରେ ଦୁଇପକ୍ଷ ଓକିଲଙ୍କ ବକ୍ତୃତା ହେଲା, ଭାରି ଝଟାପିଟା ଲାଗିଲା, ଊଣା ନୁହେଁ, ଅଢ଼େଇ ଘଣ୍ଟା କାଳ ବକୃତା । ଏହି ଅବକାଶରେ ସାହେବ ବେଲମ୍ବର ଖଣ୍ଡେ ଛପା କାଗଜ ପଢ଼ିପକାଇ ଟିଫିନ୍ ଖାଇ ଆସିଲେଣି ! ହାକିମ ବନ୍ଦ କରାଇ ନ ଥିଲେ ବକ୍ତୃତା ବରାବର ଚାଲିଥାନ୍ତା ।
ହାକିମଙ୍କ ହୁକୁମ ଅନୁସାରେ ସେରସ୍ତଦାର ରୋବକାରୀ ଲେଖ୍ ପ୍ରକାଶ କଲେ ସେହି ରୋବକାରୀଟା ବାରଫର୍ଷ କାଗଜରେ ଲେଖଗଲା । ରୋବକାରୀ ଆମ୍ଭେମାନେ ଲେଖାଯାଇ ପ୍ରକାଶ ହେବାକୁ ତିନିଦିନ ଲାଗିଲା । ସେହି ରୋବକାରୀର ସହିମୋହର ନକଲ ହାସଲ କରିଛୁ ; ମାତ୍ର ଆମ୍ଭେମାନେ ସମସ୍ତ ସଂକ୍ଷେପରେ ବୋଲି ଆସୁଥିବାରୁ ସେହି ରୋବକାରୀର ଯେତିକି କଥା ପ୍ରକାଶ କଲେ ପାଠକ ମକଦ୍ଦମାର ସମସ୍ତ ହାଲ ବୁଝିପାରିବେ, ଆମ୍ଭେମାନେ ତେତିକି ସାର ଅଂଶ ମାତ୍ର ପ୍ରକାଶ କରୁଛୁ ।
ମଙ୍ଗରାଜ ସା. ରୋବକାରୀ କଚେରୀ ଅଦାଲତ ଓ ଫୌଜଦାରୀ ସେମନ୍ ଜର୍ଜ କୋର୍ଟ ଇଜଲାସ୍ ଏଇଚ: ଆର୍ . ଜେକ୍ସନ୍ ସ୍କୋୟାର ସେସନ୍ ଜଜ୍ ମିଲିକିୟଥ୍ ଶ୍ରୀଯୁକ୍ତ ଇଷ୍ଟଇଣ୍ଡିଆ କମ୍ପାନୀ ବାହାଦୂର ଓଡ଼ିଶା ଖଣ୍ଡ , ଜିଲେ କଟକ । ସରକାର ବାହାଦୂର ମୁଦେଇ ବନାମ ରାମଚନ୍ଦ୍ର ଗୋବିନ୍ଦପୁର ପ୍ର ; ଅସୁରେଶ୍ଵର , ଜିଲେ କଟକ । ମୁଦାଲା ସାରିଆ ନାମକ ଗୋଟିଏ ତନ୍ତୀଆଣି ସ୍ତ୍ରୀକୁ ହତ୍ୟା କରିଥିବା ଏବଂ ତାହା ଘରର ଆସବାବ ଲୁଟତରାଜ କରିନେଇଥ୍ବାର ମାମଲା |
ନଥ୍ୟର ସମସ୍ତ କଥା କାଗଜାତ ଏବଂ ପକ୍ଷମାନଙ୍କର ଜବାବ ସୁଆଲ ଦୃଷ୍ଟି ଏବଂ ଶ୍ରବଣରେ ଆସିଲା ଉତ୍ତାରେ ଜଣାଗଲା କି ଏହି ମକଦ୍ଦମା ପୋଲିସ ଚାଲାଣୀ ଅଟେ । ଜିଲ୍ଲାର ମାଜିଷ୍ଟ୍ରେଟ ସାହେବ ଆସାମୀ ଉପରେ ନରହତ୍ୟା ଅଭିଯୋଗ କରି ଏହି ମକଦ୍ଦମା ସେସନ୍ ସମ୍ପାଦ କରିଛନ୍ତି । କରାଇବା ନିମନ୍ତେ ପୋଲିସ ଆଠଜଣ ସାକ୍ଷୀର ଜମାନବନ୍ଦୀ କରାଯାଇଛି । ଆମ୍ଭେ ସାକ୍ଷୀମାନଙ୍କୁ ଅତି ସତର୍କତା ଏବଂ ମନଯୋଗ ସହିତ ପରୀକ୍ଷା କରିଛୁ ଏବଂ ଉଭୟ ପକ୍ଷ ଓକିଲମାନଙ୍କ ବକୃତା ଶ୍ରବଣ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛୁ କି ଆସାମୀ ପୋଲିସ କଥ୍ତମତେ ବାଉଁଶ ଠେଙ୍ଗାରେ ପ୍ରହାର କରି ସାରିଆକୁ ବଧ କରି ନାହିଁ, ଦୀର୍ଘକାଳ ଉପବାସ ଏବଂ ମନକଷ୍ଟ ତାହାର ମୃତ୍ୟୁର କାରଣ ଅଟେ । ଏପରି ବିଶ୍ଵାସ କରିବାର ହେତୁ ଏହି କି ପ୍ରଥମ ନରହତ୍ଯା ପ୍ର ଧାନ ସାକ୍ଷୀ ସିଭିଲ ସର୍ଜନ ସୁସ୍ପଷ୍ଟରୂପେ ପ୍ରକାଶ କରିଅଛନ୍ତି କି, ଲାସ ଦେହରେ କୌଣସି ପ୍ରକାର ଆଘାତର ଚିହ୍ନ ନ ଥିଲା । ଦ୍ଵାରା ଯଥେଷ୍ଟ ପ୍ରମାଣ ପାଉଛୁ ଯେ, ଏହି ମକଦ୍ଦମାଟି ସଂପୂର୍ଣ୍ଣରୂପେ ଗଠିତ ଅଟେ । ଆମ୍ଭର ବିଶ୍ଵାସ, ପ୍ରଥମ ଆସାମୀର ଦୋଷ ସାବ୍ୟସ୍ତ ଆମ୍ଭର ମକଦ୍ଦମାର ଆମ୍ଭେ ସାକ୍ଷୀମାନଙ୍କ ମୃତ ସାରିଆ ବା ଭଗିଚନ୍ଦର ପାନିଆ, ଢୁଙ୍ଗୀ, ନାରାଜ, ଚରଖ୍, ତନ୍ତବୁଣାର ସରଞ୍ଜାମ ଏବଂ କଂସା, ଢାଳ ପ୍ରଭୃତି ଗୃହର ବ୍ୟବହାର୍ଯ୍ୟ ଦ୍ରବ୍ଯ ପୋଲିସ ଆସାମୀ ଘରୁ ବରାମଦ କରିଛି; ମାତ୍ର ଆସାମୀ ସିଭିଲକୋର୍ଟର ଯେଉଁ ତାଲିକା ଦାଖଲ କରେ, ସେଥିରୁ ଜଣାଯାଏ ସେ ଭଗିଚନ୍ଦର ଛ ମାଣ ଆଠଗୁଣ୍ଠ ଜମି ଆସାମୀଠାରେ କଟବନ୍ଧକ ରଖୁଥିଲା | ସେହି ମାମଲାର ଅଦାଲତର ଖର୍ଚ୍ଚା ଆଦାୟ ଜୁମିଲାକୁ ଆସାମୀ ନିଲାମ ସକ୍ରେ ସେ ସବୁ ଖରିଦ କରିନେଇଅଛି । ଅବଶ୍ୟ ସ୍ଵୀକାର କରିବାର ଯଥେଷ୍ଟ କାରଣ ବିଦ୍ୟମାନ ଅଛି ଯେ ସେ କଟକବଲା ନାଲିସ ନିଲାମ ସମସ୍ତ ପ୍ରତାରଣାପୂର୍ଣ୍ଣ ମାତ୍ର ଉପସ୍ଥିତ ସେ ସମସ୍ତ ବିଷୟ ବିବେଚ୍ୟ ନୁହେଁ । ଆସାମୀ ଭଗିଚନ୍ଦର ଛମାଣ ଆଠଗୁଣ୍ଠ ନିଷ୍କର ଭୂମି ଏବଂ ତାହାର ସର୍ବସ୍ପ ହରଣ କରିବାରୁ ସେହି ଦୁଃଖରେ ଭଗିଚନ୍ଦର ହୋଇଯାଇଥିବା ସାରିଆ ଅନାହାରରେ ପ୍ରାଣତ୍ୟାଗ କରିଥିବା, ଆମ୍ଭେ ବିଶ୍ଵାସ କରୁ ମାତ୍ର ସେଥିପାଇଁ ଆସାମୀକୁ ନରହତ୍ୟା ଅପରାଧରେ ଅପରାଧୀ ମକଦ୍ଦମାରେ ପାଗଳ କରାଯାଇ ନ ପାରେ ।
ଆଦାୟ ଆମ୍ଭ ଆସାମୀ ଅଗଣା ମଧ୍ୟରୁ ନେତ ନାମକ ଏକରାସ ଧଳା ରଙ୍ଗର ଗାଈ ପୋଲିସ ବରାମଦ କରିଅଛି । ଗାଈ ଭଗିଚନ୍ଦର ଥିବା ପକ୍ଷମାନେ ସ୍ଵୀକାର କରୁଅଛନ୍ତି । ଆସାମୀ ପ୍ରକାଶ କରେ, ତାହାର ମକଦ୍ଦମା ଖର୍ଚ୍ଚ ନିମନ୍ତେ ଅଦାଲତରେ ପିଆଦା ନିଲାମ କରିବାରୁ ପ୍ରକାଶ୍ୟ ନିଲାମରେ ସେ ତାହା ଖରିଦ କରିଅଛି । ମାତ୍ର ଏହା ସମ୍ପୂର୍ଣ୍ଣ ଅସତ୍ୟ ଅଟେ: କରଣ ସିଭିଲ କୋର୍ଟ ଦସ୍ତଖତ ମୋହରଯୁକ୍ତ ଯେଉଁ ନିଲାମ ଫର୍ଦ୍ଦ ସାକ୍ଷାତରେ ଉପସ୍ଥିତ କରାଯାଇଅଛି, ସେଥିରେ ନେତଗାଈର ଉଲ୍ଲେଖ ନାହିଁ | ଆମ୍ଭେ ଯଥେଷ୍ଟ ପ୍ରମାଣ ପାଇଛୁ ଯେ, ଆସାମୀ ଶଠତା ପ୍ରତାରଣା ଦ୍ଵାରା ପର ସମ୍ପତ୍ତି ଆତ୍ମସାତ୍ କରିବା ବିଷୟରେ ଖୁବ୍ ନିପୁଣ ଅଟେ । ସେ ଜଣେ ସାମାନ୍ଯ ଲୋକ ଥିଲା । ଅସତ୍ ଉପାୟ ଅବଲମ୍ବନ ଦ୍ଵାରା ଅନେକ ଉପାର୍ଜନ କରିଛି ଏବଂ ସେ ଗ୍ରାମର ଜମିଦାର ଓ କ୍ଷମତାଶାଳୀ ଥିବାର ଏବଂ ଭଗିଚନ୍ଦ୍ରକୁ ଦୁର୍ବଳ ଏବଂ ପ୍ରତିକାର କରିବାକୁ ଅକ୍ଷମ କରି ଜ୍ଞାନ ମୃତ ସାରିଆ ବା ଭଗିଚନ୍ଦର ପାନିଆ, ଢୁଙ୍ଗୀ, ନାରାଜ, ଚରଖ୍, ତନ୍ତବୁଣାର ସରଞ୍ଜାମ ଏବଂ କଂସା, ଢାଳ ପ୍ରଭୃତି ଗୃହର ବ୍ୟବହାର୍ଯ୍ୟ ଦ୍ରବ୍ଯ ପୋଲିସ ଆସାମୀ ଘରୁ ବରାମଦ କରିଛି; ମାତ୍ର ଆସାମୀ ସିଭିଲକୋର୍ଟର ଯେଉଁ ତାଲିକା ଦାଖଲ କରେ, ସେଥିରୁ ଜଣାଯାଏ ସେ ଭଗିଚନ୍ଦର ଛ ମାଣ ଆଠଗୁଣ୍ଠ ଜମି ଆସାମୀଠାରେ କଟବନ୍ଧକ ରଖୁଥିଲା | ସେହି ମାମଲାର ଅଦାଲତର ଖର୍ଚ୍ଚା ଆଦାୟ ଜୁମିଲାକୁ ଆସାମୀ ନିଲାମ ସକ୍ରେ ସେ ସବୁ ଖରିଦ କରିନେଇଅଛି । ଅବଶ୍ୟ ସ୍ଵୀକାର କରିବାର ଯଥେଷ୍ଟ କାରଣ ବିଦ୍ୟମାନ ଅଛି ଯେ ସେ କଟକବଲା ନାଲିସ ନିଲାମ ସମସ୍ତ ପ୍ରତାରଣାପୂର୍ଣ୍ଣ ମାତ୍ର ଉପସ୍ଥିତ ସେ ସମସ୍ତ ବିଷୟ ବିବେଚ୍ୟ ନୁହେଁ । ଆସାମୀ ଭଗିଚନ୍ଦର ଛମାଣ ଆଠଗୁଣ୍ଠ ନିଷ୍କର ଭୂମି ଏବଂ ତାହାର ସର୍ବସ୍ପ ହରଣ କରିବାରୁ ସେହି ଦୁଃଖରେ ଭଗିଚନ୍ଦର ହୋଇଯାଇଥିବା ସାରିଆ ଅନାହାରରେ ପ୍ରାଣତ୍ୟାଗ କରିଥିବା, ଆମ୍ଭେ ବିଶ୍ଵାସ କରୁ ମାତ୍ର ସେଥିପାଇଁ ଆସାମୀକୁ ନରହତ୍ୟା ଅପରାଧରେ ଅପରାଧୀ ମକଦ୍ଦମାରେ ପାଗଳ କରାଯାଇ ନ ପାରେ ।
ଆଦାୟ ଆମ୍ଭ ଆସାମୀ ଅଗଣା ମଧ୍ୟରୁ ନେତ ନାମକ ଏକରାସ ଧଳା ରଙ୍ଗର ଗାଈ ପୋଲିସ ବରାମଦ କରିଅଛି । ଗାଈ ଭଗିଚନ୍ଦର ଥିବା ପକ୍ଷମାନେ ସ୍ଵୀକାର କରୁଅଛନ୍ତି । ଆସାମୀ ପ୍ରକାଶ କରେ, ତାହାର ମକଦ୍ଦମା ଖର୍ଚ୍ଚ ନିମନ୍ତେ ଅଦାଲତରେ ପିଆଦା ନିଲାମ କରିବାରୁ ପ୍ରକାଶ୍ୟ ନିଲାମରେ ସେ ତାହା ଖରିଦ କରିଅଛି । ମାତ୍ର ଏହା ସମ୍ପୂର୍ଣ୍ଣ ଅସତ୍ୟ ଅଟେ: କରଣ ସିଭିଲ କୋର୍ଟ ଦସ୍ତଖତ ମୋହରଯୁକ୍ତ ଯେଉଁ ନିଲାମ ଫର୍ଦ୍ଦ ସାକ୍ଷାତରେ ଉପସ୍ଥିତ କରାଯାଇଅଛି, ସେଥିରେ ନେତଗାଈର ଉଲ୍ଲେଖ ନାହିଁ | ଆମ୍ଭେ ଯଥେଷ୍ଟ ପ୍ରମାଣ ପାଇଛୁ ଯେ, ଆସାମୀ ଶଠତା ପ୍ରତାରଣା ଦ୍ଵାରା ପର ସମ୍ପତ୍ତି ଆତ୍ମସାତ୍ କରିବା ବିଷୟରେ ଖୁବ୍ ନିପୁଣ ଅଟେ । ସେ ଜଣେ ସାମାନ୍ଯ ଲୋକ ଥିଲା । ଅସତ୍ ଉପାୟ ଅବଲମ୍ବନ ଦ୍ଵାରା ଅନେକ ଉପାର୍ଜନ କରିଛି ଏବଂ ସେ ଗ୍ରାମର ଜମିଦାର ଓ କ୍ଷମତାଶାଳୀ ଥିବାର ଏବଂ ଭଗିଚନ୍ଦ୍ରକୁ ଦୁର୍ବଳ ଏବଂ ପ୍ରତିକାର କରିବାକୁ ଅକ୍ଷମ କରି ଜ୍ଞାନ ମୃତ ସାରିଆ ବା ଭଗିଚନ୍ଦର ପାନିଆ, ଢୁଙ୍ଗୀ, ନାରାଜ, ଚରଖ୍, ତନ୍ତବୁଣାର ସରଞ୍ଜାମ ଏବଂ କଂସା, ଢାଳ ପ୍ରଭୃତି ଗୃହର ବ୍ୟବହାର୍ଯ୍ୟ ଦ୍ରବ୍ଯ ପୋଲିସ ଆସାମୀ ଘରୁ ବରାମଦ କରିଛି; ମାତ୍ର ଆସାମୀ ସିଭିଲକୋର୍ଟର ଯେଉଁ ତାଲିକା ଦାଖଲ କରେ, ସେଥିରୁ ଜଣାଯାଏ ସେ ଭଗିଚନ୍ଦର ଛ ମାଣ ଆଠଗୁଣ୍ଠ ଜମି ଆସାମୀଠାରେ କଟବନ୍ଧକ ରଖୁଥିଲା | ସେହି ମାମଲାର ଅଦାଲତର ଖର୍ଚ୍ଚା ଆଦାୟ ଜୁମିଲାକୁ ଆସାମୀ ନିଲାମ ସକ୍ରେ ସେ ସବୁ ଖରିଦ କରିନେଇଅଛି । ଅବଶ୍ୟ ସ୍ଵୀକାର କରିବାର ଯଥେଷ୍ଟ କାରଣ ବିଦ୍ୟମାନ ଅଛି ଯେ ସେ କଟକବଲା ନାଲିସ ନିଲାମ ସମସ୍ତ ପ୍ରତାରଣାପୂର୍ଣ୍ଣ ମାତ୍ର ଉପସ୍ଥିତ ସେ ସମସ୍ତ ବିଷୟ ବିବେଚ୍ୟ ନୁହେଁ । ଆସାମୀ ଭଗିଚନ୍ଦର ଛମାଣ ଆଠଗୁଣ୍ଠ ନିଷ୍କର ଭୂମି ଏବଂ ତାହାର ସର୍ବସ୍ପ ହରଣ କରିବାରୁ ସେହି ଦୁଃଖରେ ଭଗିଚନ୍ଦର ହୋଇଯାଇଥିବା ସାରିଆ ଅନାହାରରେ ପ୍ରାଣତ୍ୟାଗ କରିଥିବା, ଆମ୍ଭେ ବିଶ୍ଵାସ କରୁ ମାତ୍ର ସେଥିପାଇଁ ଆସାମୀକୁ ନରହତ୍ୟା ଅପରାଧରେ ଅପରାଧୀ ମକଦ୍ଦମାରେ ପାଗଳ କରାଯାଇ ନ ପାରେ ।
ଆଦାୟ ଆମ୍ଭ ଆସାମୀ ଅଗଣା ମଧ୍ୟରୁ ନେତ ନାମକ ଏକରାସ ଧଳା ରଙ୍ଗର ଗାଈ ପୋଲିସ ବରାମଦ କରିଅଛି । ଗାଈ ଭଗିଚନ୍ଦର ଥିବା ପକ୍ଷମାନେ ସ୍ଵୀକାର କରୁଅଛନ୍ତି । ଆସାମୀ ପ୍ରକାଶ କରେ, ତାହାର ମକଦ୍ଦମା ଖର୍ଚ୍ଚ ନିମନ୍ତେ ଅଦାଲତରେ ପିଆଦା ନିଲାମ କରିବାରୁ ପ୍ରକାଶ୍ୟ ନିଲାମରେ ସେ ତାହା ଖରିଦ କରିଅଛି । ମାତ୍ର ଏହା ସମ୍ପୂର୍ଣ୍ଣ ଅସତ୍ୟ ଅଟେ: କରଣ ସିଭିଲ କୋର୍ଟ ଦସ୍ତଖତ ମୋହରଯୁକ୍ତ ଯେଉଁ ନିଲାମ ଫର୍ଦ୍ଦ ସାକ୍ଷାତରେ ଉପସ୍ଥିତ କରାଯାଇଅଛି, ସେଥିରେ ନେତଗାଈର ଉଲ୍ଲେଖ ନାହିଁ | ଆମ୍ଭେ ଯଥେଷ୍ଟ ପ୍ରମାଣ ପାଇଛୁ ଯେ, ଆସାମୀ ଶଠତା ପ୍ରତାରଣା ଦ୍ଵାରା ପର ସମ୍ପତ୍ତି ଆତ୍ମସାତ୍ କରିବା ବିଷୟରେ ଖୁବ୍ ନିପୁଣ ଅଟେ । ସେ ଜଣେ ସାମାନ୍ଯ ଲୋକ ଥିଲା । ଅସତ୍ ଉପାୟ ଅବଲମ୍ବନ ଦ୍ଵାରା ଅନେକ ଉପାର୍ଜନ କରିଛି ଏବଂ ସେ ଗ୍ରାମର ଜମିଦାର ଓ କ୍ଷମତାଶାଳୀ ଥିବାର ଏବଂ ଭଗିଚନ୍ଦ୍ରକୁ ଦୁର୍ବଳ ଏବଂ ପ୍ରତିକାର କରିବାକୁ ଅକ୍ଷମ କରି ଜ୍ଞାନ ପ୍ରଥମ ରିପୋର୍ଟ ସ୍ପଷ୍ଟ ରିପୋର୍ଟକାରୀ ଗୋବରା ଜେନା ଚୌକିଦାର ସୂତ୍ରରପାତକାରୀ ଅଟେ । ତାହାର ସହିତ ଶେଷ ଜମାନବନ୍ଦୀ ମିଳାଇ ଦେଖିଲେ ସ୍ପଷ୍ଟ ଜଣାଯାଏ, ସେ ମିଥ୍ୟାକୁ ସତ୍ୟରୂପେ ପ୍ରତିପନ୍ନ କରାଇବା ନିମନ୍ତେ ଯଥେଷ୍ଟ ଚେଷ୍ଟା କରି ଅଦାଲତରେ କୁଟ ପ୍ରଶ୍ନରେ ଆତ୍ମରକ୍ଷା କରିବାକୁ ଅସମର୍ଥ ହୋଇଛି | ମକଦ୍ଦମାର ଚାକ୍ଷୁସ ସାକ୍ଷୀ ବନା ଜେନା ଏବଂ ଧକେଇ ଜେନା କି ଯେଉଁମାନେ ଆସାମୀ ବାଉଁଶ ବାଡିରେ ସାରିଆକୁ ମାରିପକାଇଥ୍ବାର ବୟାନ କରନ୍ତି , ସେମାନେ ଚୌକିଦାରର ଆତ୍ମୀୟ, ସେମାନଙ୍କ ଘର ଆସାମୀ ଘର ଠାରୁ ଦୁଇ କୋଶ ଦୂର, ଅର୍ଦ୍ଧରାତ୍ର ସମୟରେ ଜାଗରିତ ହୋଇ ଆସାମୀର କାର୍ଯ୍ୟମାନ ଦେଖିବା ନିତାନ୍ତ ଅସମ୍ଭବ । ପୋଲିସ ମାମଲା ଉକ୍ତ ସ୍ଥାନର ଯେଉ ନକ୍ସା ଦାଖଲ କରିଅଛି, ସେଥୁରୁ ଜଣାଯାଏ, ଆସାମୀ ଯେଉଁ ସ୍ଥାନରେ ଠିଆ ହୋଇଥିବାର ପ୍ରକାଶ କରନ୍ତି , ତହିଁ ମଧ୍ୟରେ ତିନି ପରସ୍ତ ଘର ବ୍ୟବଧାନ , ସୁତରାଂ ଦୃଷ୍ଟିରେଖା ଭେଦ କରି ଚଳିବା ନିତାନ୍ତ ଅସମ୍ଭବ ଏବଂ ଅନ୍ୟାନ୍ୟ ଏବଂ ଅନ୍ୟାନ୍ୟ ପାର୍ଶ୍ଵଘଟଣା ଏବଂ କୁଟ ପ୍ରଶ୍ନରେ ସାକ୍ଷୀ ମାନଙ୍କର ବିଶୃଙ୍ଖଳ ଜବାବଦ୍ଵାରା ଏମାନଙ୍କୁ ଅବିଶ୍ଵାସ କରିବାର ଯଥେଷ୍ଟ କାରଣ ବିଦ୍ୟମାନ ରହିଅଛି । ଏହି ହତଭାଗ୍ୟମାନେ ସରଳ ଗ୍ରାମ୍ୟଲୋକ ଥିବାଯୋଗୁଁ ଅନ୍ୟ କୁମନ୍ତ୍ରଣାରେ ପ୍ରତାରିତ ହୋଇ କିପରି କାର୍ଯ୍ୟ କରିବାକୁ ପ୍ରବୃତ୍ତ ହୋଇଅଛନ୍ତି, ସେଣ୍ଡ୍ରେ ଭୀଷଣ ହୃଦୟଙ୍ଗମ କରିବାକୁ ସେମାନେ ଅକ୍ଷମ ଏବଂ ଗୋବରା ଜେନା କୂଟପରୀକ୍ଷାରେ ବାରମ୍ବାର ମିଥ୍ୟା କଥା କହୁଥିବାର ପ୍ରକାଶ ପାଇଛି, ଅତଏବ ଆମ୍ଭେ ତାହାକୁ ଫୌଜଦାରୀ ସମ୍ପ୍ରଦ କଲୁ । ଲୋକର
ଆସାମୀର ପୂର୍ବ ଦୁଶ୍ଚରିତ୍ରତା ପ୍ରମାଣ କରାଇବା ସକାଶେ ପୋଲିସ କେତେଜଣ ସାକ୍ଷୀର ଜମାନବନ୍ଦୀ କରାଉଛି; କିନ୍ତୁ ଡକ୍ଟରା ଆମ୍ଭେ ଏହି ପ୍ରମାଣ ପାଇଅଛୁ କି, ଆସାମୀ ଅନ୍ୟ ଲୋକର ସମ୍ପତ୍ତି ହରଣ କରିବା ସକାଶେ କୂଟିଳ ବୁଦ୍ ପ୍ରୟୋଗ କରିବା ବିଷୟରେ ନିପୁଣ ଅଟେ, ମାତ୍ର କାହାରି ପ୍ରତି ଦୋଷଯୁକ୍ତ ବଳପ୍ରକାଶ କରିବାର ପ୍ରମାଣ ନାହିଁ । ସୁତରାଂ ଏପରି ଲୋକ ଦ୍ଵାରା ନରହତ୍ୟା ଘଟଣ ହେବା ଅସମ୍ଭବ ଅଟେ ଏବଂ ହତ୍ୟା କରିବାର କୌଣସି କାରଣ ମଧ୍ୟ ଦେଖୁନାହିଁ ।