shabd-logo

ଅଂଶ- 10

30 May 2023

7 ଦର୍ଶନ 7

ଥତ୍ସବ ହୁଏ ସବନାର ସୁଅ । କେବଳ ବାର ମାସର ଢେର କରା ନୁହେଁ, ସେ ତ ସ୍ଵାଘବକ, ଭବ ବସିଲେ ବୁଝିହୁଏ ଭଞ୍ଜ କବଙ୍କର ଋଭୁ ବିଶେଷରେ ଧାରଣା ଓ କଳ୍ପନା । ଆଲୁଅର ଭେଜ, ପରସ୍ଥିତର ଗୁଇ, ସ୍ଥାନର ଦ୍ୟୋଚନା, ବିନାର ଚମକ—ଗୀତ, ବାଜା, ବଳାପ, ଦୁଃସମ୍ବାଦ—ସ୍ଥୂଳ ଦେହ ଉପରେ ବରଡ଼ା ପ ପରି ଥର ଥର ଭବନା ଗୁନ୍ଥି ବାର ସରଳ ପଦା——ଜେ ନ ଜାଣି ନାନା ସ୍ଵଗିଣୀରେ ମଣିଷ ଗୀତ ବୋଲେ । ମନ ଉତରର ଅନ୍ଧାରିଆ ଗୁମ୍ଫା ଚରଦିନ ଅନ୍ଧାର । କବାଟରେ ଶିକୁଳୀ । । ମନ ସେଇ ପର୍ଦାରେ ସବୁ ପ୍ରବନା ଭିତରେ ତାଳ ହୋଇଯାଏ କେତେ କେତେ ସ୍ନେହର, ଭଲ ପାଇବାର, ସାପି ଧରବାର ଅଦ୍ଭୁତ ଧାରଣା, କେତେ ଅନୁଭୂକ୍ତ ଲଦାଲ, କେତେ ଛ କଞ୍ଚା ଈରର ଅନ୍ଧାର କଣ ଉତରେ ଅସଂଖ୍ୟ ଜନ୍ତୁଙ୍କର ମୁହଁ ଦେଖି ପୁଣି ଲୁଶଯାଏ । ସମସ୍ତ ସାହାହେଉ, ପରକ୍ଷି ତ ଯାହାହେଉ, ଫଳର ନିୟା ଯାହାହେଉ, ମନ ଉପରେ ଅନ୍ଧାର ଚଡ଼ିଆଖାନା ସବୁବେଳେ ପୂର୍ଷ, କେବେ ଫାଙ୍କା ନୁହେଁ । ସ୍ଵପ୍ନ !—କେବଳ ଗୋକଥା ପର୍ବର ଆଉ ଶାଉଁଳଆ ପାହାଡ଼ର ତାଳୁ । ଆଉ ଅନ୍ଧାରୁଆ ଚହର ଉଚ୍ଚରେ ସ୍କୁଲ୍ ସ୍କୁଲ୍ ପାଣି । ଉଚ୍ଚ ଖାଲ, ମନ୍ଦର ଆଉ ପୋଖଈ, ଗଛ ଆଉ ଧାନକ୍ଷେତ, ବାହାରର ପୃଥୁଗରୁ ମନର ଛପିଲ ଇଚ୍ଛା ଅନୁଯାୟୀ ରୂପାନ୍ତର ତ । ସେଇ ସେ ସ୍ଵପ୍ନର ଦେଶ ।

 ଏଠି ଆକାଶରେ ଶାଢ଼ୀର ଧଡ଼ ଦଶ, ନାନା ବର୍ଷର କଶୋଷ୍ଠୀ ଦଶନ୍ତ, ଘୁଡ଼ ପଣ ଉଡ଼ ବୁଲଣ୍ଡ, କାହାର ମୁହଁର ଦେହର ଵଶିଷ୍ଟ ଵିଶିଷ୍ଟ ଗୁଇ, କାହାର ଆଖି ଯୋଡ଼କ, କାହାର ଗର୍ଭରୁ ଫାଳେ, କାହାର ନାକ, କାହାର ଓଠ, ସେଠି ଏଇ ଭଗ୍ନାଂଶ ଦିଅନ୍ତି । ଯେକୌଣସି ଅଂଶକୁ ନିରେଖି ଦେଖିଲେ ଆକାଶର ରଙ୍ଗ ବଦଳଯାଏ । ଋତୁ ବଦଳସ ଏ । କାହା ଚିନ୍ତାରେ କୋଇଲ ବୋବାଏ । କାହା ଚନ୍ତାରେ ଢାଆଣିଆଁ ଖଟରେ ଲେଣୀ ପାଗ ସାଧନ ଗଙ୍ଗରୁ । ଯେତେବେଳଯାଏ ମଣିଷ ନଜର ସବୁଯାକ ଭଲ ପାଇବାରୁ ବେଶି ଭଗ କୌଣସି ଗୋଟିଏ ନାରୀ ଉପରେ ଅଜାଡ଼ ଦେଇ ନ ଥାଏ, ତା’ର ପ୍ରବଣତା ଥାଏ ଥଣ୍ଡ ଅଧୀକ । ଦେହ ତା’ର ପ୍ଲାଣ୍ତ ହେଲେ ସୁଦ୍ଧା ମନ ଭା’ର ପ୍ରଜାପଣ୍ଡା । ଭୁଣ୍ଡରେ ଅସ୍ବୀକାର କଲେ ସୁଦ୍ଧା ତା’ର ମନ- ଦର୍ପଣରେ ଗୁଇ ପଡ଼ିବାରୁ ସେ ବେକପାରେ ନାହିଁ । ଦର୍ପଣ ତା’ର ଜଳକା ହୋଇ ନ ଥାଏ ।

ସବୁ ସ୍ଥଇ ସ୍କୁଲଯାଏ, ଅଶେଷ ପ୍ରବଣତା ଶେଷ ହୁଏ । ଫାଙ୍କା ଗୁହାଳର ଭୁଢ଼ା ଗୋରୁ-ବନ୍ଧା ଖୁଣ୍ଟଗୁଡାକ ବଣି ଗଣି ମଣିଷ କହେ, ଉଡ଼ନ୍ତା ଖଇ, ଗୋଵିନ୍ଦେ ସ୍ଵାହା, ଆପଣାକୁ ବୋଧଶୋଧ କରି ସେ ଶାନ୍ତ ହୁଏ । ସେତେବେଳେ ସେ ଢୋଲ ପି ପି କରିବସେ, ସେ ଯୁଗର, ସେ ପ୍ରଗଣ, ସେ ବଡ଼ ପାଟିରେ ପ୍ରଶ୍ନର ଋଷି, ସେ ସ୍ଥିତପ୍ରଜ୍ଞ । ସେଞ୍ଜକବେଳେ ତାକୁ ଅବସର ମିଳେ ବର୍ଷଷ୍ଠ (? ) ସମାଜ ପାଇଁ ଶାସନଖସଡ଼ା ତିଆରି କରିବାକୁ, ସେଣ୍ଟକବେଳେ ସେ ମାନ ଖୋଜେ, ଅପମାନ ବୁଝେ, ବସି ବସି ଅଙ୍କ କଷି ଥୋରି କରେ ବଡ଼ ବଡ଼ ପବ୍ଦ, ବ୍ୟାକରଣ ଲେଖେ । ସାନ ସାନଙ୍କ ଦଉଡ଼ଧାପଡ଼ ହାତ ଛଡାଛକୁ ସେ ହେୟଜ୍ଞାନ କରେ, କହେ, ‘‘ଜଗତ୍ ମରଶୀଳ, ସଂସାରରେ ଦୁଇପଥ, ପାପ ଆଉ ପୁଣ୍ୟ, କାମନା ତ୍ୟାଗ କର, ଗୋଟାଏ ହାତରେ ଧର୍ମର ଠେଙ୍ଗା ଓ ଆର ହାତରେ ପୁଣ୍ୟର କେ ଲଇଡ୍ ଧର କର୍ତ୍ତବ୍ୟ ପଥରେ ଏକମୁହାଁ ହୋଇ ଶୂନ୍ୟ ଆଡ଼କୁ ପ୍ରଧାବତ ?ଥ ।’’ ସେହି ବେଳ, ଯେତେବେଳେ ଥୋମଣି ତଳେ ବି ଖର୍ଚ୍ଚ ଶରୁକ ବାହାରେ, ଦେହରେ ଚର୍ବି ଲଗେ, ପେ୪ ଓହଳେ ।

ଏହିମାନଙ୍କୁ ଅବହେଳା କରି ସେ କବିତା ଲେଖେ, ସେ ଦୁଃସାହସିକ, ସେ ଦଉଡ଼ କର୍ତା, ତା’ର ଭଗ୍ୟ ଅନିଶୃ ଢ । କାରଣ ଏହି ପ୍ରଜ୍ଞମାନେ, ସ୍ଥକରମାନେ ପୃଥଗର ଅନ୍ନର ଭଣ୍ଡାରରଇ ତରୁଣର ଅଭଦାନକୁ ଏମାନଙ୍କର ଏକମାକ୍ଷ ଅମେଘାସ୍ତ୍ର ପଡକାଶ । ତରଳ ସରଳ ସାହିତ୍ୟକୁ ଚୁଲରେ ବସେଇ ଏମାନେ କରନ୍ତି କାଠୁଆ, ଏମାନେ ଆଇନ୍ ଗଡ଼ନ୍ତ, ଯେଉଁଥରେ ଘୂରୁଣର କଲ୍ପନା କାଠର ଗୋଡ଼ ଲଗେ, ସେ ଖଟ୍ ଖଟ୍ କରି ମାଟିରେ ଷ୍ଟଲେ । ଅନୁସନ୍ଧାନର ନୂତନ ଶୈଳୀକୁ ଏମାନେ ନାଲ ଆଖି ଦେଖାରୁ, ଏମାନଙ୍କର ଅସ୍ତ୍ର ଆଇନ୍, ଧରପଗଡ଼ । ଯାହା ସେମାନେ ପାସୋରଛନ୍ତି, ତାହା ଏମା ଙ୍କୁ ସ୍ମରଣ କଶ୍ଵଇ ଦେବାକୁ ଏମାନେ ପାପ ବୋଲି ମଣନ୍ତି । ଆପଣ ବିରୁଦ୍ଧରେ ଏହିପର ଏମାନଙ୍କର ଅଭିଯାନ । ଆଷାଢ଼ ଆସିଥାଏ, ପହଲ ପହଲ ହାଘଗୁର୍ଣ୍ଣ ଆ ମେସ ପଛେଯଛେ ଝୁରଖୁରୁ ହାଲୁକା ମେବା । ସେଇ ଧୋବ ଫରଫର ଝୁରୁଖୁର ଭିତରେ ପହଁରି ପହଁରି ଦିନେ ସକାଳୁ ସକାଢ଼ ଗାଡ଼୪ଏ ଆସି ପହଞ୍ଚିଲ ଆମର ପଡ଼ଣା ବସାରେ । ପୁରୁଣା ଭଡ଼ାଟିଆ କେଉଁରୁ ଉଠି ଯାଇଥାନ୍ତି । ନୂଆ ଭଡ଼ାଟିଆ ଓରେଇଲେ ।

ରୁଷିଆ ହୋଇ ମଝି ଦାଣ୍ଡରେ ଗୋଟିଏ କୋଠାଘର, ସୂତ ଉପରକୁ ଉଠିବାକୁ ସିଡ଼ ଅଛି । ସିମ୍ନାରେ ଗୋଟିଏ ଆଲୁଅ ଖୁଣ୍ଟି । ଏଠି ଆଗେ ଯେଉଁ ପରିବାର ଥିଲେ ପୃଥ୩ ତାଙ୍କର ହାର୍ଲିସ୍କୁଲ ବେଶି ଜାଣି ନ ଥିଲି । କଣ୍ଠର ବେଳର ଅଳ୍ପ ସମୟ ଆଗରୁ ମୋ୪- ସୋଧ୍ୟ ହୋଇ ଦରବୁଢ଼ା ଭଦ୍ରଲେକ ଜଣେ ଚଶମ ଲଗେଇ ଛତାଟିଏ ଧର ସ୍କୁଲ ପାଉଥିଲେ , ଆସୁଥିଲେ ପ୍ରାୟ ପାଞ୍ଚବେଳକୁ । ଘରେ ମଧ୍ୟବସ୍କ ଜଣେ ଗାଁଲେକ, ଅନେକ ଅଳଙ୍କାର ନାଆନ୍ତି, ବୁଢ଼ୀ ଏବଂ ରେଟି ସାନ ସାନ ପିଲା । ସେ ଘରର କଶିତା କରୁ ନ ଥିଲା । ବେଳେବେଳେ ପିଲଙ୍କ ପାଟି ଶୁଭେ । କାନ୍ଦଣା ଶୁଭେ । ଝରକାଗୁଡ଼ାକ ସବୁବେଳେ ବନ୍ଦ ଥାଏ, କୋଠା ଉପରକୁ ଯିବାକୁ ସମସ୍ତଙ୍କ ମନା । ଦାଣ୍ଡ ପ୍ରାପ୍ତି ଖାଲ ଥାଏ । ବେଳେ ବେଳେ କେହି କେହି ବୁଲି ଆସନ୍ତ ବାହାରେ ଖଣ୍ଡେ ସତରଞ୍ଜି ପଡ଼େ, କେବେ କଦବା ।

ତଥାପି ଗୋଟିଏ ନଦେଖା ଛବି ସେମାନେ ସ୍କୁଲଗଲେ, ସେ ଜାଗାନ୍ଧା ଖାଲ । ନୂଆ ଭଡ଼ାଟିଆ ଆସିଲେ । ଗାଡ଼ରୁ ଓହ୍ଲାଇଲେ । ସତର ଅଠର ବର୍ଷର ଦୁଇ ଝିଅ, ଜଣେ ପ୍ରୌଡ଼ା, ହସ ହସ ହୋଇ ଜଣେ ଭଦ୍ରଲେକ । କାଈପର ଲଗୁଛି, ସବୁ ମନେ ଅଛି, ସେଦନ ରବବାର ଛୁଟି । ଦୁଇଘଣ୍ଟା ପରେ ଗୋଟିଏ ଗୁଏର ପ୍ରଶ୍ନ ଉତ୍ତର ଖାତା ନରେଖି ନରେଖି ଦେଖୁଥୁଲ, ଧ୍ୟାନଭଙ୍ଗ ହେଲ, ଘର ଖୁସିବାସିଆ ହସ ଶୁଭଲ । କୌତୂହଳ ଜନ୍ମଲ, କଏ ? କଥା କ’ଣ ? ସେହଦନ ଗୁଇ- ନେଉବେଳେ କୌତୂହଳ ସ୍ଵିଟ୍ଟିଲ । ସେ ଘରର ଗୁଢ ଉପରେ ଦୁଇଜଣ ହଲବାକୁ ବାହାରଲେ । ଧୋବଶାଢ଼ୀ ଆଉ କଳାଶାଢ଼ୀ ।

ଧୋବଶାଢ଼ୀ ଗୋଲ ମୁହଁ, ୫କଏ ଗମ୍ଭୀର, ମୋଧାମୋଟି ହୋଇ କୁନ୍ଦଲ ପର । କଳାଶାଢ଼ୀ ଧାର ମୁହଁ, ମୁହଁରେ ଗମ୍ଭୀରତା ୫କଏ ବୋଲ ନାହିଁ ।ଧୋବଶାଢ଼ୀ ଶ୍ୟାମଳୀ । କଳାଶାଢ଼ୀ ଗୋଷ୍ଠୀ । କୌତୂହଳ ବଢ଼ିଲ । ନାନା କାରଣରୁ ଉପରକୁ ଅନାଇଁବାକୁ ମନ ହେଲ—ଆକାଶର ବର୍ଷ କପର, ଚଲ କପରି ଉଡ ଛି । ରଣ ସର ଆସିଥାଏ । ଅଳ୍ପ ଖଘ୍ର । କଳାଶାଢ଼ୀ ହସର ଅପାଦାନ, ଧୋବଶାଢ଼ୀ ଥଣ୍ଡ ବେଶିରେ ହସର ଅଧ୍ଵକରଣ ବା । କିନ୍ତୁ ସମସ୍ତ ପ୍ଲାରୁ ସାଉକୁ ଅନେଇଁ ସ୍କର୍‌ପାଖରେ ପରସ୍ଥିତ ଦେଖାହାଁ କରିସାର ଦୁହେଁ ତଳକୁ ଓଡ୍ଡାଇ ଗଲେ । ନବାକ୍ହୋ ଇ ଆହ୍ଵାର ଥୋଡ଼ାଏ ବେଳ ଆକାଶରେ ରଙ୍ଗ ଦେଖିଲ । ପରେ ଧୀରେ ଧୀରେ ସ୍କୁଲ ବାହାଈଗଲ ।

ଘଣ୍ଡର ପହଲ ପହରେ ସେଇ ଘରୁ ପ୍ରାର୍ଥନାର ଗମ୍ଭୀର ଗୁଞ୍ଜନ ଶୁଣାଗଲ । ଘଣ୍ଟି ୫ ଅଂ, ପୁଣି ସବୁ ବନ୍ଦ । ଗତଯାକ ବଡ଼ ଫୁଙ୍କି ଫୁଙ୍କି ବହୁ ବେଳ ଭବହେଲ– ସଂସାରରେ କେ? କାହାର ନୁହେଁ ସତ, କିନ୍ତୁ ବାଳେ ଲେକଙ୍କ ପାଇଁ ଘବ ପ୍ରବ ସେଭେ ସମ୍ଭ ନଷ୍ଟ ହୁଏ, ସେଥରେ ଥନେକ କାମିକା କାମ ବୋଧଡ଼ଏ କର ହେଉଥାନ୍ତା । ସେପର Qବନାରେ ବି ଆନନ୍ଦ ଆସେ । ମନ ପ୍ରଗୀକ୍ଷା କରି ରହଲ, ଭବଷ୍ୟତର ଆହ୍ଵାର ମଧୁର ମୁହୂକୁ । ଘୂର୍ବଥାର ଦନ ବଢ଼ି ସକାଢ଼ ନଦ ଭଙ୍ଗଲ ପରେ ସାମ୍ନାରେ ସେ ଘରର ଝରକା ଆଡ଼କୁ ଅନେଇଁ ରୱଲ । ହଠାତ୍ ସେ ପାଖର ରୁଜା ଝରକା ଅସୁନ୍ଦର ଝରକା କାର୍ଦ୍ଧକ ସକାଳୁ ଏତେ ଦେଖିବାକୁ ଭଲ ଲାଗିଲ ମୁଁ କହିପାରିବ ନାହଁ । କରୁ ବୋଧହୂଏ ଦିନର ଆରମ୍ଭ ସକାଶେ ସେଇ ଝରକା ସେଲାଖୁ ମନ ଗୋଟାଏ ଉତ୍ତର ଖୋଲ । ଭା’ର କଥା କହେଁ । କରୁ ସମ ପରେ ଝରଳା ଥବାଜ୍ କର ଝୋଇଲ୍, ଦଶିଲ ଜଣେ ପ୍ରୌଡ଼ାଙ୍କ ମୁହଁ । ନରାନ୍ତ ସହଗ୍‌ଧ ଅପଣଶକ୍ତ ଦୃଷ୍ଟିରେ ସେ ମୋ ଝରକା ଆଡ଼କୁ ଅନାଇଲେ । ତା’ପରେ ସେଠୁ ସ୍କୁଲଗଲେ । ଦିନମାନ କାମକାର୍ଯ୍ୟରେ ଭୁଲ ଭୁଲ ଫେରିଲେ ସୁଦ୍ଧା ମୁଁ କୁ ଛୁଏଁମନ ବସା ଖୋଜୁଥାଏ । କାମକାର୍ଯ୍ୟରେ ମନ ଲଗିଲା ନାହିଁ । ପୁଣି ପାଞ୍ଚଟା ପରେ, କୋଠାର ରୂଦ୍ଧ ଉପରେ ସେ ଦୁହେଁ ଉଇଁଲେ । ନିତାନ୍ତ ଅନ୍ୟ- ମନବ ବନଖଣ୍ଡ ଧରି ମୁଁ ପୁଣି ସେହି ଦଗର ଆକାଶକୁ ତଥ୍ୟ ଖୋଜିବାକୁ ସେ ଆଡ଼କୁ ମନ ଦେଇ । ସଞ୍ଜରୁ ପୁଣି ସେହି ପ୍ରାର୍ଥନା ଆଉ ସେ ଘଣ୍ଟି ।

ଭୁବଲ—କ’ଣ ଏମାନେ ଠାକୁରଙ୍କ ପାଖେ ଗୁହାର କରନ୍ତି ? ଯୋଡ଼ଏ ଝିଅ, ଦୁର୍ନୀଙ୍କ ଭବିଷ୍ୟତ୍ ନଥାଗ, ବାପ ମା ଦୁହେଁ—କେଉଁ ଅଖାଡୁଆ ପତ୍ତନ ଉପରେ ଏଇ ଶିକଣଙ୍କ ମନ ଏକାଠି ହୋଇ ଏକା ଠାକୁର ଆଡ଼କୁ ହ୍ମଙ୍କ ପଡ଼େ ? ସେମାନେ ଠାକୁରଙ୍କୁ ଘରୁଥିଲେ । ଈପସିତ ଆଦର୍ଶ ଯନ୍ଧ ଠାକୁରଙ୍କର ସଂଜ୍ଞା ନଶୃପ୍ତ ଏମାନଙ୍କର ପରମ୍ପରଙ୍କ ଠାକୁର ପରମ୍ପରଠାରୁ ଭଲ ହୋଇଥିବେ । ମା’ ଝିଅ ଦେଉଳେ ପଶିଲେ—ନୁହେଁ । ମୁଁ ସବୁଥୁଲ ସେମାନଙ୍କୁ । ଜର୍ନ ଆରଦିନଠାରୁ ସଞ୍ଜବୁଡ଼େ ମୁଁ ମଧ୍ୟ ପ୍ରାର୍ଥନା ଆରମ୍ଭ କରି- ଦେଇଥଲ । ଇସ୍କୁଲରେ ସଂସ୍କୃତ ପଡ଼ିଥଲ ଏବଂ ପ୍ରାର୍ଥନା ଶ୍ଳୋକର ଏଠୁ- ସେଠୁ ମଧ୍ୟ ଟିକଏ ଟିକଏ ମନେ ଥିଲ । ମୁଁ ପ୍ରାର୍ଥନା କରେ— “ ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସରୁ ନିଗମ ସଙ୍ଗେ ଭଦ୍ରାଣି ପଶ୍ୟରୁ ମା କଣ୍ଡ ଦ୍ ଦୁଃଖଭର୍ ଭବେତ୍ ।”’ ସମସ୍ତଙ୍କର ସୁଖ କଳ୍ପନା କଲବେଳକୁ ମୋ ଆଖି ଆଗର ସେ ଦୁଇଟି ପ୍ରାଣଙ୍କ ସୁଖର କଥା ମଧ୍ୟ ମୋର ମନେ ଥାଏ। ସେମାନଙ୍କର ଚେହେଇ ଥରେ ମନେ ପଡ଼ିଯାଏ, ମୁଁ ମନେ ମନେ କହୈ, ‘‘ଭଲ ହେଉ, ଭଲ ହେଉ ତୁମର, ସୁଖରେ ଥାଅ ।”’ ଅଳ୍ପ କେଇଟା ଦିନ ଉଚ୍ଚରେ ସେ ଘରର ଚେହେଘ ବଦଳଗଳ୍ପ, କବାଟରେ ଝରକାରେ ପଦ୍ଦା, କୋଠା ଉପରେ ଫୁଲକୁଣ୍ଡ, ଦୁଆର- ମୁହଁରେ ଟେବୁଲ୍ ଚୌକ ଭରି । ଉକ୍ତରେ ବାହାରେ ସୋର୍ ଶବ୍ଦ । ସରର ମାଲକଙ୍କୁ କେତେ ଥର ଦେଖି—ସୁନ୍ଦର ଚେହେଘ, ହସ ଭଦ୍ରଲେକ, ଈକ୍ସା ଚଢ଼ି ଯା’ଆସ କରନ୍ତି । ଉପରେ ପଡ଼ ଶସ୍ତ୍ର ହସ ପରିଚ ହେବାକୁ ମନ ହୁଏ । ଭର୍ବେ, ଜ୍ୱର ମେଳାପି ଲେକଟିଏ ଇ, କରୁ ଅଟକ ଯାଏଁ । ସହରରେ ସମସ୍ତେ ସମସ୍ତଙ୍କୁ ଦେଖନ୍ତୁ, ତହାପରତ ହେବାକୁ ପାଛୋଟି ଯାଆନ୍ତି ନାହିଁ ।

ପରିଚ ହେଲା ବଡ଼ ଆଶ୍ଚର୍ଯ୍ୟ ଉପାୟୁରେ । ସେମାନେ ସେ ଘରକୁ ଆସିବାର ପ୍ରାୟ ମାସେ କାଳ ହୋଇ ଯାଇଥାଏ । କୋଠା ଉପରକୁ ଅନେଇ ରନ୍ଧ୍ର ହାଇଁପାଇଁ ହେବାର ଅବସ୍ଥା କହି ପାଇଥାଏ, ଉଭୟ ପକ୍ଷ ପ୍ରାୟ ଶାନ୍ତ ଥାଉଁ । ଦିନେ ଆମ ସାଙ୍ଗ ପଡ଼ିଆ ସେଇ ରଘୁବାବୁ ସିଲ୍‌ ପଞ୍ଜାବୀ ପିନ୍ଧ ଲମ୍ବା ଦୁଃଖ ଓହଳେଇ ହସ ହସ ମୁହଁରେ ଆସି ପହଞ୍ଚୁସାଇ କହିଲେ, ‘‘ଘଧୁ, ଜାଣିଚୁ ମୋ’ର ବିଭଘର ହେଉ ।”’ ରଘୁବାରୁ ବ୍ରାହ୍ମଣ, ହାଲ ସେବେରେଏଟ୍‌ରେ ଖଣ୍ଡି ଏ ବଡ଼ ବ୍ଳକର ପାଇଥାନ୍ତି । ଆସନ୍ନ ଭେଙ୍ଗ ଓ ବାହାଘରର ମଉଜମଜିଲସ୍ କଳ୍ପନା କରି ଖୁବ୍ଖୁ ସିହୋଇ ମୁଁ ପରଲ, ‘‘କେବେ ? କୋଉଠି ??? ରସୁବାବୁ କହିଲେ—‘‘ରୋ’ର ବସା ସେପାଖେ ଯେଉଁ ନଳନାକ୍ଷ କରି ଅଛନ୍ତି ତାଙ୍କର ଘରେ । ଜାଣିଛୁ ତ ନଳନାକ୍ଷବାରୁ ଏଠିକ ବଦଳ ହୋଇ ଆସିଛନ୍ତି । ଶୁଣୁଛୁ ଝିଅ ଯୋଡ଼କ ଟିକଏ ଟିକିଏ ପାଠ ପଢ଼ିଛନ୍ତ ବୋଲ, ପ୍ରାୟ ସବୁ ଠିକ୍ ଠାକ୍ । ଜାଣିଛୁ ତ ମୁରବ ହେବାକୁ ସଂସାରରେ ମୋ’ର କେଵ ନାହିଁ, ଆଉ ନଳେ ଥରେ ନ ଦେଖିଲେ ମୁଁ ବାହା ହବାକୁ ପ୍ରସ୍ତୁତ ନୁହେଁ, ତେଣୁ ଠିକଣା ହୋଇଛି ଥାଈ ସନ୍ଧ୍ୟାରେ ମୁଁ ଯିଦ୍ଧ, କୁ ବ ମୋ ଇରଫରୁ ମୋ ସାଙ୍ଗରେ ଯିବୁ ବୋଲ ମୁଁ’ ଖବର ପଠେଇଶ ।” ମତେ ଖରପ ଲଗିଲା । ମୁଁ କହିଲି, “ ବାହା ହରୁ, ଖୁବ୍ ଭଲ କଥା, କିନ୍ତୁ ଭଇ, ତାହାହବା ସବୁ ଠିକଣା ତ ? ଦେଖ, ବ୍ରାହ୍ମଣ ଘର, କୁ ପୁଣି କନ୍ୟା ଦେଖିବୁ ବୋଲି କହ୍ନଛୁ, ସବୁ ଦେଖାଦେଖି କରିସାରି ଯଦ ମୁହଁ ମୋଡ଼ରୁ ତେବେ କ’ଣ କଥାଟା ଠିକ୍ ହବ ଭାଇ ??? ରଘୁ ଆଶ୍ଚର୍ଯ୍ୟ ହେଲା । ‘‘ମୁହଁ ମୋଡ଼ଦେବ ? ଏଁ, ରୁ ବୋଧେ ଦେଖିବୁ ? କହ କ’ଣ ନିତାନ୍ତ ଅସୁନ୍ଦର ? ବଡ଼ ସିଣ୍ଟ୍‌ସ୍ କଥା ତ ? ମୁଁ ତ ପ୍ରାଫ୍ଟ ଜବାବ୍ ଦେଇ ଦେଇଛୁ । ମୁଁ କଲ—‘‘ମୋ କଥାକୁ ଓଲଟା ବୁଝିଲୁ ପର । ନା, ମୁଁ ସେମାନଙ୍କୁ ଆଦୌ ଦେଖି ନାହଁ, କ ମୁ” କଡ଼ ନାହିଁ ସେମାନେ ସୁନ୍ଦର ହୋଇଥିବେ ବୋଲ—”  ସେ ବାଧାଦେଇ କଲ— ‘‘ସେମାନେ ! ତା’ହେଲେ ରୁ ନିଶ୍ଚୟ । କହ କହ ??? ମୁଁ ବଡ଼ ଅଡ ଆରେ ପଡ଼ଲ ।

କହଲ, ‘‘ହଁ ଦେଖିଛୁ, କିନ୍ତୁ ପର ଝିଅଙ୍କ ରୂପରେଖ ଚର୍ଚ୍ଚା କରିବା ମୋ’ର ଉଚତ ହେବନାହିଁ । ସେମାନେ ସୁନ୍ଦର I ଜରୁ ଭୁ—ମାନେ, ଆର ଗୋଷ୍ଠୀଏ ଫାଇନାଲ କରି କା’ପରେ ଦେଖିଯିବା ଭଲ । ଭା’ପରେ ମୁଁ ତ ଭୋ’ର ଜାଣ୍ଡର ଲେକ ନୁହେଁ, ମୁଁ । ବଣିଆଁ, କୁ ବ୍ରାହ୍ମଣ । ମତେ ନେଇ ପରଘରକୁ ବୋହୂ ଦେଖିବାକୁ ଯିବା କ ଦରକାର ? ଦେଖିଚୁ ସେ ମତେ ଗୁଡ଼ ଦେବାକୁ ସ୍ଵକ ହେଲାନାହିଁ । କହଲ,“କୁ ତ ଆଉ ବାହାହବାକୁ କଡ଼ନାହିଁ, ମୁଁ କହୃତି, ତେଣୁ ଖାଈ ସାଙ୍ଗରେ ଯିବାକୁ ରୋ’ର ଏତେ ଥାପରି କାହିଁକ ? କୁ ନ ଗଲେ ମୋ’ର ହୋଇ ମୋ ତରଫରୁ ବା ଯିବ କିଏ ? ରରେ ଯିବାକୁଇ ପଡ଼ିବ । ସେମାନଙ୍କ ଇରଫରୁ ବିବିଧା କରିବାକୁ କୌଣସି କାରଣ ନାହିଁ । ମୁଁ ଯାହା ଶୁଣିଛୁ ସେମାନେ ଖୁବ୍ ଆଇନ୍ସ୍ ।”’ ସେ ଦିନର ସଞ୍ଜ ବ ମୋ’ର ମନେଅଛୁ । ଆଧୁନିକଢାର ସେତେ ଅପରୂପ ଧାରଣା ନୂଆ ଯୁଗକୁ ଗଢ଼ି ଲଗିଛୁ, ଥQଥାଡ଼ା ଟୋକା ଅଭଅଡ଼ୀ ଝିଅଙ୍କୁ ବୋହୂ-ଦେଖା ଦେଖିବାର ଧାରଣା ମଧ୍ୟ ଭା’ ଈତରୁ ଅନ୍ୟତମ । କିନ୍ତୁ ମୋ’ର ମଫସଲ ପ୍ରାଣ ଘରୁଥାଏ, ଥଭ ତ ହେଉ ହେଉ କରୁ ଗୋଟିଏ କଂଭୂତ ହୋଇ ବସିବ ପଘ ! ମୁଁ ଭବପାରୁ ନ ଥାଏ କ’ଣ କେମିତ ହେବ । ନବେଳାରେ ବସି ଆକାଶର ଚଢ଼େଇକୁ ନ କରୁ କରୁ କୋଠା ଉପରକୁ ଷ୍ଟେରେଇ ଷ୍ଟେରେଇ ଅନେଇବା ଗୋଟାଏ ରକମ, ମୁହାଁମୁହଁ ବୋହୃଦେଖା ଦେଖିବାକୁ ଥିବା ଅନ୍ୟ ରକମ । ମୋ’ର ଉତ୍ସାହ ଦେବ ଯାଇଥାଏ ।

କିନ୍ତୁ ଅଖାଡ଼ ଆ କିଛି ହେଲାନାହିଁ । ମୁଁ ଆଉ ରଘୁ ଦହେଁ ପହଞ୍ଚିଲେ । ନଳନାକ୍ଷବାରୁ ପଦାରେ ବସି ଫାଇଲ୍ କାମ କରୁଥିଲେ । ରଘୁ ଆଗ ବଳପଡ଼ କହଲ, ‘‘ମୁଁ’ ରଘୁନାଥ ।”” ନଳନାକ୍ଷବାରୁ ଚମକ ପଡ଼ିଲେ, କହିଲେ, ‘‘ଆରେ—ଆସନ୍ତୁ ଆସନ୍ତୁ ।” ଆମେ ଦହେଁ ବସିଲୁ । ମଳନାଷବାରୁ ଟିକିଏ ଅପ୍ରସ୍ତୁତ ହେଲପର ଦଗିଲେ । ସୁଧାର ନେଇ ଅଣ୍ଡଶ ମିଳାମିଶା ଚେଷ୍ଟା କଲେ । ଗୃହଁଦେଇ ମୋ’ର ପରଚ ହେବାକୁ ମାଗିବାରୁ, ରଘୁ ଗଞ୍ଜେଇ ଦେଲ, ‘‘ମୋ’ର ବନ୍ଧ ଗଧେଶ୍ୟାମ ସାଙ୍ଗ । ବି.ଏ. ପାଶ୍ କରିଛନ୍ତି, ଆଇ.ପି. ପାଇଁ ଦରଖାସ୍ତ ଦେଇଛନ୍ତି ।’’

ସରକୁ ସଢ ଆଇ.ପି. ସ୍ଟକଣ ପାଇଁ ମୁଁ ସେତେବେଳେ ଖଣ୍ଡିଏ ଦରଖାସ୍ତ ଦେଇ ଅବସର ସମୟରେ ଦଣ୍ଡ ବୈଠକ୍ କରୁଥାଏ । ନଳନାକ୍ଷବାରୁ ସସମ୍ମାନରେ ମୁଣ୍ଡକ ମନ୍ତେ ଅନେଇଲେ । ଆଗ ବଳପଡ଼ ମୋ’ର ସବୁଯାକ ପରିଚୟ ଦେଇଦେଲ ଓ ମୋ’ର ବସାର ସାନ ଧ୍ୟ ଜଣାଇଲ । ଭା’ପରେ ନଳନାକ୍ଷବାରୁ ରଘୁର କୁଶଳ ପଟ୍ଟରଲେ । ଆମୁକୁ ବସେଇ ଦେଇ ସେ ଉଠିଗଲେ, ପୁଣି ଆସିଲେ । ପାନ ଆସିଲ, କଣ୍ଡ ସମୟ ପରେ ଦାଣ୍ଡଘରର କବା୪ ସେପାଖେ ଫୁସୁର୍ଫା ସୁର୍‌ ପାଟି ଶୁଭଲ, ଫିସିଫିସି ହସ । ଥାମର —ଅନ୍ୟମନସ୍କପଣିଆଁ, ପ୍ରତୀକ୍ଷା । ଜଳନାକ୍ଷବାରୁ ଅନର୍ଗଳ ବକ୍ତୃତା ଦେଉଥାନ୍ତି । ସେ ତାଙ୍କର ନଜର ଇତିହାସରୁ କିଛି କିଛି କହୁଥାନ୍ତି । ସେ ଉତ୍ତର ବାଲେଶ୍ବର ଅଞ୍ଚଳର ଲୋକ । ତାଙ୍କର ଧାରଣା ସରୁ ଖୁବ୍ଆ ଧୁନିକ । ଧର୍ମ ସମ୍ବନ୍ଧରେ ତାଙ୍କର ଉଦାର ମତ । ବି.ଏ. ପରୀକ୍ଷା ଦେଇଥିବା ପୂର୍ବରୁ ମା’ ବେମାର ପଡ଼ିବାରୁ ତାଙ୍କୁ ବି.ଏ. ଗୁଡ଼ିବାକୁ ପଡ଼ିଲି । ବି.ଏ.ରେ ତାଙ୍କର ସଂସ୍କୃତ ଅନର୍ସ ଥୁଲ । ସେତେବେଳେ ବିଦ୍ୟାସାଗର କଲେଜରେ ଧୀରେନ୍ ଭଞ୍ଜାର୍ଯ ଭଲ ସଂସ୍କୃତ ପଢ଼ାଉଥିଲେ । ସେ ନିଜେ ସାହିତ୍ୟ ଭଲ ପାଉଥିଲେ । ତାଙ୍କ ମତରେ ଘରବ କାଳଦାସଙ୍କ ଠାରୁ ବଡ଼ କବି । ତାଙ୍କ ମତରେ ଵନ୍ଦୁଧର୍ମରେ ସଂସ୍କାର ଆବଶ୍ୟକ । ଇତ୍ୟାଦି ।

ରଘୁ ଶିଷ୍ୟଦୃଷ୍ଟି ଅବଲମ୍ବନ କର ମୁଣ୍ଡ ନୋଇଁଥାଏ । ମୁଁ ମୁହଁ ଉପରେ ସ୍ନା ଗ୍‌ଧ ହସଟିଏ ଯୋଡ଼ଦେଇ ଆଶ୍ଚର୍ଯ୍ୟ ଦୃଷ୍ଟି କରି ତାଙ୍କ ଆଡ଼କୁ ମୁହଁ ବୁଲେଇ ଥାଏ । ଆମ ଦୁହଁଙ୍କ କାନର ବେଢାର ଏକାବେଳକେ ମୋହିଥାଏ କବାଟି ଥାଡ଼କୁ । କିଛି ସମୟ ପରେ ନଳନାକ୍ଷବାରୁ ଚମକପଡ଼ି କହିଲେ, “‘ନ୍ମ ।” ଡାକଲେ—‘‘ଆଲେ ଛକ, ଭୁମ୍ଭେମାନେ ଆସ !” ଦୁହେଁ ଆସିଲେ, ଉଭୟେ ସୁସଜ ତା । ନଳନାଷବାରୁ ଚହ୍ନେଇ ଦେଲେ, ‘‘ଏଇ ମୋ’ର ବଡ଼ ଝିଅ—ଲେଖା (ଧଳାଶାଢ଼ୀ, ଶ୍ୟାମଳୀ) ଏଇ ସାନ—ଛଦ (କଳାଶାଢ଼ୀ, ଗୋର, ସୁନ୍ଦର) । ଦୁହେଁ ମ୍ୟା- କୁଲେଶନ୍‌ ପର୍ଯ୍ୟନ୍ତ ପଡ଼ିଥିଲେ । ଆଉ ବେଶି ପଢ଼େଇଲ ନାହିଁ । ଘରେ ଘରେ ପଢ଼ନ୍ତୁ, ମୋ’ଈ ପରି ବାୟୁ, ଖାଲି ସାହିତ୍ୟ ।?’ ରଘୁର ମୁହଁ ଆମ୍ବିଳା ପଡ଼ଯାଇଥାଏ । ତା’ର ଦୋଷ ନୁହେଁ । ଲେଖା ଆଉ ଛବଙ୍କି ଏକାଠି ଆଣିବା ଠିକ୍ ହୋଇ ନ ଥୁଲ । ଜଳଭାଷ- ବାରୁ କନ୍ଧ ଲଗିଥଲେ, ‘‘ଏଇ ଲେଖାଟି ଠିକ୍ ସାକ୍ଷାତ୍‌ ଲକ୍ଷ୍ମୀ, ଏଡ଼େ ଶାନ୍ତ, ଆଉ ଏ ଛଦ ଶଉ ଥାନ୍ତୁ ୟାକୁ, ରଘୁନାଥବାରୁ, ଆପଣଙ୍କୁ ବଡ଼ ହଇରଣ କରିବ—ସାକ୍ଷାତ୍‌ ବଢ଼ୁଥାତ ଲଗା, ନୁହେଁ ଲେ ଛକ ?

ସବୁବେଳେ ନୁଷୁରୁ କୁଞ୍ଚୁରୁ ।”” ମନକୁ ମନ ସେ ଲେଖାର ଶାନ୍ତପଣିଆ ବର୍ଷରେ ବକ୍ତୃତା ଦେଉଥାନ୍ତି । ଫଳ ଭଲ ହେଉ ନ ଥାଏ । ମୁଁ ଦେଖିଲି ସେ ଧର ନେଇଥାନ୍ତି ସେ ରଘୁ ଢାଙ୍କର ନସର୍ଗସୃଷ୍ଟି ଜାମାତା । ତାଙ୍କର ସଂକୋଚ ନ ଥାଏ । ‘‘ମୁଁ ଏ ଥାଡ଼ ଉତ୍‌ଆଳର ପକ୍ଷପାଖ ନୁହେଁ ! ବଧେଶ୍ୟାମବାରୁ ! ଶାସ୍ତ୍ରରେ ଏ ସବୁ କଥା ଲେଖା ନାହିଁ, ବୃଥା କଷ୍ଟ ।”’ ତାଙ୍କର ସୁଅ ଭୁଲିଥାଏ । ଲେଖା କିଛି ସମୟ ରହି ଭୁଲଗଳ୍ପ, ଛକ ଏପାଖ ସେପାଖ ହେଉଥାଏ । କେତେ ଥର ଛବି ଓ ମୋ’ର ରୁହାଁଣୀ ଏକାଠି ଭେଟିଲ । ସେ ସଂକୋଚ କଲେ ନାହିଁ । ଉଦୁ ପଲ୍ଟରଲ, ‘‘ଆପଣଙ୍କର ଆଡସନେଲ୍କ ’ଣ ଥିଲା ??? ସେ କହିଲେ, ‘‘ମାଥ୍‌ମେଟିକ୍‌ ଆଉ ଆପଣଙ୍କର ? ସଂସ୍କୃତ ବୋଧହ୍ନିଏ ??’ ଛବି ହସିଲ । ସେତେ ବେଳର ସେ ଦୃଶ୍ୟର ସବୁଯାକ ମୋ’ର ଟିକ ଟିକ ହୋଇ ମନେଅଛୁ । ସେମାନଙ୍କୁ ଥରେ ପାଖରେ ଦେଖିସାରିଲା ପରେ ମୋ’ର ମନର ସବୁ ବଜାର କଟି ଯାଇଥିଲା । ମୁଁ କଠିନ ହୋଇ ଉଦବାକୁ ଚେଷ୍ଟା କରୁଥିଲି ।

ଗୋପୀନାଥ ମହାନ୍ତି by ଦ୍ୱାରା ଅଧିକ ପୁସ୍ତକ

15
ପ୍ରବନ୍ଧଗୁଡିକ
ମନ-ଗହୀରର ଚାଷ
4.0
Mana Gahirara Chasa, Gopinath’s debut book, was released in 1940. Dadi Budha, Paraja, and Amrutara Santana next followed (1947). He produced a lot of writing. He also penned three dramas, two biographies, two volumes of critical essays, twenty-four novels, ten collections of short stories, five books on the languages of the Kandha, Gadaba, and Saora tribes of Odisha, and two volumes of critical essays. Rabindranath Tagore’s Jogajog (1965) and Tolstoy’s War and Peace (Yuddh O Shanti), in three volumes, were both translated into Odia by him.
1

ପ୍ରଥମ ଭାଗ

18 May 2023
0
0
0

ଛୁଟି ଦିନରେ ସହର ଗୁଡ଼, ଗାଁଲୁ ଯେତେବେଳେ ମୁଁ ଗୋଡ଼ ବଢ଼ାଏଁ, ନଈବାଙ୍କର ବଡ଼ ଦେବଦାରୁ ଗଛ ପାଖେ ଦିନେ ଦିନେ ସେମୋର ମନେପଡ଼େ । ଆଜ ମୁଁ ବୁଢ଼ା ହେଲଣି, କିନ୍ତୁ ଝୋଲମର ଦ’ପହରେ ନଈକୂଳଥା ଶକ୍କଣ ପବନ ଯେତେବେଳେ ଦେହରେ ବାଜେ, ଥାଉ ଆରପାଖର ଗହ

2

ଭାଗ 2

20 May 2023
0
0
0

ମୁଁ ମନେ ମନେ ଘର ଖୁସିସାଏଁ, ହର୍ସେ । ରେକା ଭଉଣ ପଠିରେ ମୁହଁ ଲୁଚେଇ ମୁହଁ ଭ୍ର କୃଷି କରି) ମତେ ଦାନ୍ତ ଦେଖାଏ । ଥାଉ ଥାଉ ମଣିଷଙ୍କୁ ତ ଦେଖିଥିଲ ସେଠି, ସେମାନେ ମନେ ନାହାନ୍ତି କାର୍ବକ ? ଗଲେ ସେମାନେ ସପ ପାଦେଇଛନ୍ତି, କହିଛନ୍ତି, ବସ । ମ

3

ଭାଗ 3

20 May 2023
0
0
0

କିନ୍ତୁ ପଛରେ ଯାହା ଆସୁଛି, ଏ ଯେପରି ତାହାର ପହଲ ଧକ୍କା, ଏହାପର ଆଶଙ୍କାରେ ମନ ପୂରଯାଏ । ଆଉ ବସ୍ତ୍ର ହେବା କଥା—ବୋଉ ବା ଆଉ କେହି ସେପରି କଥା ଉଠାଇଲେ ହସି ହସି ମୁଁ କଥା ଉଡ଼ାଇ ଦିଏଁ । ଅଥଚ ନବେଳାରେ ମନ ଭିତରେ ମୁଁ ସେହି କଥା ଭର୍ବେ । ମୋ

4

ଭାଗ 5

22 May 2023
0
0
0

ଗଣ୍ଡରେ ଉଦାସ ମନରେ, ପଡ଼ି ଦେଖେ, ଭଲ ଲଗେ । ସକାଳେ ଆଉ ଥରେ ପର୍ତେ, ଦିନ ଆଲୁଅରେ । କେତେ ଅସଙ୍ଗର ଅବାନ୍ତର କଥା ବୋଝେ ଲେଖିଛୁ କ’ଣ ହେବ ସେଗୁଡାକ ? କାଟିକୁ ନୂଆ ଶଠି ଲେଖେ । “ମୁଁ ଭଲ ଅଛି, କୂ କପର ଅଛୁ, ଶଠ ଦେଉଥୁରୁ’’: ‘ ତା’ପରେ ଆପେ ଆ

5

ଭାଗ 6

22 May 2023
0
0
0

ବାଡ଼, ଯାହା ସମ୍ଭବ, ସେଣ୍ଡକରେ ଆପଣା ଆପେ ବାନ୍ଧ ହୋଇ ରହ ମନ ଛପ୪ ହୁଏ । ମୁଁ ଜାଣେ ମୁଁ କ’ଣ । ସେମାନଙ୍କ ଆଖିରେ ମୁଁ ଖୁବ୍ ବଡ଼, କିନ୍ତୁ • •। ମନେପଡ଼େ କିଏ କେତେ କପାଳରେ ଆଖି ଖୋସିଦେଇ ମୋତେ ସ୍ଫୁର୍ତ୍ତ ଛୁ । ଏତେ ପୂଜା, ଅର୍ଘ୍ୟ, ମୁଁ

6

ଭାଗ 6

25 May 2023
0
0
0

 ‘ନବେଳ’, କବଢା’ ଅର୍ଥାତ୍ ମଣିଷ କ’ଣ ହେଁ ତା’ ନଜେ ବୁଝିପାରେ ନାହଁ, କିନ୍ତୁ ଯାହା ପାଏ ତାକୁ ପାସଙ୍ଗରେ ପକାଏ ନାହଁ । ଆକ ଘରୁଛୁ, ଶେଷରେ କବର। ହଁ ମିଳେ ନାହଁ, ବାଧ୍ୟ ହୋଇ ମଣିଷ ହଜ ମନକୁ ପ୍ରବର୍ତ୍ତାଏ ଯେ ଏଇ ମୋ’ର କବଢା—ଶ୍ରେଷ୍ଠ କବଢା—

7

ଭାଗ 7

27 May 2023
1
0
0

ବୋଧହୃଏ ନାଘ ଜୀବନର କଶିଷ୍ଟତା । ଏହା ବୁଝିପାରବା ଶକ୍ତର ତାରତମ୍ୟ ଅନୁସାରେ ମୂଲ ହୁଏ । ନାଗ-ପ୍ରାଣର ସ୍ନେହ ବୁଝି ପାରିବା ଅନୁସାରେ । ସେଦନ—କେତେ କଥା ବସି ଘରୁଥୁଲ । ଝୋଲମର ୩’ପହରଣ, ଦୁଆରମୁହଁ ପାଖେ ସଉଜବୋଉ ବସି ବସି ଅଧ ଅଧ ଅନ୍ୟମନସ୍କ ହ

8

ଭାଗ 8

27 May 2023
0
0
0

ମୁଣ୍ଡ ହଲେଇ ହଲେଇ କହିଲେ, ‘‘ବାଜେ କଥା—ବାଜେ-କଥା, ରେଣୁକା ଭୂମୁକୁ ଠିକ୍ ମଣିଷ କରିଦେବ ।?? ହସି ହସି ଫାଟିପଡ଼ ପୁଣି ସେ କāଲେ, ‘‘ଅର୍ଥାତ୍ ରେଣୁକାକୁ ତୁମେ ବାହା ହୁଅ ।” ମୁଁ ତ ହସିଲ, ମୋର ହସ ହେଲା ନାହିଁ । ଯେପରିକ କଲେଜ ଘଣ୍ଟାରେ ଧାଇ

9

ଭାଗ 9

27 May 2023
1
0
0

କୌଣସି କାହାଣୀକୁ ଆଉଥରେ ପଡ଼ି ନାହିଁ, ତା’ର ବନ୍ଧକୁ ଏଲ୍‌ବମ୍‌କୁ ଥରେ ଥରେ ନରେଖି ଦେଖି ନାହଁ, କେବେ ଭା’ର ଆଖିରେ ମେଘ ଆଇସି ନାହଁ, ସବୁଦିନେ ସୁଖୀ ଉଜ୍ଜଳ ରମେଶ । ରମେଶ ଗୌରବ ନଏ କରୁ ତାକୁ ଫାଙ୍କି ଦେଇ ନାହଁ, ହୁଏତ ସେ ଭଗ୍ୟବାନ୍, ହୁଏତ

10

ଅଂଶ- 10

30 May 2023
0
0
0

ଥତ୍ସବ ହୁଏ ସବନାର ସୁଅ । କେବଳ ବାର ମାସର ଢେର କରା ନୁହେଁ, ସେ ତ ସ୍ଵାଘବକ, ଭବ ବସିଲେ ବୁଝିହୁଏ ଭଞ୍ଜ କବଙ୍କର ଋଭୁ ବିଶେଷରେ ଧାରଣା ଓ କଳ୍ପନା । ଆଲୁଅର ଭେଜ, ପରସ୍ଥିତର ଗୁଇ, ସ୍ଥାନର ଦ୍ୟୋଚନା, ବିନାର ଚମକ—ଗୀତ, ବାଜା, ବଳାପ, ଦୁଃସମ୍ବାଦ

11

ଅଂଶ- 11

3 June 2023
0
0
0

 ଘରୁଥୁଲ—ରଘୁନାଥ ଆଉ ଯାହାହେଉ ବେଲୁବ୍ ନୁହେଁ, ଯେଉଁ ବ୍ୟବସାୟ-ବୃଦ୍ଧି-ସମ୍ପନ୍ନ ରଘୁନାଥକୁ କଲେଜରେ ଏତେଦିନ ମୁଁ ଚଉ ଆସିଲ, ଦେଖି ଆସିଲ, ସେ ସାଧାରଣ ବୁଦ୍ଧିରେ ଭୁଲ୍ କରବାର ଲେକ ନୁହେଁ । ସବୁଥୁଲ—ଛକ ପାଖେ ପାଖେ ଥିବାଯାକେ ଲେଖାର ଭବିଷ୍ୟତ

12

ଭାଗ- 12

10 June 2023
0
0
0

ହରଉଇନା ତ ଲେଖା ବଷୟରେ କଶୌଶ୍ୱମୋହନ ସଙ୍ଗେ ସମ୍ବନ୍ଧ ପକ୍କା କରି ସାଈଥିଲେ, ଆଉ ରଘୁନାଥବାରୁଙ୍କ ଛଵ ଵଷରେ ନାହିଁ କରନ୍ତେ କାର୍ତିକ ? କହିଦେଲେ — ‘‘ହଉ, ଆପଣଙ୍କର ଯେଉଁଥରେ ଗଜ ।” ତା’ ସେ ରଘୁନାଥବାରୁ ଏକଦମ୍ ଜବାବ୍ ଠିକଣା କରିଦେଲେ । ଯାଇହ

13

ଭାଗ- 13

10 June 2023
0
0
0

କହିଲ, ‘ଛ—ମନର ଯଦ୍ଧ ଜୋର୍ ଅଛୁ ଆସି ବସହେବ । ଭଲ ପାଇବା ପାପ ନୁହେଁ । ବାପାଙ୍କୁ କହିବ । ତୁମେ ନିଜେ ମଧ୍ୟ । ସମାଜ ବଦଢ଼ୁଛୁ, ବଦଢ଼ୁଥିବ । ଲେକେ କହିବେ, କହନ୍ତୁ, ଯାହା ଉପରେ ନିର୍ଭର ନାହଁ ତାକୁ ମୁଁ ଡରେନାହଁ । ଆମେ ବସହେବା, କେ ଅଧ୍ୟକେ

14

ଭାଗ- 14

12 June 2023
1
0
0

ଆଉ ମୁଁ ଖବର ରଖିବାକୁ ଉତ୍ସୁକ ନୁହେଁ—କଏ କ’ଣ କଲ୍, କିଏ କଣ କରୁଛୁ ଇତ୍ୟାଦି । ସେଗୁଡ଼ାକ ବାଜେ କଥା, ଯାହା • ସାଙ୍ଗରେ ମୋ’ର ଶସ୍ତା ସଙ୍କି ପାଇବୁ । ବାହାଘଡ଼ ପଡ଼ିଲେ କେତେ ଆଉ କେତେ ଵସଘର ନିମନ୍ତ୍ରଣ ଆସେ ସୁନ୍ଦର କାଗଜରେ ସୁନ୍ଦର ନିମନ୍ତ

15

ଭାଗ - 15

12 June 2023
1
0
0

ଦିନ ଯେମିତ ୧ଲ ସେମିତି ଅଛି । ମଣିଷ ଯେମିତ ଥଲେ ସେମିତ ଅଛନ୍ତି । ପୃଥ୍ବୀର କିଛି ପରିବର୍ତ୍ତନ ଘଟିନା, ଅଥଚ, ମୋ’ର ବସ୍ତ୍ରଘର ସରଚ୍ଛ । ବୋବା ତାଙ୍କ ଘରେ ବଦାବବେଳେ ପୁରୁଣା ଗତରେ କନ୍ଦା ଲଗିଲ, କାନଡ଼େର ରେଶ୍ମୀକାର କାନ୍ଦଣା ମୁଁ ଶୁଣି, ମନ

---

ବହି ପଢ଼ନ୍ତୁ