କିନ୍ତୁ ପଛରେ ଯାହା ଆସୁଛି, ଏ ଯେପରି ତାହାର ପହଲ ଧକ୍କା, ଏହାପର ଆଶଙ୍କାରେ ମନ ପୂରଯାଏ । ଆଉ ବସ୍ତ୍ର ହେବା କଥା—ବୋଉ ବା ଆଉ କେହି ସେପରି କଥା ଉଠାଇଲେ ହସି ହସି ମୁଁ କଥା ଉଡ଼ାଇ ଦିଏଁ । ଅଥଚ ନବେଳାରେ ମନ ଭିତରେ ମୁଁ ସେହି କଥା ଭର୍ବେ । ମୋ’ର ନିଜର ମତାମତ ଉଲେ, ପୂର୍ବେ କେବେ ଉବ ନ ଥିଲା । ପ୍ରସଙ୍ଗରେ କଥାଟା ଉଠିଲରୁ ଏଇ ନୂଆ କର ବଲ, ସବ ଦେଖିଲ ବଉସର ଆଉ ମୋ’ର ଭଷ୍ୟତର ସ୍ବପ୍ନ ଯେପର ଏକାଠି ମିଶିମାଶି ଯାଉଛୁ, ମୋ’ର କବମ ଧାନ ଓ ମୋ’ର ଆଦର୍ଶ, ମୋ’ର ଉଚ୍ଚ ଆଶା ଓ ମୋ’ର ଉନ୍ନତ, ସବୁ ଧର୍ମରେ ଆପଣାର ରଙ୍ଗ ଅଜାଡ଼ ଦେଉଛୁ, ପର୍ବରେ ସେ ଧାରଣାଧ୍ୟ ଚାଲଖୁଛ ଗୋଟିଏ ବଡ଼ ଅବାସ୍ତବ ସ୍ଵପ୍ନ । ଅନୁଭୁଣ୍ଡରେ ବୁଝିଛୁ, ସେ ମୋ’ର ପ୍ରତ୍ୟେକ ପ୍ରବୃତ୍ତି, ପ୍ରତ୍ୟେକ ଇଚ୍ଛାକୁ ପୂର୍ଣ୍ଣ କରୁଛୁ, କିନ୍ତୁ କ’ଣ ସେ ପ୍ରଭୃଷ୍ଟି, କ’ଣ ସେ ଇଚ୍ଛା । ମୁଁ ତାକୁ ଆଖି ଆଗରେ ରୂପ ଦେଇପାରୁ ନାହିଁ । ମୁଁ ଦେଖିପାରୁ ନାହିଁ, କ’ଣ ମୋ ସ୍ୱପ୍ନର ଆକୃତ, ସୌମା ବା ସୌଷ୍ଠବର ପରସର ।
ଏତେଗୁଡାଏ ଗନ୍ତା, ନିଜ ଦୈନ ଓ ବାହାର ସେନ । ଚନ୍ତା ଯୋଗୁଁ ଏତେଗୁଡ଼ାଏ ଦାୟିତ୍ଵବୋଝ । ତେଣୁ ସେଥର ବଡ ଛୁଟି ଉପରେ ମୋ’ର ମନ ଫୁଲ ଆଉ ଆକାଶକୁ ସେନ ମାତ ରହ ନ ଥୁଲ । ଅପ୍ରିୟତା କରିବାକୁ ହୋଇଛି । ଘୃର ଉପାୟୁ ଚେଷ୍ଟା କରିବାକୁ ହୋଇଛୁ, ସାଇପାଞ୍ଚ ସବଛୁ । ଆଶଙ୍କା ଉପୁକରୁ । କେବେ ବା ଫାଙ୍କା ମନରେ ଦୂରକୁ ଗର୍ବ ଦେଖିଛ କାଳଦେଉଳ ଆପେ ଆପେ ଖସି ପଡ଼ । ଯାହାହେଉ, ଭଲ ପାଶ୍ ଟାଏ ହୋଇଗଲା । ବାପାଙ୍କୁ ପଟେଇ, ବୋଉଙ୍କୁ ଭୁଲେଇ ପୁଣି ପାଇ ହଷ୍ଟେଲ୍ରେ ରହଲ । ବି.ଏ. ପଢ଼ିଲ । ଗୋଟିଏ କାମ—କ୍ଲାସକୁ ଯିବା, ଗୋଟାଏ ଧାନ—ପଡ଼ା, ଗୋଟାଏ ଚେତନା— ପରୀକ୍ଷା । ଆଉ ବାକି ସବୁ ସହଜ । ତେଣୁ ବାହାରର ଭୋଫାନ ଓ ଅସ୍ତ୍ରବ ଦୁର୍ଗତ ପଦାରେ ପଦାରେ ବାଉଁ ଢାଉଁ ହେଲ ।
ମୁଁ ନତଦନଆ କାମ ସୁରୁଖୁରୁରେ କରିଗଲେ, କିନ୍ତୁ ମନ ପରଷ୍କାର ରହପାରଲ ନାହଁ । ସରୁ ସ୍ବପ୍ନ ସବୁ କଳ୍ପନା ଭିତରେ ଲୁହାଇ କୁହାଇ ସେହ ପ୍ରଶ୍ନ ଜାଟିଉଠେ—କ’ଣ କରିବ ? ୟା ପରେ କ’ଣ ? ମୁଁ ବର୍ତ୍ତମାନ ବଡ ହେଲଣି; ଉଚ୍ଚରେ ଉଚ୍ଚରେ ଓଜନ ଓଜନ ଲଗୁଛି; କିନ୍ତୁ ମନର ଗୋଟାଏ ପାଖ ଅଛୁ, ଯାହା ହାଲୁକା ରହଛି । ସବୁ ଭବନା ଉପରେ ଉତ୍କରପଡ଼େ ଯୌବନର ସ୍ବପ୍ନ । ମଞ୍ଜ କଲକତାକୁ ଭୁଲଗଲ । ଆନ୍ଧ୍ରର କେତେ ଆସିଲେ । ସେମାନଙ୍କ ମୁହଁ ସବୁ ଥାକ ଦଶିଯାଉରୁ ସ୍ବପନ ପରି । ସେତେବେଳେ ସେମାନେ ଥିଲେ ଜୀବନ୍ତ ବର୍ତ୍ତମାନ । ସାଙ୍ଗମେଳରେ ସ୍ଵୀନାତ ସହର ସମ୍ପର୍କର ଅସ୍ତ୍ରବ ଅନେକ ଅଂଶରେ ଭୁଲ ହେଉଥ୍ଲ ସତ, କିନ୍ତୁ ସେ ଅସବର ସ୍ବରୂପ ଦଶଭାବେନିଜ ଭିତରେ ଆଖିରେ ପଡଥିଲା । ଫଳରେ ଅଧୀରତା ଆସୁଥୁଲ ଓ ସେହ ଧୀରତାକୁ ଦଶବାଧ୍ୟରେ ଖେଳାଇ ଦେବାକୁ ହେଉଥିଲା । ଗଣ୍ଡ ଗତ ଉଜାଗର ରହି ପାଠ ମୁଖସ୍ଥ କରିବାବେଳେ କଠିନ ସମସ୍ୟା କଥା ଉବଲବେଳେ ସେଭଳ ଅଧୀରତା ଆସେ ନାହିଁ ।କିନ୍ତୁ ସେତେବେଳେ ରୂପି ରଖିବା ଚନ୍ତା ନ ଥାଏ ଓ ନବେଳାରେ ଭୃଗୁଳା ମନ ଏ କନ୍ଧ ସେ କନ୍ଧ ଉଙ୍କି ମାରୁଥାଏ, ସେତେବେଳେ ମନକୁ ଛୁଇ ପକାଏ ଗୋଟାଏ ନିଃସଙ୍ଗ ଗରବତା ଓ କ୍ଷୀଣ ବଷାଦର ରଶ୍ମି ଭତରେ ଏହା ଅଧିରତା ପ୍ରକଟି ଉଠେ-–।
ବିଜୁଳବତ ନଗଇଦିଏ । ଚମ୍ପାକରୀ ପଣ ଆଙ୍ଗଠି କାଢ଼ି ଜନ୍ମ ଆଲୁଅ କମିଆକସ ରୁଷିଆ ଗଢରେ ଇଙ୍ଗିତ ଦେଖାଇ ପଦାକୁ ଗଛ ମରବରେ କ’ଣ ରହସ୍ୟ ଯେପର ମୁଁ ବ୍ୟସ୍ତ ହୁଏ । ଡାକୁଥାଏ । ବଗିର ବଡ଼ ର ଘରୁଥାନ୍ତି । ନିଜକୁ ଘେନ ନଜେ କ’ଣ ମୁଁ ହେଁ ଜାଣେ ନାହିଁ, କିନ୍ତୁ କ’ଣ ଯେପର ମୁଁ ରୁହେଁ,କ’ଣ ଯେପଣ—।
ଶୋଇ ଶୋଇ ନଦ ହୁଏନାହିଁ । ପିଲଦନର ଖିଆଲ ମନେ ପଡ଼ଯାଏ, ଏକଠୁଁ ଶହେ ସାକେ ଗଣେ—ଏକ୍—ଦୁଇ—ତନ—
ଘୃଣ ~~~~ ।
ପୁଣି ପୂଜାଛୁ ହେଲ । ଘରକୁ ଆସି ଏଠି ଦନେ ସେଠି ଦୁଇଣ୍ଟନ ହୋଇ ଗାଁରେ ପହଞ୍ଚିଗଲେ । ଠିକ୍ ଗଲବେଳକୁ କେମିତ ଗୋଟାଏ ଲଗୁଥାଏ, ପେପରକ ଗୋଟାଏ କରୁ ଦବ । ମେଘ ଘୋଡ଼ାଇଥିବା ପବନ ଥମ୍ବ ଯାଇଥିବା ବେଳ ପର ରହସ୍ୟମୟୁରା, କିନ୍ତୁ ପଦ୍ମ ଗଳ୍ପପରେ ମନରୁ ସେପର ଭବ ଉଭେଇଗଲ । ଭଲମନ୍ଦ ପଡ଼ଲ, ସୁଖଦୁଃଖ କଥା ପଡ଼ିଲ, ସେ ବି ସଲ, ଚା’ପରେ ସରଳ ସହଜ ହୋଇ ସେ ପରିବେଷ୍ଟମୀ ଆରେଇଗଲ, କିନ୍ତୁ ଲଗୁଥାଏ, ମୁଁ ନିଜେ ନିଜେ କପର କଏ ଗମ୍ଭୀର ହୋଇଯାଇଛୁ, ସର୍ବରେ ରେନ୍ ସହ ମିଶିବା ଅପେକ୍ଷା ରେଣୁକା କଥା ହଁ ବେଶି ବେଶି ମୁଁ ଘରୁଛି । ପାନ ଆଣି ଦେବେଳେ ତା’ ହାତପାପୁଲ ଧର ପକାଇ ଅନେକ ଗୁଡ଼ାଏ କଥା ଏକାମୁହଁକେ କହଯିବାକୁ ମନ କରଥଲ, ଅଥଚ ଖାଲ ପଲ୍ଟରଲ, ‘‘କ’ଣ, ସବୁ ଭଲ ତ ??? ସେ ମୁହଁ ନୁଆଁଇ କାନ୍ଧ ଉପରକୁ ଲୁଗାଟା ଉଠେଇ ଦେଇ କହଲ, ‘‘ଭଲ କ’ଣ ମହ କ’ଣ ? ସ୍କୁଲରୁ ।”” ଆଉ କଛି କହିପାରଲ ନାହିଁ । ତା’ପରେ ଅଳ୍ପ ସମୟ ଠିଆହୋଇ ରହ ସେ ସ୍କୁଲଗଲ, କିନ୍ତୁ ଏଇ ଥରକରେ ମୁଁ କଏ ସାହସ ପାଇଲେ । ଅଳ୍ପ ସମସ୍ତ ପରେ ମୁଁ ଜଳଖିଆ ଖାଇବାକୁ ଭଲବେଳେ ସେ ସେତେବେଳେ ଜଳଖିଆ ଆଣି ଥୋଇଦେଲ୍, ତାକୁ ଜବରଦସ୍ତି ଗୋଟିଏ ମିଠେଇ ଖୋଇବାକୁ ଚେଷ୍ଟା କଲେ । ସମସ୍ତେ ହସିଲେ, ମୁଁ ବ ହସିଲ, ସେ ନାନା ଭଙ୍ଗୀ କର ପଳାଇଗଲ୍ ୟୁ ପରେ ମୋ’ର ଅଣସର ଗୁଳ୍ମଗୁଳ କଟିଗଲ, ତା’ର ବ। ମୋ’ର ସାହସ ହେଲା ଢାକୁ ଡାକ ତା’ ସହିତ ଗପ କରିବାକୁ । ସେ ଥରହୋଇ ଠିଆହୋଇ ଗପ କଲ, ସ୍ଥିର ଶାନ୍ତ ଥୁଲ୍ ତା’ ଠାଣି । ଗ୍ରାମୋଫୋନ୍ ରେକଡ୍ ବାଦଲ ପରି ମୁଁ କଥା କହ ଯାଉଥାଏ, ଯାହା ମୋ ମନକୁ ଆସୁଥାଏ, ତା’ ସେ ଧୀର ସୁଅରେ କଥା ଗପୁଥାଏ । ତା’ ପରେ ତା’ର କ’ଣ ଦରକାର ପଡ଼ଲ ଯେ ସେ ଉଠି ସ୍କୁଲଗଲ । ଏହପର ସମସ୍ତ କଲେ । ତା’ର ସାନ୍ତ ଧ୍ୟ ମତେ ଭଲ ଲଗେ, ବେଳେ ବେଳେ ମୁଁ ଚନ୍ତାଶୀଳ ହୋଇପଡେ । ସ୍କୁଲଆସି ସେ କହେ, ‘‘ଭର ଉରୁଚ ତ ବସି ବସି କ’ଣ ?”’ ସେ ବେଶି ଆସେ ନାହଁ, ଥଣ୍ଡା ନକଲ ଲଗାଏ ନାହଁ । ଦୃରୁରୁ ଫୁରୁପୁରୁ ଦୃଏନାହଁ, କରୁ କାଠି ସଙ୍କୋଚ ନ ଥାଏ । ହେଇ ଦେଖନା , ତା’ ବୋଉ ପାନ ଭଙ୍ଗି ବସିଥିବେ, ସେ ବାଳ ମୁକୁଳା କର ମୁଣ୍ଡବାନ୍ଧ ବସିଥିବ ଓ ମୋ ସଙ୍ଗେ କଥା କହୁଥିବ । ବେଳେ ବେଳେ କନ୍ଧକ, ‘‘କୁଣ୍ଢେଇ ଦେବ କ ମୁଣ୍ଡ ?’’ ଓଦାଲୁଗା ନ ପାଲ ଆସି ମୁହଁରେ ଦୋ ବୋଳ ହେଉଥୁବ, କତ୍ସବ, ‘‘ ଆସ ଆସ, ସ୍ନା ଟିକଏ ବୋଳQଏ ତମ ମୁହଁରେ।’ ଥରେ ଆଙ୍ଗୁଠି ରୁଡେଇ ସ୍କୋ ଟିକଏ ଆଣି ତା ମୁହଁରେ ଲଗାଇବାକୁ ଚେଷ୍ଟା କଲ, ତା କେବେ ମୁହଁ ଦେଖେଇଲା ନାହିଁ, ଲୁଗା ଘୋଡ଼େଇ ଦେଲ । ବହୃତ ଚେଷ୍ଟା କର ରା’ ମୁହଁରେ ବୋଶଳ, ସାଲୁବାଲୁ ହୋଇ ଲଗିଗଲ, ସେ ଢାକୁ ରଗଡ଼ ପୋଣ୍ଡୁ ପକେଇଲ । ଆଖିପୋଡ଼କ ଦିଶୁଥାଏ କେଡ଼େ କଅଁଳ ଥାଉ ଥଣ୍ଡା । ସେ ହଲଚଲ ହେଲ ନାହିଁ, କିନ୍ତୁ ମୋ’ର ଆବେଗ ନଈ ଆସୁଥାଏ, ଥର ଥର ପଦାକୁ ସ୍କୁଲ ଆସିଲ ।
ସେ ମତେ ଭଉଣୀ ଭଲ ଲଗୁଥାଏ ବେଶି ବେଶି । ଥରେ ତା’ବୋଉ ନେତୃତ୍ୱ ହୋଇ କହିଲେ, ‘‘ଘଧୁ, ଭୁମେ ରେଣୁକୁ ଏତେ ଭଲପାଅ, ଏଥର ଗୋଟିଏ ବର କୋଉଠୁ ଖୋଜ ଚା’ ପାଇଁ । ତୁମେ ସହରରେ ଅଛ, ଏତେ ଲୋକ ତୁମ ସଙ୍ଗରେ ପଡ଼ୁଛନ୍ତି, କେତେ ଯୋଗ୍ୟ ଲେକ ଭୂମ ନପାରେ ଥିବେ’—ମୁଁ ଗଙ୍ଗ ଅନୁଭବ କଲ ! ତା’ର ଭଲ ମନ୍ଦରେ କହିବାକୁ ମୋର ଅଧିକାର ଅନୁଭବ କଲ ଓ ବରମାନଙ୍କ ସମ୍ବନ୍ଧରେ ଛୈ୪ ବକ୍ତୃଢାଟିଏ ଦେଲ । ଖୁସି ଲଗୁଥାଏ I କଥା କଡ଼ କଳ୍ପ ଶେଷ ଆଡ଼କୁ
ମୁଁ ଅନ୍ୟମନସ୍କ ହୋଇ ଯାଉଥାଏ । ଭା’ ବୋଉ ଭଲକର ଭଇଁ ପାଶଲ ପାନ ୩’ଖଣ୍ଡି ବଢ଼େଇ ଦେଲେ । ମୁଁ ପଦାକୁ ବାହାର ଆସିଲ । ବଡ ଖଣ୍ଡେ ପଡ୍ ପତ୍ର ଅନ୍ୟମନସ୍କ ହୋଇ ଏଣ୍ଟରେଟ୍ ଘରୁଥାଏଁ, ବାସ୍ତବକ, କେତେ ପରିବର୍ତ୍ତନ ହୋଇଛୁ ତାହାର । ଏ ପୁଣି ଦିନେ ବସହେବ । ବସହେବ ସବଳେ ବଦାବନ୍ଧ କଥା ମୋ’ର ସରୁଦ୍ଧନେ ମନେପଡ଼େ । ଶକୁନ୍ତଳା ବଦା ହେବ ବୋଲି କଣ୍ଠ ଋଷିଙ୍କ ଚନ୍ତା । ଏତକ ୟା ସହର ସମ୍ବନ୍ଧ । ତା’ପରେ ସେ ସ୍କୁଲଯିବ, ସେ ହେବ ଜଣେ ଆଉ ମଣିଷ । କ’ଣ ତା’ର କାମ ଥଲ ବୋଲ ସେ ଘର ଭିତରକୁ ପଶିଆସି ଅଲଗୁଣୀରେ ଲୁଗାପଟା ଥଣ୍ଡାଳଲ । ଭା’ କାମରେ ସେ । ହଠାତ୍ ପଶ୍ଚଶଲ, ‘ କରୁ ବଞ୍ଚି ଆଣିଦେଲ ନାହଁ ବଧେଇ ??’ ଏଣୁତେଣୁ କଥାଉଷା ସାଈ ସେ ସ୍ଟଲଗଲ । ମୁଁ ବହୃତ ଚେଷ୍ଟା କରି ବନ୍ଧରେ ମନ ଦେଉ ଦେଉ ଶୋଇ ପଡ଼ଲ ।
କେତେ ସମୟ ଶୋଇଛୁ ଜାଣେ ନାହଁ, ପୁଣି ରେଣୁକା ଆସି ମତେ ହଲେଇ ହଲେଇ ଉଠେଇଲ । କହଲ, ‘‘ସର ଖାଇବ ଆସ, ବୋଉ ଡାକୁଛୁ ।” ଭା’ର ସ୍ପର୍ଶ ଲଗି ମତେ କେମିତ ଅସକ ଅସକ ଲଗିଲ, ଧଡ଼ପଡ଼ ହୋଇ ଉଠି ଖୁବ୍ ଦମ୍ଭରେ ୫ନ ଘୃଣ୍ ଥର କହ୍ବଲ, ‘‘ହଁ ହଁ, ସତ ? ହଁ, ସ୍କୁଲ୍ସ୍କୁ ଲ୍ ସ୍କୁଲ୍ ସ୍କୁଲ୍ ।”’ ମୋର ଉତ୍ସାହ ଦେଖି ତାକୁ ଘର ହସ ମାଡ଼ଲ । କହିଲ, ‘ଘର ସେକ କରୁଥିଲ ବୋଧେ ?” ନିଜେ ଅପ୍ରସ୍ତୁତ ହୋଇ ତା’ର ପଛେ ପଛେ ଗଲେ । ଏହାପର ସବୁ । ସର୍ଭେ ଯେମିତ୍ତ ବହୃଦ୍ଧନୁ ସେ ମତେ ଚଳେ, ମୁଁ ତାକୁ ଶହେ I କିନ୍ତୁ ଏଇ ଚଲ୍ହାଚ ଭିତରେ ବେଳେ ବେଳେ ମୋ ନିଜ ମନକୁ ନୂଆ କଣରୁ ମୁଁ ଘୁଞ୍ଚିରହ ଦେଖାଁ, ସେତେବେଳେ ରେଣୁକାଠାରେ ନୂଆ କରୁ ଦେଖେଁ, ତେଣୁ କଥା ମଝିରେ ହଠାତ୍ ଗମ୍ଭୀର ହୋଇପଡ଼େ ବା ହଠାତ୍ ପ୍ରଳାପ କରି ବସେ । ଥାଉ ବୋଧହୁଏ ସ୍ଵିଜାନ୍ତଙ୍କର ବ୍ୟବସାୟୀ ରୁଦ୍ଧ ବେଶି ଅଛୁ ବୋଲ କ କ’ଣ ତା’ର ମନ ନୂଆ ପୁରୁଣା ସରୁ ପରିସ୍ଥିତକୁ ସହଜଭବେ ସେନ ପାଈଥିଲ ଓ ନିଜ ମନର ସ୍ଵଳ୍ପକୁ ସେ ଘୋଡ଼ାଇ ଶିଖିଥିଲା ।
କିନ୍ତୁ ମୃଦୁଳତା ଉଚ୍ଚର ଘୁଞ୍ଚଙ୍କୁ ମୁଁ ଦେଖିଥିଲ, ନୋହନେ ମୋ’ର ମନରେ ତରଙ୍ଗ ଉଠି ନ ଥାନ୍ତା ବୋଧହୁଏ । ସଞ୍ଜବେଳେ, ଟେବୁଲ୍ ଉପରେ ହାମୁଡ଼େଇ ହେଲ ପଣ ମୁଁ ମୁହଁ ଅଜାଡ଼ ଦେଇଥାଏଁ । ଜହ୍ନ ଆଲୁଅ ବଞ୍ଚହୋଇ ପଡ଼ିଥାଏ ଝରକାବାଟେ । ସେପାଖେ ତାଙ୍କର ସୁନ୍ଦର ବଗିଷ୍ଟ । ସେ ଆସିଲ୍, ତା’ର କ’ଣ କାମ ଥୁଲ ସେ ରେ, ପଟ୍ଟଶଲ, “ ଆସିଲ। ଏଠି କୋଉଠି ଥଲ ତୁମେ ଦେଖିଛ କି ???
‘‘ନା-ଶୁଣ୍ ।”’ ‘‘ରହ ରହ ମୁଁ ଆସେ ।” ‘‘ନା—ଶୁଣିପ କଏ ।” ଆରପାଖ ଟେବୁଲ ଉପରେ ଭଗଦେଇ ନଇଁପଡ଼ ସେ କହଲ, ‘‘କ’ଣ ?”” ମୁଁ କରୁ କହଲ ନାହିଁ । କଲ, ‘‘କାର୍ବକ ଡାକଲ କ’ଣ କହୁନା ତ, ମିଛରେ—" କରେଣ୍ଡ—” ମୋ’ ସ୍ବର ଶୁଣି ସାପ ପରି ସେ ମୁଣ୍ଡ ନୁଆଁଇ ଦେଲ, ଢେର ଢେର ହେଲା ନାହିଁ । କହଲ, ‘‘କ’ଣ କହୁଛି ?? ମୁଁ କରୁ କଲ ନାହଁ । ମୁହଁ ନ ଟେକ ପୁଣି ସେ କହଲ, । ‘‘ତୁମେ କାଲ ସ୍ଟଲଯିବ ବଧୁଇ ??? -‘‘କାହଁ ଆଉ ଦିନେ ଅଧେ ରହଗଲେ ??? ‘‘କଲେଜ ଖୋଲବ ପର— ଦୁହେଁ ଭୁମ ରହିଲୁ । କେହି କାହା ମୁହଁକୁ ଗୃହଁଲୁ ନାହିଁ । ପାଖକୁ ପାଖ ଯୋଡ଼ଏ ମୁଣ୍ଡ । ମୁହଁ ତଳକୁ, ଖାଲ ସର୍ଦଶ୍ଵାସ ।
ସର୍ବଶ୍ଵାସରେ ସର୍ବଶ୍ଵାସରେ ବାକ୍ ସବ-ବନମୟ, ଆମେ ପରପ୍ପରକୁ ବୁଝିଥିଲୁ । ମୁହଁ ଟେକଲ, କହଲ, ‘‘ଯାଉଛୁ ମୁଁ ପରେ ଆସିବ । ଘର କାମ ଅଛୁ । ଦିଆସିଲ୪ କୋଉଠୁ ପାଇବ ନାଁ !?? “ହଁ ଆରଦିନ ସକାଳୁ ମୁଁ ଭୁଲିଆସିଲ । ମୁଁ ସ୍କୁଲଆସିଲ ଫେର, କିନ୍ତୁ ମୋ’ର ମନରେ ପରସ ଟିକଏ ରହଗଲ ।
କାମକାର୍ଯ୍ୟର ବହଳତା ଉପରେ ତରୁଣ ମନରେ ପରସ ଆପେ ଆପେ ନଇଯାଏ । କହନ୍ତି ପଘ, ମୁଁ କହ୍ଵାଛୁ କରୁ ନଭେ ନାହଁ, ଖାଲ ବଦଳଯାଏ । ବଡ଼ ଦୁନିଆର ସଜ ପବନ ଯେତେବେଳେ ମୁହଁରେ ହାତ ଭୁଲଇଦିଏ, ବାହାରš ଶୀତଳ ହୋଇଯାଏ, ଉକ୍ତରର ଅବନା ଅନ୍ୟ ବାଧ୍ୟ ଦେଖେ | ସକାଳର ଋଷି ଓ ଋଣ୍ଡର ଚନ୍ଦ୍ରା ଉଚ୍ଚରେ ସମ୍ବନ୍ଧ ନାହଁ କଏ କହଲ ? ସକାଳର ଜାଗରଣ ଗର ଅଳସ ନଦର ପ୍ରତିବାଦମୂଳକ ପ୍ରକାଶ |
ତେଣୁ ଲୁହପାକ କବିତା ପାଲଟିଯାଏ । ଜୀବନରେ କବି କେବେ ବୋଲଇ ନ, କବଢା ଲେଖି ନାହିଁ, ସାଧାସିଧା ମୟୂଆ ମୂଲିଆ ପଈ ବଞ୍ଚିଆସିଛୁ, କିନ୍ତୁ ଯଦ୍ଧ ଥାଆନ୍ତା । ସେଦନର ଶଠିଗୁଡ଼ାକ ମୋ ପାଖେ, ତେବେ ଦେଖାଇ ପାରନ୍ଧ୍ର, ସାଧା କଥାରେ ସାଧା ମଣିଷ ପୁଣି କପର କବିତା ଲେଖେ । କାରଣ ହଷ୍ଟେଲକୁ ଫେଈ ଅବସର ସମୟରେ ଚଠି ହଁ ଖାଲ ଲେଖିଲ, ବଡ଼ ବଡ଼ ଶଠି, ଯାହାର ମୂଳ ନାହିଁ କ ଶେଷ ନାହଁ । ସମସ୍ତଙ୍କ ପାଖକୁ ଶଠି ଲେଖିଲେ, ଏ ବୋଧହୁଏ ମୋ’ର ଉଚ୍ଚର ମନର ମୋ’ ନଜ ପ୍ରତି ପତଥାଗ, କାରଣ ବେଶି ଚଠି ଲେଖିଲ ରେଣୁକା ପାଖକୁ ।
ବୋଉ ପାଖକୁ ଶଠି ଲେ~~~‘‘ବୋଉ, ମନ ଭଲ ଲଗୁନାହିଁ । ଏ ଧୋବଲ କୋଠାରେ ତଳେ ବସି ମୋ’ର ପ୍ରାଣ ଝୁଈ ମରୁଛୁ ଆମ ଆଲୁଅ ବଜ୍ବଳ ଗାଁର ସ୍ଖଳଘରକୁ, ଆଉଁସି ଆଉଁସି ଯେଉଁଠି ଶାଉଁଳିଆ କଅଁ ଳ ମାଟି କାନ୍ଥକୁ କୁ ନପିପୋଛ କରିଦେଇଛୁ, ଯେଉଁଠି ଜନ୍ମତ୍ସବ ଆମର ପୁରୁଣା ପିଚଳ ନଳ୪ଣ, କାଚ ଫାଯାଇରୁ ଠାଏ ଠାଏ । ବୋଉ, ଆମ ଘର ପର ଅମର, ଢୋ’ର ମୋ’ର, ଆମ ସମସ୍ତଙ୍କର । ଏ ଘର ଆମର ନୁହେଁ, ଖାଈ ଗୋଟିଏ ଡାନୁଶାଳା, କଏ କେତେ ଆସିଛନ୍ତ ଯାଇଛନ୍ତି, କିଏ କେତେ ଯିବେ ।
ପିଲାଏ କେତେ ସଉକ କର ଦର ସଜାଇ ରଖିଛନ୍ତି, ଦେଖୁଥୁରୁ ପଘକ୍ଷା ସରଳଦନ୍ତ ଓଳଟାଏ ଥକଗଲେ, ବାହାରର ଲୁଣିଆ ପର ମୁଠାଏ ଖାଇବାକୁ ହେଲେ, ମୁଠାଏ ପଇସା ପଡ଼ିବ । ଏତେ ବଡ଼ କଲେଜ, ଆମ କଲେଜ, ଯେଉଁମାନେ ଏଠୁ ବାହାର ଯାଇଛନ୍ତି, କାହାନ୍ତି ସେମାନେ ଆଜି ? ଏକରିଶ ତାରିଖ ଗଡ଼ ପହଲ ହୋଇଗଲେ ଦରମା ନ ଦେଇଥିଲେ ପଘ ନାଁ କଯିବ ! ଆମର ପ୍ରଫେସରମାନେ ଗୃହଁଛନ୍ତି । ଦଳ ଦଳ ପିଲ୍ ଆସୁଛନ୍ତ୍ର, ପୁଣି ଦଳ ଦଳ ଉଡ଼ ସ୍କୁଲିଯାଉଛନ୍ତି । ଦିନଆ ସ୍ନେହ ଆଦର, କାନ୍ଥରେ ବାଡ଼ରେ ବଡ଼ ବଡ଼ ଫଟୋ—ତା’ପରେ ??? ବେଶି ଚଠି ଲେଖେଁ ରେଣ୍ଡ ପାଖକୁ, କିନ୍ତୁ ଦଶଧ୍ୟରୁ ଗୋଟାଏ ଡାକରେ ଦଏଁ କ ନାହଁ । ବାକଗୁଡ଼ାକ ଶର ପକାଏଁ । କେତେଗୁଡ଼ାଏ ଲେଖି ବାକ୍ରେ ଥୋଇ । ଶଠି ଲେଖିଲେ ନିଜ ପାଖେ ନିଜେ ବାରମ୍ବାର ଧସ୍ଵପଡ଼ଯାଏଁ ପତ୍ଵ ! ଯାହା ମୋ ଚିନ୍ତାରେ ନାହିଁ, ତାହା ଅଜାଣତରେ କପର
ବାହାର ଆସେ ମୋ’ର ମନରୁ, ନଜ ଶଠି ପଢ଼ି ନିଜକୁ ହଁ ଲଜମାଡ଼େ, ଏଗୁଡ଼ା ମଣିଷ ଦଏ ନା କ’ଣ ? ଲେଖେ— ‘ ଆଦରର ରେଣୁକା, ଏଇ ନିର୍ଜନ ସ୍ଵତରେ, ଜରୁ ଉଠୁ ମେଘ ଆଢୁଆଳରୁ : ଆଉ କୁ ମୋ’ର ମନେ ପଡ଼ଛୁ । ଗୃହଁ ଦେଖୁଛୁ ଭୋ’ର ଅଖଳା ହସ ପର ପଡ଼ିଆ ଉପରେ ଜହ୍ନ ଆଲୁଅ ଲେଖୁଛୁ । ରହିପାରେ କ ଢାକୁ ଭୁଲ ଏଇ କୋଠର ଉଚ୍ଚରେ ? ମୁଁ ଏଠି ପଡ଼ରରୁ ସଚ୍ଚ, କରୁ ଭବଲ ମାସକେ ମୋ’ର ମନ ପଳାଉଛି ଦୂରକୁ—ବଡ଼ ଦୁରକୁ । ଭୁ କ’ଣ ମୋ’ର ପର ମତେ ଉପାରୁଛୁ ? ପାଛୋଟି ନେବାକୁ ସ୍କୁଲଥାସିନ୍ଧୁ, ନଈ ସେପାରର କେଉଁ ଜରୁଛୁଆ ସୋରଷ ଢୋ’ର ମନ ଫି କଥାଗ ମୁଣ୍ଡକୁ ? ସ୍ଵପ୍ନ ପରି ଲଗୁଛୁ ସରୁ, ଯେପର ଲୁ ଆଉ ମୁଁ, ମୁଁ ଆଉ କୁ । କେଉଁ ଅନ୍ଧାରୁଆ ନମଃଝିଆ ଧ୍ଵଜପୁରରେ, ଲେକଗହଳଠୁଁ ଦୂରରେ ଶୂନ୍ଶାନ୍ ଗୋଟିଏ ପାହାଡ଼-ମଦୃଡ଼ ଉପରେ । ଅନ୍ଧାର ଉଚ୍ଚରେ ଜହ ଆଲୁଅ ଛୁରକ ପଡ଼ରୁ ସ୍ଥାନେ ସ୍ଥାନେ, ଘରେ ଘରେ ରେମଣି ଆଉ ବାଦୁଡ଼, ବାହାରେ ଶସ୍ତବ୍ଧ ଗୃନ୍ଧମ ଗଢ—କାର୍ଡ଼ କୁ ଥିବା କାର୍ଚ ମୁଁ — କିନ୍ତୁ ଆମେ ପରସ୍ତରକୁ ଖୋଜୁଛୁ —ଖୋଜୁଛୁ ।”
ଲେଖିସାର ପଡ଼ି ଦେଖେଁ କ’ଣ ଗୁଡ଼ାଏ ପାଗଳ ପରି ଗାରେଇଛି ! ଏ ପୁଣି ରେଣୁକା ପାଖକୁ ଯାଆନ୍ତା ! କ’ଣ ଭବନ୍ତା ସେ ! ଜାଣିପାର ନ ଥୁଲ ସେତେବେଳେ ସେ ଏଇ ପାଗଳାମି ଉପରେ ମୋ’ର ମନ-ଗହୀରର ଗୋପନ କଥା ଛନ୍ଦ ପର୍ଯ୍ୟାୟରେ ଝରପଡ଼ ଥୁଲ,ଯେପର ହୁଏ, ଅଥଚ ଆମେ ବୁଝି ନ ପାର ହସରେ ଉଡ଼ାଇ ଦେଉଁ । ବୋଉ ପାଖକୁ ଶଠି ବା ରେଣୁକା ପାଖକୁ ଶଠି—ଭା’ର କାହାଣୀ ହସରେ ଉଡ଼ାଇଦେଇ ହୁଏ, ସ୍ଵରିଣୀ ଅବହେଳା କରିହୁଏ ନାହିଁ । ମନ ଭତରେ ଯେଉଁ ଭବର ଗୁଞ୍ଜନ ଲଗେ, ତାହାର ରଣୀରୁ ପ୍ରକଞ୍ଚାଇବାକୁ
ଯେକୌଣସି କାହାଣୀ ଗଢ଼ିଦେବାକୁ ପଡ଼େ, ନିଜେ ନ ପଡ଼ବ ସେଥିପାଇଁ । କାହାଣୀ ଆପେ ଆପେ ସୁଲୁଗଇ ହୋଇଯାଏ, ଯେପଣ ଘରକୁ ଦେଖାଇ ପରକୁ । ଦୁଆର ଦଶଲେକ କାହାଣୀର ମାୟାରେ ଭୁଲଣ୍ଡ, ଭେଣୁ ବରିଣୀ ଧର ପଡେନାହଁ, ଅଥଚ ପ୍ରକାଶ ପାଏ । ଇଠି ଚେପକାଏ । ମନ ଊରରେ ଜଗୁଆଳ ଭାଇ ନାଈ ଆଖି ଦେଖାଇ ମୋ’ର ହାରରେ ଶଠି ଚରେଇ ପକାଏ । ପୁଣି ମୁଁ ଚଠି ଲେଖି—‘‘ କଲ୍ୟାଣୀୟା ରେଣୁକା ,ମୋ’ର ସ୍ନେହ ଆଶୀବାଦ ଘେନରୁ । ମୁଁ ଭଲ ଅଛି—ମାନେ ସୁଖେ ଦୁଃଖେ ଚଳଯାଉଛୁ, ସଂସାରରେ କଏ ନ ଚଳେ ? ଲେଖିବାଭଲ ସେପର କରୁ ବଡ଼ ଘଟି ନାହିଁ । ମୋ’ର ବା ପରବର୍ତ୍ତନ କ’ଣ ଅଛୁ । ଲଣ୍ଡା ପାହାଡ଼ରେ ଅକର୍ମଶିଳା ପରେ ମୁଁ ଅପରବର୍ତ୍ତନ । କନ୍ତୁ ମତେ ଭଲ ଲଗୁନାହିଁ । ବେଶି ବେଶି ମନ ଖଗପ ହେଉଛି, ଭର୍ଭର କାରଣ ବୋଧହୁଏ ଏହାଏଁ ଯେ, ମୁଁ ବେଶି ଭର୍ବେ । ମୁଁ ଗର୍ବେ କେତେ ଦୁରରେ ପଡ଼ରୁ ମୁଁ, ସେପର ଗୋଟାଏ ଭେଲ୍ଘଣାରେ ବନ୍ଧା ହୋଇଛୁ । ମୋ’ର ଧଶ୍ଵବନ୍ଧା ଉଉ ଛଡ଼ା ଆଉ କରୁ କରିବାକୁ ନାହିଁ ।ପୁଣି ଉର୍ବେ, ସମସ୍ତଙ୍କ କଥା ଗୋଟି ଗୋଟି କରି । ମୋ’ କଥା ବୋଧେ କେହି ପ୍ରବେ ନାହିଁ । ହେଇ ଦେଖ, ଗୁଣ୍ଡ ଏଗାରଟା—ହସ୍କୁଲ୍ ଶୂନ୍ଶାନ୍, ମୁଁ ବସି ତୋ’ ସାଙ୍ଗେ କଥା ଗପୁଛୁ ।ବାରମ୍ବାର କହଥୁଲୁ ଯିବାପାଇଁ । ଭୋ’ର ଏତେ ଶ୍ରଦ୍ଧା, ଆଦର,ଗଲେ କ’ଣ ହ’ନ୍ତା ନାହିଁ ? ଗୃହଁଲେ ପଦ୍ଧ ସବୁ ଘଷୁଥାନ୍ତା, କେଡ଼େ ସୁନ୍ଦର ହୁଅନ୍ତା ଜୀବନ, କରୁ ଘଟେ ନାହଁ । ତୁମ ଘର ଆଉ ଏ ହଷ୍ଟେଲ୍, ମଝିରେ କେତେ ଗାଁ- ଚଣ୍ଡା, ନଈ ନାଳ, ପାହାଡ଼ ଜଙ୍ଗଲ ! କେତେ ଦୁର ।”