କହିଲ, ‘ଛ—ମନର ଯଦ୍ଧ ଜୋର୍ ଅଛୁ ଆସି ବସହେବ । ଭଲ ପାଇବା ପାପ ନୁହେଁ । ବାପାଙ୍କୁ କହିବ । ତୁମେ ନିଜେ ମଧ୍ୟ । ସମାଜ ବଦଢ଼ୁଛୁ, ବଦଢ଼ୁଥିବ । ଲେକେ କହିବେ, କହନ୍ତୁ, ଯାହା ଉପରେ ନିର୍ଭର ନାହଁ ତାକୁ ମୁଁ ଡରେନାହଁ । ଆମେ ବସହେବା, କେ ଅଧ୍ୟକେଇବେ ନାହଁ । କହ ଛକ, ରକ ତ ??? କହ ସେ ଆଦୃର କାନ୍ଧଲ, କହଲ, ‘‘କାହିକ ଆପଣ ମୋ ପାଇଁ ଏତେ ଦୁଃଖ ମୁଣ୍ଡେଇବେ ? ଆପଣ କ’ଣ ବାପା ବୋଉଙ୍କୁ ଜାଣନ୍ତି ନାହିଁ ? କ’ଣ ବୋଲି କହିବେ ତାଙ୍କୁ ? କ ଜବାବ୍ ଦେବେ ସେମାନେ ? - ମୁଁ ମଲେ ବ ଆପଣଙ୍କୁ ଭଲ ପାରିବ ନାହିଁ— ,, ତା’ର ହାତ ଧରି ପକେଇଲ । ମୋ’ର ପ୍ରସ୍ତାବକୁ ସେ ଆହ୍ଵାର ଆହ୍ଵାର ମୁଣ୍ଡ ଝାକୁଥାଏ, ଆଉ ନାହିଁ ନାହିଁ କହୁଥାଏ, ଆଉ କାନ୍ଦୁଥାଏ । କେତେ ସମୟ ଏପର୍ ବସିଥାନ୍ତି ମୁଁ ଜାଣେ ନାହିଁ । ନଲନାକ୍ଷ- ବାବୁଙ୍କ ପାଟି ଶୁଭଲ । ଆମେ ସମସ୍ତେ ତାଙ୍କୁ ଦେଖିବାକୁ ଗଲୁ । ଛବି ରହଲ ।
ସେ କୈଣସିମତେ କଥା ଆଉ ସାଇନାହଁ । ଭା’ପରେ—ବହୃତ କୁଣିଆ ଆସିଥାନ୍ତ—ଘର ଘର ଗୋଳମାଳ, ସା’ ଆସ ସବୁବେଳେ । ପ୍ରକାର ପ୍ରକାର ମଣିଷ । ସେମାନେ ଯିବା ଦନ, ନଳନାଏକାରୁ ନଜେ କହଯିବାକୁ ଆସିଲେ । ବଡ଼ତ ଅନୁଷେଧ କଲେ, ବସନ୍ଦରକୁ ଯେପର ମୁଁ ନିଶ୍ଚୟ ଯିବ । ଆଉ ହଁ, ସେ ତ ସ୍କୁଲ ଯାଉଛନ୍ତି, ଅବଶ୍ୟ ବସାରେ କନଦ ବେଶି ନାହଁ; କିନ୍ତୁ ବେଳେ ବେଳେ ମୁଁ ଟିକିଏ ନସା ରଖିଥିଲେ ସେ ବଡ଼ ଉପକୃତ ହୁଅନ୍ତେ । କଣେଇ ମୁଁ ବାହାର ସ୍କୁଲଗଲ । ଗାଡ଼ ସଜା ହୋଇଥାଏ । ଏତେ ଗୋଳମାଳରେ ମତେ ସଙ୍ଗଳ ମିବାକୁ ତାଙ୍କୁ ବେଳ ହେଲା, ସେଥିପାଇଁ ମୁଁ ଖୁବ୍ ଧନ୍ୟବାଦ ଦେଲ ! ଗପ କରୁ କରୁ ସେହପର ଖାଈ ଦେହରେ ତାଙ୍କ ଘରସାକେ ସ୍କୁଲଚଲ । ସମସ୍ତେ ଲୁଗାପଟା ପିନ୍ଧ ପିଣ୍ଡାରେ ଠିଆ ହୋଇଥାନ୍ତି ।
ଛବ ଥରେ ଦ’ଥର ରୁର୍ବଲ । ତା’ର ହାଣୀରୁ ତା’ର ଓଠର ଭଙ୍ଗୀରୁ ମୁଁ ତା’ର ମନର କଥା ଆପେ ବୁଝିପାରଲ । ଏତେ ମଣିଷରେ ସେ ଭା’ର ମନର କଥା କହଦେଇଗଲ ତା’ର ଭଲ ପାଇବାର ନଷ୍ମଳ ତୋଫାନ—‘‘ମୁଁ ତୁମର ଭୁମର—”ଗାଡ଼ ସ୍କୁଲଗଲ । ଛବ ପଛେଇ ପଛେଇ ସ୍ଟଲଲ ପର ଲଗୁଥୁଲ । ଛବ ସ୍କୁଲଗଲ, ଆଈ ଆଉ ତା’ର ସନ୍ତକ ନାହିଁ । ଦୁଇଦିନ ପରେ ବସା ବଦଳେଇ ମୁଁ ବି ସ୍କୁଲଗଲ ସେଠୁ ବଡ଼ଭ ଦୂରକୁ । ମନ ଭୁଇଁ ପଡ଼ଥଲ, ଆଶା ନ ଥୁଲ ଆଉ କେବେ ପୋଡ଼ହେବ ବୋଲ । ଦେହ ଝଡ଼ଗଲ ଦିନୁ ଦିନ । ପଣ କଲ, ଅବବାହର ର ଅନେକ ଦେଶରେ ଅନେକ ଅବବାହତ ରହନ୍ତି ବୋଲ ବକ୍ସରେ ଅଛି । କାମିକା ଲୋକ, ସେ ଜୀବନର ମୁଲ୍ୟ ବୁଝେ—ଭା’ ପକ୍ଷରେ ବିବାହ ପ୍ରୟୋଜନ ନାହିଁ । ଯେଉଁ ବିବାହ ଭଲ ପାଇବାର ଫଳ ନୁହେଁ, ସେ ଢବାହ ନୁହେଁ । ଏହାପର ଅନେକ ଚନ୍ତା ମୋ ମନରେ ଥୁଲ, ଜୀବନକୁ ସଂସାରକୁ ରୁ କରିଦେବା ଭଳିଆ ଚିନ୍ତା, ହା ପଶିଲ ମନରୁ ଯାହା ବାହାରେ । ଭା’ର ଵ ଗୋଟାଏ ରଗିଣୀ ଅଛ, ଭା’ର ରୁପ ଅଛ, ସେ ମନକୁ ଭୁଲଏ ।
କରି ସ୍ତେ ଆନନ୍ଦ । ଦିନ ଗଳ୍ପ । ଚବିଶ ଘଣ୍ଟାରୁ ଘଣ୍ଟାକୁ, ଅଧଘଣ୍ଟାକୁ ଆସିଲ ଛବ ବିଷୟରେ ଚନ୍ତା । କ୍ରମେ ଦକଆ ନ ହୋଇ ସେ ହେଲ ସମ ସମୟରେ, କେତେବେଳେ କେଉଁପର ଅବସ୍ଥାରେ ହଠାତ୍ ମନେପଡ଼େ, ମନରେ ୪ ମାରେ, ଗୁମ୍ ହେବାକୁ ମନ ହୁଏ, ଦିନେ ଦଦନ ରହ ଗୁମ୍ସୁମ୍ ବଳେ କଟିଯାଏ । ପ୍ଲେଖ ପ୍ଲେଖ କଥାରୁ ସେ ମନେପଡ଼େ ଅଜାଣରରେ, ହସୁ ହସୁ ହସ ଅକଯାଏ । ଭବଥୁଲ ଆଉ ହସିବ ନାହଁ ବୋଲ । ପୁଣି ହସିଲ, ପୁଣି ଆହାର ଧରଲ । ଛକ ରହଲ ମନର ଗମ୍ଭୀର ତଳରେ, ବେଳ କାଳକୁ ଉଠି ଖେଞ୍ଚା ମାଈବାକୁ । ଶୂନ୍ଶାନ୍ ଲମ୍ବା ନାଈ ସଡ଼କରେ କେବେ ଗୋଟିକଥା ବାଟୋଇ ଜଣକୁ ଦେଖିଥିଲେ । ଗୋଡ଼ଯାକ ତା’ର ଧୂଳ, ନଳ ଗୋଡ଼ରେ ଶିର ୪ଣକ ଉଠୁଛି, କପାଳରୁ କେଟ୍ କେଶ୍ଵ ଝାଳ ବଗିଡ଼ ପଡ଼ ଛୁ ଆଗୁଡ଼ା ଖାରୁଡା ଦାଢ଼ିର ରୁଢ଼ିକାଟେ । କାନ୍ଧରେ ଖଣ୍ଡେ ସାନ ମୋଧ୍ୟା ବାଡ଼, ବର୍ଷରେ ରୁଜୁଳୀ ଝୁଲୁଛି । ଅଳ୍ପ ବାଙ୍କୁଆ ହୋଇ ବାଟୋଇ ସ୍କୁଲରୁ ସାମ୍ନାକୁ । ପଟ୍ଟରଲ, ‘‘କେତେ ଦୂର ଯିବ ବାଟୋଇ ?
ନ ଅଧ୍ୟକ କହଦେଇ ଗଲେ, ‘‘ବହୃତ ଦୁର, ବଡ଼ଭ ଦୂର ।” କେତେଦନେ ସାରଙ୍ଗି କାନ୍ଧେଇ ଦୃଷ୍ଟିହୀନ ବଡ଼ ବଡ଼ ଆଖିରୁ ଲୁହ ଗଡ଼େଇ ଗଡ଼େଇ ସୁରଦାସଙ୍କ ଭଜନ ବୋଲ ବୋଲ ପଶ୍ମି ମା ଭକାର ଜଣେ ଲେକଗହଳ ଛକବାଟେ ଯାଉଥିବାର ଦେଖିଥିଲେ । ତା’ର କଳା କୋଣ୍ଡି କ ଠାଏ ଠାଏ କଣା ହୋଇଯାଇଥିଲା । ସେ ଘୋଡ଼ୋ ପାରେ ବକଶାଳ କର ଗାଉଥିଲ— ପ୍ରୀତ କର କାହ୍ବ ସୁଖନ ଇଦ୍ୟୋ, ଦିନ ଗଳ୍ପ । ଚର୍ବିଶ ଘଣ୍ଟାରୁ ଘଣ୍ଟାକୁ, ଅଧଘଣ୍ଟାକୁ ଆସିଲ ଛବ ବିଷୟରେ ଚନ୍ତା । କ୍ରମେ ଦନିକିଆ ନ ହୋଇ ସେ ହେଲ୍ ସମୟ ସମୟରେ, କେତେବେଳେ କେଉଁପର ଅବସ୍ଥାରେ ହଠାତ୍ ମନେପଡ଼େ, ମନରେ ଗ୍ଗ୪ ମାରେ, ଗୁମ୍ ହେବାକୁ ମନ ହୁଏ, ଦିନେ ଦ’ଦିନ ରହ ଗୁମ୍ସୁମ୍ ବଳେ କଟିଯାଏ । ବୈ୪ ପ୍ଲେ କଥାରୁ ସେ ମନେପଡ଼େ ଅଜାଣଇରେ, ହସୁ ହସୁ ହସ ଥକଯାଏ । ଭବଥୁଲ ଆଉ ହସିବ ନାହଁ ବୋଲ । ପୁଣି ହସିଲ, ପୁଣି ଆହାର ଧରଲ । ଛବ ରହଲ ମନର ଗମ୍ଭୀର ଜଳରେ, ବେଳ କାଳକୁ ଉଠି ଖେଞ୍ଚା ମାଈବାକୁ ।
ଶୂନ୍ଶାନ୍ ଲମ୍ବା ନାଈ ସଡ଼କରେ କେବେ ଗୋଛିକଥା ବାଟୋଇ ଜଣକୁ ଦେଖିଥିଲି । ଗୋଡ଼ଯାକ ତା’ର ଧୂଳ, ନଳ ଗୋଡ଼ରେ ଶିର ୪ଣକ ଉଠୁଛି, କପାଳରୁ କେଟ୍ କେର ଝାଳ ବଗିଡ଼ ପଡ଼ ବ ଆଗୁଡ଼ା ଖାରୁଡା ଦାଢ଼ିର ରୁଢ଼ିବାରେ । କାନ୍ଧରେ ଖଣ୍ଡେ ସାନ ମୋଟା ବାଡ଼, ପର୍ସରେ ରୁକୁଳୀ ଝୁଲୁଛି । ଅଳ୍ପ ବାଙ୍କୁଆ ହୋଇ ବାହୋଇ ସ୍କୁଲରୁ ସାମ୍ନାକୁ । ପରୁରଲ, ‘‘କେତେ ଦୂର ଯିବ ବାଟୋଇ ??? ନ ଅନ୍ଧକ କହଦେଇ ଗଲେ, ‘‘ବହୁତ ଦୁର, ବହୁତ ଦୂର ।”? କେତେଦନେ ସାଈଜି କାନେଇ ଦୃଷ୍ଟିହୀନ ବଡ଼ ବଡ଼ ଆଖିରୁ ଲୁହ ଗଡ଼େଇ ଗଡ଼େଇ ସୁରଦାସଙ୍କ ଭଜନ ବୋଲି ବୋଲ ପଶ୍ମି ମା ଭକାର ଜଣେ ଲେକଗହଳ ଛକବାର୍ଷେ ଯାଉଥିବାର ଦେଖିଥିଲେ । ତା’ର କଳା କୋଣ୍ଡି କ ଠାଏ ଠାଏ କଣା ହୋଇଯାଇଥିଲ । ସେ ଘାଡ଼ୋ ପାରେ ବକଶାଳ କରି ଗାଉଥିଲ— ପ୍ରୀତ କର କାହ୍ବ ସୁଖନ ଲହ୍ୟା, ପ୍ଟର ମାସ ପରେ ଗଦବ ଘରକୁ ଯାଇଥିଲେ । ମାଧବୀ କହଲ, ଏତେଦିନ ହେଲ କୁଆଡ଼େ ଯାଇଥିଲ ଭାଇ ?” ଦେଖିଲ ସେ ବଦନ ନାହିଁ, କିନ୍ତୁ ମତେ କାର୍ବକ ଭଲ ଲଗେ ନାହଁ ସେଠି ବସି ରହବାକୁ, ସ୍କୁଲ ଆସିଲ । ସହରରେ ବାନ୍ଧରେ ଘାଟରେ କେବେ କେମିତ୍ତ ମଞ୍ଜି କାକୁ ଦେଖେ, କଲେଜର ସହପାଠିମ ମଞ୍ଜଳକା । ସେ ଗାଡ଼ରେ ଚଢ଼ି ସ୍କୁଲଯାଏ । ମୋ’ର ମନରେ ଆଦୌ ଉତ୍ସାହ ହୁଏନାହିଁ । କଞ୍ଚନମାଳାର ବର ମୋ’ର ଚ ଲେକ । ଗାଁ-ପାଖିଆ ବୋଲ ଅନେକ ଥର ଭା’ ଘରକୁ ଯିବାକୁ ନିମନ୍ତ୍ରଣ କରେ । ତା’ର ପିଏ ହୋଇଛି । ତା’ ଘରକୁ ଯିବାକୁ ମୋ’ର ସମୟ ନ ଥାଏ । କେବଳ ଦରକାର ଛଡ଼ା ଅନ୍ୟ ସମୟରେ ଗାଁକୁ ଯିବାକୁ ମନ ହୁଏନାହିଁ ।
ମୁଁ ଖୁବ୍ ବଢ଼ିଯାଇଛୁ, ଗାଁରେ ମିଶିବାକୁ ସାଙ୍ଗସୁଖ ନ ଥାନ୍ତି । ଗାଁ ମାଇପିଙ୍କ ଶାହ ଶାପର—‘‘ବଧୂ, ତୁମେ କେବେ ବାହା ହଉଚ ? ଘଧୁ ଭୂମେ ବାହା ହଉନା କାହଁକ ?”—ଘର ବଡ଼ମାଡ଼େ—ସର୍ବେ ଏମାନଙ୍କର ରୁଣ ଏପର, ବାଜେ କଥା କହ ମଣିଷକୁ ବରକ୍ତ କରନ୍ତି । ଆପଣାର ମଉଜ ସାଙ୍ଗୀମାନେ, କେତେ ଜାଣ୍ଡ ରସରସିଆ କଥା କହି ଯେଉଁ ମାନେ ହସାନ୍ତ, ଯାହାଙ୍କ ପାଖରେ ବସି ପଡ଼ଲେ ବାରଥାଡ଼ର ମଉଜ ସମ୍ବାଦ ଶୁଣିବାକୁ ମିଳେ, ସେମାନଙ୍କୁ ମୁଁ କେଉଁମୁଁ ତାଙ୍କର ନଜ ଉପାୟରେ ସଙ୍ଗ ଳ ନାହଁ । କେତେ ମେସ୍ ଭଙ୍ଗି ଲଣି, କେତେ ମେସ୍ ଅନ୍ଧ୍ର ଯେଉଁଠି ଆଉ ମୋ’ର ଶସ୍ତା ଲେକ ନାହାନ୍ତି । ଆଉ ସେ ପୁରୁଣା କଥା ପ୍ରତି ଆସକ୍ତ ନାହଁ ।