ମୁଁ ମନେ ମନେ ଘର ଖୁସିସାଏଁ, ହର୍ସେ । ରେକା ଭଉଣ ପଠିରେ ମୁହଁ ଲୁଚେଇ ମୁହଁ ଭ୍ର କୃଷି କରି) ମତେ ଦାନ୍ତ ଦେଖାଏ । ଥାଉ ଥାଉ ମଣିଷଙ୍କୁ ତ ଦେଖିଥିଲ ସେଠି, ସେମାନେ ମନେ ନାହାନ୍ତି କାର୍ବକ ? ଗଲେ ସେମାନେ ସପ ପାଦେଇଛନ୍ତି, କହିଛନ୍ତି, ବସ । ମୁଁ ଗୁରୁଟମ୍ଭୀର ହୋଇ ବସିନ୍ଧୁ । କଥା କଵଚ୍ଛ, ସୁଖଦୁଃଖ ପରଚ୍ଛ, ସୁଖ ଦୁଃଖ କହିଛି, ଛୁଆ କାଖେଇଛୁ, ପିଲଙ୍କୁ ଗେଲ୍ କରିଛୁ,ସେମାନେ କହିଛନ୍ତି, ‘‘ରୁ ରୁ, ଜାମା ହଳଦୀ ହୋଇଯିବ ।?? କେବେଠି ବସିନ୍ଧୁ, କେତେଠି ଶୁଣିଛୁ, ‘ଦଥ ଗୋ ବୋହୂ ଦିଅ, ଏଇଆଙ୍କୁ ପୁଣି ଏତେ ନାଜ ??? ମୁହି ଅଗରେ ଓଢ଼ଣା ଓହଳାଇ ଦେଇ କାଚ ଝୁଣ୍ଟ ଝୁଣ୍ଟହାତରେ ପାନରେ ଚୂନ ଲଗାଇ ଦେଇଛନ୍ତି, ହାତକୁ ବଢ଼ାଇଦେଇଛନ୍ତି ।
ପୁଣି ସେହି ତୁଳନାମ୍ କା ସ୍ବତ ଉଚ୍ଚରେ କେତେ ଛବି ଯାଇଛୁ ନଈ, ଆଈ ସହଜରେ ମନେ ପଡ଼ ନାହିଁ । କରୁ ରେଣୁକା କଥା ମୁଁ ଭୁଲ ନାହିଁ, କାରଣ ତା’ କଥା ମୁଁ କେବେ ଭବ ନାହିଁ । ମୁଁ ତା’ ପାଖେ କେବେ କୁଣିଆଁ ହୋଇନାହଁ, ସେ କେବେ ହୋଇନାହଁ ପର ।
ସେଦନ ଖରବେଳେ— |ଗଲ ଘଣ୍ଡରେ ଆମେ ସବୁ ଉଜାଗର ହୋଇ ବସି ଞ୍ଜେଣ୍ଟିନାଇନ୍ଖେ ଳୁ ଖେଡ଼ ବହୃତ ଗତ ହୋଇଯାଇଥିଲ । ତେଣୁ ଖQବେଳେ ମୁଁ ଶୋଇପଡ଼ିଥିଲା । ନଦବାଉଳାରେଆପଣା ଦେହ ଉପରେ କେତେ ଚଟକଣା ମୁଁ ମାଈ ହୋଇଛୁ ଜାଣେ ନାହଁ, କରୁ ଟିକଏ ଟିକଏ ଚେତ୍ ଆସିବାରୁ ମତେ ଲଗିଲ୍ ସେମିତ ଗୋଷିଏ ମାଈ ଦୁଗୁଣେଇ ହୋଇ ମୋ ଦେହ ଉପରେ ବସୁଛି, ଏଠୁ ଉଠି ସେଠି ବସୁଛୁ । ଆପଣା କାନ ଉପରେ ଏକ ବ୍ରହ୍ମପୁଡ଼ା ମାଈ ହୋଇ ମୋ’ର ହୋସ୍ ଆସିଗଲ, ଆଉ ସାଙ୍ଗେ ସାଙ୍ଗେ ଶୁଣିଲ ସତେ ଯେମିତ କଏ ସେପରିକ ଦାବ ରଖୁଥିବା ହସର ଶବ୍ଦ । ଅନାଇଲ, ଦେଖିଲି, ପାଖରେ ଠିଆହୋଇ ରେଣୁକା। ହସି ହସି ଫାଟିପଡେ ଛୁ, ଆଖି ଛଳଛଳେଇ ଆସିଲଣି ହସରେ ।
କରୁ ନାହଁ, ଖାଲ ଖଣ୍ଡେ କାଗଜକୁ ବଳ ଦଳ ଗୋକଥା କ ସେ ହାଇରେ ଧରିଥାଏ । ଢାକୁ ହଁ ସେ ମୋ ଦେହରେ ବାରମ୍ବାରରେଞ୍ଜ ଅଲ ପର ! ଖଡ୍କର ଏକାମୁଠାରେ ଚା’ର ୩’ ହାତକୁ ଧରି ପକାଇଲ । ସେତେବେଳଯାଏ ତା ହସ ସର ନ ଥାଏ । କହଲ, ‘‘ଏଥର ?’’ କହଲ, ‘‘ଔ, ଡଃ ମତେ ଗୁଡ଼ଥ ବଧୂଇ, ତମ ଗୋଡ଼ତଳେ ପଡ଼ ଛ, ଏଁ, କେଡ଼େଘାଏଁ ଧରତ ମୁଁ ।?? ହାତ ଗୁଡ଼ଦେଲ । କହଲ, ‘‘ହେଇ, ଦେଖିଲ, କେମିତ ଦାଗ ବସିଗଲ ।”’ କହିଲ, ‘‘କାଇଁ, କାଇଁ ।” ବାଁ ହାଇ ଟେକ ଧରଲ୍, ଆସ୍ତେ ଧରି ପକାଇ ଫୁଙ୍କି ଦେଲ ଆଉ ଆଉଁସିଲ, କହଲ, ଏଥର ଭଲ ହୋଇଯିବ । ମୁଁ ଉଠି ବସିଥୁଲ । ସେ ମୋ ପାଖକୁ ଘୁଞ୍ଚି ଆସିଥୁଲ । କହଲ,‘‘ ଆଉ ଲଗିବ ନାଇଁ ତୁମ ସାଙ୍ଗରେ, କେଉଁଦନ ପୁଣି ହାଇଫାତ ଭଙ୍ଗି ଦେବ । ଇରେ ବାପରେ ।”’ମୁଁ ଏକଧ୍ୟାନରେ ତା’ର ହାଇ ଆଉଁସୁଥୁଲ ବସି ବସି । ହଠାତ୍ଆ ର ହାତରେ ଗୁଡ଼ାଏ ନାଲି ରଙ୍ଗ ବୋଳିଦେଲ ମୋ ମୁଣ୍ଡରେ; ବାଁ ହାଇ ଚଲ ପର ଝାମ୍ପି ନେଇ ଆଖିପିଛୁଡ଼ାକେ ମୁହଁରେ, ଗାଲରେ, ବେକରେ, ମୁଣ୍ଡରେ, ୩’ ହାତରେ ବୋଳ ଦେଇଗଲ ରଙ୍ଗ ।
ଉଠି ଗୋଡ଼େଇଗଲ । କଳ୍ପଲ, ଆସ ଆସ, ସମସ୍ତେ ରୁର୍ବ ବସିଛନ୍ତ ଭୁମକୁ ତାସ ଖେଳବାକୁ ।”” କେମିତି ଲଗୁଥୁଲ ମତେ ? ଭଲ ଲଗୁଥିଲ, ସଙ୍କୋର ଥିଲେ ମନରେ ବକାର ଆସିଥାନ୍ତା, ଲଜ ମାଡ଼ଥାନ୍ତା କେବେ କେବେ । କଳ୍ପନା ଜାଗି ଉଠୁଥାନ୍ତା । ମୁଁ କବିତା ଲେଖୁଥାନ୍ତି । କିନ୍ତୁ ସଙ୍କୋଚ ନ ଥିଲା । ସେମିତ୍ତ ବହୁଦନଠୁଁ ମୋ’ର ଜଣା- ଶୁଣା, ଯେମିତ ପରିରଠି ଏକୁ ଆରେକର ଗୋଟାଏ ଟାଣ, ଗୋଟାଏ ଦାବ । ଚା’ ସାଙ୍ଗେ ଲଗିବା ମୋ’ର ଗୋଟାଏ ଦାବ, ମୋ ସାଙ୍ଗେ ଲଗିବା
ତା’ର ଗୋଟାଏ ଦାବ । ମୁଁ ଭା’ର ଅଧା ସିଲେଇ ହୋଇଥିବା ରୁମାଲ ବାଜ୍ୟାପ୍ତି କରିବ ଓ ତା’ର ପଶମ ବଣ୍ଡଳ ଅଲଗ୍ନ କର ପକାଇବ; ସେ ମୋ’ର ପାନ ଭକ୍ତରେ ଜାଣି ଜାଣି ବେଶି ଚୂନ ଦେବ, ଫାଉଣ୍ଡେନ୍ ପେନ୍ର ସେହଇକ ନଗାଡ଼ି ପକେଇବ ଓ କାମିଜ ଲୁଚେଇ ଦେବ ।
ବେଶ୍, ଏକ ! ଦିନେ ଦିନେ ମତେ ଚମକେଇ ଦେଇ ସେ ପଟ୍ଟରବ, ‘‘ ବରକୋଳ ଖାଇବ ବରକୋଳ ?’ ଗଣ୍ଡାଏ ହ’ଶା ଆଣି ଅଣ୍ଡିରେ ଅଜାଡ଼ ଦେଇଯିବ । ଆଉ ଦିନେ ଦିନେ କନ୍ଧବ, ‘ଭୂମେ ଗଲେ ମୋ ଡେଇଁ ଗୋଟାଏ ଭଲ ଫାଉଣ୍ଡେନ୍ ପେନ୍ ପଠେଇଦେବ, ମୋ କଲମରୁ ସେହ ବୋହଯାଉଛୁ । ଜାଣି ଥା—? ମୁଁ ଭା’ କଥା କେବେ ସ୍ୱଚନାହଁ ସେଠି ଥିବାରକ । ଜାଣି- ଶୁଣି କେବେ ଭବ ବସିନାହଁ, ସେ କପର, କେମିତ ଅଥବା ମୋ ପ୍ରତ ତା’ର ସ୍ନେହ କେତେଦୂର । ମଝିରେ ବଡ଼ ବାଡ଼ ନ ପଡ଼ିଲେ ସେ ସବୁ ଧାରଣା ଆସେ ନାହିଁ । ଡାକେ ଘଧୁଉଇ, ସଇ, ମତେ ଘର ଭଲ ଲଗେ, ମୋ’ର ଆପଣାର ରୁରେ ଭଉଣୀ ଏଇ ଗୋଟିକ ଜାଣି ମୋ ଢଳେ ।
କିନ୍ତୁ ଭଇ ଆଉ ଭଉଣୀ ଏକାଠି ଖୁବୁଜ୍ ହୁଅନ୍ତ ନାହିଁ କେବେ, କିମ୍ବା କେବେ ଜଣଙ୍କର ବ୍ୟକ୍ତିତ୍ଵର ଗୁଇ ଆରଜଣଙ୍କୁ ପ୍ରକାଶ୍ୟରେ କଚ୍ କଚ୍ କରିଦିଏ ନାହିଁ, ଅଥବା ଜଣଙ୍କର ଅସ୍ତି’କ୍ତ ଆରଜଣଙ୍କୁ ଏତେ ପ୍ରବଳଭାବେ ଗୋଚର ହୁଏ ନାହିଁ । ତା’ ସାଙ୍ଗେ ଲାଗିବାକୁ ଭଲ ଲାଗୁଥିଲା । ତା’ ପାଖେ ବସି ଗପିବାକୁ ଭଲ ଲଗୁଥିଲ । ତା’ ଆଡ଼କୁ ସ୍ପର୍ବ ରଥଲେ ସୁଦ୍ଧା ବେକରେ ରକା ପଶୁ ନ ଥୁଲ । ତା’ର ରୁ ଝିଙ୍କି ବାକୁ ବା ହାର ମୋଡ଼ଦେବାକୁ ଭଲଲଗୁଥୁଲ । ସେଦନ ମୋ ଆଖିରେ କ’ଣ ଗୋଟାଏ ପଡ଼ିଯାଇଥିଲା ସେ ସେ ଭା’ର କାନ୍ଧ ଦସିକୁ ପାଟିରେ ଓଦା କରି ବଳ ମୋ’ର ମୁହଁ ଉପରେ ଝୁଙ୍କି ପଡ଼େ ଯେତେବେଳେ ମୋ ଆଖି ଆବଷ୍କାର କରିବାକୁ ଚେଷ୍ଟା କରୁ- ଥଳ୍ପ, ସେତେବେଳେ ଭଲ ଲଗୁଥିଲ। ସବୁ କଥା ଢା’ର ମତେ ଭଲ
ଲଗୁଥଲ, ଥାଉ ସେତେବେଳେ ମୁଁ ଘରୁଥୁଲ, କେଡ଼େ ସୁନା ଭଉଣୀଏ ମୋ’ର ! ଆଉ ଘରୁଥୁଲ, ଆହା, ସୁଖରେ ଥାଉ ଇଏ, ଭଗବାନ୍ ଭାଂ’ ମଙ୍ଗଳ କରନ୍ତୁ । ମତେ ଯାହା ଲଗୁଥୁଲ, ତାହାକୁ ମୁଁ ଭାବୁଥିଲ ଆମର ସ୍ନେହ । ମିଛ ସରୁ ନ ଥଈ; ସ୍ନେହ ହଁ ତ ସବୁ, କେବଳ ପ୍ରକାରଭେଦ । ସେତେବେଳେ ପ୍ରକାର ପ୍ରକାର ଭିତରେ ବାଡ଼ ମୋ ଆଖିରେ ଲୁହାବାଡ଼ ଦିଶୁଥିଲ, ଅନ୍ୟଥା ଭଲେ ଆପଣା ମନ ଉଚ୍ଚରେ ମୋ’ର ସଂସ୍କୃତ ଠେଙ୍ଗା ଉଞ୍ଚାଇ ଠିଆହୁଏ । କେତେ ବଡ଼ ବଡ଼ ଆଦର୍ଶ ବାଦର ଧାରଣା ତାହା ପଛରେ ଠିଆ ।
ପର ବର୍ତ୍ତମାନ ଭାବୁଛୁ, ଲୁହା ବୋଲ ମୋ’ର ଆପଣାର ମନ ହଁ ତାହାକୁ ଧରି ନେଇଥିଲେ । ସେଇ ସବୁ ପୋଥଗତ ନ୍ୟାୟ ମତର ଧାରଣା ଜୀବନ ସହିତ ସାମଞ୍ଜସ୍ୟ ତାହାର କେଉଁଠି ? ଏପ୍ରକାର ଆଉ ସେ ପ୍ରକାର, ଏହା ଭକ୍ତରେ ମିଶାମିଶି ସ୍କୁଲରୁ, ୦୫ନାଚରେ ମଝିରେ କେତେ ନୂଆ ନୂଆ ବାଡ଼ ପଡ଼ ନୂଆ ନୂଆ ‘ପ୍ରକାର’ ତିଆର ହେଉଛି ।
ଉପରେ ଉପରେ ଆଖି ପ୍ରକାର ପ୍ରକାରକୁ ମୁଁ ଦେଖିଥାଏ, ଏଠି ସୋରଷ କ୍ଷେଢ, ସେଠି ଧୂଆଁ ପସ; କିନ୍ତୁ ତଳର ମାଟିକୁ ଭୁଲିଯାଏ ।ମୋ’ର କୃଷି ସଈଆସିଲ । ଘରୁ ବାପା ଶଠି ଲେଖିଲେ ସେ ଛୁଟି ଗୋଧ୍ୟାକ ଆଡ଼ା ଦେଇ ଦେଇ କଟେଇ ଦେବ ନା ଘରକୁ ଯାଇ ଦଣ୍ଡେ ଓଳିଏ ରତ୍ସବ ? ବାଧ୍ୟ ହୋଇ ବାଧୋଇ ଗଣ୍ଠି ର ବାନ୍ଧ ବସିଲ । ହି, ମାଣ୍ଢେଇ ମାଣ୍ଢେଇ ଦିନ ର ବାଜଗଲ । ବଦାବଦ୍ଧ ଦଣ୍ଡବତ ସାର ବାହାର ପଡ଼ବାକୁ ଉଠିଲ । ଘଣ୍ଟାଏ ହେଲ ଖ୪ ଉପରେ ଗୃଦରଟାଏ ରେଣୁକାର ଦେଖା ନାହିଁ । ଯାଇ ଦେଖେ ତ ଘୋଈହୋଇ ସେ ଶୋଇଛୁ । ଶୁଣିଲା ନାହିଁ ? ସଉକ ବିରକ୍ତ ହୋଇ ଡାକ ଡାକ ଭୁଲିଗଲେ । ଥର ଥର ତା ପାଖରେ ଯାଇ ପହଞ୍ଚ୍ ଆସ୍ତେ ଆସ୍ତେ ହଲେଇଲ, ନାଁ ଧରି ଡାକଲ । ହଲହଲ କରିବାରୁ ମୁହଁ ବାହାର ନ କରି ସେହିପର ଶୋଇରଵ ସେ କହଲ, ‘ଉଁ କଡ଼ର ମୁଣ୍ଡ ବଥୋଉର ବୋଲ ।””
ଗୃଦର ଉତରେ ହାତ ଗଳାଇ କପାଳ ଉପରେ ରଖିଲ, କହଲ,‘‘କାର୍ଡ, ରାଣ୍ଡଫାଣ୍ଡ ତ କରୁ ନାହଁ, ଖାଲ— ।” ମୁହଁ ଖୋଲିଦେଲ । ସାଙ୍ଗେ ସାଙ୍ଗେ ପୁଣି ଟାଣିଦେଲ ଆଖି ନ ଖୋଲ । ମୁହଁ ନାଲ ଦିଶୁଥାଏ, ନାକ ଫଣ ଫଣ ଷ୍ଟଶୁଥାଏ । ବାଳ ଅଲଗୁ ହୋଇ ପଡ଼ିଥାଏ । ମେଞ୍ଚାଏ ଅଡ଼ଆ ହୋଇ ଲାଗିଥ।ଏ କାନ ମାଙ୍କେଡ଼ରେ । “ରେଶ୍ବ—” ‘‘କଳ୍ପଲ ମୁଣ୍ଡ ବଥୋଉତ ବୋଲ, କାର୍ଟୁନ ପୁଣି ଲଗୁଚ ଭଲ । ଭୁମେ ଗଲ—” ପରକ୍ଷା ରେଣୁକା କାନ୍ଦୁଥିଲ । ମନ ଫିକା ପଡ଼ଯାଇଥାଏ ବାପାକ । କ’ଣ ସେପରି ଗୁଡ଼ଦେଇ ଅଇଲ ତାଙ୍କ ପରେ, ସର୍ବ ପାଇଁ ଗୁଣ୍ଡ ରହ ରā କରତ ହେଉଛୁ । ଉଦାସ ଲଗିଲା । ବନ୍ଧ ଗୁପ୍ତା ଷ୍ଟେସନ ପର୍ଯ୍ୟନ୍ତ କେତେ ଦୂର ! ସବୁ ଚୁପ ସ୍ଵପ୍, ଭୁମତାନ । ଡାହାଣ ପାଖେ ନଈବାଲ ଖାଲ ଗାଁ ଗାଁ ଗୋଡ଼ାଇଥାଏ, ସେପାଖେ ନଈ, କେଡ଼େ ମଉଜ । ଗୋରୁପଲ କର୍ଣ୍ଣି ଆ ଉପରେ ଧୂଳ ଉଡ଼ାଇ ଗାଁକୁ ଗଡ଼ଲେ,ନୂଆବୋହୂଏ ପାଣିକ ଗଡ଼ଲେ, ସଞ୍ଜ ହେଲେ । ଚଢ଼େଇ ଫେରଲେ । ସ୍ଫୁରିଆଡ଼େ କେବଳ ଘରବାହୁଡ଼ା ଜଣା । ମୋ’ର ସତେକ ଘର କେଉଁଠି ନାହଁ, ଉପରେ ସଞ୍ଜ ଥା ଆକାଶ ତଳେ ମୁଁ । କେତେ ଚାଁଗଣ୍ଡା, ବାଘର ! କିନ୍ତୁ କେଉଁଠି ବୋଲ ମୋର କରୁ ନାହଁ । କେହି କିଛି ନୁହେଁ ମୋର । ‘‘ଆହା—ସୁନା ଭଉଣୀ—— ରେଣୁ !୬୨ ପୃଣି ପାଠ ପଢ଼ା, ପରୀକ୍ଷା ଉତ୍ତରୁ ପୁଣି କଲେଜ ଖୋଲଲ,।
ସକାଳ ହୁଏ, ଘଣ୍ଟା ବାଜେ, ସବୁ ଶୁନ୍ଶାନ୍ ପଡ଼ିଆସେ, ମୁଁ ପାଠପଡ଼େ । ଘଣ୍ଟା ବାଜେ, ମୁଁ ଖାଇବାକୁ ଯାଏ । ଘଣ୍ଟା ବାଜେ, କ୍ଳାସଚେ 2 ସାଇ ବସେ । ଦିନସାଘ ଖାଲ ଘଣ୍ଟା ହିଁ ବାଜୁଛୁ, ଆଉ ବନ୍ଧ । ପରୀକ୍ଷା ପରୀକ୍ଷା ହୋଇ ଦିନଗୁଡ଼ାକ ସିଆସେ । କୃଷ୍ଣ ଦିନଗୁଡ଼ାକ ମଧ୍ଯ କଟିଯାଏ, ବଡ଼ ଆଉ ବନ୍ଧ, ବନ୍ଧ ଆଉ ବହ କର । କେତେ ନୂଆ ନୂଆ କଥା ମୋର ମନକୁ ଆଚ୍ଛମ୍ଭ କରି ରଖେ— କ୍ଳାସ, ବନ୍ଧ, ହଷ୍ଟେଲ୍ କଥା, କଲେଜ କଥା, ଦେଶ ମିଶ୍ରଣ କଥା, ଦେଶ ବିଦେଶ କଥା ଏବଂ ମୋ ନିଜ କଥା ।
ମୋ ନିଜ ଭବିଷ୍ୟତ୍ । ବାପା ବେଶି ବେଶି କରଜ କରି ପକାଉଛନ୍ତି । ବୋଉକୁ ଜର ଗୁଡୁନାହଁ, ମତେ ଝୁରୁଛୁ ଖାଲ ବଛଣାରେ ପଡ଼ ପଡ଼ । କୃଷିଦନ ହେଲେ ଧାଇଁଯାଏ । ମୁଁ ଖାଲ ସ୍ଵପ୍ନ ଦେଖେ ନାହଁ, ସ୍ଵର୍ବେ, ଊଦ୍ଧ ଭବ ଥଳକୂଳ ପାଏନାହଁ । ଏତେ «ବନା ଭରରେ କେଉଁଠି ଥାଏ ସେ ? ଥରେ ଅଧେ ସଞ୍ଜପହରେ କୃଷିଆ ଅଲବେଳ ମୁଁ ତାକୁ ଦେଖି —ମୋ’ର କଳ୍ପନାଭତରେ —କେବେ କେବେ ମନେ ପଡ଼ ନାହିଁ, ନୂଆ ଲେକେ ମୋ’ର ଆଖି ଝଲସାଇ ଚନ୍ତାକୁ ବାନ୍ଧି ନେଇଛନ୍ତି ।
ଯେତେଥର ମୁଁ ତାକୁ ପ୍ରବନ୍ଧୁ; ଭବନ୍ଧୁ ସୁନା ଭଉଣୀ ସେଥର କଥା ମନରେ ଗୁନ୍ଥି ମନକୁ ଖୁସି କରିଛି । ପୁଣି ସ୍ବପ୍ନ ଉତରେ ଚନ୍ତାଆସି ପଶିଛୁ, କଳ୍ପନାର ପରସର ଗଢି଼ ହୋଇଛୁ ଆପେ ଆପେ । ନୂଆ ଛବ—ମଞ୍ଜଳକାର ଆଖିସୋଡ଼କ । କ୍ଳାସରେ ପାଠ ସେତେବେଳେ ମରୁଭୂମିର ଚଢଲ ପବନ ପର ଶୁଖିଲା ଧୂଆଁ ସିଆ ଝୋଲମରୁ ହୋଇଆସେ, ସେତେବେଳେ ଶାନ୍ତି ଦିଏ ସେହି ମନ୍ତ୍ରଚକା, ମଞ୍ଜଳକାର ଭଅଁ ର ଚଢ଼ା—କୁନ୍ଦ ଫୁଲ ପରି ଆଖିଯୋଡ଼କ, ସଜଦୁହାଁ ଦୁଧ ପଈ ସୁନ୍ଦର ।
ମଞ୍ଜଳକା ଘର ସୁନ୍ଦର । ସେ ଆମ କ୍ଳାସରେ ପଡ଼େ । ସୂର୍ଯ୍ୟମୁଖୀ ଫୁଲ ପରି କ୍ଳାସ ଗୋଷାକ ତାହାର ଆଡ଼କୁ ମୋହଁ- ବହୁଁ । କେବେ କେବେ ପିଲାଏ ନିଜ ଉଚ୍ଚରେ ଖୁରୁଜୁ ହୁଅନ୍ତି, ଖାଲ ନଜେ ପଦାକୁ ଫୁଟିବା ଆଶାରେ । ପ୍ରଫେସରଙ୍କୁ ଏଣୁତେଣୁ ପ୍ରଶ୍ନ ପଟ୍ଟରକ୍ତ । ହସ ଉଠାନ୍ତି । କେହି ପ୍ରଫେସର ପିଠି ଆଡେଇଲେ ମେଣ୍ଟା ପର ବୋବେଇ ଉଠନ୍ତି । କେହି ବା ରୁମାଲଟା ଗୁଣ୍ଡ ପକେଶରୁ ଝୁଲଇ ପକାନ୍ତ । କେନ୍ଧ ବା ପାଣ୍ଠି ଟା ଦେଖାନ୍ତି; ସବୁ ତାହାର ଉଦ୍ଦେଶ୍ୟରେ, ସେ ସେପର ଚଉଁ ବ । କିନ୍ତୁ ସେ ମୁଣ୍ଡ ବୁଲଏ ନାହିଁ, ଡୋଳା ବୁଲଏ । କଥା କହେ ନାହଁ, ଓଠ ପି ରୂପି ହସେ । ବେଶି ହସ ମାଡ଼ଲେ ମୁହଁରେ ଲୁଗାମାଡ଼େ । ଲକ ମାଡ଼ଲେ ମୁହଁ ଚାଲ କରି ବହି ଉପରେ ଓହଳାଇ ପକା ଏ ।
ଘରେ ନଜ୍ଜତ ମୁହୂରେ ତାହା କଥା ଉଲେ ଖୁସି ଲାଗେ । ଯେଉଁ ସାହଜ୍ୟ ଆମେ ପଢୁଥିଲୁ ଇଂଘ, ଓଡ଼ିଆ ଆଉ ସଂସ୍କୃତ, ସବୁ ଆମର ସ୍ଵପ୍ନ ପାଇଁ ଉଷା ଯୋଗାଉଥିଲା । ଓଦା ଫୁଲ ଧରି ଠାକୁରଙ୍କୁ ଦେଲେ ହାତରେ ମଧ୍ୟ ଓଦା ଲଗେ, ବାସ୍ନା ଲଗେ । କିନ୍ତୁ ସବୁ ଗୋଲମାଲ ହୋଇ ମିଶିଯାଏ । କେତେ ସୃ ଢ । ସାନ ବଡ଼ କେତେ ଲହଡ ପିହୋଇ ସୁଲୁସୁଲଥା ଦକ୍ଷିଣା ପବନରେ ନଈ ପର ମନ ଉଚ୍ଚର ଚବର ଚବର କରିଉଠେ । ମୁଁ ବେଳେ ବେଳେ ବମ୍ବେର ହୋଇ ସେହି ଚବର ଚବର ଶୁଣେ, କେଉଁ ଲହଡ଼ରୁ ଛଟିକାଏ ବା କେତେବେଳେ ଦେଖେଁ, ସେ ମୋ’ର ଥଣ୍ଡ କରେ । ସବୁ ଦେଖିପାରେ ନାହିଁ । କ’ଣ କେତେବେଳେ ମନେପଡ଼େ ସ୍ଵପ୍ନରେ । ପୁଣି କଳ୍ପନା ଆଉ ଚନ୍ତା ଏକାଠି ଗୋଟେଇଗୋଷେଇ ହୋଇ- ଯାଏ ।
ଦୁଇଶ ବର୍ଷ କଟିଗଲ । ଖଗୁଛୁଟିରେ ଘରେ ଅନ୍ଧକ ରହଗଲ । ତାହାପରେ ପୁଣି ପଢ଼ା । ରେଣୁକା ତା’ର ସିଲେଇ ଓ ତା’ର କାମଦାମ ଘେନ ଘରେ ମୁଁ ରଲ । ଏ ଦୁଇ ବର୍ଷ ଭିତରେ କେବଳ ଦୁଇଖଣ୍ଡ ଶଠି ତା’ଠାରୁ ପାଇଛୁ ଓ ଦୁଇଖଣ୍ଡ ଶଠି ତାହା ପାଖକୁ ଲେଖିଛୁ । ଥରେ ଲେଖିଥିଲ— ‘‘ତୁମେ—ଲେଖିଥୁଲ ଆସିବ ବୋଲି ସେ ବୋଉ ଗୋଡ଼ ତଳେ ପଡ଼ ନ ଥଲ । ଆସିଲ ତ ନାହିଁ, ଅନେଇଁ ଅନେଇଁ ଆଖିରୁ ପାଣି ମଲ । ବରକୋଳ ଦିନ ଗଳ୍ପ । ଆଉ କ’ଣ ଆମ୍ବକସି ଦନେ ଆସିବ ??? ଥାଉ ଥରେ ଲେଖିଥିଲ—‘‘ଓହୋ, ଘୃଣ ମାସ ପରେ ଖଣ୍ଡେ ଇଠି ! ମନେ ପଇଲ କି ?
କାର୍ଲକ ଆମ୍ଭକୁ ପରବ ? ତୁମେ କାହିଁ କଲେଜପଡ଼ିଆ ବାରୁ, କାହିଁ ଆମେ ମଫସଲ ! ଲେଖିଥୁଲ ମନ ଭଲ ନାହିଁ, ଏ କେମିତ ଆଚମ୍ଭ ର କଥା ! ଥୁର, ସରକମ୍ ଆଉ ନୂଆ ଲେକଙ୍କୁ ଦେଖି ମନ ଖରିପ ହେଉଛୁ ପQ ! ଆମ ଏଠି ସମସ୍ତଙ୍କୁ ଜର । ମୋ କାନ ପାଶଛୁ । କ’ଣ ଓଷଦ ଜାଣିଥିଲେଲେଖିବ ??
ତା’ର ଶଠି ପଡ଼ିଲେ ପୁଣି ମୋ’ର ସବୁ ମନେପଡ଼େ । ମନ ହୁଏ ପୁଣି ଲଯାଏଁ ୫କଏ । ଯାଇ ପାରେନାହିଁ, ଗୋଡ଼ ଛନ୍ଦ ହୋଇଯାଏ ଘ୫ ନାଚରେ । କାମ ଶେଷରେ ପୁଣି ତା’ର ଶଠି ପଡ଼େ । କ’ଣ ଗୁଡ଼ାଏ ଲେଖିଛୁ ପାଗଳୀ ଭଉଣୀ୫ । ସମ ଭଉଣୀ ଫଉଣୀ ଧାରଣା ମନରୁ ଉଡ଼ିଯାଏ । ଦେଖେଁ, ଆଖି ଆଗରେ ଢାକୁ ରଖି ମୁଁ ମନେ ମନେ ସୁଖ ପାଉଛୁ । ଦେହ ଶିରଶିରେଇ ଆସୁଛୁ । ପୁଣି କେଉଁ ଅଜଣା ଅଶସ୍ତ୍ର ପ୍ରହସ୍ର ମନ ଭକ୍ତରେ ସଙ୍ଗିନ୍ ଉଠାଇ ଠିଆହୂଏ, ଆଉ ପୁଣି ଭର୍ବେ, ‘‘ସୁନା ଭଉଣୀ !”’ ସର୍ଭେକ ମନକୁ ମନ ମୁଁ କହଉଠିଛୁ, ‘‘ଆରେ !— ଘଉଜ ଚଠି ଲେଖଣ୍ଡ ବିଦେଶରୁ — “ଏଠି ଗପବଳ୍ପ ଜମା ଆସିବ, ଲେଖିଲେ ଷ୍ଟେସନକୁ ନେବ । ଇତ ।ମିକ୍ସ ନାହଁ । ବେଳ କଟୁ ନାହିଁ । କେବେ ଗାଡ଼ ଯିବ । ମୋ’ର ପ୍ରାଣଭର ଆଶିଷ ତୁମର ଭଉଜ –"" ପୁଣି କେବେ କେବେ—‘‘ ମନ ଭଲ ନାହଁ । ମୁଣ୍ଡ ବଥୋଉଚ । ଭୁମେ ବୋଧହୁଏ ଉଚ କାମକାର୍ଯ୍ୟରେ ବ୍ୟସ୍ତ ଅଛି । ସାଉଛୁ ଗ୍ରେଷେଇବାସ କରିବ । କେତେ ଧନ୍ଦା । ଅକ୍ଷରଗୁଡ଼ାକ ଖରୁପ ହୋଇଗଲ୍ ତରବରରେ । କ’ଣ କରିବ !। ଇତ ।ଭୁମର ଅଗ୍ରଗିମ ଭୁଉଜ—୬
ମୋ’ର ଜଣିକଥା କୋଠରିରେ—ସେତେବେଳେକୁ ମୁଁ ଜଣିକଥା କୋଠର ପାଇଲଣି—ଶୋଇ ଶୋଇ ମୁଁ ଅନୁଭୁତରେ ଡୁବ ଦିଏ ଆଉ ଉଠେଁ ନାହଁ । ସଉଜବୋଉଙ୍କ ମୁଣ୍ଡ ଚପିଦ, ଢାଙ୍କ କୋଡ଼ରେ ମୁଣ୍ଡ ରଖି ଶୋଇପଡ଼େ । ରେଣୁ ସାଙ୍ଗେ ଗୋଡ଼ଥାରେଡ଼ ଖେର୍କେ, ସେ ଧାଏଁ ମୁଁ ଗୋଡ଼ା ଏଁ । ବେଳେ ବେଳେ ଦିଶେ ମଞ୍ଜଳକାର ଆଖିଯୋଡ଼କ, ସେ ସେପର ମୁହଁ ନୁଆଁ ଇ ଡୋଳା ବୁଲଉଛୁ, ଏପାଖ ସେପାଖ । ମଞ୍ଜ କକା ସମ୍ବନ୍ଧ ସେତେ ଚମକାଇ ଦିଏନାହଁ, ସେ ଯେପର ବାଲସାଘ ସେପାଖର ନଈ, ବାଲ ବ ଅଛି, ନଈ କି ଅଛୁ, ସବୁଦନେ । ସQ ଦିନେ ଦିନେ କ୍ଲାସକୁ ସେ ନ ଆସେ, ପଢ଼ା ମରସ ହୋଇ- ଯାଏ । ପାଣି ପିଇ ଯିବାକୁ ମନ ହୁଏ । ସେ ନ ଆସିଲେ ଅନ୍ୟ ପିଲଏ ଧକ୍କାଧକ ଠେଲଠେଲ ହୋଇ ଭା’ ସିଟ୍ରେ ବସନ୍ତ, କହଁରୁ ସୁଖ ପାଆନ୍ତି, କ’ଣ ଚେତନ ଯେପର ଲଗିରବନ୍ଧୁ ସେ ଅଚେତନ କାଠରେ । ମୁଁ ବ୍ୟଗ୍ର ହୁଏନାହିଁ, କିନ୍ତୁ ଖଗପ ଲଗେ । ଗମ୍ଭୀର ଲଗେ ।
ଋତ ଦେଖା, କିନ୍ତୁ ପରିଚୟ ପାଇଁ କାହାର ଗରଜ ପଡ଼େ ନାହଁ । ଥରେ ଯାଇଥୁଲ ଗୃନ୍ଦା ମାଗି । ପରେ ଦ’ପଦ କଥାଇବା କ’ଣ ହୋଇଥିଲା । ଫେରିଆସି ନ ପହଞ୍ଚି ଶୂ ବନ୍ଧ ମାନେ ମତେ ଆମଣ କଲେ, ଯେପରି ଘର ଗୋଟାଏ ବଡ଼ ମହାଜନ ହୋଇଛୁ ମୁଁ”, ଆଉ ସେମାନେ ଡକେଇତ । ନଭ୍ରରେ ଅନୁତାପ କଲ, କାର୍ବକ ମୁଁ ଗଲ । ଖୁବ୍ ବେଶି ନବେଳା ଲଗିଲେ କେବେ କେମିତ୍ତ ମଞ୍ଜ କଥା ସର୍ବେ, କିନ୍ତୁ ଦେଖିଛୁ, ଯଦ୍ଧ କେଉଁଠି ବନ୍ଧୁ ମାନେ ତା’ ନାଁରେ ସାତ ପାଞ୍ଚ କହ ଉପହାସ କରିଛନ୍ତ, ଶୁଣିବାକୁ ମତେ ଭଲ ଲଗିଛୁ, ମନ ଭତରେ କୌତୂହଳ ହୋଇଛୁ—ଥାଉ କରୁ ପଡ଼ନ୍ତା କି, ଆଉ କରୁ ! ଏଇ ମଞ୍ଜଳକା କଥା ଏତେ ଲେକ ଦିନେ ସରୁଥିଲେ । ହରଶ କଵିତା ଲେଖୁଥିଲ, ସନ୍ତା କୋଈମାନା ଦେଇଥିଲ, ତା’ର ଗାଡ଼ ପରେ ପଛେ ଉଡ଼ ଥିବା ଧୂଳରେ ଥର ଥର ସାଇକଲ ଚଲଉ ଚଲଉ ଉଦ୍ଧ ମଧ୍ୟରଗାଡ଼ରେ ଧକ୍କା ଲଗେଇ ଗୋଟିଏ ବର୍ଷ ଲେକସାଣ କରିଥିଲା । ଆଜି ସେମାନେ ମ କାହାନ୍ତି ? କାହିଁ ବା ମଞ୍ଜଳକା ? ହରଶ୍ର କବଢାକୁ ତା’ର ନାଚ ଡଙ୍ଗା କରି ଭସାଇ ଦେବଣି । ସତ୍ୟର ନଖ ଓ ଦାନ୍ତ ମୁଣ୍ଡା ହୋଇଯିବଣି । ସେମାନେ ଦୁଃଖ ପାଇଥିଲେ । ମୁଁ ସ୍ମୃତ ହିଁ ପାଇଥିଲା, ଯେଉଁ ସୁତ ଆପଣା ସୁଖେ କେବେ ରେକ ହୁଏ, କେବେ କମିଯାଏ, କରୁ ଚଉନ ଥାଏ, ଦେହ। ଶୀତଳ ହେବା ପର୍ଯ୍ୟନ୍ତ ! ଆଇ.ଏ. ସରଲ୍ । ଦିନାକେତେ ହୃଦୁମ୍ରେ କଟିଲ । ଠିକ୍ଏ କବେଳକୁ ବାପା ପେନ୍ସନ୍ ନେଇ ଘରକୁ ଆସିଲେ । ଆମର ଅବସ୍ଥା ଖରୁପ ହୋଇଯାଇଥାଏ । କରଜ ଶୁଣି ନାହିଁ । ମତେ କହିଲେ, ‘‘ମୁଣ୍ଡ ଥାଈ ପଡ଼, ନୋହଲେ କେଉଁଠି ଖଣ୍ଡେ ବ୍ଳକରବାକର ଦେଖ୍ । ମୁଁ ଆଉ ପାରିବ ନାହିଁ ।” ବୋଉ କହିଲ, ‘‘ମୋ ଦେହ ବି ଭଲ ରବ୍ଧ ନାହିଁ । ବୋହୂ ଏଆସୁ ଘରକୁ ନଦା କରିବ ।??
ବଡ଼ ବଡ଼ ଆଶା ସରୁ ଚୂନା ହୋଇଯିବାକୁ ପରେ—? ବସ୍ତ୍ର ବା ବନ୍ଦ ହୋଇପାରେ, କିନ୍ତୁ ପଢ଼ା ଚଳାଇବ କେମିତ ? ବାପା ବୋଉଙ୍କୁ ଅନାଇ ମନ ଉଚ୍ଚର ମନ୍ମର ହୋଇ ଆସୁଥୁଲ ସତ, କିନ୍ତୁ ପଦାକୁ ମୁଁ ଏକଦମ୍ ସ୍ତଖତ୍ ନା, ପଢ଼ା ବନ୍ଦ କାହିଁ କେତେ ବସିଲ । ଉଲ, ୟାହୋଇ ନ ପାରେ ।