‘ନବେଳ’, କବଢା’ ଅର୍ଥାତ୍ ମଣିଷ କ’ଣ ହେଁ ତା’ ନଜେ ବୁଝିପାରେ ନାହଁ, କିନ୍ତୁ ଯାହା ପାଏ ତାକୁ ପାସଙ୍ଗରେ ପକାଏ ନାହଁ । ଆକ ଘରୁଛୁ, ଶେଷରେ କବର। ହଁ ମିଳେ ନାହଁ, ବାଧ୍ୟ ହୋଇ ମଣିଷ ହଜ ମନକୁ ପ୍ରବର୍ତ୍ତାଏ ଯେ ଏଇ ମୋ’ର କବଢା—ଶ୍ରେଷ୍ଠ କବଢା—ଜୀବନର ଈପ୍ସିତ ଅଗ୍ରୀଷ୍ମ ଆଦର୍ଶ— ଏଇ ଏଣ୍ଡକ ଯାହା ମିଳଲ ସେଇଆ । ସିଦ୍ଧ ମୁଁ ତାକୁ ଦେଖି ନ ଥାନ୍ତି ତେବେ କ’ଣ ହୋଇଥାନ୍ତା ଜାଣେ ନାହଁ । କିନ୍ତୁ ଦେଖିପକାଇଲ ଯେ ! ସେ ସୁନ୍ଦର, କିନ୍ତୁ ମୋର ଦେଖିବା ହଁ ଆଣିଦେଲ ବସ୍ତୁ ଓ ସୀମା କରୁଦ୍ଧରେ ମୋର କଦ୍ରୋହ । ମୁଁ ନାହିଁ କଲନା, କିନ୍ତୁ ବାରମ୍ବାର କହଲ ସେ ସବୁ ବଡ଼ ହଠାତ୍ ହଠାତ୍ ଲଗୁଛୁ ଓ ମୁଁ ଏତେ ଚଞ୍ଚଳ ବସ୍ତ୍ର ହେବାକୁ ଅନଚ୍ଛ କ । ମନର ତଳେ ତଳେ ବିଦ୍ରୋହ କୁଞ୍ଜଳଉଠେ— ସାଇ ସାରରେ ସାର ଏତେ ବଡ଼ ଯେଉଁ ପ୍ରେୟସୀ—ଆଦର୍ଶ ଏଇ କ’ଣ ସେ ? ଏଇ କଞ୍ଚନମାଳା ! ଏଇ ପ୍ରଥମ ସମ୍ବନ୍ଧ ଆସୁଁ ଆସୁଁ କ’ଣ ଭା’ର ସନ୍ଧାନ ମିଳଗଲ ? ଏତେ ଶୀଘ୍ର ? ଭବଷ୍ୟତକୁ ଗୃହେଁ, ମୋ’ର ଭବଷ୍ୟତ୍, ଯାହାକୁ ମୁଁ ଦେଖିଛୁ ଅନ୍ଧାର ଗୁମ୍ଫା ଭତରେ ଥାଇ ବାହାରର ପ୍ରସଙ୍ଗ ପୃଥୁକୁ ଦେଖିଲ ପରି, କଞ୍ଚନମାଳା । କେବଳ ପାଖର ଝରଣା । ସେଠି ଦୃଷ୍ଟି ଭଗ ଦିଏ, କନ୍ତୁ ଅଧିକ ରହେ ନାହିଁ ।
କାହିଁକ ଏହିପରି ନଜର ମନଗଢ଼ା ସ୍ଵପ୍ନକୁ ବଜର ହଁ ଇନ୍ଦ୍ରୟୁ ଅନୁଭୂତ ବର୍ଜ୍ୟଭାବେ ଉଦ୍ଦିଷ୍ଟ ? ବେଳେ ବେଳେ କଞ୍ଚନମାଳାକୁ ମନେ ମନେ ଭଲପାଇ ସ୍ଵର୍ବେ, ସେ ସୁନ୍ଦର, ସେ କଅଁଳ । ଵିଘସର କଥା ପଡ଼ିଲେ ତାକୁ ପଛରେ ପକାଇ ମୁଁ ଆଗକୁ ମାଡ଼େ ନା ନା—‘କେବଳ’ ଏଣ୍ଡକ ନୁହେଁ, ମନର ଶୋଷ ମେଣ୍ଟିବ ନାହିଁ ଏତକରେ । ଆଦର୍ଶ କୁ ସଂସ୍ପର୍ଷ କରଇଦେଲେ ପ୍ରାଣକୁ ବାଧେ ।
ଦେଖିଲେ ଜାଣିଲେ, ଅନ୍ୟକୁ ବର୍ଣ୍ଣନା କଗହୁଏ ‘କେବଳ’ ‘କେବଳ’ରେ, ଏ କେବଳ ଏତକ, ୟୁଠୁ ବେଶି ନୁହେଁ, ତେଣୁ ଦେଖା ପରଖାଠାରୁ ଅଦେଖାର ମୋହ ବେଶି । ହୃଏଇ ରହି ପାରିଲେ ‘କେବଳ’ ‘କେବଳ’ ଧାରଣା ଲେପପାଏ, କରୁ ନକାର ସମ୍ମତ ଆକାରର ସାଲସ୍ ସହଜରେ ଆସେ ନା—- ଆସେ ନାହଁ ଏତେ ହଠାତ୍ । ବଶେଷରେ ଜରୁଣର ଶୋଷ ମନରେ । ରେଣୁ ପାଖକୁ ଶଠି ଲେଖିବାକୁ ବେଜ ପାଇଲ— ‘‘କଲ୍ୟାଣୀୟା ରେ—ବଡ଼ଦନ ଶଠି ଲେଖିନାହିଁ, ସତେ କ ମଝିରେ ଯୁଗଞ୍ଜାଏ ବଗଲଣି ।’’
ସଉଜଙ୍କ ପାଖରୁ ଖଣ୍ଡେ ଶଠି ପାଇଲ— ‘‘ଘଧୁ, ଗଗିଛ କ ? ଶଠି କାହିଁକ ମୋଟେ ଅଉ ଦଉନା ? ଅQଗିମ ଘଉଜକୁ ଏତେ ଚଞ୍ଚଳ ପାସୋରି ପକାଇଲ ? ଦୁଇଥାଏ। ଏହିପରି । ମୁଁ ବଡ଼ ଆଶା କରିଥିଲ, ବଧୂଙ୍କ ପରୀକ୍ଷା ସରଲ, ଏଥର ଆସିବେ । ଖQବେଳେ ଏକୁଟିଆ ପଡ଼ ପଡ଼ ଏଣୁତେଣୁ ଗୁଡ଼ାଏ ଖାଲ ଭବେ, ଭୁମର ଗରଜ ପଡ଼ରୁ ଆସିବ ! ମୁଁ ଭୂମମାନଙ୍କ କଥା ସର୍ବେକ ନାହଁ ସେକଥା ସେ ଦିନଗୁଡ କରୁଛୁ ସେ ଜାଣେ, ବନ ପୋଡ଼ଲେ ସମସ୍ତେ ଜାଣନ୍ତ, ମନ ପୋଡ଼ଲେ କଏ ଜାଣିବ ? ଆଉ ଭୂମକୁ ଆସିବାକୁ ଲେଖିବ ନାହିଁ ।? ତାଙ୍କର ଶଠି ମୋ ବାଧ୍ୟ କଡ଼ାଇ ନେଲ, ଆଉ ଉଦବାକୁ ଦରକାର ନାହଁ, ଯିବା ।
ଫଳ ବାହାଈବା ମୋ ଦୁଇ ସପ୍ତାହ ରହଲ, ମନ ଉଚ୍ଚାଶ ଲଗୁଛି । ଗାଁ ଆଉ ଭଲ ଲଗୁନାହଁ । ଅଳସୁଆମି କର କର ନରି ଆସିଗଲ, ଆମ୍ଭେ ଖୋକଲ, ନୂଆ—ନୂଆ—ନୂଆ । ବା୪ରେ ଡାକ ମରମରେ ବାଜଲ । ମୁଁ ସ୍କୁଲଲ । ପିଆ ସ୍କ୍ରିନା ସ୍ନାନ ଭଉଣୀ, ରେଣୁକା,’ କେଡ଼େ ଭଲପାଏ । ଢା’ପରେ ମଞ୍ଜଳକା, ସମ୍ବନ୍ଧ ସହାନୁଭୁକ୍ତମିଶା ସ୍ନେହବୋଳା ହସ ତୁରକ ପଡ଼େ ତା’ର ମଉନ ତଳ ତଳ ଆଖି ଯୋଡ଼କରୁ । କଞ୍ଚନମାଳା—ଗର୍ଷ ପ୍ରାଚୀନ ଧ୍ବଂସସ୍ତ ପ ଆବୋର କରୁଣ ଗଗିଣୀଏ ପର । ମା’ ଭଉଣ ଓ ଗୁଊକମାନଙ୍କର ସ୍ନେହ, ଶାଗୁଆ ଘାସର ଅସଂଖ୍ୟ ଚେର ପର ଯାହା ବାନ୍ଧ ରଖିଛୁ ମୋ’ର ମା ପିଣ୍ଡଟାକୁ । ଏହିମାନଙ୍କ ଅନୁଭୁତରେ ଘସି ଘସି ସ୍କୁଲେ ମୋ’ର କଳ୍ପନାମ ଜୀବନ, ଏହାଘର ଇଙ୍ଗିର-ସଙ୍କେତ-ପୁଷ୍ପ ଅନୁଭୁଣ୍ଡକୁ ଗୋଡ଼ାଇ ଗୋଟାଇ ଜୀବନ ବଣ୍ଡସା ଏ—ଭୁଚ୍ଛା କଳ୍ପନା, ଜୀବନବ୍ୟାପୀ କଳ୍ପନା—ମାୟା— ପବନ, ଆକାଶ, ଗଛ, ଲତା, ପ୍ରକୃତର ଛକ, ସୃଷ୍ଟିର ଗୁପ୍ତା, ରୁପ, ରସ, ଗନ୍ଧ, । କେବଳ ଅନୁଭୁକ୍ତ ।
କେତେବେଳେ ସ୍ଵର୍ବେ ଯେ ମୁଁ ଅଛୁ । ପୁଣି କେତେବେଳେ ସର୍ବେ ଯେ ମୁଁ ନାହଁ । ସର୍ବେ ପାଇଛୁ, ପୁଣି ମୁଠା ଖୋର୍ଲେ, ଦେଖି ଶୂନ୍ୟ, କିଛି ନାହିଁ । ମିଛ, ସବୁ ସେଦନ ରେଲ୍ରେ ଗୋଟିଏ ଏକୁଟିଆ କୋଠଘରେ ବସି ଘରୁଥୁଲ, ଗାଁ ଗୁଡ଼ ଯେତେବେଳେ ପ୍ରଉଜବୋଉଙ୍କ ବିଦେଶକୁ ଧାଉଁଥିଲା । ପାଣିଓଟାର ଉଦବାକୁ ଚେଷ୍ଟା କରୁଥିଲା ସେ ସଂସାରଣ ସମ୍ବନ୍ଧ ଅନ୍ଧାର ଖାଲ—ଯେତେଦନ ବଞ୍ଚାଇଁ, ଆମକୁ ଦର୍ପଣ ପାଇ ସଂସାରର ସବୁ ଛବ ନଜର ପ୍ରଚ୍ଛେଦକୁ ଆମର ଉପରେ ଦେଖି ନେଉଛୁ । ସେଇ ସକାଳ ବେଳ ି, ପଦାକୁ ରୁହଁ ହଁ ତମେ ମୋ’ର ପାରୁ- ପର୍ଯ୍ୟନ୍ତ ଚେଷ୍ଟାର ଅବଶ୍ଵାସବାଦ କେଉଁଆଡ଼େ ଉଭେଇ ଯାଉଥାଏ । ପାଖର ପଛଭୂମି ପଛକୁ ଯାଉଛୁ, ଦୂରର ପାଉଛୁ ଆଗକୁ—ଯାଉଛି କିନ୍ତୁ ବାହାରର ଦୃଶ୍ୟରୁ ଏତେ ବଡ଼ ଆଖି ଦୁରୁଣା ସ୍ଥୂଳ ବାସ୍ତବକ ସ୍ଥାୟିତ୍ଵ ହଁ ଜଣାଗଲ ବେଶି । ପାହାଡ଼, ଟାଙ୍ଗର, ବସନ୍ତର ବଣ ଜଙ୍ଗଲ, ସବୁଜା ଚେକାଭଉଁର ଖେଳର ଦୃଶ୍ୟ ଉଚ୍ଚରେ ଅଦେଖା ଶିଳ୍ପୀର ରୂପଯୋଜନା ଓ ପାଳଧୂଆ ଫୁଲର ମଉଛକ, ଝଙ୍କା ଝଙ୍କା ବଡ଼ ବଡ଼ ଗଛ, ଅସୁମାର ଗାଁଗଣ୍ଡା, ଏଥୁରୁ ନାହିଁ ନାହିଁ ଅପେକ୍ଷା ଅଛୁ ଅଛୁ ହଁ ବେଶି ଜଣାପଡ଼େ, ମାୟା ରୂପ ସେନରୁ ଏବଂ ଅଛି ।
ପ୍ରକୃଷକୁ ବୃର୍ତ୍ତ ଗୃଷ୍ଣ ବନା ସବ ବର କେତେବେଳେ ମୋ’ ମନ ମଣିଷକୁ ହଁ ବାଞ୍ଛ ନେଲଣି, ବୁଝି ପାରଲ ନାହଁ । ଗାଡ଼ରେ ସେହ ନଘେଳା କୋଠରରେ, ଯେଉଁଠି ସମାଜର ଆଇନ ମୋତେ ଛୁଇଁ ପାରବ ନା—ଯେଉଁଠି ପାପ ପୁଣ୍ୟ ନ୍ୟା ବରକୁ ପଢିଆ ଦେଖାଇ ମଣିଷର ଈର୍ଷାର ଵର୍ଷ ମୋତେ ଛୁଇଁ ପାଣ୍ଡବ ନାହଁ—ଯୌବନ ଉଚ୍ଛନ୍ନ କରୁଥିଲି ମୋତେ । ପଦାକୁ ହଁ ଗର୍ବ ମୁଁ ଗୋଟାଉଥଲ, ସୁନ୍ଦର ଭୂଠରେ କେଉଁ ସୁନ୍ଦଘ ଜଳରେ ଶୀତଳ କରୁଛୁ । କଏ କେଉଁଠି କେଉଁ ମୁହଁ, ସୁନ୍ଦର ରୂପ । କେଉଁ ନଈରେ ନବେଳା ନଗ୍ନ ଦେହର ଜ୍ବାଳା ଅବସ୍ଥାରେ ରହଛି, କିଏ ବସିଛୁ, କିଏ ସ୍କୁଲ୍ । ହଠାତ୍ ରେଲ୍ଗାଡ଼ ସ୍କୁଲଗଲ, ମୁଁ ମନେ ମନେ ଫଟୋ ନେଇଗଲ । ଦେହର ସ୍ପେକ ଆଉ ମନର ଶୋଷ ଏକାଠି ମୋଡ଼ମାଡ଼ ହୋଇ ମିଶି ଯାଉଥାଏ ମୋ’ଠାରେ ।
ଗାଡ଼ ସ୍କୁଲପାଏ, ମୁଁ ପଛକୁ ପଛକୁ ସ୍ପର୍ବ ରହୁଥାଏ, ଯେପର୍ଯ୍ୟନ୍ତ ଦୃଷ୍ଟିରୁ ଅନ୍ତର ନ ହୋଇଛୁ । ସେଗୁଡ଼ାକ—~~ଗୁଇ, ଖାଈ ଚଳନ୍ତ ଗୁଇ, ସେଥି ପାଇଁ ଖାଲ ଶୋଷ ହଁ ବଢ଼େ, ମେଣ୍ଟିବାର ଆମ୍ବପ୍ରସାଦ ଆସେ ନାହଁ । ହେଇ ଯେଉଁ ତରୁଣୀକୁ ଏବେ ମୁଁ ଦେଖିଲ, ଯାହା ପାଇଁ ଏତେ ପଛକୁ ପଛକୁ ମୁଁ ଗୃର୍ତ୍ତ ଥିଲ, ହଠାତ୍ ପଦ୍ଧ ଗାଡ଼ ସେଠି ଅନ୍ଧକ ସାଉଥାନ୍ତା, ମୁଁ ସେଠି ରହସିବାକୁ ସୁବିଧା ପାଆନ୍ଧ୍ର, ତେବେ କ’ଣ ମୁଁ ତାହା ପଛରେ ଏହପଣ ଆଗ୍ରହରେ ଧାଇଁ ଯାଆନ୍ତି ? ନା, ମୁଁ ତାକୁ ପାଟି ଫିଟାଣ୍ଡ ନାହଁ ମୋଟେ । ସେ ମୋ’ର ଆଖିରେ ଆଦୌ ପଡ଼ନ୍ତା ନାହଁ, ବାସ୍ତବତାରେ କେତେ ସୀମା ପଣସୀମାର ବାଡ଼ ତାକୁ ଉହାଡ଼ କର ରଖିନଥନ୍ତା । ସେ ହୁଅନ୍ତା ମଣିଷ, ଗୁଇ ହୋଇ ରହନ୍ତା ନାହିଁ ।
କରୁ ଗାଡ଼ ଅନ୍ଧକ ରନ୍ଧବ ନାହିଁ, ତେଣୁ ମୁଁ ମନଇଚ୍ଛା ହଁ- ଯିବ । ପ୍ରବଣତା ଉଚ୍ଛ, ଖଳ ହୋଇ ଖୋଈ ରୁଲଲ, କେଉଁଠି କଏ ଅଛୁ, ଖୋଲ ନଗ୍ନରା, ଖୋକଲ ତରୁଣୀର ରୂପ, ଯେତେ ପାଇଲ ସେତେ ଖୋକଲ——ଗୁଇ ପିଢାଶୁଣୀ ଗୁଇ ଖାଈ ମୋର ରକ୍ତ ଶୋଲେ, ମନକୁ ଖେୱଲ, କିନ୍ତୁ ଶାନ୍ତ ଦେଇ ନାହିଁ । ତଥାପି ମୁଁ ହଁ ହଁ ଗଲ । ଲେକେ କହିବେ ସେ ମୋ’ର ମନର ଦୁଝଳତା । ମୁଁ ଭାବୁଛି କେବଳ ଦୁବଳତା ନୁହେଁ, ଅମାର୍ଜମୟ ପଶୁଭ, କରୁ ଜୀବନର କେଇଟା ଦିନ ସବଳ ଦେବର ସେନ କରେ ? ତାହା ମଧ୍ୟ ଗୋ*ଏ ସଂସ୍କାର ମାସ । ସ୍ଥିତର ବୈଶସ୍ୟ ଉତରେ ଏହି ପଶୁଭ ପର ଗୋଟାଏ ସଂସ୍କାର ।
ବନାଶପାଇଁ ସେ ସେଣ୍ଟକ ଉପଯୋଗୀ, ଆମେ କର୍ଡ଼ ସେ ସେତକ ଦୁର୍ବଳତା, କେବଳ ଭବନାର ଦର, କେଉଁଟା ବନାଶର ହେତୁ ଓ କେଉଁ ନୁହେଁ, ସେହି ଅନୁଯାୟୀ ପଶୁଳ୍କ ବା ଦେବକ୍ସର ଧାରଣା । କିନ୍ତୁ ସେହି ରେଳଗାଡ଼ର ନବେଳା ସବୁ ଖାଲ ଛୁଇ, ମିଳାଇ ଯାଉଥିବା ଛୁଇ, କେଉଁ ଗୁଇକୁ କେତେ ସମୟ ଦେଖି ହେବ—କ୍ଷୁଦ୍ର ସମୟର ତାରତମ୍ୟ । ଡବାରେ ବସି ଦେଖିଛୁ, କାହା ପାଇଁ ଆୟୁଷରୁ ବାରପଣ ଉଜାଡ଼ ଦେଇସାର ସେ ସ୍ଫୁଲିଯାଏ, କିଏ ଥିବା ସ୍କୁଲଯାଏ ଆଗ । ଗୁଇ ପଛରେ ଗୋଡ଼ାଇ ଗୋଡ଼ାଇ ଦିନ ଯାଏ, କନ୍ଧୁ ଧରି ରଖି ହୁଏ ନାହିଁ ।
ମୋ’ର ଦୁବଳ ପଶୁଭ ଉଣ୍ଡି ଉଣ୍ଡି ଦେଖିଲ, କେଡ଼େ ସୁନ୍ଦର ମୁହଁ, ସୁନ୍ଦର ଦେହ ! ସେଇ ମୁହୂର୍ତ୍ତରେ ଆଖିରେ ଦଶ ପୂରଯାଏ, ଦେଖୁ ଦେଖୁ ପୁଣି ମୁଁ ସ୍କୁଲଯାଏ ଦୂରକୁ–ଦୂରକୁ । କେତେ ଛବି ଆସେ, କେତେ ସାଏ, ସ୍ମୃ ଢ ମୃ ଢ ଲଦାଲଦ୍ଧି ହୁଏ । ସୁତ ସୁତ ତୁଳନା ଉଚ୍ଚରେ କଟାକଟି ଲଗାଇ କେତେ ବୁଡ ) । ସମେ ସବୁ ଯାଏ ବୁଡ଼—ମନର ଗମ୍ଭୀର ପାଣିରେ ବୁଡ଼ଯାଏ• • • ବଦୃଢ ଦୂର ବା୪ରେ ପାହାଡ଼, ଜଙ୍ଗଲ, ବାଘ, ଉଲ୍ଲଙ୍କ ଦେଶରେ ମଫସଲ ସହରରେ ଥା’ନ୍ତ ସେ ବଡ଼ା’ପା ପୃଷ-ଭଇ ଓ ଭଉଜବୋଉ ସେଠି ଥାଆନ୍ତି । ରେଲରୁ ଓହ୍ଲାଇ କୈକଟରେ ବଳଦଗାଡ଼ରେ ବଙ୍କାତଙ୍କା ଜଙ୍ଗଲ ସସ୍ତାରେ ବୋଝେ କା୪, ଠାଏ ଠାଏ ନାଈ ପଥର କଳା ପଥରର ଲଣ୍ଡା ଗୁଇ ଲେଉଟି ଆସିଳ, ଢେଉ ଢେଉକା ଟାଙ୍ଗର ଉପରେ ଋକୁଣ୍ତା ଖୁଣା ମଝିରେ ୫ମେ ଗୁଇ ଖୁନ୍ଦହୋଇ ଆସିଲା । କୈକର ବଳଦଗାଡ଼ ଈତରୁ ମୁହଁ ପଦାକୁ କାଢ଼ି ଦେଖିଲ, ଖଣ୍ଡେ ବସ୍ତି, ତା ସେପାଖକୁ ପିଠି ଉତ୍ଆଳ କର ରହଣୁ ଅବଏ ଗ୍ରେ ଜଙ୍ଗଲ ।
ଉଇଙ୍କ ବସା ସାମ୍ନାରେ ଗାଈ ଠିଆ ହେଲା, ସେତେବେଳକୁ ଟାଙ୍ଗର ଉପରେ ସୂର୍ଯ୍ୟ ରୁ । ବାହାରେ ଠିଆ ହୋଇ ଡାକଟାଏ ଯେମିତ ମାଈଛୁ, କଲକାଈଆ ହୋଇ ଆଗ ଭଉଜବୋଉ ଦଉଡ଼ ଆସିଲେ, ମୁହଁରେ ହସ ଖୁସି ବ୍ୟଗ୍ରତା ଆଉ ଅଳସ୍ତି ପ୍ରଶ୍ନ । ତାଙ୍କର ଗ୍ରେଷ ଝିଅ, କୁନ ଆଁ କଣ ଠିଆ ହୋଇ- ଥାଏ କକ୍ଷରେ । ପଦାରେ ଠିଆ ଠିଆ ତାଙ୍କ କଥାର ଜବାବ ଦେଉ ଦେଉ ସଇ ଆସି ପହୃଞ୍ଚିଲେ, କହିଲେ, ‘ଆଗ ଖୋଇପେଇ ଥଣ୍ଡା କରିବ ନା ଖାଲ ପଶ୍ଚର୍ ପର ହଇରଣ କରିଦେବ ??? ଭଉଜବୋଉ ହସିଲେ, କଲେ, “ମୋ ଗରଜ ପଡ଼ ଆଉ, ମା ଲେ, ୟାଙ୍କର ଖାଲ ପେ୪ ଚନ୍ତା, କେମିତ ବାଡ଼ି ବସିଲେ ନଜେ ଚେକା ପକେଇ ବସି ପଡ଼ବେ ।?? ଉତରକୁ ଗଲୁ, ଖୁସିରେ ଖୁସିରେ ଗୋଡ଼ ତଳେ ପଡ଼ୁ ନ ଥାଏ ।
ମଣିଷଙ୍କ ବସ୍ତି ଠୁ, ଦୂରରେ କେଉଁ ପାହାଡ଼ ଟାଙ୍ଗର କଣରେ ଖଣ୍ଡେ ଛୋ୪ ଗାଁ, ଅଜ୍ଞତ ବନବାସରେ କେତେଟା ଲେକଙ୍କର ଛୁଉଣି ପଣ, ଶେଷ ବସନ୍ତର ସେହି ଗୋଟିଏ ମହଲଫୁଲିଆ ସଞ୍ଜରେ ସେଠି ଆରମ୍ଭ ହେଲ ଗୋଟାଏ ନୂଆ ଅନୁଭୂତ, ରଙ୍ଗଲ ଜୀବନର ଗୋଖାଁଏ ପୃଷ୍ଠା ସେଠି ଓଲଟିଲ, ଭବ ଅନୁଭୁରେ ଜୀବନ ଆକ୍ଟର ଟିକଏ ଆଗକୁ ସ୍ଟଲଲ । ସଞ୍ଜପହରୁ ଅକ୍ଷୁଣ୍ଡା ଗପ ଓ ମାନ ଅଭିମାନର ଅଭିନୟ ବଡ଼ତ ଗଚ୍ଚ ପର୍ଯ୍ୟନ୍ତ ଗଡ଼ଲଲ, ମଝିରେ ମଝିରେ ଭଉକବୋଉ ଯେତେବେଳେ ବୈଷ ଘରକୁ ଭୁଲିଯାଆନ୍ତ ବସି ବସି ଗ୍ରାମୋଫୋନ୍ ବଜାଏଁ । ବହୃତ ଗସ୍ତରେ ଜାଗା କରିସାର ଭଉଜ ଆସି ପଲ୍ଟରଲେ— ‘‘ଏ କ’ଣ ବଧୁ, କ’ଣ ଚିଳବ ନାଇଁ
ଗୁଇ ଲେଉଟି ଆସିଲ, ତେଉ ଢେଉକା ଟାଙ୍ଗର ଉପରେ ଋକୁଣ୍ଡା ଖୁଣା ମଝିରେ ଡମେ ଗୁଇ ଖୁନ୍ଦହୋଇ ଆସିଲ୍ । କେଁକର ବଳଦଗାଡ଼ ଉକ୍ତରୁ ମୁହଁ ପଦାକୁ କାଢ଼ି ଦେଖିଲ, ଖଣ୍ଡେ ବର୍ଷ, ତା ସେପାଖକୁ ପିଠି ଉତ୍ଆଳ କରି ରହଣୁ ଅବଏ ଗ୍ରେଷ ଜଙ୍ଗଲ । ସଇଙ୍କ ବସା ସାମ୍ନାରେ ଗାଡ଼ ଠିଆ ହେଲା, ସେତେବେଳକୁ ଫାଙ୍ଗର ଉପରେ ସୂର୍ଯ୍ୟ ବୃ ।
ବାହାରେ ଠିଆ ହୋଇ ଡାକଝାଏ ଯେମିତ ମାଈଛ, କଲକାଇଥାହୋଇ ଆଗ ଭଉଜବୋଉ ଦଉଡ଼ ଆସିଲେ, ମୁହଁରେ ହସ ଖୁସି ବ୍ୟଗ୍ରତ ଆଉ ଅଳସ୍ତି ପ୍ରଶ୍ନ । ତାଙ୍କର ଗ୍ରେଷ ଝିଅ, କୁନ ଆଁ କରି ଠିଆ ହୋଇ- ଥାଏ କକ୍ଷରେ । ପଦାରେ ଠିଆ ଠିଆ ତାଙ୍କ କଥାର ଜବାବ ଦେଉ ଦେଉ ଭଇ ଆସି ପଡ଼ଞ୍ଚିଲେ, କହିଲେ, ‘‘ଆଗ ଖୋଇପେଇ ଥଣ୍ଡା କରିବ ନା ଖାଲ ପଟ୍ଟର୍ ପଲ୍ଟର ହଇଗୁଣ କରିଦେବ ??? ଭଉଜବୋଉ ହସିଲେ, କହଲେ, “ମୋ ଗରଜ ପଡ଼ରୁ ଆଉ, ମା ଲେ, ୟାଙ୍କର ଖାଈ ପେଶ ଚନ୍ତା, କେମିତ ବାଡ଼ି ବସିଲେ ନଜେ ଚେକା ପକେଇ ବସି ପଡ଼ିବେ ।” ଉତରକୁ ଗଲୁ, ଖୁସିରେ ଖୁସିରେ ଗୋଡ଼ ତଳେ ପଡ଼ୁ ନ ଥାଏ । ମଣିଷଙ୍କ ବସ୍ତି ଠୁ, ଦୂରରେ କେଉଁ ପାହାଡ଼ ଟାଙ୍ଗର କଣରେ ଖଣ୍ଡେ ଛୋ୪ ଗାଁ, ଅଜ୍ଞତ ବନବାସରେ କେତେଷ ଲେକଙ୍କର ଗୁଊଣି ପଣ, ଶେଷ ବସନ୍ତର ସେହି ଗୋଟିଏ ମନ୍ଦିଲଫୁଲିଆ ସଞ୍ଜରେ ସେଠି ଆରମ୍ଭ ହେଲ ଗୋଟାଏ ନୂଆ ଅନୁଭୁତ, ରଙ୍ଗଲ ଜୀବନର ଗୋଷିଏ ପୃଷ୍ଠା ସେଠି ଓଲଟିଲ, ଭବ ଅନୁଭୁରେ ଜୀବନ ଆକ୍ଟର ଟିକିଏ ଆଗକୁ ସ୍ଟଲଲ ।
ସଞ୍ଜ ପହରୁ ଅକ୍ଷୁଣ୍ଡା ଗପ ଓ ମାନ ଅଭିମାନର ଅଭିନୟ ବହୃତ ଗଣ୍ଡ ପର୍ଯ୍ୟନ୍ତ ଗଡ଼ଲଲ, ମଝିରେ ମଝିରେ ଭଉଜବୋଉ ଯେତେବେଳେ ବୈଷ ଘରକୁ ସ୍ଫୁଲିଯାଆନ୍ତି ବସି ବସି ଗ୍ରାମୋଫୋନ୍ ବଜାଏଁ । ବହୃତ ଗସ୍ତରେ ଜାଗା କରିସାର ଭଉଜ ଆସି ପଲ୍ଟରଲେ— ‘‘ଏ କ’ଣ ଘଧୁ, କ’ଣ ଚିଳବ ନାଇଁ କ ??? ଭଲ ଓ ମୁଁ ଖାଇ ବସିଲି । ସେ ମୋ ପାଖେ ବସି ସ୍ପେପର ହୋଇ ଖାଲ କହୁଥାନ୍ତି— ‘‘କ’ଣ ଲଜ କରୁଛ କି ? ଆଚ୍ଛା ମୁଁ ଖୋଇ ଦେଉଛୁ ।”’ ତା’ପରେ ନଜେ ଗୁଣ୍ଡାମାନ ବଳ ସନ୍ତକୁ ସନ୍ତ ମତେ ଖୋଲ ଦେଉଥାନ୍ତି ଓ ସଇଙ୍କ ଆଡ଼କୁ ସ୍ପର୍ବ ସ୍ପର୍ବ ହସୁଥାନ୍ତି । ମତେ ଭଲ ଲଗୁଛ କ ଅସଜ ଲଗୁଛୁ ମୁଁ ଠିକ୍ କରିପାରୁ ନ ଥାଏ । ସମସ୍ତେ ଖାଇ ସାଈଲେ । ମୁଁ ଶୋଇବାକୁ ଗଲ । ନଜେ ଆସି ମଶାର ପକାଇଦେଲେ । ମଶାର ଉଚ୍ଚରେ ମୁହଁ ଗଳେଇ ମୋ’ର ମୁଣ୍ଡକୁ ଟିକଏ ଆଉଁସି ଦେଇ କହଲେ— ‘ଶୁଅ ଏଥର, ମୁଁ ମେଲଣି ନେଉଛୁ’’ କହ ଲଗଲେ ।
ପ୍ରଶଂସା, ଭକ୍ତ ଓ କୃତଜ୍ଞତାରେ ମୁଁ ଉତରେ ଉଚ୍ଚରେ ଫୁଲ ଫାଟି ସାଉଥାଏଁ । ଘର ମନେପଡ଼ଲ ନା, ବାଧ୍ୟ ମନେପଡ଼ଲ ନାହିଁ, କିଛି ମନେପଡ଼ଲ ନାହଁ । ସ୍ନେହ ଓ ଆନନ୍ଦର ଧୂଆପୋରୁ ଧୋବଧାଉଳିଆ ମନରେ ଖାଲ ଆସିଲ ଶୁଭ ଇଚ୍ଛା, ଏକମାନଙ୍କ ପାଇଁ ଯେଉଁମାନେ ମତେ ଏତେ ଆଦର ଦେଖେଇଛନ୍ତି । ସାହାଙ୍କ ସାଙ୍ଗରେ ଗୋèଏ ଗୁଢ ତଳେ ମୁଁ ଏଠି ଶୋଇଛୁ । ଏରେ ଦୂରରେ, ଘରଠୁ ଏତେ ଦୁରରେ । ବୋଉ ବାପା ମନେପଡ଼ଲେ—ସମସ୍ତେ ମନେପଡ଼ଲେ— ସମସ୍ତଙ୍କୁ ମୁଁ କେତେ ଭଲପାଏଁ ! ସମସ୍ତେ ମତେ କେତେ ଭଲ ପାଆନ୍ତି——! ଆଖିପଢା ଅଠା ଲଗିଗଲା । ସତେ ମୁଁ ତାଙ୍କୁ କେଡ଼େ ଭଲପାଏଁ —ଏକା ଆମ୍ଭରେ ମା’ ଆଉ ଭଉଣୀ, ସାଙ୍ଗ ସାଥୀ ସବୁ । ସେଠି ଖାଲ ଏକ୍ସ ଆଟା, ଏଇ ଏକୁଷିଆ ନଗୁଡ଼ିଧା ସମସ୍ତେ ଆମକୁ ଆଦୃର କଢକୁ କଢ ସିଞ୍ଚ୍ ଆଣିଥିଲା । «ଇ ବେଳ ଅବେଳରେ କାମକୁ ଭୁଲଦାନ୍ତ ସେ ପୁଣି ଫେରୁ ଫେରୁ ଆସି ଦିନ ଦ’ପହର । ଭା’ପରେ ବଟାଏ ଧର ସ୍କୁଲପାନ୍ତ ମାଛ ଧର, ଗତ ସଡ଼କେ ଫେର୍ କହନ୍ତି, ‘‘ଆହା ଏତେ ବଡ଼ ମାଛଡାଏ ଲଗିଥିଲ, ଖସିଗଲ୍ ତ ଉଠୋଉ ଉଠୋଉ ।”’ ଆଉ ମୁଁ, ମୁଁ ଆଉ ସେ, ଏକାଠି ଖାଲ ବସିଥାଉଁ, ଆଉ ଗମୁଁ କେବଳ ସ୍ୱର ଧ ବଜାୟ ରଖିବାକୁ ! ‘‘ତୁମ ପାପୁଲଗୁଡ଼ାକ କେଡ଼େ ଟାଣୁଆ ମ’, ସେ କହନ୍ତି ।
ମୁଁ କହେ, ‘‘କାର୍ଡ ହଂସା ହେଉ କି ? ଆଉ ଖାଲ ଢମର ହାତ ପଈ ନରମ ପୁଚ୍ ପୁଚ୍ ??? ‘‘ କାଲ, ନାଇଁ ତମ ଝାଣ ହାତ ଆମର ଦରକାର ନାହଁ”, ସେ କହନ୍ତି । ବହାତ ବ୍ୟସ୍ତ ହୋଇ ସେ କହନ୍ତି, ‘‘ଆଚ୍ଛା ମୁହଁକୁ ମୁହଁ ପୋଡ଼ ଏବପର ଖାଈ ବସି ରହିଥିବା ନା ଗେଷେଇବାସ କରୁ ହେବ ?”’ ‘ ବେଶ୍ ଭୁମେ ରେଷେଇବାସ କର, ମୁଁ ଯାଉଛି ମାଛ ମାଈ—” ‘‘ନାଇଁ ନାଇଁ ଭୁମେ ଯାଞ୍ଚନା, ପଛେ ଗ୍ରେଷେଇବାସ ନ ହେଉ’’, ସେ କହନ୍ତି । ଥାଉ ହସି ହସି ଗାଲ ୟୁପୁଡ଼େଇ ଦିଅନ୍ତୁ । କହନ୍ତି, ‘‘ଆସ ଗ୍ରେଷେଇ କରିବ ।” ନିଜେ ଗ୍ରାମୋଫୋନ୍ରେ ରେକର୍ଡ ଖଞ୍ଜି ଦେଇ ସ୍କୁଲ ସାଆନ୍ଧ୍ର, କହନ୍ତି ଶୁଣ ବସି ବସି । ଆମ ପରମ୍ପର ଉଚ୍ଚରେ ଏପରି ଗୋଷିଏ ସ୍ନେହର ସମ୍ବନ୍ଧ ଥୁଲ, ପର୍ବରେ ଆନନ୍ଦ ହି ଥୁଲ ସାର, ସଂକୋଚ ଲଜ୍ଜା ବା ଗୁରୁ ଗଉରବ, ମାନ ଅପମାନର ଧାରଣା କେବେ ଭୁଲ୍ରେ ସୁଦ୍ଧା ଗୁଇ ପକାଇ ନାହିଁ । ତାଙ୍କର ସ୍ଵଭବର ବଶିଷ୍ଟ ଗୁଣ ଥଲ, ସବୁ ପଣସ୍ଥିତରେ ନିଜକୁ ମିଳାଇଦେଇ ପାରିବା ଶକ୍ତ, ଗୋଷିଏ ଭୁମେ—ଯେପର —ହଁ, ଭବ । ତେଣୁ ସବୁଦ୍ଧନେ ସେ ନୂଆ, ସବୁଦ୍ଧନେ ତାଙ୍କର ସମ୍ବନ୍ଧ ସି ଗ୍ଧ ଥାଉ ମଧୁର । ବର୍ଷରେ ଶାନ୍ତ ଆସେ, ଉଷ୍ମତା ଆସେ ନାହଁ । ଆନନ୍ଦ ଆସେ, ଦୁଃଖ ଆସେ ନାହିଁ । ଦୁଃଖ କଲେ ସୁଦ୍ଧା ତାଙ୍କ ପାଖରୁ ନସ୍ତାର ମିଳବା ସହଜ ନୁହେଁ । ସେଠିକାର ସହଜ ଅବସ୍ଥିତତ୍ସବ ଉଚ୍ଚରେ ଯେତେ ଥର ମୁଁ ମୋ’ର କୁହୃପୃଥିବା ଶନ୍ତା ଗୁଡ଼କୁ ପସର ମେଲେଇ ଦେଇ ବସି ଘଛୁ, ସେତେ ଥର ତାଙ୍କ ପାଖେ ଧଗ୍ଧ ପଡ଼ଯାଇg, ସେ ବୁଝିପାରିଛନ୍ତି । ଏହି ବୁଝିପାଈବା