ହରଉଇନା ତ ଲେଖା ବଷୟରେ କଶୌଶ୍ୱମୋହନ ସଙ୍ଗେ ସମ୍ବନ୍ଧ ପକ୍କା କରି ସାଈଥିଲେ, ଆଉ ରଘୁନାଥବାରୁଙ୍କ ଛଵ ଵଷରେ ନାହିଁ କରନ୍ତେ କାର୍ତିକ ? କହିଦେଲେ — ‘‘ହଉ, ଆପଣଙ୍କର ଯେଉଁଥରେ ଗଜ ।” ତା’ ସେ ରଘୁନାଥବାରୁ ଏକଦମ୍ ଜବାବ୍ ଠିକଣା କରିଦେଲେ । ଯାଇହଉ ଦହଁକା ଦହେଁ ଭଲ ଜାଗା, ନା କ’ଣ କହୁଛତ୍ର ଗଧେଶ୍ୟାମ - ବାବୁ ? ହରଉଇନା ତେବେ କହିଛନ୍ତି ଗୋଟିଏ କଥା—‘‘ବାହାଘର ନକ୪ରେ ହେବ, ସେଥିପାଇଁ ଇମେ ପ୍ରସ୍ତୁତ ହଉଥା । ଇଜ୍ଯବସରେ ଗାଁକୁ ସ୍ଟଲସା, ସେଠି ଯାଇ ସରୁ ସକଲ୍ ସାଶଲ୍ କର ।” ହରସଇନା କଲେ—‘‘ବାରୁ ଯେତେ ବଡ଼ ଆକକାଲକା ଫେସନବାଲି ତମେ ହୁଅ ପଛେ, ବସ୍ତ୍ରଘର ଠିକଣା ହେଲ ଉତ୍ତରୁ ବଢ଼ିଲ ଝିଅଙ୍କୁ ଆଉ ସହରରେ ତମେ ରଖ ନାହିଁ, ଗାଁକୁ ନେଇସା । ସହରରେ ବାର ନବରଙ୍ଗ, ସ୍ଵିଙ୍ଗିବା ଭଙ୍ଗେଇବା ଲେକ ତ ଏଠି କମ୍ ନାହାନ୍ତି ? ଖାଲ ବଦ୍ ଲେକଗୁଡ଼ାକ । ନା କ’ଣ ବଧେଶ୍ୟାମବାରୁ, ଏଁ ?—” ମୋ’ର ଭଣି ବନ୍ଦ ହେଇ ଯାଉଥାଏ । ମୁଁ କହିଲ, ‘‘ନଶ୍ଚ ନିଶ୍ଚପୃ ଲେଖାର ବୋଉ ଭଗବାନଙ୍କୁ କୋଽ ନମସ୍କାର କଲେ, ଆନନ୍ଦରେ ଗୋଡ଼ ତଳେ ପଡ଼ ନ ଥାଏ । ମୋ’ ପାଇଁ ଭଲ ଜଳଖିଆ ଆସିଲ, ପାନ ଆସିଲ । ସେଇ ଛବ ଆଣି ଦେଇଗଲ, ତା’ର ମୁହଁ କଳାକାଠ ପଡ଼- ଯାଇଥୁଲ, କେଉଁଠି କାନପାତ ସେ ସବୁ କଥା ଶୁଣିଥୁବ ନିଶ୍ଚୟ । ନଳନାଷ- ବାରୁ ଆଉ ତାଙ୍କ ସ୍ତ୍ରୀ ଉଭୟଙ୍କ ତାଡ଼ନାରେ ମୁଁ ଜବରଦସ୍ତି ସେଗୁଡ଼ାକ ଗିଳଇ ।
ପଦାକୁ ଆସିଲ । କଏ ମତେ ଇଣ୍ଡିଆ ମାଈ ସେ ଘରୁ ଭଡ଼ଦେଲ ପଣ ଲଗୁଥାଏ । ମୁଣ୍ଡ ଉଁ ଉଁ, ଗୁତ ଉଚ୍ଚର ପାଣି ହୋଇ ଯାଉଥାଏ । କ’ଣ ହେଇଯାଉଥାଏ, ସରେ ଯେପରକ ସବୁ ମୋ’ର ସଈଛୁ । ଖୁଣ୍ଟ ଉପରେ ନଣ୪ ଆହ୍ଵାର ଦରକ୍ତ ଲଗୁଥାଏ, ଭଙ୍ଗି ଦେବାକୁ ମନ ହେଉଥାଏ । ଥର ଥର ବସାକୁ ଲେଉଛି ଗଳ୍ପ । ମୁଁ ଯାହାଙ୍କର ଭଲ ଖୋଜୁଥୁଲ ତାଙ୍କର ଭଲ ହୋଇଛି, କିନ୍ତୁ ମୋ ମନରେ ଶାନ୍ତ ନାହିଁ । ମନ ଉଚ୍ଚରୁ ପ୍ରତିବାଦ ଆସୁଥାଏ, ‘ୟୁ ହୋଇ- ପାରେ ନାହିଁ ।’ ମନ ଜଳ ଯାଉଥାଏ । ମୋର ଉପର ମନର ଭଲ ଖୋକବାର ମୁଖାପିନ୍ଧା ଏକା ଝିଙ୍କାକେ କଏ ଚର ଫୋପାଡ଼ ଦେଇଥାଏ । ଗତ - ମନ ଭଲ ନ ଥାଏ । ଅନ୍ୟମନସ୍କଭାବେ ବସାରୁ ମୁଁ କେତେ- ବେଳେ ବାହାର ପଛୁ । ମନର କୋହ ମୁଣ୍ଡକୁ ଚଢ଼ିଗଲ । ଜୋର୍ରେ ଜୋର୍ରେ ବାନ୍ଧି ଷ୍ଟଲଲେ ତରତର ଭବନା ସଙ୍ଗରେ ମନର ଢାଳ ରହେ, କେମିତ୍ତ ଯେପର ଆପଣା ଆପେ ପ୍ରବୋଧ ଆସେ——‘ମୁଁ ତୁମ ହୋଇ ବସି ନାହଁ, କ’ଣ ଗୋଟାଏ କରିଛୁ ।’ କ୍ଳାନ୍ତ ହୋଇ ସହର ଶେଷରେ ମୁଦ୍ଦାରଖାନା ପାଖେ ଗୋଟି କଥା ବରଗଛ ତଳେ ମୁଁ ବସି ପଡ଼ଥୁଲ । ମନର ଅବସ୍ଥା ସାଙ୍ଗେ ସାଙ୍ଗେ ମନ ନଜେ ପରସ୍ଥିତ ବାନ୍ଧୁଛଏ । ଉଦାସ ମନରେ ଉଦାସ ପରସ୍ଥିତ— ସହାନୁଭୂତ ହେଉଥିଲା । ଏଠି ସବୁ ଶେଷ, ସବୁ ଶାନ୍ତ ।
ଉଠି ଠିଆହେଲ । ସହର ଏଠୁଁ କେତେ ଦୂର ! ଅନ୍ଧାର ଭିତରେ ଢା’ ଉପରେ ତା’ ଉପରେ ଖଞ୍ଜା ହେଲପର ଅନ୍ଧାର ସହରର ଆଲୁଅ । ସେଠି କୋଳାହଳ, ସେଠି ମଣିଷ ସାଲୁସାଲ୍, ହୁଏତ ଜୀବନ ବା । ମୋ’ର ସେଠି କନ୍ଧୁ ନାହଁ—ସରୁ ଥୁଲ, କରୁ ତ ଆଉ ନାହିଁ । ସେଇ ଆଲୁଅ ଜଳ ଜଳ, କୋଠା ବଲବଲ ବଡ ସହର— ସେ ମୋ’ର ପର, ସେ ମୋ’ର ଶ, ମୁଁ ଅଲଗା, ସେ ଅଲଗା । ଖୁବ୍ ଦୃଢ଼ତ୍ସବରେ ମୋ’ର ମନ ହେଉଥାଏ, ଆଜି ବଦାବଦ୍ଧ କଥା ଉଠିବାରୁ ମନର ତଳ ମନର ଉପର ପାଖେ ଧରଦେଇ ଜଣେଇ ଦେଉଥାଏ—ଛକକୁ ମୁଁ ଭଲପାଏଁ, ଛବକୁ ମୁଁ ଗୃହେଁ, ଛକ ବନା
ମୋ’ର ଜୀବନ ଏ ଅପନ୍ତର ବାଈ ମଶାଣି ପର । ଏତେଦିନ ଏପରିଭାବେ କଥାଟାକୁ ମୁଁ ଧରପାର ନ ଥୁଲ । ଏଥର ଆସିଲେ କଏ କଏ, ଅନ୍ଧାରେ ଅନ୍ଧାରେ ଛବକୁ ମୋ ମୁହଁ ପାଖରୁ ଦୁରକୁ ବୋହନେବାକୁ । ତେଣୁ ଆଈ ମୁଁ ତା’ ସହ ପାରିବ ନାହିଁ । ଆଉ—ମୁଁ ତାକୁ ଏତେ ଭଲପାଏଁ, ତା’ର ଭଲ ପାଇବାରେ ମୁଁ ଏକବାରକ ଗୁଡ଼ ଯାଇଛି, ତାକୁ ଗୁଡ଼ ମୁଁ ବଞ୍ଚିରହବା ଅସମ୍ଭବ । କେବଳ ଏଠକ ମୁଁ ଜାଠେଁ, ଆଉ ସବୁ ଗୋଳମାନଥା—ଭଲ ପାଇବା କ କନଷ, ଭଲ ପାଇଲେ କ’ଣ କ’ଣ ହୁଏ, କେବଠୁ ମୁଁ ଭଲ ପାଇବାକୁ ଆରମ୍ଭ କଲ~~ଏସବୁ କଥାର ଜବାବ୍ ମତେ ବି ଜଣାନାହିଁ । ଛବ ମତେ ଭଲପାଏ କ ? ଦନ-ବନକର କଥାQଷା, ହାଣୀ, ଭଙ୍ଗୀ ପୁଣି ସୁମର ଦେଖିଲ, ଛକ ମତେ ଘର ଭଲପାଏ । ମୁଁ ଅନ୍ଧ ଥୁଲ, ତା’ର ଜବାବ୍ ଦେଇନାହିଁ ।
ଜବାବ୍ ନ ପାଇ ସୁଦ୍ଧା ସେ ଆମ୍ଭହର ହୋଇ ଭଲପାଇ ସ୍କୁଲ । ମନେ ମନେ ଆମେ ପରସ୍ପରର, ୟା ବ ବଧାରାର ବଧାନ । କେଡ଼େ ଡେରରେ ବୁଝିଲ ! କେବଳ ଧକ୍କାକା ବାଈ ରୁଝିଲ ! ସହଁରେ ଧକ୍କା ବାଈଲ, ତା’ର ନା ସମାଜ । ତା’ର ନାଁ ସମାଜ, ସେ ଦୈବ ଵ ନର୍ଭ, କେତେ ପ୍ରେମିକ, ପ୍ରେମିକାଙ୍କର ତତଲ ଲୁହ ରା’ ଗୋଡ଼ତଳେ ନଈ ପର ବୋହଯାଇଛୁ । ସେଇ ନଈବାଲ ପଠାରେ ବ, କେତେ ହାଡ଼ଗୋଡ଼, ଅଗୀତରୁ ବର୍ତ୍ତମାନସାକେ— ଦୈବକୁ ରାଳ ଦେଲ, ସମାଜକୁ ଗାଈ ଦେଲ, କୋହ ବଢ଼ିଲ, ସାନ୍ତ, ନା ମିଳଲ ନାହଁ । ଦୂରର ସେ ଆଲୁଅ ଜଳ ଜଳ ବଡ଼ ସହର, ସେଠି ଵ ସମାଜର ବଣ୍ଡ । ସମାଜ ଅଛୁ କି ନ ଥ, ଜଣାପଡ଼େ ନାହିଁ; ଯେତେବେଳେ ଖେଞ୍ଚାଏ ମାରେ ସେକେବେଳେ ଜଣାପଡ଼େ । ମନ ଈର କୁହୂଳ ଉଠି ମଣିଷ କହେ~~‘‘ସଙ୍ଗି ବଥ ଏ ସମାଜ, ମଣିଷ ପାଇଁ ସମାଜ, ସମାଜ ପାଇଁ ମଣିଷ ନୁହେଁ ।”?
ଏତେ ଦୁଃଖ ଭିତରେ ବିଦ୍ରୋହ ଜଳଉଠିଲ । ସ୍ଵବଲ, କାହାର ଖାଏ ନା ଧାର୍ରେ ସେ ପରର ମୁହଁକୁ ଅନାଇଁ ଶାନ୍ତ ସୁବୋଧ ହୋଇ ବସି ରହବ ? କେତେ ଲୋକ ସମାଜକୁ ଡେଇଁ ଆପଣାର ସୁଖ କରୁଛନ୍ତ, କାହିଁକ ? ମୁଁ ବା ନ କର ଗୁଡ଼ାଏ ସ୍ଵଗଲ, ଅନ୍ଧାର ଭଚ୍ଚରେ ଆଶା ଦଶୁଥାଏ ଝଟ୍କର, ପୁଣି ଭରୁଥାଏଁ ଛବ କ’ଣ ସ୍ଵଜ ହେବ ? ଛବର କ’ଣ ଏତେ ବଳ ଅଛ ? ସେପଟେ ତା’ର ଘରଲେକେ, ଏ ପଟେ ମୋ’ର, ଦୁଇ ତରଫ ରକ୍ଷଣଶୀଳ । ଏଇ ନିର୍ତ୍ତୋଷ ବୁଢ଼ାବୁଢ଼ୀମାନଙ୍କ ମୁହଁରେ କାଳ ବୋଲ ଦେଇ ଗୁଣ୍ଡ ଉପରେ ଗୋଡ଼ ପକେଇ ମାଡ଼ ଦଳ ଦେଇ ଯିବାକୁ ପଡ଼ିବ । କଏ ପାରବ ? ଛକ ନା ମୁଁ ? ବନ୍ଧନ—କେତେ ସ୍ନେହର କେତେ ସ୍ଵାର୍ଥର । ସ୍ଵାର୍ଥର ବନ୍ଧନ କାହେବ, ସ୍ନେହର ବନ୍ଧନ କାଟିବାକୁ ସତ ବଳେ ନାହିଁ । ଘର ଦୁଃଖରେ ଫେରଲ । ଗୁଡଗୋଧ୍ୟାକ ସେ କେମିତ୍ତ କଲ ମୁଁ ଜାଣେ ନାହିଁ । ସକାଳକୁ ବଦରୁ ଉଠିଲବେଳକୁ ଘର ଖୁସି ଲାଗିଲା । ଧୀରେ ଧୀରେ ସୁଷୁଦ୍ରି ର ଚଟାଣ ଦଗଲ୍ ମନ ଭଳକୁ ବୋଲ । ପୂର୍ବ ଶୋକ ବାହୁଡ଼ଲ ।
କେବଳ ମେଘୁଆ କାଶ—ନରୁଝିଆ ବଡ଼ ପୋଖଘକୂଳ, ଭଙ୍ଗା ଦେଉଳ, ଖସି ପଡୁଥିବା ଫଧ୍ୟା କାନ୍ଥରେ ଓସ୍ତ ଗଛ, ପାଖରେ ମଶାଣି, ସେଠି ଥଣ୍ଡା ଅଙ୍ଗାର ପାଉଁଶଗଦା, ଖଣ୍ଡ ଖଣ୍ଡ କଳା ପୋକର ବାଉଁଶ, ଧୋବ ଫରଫର ହାଲୁକା ମେଘ ମିଶା ସାଇଁ ସାଇଁ ପିମ୍ପାମର ପବନ । ବୃଥା ଏ ଚେତନା—-ମା ପେରୁ ବସୁଧାରେ ପଡ଼ କୁଆଁ କୁଆଁ ଡାକ ଆଖି ବୁଜ ଦେଇଥବା ପିଲ ଘର ।ଭର୍ବକ ସାନ୍ତ ନା ନାହଁ ଉପରଓଳ ଗଲ, ଲେଖା ଖୁସିଥାଏ । ଛକର ମୁହଁରୁ କଳାପାଣି ବୋହ ପଡ଼ ଥାଏ । ଖାଲି ଆଖି ଦ’ ନଆଁ ପରି । ନେର୍ ଶୁଖିଲ ଓଠରେ ଅଭ୍ୟାସଗତ ହସ ହସି ଛକ ସଂଘଷଣ କଲ, ଘର ଛକପକ ହେଉଥାଏ ।
ପରଲ, ‘‘କେବେ ଯାଉଛ ? ଲେଖା କୁଟିଳ ହସ ହସି ଓଲଟି ପକ୍କରଲ, ‘‘କୁଆଡ଼େ ? ଜାଣି ଜାଣି ମଣୋଇଲ, ନଗେଳା ପଡ଼ଲ । ନଳନାକ୍ଷବାରୁ ନ ଥାନ୍ତି, ମୁଁ ପ୍ରାୟୁ ତାଙ୍କୁ ଅପେକ୍ଷା କରି ବସିଥାଏ । ଘଣ୍ଟି ଠୁଣ୍ଡ ଠୁଣ୍ଡ ହେଲ, ବଡ଼ ଦୁର୍ବଳ ଶୁଭୁଥାଏ । ଅଭମାନ ହେଲ ମୋ’ର ଏ ଘଣ୍ଟି ଉପରେ, ସ୍କାର ପାଇଁ ସେତେ ବ୍ୟବଧାନ, ୟାର ଉପରେ ସମାଜର ବଡ଼ବାଡ଼ ତିଆର ହୋଇରୁ ମୋ’ର ପାଇଁ । ଏକୁଝିଆ ଘରୁଥୁଲ, କେବେ ପହଲେ ଆସିଥିଲ ଏ ଘରକୁ, ଏଣିକ ଏ ଘର ଦୁଆରେ ମୋ’ର ସ୍କୁଲ ପଡ଼ିବ ନାହିଁ, ପଦାରେ ଭୂତ ଜରିଥୁବ, ଭା’ର ସ୍ଥଇ ପଡ଼ିଥିବ ସାମ୍ନାର ଏଇ ସସ୍ତାରେ । ଏଣିକ ଶେଷ—ସବୁ ଶେଷ । ଅନ୍ୟମନସ୍କ ହୋଇ ବସିଥିଲେ । କଏ ଆସି ପଛଆଡ଼ ଆଖି ରୁଦ୍ଧ ଧରଲ—କଅଁଳ—ଉଷୁମ—ଆଙ୍ଗୁଠି ଥରୁଥାଏ । ମୁଣ୍ଡ ପଛକୁ ବାଙ୍କି ହୋଇ ଯାଇଥାଏ । ୪୦ ୪ପ ଉଷୁମ ଲୁହ ମୋ’ର ମୁହଁ ଉପରେ ଝଡ଼ ପଡ଼ଲ । ଆପେ ଆଖି ଖୋଲିଲ । କହଲ, ‘‘ରୁ ଛଦ୍ଧ !—ସୁନାଟି ପର—କାନ୍ଦୁଛ ??? ସେ ଆଡ଼ର କାନ୍ଧଲ କିଛି ସମୟ ପରେ ।