shabd-logo

ଭାଗ - 15

12 June 2023

5 ଦର୍ଶନ 5

ଦିନ ଯେମିତ ୧ଲ ସେମିତି ଅଛି । ମଣିଷ ଯେମିତ ଥଲେ ସେମିତ ଅଛନ୍ତି । ପୃଥ୍ବୀର କିଛି ପରିବର୍ତ୍ତନ ଘଟିନା, ଅଥଚ, ମୋ’ର ବସ୍ତ୍ରଘର ସରଚ୍ଛ । ବୋବା ତାଙ୍କ ଘରେ ବଦାବବେଳେ ପୁରୁଣା ଗତରେ କନ୍ଦା ଲଗିଲ, କାନଡ଼େର ରେଶ୍ମୀକାର କାନ୍ଦଣା ମୁଁ ଶୁଣି, ମନ କଅଁ ଳ ହୋଇଯାଏ । ମୋ’ର କବାହତ ଭଲପାଇବା ଏଇଠୁ ଆରମ୍ଭ । ରେଣୁକା ପ୍ରତି ମୋ’ର ଦୟା ହେଲା । ପ୍ରତିଜ୍ଞା କଲ ମୁଁ ତା’ର ସୁଖ ଦୁଃଖର ଭଗ୍ୟ ନେବ, ମୁଁ ତାକୁ ଖୁସି ରଖିବ । ମୁଁ କବାତ, ଆଉ ସେ ମୋ ଜୀବନର ଅଧେ । ଗହଳ ଚହଳ କମିଗଲ, ବହୃତ ଗତ ହୋଇଥାଏ, କଶା ଗୋଟାଏ କରକୁ ଝାଙ୍କି ପଡ଼ିଥାଏ । ପଦାରେ ବସି ଆକାଶକୁ ଅନେଇଁ- ଥୁଲ, ଅନ୍ୟମନସ୍କ ହୋଇ ଘରୁଥୁଲ ମୋ’ର ଜୀବନର କଥା । କାନ୍ଧରେ କାହାର ଥଣ୍ଡା ହାତ ବାଈଗଲ, ଚମକ ପଡ଼ିଲ । ଦେଖିଲ ନଦ ମଳ ମଳ ଆଖିରେ ଘଉଜବୋଉ । ରହସ୍ୟ ଲଗେଇ କହିଲେ— ‘କ ବଧୂ, କ’ଣ ଏଇଠି ଧ୍ୟାନରେ ଖାଈ ବସିଥିବ କଂ? ତେଣେ ଏକୁଝିଆ ବସିନ୍ଧୁ, ସେ କଥା ଭରୁନା ସୁଦ୍ଧା ୫କଏ ? ପାଞ୍ଚ ?? ମୁଁ କହଲ, ‘‘କାର୍ବକ ଭୁମେ ଯାଉନା, ମୁଁ ମୋ’ର ବସିନ୍ଧୁ, କାହିଁକ ଗୋଳମାଳ କରୁଛ ଭଲ ??? ଯେ ପିଲ ମୋ’ର ହାତ ଧଈ ଉଠେଇ ଦେଇ କଲେ~~ “ ହେଁ—ପିଲଏ ହେଇ ଯାଉଛନ୍ତି ମ, କିଛି କାରେ ନାହଁ, ଯାଉଛ ନା କାନ ମୋଡ଼ବ ଦେଖିବ ??? ଝିଙ୍କି ଓଧାର ମତେ ସେ ନେଇ ସ୍କୁଲଲେ, ଘର ଭତରକୁ ଠେଲଦେଇ କନା ବନ୍ଦ କରିନେଲେ । ଲଜରେ ମୁଁ ଜଳ ସାଉଥାଏ ।

ସେ ସ୍କୁଲଯିବାର ପାଦ ଶବଦ ଶୁଣିଲ । କବାଧ୍ୟତଃଖେ ଥର ହୋଇ ଠିଆ ହୋଇଥାଏଁ । କେମିତ ଗୋଟାଏ ଅଖାଡ଼ ଆ ଲଗୁଥାଏ । ସମସ୍ତେ ଜାଣନ୍ତେ, ମୁଁ ନିଜେ ଜାଣେ, ମୁଁ ସଚ୍ଚର ପିଲ, ମୁଁ ପ୍ରାଚୀନ, ମୁଁ ଖାଣ୍ଟି, ମୋ’ର ଧରଣ-ଧାରଣରେ କେଉଁଠି ଏତେ କଏ ବୋଲ ମଣ୍ଡଧୂଳ ନାହିଁ । ଏତେଦନ ସ୍ଵୀଲୋକ ବିଷୟରେ ମୋ’ର ଧାରଣା ଯାହା- କିନ୍ତୁ ସବୁ ମନେ ମନେ— ଆଉ କିଛି ଉଦବାକୁ ମନ ଭିତରେ ସବୁ ସଂସ୍କାର ବିଦ୍ରୋହ କରିଉଠେ । ଆଉ ଆଜି, ଏ କ’ଣ ହେଉଛୁ ? ଗୁଣ୍ଡରେ କଏ ଧୂମୁସ୍ ପିଏ, କ’ଣ କେମିତ ଲଗୁଥାଏ । ନଗେଳାରେ ବସି କାହା ବଷରେ ମନେମନେ ଚର୍ଚ୍ଚା କରିବା ଭରେ, ସେଥିରେ ଆପେ ସାହସ ହୁଏ । ଆଈ ସମାଜ ଆଗରେ, ସମାଜର ଅପେକ୍ଷମାଣ ଚନ୍ତା ଆଗରେ ଏକା ଘରକେ ଗୋଟାଏ ଲେକ ସାଙ୍ଗରେ ଏକାଠି ରହିବା କ କପଦ ! କି ଲଜ କଥା ! ନିଜେ ଘଉଜବୋଉ ଆସି କବାଟ କଲନେଲେ !—Qଉଜବୋଉ—ସାହାଙ୍କୁ ମୁଁ ଆପଣାର ବଡ଼ ଭଉଣୀ କ ମାଆ ପରି ଦେଖି ଆସିଛ !....ରୁ ରୁ । ସବୁ ଶବ୍ଦ ବନ୍ଦ ହେଲ । ରୂପ୍‌ସ୍‌, ଢେର ପର ଅନେଇ ଦେଖିଲ, ଘର ଭିତରେ ହେଇ ସେ ଦୂର କଣରେ ୨ଜଣା ପକେଇ ମୁହଁକୁ ତଳକୁ ପୋଡ ମେଞ୍ଚାମେଶ୍ୱ ହୋଇ ବସିରହରୁ ସେ ।

ମୋ’ର ସଂସ୍କୃତ, ମୋ’ର ଆଦର୍ଶ, ମୋ’ର ଏତେଦନର ସବୁ ଗଢ଼ାଗଡ଼ିର ଶେଷ ପରଣାମ—ସବୁ ହୁଏଇ ସେ ସାର୍ଥକ କରିବ । ସେ ମୋ’ର ସହକର୍ମିଣୀ ହେବ । ସୁଖରେ ଦୁଃଖରେ ସବୁଥରେ ସେ ଆଉ ମୁଁ । ବାପଘରଠୁଁ, ପିଲଦନର ଖେଳର ସାର୍ଥୀମାନଙ୍କଠାରୁ, ସମସ୍ତଙ୍କଠାରୁ ସମ୍ବନ୍ଧ ଲୁଟେଇ ଆସିଛୁ, ସେ । ତା’ର ଆଉ କେହି ନୁହଣ୍ଡ । ମୋ’ର ସହାନୁଭୁତ ଆସିଲ ।

କାନଡ଼େର ସ୍ପରଆଡ଼କୁ ନଯାକର ସହାନୁଭୁତ ସହ ମୁଁ ମୋ’ର ଦେହର ଭେକ ବଢ଼େଇବାକୁ ଭାଗଲ, ମୁଁ ପୁରୁଷ, ସେ ସ୍ତ୍ରୀ । ସ୍ନେହ ସହାନୁଭୁଣ୍ଡ ସହିତ କାମନା ମିଶେଇ ଆପଣା ମନକୁ ରେକଦେଇ ଧୀରେ ଧୀରେ ସେଇ ମେଞ୍ଚମା, ମୂତ୍ତ ପାଖକୁ ସ୍କୁଲପାଇ ଓଡ଼ଣା ଟେକଦେଇ ମୁଁ ଧୀରେ ଧୀରେ ଡାକଲ— ‘‘ରେଶ୍ବ—” ନଦ ତଳ ଢଳ ଆଖିରେ ଟିକେ ହସିଦେଇ ପୁଣି ସେ ଓଢ଼ଣା ଦେଇ ମୁହଁ ତଳକୁ ଝୋଷଦେଇ । ତା’ର ମୁହଁକୁ ଟେକଧର ପୁଣ ଡାକଲ, ‘‘ରେଣ୍ଡ—ରେଣ୍ଡ— ।? ବାସ୍ତବ ଆଉ ଆଦର୍ଶର ସଂଘର୍ଷରେ ମୋ’ର ମନ ଦଗଲ, ଭବଲ—୧ରୁ କ’ଣ ଏତକ ? ଏତେଦନର ଜୀବନର ସବୁ ଅଭିଜ୍ଞତାର ରୂପ ଗୁଇପର ସ୍କୁଲଗଲ ଘସି ଭସି, ତା’ର ପରସମାପ୍ତି —କେବଳ ଏତକ । ଏଣିକ ସ୍ୱପ୍ନରେ ଲଗିରଵଲ କେବଳ ଏତକ, ସୀମାହୀନ ବସ୍ତୁତ ବନ୍ଦ ହୋଇଯାଇ ରଖି ଦେଇଗଲ କେବଳ ଗୋଟିଏ ଗୋଲପ, ତା’ର କଣ୍ଟା ଆଉ ଫୁଲ ସମେତ | ସବୁ ନQଶା ଜବରଦସ୍ତ ଭଳକୁ ରୂ ପିଦେଇ ମୁଁ ଆନନ୍ଦ ଉଜୂଆଁ ରେ ମନ ଦେଲ, ଭଲ, ଜୀବନରେ କର୍ତ୍ତବ୍ୟ ବହୃତ, ଅନୁଭୂତ ଆଦୃର ବେଶି, ଅନ୍ତତଃ ଆଜି ଏତକ ।

ରେଣ୍ଡକାର ଲଜ-ସଙ୍କୋଚ ଖୋଲଦେବାକୁ ମନ କର ମୁଁ ପଛ କଥା ସ୍ମରଣ କରେଇ ଦେଇ ଆରମ୍ଭ କଲ— ‘‘ରେଣ୍ଟ, ମନେଅଛୁ ନା— ? ସବଥୁଲ, ଛଵ ଯିବା ସାଙ୍ଗେ ସାଙ୍ଗେ ମୋ’ର ଭଲପାଇବା ସଈଥିଲ । ଦନ୍ତୁଦନ ରେଣୁକାର ମୋହରେ ବୁଡ଼ରହ ମୁଁ ଆପଣାର ଵିଶ୍ଵାସ ତିଆରି କଲ ଯେ ଛକକୁ ମୁଁ ବୋଧହୂଏ ସେତେ ଭଲ ପାଇ ନ ଥୁଲ । ଛବ ଆଉ ମୋ’ ମଧ୍ୟରେ ଗୋଟାଏ କ୍ଷଣିକ ମୋହ ବଢ଼ି ଉଠିଥୁଲ, ସେ ଯୌବନର ସ୍ବରୂପ, ଟୋକା-ଡୋକ ଏକାଠି ହେଲେ ସେପର ବୋଧହୃଏ ଘଟିଥାଏ । ଯଦି ସେ ପ୍ରକୃତ ଭଲପାଇବା ହୋଇଥାନ୍ତା, ମୁଁ ଛବିକୁ ଗୁଡ଼ ରହିଥାନ୍ତ କପର ? ଛକ ବା ସ୍ଵାର୍ଥତ୍ୟାଗ ନ କରିଥାନ୍ତା କାହିଁକ ? ଏପରେ ଘବଲେ ସବୁ ପ୍ରଶ୍ନ ନିଜେ ନିଜେ ଲୁଟେ । ପୁଣି ବେଳେ ବେଳେ ଛଦ ଆଉ ରେଣ୍ଟଙ୍କୁ ଏକାଠି କୁଳନା କର ଯେତେବେଳେ ମୁଁ ରେଣୁ ଯାହା ଅସ୍ତ୍ରବ ଛଠି ତାହା ପୂର୍ଣ୍ଣ ରବନ୍ଧୁ ଦେଖେ, ରେଣୁ ପ୍ରଭ ମୋ’ର କର୍ତ୍ତବ୍ୟର ଡୋର ୪ଣାଓଗ ରୂପରେ କକ୪ ମଡ଼ମଡ଼ ହୁଏ, ମୁଁ ସେତେବେଳେ ଛକ ଉପରେ ଅଭିମାନ କର୍ରେ, ମନେ ମନେ ଭା’ର ଦୋଷ କଳ୍ପନା କରି ଦେଖେଁ । ଛକ ଉପରେ ପ୍ରତିଶୋଧ ନଏଁ ମୁଁ ରେଣୁକାକୁ ଆହ୍ଵାର ଗେହ୍ଲା ଆଦର ଦେଖେଇ । ଛବ ବ ବସ୍ତ୍ର ହୋଇଛି ତ । କିଏ ଜଣେ କହୁଥୁଲ, ତା’ର ଶାଶୁ ଶଶୁର ତାକୁ ଦେଖିପାରୁ ନାହାନ୍ତି ବୋଲି । ମତେ ଉଚ୍ଚରେ ଉଚ୍ଚରେ ସେତେ ଖଗପ ଲଗିଲା ନାହଁ ଶୁଣିବାକୁ । ତା’ର ପରନରେ ମୋ’ର ଉତ୍‌ଥାନର ଆନନ୍ଦ ଅବଶ୍ୟମ୍ଭାଗ ବୋଲ ମୁଁ ଧରି ନେଇଥୁଲ ।

ଆମର ବିବାହର ଜୀବନର ପହଲ ଭଗ ଖୁବ୍ ଭଲ ଭଲଥିଲ । ରେଣୁକା ସେତେବେଳେ ଖେଳେଣା କଣ୍ଢେଇଟିଏ ପରି, ସେ ନିଜକୁ ପ୍ରକାଶ କରିବାକୁ, ସୁଯୋଗ ପାଇନାହଁ, ସେ ଯେପର ଚଳେଇଲେ, ସେ ସେପଣ୍କ୍ଟ ଲେ । ତା’ ପିଲ୍ମ ମୋ’ର ଅନେକ ସମୟ ଯାଏ । ସେ ଯାହା ଅଳ୍ପ କଥା କହେ, ମୁଁ କହଁରେ ଆମୋଦ ପାଏଁ, ଅନେଇଁ ରହିଥାଏ ତା ଆଡ଼କୁ ତା’ର ରକ୍ତମାଂସର ଗଠନର ଆନନ୍ଦକୁ କବରା କର । ଲେକଗହଳରେ ଦନଯାକ ରେଣୁକା କେଉଁଆଡ଼େ ଛପି ରହ- ଥାଏ । ସେତେବେଳେ ଭା’ ଉପରେ ଅଧିକାର ସମାଜର ବେଶି । ନୂଆବୋହୂ ସେ, ସମସ୍ତେ ଦେଖିବାକୁ ଆସନ୍ତ, ବନ୍ଧ ଢା

ଆସନ୍ତା । ଦିନବେଳେ ତା’ର ଗୁଣ ମୁଁ ପଦାରେ ଶୁଣେ, ସେ ସୁନ୍ଦର, ସେ କରିବାକୁ ଘର ସୁଧାର, ସେ ଭରି ଲଜକୁଳୀ, କେତେ ଭଦ୍ର ଦକ୍ତ ବିଶେଷଣ । ନାନା ଉପାୟରେ ଦିନବେଳେ ମୁଁ ତାକୁ ଊଙ୍କ ମାଈ ଦେଖାଁ । ଧରପଡ଼ଲେ ଲଜର ହୁଏ । ମୁଁ ସର୍ବେ ଏଠକ ଲୁଟ୍ସ ପିଲଖେଳରେ ମଧ୍ୟ ସୁଖ ଅଛୁ, ଚଳେଇ ନେଲେ ସବୁ ସୁଖର ହୁଏ । ଗଣ୍ଡହେବା ସାଙ୍ଗେ ସାଙ୍ଗେ ମୁଁ ତମେ ଉଚ୍ଛନ୍ନ ହୁଏ । ଉତ୍କଣ୍ଠା ଆଦୃଶ୍ ଆନନ୍ଦକୁ ବଢ଼େଇ ଦିଏ । ଗତକ ଫୁସୁରୁ ଫୁସୁରୁ ହୋଇ ଗପ କରୁ ଯେତେ ସମୟ ସମ୍ଭବ, କେତେ ସୁଖଦୁଃଖ ଦିନଯାକର ଅଭ୍ୟତା ତା’ର ଆଉ ମୋ’ର । ଘର ଭଲଲଗେ । ସମାପିକା ଭଲ ଲାଗିଲ । ଆକାଶର ଆଦର୍ଶ, ତା ପଛରେ ଗୋଡ଼େଇବା ଖାଈ ସାର ହୁଏ, ସେ ଧଗଦଏ ନାହଁ, ଶୋଷ ବଢ଼ାଏ । ଆଉ ଏ ରେଣୁକା, ସେ ଗୋଧ୍ୟାସୁଦ୍ଧା ମୋ’ର ।

ଦଖଲ ଓ ଅଧିକାର ମନକୁ ଦମ୍ବ ଦିଏ । ଲେକେ ଘର ଭୋଳଲେ ପେଟରେ ଓଦାକନା ଦେଇ ସୁଦ୍ଧା ମୋଟା ହୃଥନ୍ତି । ଏଇ ରେଣୁକା ମୋ’ର, ୟୁର ଦେହ ଗୋଧ୍ୟାକ, ମନ, ସ୍କାର ମଣିଷପଣିଆଁ, କେବଳ ମୋ’ର ଏକୁଝିଆ । କେବେ ମୁଁ ପାଣି ଅପେକ୍ଷା ଶୋଷକୁ ଭଲ ପାଉଥଲ ମୋ’ର ମନେ ନାହୁଁ ।

ଗୋପୀନାଥ ମହାନ୍ତି by ଦ୍ୱାରା ଅଧିକ ପୁସ୍ତକ

15
ପ୍ରବନ୍ଧଗୁଡିକ
ମନ-ଗହୀରର ଚାଷ
4.0
Mana Gahirara Chasa, Gopinath’s debut book, was released in 1940. Dadi Budha, Paraja, and Amrutara Santana next followed (1947). He produced a lot of writing. He also penned three dramas, two biographies, two volumes of critical essays, twenty-four novels, ten collections of short stories, five books on the languages of the Kandha, Gadaba, and Saora tribes of Odisha, and two volumes of critical essays. Rabindranath Tagore’s Jogajog (1965) and Tolstoy’s War and Peace (Yuddh O Shanti), in three volumes, were both translated into Odia by him.
1

ପ୍ରଥମ ଭାଗ

18 May 2023
0
0
0

ଛୁଟି ଦିନରେ ସହର ଗୁଡ଼, ଗାଁଲୁ ଯେତେବେଳେ ମୁଁ ଗୋଡ଼ ବଢ଼ାଏଁ, ନଈବାଙ୍କର ବଡ଼ ଦେବଦାରୁ ଗଛ ପାଖେ ଦିନେ ଦିନେ ସେମୋର ମନେପଡ଼େ । ଆଜ ମୁଁ ବୁଢ଼ା ହେଲଣି, କିନ୍ତୁ ଝୋଲମର ଦ’ପହରେ ନଈକୂଳଥା ଶକ୍କଣ ପବନ ଯେତେବେଳେ ଦେହରେ ବାଜେ, ଥାଉ ଆରପାଖର ଗହ

2

ଭାଗ 2

20 May 2023
0
0
0

ମୁଁ ମନେ ମନେ ଘର ଖୁସିସାଏଁ, ହର୍ସେ । ରେକା ଭଉଣ ପଠିରେ ମୁହଁ ଲୁଚେଇ ମୁହଁ ଭ୍ର କୃଷି କରି) ମତେ ଦାନ୍ତ ଦେଖାଏ । ଥାଉ ଥାଉ ମଣିଷଙ୍କୁ ତ ଦେଖିଥିଲ ସେଠି, ସେମାନେ ମନେ ନାହାନ୍ତି କାର୍ବକ ? ଗଲେ ସେମାନେ ସପ ପାଦେଇଛନ୍ତି, କହିଛନ୍ତି, ବସ । ମ

3

ଭାଗ 3

20 May 2023
0
0
0

କିନ୍ତୁ ପଛରେ ଯାହା ଆସୁଛି, ଏ ଯେପରି ତାହାର ପହଲ ଧକ୍କା, ଏହାପର ଆଶଙ୍କାରେ ମନ ପୂରଯାଏ । ଆଉ ବସ୍ତ୍ର ହେବା କଥା—ବୋଉ ବା ଆଉ କେହି ସେପରି କଥା ଉଠାଇଲେ ହସି ହସି ମୁଁ କଥା ଉଡ଼ାଇ ଦିଏଁ । ଅଥଚ ନବେଳାରେ ମନ ଭିତରେ ମୁଁ ସେହି କଥା ଭର୍ବେ । ମୋ

4

ଭାଗ 5

22 May 2023
0
0
0

ଗଣ୍ଡରେ ଉଦାସ ମନରେ, ପଡ଼ି ଦେଖେ, ଭଲ ଲଗେ । ସକାଳେ ଆଉ ଥରେ ପର୍ତେ, ଦିନ ଆଲୁଅରେ । କେତେ ଅସଙ୍ଗର ଅବାନ୍ତର କଥା ବୋଝେ ଲେଖିଛୁ କ’ଣ ହେବ ସେଗୁଡାକ ? କାଟିକୁ ନୂଆ ଶଠି ଲେଖେ । “ମୁଁ ଭଲ ଅଛି, କୂ କପର ଅଛୁ, ଶଠ ଦେଉଥୁରୁ’’: ‘ ତା’ପରେ ଆପେ ଆ

5

ଭାଗ 6

22 May 2023
0
0
0

ବାଡ଼, ଯାହା ସମ୍ଭବ, ସେଣ୍ଡକରେ ଆପଣା ଆପେ ବାନ୍ଧ ହୋଇ ରହ ମନ ଛପ୪ ହୁଏ । ମୁଁ ଜାଣେ ମୁଁ କ’ଣ । ସେମାନଙ୍କ ଆଖିରେ ମୁଁ ଖୁବ୍ ବଡ଼, କିନ୍ତୁ • •। ମନେପଡ଼େ କିଏ କେତେ କପାଳରେ ଆଖି ଖୋସିଦେଇ ମୋତେ ସ୍ଫୁର୍ତ୍ତ ଛୁ । ଏତେ ପୂଜା, ଅର୍ଘ୍ୟ, ମୁଁ

6

ଭାଗ 6

25 May 2023
0
0
0

 ‘ନବେଳ’, କବଢା’ ଅର୍ଥାତ୍ ମଣିଷ କ’ଣ ହେଁ ତା’ ନଜେ ବୁଝିପାରେ ନାହଁ, କିନ୍ତୁ ଯାହା ପାଏ ତାକୁ ପାସଙ୍ଗରେ ପକାଏ ନାହଁ । ଆକ ଘରୁଛୁ, ଶେଷରେ କବର। ହଁ ମିଳେ ନାହଁ, ବାଧ୍ୟ ହୋଇ ମଣିଷ ହଜ ମନକୁ ପ୍ରବର୍ତ୍ତାଏ ଯେ ଏଇ ମୋ’ର କବଢା—ଶ୍ରେଷ୍ଠ କବଢା—

7

ଭାଗ 7

27 May 2023
1
0
0

ବୋଧହୃଏ ନାଘ ଜୀବନର କଶିଷ୍ଟତା । ଏହା ବୁଝିପାରବା ଶକ୍ତର ତାରତମ୍ୟ ଅନୁସାରେ ମୂଲ ହୁଏ । ନାଗ-ପ୍ରାଣର ସ୍ନେହ ବୁଝି ପାରିବା ଅନୁସାରେ । ସେଦନ—କେତେ କଥା ବସି ଘରୁଥୁଲ । ଝୋଲମର ୩’ପହରଣ, ଦୁଆରମୁହଁ ପାଖେ ସଉଜବୋଉ ବସି ବସି ଅଧ ଅଧ ଅନ୍ୟମନସ୍କ ହ

8

ଭାଗ 8

27 May 2023
0
0
0

ମୁଣ୍ଡ ହଲେଇ ହଲେଇ କହିଲେ, ‘‘ବାଜେ କଥା—ବାଜେ-କଥା, ରେଣୁକା ଭୂମୁକୁ ଠିକ୍ ମଣିଷ କରିଦେବ ।?? ହସି ହସି ଫାଟିପଡ଼ ପୁଣି ସେ କāଲେ, ‘‘ଅର୍ଥାତ୍ ରେଣୁକାକୁ ତୁମେ ବାହା ହୁଅ ।” ମୁଁ ତ ହସିଲ, ମୋର ହସ ହେଲା ନାହିଁ । ଯେପରିକ କଲେଜ ଘଣ୍ଟାରେ ଧାଇ

9

ଭାଗ 9

27 May 2023
1
0
0

କୌଣସି କାହାଣୀକୁ ଆଉଥରେ ପଡ଼ି ନାହିଁ, ତା’ର ବନ୍ଧକୁ ଏଲ୍‌ବମ୍‌କୁ ଥରେ ଥରେ ନରେଖି ଦେଖି ନାହଁ, କେବେ ଭା’ର ଆଖିରେ ମେଘ ଆଇସି ନାହଁ, ସବୁଦିନେ ସୁଖୀ ଉଜ୍ଜଳ ରମେଶ । ରମେଶ ଗୌରବ ନଏ କରୁ ତାକୁ ଫାଙ୍କି ଦେଇ ନାହଁ, ହୁଏତ ସେ ଭଗ୍ୟବାନ୍, ହୁଏତ

10

ଅଂଶ- 10

30 May 2023
0
0
0

ଥତ୍ସବ ହୁଏ ସବନାର ସୁଅ । କେବଳ ବାର ମାସର ଢେର କରା ନୁହେଁ, ସେ ତ ସ୍ଵାଘବକ, ଭବ ବସିଲେ ବୁଝିହୁଏ ଭଞ୍ଜ କବଙ୍କର ଋଭୁ ବିଶେଷରେ ଧାରଣା ଓ କଳ୍ପନା । ଆଲୁଅର ଭେଜ, ପରସ୍ଥିତର ଗୁଇ, ସ୍ଥାନର ଦ୍ୟୋଚନା, ବିନାର ଚମକ—ଗୀତ, ବାଜା, ବଳାପ, ଦୁଃସମ୍ବାଦ

11

ଅଂଶ- 11

3 June 2023
0
0
0

 ଘରୁଥୁଲ—ରଘୁନାଥ ଆଉ ଯାହାହେଉ ବେଲୁବ୍ ନୁହେଁ, ଯେଉଁ ବ୍ୟବସାୟ-ବୃଦ୍ଧି-ସମ୍ପନ୍ନ ରଘୁନାଥକୁ କଲେଜରେ ଏତେଦିନ ମୁଁ ଚଉ ଆସିଲ, ଦେଖି ଆସିଲ, ସେ ସାଧାରଣ ବୁଦ୍ଧିରେ ଭୁଲ୍ କରବାର ଲେକ ନୁହେଁ । ସବୁଥୁଲ—ଛକ ପାଖେ ପାଖେ ଥିବାଯାକେ ଲେଖାର ଭବିଷ୍ୟତ

12

ଭାଗ- 12

10 June 2023
0
0
0

ହରଉଇନା ତ ଲେଖା ବଷୟରେ କଶୌଶ୍ୱମୋହନ ସଙ୍ଗେ ସମ୍ବନ୍ଧ ପକ୍କା କରି ସାଈଥିଲେ, ଆଉ ରଘୁନାଥବାରୁଙ୍କ ଛଵ ଵଷରେ ନାହିଁ କରନ୍ତେ କାର୍ତିକ ? କହିଦେଲେ — ‘‘ହଉ, ଆପଣଙ୍କର ଯେଉଁଥରେ ଗଜ ।” ତା’ ସେ ରଘୁନାଥବାରୁ ଏକଦମ୍ ଜବାବ୍ ଠିକଣା କରିଦେଲେ । ଯାଇହ

13

ଭାଗ- 13

10 June 2023
0
0
0

କହିଲ, ‘ଛ—ମନର ଯଦ୍ଧ ଜୋର୍ ଅଛୁ ଆସି ବସହେବ । ଭଲ ପାଇବା ପାପ ନୁହେଁ । ବାପାଙ୍କୁ କହିବ । ତୁମେ ନିଜେ ମଧ୍ୟ । ସମାଜ ବଦଢ଼ୁଛୁ, ବଦଢ଼ୁଥିବ । ଲେକେ କହିବେ, କହନ୍ତୁ, ଯାହା ଉପରେ ନିର୍ଭର ନାହଁ ତାକୁ ମୁଁ ଡରେନାହଁ । ଆମେ ବସହେବା, କେ ଅଧ୍ୟକେ

14

ଭାଗ- 14

12 June 2023
1
0
0

ଆଉ ମୁଁ ଖବର ରଖିବାକୁ ଉତ୍ସୁକ ନୁହେଁ—କଏ କ’ଣ କଲ୍, କିଏ କଣ କରୁଛୁ ଇତ୍ୟାଦି । ସେଗୁଡ଼ାକ ବାଜେ କଥା, ଯାହା • ସାଙ୍ଗରେ ମୋ’ର ଶସ୍ତା ସଙ୍କି ପାଇବୁ । ବାହାଘଡ଼ ପଡ଼ିଲେ କେତେ ଆଉ କେତେ ଵସଘର ନିମନ୍ତ୍ରଣ ଆସେ ସୁନ୍ଦର କାଗଜରେ ସୁନ୍ଦର ନିମନ୍ତ

15

ଭାଗ - 15

12 June 2023
1
0
0

ଦିନ ଯେମିତ ୧ଲ ସେମିତି ଅଛି । ମଣିଷ ଯେମିତ ଥଲେ ସେମିତ ଅଛନ୍ତି । ପୃଥ୍ବୀର କିଛି ପରିବର୍ତ୍ତନ ଘଟିନା, ଅଥଚ, ମୋ’ର ବସ୍ତ୍ରଘର ସରଚ୍ଛ । ବୋବା ତାଙ୍କ ଘରେ ବଦାବବେଳେ ପୁରୁଣା ଗତରେ କନ୍ଦା ଲଗିଲ, କାନଡ଼େର ରେଶ୍ମୀକାର କାନ୍ଦଣା ମୁଁ ଶୁଣି, ମନ

---

ବହି ପଢ଼ନ୍ତୁ