ଘରୁଥୁଲ—ରଘୁନାଥ ଆଉ ଯାହାହେଉ ବେଲୁବ୍ ନୁହେଁ, ଯେଉଁ ବ୍ୟବସାୟ-ବୃଦ୍ଧି-ସମ୍ପନ୍ନ ରଘୁନାଥକୁ କଲେଜରେ ଏତେଦିନ ମୁଁ ଚଉ ଆସିଲ, ଦେଖି ଆସିଲ, ସେ ସାଧାରଣ ବୁଦ୍ଧିରେ ଭୁଲ୍ କରବାର ଲେକ ନୁହେଁ । ସବୁଥୁଲ—ଛକ ପାଖେ ପାଖେ ଥିବାଯାକେ ଲେଖାର ଭବିଷ୍ୟତ ଅନ୍ଧାର । ଦୁଇ ଝିଅ ସରଳ ହୋଇ ବଢ଼ିଛନ୍ତି । ସଂସାରର ଛନ୍ଦ କପଟ ଜାରେ ନାହଁ । କିନ୍ତୁ ଦହେଁ ଦ’ ପ୍ରକାର, ଲେଖା ଆଡ଼େଇ ହୋଇ ରତ୍ସବ, ଛବ ଆଗକୁ ମାଡ଼ଯିବ, ତା’ର ଅଧିକାର ଦାବ କରିବ । ଲେଖା ପାଇଁ ମୁଁ ଦୁଃଖିତ ହୋଇ ଫେରଲ । କା୪ରେ ରଘୁକୁ ପଟ୍ଟରଲ, ‘‘କେମିତ୍ତ ଦେଖିଲୁ ??? “ଡ଼େ ”—ରସୁ କଲ । କଶ୍ମି ସମୟ ପରେ ବା୪ରେ ସ୍କୁଲ୍ ସ୍କୁଲ୍ ରଘୁ କହଲ, ‘‘ଛକ ସଦ୍ଧ ବଡ଼ ଭଉଣୀ ହୋଇଥାନ୍ତା—" ମୁଁ କହଲ, “ର୍ଚ୍ଚ —”ତହଁଆର ଦିନ ସକାଳେ ମୁଁ ଟିଉସନ୍କୁ ଯିବାକୁ ଢେର ରର ହେଉଥୁଲ, ନଳନାକ୍ଷବାରୁ ଆସି ଡାକଲେ । ବଡ଼ ହସ ହସ, ବହୁଭ ଦିନର ଶସ୍ତା ବନ୍ଧୁଟିଏ ପରି । ମନେ ମନେ ଠିକ୍ କରନେଲ, ଆଶ ଟିଉସନକୁ ଯିବା ହେବ ନାହଁ । ବଡ଼ ଚଞ୍ଚଳ ହୋଇପଡ଼ଲ । କେଉଁଠି ତାଙ୍କୁ ବସେଇବ, କପଣ ତାଙ୍କୁ ଚର୍ଚ୍ଚା କରିବ—ସରୁ ମହାମୁସ୍କିଲ । ବଡ଼ ସହଜଭବରେ ମୋ’ର ଖଟ ଉପରେ ବସିପଡ଼ ଗୋଡ଼ ଦୋ’ଟି ହଲେଇ ହଲେଇ ସେ କଲେ— ‘‘କ’ଣ ସ୍ୱାଧଶ୍ୟାମବାରୁ ! ସକାଳଟା କେମିଷ ଖୋଲରୁ ଘରୁଛନ୍ତି ? ସାହିତ୍ୟକ ବର୍ଷନା କରୁ ମନେ ପଡ଼ ରୁ ???
ମୁଁ କହଲ, ‘‘ଆଉ ନାହିଁ ।”ପ୍ରଶ୍ନସୂଚକ ଦୃଷ୍ଟିରେ ତାଙ୍କ ମୁହଁକୁ ଅନେଇଁ ରହଲ । ସେ । ଉଲେ ହୁଏତ, ସେ ଏଥର ବର୍ଣ୍ଣନା ତାଙ୍କୁ ବଖାଣିବାକୁ ପଡ଼ିବ । ତେଣୁ କଥା ବଦଳେଇ ଦେଇ ୟାଡ୍ କୁ ସ୍ୟାଡ଼ କୁ ଆଖି ବୁଲେଇ ଆଣି କଳ୍ପଲେ— ‘ ଆପଣ ବୋଧହୃଏ ଆଇ.ପି. ପରୀକ୍ଷା ପାଇଁ ସ୍ପର ବ୍ୟସ୍ତ ଅଛନ୍ତି । ନୁହେଁ ? କୁଆଡ଼େ ବାହାରଛନ୍ତି ? ନାନା ପ୍ରକାର କଥା ପଡଗଲ । ମୋ’ର ଆଇ.ପି. ପଖୁକ୍ଷା କଥା, ଥାଉ କିଏ କଏ ପ୍ରହେନ୍ଦୀ ଅଛନ୍ତି । ଏ ସହରରେ ବର୍ଷା ଋଭୁଟା ବଡ଼ ଅସନା, ନୁହେଁ ? ସାହଜ୍ୟ ଠିକ୍ ସ୍ପୃହା ଥାଉ ସିଗାରେଟ୍ ପଣ ତରୁଣର ଜୀବନରେ ବଡ଼ ଦରକାରୀ ଜଷ । ଦଣ୍ଡ ବୈଠକ୍ ଭଲ ନା ପ୍ୟାରେଲେଲ ବାର୍ ଭଲ । ବର୍ଷାଦନର ଖଡ଼ାଗୁଡାକ ବେଶି ମିଠା ହୁଏନାହଁ, ଏହିପରି ବହୁତ କଥା । ହଠାତ୍ ସେ ଥା ଥା ମା ମା ହୋଇ ପକ୍ଟରଲେ—‘‘ରଘୁବାରୁ କରୁ କହୁଥିଲେ କି ନାହଁ ?’’ ମୁଁ କହଲ, ‘ନାହିଁ ତ ।?? ଆକକାଲକା ବିବାହ ବିଭ୍ରାଟି କଥା ପଡ଼ିଲା । ମୁଁ ବୁଝେଇ ଦେଲଯେ, ମୁଁ ନଢାନ୍ତ ମରହଆ ଲେକ, ଏତେ ନିକୁଞ୍ଚାନକୁ ମୁଁ ପସନ୍ଦ କରେ ନାହଁ ।
ସେ ନଜର ଆଧୁନିକତାକୁ ମଦତ୍ ଦେଇ କହିଲେ ଯେ, ଦେଖା- ଦେଖି ବା ଫଟୋ ପଠାଇଠିରେ କନ୍ଧୁ ଯାଏ ନାହିଁ, ଆସେ ନାହଁ । ତହଁରେ କନ୍ୟା ଦେହରୁ ତ ଫଡ଼ାଏ କ୍ଷୁଣ୍ଡ ଯିବ ନାହିଁ । ସେ କହଲେ ସେ ବଙ୍ଗ ଦେଶରେ ବିବାହ ବଷ୍ଣବନ୍ଧୁ ପାଇଁ ନାନା ଲ୪୦୪ ହେଉଛୁ । ଝିଅମାନଙ୍କୁ କରମାନଙ୍କ ଆଗରେ ଗାଁଇ ବୋଲ ନାଶବାକୁ ପଡ଼ ଛୁ ବେଳେ ବେଳେ । ମୁଁ ମୋ’ର ଅର୍ଥଶାସ୍ତ୍ର ବ୍ୟାଖ୍ୟାନ କଲ, ଓଡ଼ିଶାର ଝିଅ ଓ ପୁଅ- ମାନଙ୍କ ସଂଖ୍ୟା ବର୍ଗୀତ ହେଲ । କଥା ଶୁଡ଼ଲ ସେ ଆମର ମନ ଘରବ- ଲେକ ବା କାଶଦାସ-ଲେକରେ ଥିଲେ ସୁଦ୍ଧା ଆମର ଚଳାଚଳ ଯେଉଁ ପର୍ଯ୍ୟନ୍ତ ଏ ପୃଥୁଗରେ ଅଛୁ, ସେ ପର୍ଯ୍ୟନ୍ତ ସେ ଅର୍ଥଶାସ୍ତ୍ରର ଅଛପା ସୂର୍ବ- ହାଘ ନନ୍ତି ତ, ତେଣୁ ବାଧ୍ୟ ହୋଇ ଆମର ବ୍ୟବହାର ମଧ୍ୟ ତାହାର ଅନୁରୂପ ହେବ । ମଡଣ୍ଡିକମ୍ର ମୂଳ ଭରି ଏହା ସତ୍ୟ ଅନୁସାରେ ଆଚରଇ । ଶେଷରେ ଅଭିବମ ସୁଯୋଗ ଆସିଲା । ସେ କହଲେ, ‘ ଆପଣଙ୍କୁ ବଡ଼ ଏକୁଟିଆ ଲଗୁଥିବ, ସବୁବେଳେ ଖାଲି ପଢ଼ା ଥାଉ ପରିଶ୍ରମ । ଆସୁନାହାଣ୍ଡି କାର୍ବନ ଉପରଓଳ ଆମ ଘରକୁ ? ଆମେ ପଡ଼ୋଶୀ, ପୁଣି ଆପଣ ଆମ ରଘୁନାଥଙ୍କର ବନ୍ଧ । ଅତଏବ ଆମର ବବନ୍ଧ । ଆପଣ ତ ଆମ ଘରର ଲେକ । ‘ମମତୌନାଂ ସାପ୍ତପଦାନମୁଚ୍ୟରେ,’ ଆମେ ଏତେଗୁଡ଼ାଏ କଥା ହେଲୁଣି ଆଉ ବାକ ରହଲ କ’ଣ ?’ ଆମେ ଉଭୟେ ଘର ହସିଲୁ । ସେ ବିଦା ହେଲେ । ମା’ଠୁଁ ନିର୍ଭର ଜବାବ୍ ନେଇଗଲେ ସେ ଉପରଓଳ ମୁଁ ଅବଶ୍ୟ ସିଦ୍ଧ । ଦିନଯାକ ରଘୁନାଥକୁ ଅପେକ୍ଷା କଲ, ସେ ଆସିଲା ନାହିଁ । ସେମାନେ କୋଠା ଉପରକୁ ଯିବାବେଳ ହେବାର ଅଧଘଣ୍ଟା ପୂର୍ବରୁ ମୁଁ ସଜ ହେଲ । ଏଡ଼େ ଚମକ ଲଗିବାଭଳ କରୁ ହେଲୁ ନ ଥିଲ। କିନ୍ତୁ ଆଈ ମୋ’ର ପରଷ୍କାର ମନେଅଛୁ, ସେଦନ ମୋ’ର ଷ୍ଟପହରେ ହୋସ୍ ଆସିଥିଲ ଯେ ଧୋବା ଲୁଗାଗୁଡ଼ାକ ବକ୍ତୃତ ଦିନ ହେଲ ନେଲଣି, ଦେଇନାହଁ ।
ଧୋବାଘରକୁ ଯାଇ ଖଣ୍ତି ଏ ଲୁଗା ଖଣ୍ଡି ଏ କମିଜ୍ ଆଣିଥୁଲ । ମୁଣ୍ଡବାଳ ମୋ’ର କୁଣ୍ଡ ଦୃଏନାହଁ, ସେଦନ ଯଥାସମ୍ଭକ ବାଳଗୁଡ଼ାକୁ ଶାଉଁଳେଇଥିଲ । ନଳନାକ୍ଷବାରୁ ଥିଲେ, ବଡ଼ ଆଦରରେ ବସେଇଲେ । କଲେ, ‘‘ମନ୍ତେ ପର ବୋଲି ମନେ କରିବେ ନାହଁ ଘଧେଶ୍ୟାମବାରୁ, ମୋ ଘର କଏ, ଆପଣଙ୍କ ଘର କଏ ??? ଉଚ୍ଚର ପାଖର ଦରମେଲ କବା୪, ସେପାଖୁ ଅବାଜ ହେଲ— ‘‘ପର ବୋଲ ତ ଘରୁଛନ୍ଧ୍ର । ନ ହେଲେ ଏଭେଦନ ହେଲ ଆମେ ଆସିଲୁଣି ?କଏ ପରଦାକୁ ଆସନ୍ତେ ନାହିଁ କଏ ବୋଲି ??? ନଳନାକ୍ଷବାରୁ କହିଲେ, ‘‘ଜହୋ ଭତରକୁ ଆସୁନା, କୁମର ପୁଅ ପଈ, ତୁମେ ଲକର କରଛଡ଼ା ଦେଉଛ, କହୁଛ କ’ଣ ନା ସେ ପର କୋଲ ଘରୁଛନ୍ତି ?”
ଲେଖାବୋଉ ଆସିଲେ । ମୁଣ୍ଡକୁ ଅଧବାନ୍ଧିଯାଏ ମାଡ଼ଦେଇ ମୁଁ ଦଣ୍ଡବଳ କଲ, ସେ କରୁ କନ୍ଧଲେ ନାହିଁ । ଭୁମତାନ ହସୁଥାନ୍ତି । କିଛି ସମୟ ର ସେ ଭୁଲଗଲେ । ଥାକଥାକରେ ଜଳଖିଆ ଧର ଛବ ଆସିଲ, ଧଳା ଶାଢ଼ୀ ଖଣ୍ଡି ଏ ପିନ୍ଧଥାଏ, ଶୁଥାଏ ସୁନ୍ଦର । ସେ ଯାହା ପିନ୍ଧବ ଚାଲୁ ମାନବ । ତା’ ବାପା ପରିଲେ,‘‘ନାମ କାର୍ଡ କ ଲେ ?”’ ଛବ କହଲ, ‘‘ପଡ଼ଶ ।?? ଛବର ସଙ୍କୋଚ ନାହଁ । ମୋ ପାଖକୁ ଆସି ଟେବୁଲ୍ ଉପରେ ଜଳଖିଆ ଥୋଇଦେଇ ଛବ କହଲ, ‘‘ଖାଉରୁ ।” ବାପ ମା ଦୁହେଁ ହସିଲେ, କହେଲେ, ‘‘ଏମିତ ଚର୍ଚ୍ଚା । କଣ୍ଠରୁ କୁ ଲେ, ଭଦ୍ରଲେକଙ୍କୁ କଡ଼ରୁ ଖାଉରୁ ?”’ ସେମାନେ ସମସ୍ତେ ହସିଲେ, ମତେ ଅସଜ ଲାଗିଲେ ବ ହସୁଥାଏ । ଏହିପର ଆମର ପରଚୟ ହେଲ । କିଛି ସମୟ ଗଲରୁ ଲେଖା ବ ଆସି ମାଡ଼ମୁଡ଼ ହୋଇ ଗୋଟିଏ ଚୌକରେ ବସିଲ । ନାନାପ୍ରକାର ଗପ ଜମିଲ । ରୁ’ ଖିଥା ହେଉଥାଏ । ତୁମେ କ୍ରମେ ଛତର ଅଳ୍ପ ଅଳ୍ପ ସଙ୍କୋଚଖୋଲଗଲ । ଲେଖା ଅଳ୍ପ କଥା କହେ । ଛବି ଉପରେ ପଡ଼ କଥା କହେ, ହସାଏ ଓ ଖେଞ୍ଚା ମାରେ । ଥରେ ୩’ ଥର ଛକ ଅନୁପସ୍ଥିତ ରଘୁ ପ୍ରତ କଟାକ୍ଷ କର ୩’ ୪ ଥ୫ ମାଈଥିଲ । ଛବ ଅନୁରୋଧ କଲ କିଛି ଗପ ବହି ଆଣିଦେବାକୁ । ମୁଁ ହଁ କଲ । ଏହାପର—ସବୁ ମାମୁଲ ଗତ । ମଣିଷ ପ୍ରବେ ଭା’ର ଅଭିଜ୍ଞତାଗୁଡ଼ାକ ସବୁ ନୂଆ, ଇର୍ସର ନୂଆ ଗୁଣ ସବୁ ଭା’ର ଏକଥା । କିନ୍ତୁ ସବୁ କଥା ଫର୍ମରେ ପଡ଼ିଯାଏ, ଗୁରେଇ ମୂରେଇ ହୋଇ ଘଣାଗୁଡ଼ାକ ଘ୪, ସେହି ଘୋରଢେଇ ପୋରଢେଇ ବନ୍ଧାଗଢ ଅନୁସାରେ ।
ସେଦନ ନୂଆ ସମକ ଅନୁପ୍ରାସରେ ବୋଝେଇ ହେଇ ମୁଁ ଘରକୁ ଫେରଲ । ମୋ’ର ଆଖି ଆଗରେ ସେହ ଉତ୍କଳ ମୁହ ଉଁଗୁଡ଼କ । ମନେ ମନେ ରଘୁ ପ୍ରତି ମୋ’ର ଅନୁକମ୍ପା ହେଉଥାଏ । କଚର ଲେଖାକୁ ବସ ହେବ, ଛଦ୍ଧକୁ ନୁହେଁ । ଲେଖା ଆଉ ଛବି ଉଭୟେ ମୋ’ର ଭଉଣୀ ହେଲେ, କରୁ ସାନ ଭଉଣୀ ପ୍ରତି ମୋ’ର ସ୍ନେହ ଅଧିକ । ମୁଁ ଘରୁଥାଏଁ, କେଡ଼େ ଭଲ ଲୋକ ଏମାନେ, ଏମାନେ ଆମ ସମାଜର ଆଦର୍ଶ । ଅନ୍ଧ ପ୍ରାଚୀନ ସଂସ୍କାରର ଜନ୍ମଗର୍ଷ ବଳ କଳ ଏମାନଙ୍କ ସହଜ ସୁନ୍ଦରପଣିଆକୁ କଳଙ୍କି ତ କରୁନାହଁ । ଏଠି ଶିକ୍ଷା ଅଛ, ସଂଯମ ଅଛ, ସୁରୁଚ ଅଛି । ସବୁ ଆନନ୍ଦର ଉପାଦାନ ଅଛି । ମୋ’ର ପଢ଼ାବରୁ ଇଂରେଜ କଣ୍ଟଙ୍କର ନବେଦନ ମନେପଡ଼ଲ ‘ପଦ ଆନନ୍ଦ ଦେବାକୁ ମୋ’ର ଶକ୍ତ ନାହିଁ, ସଦ ସକାଳୁ ଉଠି ଦଶଜଣଙ୍କ ଆଡ଼କୁ ହସ ହସ ମୁହଁ ବୁଲେଇ ରଖିବାକୁ ମୋ’ର ମନର ପ୍ରଭୃଷ୍ଟି ନାହଁ, ତେବେ ହେ ଭଗବାନ୍ ମୋ’ର ମଲ ମନକୁ ଗଞ୍ଜ ଅନୁଭୁଣ୍ଡରେ ମୁନିଆଁ କେଞ୍ଚାରେ ଖେଞ୍ଚି ଖେଞ୍ଚ ଭୁମେ ମତେ ଭଲ କରନଅ ।’ ଏହିମାନେ ପ୍ରକୃତରେ ଆନନ୍ଦର ସନ୍ତାନ । ରଜ୍ଜୁ ସ୍ଵାଗ୍ୟବାନ୍ହେ ବ ଅନ୍ତତଃ ଏତକରେ ସେ, ଏ ଘରେ ସବୁତ ତା’ର ବନ୍ଧ ପଣିଆ ହେବ ।
ମନେ ମନେ ମୋ’ର ଦାୟିତ୍ଵନ ସଞ୍ଚରଲ ଯେ ଏମାନଙ୍କୁ ମୁଁ କାୟମନୋବାକ୍ୟ ସାହାଯ୍ୟ କରିବ । - ଖର ବର ଠିକ୍ ହେଉପଛେ ଛବ ପାଇଁ ମୁଁ ବର ଠିକ୍ କରିପାରିବ । ମୋଠୁ ଯାହା ଗ୍ରହଣୀୟ ତା’ ଦେବ । ଆନନ୍ଦ ଆସିଛୁ । କୁତୂହଳ ଆସୁ ଯେତେ ଥର ଆସେ, ତା’ର ପ୍ରକାର ସବୁ ନୂଆ । ସାମ୍ନାର ସେ କୋଠାଘର ପ୍ରତି ଆଉ ଅସ୍ବାସ୍ଥ୍ୟ ନ ଥୁଲ । ସେ ଏରେ ଯେଉଁମାନେ ଅଛନ୍ତି, ସେମାନେ ମୋ’ର ନିତାନ୍ତ ଆପଣାର । ଯେତେଥର ମନ ହୁଏ ଯାଏଁ, ପ୍ରତିଥର ର୍’ ମିଳେ, ଜଳଖିଆ ମିଳେ । ନଳନାଷବାରୁ ଓ ତାଙ୍କ ସ୍ତ୍ରୀଙ୍କ ସାଙ୍ଗରେ ଦୁଃଖସୁଖ ହୁଏ । ଛ ସଙ୍ଗରେ କଥାଈଷା ହୁଏ, ବହପ ସେ ଓ ମୁଁ ପଢ଼ିଥିବା ବହପ ଦେଣନେଣ ଲଗେ, ବେଳେ ବେଳେ ଚର୍ଚ୍ଚା । ପଡେ । ସେ ବଡ଼ ଆଗ୍ରହରେ ଶୁଣେ । ଲେଖା—ତା’ର ଭବ ସ୍ବାମୀର ମୁଁ ବନ୍ଧ, ତା’ର ଢ ଗମ୍ଭୀର ହେବାର କଥା । ସେ ତ ଆସେ, ଅଳ୍ପ କହେ, ସାଧାରଣ ଚପରତର ଆନନ୍ଦରେ ଭଗ Kଏ । ଗୋଷ୍ଠୀ ଏ ସପ୍ତାହ ମୋଟେ । ରଘୁ ଆଉ ଆସିନାହଁ, ସହରରେ ଥଲପର ବ ଦଶୁନାହଁ । ତା’ର କଥା ତାଙ୍କ ଘରେ ପ୍ରାୟୁ ପଡେ, ସେମାନେ ତା’ର ଶଠିକୁ ଅନେଇ ରହନ୍ତି । ପ୍ରାକ୍ ସ ଗୋଟିଏ ସପ୍ତାହର ଶହାପରିଚ । ଏତକ ଅଳ୍ପ ସମ ଭିତରେ ମନ ଭିତରେ ଅନେକ ଗୁଇ ମିଳେଇ ଯାଇଥାଏ । ନବେଳା ଥୁଲବେଳେକାନ୍ଥର କଣା ବାଟେ ସେ ଆରପ୪ ବାଈକୁ ଅନେଇ ଶଙ୍କ୍କ ରିବା ଅଭ୍ୟାସ ମୁଁ ଗୁଡ଼ ଦେଇଥାଏଁ ।
ପୋଖର ଉପରକୁ ଆଁ ଟାଏ ଜର ଅନେଇଁ ରହିବାର ଅଭ୍ୟାସ ମଧ୍ୟ । ମୋ’ର ନଜର ବସ୍ତ୍ରଘର କଥା ଆଦୌ ମନେ ନ ଥାଏ । ସ୍ଫୁରିଆଡ଼କୁ ଶଠି ଦେବାର ମହଲତ୍ ଗଡ଼ଯାଇ ସବୁ ବଳେଇ ପଡ଼ ଯାଇଥାଏ । ସବୁ ପଛର ଅନୁଭୁତ ଯେପରିକ ପୋଛପାରୁ ପାଇଛି, ନୂଆ ଜୀବନ, ସାମନାରେ ନୂଆ ବସ୍ତା, ଭବିଷ୍ୟତ୍ । ଏଇ ସାଇନ୍ଧନ ଉପରେ କେତେ କେତେ ବନ୍ଧୁ ବାନ୍ଧବଙ୍କ ସାଙ୍ଗ- ସୁଖକୁ ମୁଁ ଗୁଡ଼ ସାଈଛୁ, ବେଳେ ବେଳେ ବାଧ୍ୟରେ ଦେଖାହେଲେ କେହି କେହି ଚେଢ଼େଇ ଦିଅନ୍ତୁ, କ’ଣ ଏପର କାମ ଭଡ଼ ପଡ଼ ମୋ’ର, ସେ ଆଡ୍ଡା ଦେବାକୁ ଯିବା ସକାଶେ ବେଳ ଥଣ୍ଟୁ ନାହିଁ ? ଏଣୁତେଣୁ ଗୋଟାଏ ନା ଗୋଟାଏ ଜବାବ ଦେଇ ମୁଁ ପଳେଇଯାଏ ।
ମୁଁ, ମୋ’ର ଟିଉସନ୍, ମୋ’ର ଟ୍କକର ପାଇଁ ଦିନଗଣା, ଆଉ ଘର । ଆଉ ତାଙ୍କ ଘର—ଅବଶ୍ୟ । ସହରରେ ଦାଗ ପଈ ବଢ଼ିଲେ, ବିଶେଷତଃ ଏ ବି ସରେ, ମନକୁ ବୁଲେଇବାକୁ ଅନେକ ପ୍ରକାର କନଷ ମିଳେ । କେବଳ ଆଖି ଥାଉ କାନ ଖୋଲ ରଖିଲେ ହେଲ । ନିଜେ ଅଙ୍ଗ ନଭେଇବା ଅନୁଭୂକ୍ତ ଅପେକ୍ଷା ପର ଅଙ୍ଗେ ନଭେଇଥିବା ଅନୁଭୁତିକୁ ଆପଣାର କରି ମନେ ମନେ ଆନନ୍ଦ ପାଇବାର ସୁବିଧା ଅନେକ ଆସେ । ଏଠି ପୋଖସକୂଳ ନାହିଁ, ବାଈଆଡ଼ର ବାଉଁଶବଣ କ ଥାମ୍ବଧ୍ୟ ନାହିଁ, କିନ୍ତୁ ଏଇ କୋଠା ଜଙ୍ଗଲରେ ଅନେକ ଘ୪ ଆଖିରେ ପଡେ, ଯାହା ଗାଁ ଗୋହଣରେ ମିଳନ୍ତା ନାହଁ ।
ଦୂର ଦୂର ହୋଇ Qଔ କୋଠା । ତା’ର ଗମ୍ବୁଜ ଘରୁ ଗୋଟାଏ ପାଖରୁ ଆରପାଖକୁ ବେଢାରବାର୍ତ୍ତା ସ୍କୁଲରୁ । ନମିତ୍ତ ସମୟରେ ଗୋଧ୍ୟାକ ଉପରେ ଖବରକାଗଜ ଧର ଯୁବକଟିଏ ବସେ, ମୁଣ୍ଡ କୁଣ୍ଡେଇବାକୁ ଆର କୋଠା ଉପରେ ତରୁଣୀଟିଏ ଚଢ଼େ । ପାଖେ ଖବରକାଗଜର ନାନାବଧ ହଲ ସଙ୍ଗେ ସଙ୍ଗେ ଏପାଖେ ମୁକୁଳା ବେଣୀର ହତ୍ତୋଳ ଛୁଟେ, ଦେଖାରୁହାଁ ହୁଏ ମନେ ମନେ । ରଘୁବାରୁଙ୍କ ମେସ୍—ଠିକ୍ ସମ ହେଲେ ବଲେଇଟିଏ ଆସେ, ଠିକ୍ ସମ ହେଲେ କଲେଇ ସେପାଖକୁ ଯାଏ । ବିଲେଇ ବେକରେ ସାନ ଡବାଟିଏ ବନ୍ଧା ହୋଇଥାଏ, ସେ ଦେଖିବ କନ୍ଧବ, କେଉଁ ପିଲ ଖେଳବାକୁ ବାନ୍ଧଦେଇଛୁ । ସେହି ସାନ ଡବାଧିରେ ସାନ ଶ୦ଟିଏ ପଶିପାରେ । ବଉଳଥବା ଦୁଇଟି ପ୍ରାଣର କ ମରବ ସେନାଘେନ ତାହାର ଉଚ୍ଚରେ ।
ସେଦନ ଗ୍ରାମପ୍ରସାଦବାରୁ ସାଙ୍ଗରେ ଥିଲେ । ଚୂନଗୋଦାମ ପାଖ କୋଠାଢଳେ ଅନ୍ଧାରରେ ନନଜୋଈ ପାଖେ ଏକ କର ବସିଥିଲୁ । କ’ଣ ଗୋଟାଏ ପୋକ, ଯେତେ ବଡ଼ଲେ ବି ବାରମ୍ବାର ହଟିଯାଇ ନାକରେ ବାଜୁଥାଏ । ଆଲୁଅ ପକେଇ ଦେଖିଲ, ପୋକ ନୁହେଁ, ଖଣ୍ଡେ ଶଠି, ଦୋମହଲର ଝରକାରୁ ସରୁ ସୂତାରେ ବନ୍ଧାହୋଇ ଓହଳରୁ । ଖୋଲ ଦେଖିଲୁ”, ଗମପ୍ରସାଦବାରୁ ଆଉ ମୁଁ । ଠି ଖଣ୍ଡେ—‘‘ ସମସ୍ତେ ନାଇଲ୍ ବାଇସ୍କୋପ ଦେଖିବାକୁ ଯିବେ, ତା’ପରେ ତଦଣ୍ଟା— ଉଭ ଦଜଗତରେ ପାଣି, ପବନ, ପକ୍ଷୀ ଓ ପରଙ୍ଗମାନେ ଫୁଲଗୁଣୀ ଓ ଫୁଲଗଜାଙ୍କ ଭକ୍ତରେ ଦୌଟ୍ୟକାର୍ଯ୍ୟ କରନ୍ତି । ମଣିଷ ଓ ଉଭ୍ ଦ ଭଚ୍ଚରେ ସାମଞ୍ଜସ୍ୟ ବହୃତ, ତେଣୁ ଆମ ସହରରେ ନାନା ଉପାୟରେ ସବ ଅଭବ୍ୟକ୍ତ ହୁଏ, ଦେଖିଲେ ଆଶ୍ଚର୍ଯ୍ୟ ଲଗେ । ବେଳରୁଡ଼େ ଦେଖି ଦେଖି, ଶୁଣି ଶୁଣି, ଭୁଲ ବାହାରଲେ ଅନେକ କଥା ଜଣାପଡ଼େ ।
କିନ୍ତୁ ଏଇ ସାତ ଦିନ ସେସବୁ କଥାକୁ ମୋ’ର ଖିଆଲ ନ ଥୁଲ । ନିଜେ ବୁଝିପାଈ ମୋ’ର ପୁରୁଣା ଧରଣ ଧାରଣାଠୁଁ ମୁଁ ଦଉଡ଼ କାଟି ଘସି ସ୍କୁଲଗଲ । ପୁରୁଣା ବାଚଲ ବସ୍ତା ଫାଗାଈଥା ଦେଇ ପଡ଼ି ରହିଲା । ସେଠି ଭକାର ଉକ ମାଗେ, ସେଠି ଗରବର ଧୋକଡ଼ରୁ ଫଡ଼ା ଫଡ଼ ହୋଇ ଚରକନା କ୍ଷୁଣ୍ଡେ, ସେଠି ବଡ଼ ଲେକର ମଟର ଚକର ରୂପାରେ ପିଚକାଷ୍ଠ ପର ନାଲପାଣି ଛୁରକ ପଡେ, ଏକବସ୍ତେ ଦରଦ୍ୱାର କାମିଜ୍ ନଷ୍ଟ କରିବାକୁ । ଗୁପ୍ତା । ସେଠି କୁକ୍ର, ସେଠି ଭେକଳ୍ପ ମଣିଷ । ନିତିଦିନିଆ ଦୁନିଆରେ ପ୍ରୟୋଜନ ଅନେକ । ସମସ୍ୟା ବହୃତ, କୌଣସି ସମାଧାନ କୌଣସି ନଷ୍ପତ୍ତି ୫୫ ନୁହେଁ କି ସ୍ଥିର ନୁହେଁ, କୌଣସି ସମସ୍ୟା ବୁଝାସୁଝା କରିବା ଲୋକ ଅଭିବ ନାହାନ୍ତି । କିନ୍ତୁ ତେଣିକ ମୋ’ର ଦୃଷ୍ଟି ନ ଥିଲା । ସର୍ବକ ଦୃଷ୍ଟି ଥୁଲ ସେ କି ସମସ୍ୟା ।
ସେଥରେ ବ ଉଦବାକୁ ବୁଝିବାକୁ ଅନେକ ଅଛୁ । ଜୀବନ—ସେ ଅତି ଉଦାସ, ଅତି ଅମନୋଯୋଗୀ—କାହାର ସମସ୍ୟାରେ ତା’ର କରୁ ଯାଏ ଆସେ ନାହଁ । ମଣିଷର ସରୁ ହାଇ ଗୋଡ଼ ଢନ୍ଥକୁ ଭା’ର ଗୋଧ୍ୟାଏ ଚରନ୍ତମ ବକ୍ତୃତ ହସ । ସାଇ ଦିନ ଗଳ୍ପ । ଆହ୍ଵାର ଦିନ ଗଡ଼ ସ୍କୁଲଲ । ଅନୁଦିନ ଘନଶୃତା ଆମର ବଢ଼ିଗଲ । ପନ୍ଦର ମିନଟ୍ରୁ ଆରମ୍ଭ କଣ୍ଠ ସମେ ସମେ ଅଧଘଣାଏ ପର୍ଯ୍ୟନ୍ତ ତାଙ୍କ ଘରେ କଟେ । ଛବର ମୋ’ର ବେଶି କଥାଉଷା ହେଉଁ, ଲେଖା ବସି ବସି ଶୁଣେ, ବେଳେ ବେଳେ କଥାରେ ଯୋଗଷ୍ଟଏ । ନଳନାଷବାରୁ ବା ତାଙ୍କର ସ୍ତ୍ରୀ ସବୁବେଳେ ଆମ ପାଖେ ବସିରହ ପାରନ୍ତ ନାହଁ, ନଳନା କ୍ଷବାରୁ ତାଙ୍କର ଫାଇରେ ନଅ ଦିଅନ୍ତୁ, ତାଙ୍କର ଘରକାମରେ ବ୍ୟସ୍ତ ଥାଆନ୍ତି । କିଏ କେତେବେଳେ ନୁହୃତ ଆସ ଆମର ଗପରେ ଯୋଗ ଦିଅନ୍ତୁ । ସେଥ୍ପ୍ରତି ଆମର ଭ୍ର,କ୍ଷେପ ନ ଥାଏ ।
ଛ—ସେ ଛକଟିଏ ସତେ ! ବାର୍ଷି କ୍ୟର ପରଳପଡ଼ା ଆଖିରେ ଥାକ ସେ ଦିଶେ ଛଵ ପଣ ସୁନ୍ଦର, ପବନ ପର ଉଦ୍ଦାମ, ଲତା ପର ଲୀଳାୟିତ । ସୌନ୍ଦର୍ଯ୍ୟ ଆଉ ପ୍ରାଣବତ୍ତ ଖାଦ୍ୟବସ୍ତୁ ନୁହେଁ, ସେ ଆଲୁଅ ପଈ, ସେ ଭା’ର ପରିସର ଉକ୍ତରେ ଆସିବ, ତା’ ଉପରେ ଆଲୁଅ ପଡ଼ିବ । ଆଲୁଅରେ ସେ ନୂଆ ନୂଆ ପଦାର୍ଥ ଦେଖିପାରିବ । ସେହିପରି ଥୁଲ ଛବି ଥାଲୁର ଝରଣା । ଢା’ ପାଖେ ଗଳ୍ପ ପାଇଁ ବିଶିଷ୍ଟ ସQର ଆବଶ୍ୟକ ନ ଥୁଲ । ଭା’ର ସଂପର୍କରେ ଆପେ ଆପେ ବିଷବସ୍ତୁ ମନେପଡ଼େ, ଗଲ୍ଫ"ଯୋଜନା ଗଢ଼ା ହୁଏ । ଛବ କଥା କହେ, କଥା ଶୁଣେ, ହସେ, ହସାଏ । ଛର୍ବ ପାଇଁ କାମ କରିବାକୁ ଭଲ ଲଗେ, ସେ ନାନାପ୍ରକାର ଫର୍ମର୍ସି ଦଏ, ଭା’ର ସବୁକଥା ହୃଲୁମ୍ । ଫାଳ ଫାଳ ଆଖି ଉପରେ ଧନୁ ପର ଭ୍ର, ଲତାର ୭୫, କିନ୍ତୁ ଭ୍ର ଲଢାର ଦଣ୍ଡା ଉଞ୍ଚ ଉଞ୍ଚ । ସୂକ୍ଷ୍ମ ଶରୁକର ଦାଢ଼ ଧାରୁଆ ଆଉ ପର୫,୪, ଛକର ଅନୁରୋଧ ହଁ ହୃକୁମ୍ । ମନେଅଛୁ, ସେଇ ବରଷା ପାଗରେ ତା’ ପାଇଁ ଗପ ଖୋଜିବାକୁ ବାରଦୁଆର ବୁଲ ମୁଁ କେତେ ନେହର ହୋଇଛି । ଭା’ର ଉଲ୍ କଣିବାକୁ, ଜୋରା ବାଞ୍ଛିବାକୁ କେତେ ଦୋକାନ ହୋଇଛି । ସାମାନ୍ୟ ସାମାନ୍ୟ ଭେଷି, ସୌଖୀନ ପେନ୍ସିଲ୍ଏ, ଭୃଣ ଖଣ୍ଡେ ବାଛୁବାକୁ କେତେ ପରଶ୍ରମ କର । ସବୁ ପରିଶ୍ରମରେ ଆନନ୍ଦ ଲରେ, ଯେତେ ବାଈ ବାଛୁ ବୁଲିଲେ ବି ମନହୁଏ ଆହ୍ଵାର ବାରୁବାକୁ । ମାସେ ପରେ ଲଗୁଥାଏ, ଏମାନଙ୍କୁ ଆଳର ମୁଁ ଶହେଁ ତୁ । ନଳନାକ୍ଷ ବାବୁଙ୍କ ସ୍ତ୍ରୀ ବାରମ୍ବାର ରଘୁ କଥା ପଶ୍ଚିରନ୍ତି । କ’ଣ ହେଲା ? କାଳ ଏପର୍ଯ୍ୟନ୍ତ ସେ ଉତ୍ତର ଦେଇ ନ ହାନି ? ଇତ୍ୟାଦି । ଛକ ପାଇଁ ପରୋପ କରନ୍ତି । ଏଡ଼େ ଥଲଥଳ ହୋଇ ବଡ଼ି, ପୁଅ ତ ନାହିଁ, ଏଇମାନେ ପୁଅ ଝିଥ ସବୁ । କୋଉଠି ବଧାଇ ତା’ ପାଇଁ ରଖିଥିବ · “ ଏହିପରି । ରଘୁ ଉତ୍ତର ଦେଇ ନାର୍ଚ । ଦିନେ ଖବର ଆସିଲ୍, ନବଘନ- ବାରୁ ଡେପୋଟିଙ୍କ ଝିଅକୁ ରଘୁ ଦଘହେବା ଠିକ୍ ହୋଇଗଲା । ନିର ସରଯାଇଛୁ । ସେଦନ ନଳନାଷବାରୁ ମଧ୍ୟ ତାଙ୍କର କେଉଁ ବନ୍ଧ ଜରିଆରେ ଖବର ପାଇଥାନ୍ତି । ସଞ୍ଜବୁଡେ ମତେ ଦେଖି କହିଲେ—‘ତା’ ହେଲେ ଆପଣଙ୍କ ରଘୁନାଥବାରୁ ଅନ୍ୟ ବସ୍ତ୍ର ବା ଠିକ୍ ହୋଇଗଲ, ନା କଣ ??
ମୁଁ କହଲ, ‘‘ମୁଁ ଜାଣେ ନାହିଁ । ରଘୁ ମତେ ଶଠି ଲେଖେ ନାହଁ କ ରଘୁକୁ ସେହକୁ ମୁଁ ଦେଖିନାହିଁ ।” ନଳନାଷବାରୁ ଟିକିଏ ମୁହଁ ଶୁଖେଇଲେ । ପାଖରେ ଘରର ସମସ୍ତେ ଥାଆନ୍ତି । ତାଙ୍କ ସ୍ତ୍ରୀ ଉଠି ସ୍କୁଲଗଲେ, ଲେଖା ଉଠି ସ୍କୁଲଗଳ୍ପ । ଛବ ଟିକ ଏ ନମ୍ପୂ ଭ ହୋଇ କରୁଣଇବେ ମୋତେ ଅନେଇଲ । କହିଲ ~~‘‘ହା ଆଣିବ ??’ ମୁଁ ବାଁରେଇ ଦେଇ କଳ୍ପଲ—‘‘ନା, ଦେହ ଭଲ ନାହଁ ଆକ, ଥାଉ । ନଳନାଷବାରୁ ହସିଲେ, କହିଲେ, ‘‘ ଆଣ୍ ଲେ ମା, ରୁ ଟିକେଏ ଖାଇବେ ନାହିଁ ??? ଛବ ମୁହଁ ବରକଟେଇ ଦେଇ ଖତେଇ ହୋଇ କହ୍ବଲ, ‘‘ନ୍ଦି’, ଖାଇବେ ନାହଁ ନା ?? ହଠାତ୍ ଖୁସି ହେଲପର ନାଶଲ ପରି ସେ ଷ୍ଟଲଗଲ । ମୁହୂର୍ଣକର ମନ ଉଚ୍ଚରର ତୋଫାନ, ବକ୍ଟରର ସନ୍ଧସ୍ଥଳ । ସେ ନଷ୍ପଭି କର ସାରଥ, ସେ କଢଥିଲା । ବିଷଷ୍ଠ ହୋଇ ପାପୁଲ ଉପରେ ଗାଲ ଭଗ ଦେଇ ତାହାର ଆଡ଼କୁ ଅନେଇଁ ଅନେଇଁ ମୁଁ ସର୍ଘଶ୍ବାସ ପକାଇଲ । ନଳନାକ୍ଷବାରୁ ଅନହୃତ ବକ୍ତୃଢା ଆରମ୍ଭ କଲେ— ‘‘ଥମେ ଗରବ, ରସ ନାଥବାରୁ ବଡ଼ଲେକ, ସେ ଉପଯୁକ୍ତ ସମ୍ବନ୍ଧ କଲେ । ମୋ’ର ସେଣ୍ଟ୍ରାକ କହିବାକୁ କରୁ ନାହଁ ଯେ ଘଧେଶ୍ୟାମବାରୁ ! ମୁଁ ଦୁଃଖିତ ହେଉଛୁ, ଏଇଆ ଉବ ଯେ, ଆମ ଦେଶର ଆଶାଭରସା, ଯେଉଁ ମାନେ ଶିକ୍ଷିତ ଯୁବକ, ଦେଶର ସ୍ରଷ୍ଟା ଯେଉଁମାନେ, ତାଙ୍କର ବସ୍ଟର ସେତେ ସଳଖ ନୁହେଁ କ କ୍ଷିପ୍ର ନୁହେଁ । ୟା ଵ କୁହାଯାଇପାରେ ଯେ, ଢାଙ୍କର ବସ୍ଟର କରିବାର ଶକ୍ତ ଆଦୌ ନାହଁ । ନା କ’ଣ କଡ଼ଛନ୍ତି ? ଦୋଷ କାହାକୁ ଦେବା ପ୍ରଧେଶ୍ୟମବାରୁ ? ଦେଶର ଅବସ୍ଥା ସେହପର । ପରଧୀନତା ଆମର ଏତେ ଉଚ୍ଚରକୁ ବୋଲ ଭେଦରୁ ଯେ, ଆମେ ଧର ନେଇଛୁ, ଆମେ ଅବସ୍ଥାର ଦାସ, ଘସୁ ଘସୁ ଯେଉଁଠି ଯାଇ ଲଗିବା |