ମୁଣ୍ଡ ହଲେଇ ହଲେଇ କହିଲେ, ‘‘ବାଜେ କଥା—ବାଜେ-କଥା, ରେଣୁକା ଭୂମୁକୁ ଠିକ୍ ମଣିଷ କରିଦେବ ।?? ହସି ହସି ଫାଟିପଡ଼ ପୁଣି ସେ କāଲେ, ‘‘ଅର୍ଥାତ୍ ରେଣୁକାକୁ ତୁମେ ବାହା ହୁଅ ।” ମୁଁ ତ ହସିଲ, ମୋର ହସ ହେଲା ନାହିଁ । ଯେପରିକ କଲେଜ ଘଣ୍ଟାରେ ଧାଇଁ ଧାଇଁ କଣ ଚପqସୀ ଘୃଣ୍ମଘଣ୍ଟା। ପିଲ, ଥାଉ ମାଡ଼ଗୁଡ଼ାକ ପଡ଼ଲ ଠିକ୍ ମୋର ଗୁଣ୍ଡରେ । “ଦେଖ ଉଉଜ, ତମେ ଏମିତି ଚଡ଼ାଥ ନାଇଁ, ନଇଲେ ମୁଁ ଆଉ କଥା କହିବ ନାଇଁ କୁମକୁ ।” ମୋ ପଛରେ ଗୋଡ଼େଇ ଗୋଡ଼େଇ ସେ ଖାଈ ବକଲେ । ‘‘ ଯଥା ଗ୍ରବଣଧ୍ୟ ମହୋଦ —” ‘‘ହଉ ପଛେ ତମ ରେଣୁକା ମନ୍ଦୋଦଗ୍ଧ, ମୋର ପ୍ରବଣ ହେବା ଲେଡ଼ା ନାହଁ...” ‘‘ ନାଇଁ ନାଇଁ, ଶୁଣ, ସୁନା ସଇଟି ପର, ବଧୁ—ସୁନା ଉଇ ପର—ସୁନା—” ମହାତ ବରକ୍ତ କଲେ । ବୁଲ ପଳେଇଲ— କ’ଣ ନ କହିଲେ ସେ ! ସବଲ । କାର୍ବକ ଲେକେ ସ୍ଵପ୍ନ ସ୍ୱଚ୍ଚିଦଥନ୍ତି ଜାଣେ ନାହିଁ, ତଥାପି ଲେକେ ସ୍ଵପ୍ନ ଭଇଁ ଦେବାକୁ ଭଲ ପାଆନ୍ତି । ସେ ଯାହାକୁ ସେତକ ଭଲ ପାଏ, ସେ ତାକୁ ସେତକ କ ଦେଇ ଖୁସି ହୁଏ । ତେଣୁ ସେ ତା’ର ସ୍ବପ୍ନ ମୂଳରେ କୁର୍ହାଡ଼ ମାରେ । କିନ୍ତୁ ଏ ନାଗୁଜା ! ଏମାନେ କେବଳ କଷ୍ଟ ଦେଇ ନିରସ୍ଵ ପୃଥଣ୍ଡ ନାହିଁ । ଏମାନେ କଷ୍ଟ ଦେଇ କଲବଲକୁ ନରେଖି ଥନାନ୍ତ, ତେଣୁ ମଣିଷ କଷ୍ଟ ତ ପାଏ, ଆଉ ପରଜୟ ଭେରେ ବେଶି ।
ଆଜ ବଶ୍ଳେଷି ଦେଖୁଛୁ, ରେଣୁକାକୁ ମୋ ସହିତ ବସ୍ତ୍ର ଦେବାପାଇଁ ତାଙ୍କ ଭକ୍ତର ମନ ଯେତେ ବ୍ୟାକୁଳ ହେଉ ନ ଥୁଲ, ତାଙ୍କର ସନ୍ଧାମୀ ସୂକ୍ଷ୍ମଦୃଷ୍ଟି ମୋର ସ୍ବପ୍ନକୁ ସନ୍ଧାନ କରି ତାକୁ ହସି ଉଡ଼େଇ ଦେବାପାଇଁ ସେତେ ଉତ୍ସ କ ଥୁଲ । ମନେ ମନେ କଳ୍ପନା କଲ, ରେଣୁକାକୁ ମୁଁ ବସ ହେଉଛି— କିନ୍ତୁ ମୋ ଚେତା ମନର ସଂସ୍କୃତି ପ୍ରତିବାଦ କରଉଠିଲ । ‘ସୁନା ଭଉଣୀ ରେଣୁକା !’ ମୁଁ ତା’ର ପିଠି ଆଉଁସିଲ, ମୁଣ୍ଡ ଆଉଁସିଲ, ମୁହଁ ଟେକ ଧର କହଲ, ‘‘ଆହା !”’ ସେ ସ୍ପର୍ବ ସ୍ପର୍ଶ ହସିଲ, ମନର ସଂସ୍କାର ସାମାନ୍ୟରେ ମୁହଁ ବୁଲେଇ ନେଲ, ସ୍ପର ଆନନ୍ଦର ହେଲ, ତା’ର ଡୋଳାକୁ ର୍ ରବଲ, ସବୁ ପାସୋରି ପକାଇଥିଲେ । ଚେତନ ମନ ଚେଇଁଉଠିଲ—ଚନ୍ତାର ଧାର ଭନେ ବାଧ୍ୟ ଧରଲ୍ । ‘‘ଏଁ ବିବାହ ! କଏ ବସ୍ତ୍ର ହେବ ?”’ ସ୍ବପ୍ନର ଧାର କେଉଁଠି ଭୁଣ୍ଡି ଗଳ୍ପ । ମନରେ ଉର କଷ୍ଟ ହେଲା, ‘‘କେଡ଼େ ଅପସନ୍ଦ କଥା ବିବାହ । ଏତେ ଶୀଘ୍ର ! କେଡ଼େ ଥମୂଳକ— ଅମୂଳକ ଅମୂଳକ ବୋଲ ରେଣୁକା ସହର ବିବାହ ମୁଁ ସଦଗଲ । କେତେ କଳ୍ପନା ମନରେ ଆସେ, କେତେ ସୁଖର କଳ୍ପନା, ପୁଣି ଅମୂଳକ ଅମୂଳକ ବୋଲି ମୁଁ ହସି ଉଡାଇଦିଏଁ । ବେପଖଜ୍ୟ ସୁନରେ ସେହ ମିଳନ ସୁଖକୁ ହୃଦୟେ ହୃଦୟେ ବୁଝେ— କରୁ, ପୁଣି ମନରେ ଆଘାତ ଲଗେ, ଦେଖେଁ, ଆଦର୍ଶର ଅସୀମତା ସ୍ଫୁଲିଯାଇ ସେ ରୂପ ପରିଗ୍ରହ କରିଛୁ । ଭବଷ୍ୟତକୁ ଗୃହଁ ଦେଖେ, ଆକାଶ ସେ କ’ଣରେ ରହିଛି କଳା ମେଘର ଦରଥା, ମନ ଦଯାଏ । ବେଳ ଗଡ଼ଲେ ମୁଁ ଭୁମତାନ ଏକୁଟିଆ ପ୍ରାୟ ସବୁଦ୍ଧନେ ବୁଲ ବାହାରେ ।
ଅଳ୍ପ ଦୂରରେ ଦୁଇ ସ୍ତନ ଘର ବସ୍ତି, ତା’ ସେ ପାଖକୁ ଖଣ୍ଡେ ଦୂରକୁ ସରୁ ହୋଇ ଗୋଟିଏ ଝରଣା ପଥର ଉପରେ ଡେଇଁ ଡେଇଁ ତଳକୁ ଗଡ଼ଆସି ସମସ୍ତବରେ କିଛି ଦୁର ବନ୍ଧଯାଇଛି । ଝରଣା ସେପାଖେ ଅଳ୍ପ ଉ ଧାଡ଼ି ଧାଡ଼ କଣ, ତାହା ପଛକୁ ଗୋଟିଏ ଷ୍ଟାଙ୍ଗର ପାହାଡ଼, ତା’ ସେପାଖେ ଖାଲ ଉଠିପଡ଼ ଭୂଇଁ, ଖାଁ ଖାଁ । ସେଇ ଝରଣା କୂଳରେ ନରୁଝିଥରେ ଖଣ୍ଡେ ଉଞ୍ଚ ପଥର ଉପରେ ମୁଁ ବସେ, ପଥୁରିଆ ଝରଣାର ଶୋଘ୍ର ଦେଖେଁ, ଆଉ ଦେଖେ ତା’ ସେପାଖେ ସୂର୍ଯ୍ୟାସ୍ତ । ଦୂରରେ ଆକାଶ ନଇଁପଡ଼େ ସେଇ ତେଉ ଢେଉକା ଭୂଇଁ ଉପରେ । ଜନମାନବର ଶସ୍ତ୍ର ନାହିଁ, କୋଳାହଳ ନାହିଁ, କେବଳ ଜର୍ଜନତା । ଗମ୍ଭୀର ଝରଣା କୂଳରେ ବସି ତଳକୁ ରୁହେଁ । ତଳକୁ ଖୁବ୍ ବଡ଼ ବଡ଼ ଗଛ, କେତେ କାଳର ପୁରୁଣା, ଧାଡ଼ି ଧାଡ଼ ହୋଇ ଚମ୍ପାଗଛ କେତୋଟି ଅଛୁ । ଅଶ୍ବତ୍ଥ ପର ଉଞ୍ଚ, ପ୍ରଗତନ ବରଗଛ ପରି ତା’ର କାଣ୍ଡ ।
ତମ୍ପା ଫୁଲର ବାସ୍ନାରେ ଯେତେବେଳେ ପବନ ନଦୁଆଳ ଲଗେ, ତଳେ ପଥୁରିଆ ଝରଣାର ଜଳପ୍ରପାତର ଧୋବ ପାଣିର ଶଙ୍ଖ ପାହାଚ ଉପରେ ଅସ୍ତ ସୂର୍ଯ୍ୟର ରଙ୍ଗ ବି ହୋଇପଡ଼େ, ଗୋପନ ରହସ୍ୟ ଲୁଗୁଇ ସଢେକ ପ୍ରକୃତ ସ୍ଥିର ହୋଇ ରହେ, ନିଜ ମନର ରହସ୍ୟ କର୍ତ୍ତୃ କର୍ତ୍ତ ମୋର ଶକ୍ତାର ଧାର ସୀମା ଭଇଁ ଅସୀମକୁ ଚହ ସ୍କୁଲଯାଏ । କନ୍ଧୁ ସମାଧାନ କରପାରେ ନାହଁ । ଦିନ ସରେ । ଆରପାଖ ଜଙ୍ଗଲର ମୁଣ୍ଡ ଉପରେ ସତେକ ସେ ଦୁର ପ୍ରାନ୍ତର ସେପାଖେ ଲଲ ହୋଇ ସୂର୍ଯ୍ୟ ତଳକୁ ଖସିପଡ଼େ । ସନ୍ଧ୍ୟା ହୁଏ । ସେଇ ସଞ୍ଜର ନଗେଳାରେ ଝରଣା କୂଳରେ ବସି ଅନେକ ଥର ମୁଁ ଆଗକୁ ପଛକୁ ରୁହଁ ଦେଖିଛୁ, କେତେବେଳେ ସ୍ଵପ୍ନ ଦେଖିଛି, କେତେବେଳେ ଦେଖିଛୁ ଜାଗ୍ରତ ଭଷ୍ୟତ୍କୁ, ବସ୍ତୁବାସର ବା ଦୃଷ୍ଟିରେ ।
ଝରଣାର ପାଣିରେ ମୋ’ର ଅସ୍ପଷ୍ଟ ସ୍ବପ୍ନ ଭସି ଭସି ଯାଏ, ତା’ର ଅବିଶ୍ରାନ୍ତ କଳକଳ ଯେପରି ଚନ୍ତା ପଛରେ ଧାନ୍ତ ଶରନ୍ତନ ମହାକାଳର ପୃଷ୍ଠପ୪ । ଯାଏ ରେଣ୍ଡକା, ସାଏ କାଞ୍ଚନମାଳା, ସାଆନ୍ତ ଆଉ କେତେ ଦେଖା ଅଦେଖା, କେତେ ମୋ’ର ମରମତ୍ସବର ପ୍ରକ୍ତଚ୍ଛବ, କେତେ ମୋ’ର ଉଦାମ ରକ୍ତର, ମାଂସର, ସୌବନର । ସେହପର ଦିନେ, ପାଷାଣ ହୋଇ ବସି ମୁଁ ସବୁଛ, କେହ କୁଅଡ଼େ ନାହଁ, ସୂର୍ଯ୍ୟ ଅସ୍ତ ଯାଉଛି, ତଳ ଝରଣାର ରକ୍ତକ୍ ଶୁଣି ଗର୍ବଲ । ପନ୍ଦର ଷୋଳ ବର୍ଷର ଝିଅଟିଏ, ଛେପି ା ଚକ୍ରକ୍ ପିଠି ଆଉ ହାତଗୋଡ଼, ପାଣିରେ ସେ ନଇଁପଡ଼ିଥାଏ, ତା’ର କଳା ଖୋଷାରେ ପେନ୍ଥାଏ ବଣଫୁଲ, ଲ୍ଡରଳାଖେ ଝରଣାରେ ସାନ ବଡ଼ କେତେ ଭଉଁବ । ଊର୍ବ ରହିଲ, ନର୍ଜନର ଉଚ୍ଚରେ ସେ ମଧ୍ୟ ଗୋଟିଏ ଗୁ୪ ବର୍ଜନ ଗୁଇ । ନମେ ସେ ପାଣିରେ ବସିଲା, ଆନ୍ଧ୍ରର ଶବ୍ଦକର ହାତଗୋଡ଼ ଚକ୍କଣ କଣ୍ଠ ଧୋଇଲ୍, ପାଣିରେ ଘସିଲ, ଗୁଡ଼ଲ, ସଙ୍କୋଚ ନାହଁ, ଭଗ୍ନ ନାହଁ, ସତେକ ନିର୍ଜନତା ଭିତରେ ସେହି ଏକା ସେଠି । ପ୍ରଥମେ ଆମୋଦ ଲଗିଲ, ସମେ କୃତୂହଳରୁ ଆସିଲ ବର୍ଜନତାର ଆକର୍ଷଣ, ତା’ର ପ୍ରତ୍ୟେକ ଅଙ୍ଗଭଙ୍ଗୀ ଲକ୍ଷ୍ୟକର ରହଲ । କିଛି ସମୟ ପରେ ଉପରକୁ ଅନାଇଁ ସେ ମୋତେ ଲକ୍ଷ୍ୟକଲ । ପାଣିରେ ଥାଇ ପ୍ରଥମେ ଗୁତ ଉପରେ ଲୁଗାଟି ପାଣି ବାନ୍ଧହେଲ, ତା’ପରେ ଏପାଖ ସେପାଖ ଅନାଇଁ ଦେଖିଲ, ଭବତ୍ସଳ ଆଖିରେ । ଖାଲ ଝରଣାର କଳ କଳ । ତଳେ ସେ, ଉପରେ ମୁଁ । ପାଖରେ କେଵ ନାହଁ । ଦୁରରୁ କାହାର ଘୋର ଶବଦ ନାହିଁ । ତା’ପରେ ପୂର୍ବ ସ୍ଵାଧୀନତାକୁ ସାମାନ୍ୟରେ ଫେବଇ ଆଣି ତା’ର ପାଣିଖେଳରେ ସେ ମନ ଦେଇ । କଳ କଳ ପାଣି ମୁହଁରେ ଧରି ଫୋପଡେ, ମୁହଁ ହାତ ଚକ୍କଣ କଣ୍ଠ ସେ ଧୂଏ, ପାଣିରେ ବସିଥାଏ, ଯେପର ସେ ମୋ’ର ଅସ୍ତିତ୍ତ୍ଵ ଭୁଲ- ଯାଇଛି । ଜାଣି ଜାଣି ମୁଁ ମୁହଁ ବୁଲଲ ନର୍ସ । ଖୋକଲ ଖୋକଲ ଚଞ୍ଚଳ
ଗୃହାଣୀରେ ସେ ଏପାଖକୁ ଥରେ ଦେଖେ, ପୁଣି ଅପ୍ରସ୍ତୁତ ହୁଏ, ହସ ଢୋକ ନେଇ ପାଣିରେ ହଁ ମନ ଦିଏ । ଆଳୁ ମିଳନ ହେଉଣୁନ ହେଉଣୁ ପାଣିରୁ ଉଠି ଖଣ୍ଡେ ପଥର ସେପାଖେ ଆଡ଼ ହୋଇ ସେ ଠିଆ ହେଲ, ଲୁଗା ସାଲିଥିଲା । ଇସ୍କ ଟାହୋଇ ମୁଁ ତାକୁ ଲକ୍ଷ୍ୟ କରୁଥିଲ, ଦେଖୁଥୁଲ ତା’ର ସ୍ଥଇ ଅନ୍ଧାରମିଶା ଆକୃତର ସଙ୍କେତ । ଝରଣାରୁ ଉଠିଲ, ଏକମୁହାଁ ହୋଇ ସ୍କୁଲଗଲ, ଯେପରି ସେ ମତେ ଦେଖିନାହଁ । ନାହିଁ । ମୁଁ ମଧ୍ୟ ତାହାପରେ ବସି ରଖିଲ, ମୁଁ ବ ଯେପର ଢାକୁ ଦେଖି- ସେ ଷ୍ଟଲଗଲ, କିନ୍ତୁ ସେହି ଝରଣା କୂଳରେ ରଖିଗଲ ଗୋଟିଏ ବସ୍ତୁ-ଆଦର୍ଶମିଶା ସ୍ମୃତ, ସାହା ମନ୍ଦିର, ପୁଣି ପବନର, ତାହା ଆଦର୍ଶ ନୁହେଁ । ଆଦର୍ଶଠାରୁ ଅଷ୍ଟଶ ଖବଂ । ଅସ୍ପଷ୍ଟ ଭବଷ୍ୟତ୍ ନୁହେଁ, ତ ପରସ୍ପ, ୪ ବର୍ତ୍ତମାନ । ଭା’ର ଧାନରେ କବଢାର ଉତ୍ସ ଉପରକୁ ଉଠିଲ ନାହଁ, କେବଳ ରକ୍ତ ମାଂସ ଛପ୪ ହେଲା । ସେହି ଚନ୍ତାରେ ଶରନ୍ତନ ଆଦର୍ଶର ବନ୍ଧନ ନ ଥିଲ, କେବଳ ସା.କ ସନ୍ତୋଷ ଓ ଫଳପ୍ରାପ୍ତିର ଆକାଙକ୍ଷା ଥିଲା । ତେଣୁ ତାହା ପାସ । ସେହି ପାପର ପ୍ରେଢ ସନ୍ଧ୍ୟାର ନିର୍ଜନତାରେ ମନକୁ ଥାଚ୍ଛନ୍ନ କର ରଖିଲ । ପାପ, ସେ—ରକ୍ଷଣଶୀଳ । ସେ ସଂସ୍ଥିତମୂଳକ । ଥାଈ ଘରୁଛୁ, ସେହ ଯାପ ହଁ ପ୍ରତି ମୁହର୍ଭରେ ଚନ୍ତାକୁ ଆକାଶରୁ ଆଣି ପୃଥକ୍ରେ ବାନ୍ଧି, ପରକାଳର ବନମୟରେ ଇହକାଳରେ ସଂସ୍ଥିତ ଦିଏ, ଅମରକୁ ମରଣଶୀଳ କରେ, ଦିବ୍ୟଦୃଷ୍ଟି ହଳାଇ ଦେଇ ଦିଏ ଜଡ଼ବାସୀ ମାୟା । ସେହି ପାଗର ପ୍ରତିକୃଢ ଆତ୍ମାକୁ ଦେହରେ ବାନ୍ଧି । କାହାର ଧୂଆଁ ରେ ବର୍ଷା ହୁଏ । ଖଢ଼ି କାଦୁଅ ପଚ୍ ପଚ୍ ଟିଖିରେ ଧାନ ଗଜୁର ଉଠେ, ଗଛ ହୁଏ, ଫସଲ ଯାତ, ପୁଣି ଝଡ଼ପଡ଼ ଶୁଖିଲା ମାଟି ଉପରେ ।
ସେଇ ଝରଣାର ଧୋବଲ କାଳଆ ପାଣିରେ ମୋ’ର ସ୍ଵପ୍ନ ଆଦର୍ଶର ସଂସ୍କୃତ ପରଜ ପାଇ ବୁଡ଼ ମଈଥିଲ । । ସେଦନ ଗତିରେ, ମୁଁ ତାକୁ ସ୍ଵପ୍ନ ଦେଖିଥିଲ । କରି ପରଦନ ପୁଣି ସଞ୍ଜରେ ମୁଁ ସେଠିକ ଗଲେ । ଆଗରୁ କରୁ ସାତ ପାଞ୍ଚ ଭବ ସାଇ ନାହିଁ, ଧାରଣା ମଧ୍ୟ କର ନାହଁ ପୁଣି ସେଠିକୁ ସେ ଆସିବ । ଆପେ ଆପେ ସେଇଠି ଯାଇ ପଦ୍ମଞ୍ଚଲ । ପଦ୍ମ ସଦଲ, ନବେଳା ଶନ୍ତା ପାଇଁ ଏ ସ୍ଥାନ କେଡ଼େ ସୁନ୍ଦର ! ଅନ୍ୟମନସ୍କ ହୋଇ ବସି ବସି ବେଳ ବୁଡ଼ବା ସମୟ ହେଲ । କୌଣସି ବଶିଷ୍ଟ ବଷୟରେ ଧ୍ୟାନ ନ ଥିଲା । ଖସ୍ ଖସ୍ ହୋଇ ଗୋରୁଟାଏ ଏପାଖୁ ସେପାଖକୁ ସ୍କୁଲଗଲ, ଜାଣିପାଈ ନ ଥୁଲ, ଛନ ଛନ ହୋଇ ପଛକୁ ଗୃହଁ ଦେଖିଲ, ପୁଣି ଭୁମତାନ ବସି ରହଲ । ଆଦୃଶ ଥରେ ଦୁମ୍ନ ଦୁମ୍ଭ ପାଦ ଶବ୍ଦ ଶୁଣି ଗୃହଁ ଦେଖିଲ । ଏଥର ସେ । ଆବସ୍ତୁ, ମନରେ ଅନାଇଁ ରହଲ । ପ୍ରତୀକ୍ଷମାଣ ଚେତନା । ରକ୍ତର ଗତ ଦୁଢ । ଟୋପନ ମନରେ ପାପର ୫ ଲଙ୍ଗ । ଚେତନ ମନରେ ସଂସ୍କାରର ବନ୍ଧନ । ରୁହଁ ଦେଖିଲ, ସେଇ ନିର୍ଜନତାର ଆତ୍ମା ସେପର ରୂପ ଘେନ ତଳକୁ ଓୱାଇଗଲ, ଅଚଞ୍ଚଳ ସହଜ ଗତରେ । ତା’ର ପ୍ରତ୍ୟେକ ଭଙ୍ଗୀ ଆଖିରେ ଆଖିରେ ମୁଁ ପିଇ ଯାଉଥଲ ବାଳ ଗୃହିଣୀରେ । ପୁଣି ସେ ଏପାଖକୁ ସ୍ପର୍ବଲ । ପୁଣି ସେ ପାଣିକୁ ସ୍କୁଲଗଲ, ସ୍ନାନରେ ମନ ଦେଲ । ଥାଇ ଥାଇ ପୁଣି ସେ ଗୃହେଁ ! ଜାଣି ନ ଜାଣିଲା ପର ଦେହକୁ ଖେଳାଏ । ନଜର ଯୌବନରେ ନଜେ ବସେସ ହୋଇ ଆପଣା ସାଙ୍ଗେ ଛଧ୍ୟାର ଖେଳ ଖେଳେ । ପାଣି ସଙ୍ଗେ ସଚେକ କଥା କହେ । ପାଣିକୁ ମୁହଁରେ ମାରେ, ପାଣିକୁ ଆଉଁସେ, କୁଣ୍ତା।ଏ, ପାଣିରେ ଲେଖିପଡ଼େ ।
ସମେ ସର୍ଦ୍ଧ ଅନ୍ଧାରରେ ଆଳୁଥ ମିଶିଗଲ, ପାଣିରେ ଥାଇ ଘନ ଘନ ସେ ମୋ’ର ଆଡ଼କୁ ଗର୍ବ । ମୁଁ ମଧ୍ୟ ତାକୁ ଗୃହଁ ରହଲ । କେହି କୁଆଡ଼େ ନାହଁ, ସେପାଖ ପଦା ଭୂମି ଉପରେ ଗୁଇ ପଡ଼ଗଲଣି । ଜଙ୍ଗଲ ଅନ୍ଧାର ଦିଶୁଛି । ତଳେ ଛଳ ଛଳ ଝରଣା । ପବନର ଗଣ୍ଡ ନାହଁ । ସେତେ ସ୍ଵର୍ଗଲ, ରକ୍ତ ଆଉ ମାଂସ ସେତେ ଟାଣିହେଲ । ଉଲ ତଳକୁ ସ୍କୁଲଯିବ । ପୁଣି କ’ଣ ମୋ’ର ହାଇ ଗୋଡ଼କୁ ଏକାଠି ବାନ୍ଧ ରଖିଲ । ଚନ୍ତାରେ ମୁଁ ଗଲ, ଚନ୍ତାରେ ମୁଁ କାହା ପାଖେ ପଦ୍ମଲ, ସବୁ ମନେ ମନେ । ଶବ୍ଦର ଅଧୀର ହୋଇ ଡାକଲ ।
କେବଳ ଚନ୍ତାରେ - ' ବସ୍ତୁତଃ ମୁଁ ସେଠି ହଁ ବସି ରହଲ । ସେ ପାଣିରୁ ଉଠି ଆସିଲ । କୂଳକୁ ଗଲ କରୁ ନ ଜାଣିଲା ପରି, ତା’ପରେ ସିଧା ଭୁଲଗଲ । ଅନ୍ଧାରରେ ମନେହେଲ୍, ପେପରି ସେ ମୋତେ ରୁର୍ବ ହସିଦେଇ ଗଳ୍ପ ।ସେଇ ଝରଣା କୂଳରେ ଏକୁଟିଆ ବସି ରହଲ । ଗତ ହେଲ, ଆକାଶରେ ଭାର କକ୍ କକ୍ ହେଲେ, ପ୍ରଶାନ୍ତ ଆକାଶର ତାରବନ୍ଧା ଶାକ୍ତ ମୋ’ର ମନରେ ପଶିଲ, ଆଉ ଶୀତଳ ପବନ । ଭାବୁ ଭାବୁ ସମେ ମନର ତାତ ଉଭେଇଗଲ, ଯେପର ଉଦ୍ବେଗ ନା, ଉଚ୍ଚସ ନାହଁ; କେଡ଼େ ସହଜ ଥାଉ ଉତ୍ତେଜନା ଶୂନ୍ୟ——ଭାଗ ଅଥର ମିମି, ଝରଣାର କଳ କଳ, ସ୍ତବ୍ଧ ଅନ୍ଧାର, ଧାଡ଼ି ଧାଡ଼ ଗଛର ଗୁଇ, ଢାହାର ମଝିରେ କନ୍ଧୁ ସମୟ ପଥର ପାଲ ମୁଁ ପୁଣି ବସାକୁ ଫେରିଆସିଲ । ବାଟରେ ମନ ପଣ୍ଡଆଗ ଦେଖାଇଲ, ନା ପାପ ନୁହେଁ କୌତୂହଳ ମାନ, ସଂସାରରେ ପାପ ପୁଣ୍ୟ କରୁ ନାହିଁ । ସରୁ ସିସ୍ଟା ଆଉ ଫଳ; ଫଳ ଆଉ ସିୟା । ସରୁ ମଙ୍ଗଳମୟ ଏବଂ ସବୁ ପବ ।
ଗୋ*ଏ ଗୋ*ଏ ସୃଢ, ସେ ପଥର ଉପରେ ଗାର ଟାଣେ, ଗାର କାଟେ, ଗାଲ ଥାଞ୍ଚ୍ ଡ଼େ ! ତା’ପରେ ଭୁଲ ହୋଇ ପଡ଼ିଥାଏ ଗୁଡ଼ାଏ ଥାଞ୍ଚଡ଼ା ଥାଞ୍ଚ୍ ଡ଼ କଟାକଟି ଜାଲ ପର ଛକ, ଅଳନ୍ଧ ପର ମେଞ୍ଚା ହୋଇ ଲଖି ରହେ, ଡାଃ, ସଲ । ଥକ ମୁଁ ଘୂର୍ବ ର୍ନ ଆଶ୍ଚର୍ଯ୍ୟ ହେଉଛୁ, କେତେ କଣ୍ଟାକ ସେଠି, ଆଉ ସେ ଫର ଳେ ଝରଣାର ପାଣିରେ ଆକର୍ଷଣର ଅନ୍ଧାର ଶଘର, କାର୍ଡ, ସେ ମନେ ନାହିଁ ତ ! ଆଉ କେତେ ଥର ସେଠିକ ମୁଁ ଘଣ୍ଟବାକୁ ଯାଇ, ନୂଆ ଲେକଙ୍କୁ ଦେଖିଲ, ଢାକୁ ଦେଖି ନାହିଁ, ଅଥବା ଢାକୁ ଦେଖିଛୁ ଚଉଁ ପାଈ ନାହଁ । ପରସ୍ଥିତରେ ସେଥରର ସେ ଥାଉ ନୂଆ ଅଲୁଅ, ନୂଆ ସମୟ, ନୂଆ ସେହପର ହୋଇ ଦେଖାଦେଇ ନାହଁ ! ଛଳ ଛଳ ପାଣିରେ ମେଞ୍ଚାମେଞ୍ଚ ସୌଲେକ, ମେଞ୍ଚାମେଞ୍ଚ ଲେକଙ୍କର ମେଞ୍ଚାମେଞ୍ଚେ ଖାଈ ଦେହ , ଖାଲି ବସ୍ତି ଜମ୍ବେଇଛୁ ଆପଣାର ପରମ୍ପର ମନେପକାଇ, କଦଳା ବଦଳରେ ଦର୍ଶନ ବଉଳଛୁ, ସେ ସେଠି ନାହିଁ । ଦିନ ସଣ ଅସିଲ୍, ସେଠୁ ବିଦା ହେଲ । ଘଉଜବୋଉ ରୁମାଲରେ ଅତର ଢାଳ ଦେଇଥିଲେ, କାରଥିଲେ । ମୋ ନିଜ କଥା ନ କହଲ ବା । ହଁ, ହେତୁ ଅଛି ମୁଁ କହି ଯାଇଥିଲା ତାଙ୍କ ପାଇଁ ନିଶ୍ଚୟ ଉଲ୍ ଜଣି ପଠେଇ ଦେବ । ଶଠି ଲେଖୁଥିବ । ନଶ୍ଚୟ, ନିଶ୍ଚୟ । ମନ ଵ ଶଗଡ଼ଗୁଳାରେ ଗଡ଼ ସ୍କୁଲବାକୁ ଭଲପାଏ, ଝିଙ୍କା- ଓର ଆଉ ବଦାବଦ, ଖାଲ ଦୁଃଖ । କ ଵଚ୍ଚର ସେ, ନାଟ୍ୟ ମନେ ନାହିଁ; କିନ୍ତୁ ଏବେ ବି ନରୁଥା- ବେଳେ ସେ ବାସ୍ନାଧ୍ୟ ମନେପଡ଼େ । ସେ ସଞ୍ଜ୪ ମନେପଡ଼େ । ସେଦନ ମୁହଁପ୪ ଥକାଶରେ ମେଘ ବି ନ ଥୁଲ ଟିକଏ, ଖାଲ ଫାଙ୍କା ମଉଳା ଅକାଶ, ଆଲୁଅ ମଈ ଆସୁଥୁଲ । ସେ ବାସ୍ନା ସାଙ୍ଗେ ସାଙ୍ଗେ ସେ ଆକାଶରୁ ଫାଳେ ଘମିଆସେ, ଗମ୍ଭୀର ଗମ୍ଭୀର ଲୁପାଗୁଡ଼ା ଏ ପାଖକୁ ପାଖ ଲଗାଲଗି, ଭଲ ଲଗେ ନାହଁ । ଗୋଟାଏ ପରଚ୍ଛଦର ଶେଷ ୧୪, ସେ ଫାଙ୍କା ବାସ୍ନା ।
ନୂଆ ଆଲୁଅର ସନ୍ଦେଶ ଧରି ପୁରୁଣା ଗତ ଶେଷରେ ନୂଆ ସୂର୍ଯ୍ୟ ଉଏଁ । ଗର୍ଷ ଗତର ସୁତ ସୁଦ୍ଧା ମିଳେ ନାହଁ । ଆଖି ଝଲସା ନୂଆ ଆଲୁଅରେ । ଗତ ଥୁଲ, ଭଲ ଥୁଲ, ଦିନ ହେଲ ସେ ବି ଭଲ । କାନ୍ତ ସଞ୍ଜର ସ୍ନାନ ବାରୁଣୀ ଉପରେ ଉଜ୍ଜଳ ଦନର ଦୀପ ପୁଣି ହଜସାଏ, ଆଉ ଭା’ର ପରଚୟ ନାହଁ । ସବୁ ଭଙ୍ଗା, ଆଉ ଧରି ବସିଲେ ସବୁ ଫାଙ୍କି । ଧର ବସିବା ମନର କ୍ଷମ, ଧର୍ମ୍ମ ନ ଦେବା ସୃଢର ସୃସିବ । ଆଈ ଏ ବୃଦ୍ଧ ବୟସରେ ମନେହୁଏ କ’ଣ ? ସଜ୍ଜି ର ପ୍ରାସାଦର ଶବଧ ସାଜସଜ୍ଜା ପରି ଜୀବନର ଉଜ୍ଜଳ ମୁହୂଗୁଡ଼କ ସୁନ୍ଦର ମୁହୂଗୁଡ଼ିକ ଏହିପରି ସଜା ହୋଇଥାନ୍ତା । ଅଗତ ଦନର ଗୌରବ ଅଭିଯାନର ସବୁ ରୂପରେଖା, ଶୋଭଉଦ୍ୟାନର ଲତା ଗୁଳ୍ମ ପଈ । କରୁ ତା’ର ପରିଚୟ ନାହିଁ । ପର କାଲର ଆକର ଏ ବୃଦ୍ଧ-ସୂର୍ଯ୍ୟର ହଳଦଥା ଆଲୁଅରେ ହଳଦିଆ କାମଳ- ବୋଳା ଦୃଷ୍ଟିହୀନ ଆଖି ଆଗରେ ନରର୍ଥକ ପ୍ରକୃତର ଅର୍ଥହୀନ ରୂପବନ୍ୟାସ ବଦୁ,ପ କରି କରି ଯାଏ, ଚୈତ ପବନରେ ତୃଣ୍ଡା ପସୃ ଢର ଭୌଲ ଆକ କାର୍ଡ଼ ? ଭଗରେ ବାହାରେ ଯେତେ ଅଗଣିତ ପରବର୍ତ୍ତନ ତା’ର ସିଂୟା-ପ୍ରତି ସ୍କାର ସଂଘର୍ଷଣର ଫଳାଫଳ ମଣିଷ ମନର ଭୁବ-ଦର୍ପଣ । କେତେ ଛଦ ଫୁଟ୪; କିନ୍ତୁ ଯାହା ମଣିଷ ଦେଖେ, ତାହା ଛବର ନୁହେଁ, ମଣିଷର ବକ୍ତୃଭ ମନୋଭାବର । ଭାଷା, ଶକର ଭୁଲର ରଙ୍ଗ, ଶିଳ୍ପୀର
ବଞ୍ଚାଳ, କେତେ ବା କଭକଟା ସାଘ ପରି ପ୍ରାଚୀନର ସବ ନୂତନର ଉତ୍ତାପି ର ଭତରେ ଖାଲ ଛଟପଟ ହୁଏ ସିନା, ତା’ର ଗୁଞ୍ଜନ କେବଳ ସେହି ବୁଝେ, ଥାଉ କେହି ନୁହେଁ । ତା’ର କରମତ । ସାହଜ୍ୟ ! ସ୍ଵରୁକର ବଶ୍ଳେଷଣ—ବ୍ୟର୍ଥତାର ଉପହାସ । ରୁଷ ପାହାଡ କରରେ ଆନ୍ଧମ ଅକର୍ମଶିଳା ପର, ତୁମେ ଦେଖିବ ପଥରରେ ଗାର, କେଉଁ ଗାରର କ ସଙ୍କେତ, କେତେ ବା ବଢାସି କୁଡ଼ିକ ବଜ୍ରର ଇତିହାସ, ନ ବୁଝିବ ଦର୍ଶକ ତାହା, ରୁଝିବ ହୃଏଇ ପଥର କହିବାକୁ ଘଷା ନାହଁ । ସ୍ବପ୍ନ—ହାୟ ! ତେଣୁ କହେ ବୈଶାଖ ଶେଷର ଶୁଖିଲ ଠାଉ ଠାଉ ପୋଖର-ଗଣ୍ଡ ଉପରେ ଯେଉଁ ଫଡ଼ା ଫଡ଼ା ଫା୪ ତା’ର ବ ମୂଳ ଥିଲା । ଅଳସ ଦିନର ଅକାମି ଶନ୍ତା ଅକାମି ଅନୁଭୂକ୍ତ ଯାହାର ମୁଖ୍ୟ କେଭେ କେହି ଦେଇ- ନାହିଁ, ସେ ଵ ନମସ୍ୟ । ସେଦନର ସୂର୍ଯ୍ୟ ଆଉ ଆସିବ ନାହିଁ । ମନ-ଗସ୍ତରର ଅସୁଝା କଥା । ତା’ର ପ୍ରକାଶ ମଧ୍ୟ ଅଜ୍ଞେ, ଅବ୍ୟକ୍ତ; କାରଣ ସେ ସରଳ, ଗଣ୍ଠି ନାହଁ କ ଖିଅ ନାହଁ ଧରିବାକୁ ମାପିବାକୁ । ଅଳସ ଦିନଗୁଡ଼ାକ ପାଣି ପର ବୋହ ଯାଉଥାଏ । ସେଦନ ରମେଶ ଘରକୁ ଯାଇଥିଲେ । ଲେକେ କହନ୍ତି ସେ ଭଲପାଏ । ତା’ର ଡାଇଗରେ ରଖି ସମସ୍ତ ଆହୋଇ ଅନ୍ତତଃ ଦୁଇ ଡଜନ କାହାଣୀ, ନାୟକ ସେ ନିଜେ ନଜେ । ତା’ର ବୈଠକଖାନାରେ ଗଣି ଗଣି|
ସତର ଛବ, କେତୋଽ ସିନେମା ନମାନଙ୍କର, କେତୋଟି ବା ତା’ର ବାନ୍ଧଗମାନଙ୍କର । ରମେଶ ଭଲ ଫଟୋ ଜଏ । ତା’ର ଅଲ୍ବମ୍ ଅଛି । ସେ ଗଙ୍ଗ କରେ କୌଣସି ସୁତ ତାକୁ ଫାଙ୍କି ଦେଇ ପାରିନାହିଁ । ସବୁ ତା’ର କୋଥଳରେ । ଏତେ ଦିନର ପଈଚ ସତ୍ତ୍ବେ କେବେହେଲେ ମୁଁ ତାକୁ ଚନ୍ତର ଦେଖି ନାହଁ, ଅନ୍ୟମନସ୍କ ଦେଖି ନାହିଁ । କିନ୍ତୁ ଗୋଟାଏ କଥା ଲକ୍ଷ୍ୟ କରୁଣ, ହସ ଛଳ ଛଳ ରମେଶ,ସୁଖୀ ରମେଶ, ସୌଖୀନ୍ ରମେଶ କେବେହେଲେ ତା’ର ଡାଇଘର |