ଛୁଟି ଦିନରେ ସହର ଗୁଡ଼, ଗାଁଲୁ ଯେତେବେଳେ ମୁଁ ଗୋଡ଼ ବଢ଼ାଏଁ, ନଈବାଙ୍କର ବଡ଼ ଦେବଦାରୁ ଗଛ ପାଖେ ଦିନେ ଦିନେ ସେମୋର ମନେପଡ଼େ । ଆଜ ମୁଁ ବୁଢ଼ା ହେଲଣି, କିନ୍ତୁ ଝୋଲମର ଦ’ପହରେ ନଈକୂଳଥା ଶକ୍କଣ ପବନ ଯେତେବେଳେ ଦେହରେ ବାଜେ, ଥାଉ ଆରପାଖର ଗହୀରଥା ଭୋଟାର ଆମ୍ବଗଛଗୁଡ଼ାକ ଘୁମେଇଲ ପର ଦିଶେ, ମୋ’ର ଖାଲ ବାରମ୍ବାର ମନେପଡ଼େ ସେ । ଗୋଟିକଥା ଦୋକାନ ଘରଟିଏ, ସେହପଣ ର କ ଦୁରରେ । ଆକକାଲରରୁ କଏ ଦେଖେ, ଦ’ ସ୍ପରଜଣ ପୂଝାଘ ଟୋକେଇ ଥୋଇଦେଇ ବସି କରୁଥାନ୍ତି ଆଉ ଗୁଆ କାହୁଁଥାନ୍ତି । ତୋଷି ଭତରେ ଦ’ ଗୋରୁ । ଗୁଇ ଭଳେ ଖୁରୁପି ଧର ଗୋଟାକେତେ ଟୋକା ଡୋକ, ଧୋକ-ଧାଉକଥା ମଣିଷ ଦେଖିଲେ । ବନ୍ଧ ତଳକୁ କଏ ଗଡ଼ ପଡ଼ନ୍ତି । ଉର୍ବେ, କେଉଁଠି ଥୁବ ସେ !
ମୁଁ ସେତେବେଳେ ପିଲ, ଏକ୍ସ ଦୋକାନ ବାମ୍ଫ ସରୁ ଗୁସ୍ତାବାଟେ ଯେତେବେଳେ ବାଇଦ ବାଜଣା ସେନ ଦାଣ୍ଡ କମ୍ପେଇ ଆମର ପାଲଙ୍କ ସ୍କୁଲଲ, ହ୍ରଦ ମଳ ମଳ ଆଖିରେ ସ୍ଵଇଙ୍କ କୋଡ଼ରୁ ମୁଣ୍ଡ ଟେକ ନାଲ ପାଟର ଗୃଦର ସଜାଡ଼ଦେଇ ମୁଁ ଏପାଖ ସେପାଖ ଗୁଲୁ ଗୁଲ୍ କର ସ୍ଫୁର୍ବଲ । ସେତେବେଳେ ଗୁଣ୍ଡ, ଢଗ ନଈପାଉଥାନ୍ତି, କିନ୍ତୁ ଆମର ଗେଷ୍ଟରେ କୋଡ଼ିଏ ଥର ଦିନ ହୋଇ କୋଡ଼ିଏ ଥର କରୁଥାଏ । ବେଳେ ବେଳେ ବୁଢ଼ା ବାଈକ ମସାଲରେ ତେଲ ଢାଳ ଦେଉଥାଏ । ସେଇ ନାଈ ନଆଁରେ ଦେଖୁଥୁଲ, ୩’ କରରେ ଜକାଜକ ଠେଲଠେଲ ମଣିଷ ଗହଳ, ସାମ୍ନାରେ ବାଁ ପାଖରେ ଖସିପଡୁଥିବା ପିଣ୍ଡା ଉପରେ ସବୁଠୁଁ ବେଶି, ପିଲଏ, ମାଇପେ, ମିଶିଷେ ଏକାଠି ସାଲୁବାଲୁ, ନାନା କୁମ୍ପି ମୁହାଁ ହାଉଁ ଭତରେ ହଲର ହଲର ଶଭ, ଏକର ସେକର, ଏକାରଥାରେ ମୁଖରବ ସଙ୍ଗୀଭର ବୋଲ ପବନକୁ ଚର ଚର ଆମ ଆଡ଼କୁ
ଚମକ ଆସୁଥାଏ~~~
‘‘ଉତ୍ନ-ଉତ୍ସ-ଉଚ୍ଚ-କ୍ଟ-କ୍ଟ-ଡ଼—"
ଆମେ ଆଗକୁ ସ୍କୁଲମୁଁ ।ଭା’ପରେ ମନେଅଛୁ ମୋଧ୍ୟା ମୋଷ ପଥର ଗୁଣ୍ଡଥା ଗୋଟିଏକଡ଼ ଘର । ଦୁଆରମୁହଁରେ କେତେ ଲୋକ ପାଛୋଟି ନେବାକୁ ଆସିଲେ । ଗଟରେ ମୋ’ର ଗୁଣ୍ଡ ଫୁଲ ଉଠୁଥାଏ । ମନେପଡ଼େ, ସେତେବେଳେ ମୋ’ର ଖିଆଲ ହେଉଥିଲ ଭାଇଙ୍କ ସାଥ୍ରେ ମୁଁ ୫ ଜଣେ ବର । ଗ୍ରେଷ୍ଠ, କରୁ କର । ଢା’ପରେ ମନେପଡ଼େ ମୋର ଝିକ ବେକ ସେତେ ଉଚ୍ଚ କର ମୁଁ ଟେକେଲ, ମୋ’ର ଠିକ ପାହ୍ନଲଗୁଡ଼ିକ ସେତେ ଛଡ଼ାରେ ଛଡ଼ାରେ ଗୁଞ୍ଚି ମୂଷି ମୁଁ ପକାଇଲ, ତଥାପି ଅଜସ୍ର ଆଖିର ଉଦ୍ବେଗ ଆଗ୍ରହ ମୋତେ ଡେଇଁ ଯାଇ ପହଞ୍ଚିଲ ଗୁଇଙ୍କ ପଖରେ । ମୋ’ର ପିଲ ମନରେ ଈଧ୍ୟ ଆସିଥିଲା । ଗୁମ୍ସୁମ୍ ହୋଇ ବସି ରହିଥିଲ, ଟିକିଏ ଟିକିଏ ସବଥୁଳ, କାର୍ବକ ମୁଁ ଆସିଲ ? ତହିଁ ଆରଦିନ କଥା, ଭଜନ ଗୁଡ଼ା ମୋତେ ଶିଖାଇ ଦେଇଥିଲେ, ସା, ଇଉଜ କ’ଣ ବାଡ଼ନ୍ତୁ ଶୁଣି ଆସିବୁ । ପରେ ଗଳରେ ଏକନ୍ଧ ସେକନ୍ଧ ହୋଇ ହୋଇ ଅପ୍ରହେତ କାହଣାର ବେଳରେ ବାରମ୍ବାର ବାକ ଫେର୍ ଯେବେବେଳେ ମୁଁ ଉଦ୍ଦେଶ୍ୟ ଭୁଲଯାଇଥିଲ, ସେତେବେଳେ ଦେଖିଥିଲେ ତାକୁ । ତା’ର ନାଲ ଜାମାଖଣ୍ଡ ବୋଧହୁଏ ମୋ’ର ମନକୁ ଟାଣିଥଲ, ଆଉ ତା’ର ଶକଣକଣ ମୁଣ୍ଡ କୁଣ୍ଡି ଆ ଓ ତା ଆଖିର ଲମ୍ବ ନାଞ୍ଜୀ କଳା, ସେ ସରୁ ହୋଇ କାନକୁ ଛୁଇଁଥୁଲ । ଖଞ୍ଜାର ବେଦୀ ପାଖର କଦଳୀ ଗଛକୁ ଆଉଜ ସେ କୁମା ହୋଇ ଠିଆହୋଇ ଲେମସ ଖାଉଥିଲା । ବନ୍ଧ ଭା କପର ହେଲ ଜାଣେ ନାହିଁ, କିନ୍ତୁ ସେ ଆଉ ମୁଁ ହାତ ଧଗଧର ହୋଇ ଏପାଖ ସେପାଖ ବୁଲଥୁଲ, ଫୁଲ ଚଣ୍ଡାଉଥ, ଘର ଢୋଳଥିଲ୍, ଲୁଡ଼ୁକାଳ ଖେଳୁଥିଲୁ । ନରୁଷିଆ ଦ’ପହରେ ଖାଆଣ-ପିଅଣ ପରେ ପଦାରେ ଲେକେ ସେତେବେଳେ ଶୋଇ ଶୋଇ ଝାଳ ମାରୁଥିଲେ, ସେତେବେଳେ କଣ୍ଢେକଥା ଦାଣ୍ଡରେ ସବାର ଉପରେ ଥୁଲୁ ସେ ଆଉ ମୁଁ, ମନେଅଛୁ ସେ ହୋଇଥୁଲ କନଥା, ଆଉ ମୁଁ ବର । ଜାମାକୁ ଉପରକୁ ଟେକ ମୁହଁ ଲୁଇ ଓଢ଼ଣା ଦେଇ ସେ ବସିଲ, ଆଉ ମୁଁ ବାରମ୍ବାର ଭା’ର ମୁହଁ ଖୋଲିବାକୁ ଚେଷ୍ଟା କଲ । ବାରଣ କରି ସେ କହଲ, ‘‘ଛ, ଛୁ, ବରମାନେ କ’ଣ ମୁହଁ ଖୋଲଣ୍ଡ !” ତା’ର କଥା ଉକ୍ତରେ ଥିଲା ଗମ୍ଭୀର ଆଦେଶର ସୂଚନା । ମୁଁ ଭୁମ ହୋଇ ବସି ରହଲ । ତା’ପରେ ସଙ୍ଗକୁ ସତ ସେ ଯେତେବେଳେ ଗୁଣୁ ଗୁଣୁ ହୋଇ ବାହନବାକୁ ଲଗିଲ, ମୁଁ ନ ହସି ରହ ପାରଲ ନାହିଁ ।ଖେଳ ମଝିରେ ଆମେ ଗେଲ କରିକର ହେଲ୍, ଆଉ ଦୁଲ୍ଦାଲ୍ ହୋଇ ନାଚଲୁ । କିଏ ଜଣେ ୪ଣ ପାଟିରେ କହିଲ, ସବାର କଥଣ ଭଙ୍ଗିବ ? ଆମେ ପଳେ ଇଲୁ ।
କେତେବେଳେ ତିନି ରୁରେ ନୂଆବୋହୂ ଆଙ୍ଗୁଠି ଦେଖେଇ ଥଣ୍ଡା କଲେ, ‘‘ହେଇ ଦେଖ ମାଇକୁଣ୍ଡିର କନିଆଁ ।’ ଖଣ୍ଟଖିଦିଆ ସେ ପଳାଇଲ । ମୁଁ ମଧ୍ୟ ମୁହଁକୁ ଚଳକୁ ପୋଢ ଭୁଲଗଲ ଆଗ, ଆସ୍ତେ ଆସ୍ତେ ସ୍କୁଲ ସ୍କୁଲ, ତା’ଘରେ ଦଉଡ଼, ଦଉଡ଼ ଦାଣ୍ଡ ଘରେ ଆସି ନାଲ ତକିଆରେ ଥାଉକ ବସିପଡ଼ଲ । କିଛି ସମୟ ପରେ ଦେଖି ତ ଏଣିକ ତେଣିକ ଦେଇ ଜଣକ ପିଠିଆଡ଼େ ବସି ସେ ଉଙ୍କି ମାରୁଛୁ ।
ଚା’ପରେ—ପୁଣି ବାଜା ଥାଉ ଶଙ୍ଖ ଗଢିଉଠିଲ । କାନ୍ଧ କାନ୍ଧ ଏକାଠି ଥଠା ଲଗିଲା ପରି ମେଞ୍ଚାମେଞ୍ଚ ହୋଇ କେତେଗୁଡ଼ିଏ ଗାଁଲେକ ସବାଈପାଖେ ଉଡ଼ ହେଲେ । ଆମେ ଯାଇ ପାଲଙ୍କ ରେ ବସିଲୁ । କାନ୍ଦଣା ଶୁଣି ଶୁଣି ଆପେ କାନ୍ଧବାକୁ ମନ ହେଉଥାଏ । ପାଲିଙ୍କି ଉଠିଲ । କାନ୍ଦଣା ବଢ଼ିଲ । ଦେଖିଲ ଆମର ଆଡ଼କୁ ଗୃହଁ ହଁ ସେ କାହୁଁଛି । ଭା ମୁହଁ ଝାଉଁଳ ପଡ଼ନ୍ଧ୍ର । ତା’ର କଇଁ ଉଠୁଥାଏ । ଆମେ ସ୍କୁଲଗଲୁ । କୋଶେ ୩’ କୋଶ ଯିବା ପରେ ଯେଉଁଠି ସେ ମହରଷି ପଡ଼େ, ଆଉ ଡାହାଣ- ପାଖେ ପଦ୍ମପୋଖର, ହଠାତ୍ ମତେ କାର୍ବକ ଘର କାନ୍ଦ ମାଡ଼ଲ । ଭୁଇ ପିଠିରେ ହାତ ବୁଲଇ ଦେଇ କହିଲେ, ବୋଉ ମନେ ପଛୁ କରେ ? ଭୃଣ୍ଡରୁ ମୋ’ର ବାହାରଲ, ବୋଉ ! ଆଉ ମୁଁ ମନଇଚ୍ଛା କାନ୍ଧଲ । ଆକ ଘରୁଛୁ ବୋଉ ବୋଲି କହିବା କେବଳ ପତଥାଗ, ମୁଁ କାନ୍ଧବ ବୋଲ ଗୋଟିଏ ମନଗଢ଼ା କାରଣ । ତା’ପରେ ମନେପଡ଼େ ଇସ୍କୁଲ ଜୀବନର ସରଳ ସହଜ ବସୁ ତମିଶା ଦିନଗୁଡ଼କ, ଏଇ ନଈବାଲି ଉପରେ ଦୋହଳୁଥିବା ଉଦ୍ଦେଶ୍ୟହୀନ କୁଦୃଡ଼ ପରି ।
ଯାହା କିଛି ସ୍ନେହ ଆଦର ମୋ’ର ବଲ ପଡ଼ୁଥିଲ, ସରୁ ଅଜାଡ଼ ଦେଇଥିଲେ । ମୋ ସାଙ୍ଗପଡ଼ିଆ ରମା ଉପରେ, ଶାନ୍ତ ସୁନ୍ଦର କଅଁ ନଥାଦୁର୍ବଳ ରମା ଉପରେ । ଆମର ଖୋଲ ଆସୁଥିବା ପ୍ରାଣ ପରସ୍ପରକୁ ଘେନ ଭୁଲଥୁଲ ପଢ଼ା ଉରରେ ଦୁଷ୍ଟାମି ଉଚ୍ଚରେ, ଭବିଷ୍ୟତର ବାଲ-ଦେଉଳ ତୋଳା ଉଚ୍ଚରେ । ସବୁଥରେ ସେ ଆଉ ମୁଁ”, ମୁଁ ଆଉ ସେ । ଖେଳପଡ଼ିଆରେ ଖେଳ ଶେଷରେ କେତେ ସଞ୍ଜ ଆମେ ବେଞ୍ଚ ଉପରେ ବସି ରହଛୁ , ମୁହଁରେ ଭାଷା ପୃର ନାହିଁ । ତା’ର ହାଇପାପୁଲ ମୋ’ର ମୁଠା ଉତରେ ଧରଛୁ, ବସି ବସି ଖାଲ ଶୁଣିଛୁ, ନିଜ ଗୁଣ୍ଡର ଧୁଡ଼ ମୁସ୍କିଟା ଶବ୍ଦ । ଆକାଶରେ ଭାର ବହୋଇ ପଡ଼ନ୍ତ, ପଡ଼ୋଶୀ ଘରର ପିଲ କାଲର ପଡ଼ା ମୁଖସ୍ଥ ଆରମ୍ଭ କରୁଛନ୍ତି । ଧାନରୁ ଉଠି ଶୂନ୍ଶାନ୍ ହୋଇ ଦୁହେଁ ଘରକୁ ଫେରନ୍ତୁ ।
ଘର, ସ୍ନେହୀ ବନ୍ଧ ଆଉ ରମା, ଏମାନଙ୍କୁ ୪ପି କେବେ ମୁଁ ତାକୁ ଭବନ୍ଧୁ ମୋ’ର ମନେ ପଡୁନାହିଁ, କିନ୍ତୁ ଭୁଲିଯାଇ ନ ଥୁଲ ବୋଧ- ହୁଏ । ତାହା ନୋହଲେ, ଏତେ ବର୍ଷର ସୂକ୍ତ ଉତରୁ ତାହାର କଥା ମନେ ପଡ଼ନ୍ତା ନାହିଁ ଥାକ । ମ୍ୟାଟି କ୍ ପରକ୍ଷା ସଈଥାଏ । ବନ୍ଧ ଘୋଷା ଆଉ ନୟୁମିତ ନର୍ପଣ ଛିଣ୍ଡି ପଡ଼ିଥାଏ । କେଉଁଦନ । ଏକାଦେଶୀ ଦୁନିଆର ଧାର୍ଶ୍ଵ ଏଡ଼ ପଦାକୁ ମୁହଁ ବଢ଼ାଇଥାଏ । ସେହି ନୂଆ ହୋଇ । ଦୀର୍ଘ ମୁକ୍ତ ଉତରେ ସମର ଦାସଜ୍ଜାକୁ ଅସ୍ବୀକାର କର ଅବେଳାରେ ଗାଧୋଇବା, ଉତ ଦୋଓ ଶୁଖାଇବା ଓ ବୋଉକୁ ଅପେଣ୍ଟା କରି ବସାଇବା, ବେଳବୁଡେ ଶୋଇ- ରହିବା ପ୍ରଭୁତ ଥକାର୍ଯ୍ୟରୁ ଯେପର ମୋତେ ଆନନ୍ଦ ମିଳୁଥାଏ, ସେହପର ମଧ୍ୟ କେତେ ନୂଆ ସ୍ଵପ୍ନ ଗଢ଼ି ମୁଁ ତମ୍ବ ହେଉଥାଏ । ପୃଥୁକୁ ସତେ କି ମୁଁ ନୂଆ ଦେଖୁଛୁ, ନୂଆ ଦେଖୁଛୁ ଆମ୍ବ ତୋଷାକୁ, ଘରପାଖ ଓ ଘରୁଛୁ ବୋଉ ବୋଲି କହିବା କେବଳ ପଢିଆସ, ମୁଁ କାନ୍ଧବ ବୋଲ ଗୋ୪ଏ ମନଗଢ଼ା କାରଣ । ତା’ପରେ ମନେପଡ଼େ ଇସ୍କୁଲ ଜୀବନର ସରଳ ସହଜ ବସୁ ତମିଶା ଦିନଗୁଡ଼ିକ, ଏଇ ନଈବାଲି ଦୋହଳୁଥିବା ଉଦ୍ଦେଶ୍ୟହୀନ କୁହୁଡ଼ ପର । ନଈବାଲି ଉପରେ ଯାହା କରୁ ସ୍ନେହ ଆଦର ମୋ’ର ବଲ ପଡ଼ୁଥିଲ, ସବୁ ଅଜାଡ଼ ଦେଇଥଲ ମୋ ସାଙ୍ଗପଡ଼ିଆ ରମା ଉପରେ, ଶାନ୍ତ ସୁନ୍ଦର କଅଁ ନଥା ଦୁଝଳ ରମା ଉପରେ । ଆମର ଖୋଲ ଆସୁଥିବା ପ୍ରାଣ ପରସ୍ପରକୁ ଘେନ ଭୁଲଥୁଲ ପଢ଼ା ଉରରେ ଦୁଷ୍ଟାମି ଉଚ୍ଚରେ, ଭବଷ୍ୟତର ବାଲ-ଦେଉଳ ଢୋଳା ଉଚ୍ଚରେ । ସବୁଥରେ ସେ ଆଉ ମୁଁ, ମୁଁ ଆଉ ସେ ।
ଖେଳପଡ଼ିଆରେ ଖେଳ ଶେଷରେ କେତେ ସଞ୍ଜ ଆମେ ବେଞ୍ଚ ଉପରେ ବସି ରନ୍ଧର୍ଚ୍ଚ , ମୁହଁରେ ଭାଷା ପୃର ନାହିଁ । ତା’ର ହାଇପାପୁଲ ମୋ’ର ମୁଠା ଭଚ୍ଚରେ ଧରଛୁ, ବସି ବସି ଖାଲ ଶୁଣିଛୁ, ନିଜ ଗୁଣ୍ଡର ଧୁଡ଼ ମୁସ୍କିଟା ଶବ୍ଦ । ଆକାଶରେ ଭାର ବହୋଇ ପଡ଼, ପଡ଼ୋଶୀ ଘରର ପିଲ କାଲର ପଡ଼ା ମୁଖସ୍ଥ ଆରମ୍ଭ କରୁଛନ୍ତି । ଧାନରୁ ଉଠି ଶୂନ୍ଶାନ୍ ହୋଇ ଦୁହେଁ ଘରକୁ ଫେରନ୍ତୁ । ଘର, ସ୍ନେହୀ ବନ୍ଧ ଆଉ ରମା, ଏମାନଙ୍କୁ ପି କେବେ ମୁଁ ତାକୁ ଭବନ୍ଧୁ ମୋ’ର ମନେ ପଡୁନାହିଁ, କିନ୍ତୁ ଭୁଲିଯାଇ ନ ଥିଲ ବୋଧ- ହୁଏ । ତାହା ନୋହଲେ, ଏତେ ବର୍ଷର ସୂକ୍ତ ଉତରୁ ତାହାର କଥା ମନେ ପଡ଼ନ୍ତା ନାହିଁ ଥାକ । ମ୍ୟାଟିଂ କ୍ ପରକ୍ଷା ସଈଥାଏ । ବହି ଘୋଷା ଆଉ ନୟମିତ ନର୍ପଣ ଛଣ୍ଡି ପଡ଼ିଥାଏ କେଉଁଦନ । ଏକାଦେଶୀ ଦୁଆର ଧାର୍ଶ୍ଵ ଏଡ଼ ପଦାକୁ ମୁହଁ ବଢ଼ାଇଥାଏ । ସେହି ନୂଆ ହୋଇ । ଦୀର୍ଘ ମୁକ୍ତ ଉତରେ ସମୟର ଦାସର୍କୁ ଅସ୍ବୀକାର କର ଅବେଳାରେ ଗାଧୋଇବା, ଉତ ଦୋଓ ଶୁଖାଇବା ଓ ବୋଉକୁ ଅପେକ୍ଷା କରି ବସାଇବା, ବେଳବୁଡେ ଶୋଇ- ରଞ୍ଚିବା ପ୍ରଭୁତ ଥକାର୍ଯ୍ୟରୁ ଯେପର ମୋତେ ଆନନ୍ଦ ମିଳୁଥାଏ, ସେହପର ମଧ୍ୟ କେତେ ନୂଆ ସ୍ଵପ୍ନ ଗଢ଼ି ମୁଁ ତନ୍ନ ହେଉଥାଏ । ପୃଥକୁ ସତେ କି ମୁଁ ନୂଆ ଦେଖୁଛୁ, ନୂଆ ଦେଖୁଛି ଆମ୍ବ ତୋଷାକୁ, ଘରପାଖଅରମା ବଣକୁ, ଆମ ଗାଁର ନଈକୁ ।
ବୋଉ କହେ, ‘‘ ଏତେ ଉଛୁର କାର୍ଥକ କରୁଛୁ ??’ ଦାଦ୍ଧ କହନ୍ତ, ‘‘ସବୁବେଳେ ଖାଲ ସ୍କାର ଗୀତ ବୋଲ ଲଗିଛ, ଥାଆନ୍ତା ସଙ୍ଗେ ସିଦ୍ଧ ଖଣ୍ଡେ ଭଲ କଣ୍ଠ—" ଆଉ—ଲୁଇବ କାହିଁକ—ସ୍ତ୍ରୀ ଜାତକୁ କପଣ ନୂଆ ଦୃଷ୍ଟିରେ ମଧ୍ୟ ମୁଁ ଦେଖୁଛୁ । ମା, ଖୁଡ଼େଈ, ଅପା, ଏମାନଙ୍କ ପାଖରେ ସେତେ ମନ- ଖୋଲ ମୁଁ ହୋଇ ପାରୁନାହଁ, ଘୁଞ୍ଚି ଯାଉ ନାହିଁ, କିନ୍ତୁ ମନଖୋଲ ଲହଡ଼ ଭିତରେ କେତେବେଳେ କେମିତ ନଜକୁ ମୁଁ କଳନେଉଛୁ ଓ ବୁଝିନ୍ଧୁ ସୁଗଠନ ଲହଡ଼ ଉପରେ ଖାଲ ପାଣିବୁହା ହୋଇ ମୁଁ ମିଶିପାରୁନାହଁ । ଝିଅଙ୍କ ସାଥ୍ରେ ଉପରେ ପଡ଼ ବନ୍ଧ ଢା କରିବା କେବେ ମୋ ସ୍ଵଭକରେ ନ ଥିଲା । ବର୍ତ୍ତମାନ ମଧ୍ୟ ନାହିଁ, କିନ୍ତୁ ସେତେବେଳେ ମୁଁ ଦେଖୁଥୁଲ ସାହାର ଯେଉଁ ବଷୟକୁ ଆଗେ ମୁଁ ବସା ଦେଇନାହଁ, ଗୁରୁତ୍ତ୍ୱ ଦେଇ ଉବ ନାହଁ, ଏବେ ସେ ବିଷୟରେ ମୁଁ ସତ । ତାଙ୍କ ସାହ ପୁନର ଆଖିଯୋଡ଼କ ଏଡ଼େ ତଳତଳ ମୁଁ ପୂର୍ବରୁ ଭବ ନ ଥୁଲ । ଜାଣି ନ ଥୁଲ ମାଳଘର କାନ କରି ଏଡ଼େ ସୁନ୍ଦର ଦିଶେ, ଅଥବା ନଖିଆ ବାଉରର ଝିଅ, ସେ କାନ୍ଥ ଲପିବାକୁ ଆସେ, ଏତେ ଅସହରେ ବଢ଼ିଥିଲେ ସୁଦ୍ଧା ତା’ର କଥାଗୁଡ଼ିକ କେଡ଼େ ଚେଷ୍ଟା ଚେଷ୍ଟା ଶୁଭେ ଓ ତା’ର ସ୍କୁଲଟିକୁ ଆଉ ଥରେ ନରେଖି ଦେଖିବାକୁ ମନ ହୁଏ । କଲେଜ ଖୋଲିବାକୁ ଆଉ ଅଳ୍ପ ଦିନ ଥାଏ । ଯେଉଁ ବଡ଼ାପା- ପୁଅ ଉଇଙ୍କ ବସଘରକୁ ମାରକୁଣ୍ଡି ହୋଇ ଯାଇଥିଲ, ସେ କର ଗାଁରୁ ଫେଈଥାନ୍ତି, ସାଙ୍ଗରେ ଥାନ୍ତି ସଉଜ । ବିଦେଶଫେଘ ସଉକକୁ ପାଇ ମନ ମୋ’ର କୁଣ୍ଡେମୋଧ୍ୟ ହୋଇ ଯାଇଥିଲା । ସେ ଉର ଥଣ୍ଡା କରନ୍ତି, କହନ୍ତି, ‘‘ଜହୋ ଗଧ, ରମେ କେନ୍ଦ୍ର ରଞ୍ଜକ ଏନ୍ତେ ଅଧା ବାଳଗନଥାଏ ହେଲ ମି—ନା ନା, ଖୁଁ ଶୁଣିଲେ ଗାଈଦେବ, ଆସି ଛେପ ପକାଇ ଦଏ ।”
ଓ ୫୬ ଏ ରୁପା-ତଳେଇ ସରସ୍ଵଧୀ ମୂଷି, ଏତକରେ ମୋ ଅସ୍ଥାନ ସୁନ୍ଦର ହୋଇଗଲା । ଢା’ପରେ ମୁଁ ପାଠପଢ଼ାରେ ମନ ଦେଲ । ମୁଁ ଥୁଲ ଟିକିଏ ନଗୁଆ ମନର ମଣିଷ, ଯାହାର ଉଚ୍ଚରେ ଏପଣ କରୁ ଥାଏ, ଯାହା ମଣିଷକୁ ଏକୁଟିଆ ଏକୁଝିଆ କରିଦିଏ । ଖେଳେ, ହସେ, ପାଟିକରେ, ମନଦେଇ ପାଠପଡ଼େ, କିନ୍ତୁ ବେଳ ଆସେ, ସେତେବେଳେ ମତେ ଭରି ଏକୁଟିଆ ନଗୁଝିଆ ଲଗେ, ସତେକ କ’ଣ ମୋ ମନ ଈରରେ କୁଡ଼କୃଛି । ଖାଲ ଉଦାସ ଉଦାସ ଲଗେ । ବେଳ ମହଳଣ ସମୟରେ—ଖେଳପଡ଼ିଆ ଆଡ଼କୁ ଅନାଇଁମୁଁ ବସିଥାଏଁ, କରୁ ଏତେ ପିଲଙ୍କ ଚହଳ ଓ ଗହଳ ଉପରେ ମୋ’ର ଆଖି ଭଗଦଏ ନାହିଁ, ମୁଁ ହଁ ରହିଥାଏ ଖାଲ ଆକାଶକୁ—ସେ ମୋ’ର ମନ ପରି ଉଦାସ, ଥାଇ ଶୂନ୍ୟ, ଏହି ଆକାଶ, ସେ ଘର ଏକୁଝିଥା, ସାହାର କେହି ନା
—
ଉପାଇଁ କ କଛି ? କ’ଣ ସେ ସ୍ଵବେ ସେ ମତେ କି ଅଜଣା, ଖାଲ ଝୁରେ, ଝୁଈ ଝୁର ଝଡ଼ପଡ଼େ— । ତେଣୁ ମୋ’ର ଉତ୍ତ ପ୍ରିୟ, ଏଇ ସଞ୍ଜପହର ଆଉ ମୋର ସ୍ଵଚନା । ପାଖଘରୁ ଗୌରବାରୁ ବଇଁଶୀରେ ତଦନଆ ସେଇ ଗୋଟିଏ କରୁଣ ଘଗିଣୀ ଆଳାପ କରନ୍ତି । ସବନା ହଜେଇ ଅନ୍ଧାରରେ ମୋ’ର ମନ ଈର ରନ୍ଥାନ ହୁଏ । ତାଙ୍କର ବଗିଣୀ, ଦୁରରେ ବସ୍ତାର ବଜ୍ବଳ ଆଲୁଅ ଓ ପଡ଼ଥା ସେପାଖରେ ଥିବା ମୁହଁ ଲୁଇ କାନ୍ଧଲ୍ ପର ସେଇ ଗଛ କେଇଟା ଥନ୍ଧାରକୁ ଆନ୍ତର ମୁନିଆଁ କରିଦଣ୍ଡ, ମୁଁ ଉଠି ବଜ୍ଜ୍ବଳ ଆଲୁଅର ସୁଇଚ୍ ହୃପିଏ । ତା’ପରେ ବସି ଶଠି ଲେଖେ । ଏହିପର ମୋ’ର ଦିନ କିଛି ଯାଏ । ସେଦନ ପୁଣି ଉଜବୋହ ଠି ଲେଖିଲେ, ପୂଜା କୃଷିକୁ ନଣ୍ଡେ ଆସିବ । ଶଠି ଭଣ୍ଠ ଭଲ ଲାଗିଲା । ଆଉ ଆଉ ଶଠି ସହର ସୁକେଶ ଉକ୍ତରେ ସାଇତ ବଥାଇ-ଦେଲ । ଶଠି ଖଣ୍ଡିଏ ଚରିବାକୁ ମୋ’ର ହାଇ ଯାଏ ନାହିଁ, ଠି ମୁହୂକର ମନର ପୂର୍ଶ, ଯାହା ଆଉ ଆସିବ ନାହଁ ଫେର । ଛୁଟି ହେଲା । ଘଉନଙ୍କ ଗାଁରେ ପଡ଼ୱଲ । ବାଧ୍ୟ ସ୍କୁଲବା ବାଧୁଲ ନାହିଁ । ବାଧ୍ୟଲ୍ ଉତରକୁ ପଶିଲବେଳେ, ନୂଆ ଜାଗାରେ ମୋ’ର ଗୋଠଖଣ୍ଡି ଥା ସ୍ଵସ୍ତବ ପଦାରେ ପଡ଼େ । ପାଟିରେ ଥଠା ଲଗିଯାଏ । ଖୁବ୍ ଗମ୍ଭୀର ହୋଇ ନିଜ ମନକୁ ସମ୍ଭାଳ ଧର କୁଞ୍ଚ ଓହଳାଇ ଦେଇ ଉଞ୍ଚ ପାହାଚ ଉପରେ ଗୋଟିଏ ଗୋଟିଏ ହୋଇ ଉଠିଲ ।
କାଲ ପର ଲଗୁଛୁ । ଦାଣ୍ଡରେ କମୂଳେ ଦି’ ସ୍ପର ପିଲା ଫନ୍ଦ ଧଈ ଉଡ଼ଙ୍କି ଦେଖୁଥାନ୍ତି ଓ ଟେକା ଫୋପାଡୁଥାନ୍ତି ବୋଧହୁଏ ବେଙ୍ଗକୁ । ଗୋଟାଏ ଖୋଲ ବଳଦଗାଡ଼ ଡେଇ ହୋଇ ଥୁଆ ହୋଇଥାଏ ଗୋଟାଏ କରରେ । ପ୍ରଥମେ ହଁ ବୁଢ଼ା ବୁଢ଼ା ଯାହାଙ୍କୁ ଦେଖିଲ ମୁଣ୍ଡକୁ ମାଟିରେ ଛୁଆଇଁ ସେମାନଙ୍କୁ ଦଣ୍ଡବତ କରିଦେଲ । ମନେ ମନେ କ’ଣ ଭୁବଥୁବେ କେଜାଣି, ଚକର ଚକର ହୋଇ ମୁହଁ ର୍ହାର୍ଡ ହେଲେ ଓ ଆର୍ଶୀବାଦକଲେ ।
ଭା’ପରେ ଆସିଲେ । ଆମ ସଉଜଙ୍କ ବାପା, ଆଉ ତାଙ୍କ ପଛେ ପଛେ ତାଙ୍କର ବଡ଼ ସଇ କାଳବାବୁ, କଟକରେ ଡାକ୍ତର ପଡ଼ନ୍ତ ଓ ଫୁଲ ଖେଳ। ଯେତେ ନୂଆ ଅଡ଼ ଆ ଲଗିବ ବୋଲ ଉବଥୁଲ ପ୍ରକୃତରେ ସେତେ ଅସଜ ହେଲା ନାହିଁ । ଏକେ ତ ମୁଁ ମୋଟେ ଫାଲ୍ଗୁ ଇସ୍ଟର ପିଲ, ପୁଣି ଟିକ, ବାଙ୍ଗର, ସଉଜ ବି ନୂଆବୋହୂ ନୁହନ୍ତ, ସେ ମୋଠୁ ବୟସରେ ବି ଖୁବ୍ ବଡ଼ । କେହି ତେଣୁ ଲଜ କଲେ ନାହିଁ । ଯାହାର ଯାହା ଥ୫ ନକଲ କରିବାକୁ ଥୁଲ, ସେ ପଞ୍ଚଲ ଦିନରେ ହଁ ସରଗଳ୍ପ । ତା’ପରେ ଭଲ ଲଗଳ ।କାଳବାବୁ ବହଁ ଆରଦିନ ସ୍କୁଲଗଲେ । ମୁଁ ଏକୁଟିଆ ପଡ଼ବଲ ।
ଏତେ ଖେଳ ମୋ’ର ଉର ପ୍ରିୟ । ବଜ୍ର ନିଶାଚଞ୍ଚଳ ମତେ ସେଠି ଘରମଣେଇଁ ଦେଇଥିଲା । ମଝିରେ ମଝିରେ ଖଣ୍ଡିଏ ଲେଖା ପାନ— ସାଧା ପାନ ମୁଁ ନୂଆ ଅଭ୍ୟାସ କର ଶିଖିଥାଏଁ;—ବାକକ ପରେ ବାକିଏ କର ରାସ, ଦ’ପହର ଗୋèକ କଯାଏ ।ନୂଆ ବୋହୂମାନେ ଅଳସ ଇନି କହନ୍ତି, 'କେତେନ୍ତୁଣ୍ଡକା ଖର ପଳେଇଲ ମୁଁ, ଅପା ।”ଭଲ ନାଁଟିଏ ଢା’ର, ରେଣୁକା । ସେଦନ କଥା ପଡ଼ ପଡ଼ ମାରକୁଣ୍ଡି ବେଳ କଥା ବ୍ରିଜ୍ ଖେଲ୍ସ ଖେଡ଼ ଚର୍ଚ୍ଚା ହୋଇଗଲା । ଜଣେ କହଲେ, ‘‘ଜମା କାହା ପାଖ ପଶିଲ୍ ନାହିଁ ମୁଁ ଅପା, ଯୋଉ ସଡ଼କ ଏଠି ଥୁଲ ଖାଲ ସବୁବେଳେ ରେଣୁ ପାଖେ । ଆଉ କାହାଈ • • ପାଖେ ପଶିଲ ନାଇ ।?? ରେଣୁକା ସେଠି ବସି ଖେଳ ଦେଖୁଥିଲା । ତାକୁ ଉପଲକ୍ଷ୍ୟ କର ଥè ନକଲ, ଦୁଇପଦ ହୋଇଗଲ ଉତ୍ତରୁ କେମିତ୍ତ କେମିତ୍ତ ହୋଇକହଲା , “ ଆରେ - -?? ସଉକ କଥା ବୁଲେଇ ଦେଇ କହିଲେ, ‘ ଗଳ୍ପ ଲେ ରେଣୁ, ପାନ ଘୃଶଖଣ୍ଡ ସଙ୍ଗି ଆଣିରୁ, ପାଞ୍ଜି ଅଠା ଅଠା ହେଇ- ସାଉର ।?? ଘଧୁ , କ’ଣ ଦାନ୍ତ ଧୋବାଘରେ ପକେଇଚ କ ସକାନ୍ତୁ ? ହେ ରେଣୁ, ବଧୂଙ୍କପେଇଁ ଦ’ ଖଣ୍ଡ ସାଧା ପାନ ଭଙ୍ଗି ଆଣିରୁ ।””
ମୁଁ ରେଣୁକା ମତେ ଲଜ କରିବାକୁ ଚେଷ୍ଟା କରିଥିଲେ । ଭା’ ବୋଉ କହଲେ, ‘‘କଲେ ଭୋର ପର ଭଇ ହେବ, ପୁଣି ଗୋଖାଏ ଲଜ କ’ଣ । । ଦୁଧଦାନ୍ତ ଭଙ୍ଗି ନାହୁଁ ପିଲଶାର—ଭା’ ଉକ୍ତରେ ମୋ ଉଚ୍ଚରେ ଥ ନକଲ କେବେ ହୋଇନାହଁ, ଅତ ବେଶିରେ ସେ କେତେବେଳେ ଲୁଚଛପି ମୋ ଉପରକୁ କଦଳୀଗ୍ନେପା ଫୋପାଡ଼ ଓ ଦାନ୍ତ ନକୁରୁ, ପାନ ଦେଉଁ ଦେଉଁ ହାତ ଚକରେ ଚନଦଳୟ ମିଶନ ମୁହଁରେ ମୁଣ୍ଡରେ ନାଲି ରଙ୍ଗ ବୋଳ ଦେଇଛୁ, ଆଉ ମୁଁ ତା’ର ହାତ କରୁକ ପାଖରେ ଧରିପକାଇ ବୁଢ଼ା ଆଙ୍ଗଠିରେ ଖୁବ୍ ଜୋର୍ରେ ଶପି ହାଡକୁ ଠକ୍ ଠକ୍ କରିଛୁ, ଥ୫ ମୋ୪ ଏକକ । ମୋତେ ଅଧ୍ୟ କର ଆମ୍ଭେ ନାହିଁ । ଆମେ ବନା ସଂକୋଚରେ ମିଶିଲା । ଦ୍ୱିପହରେ ବଜ୍ ଖେଳ ବସିଲେ, ବତ୍ସବର ସେ ମୋର ଶମ୍ବ ପକ୍ଷରେ ଥାଏ । ତେଣୁ ପାଖକୁ ପାଖ ଆମେ ବସିଥାଉଁ । ମୁହଁ ଊର୍ଦ୍ଧ୍ୱ କେଇ ତା ହାତରେ ଖେଳକେ ମୁଁ ଦେଖିବାକୁ ବାରମ୍ବାର ଚେଷ୍ଟା କରେ, ଢାସ ଲୁଚେଇ ଧର ମୁହଁ ବୁଲେଇ ସେ କହେ— ‘ଆରେ— ! ଦେଖିଲୁ ଅପା !”” ଇଉଜଙ୍କର ସେହି ଗୋଟିଏ ବୋଲି ଭଉଣୀ ସେ ରେଣ୍ଡକା, ଭର ଭଲ ପାଆନ୍ତି ତାକୁ, ସେ ତାଙ୍କର ହାତବାଣସି । ସେ ନିଜେ ଆମ ଘରକୁ ଗଳବେଳେ ରେଣୁକା ଏଡ଼କ ଟିକଏ ହୋଇଥୁଲ, ସେଣ୍ଟକ ତାଙ୍କର ମନେଥିରୁ । ଏଡ଼କ àକଏରୁ ଏଉଟିଏ ସେ ହେଲଣି, ତାଙ୍କ ଆଖିରେ ସେ ସେହପର ରହିଛି । ଆଉ ସେହପର ରହିଛିମୁଁ, ସରୁଦ୍ଧନେ ପିଲାଟିଏ ତାଙ୍କ ଆଗରେ ।
ଆଉ ସେ ନିଜେ ? ତାଙ୍କର ଖାଲ ମନେପଡ଼େ ସେ ପିଲଦନର କଥା । ସେତେବେଳେ ସେ ବକ୍ସ ହୋଇଗଲେ । ସମସ୍ତ ପଞ୍ଚୁଆର କରି ଆଗକୁ ଆଗକୁ ଷ୍ଟେଲେ, ମନ ଖୋଜେ ପଛେଇ ପଛେଇ ହେବାକୁ । କାର୍ବକ ତାଙ୍କ ଆଗେ ଆମେ ପିଲା ? କାରଣ ଆମକୁ ପିଲା ଘବଲେ ନିଜର ଏଇ ନଅ ବରଷର ବୟସର ଲହଡ଼କୁ ପଛୁଆଣି କରିନେଇକୂଳନାତ୍ମକ ସ୍ମୃତ ରକ୍ତରେ ନିଜକୁ ସେହି ସତର ବର୍ଷରେ ନୂଆବୋହୂ ବୋଲ ତାଙ୍କର ମନର ଗହୀର ଚେତନା ଅନୁଭବ କରେ ।ମୁଁ ବ କଥା ନ ହୋଇଆସେ । ଭାବେ ମୁଁ ବଢ଼ି ନା•••ରେଣୁକୁ ସେ ଭଈ ଭଲ ପାଆନ୍ତି । ତେଣୁ ତାକୁ ଘର ବଡ଼ାନ୍ତ । ରେଣୁ ତାଙ୍କୁ ଚୁମୁ ଆଞ୍ଚ୍ ଡ଼ ପକାଏ, ତା’ର ହାତ ୩’କୁ ଝିଙ୍କି ଝାଙ୍କି ପକାଏ, ସଉଜବୋଉ କହନ୍ତ—“ହେ ସଇତାନ ମାଇଁ ଡ଼, ପାଈରୁ ନା କ’ଣ ଲେ ମୋସାଙ୍ଗରେ— ।”