କୌଣସି କାହାଣୀକୁ ଆଉଥରେ ପଡ଼ି ନାହିଁ, ତା’ର ବନ୍ଧକୁ ଏଲ୍ବମ୍କୁ ଥରେ ଥରେ ନରେଖି ଦେଖି ନାହଁ, କେବେ ଭା’ର ଆଖିରେ ମେଘ ଆଇସି ନାହଁ, ସବୁଦିନେ ସୁଖୀ ଉଜ୍ଜଳ ରମେଶ । ରମେଶ ଗୌରବ ନଏ କରୁ ତାକୁ ଫାଙ୍କି ଦେଇ ନାହଁ, ହୁଏତ ସେ ଭଗ୍ୟବାନ୍, ହୁଏତ ସେ ମିଛୁଆ; ନ ହେଲେ ସେ ମଣିଷ-ପଥର, ଯାହାର ଅନୁଭୂତ ଚରଦିନ ସୁଷ୍ଠା । ରମେଶ ସଙ୍ଗେ ଥରେ ଯାଇଥିଲ, କେତେ ଥର ପାଇଚ, ଏଥରକର ଵିଶିଷ୍ଟତା ଥୁଲ । ଅନ୍ଧାର ରକ୍ତ, ଆକାଶରେ ମେଘ, ସହର ଆଲୁଥକୁ ନଦ ଝାଙ୍କୁଥିଲ । ଏହି ବେଳ, ସେତେବେଳେ ମଣିଷର ଦେହର ସେକ ପ୍ରେତ ରୂପରେ ମନ-ଗମ୍ଭୀରରୁ ବାହାର ଛପି ଛପି କକାଶରେ ଖିଲ ମାଈ ଏ । ଗଡ଼ କଲେ । ବନାରସୀ ଖଲ ଦୋକାନରୁ ପାନ ଖାଇଲୁ ସେ ଆଉ ମୁଁ । ଅନ୍ଧାରରେ ସିନ୍ଧି ମାଈ ମାଈ ବେକରେ ଫୁଲମାଳ ପକାଇ କିଏ କେତେ ସ୍କୁଲଥାନ୍ତି । ସେ ବି ବେଳ ! ରମେଶ କହଲ— “ ଆରେ ବୋକା ବଧୂ, ଗୁଇ ପଛରେ ଧାଇଁ ଧାଇଁ ଘେକରେ ଆପଣାର ଚର୍ବି ହଜମ କଲ ପର ମଣିଷ ଖାଈ ନିଜକୁ ଖାଇ ଭସ୍ମ କରେ । ସରମା, ନିରୁପମା, ଆଶାଲତା, ଏମାନେ ଖାଈ ବାକ୍ୟମୟୀ, ଏମାନେ ଖାଈ ଦ୍ଯୋଇନା, ଖାଲ ଶୋଷ । ଶେଷରେ ଘାରି ହୋଇ ଏମାନଙ୍କ ପାଟିକ ଗଳ୍ପ- ଭଉଁରେ କେତେ ସୁର ଲକଣ ଖାଇ ଖାଇ ଶେଷରେ ହାଉଁହାଉଁଆ ପାଳ୍ପିକ ଖାଲ ଖୋପାଏ କାଦୁଅମିଶା ପାଣି । ଶେଷରେ ଦିନର ଆଲୁଅ ପଡ଼ଲେ ପାଣି ଉଡ଼ପାଇ ଖାଈ କାଦୁଅ । ବୋକା ଘଧୁ, କଢଢା ଗୁଡ୍, ଏଇ ର ବେଳ । ଥା ।” ଜାଣେ ନା ରମେଶର ଯୁକ୍ତ ତା’ ତୁଣ୍ଡର, ଅଥବା ମୋ’ ମନର । ହଠାତ୍ ହୋସ୍ ହେଲି—ଅନ୍ଧାରୁଆ ଗଳ, ଗଳ ଉତରେ ଗଳ, ଠିକ୍ ଜାଲ ପଣ । ଏପାଖ ସେପାଖ ଠାଏ ଠାଏ ମିଞ୍ଜି ମିଞ୍ଜି ଆଲୁଥରେ ଜକ ଜକ ଧୋବ ଧୋବ ଶାଢ଼ୀ, ଅତର ବାସନା ।ଆଉ ଦଶ ପାଦୃଣ୍ଡ ଥୁଳ, ରମେଶ କହିଲେ— ‘‘ବୋକା-ବଧୂ ଠିଆହେଲୁ କ’ଣ ? ଥା ।”’ଦୁଆରମୁହଁରେ ଜଣେ ଧାନରେ ଠିଆ ହୋଇଥିଲା ।
କ ଧାନ ସେ ! ତା’ର ସ୍ଫୁରପାଖ ଅନ୍ଧାରଘେର । ତା’ର ମୁହଁପାଖେ ଅଳ୍ପ ଅନ୍ଧାର ଆଲୁଅ । ତା’ର ଆଲୁଅ । ଭା’ର ପୃଷ୍ଠପ୪ ଅନ୍ଧାର-କାରଗାର । ଅତି ପରିଚଇ ସମ୍ଭାଷଣ ଦେଇ ସେ ଦୁଇ ପାଦୃଣ୍ଡ ଆଗେଇ ଆସିଲ, ରମେଶର ପଞ୍ଜାଗ-ପକେଟ୍ ହଠାତ୍ ଝଣ ଝଣ ହେଲ । ଅତ ସହଜସ୍ଵବେ ରମେଶ ଆଗେଇଗଲେ, କାନ୍ଧ ଉପରେ ଡାକଟାଏ ଫୋପାଡ଼ଲ— “ଗଧୁ !”” ମୁଁ ଅପେକ୍ଷା କଲ ନାହିଁ । ପ୍ରାଣପଣେ ଦଉଡ଼, ଗୁରପାଖର ଅନ୍ଧାର ମୋତେ ଗ୍ରାସ କରିବ।କୁ ଗୃହେଁ, ଏହି କଥା ମୋ’ର ମନର କଥା । ଏଇଥପାଇଁ କ’ଣ ମୋ’ର ମନ ଏଭେଦନ ପ୍ରସ୍ତୁତ ହେଉଥିଲ ? ମୁଁ ଦୌଡ଼ଲ, ଜୀବନରେ ଏପରି କେବେ ଦୌଡ଼ିବାକୁ ପଡ଼ନାହଁ । ପାଖରୁ ହସର ବେଳ ଶୁଭୁଥାଏ । ହସନ୍ତୁ ସେମାନେ ମନଇଚ୍ଛା । ମୁଁ ପ୍ରାଣ ପାଇଛି । ବଡ଼, ବସ୍ତାରେ ଉଜ୍ଜଳ ଆଲୁଅ ପାଖେ ହେଲବେଳକୁ ମୋ’ର ଭୃକ୍ତ ଦୁଲୁକୁଥାଏ, ଝାଳ ଫାଟି ପଡ଼ ଥାଏ । କାନେ କାନେ କ ଗରମ ! ମନ ଉଚ୍ଚରେ ଯେପରି କଏ ଝାପରୁ କରୁଚ, ‘‘ଭୋ’ର ବୟସ ଢେଇଶ, ଭା’ର ଷୋହଳ, କୁ ଶିକ୍ଷିତ, ସେ ଅଶିକ୍ଷିତ, ହାରଲୁ ଭୁ ??? ‘ରୁ ରୁ ନା ମରଦ୍ !”” କିନ୍ତୁ ହେଉପଛେ ରମେଶ ଗୌଡ଼ଜେତା, ମୋ’ର କ୍ଷୋଭ ନାହଁ; ସ୍ୱୀକାର କରୁଚ ଅନ୍ଧାର ଗଳ ସନ୍ଧରେ ବୁଢ଼ିଆଣୀ ଜାଲରେ ଛଟପଟ ହେବାର ଗର୍ଣ୍ଣ ଆନ୍ଦ, ସେ ବି ଏଇ ଜୀବନର ଖଣ୍ଡେ । ସେଇ ଗଳ ଢା’ ଉପରେ ବି ଗଢର ରୁନ୍ଧମ ଜଳେ, ଦିନର ଖର ନିଆଁ ଜାଳେ । ସେଇ କିଶୋଘ, ପକ୍ଷୀର କାକଳ ତା’ କାନରେ ବ ବାଜେ । ବସନ୍ତର ଦମକା ପବନ ତା’ର ରୁନ୍ଧଲ ମନର କବ୪ରେ ଥର ଥର ହାଇ ମାଈକହଯାଏ ସେ ଦ ମଣିଷ, ତା’ର ବି ସୁଖ ଦୁଃଖ ଅଛି । ରମେଶହେରକାଙ୍କ ପର ଲେକଙ୍କୁ ଖୁସି କରିବା ଲାଗି ସେ ଖାଲ କଳ ନୁହେଁ, ତା’ର କ’ଣ କରୁ କରୁ ଟିଉସନ୍ କରି ମୋ’ର ସମସ୍ତ କମ୍ଫୁଛି, ସନ୍ଧାନ ମିଳରୁ ଗଦେଇପ୍ରଧାନ ଦୋକାନ ପାଖେ, ନାଁ-ଡାକ୍ ଯେଉଁ ହରିବାବୁଙ୍କ ଘର—ସେଠି
ଗୋଟିଏ ଟିଉସନ ଖାଲ ଅଛ । ବଢିଲ ଝିଅ । ନୂଆ ବାଇସ୍କୋପ ଆସିଛୁ, ବନ୍ଧ ମାନେ କହୁଥିଲେ ଭଲ ଆମେଶକାନ୍ ଛଡ, ଅନେକ ଲଙ୍ଗଳା ଦେହ । ପ୍ରସ୍ତାବ ହେଉ ୫ଶୀଘ୍ର ମୁନସିପାଲରେ ଗୋଟିଏ ବଡ଼ ମେଳା ହେବ, ବଡ଼ଥୋଡ୍ ବିବିଧ ରଙ୍ଗର ଜରୁ ଆସିବେ ନିଶ୍ଚୟୁ । ଏହିପରି ବହୁତ ଭବନା, ସୃତିର ସ୍ଵଉଡ଼ା ଖେଳ । ପୋଖ~ଆଡକୁ ହଠାତ୍ ନଜର ଗଳ୍ପ, ଦେଖିଲ ଦୂରରୁ ଚତ୍ଥା ବହୃତ ଗାଁଲେକ ଗାଧୋଉଛନ୍ତି । ବଡ଼ ପୋଖଗ୍ରେକୂଳରେ ମୋ’ର ଶ୍ଲେଷ ବସା, ପ୍ରଭନ୍ଧନ ' ବ ଚଳଚ୍ଚିତ୍ର ଦେଖିବାର ଅଭ୍ୟାସ ହେଲାଣି । ଦୂରରୁ ସୁନ୍ଦର ଦିଶେ, ନିଶା ବଢ଼େ, ଅଳ୍ପ କେତେଦନ ତଳର ରମେଶ ସାଙ୍ଗର ସେଣ୍ଟ ଅନୁଭୂକ୍ତ ମନେପଡ଼ିବାରୁ ସଙ୍କୁ ଶତ ଲଗିଲା । ଝରକାଆଉ ମୁହଁ ଫେସଇ ଆଣିଲ, ଲଗିଲ୍ ଯେପଣ କେତେ ଆଖି ଦୂରରୁ ସୁଦ୍ଧା ମୋ’ର ଅସ୍ତିତ୍ଥଶାକୁ ଧରପକାଇ ଦେବାକୁ ସ୍ଫୁର୍ତ୍ତ ଛୁ । ମନ ସହଜରେ ଉପାରଳ, ‘‘କିନ୍ତୁ ସେଥିରେ କଅଣ ଅଛି ? ଅନେଇବା ଅଧିକାର ସମସ୍ତଙ୍କର ଥ ।’’ କରୁ ସମୟ ପରେ ବାଈପ କୁ ଗଲି । ବାଈପ୪ କାନ୍ଥରେ ଗୋଟିଏ ଛୋ୪ କଣ୍ଟା ଅଛି । ଠିକ୍ ଏଣ୍ଡକବେଳେ ସେପାଖେ ଝିଅଟିଏ ଆସି ଭୁଲଚଲ କରେ । ସାମାନ୍ୟ ଟିକଏ ଉଙ୍କି ମାରକ । ସେ କି ଦଶ ପନ୍ଦର ମିନଶ୍, ଅଭ୍ୟାସ । କାମ କରୁ କରୁ ଅନେକ ସମୟରେ ସେପାଖ ଘରୁ ସେ ଝିଅର ପାଟି ଶୁଭେ। ବେଳେ ବେଳେ ମୁଁ କାନାଏଁ । ଶୁଭଯାଉଛୁ —‘‘ମା ବଥା ହରିନ୍ଧୁ, ଛଞ୍ଚେଇ ହେଉ ନାହଁ....'କଭ ଛେଲବ, ଦାନ୍ତକାଠି ଦେ... ହାଣ୍ଡିରେ ବଡ଼ଇ କଳା~~~~~~ଏ ମାଛବାଲ ଏଗୁଡ଼ାକ ସଢ଼ା ମାଛ, କଏ କଣିବ’—ମୋ’ର ମନର ମାର ରଙ୍ଗରଙ୍ଗର ଗଜା ପାଇଁ ଏ ସ୍ଵରସଂଗୀତ ବି ସାମଗ୍ରୀ— ମନର ପ୍ରେଢ ମନ ଭିତରେ ବୁଦାଜଙ୍ଗଲରେ ଲୁଚପାଏ, ସେ ଭଦ୍ରମର୍ଯ୍ୟାଦାସମ୍ପନ୍ନ, ତାକୁ ଧରିବ କଏ ?
କରୁ କରୁ ଟିଉସନ୍ କର ମୋ’ର ସମସ୍ତ କଞ୍ଚୁଛି, ସନ୍ଧାନ ମିଳରୁ ଗଦେଇ ପ୍ରଧାନ ଦୋକାନ ପାଖେ, ନାଁ-ଡାକ୍ ଯେଉଁ ହରିବାବୁଙ୍କ ଘର— ସେଠି ଗୋଟିଏ ଟିଉସନ ଖାଲ ଅଛ । ବଢିଲ ଝିଅ । ନୂଆ ବାଇସ୍କୋପ ଆସିଛୁ, ବନ୍ଧ ମାନେ କହ୍ନଥିଲେ ଭଲ ଆମେଶକାନ୍ ଛକ, ଅନେକ ଲଙ୍ଗଳା ଦେହ । ପ୍ରସ୍ତାବ ହେଉ୭ ୫ଶୀଘ୍ର ମୁନସିପାଲଟିରେ ଗୋଟିଏ ବଡ଼ ମେଳା ହେବ, ବଡ଼ଆଉ ବିବିଧ ରଙ୍ଗର ଜରୁ ଆସିବେ ନଣ୍ଡ । ଏହିପର ବସ୍ତୃତ ଭବନା, ମୁ ତର ଘୁଉଡ଼ା ଖେଳ । ପୋଖରିଆଡକୁ ହଠାତ୍ ନଜର ଗଳ୍ପ, ଦେଖିଲ ଦୂରରୁ ଚହା ବହୃତ ଗାଁଲେକ ଗାଧୋଉଛନ୍ତି । ବଡ଼ ପୋଖଗ୍ରେକୂଳରେ ମୋ’ର ଶ୍ଲେଷ ବସା, ପ୍ରଭଦନ 'ବ ଚଳଚ୍ଚିତ୍ର ଦେଖିବାର ଅଭ୍ୟାସ ହେଲାଣି । ଦୂରରୁ ସୁନ୍ଦର ଦିଶେ, ନିଶା ବଢ଼େ, ଅଳ୍ପ କେତେଦନ ତଳର ରମେଶ ସାଙ୍ଗର ସେ ଅନୁଭୁତ ମନେପଡ଼ିବାରୁ ସଙ୍କୁ ଶତ ଲଗିଲା । ଝରକାଥାଉ ମୁହଁ ଫେସଇ ଆଣିଲ, ଲଗିଲ୍ ଯେପରି କେତେ ଆଖି ଦୂରରୁ ସୁଦ୍ଧା ମୋ’ର ଅସ୍ତିତ୍ଵଷାକୁ ଧରପକାଇ ଦେବାକୁ ସ୍ଫୁର୍ତ୍ତ ଛୁ । ମନ ସହଜରେ ଭୁବପାରଳ, ‘‘କିନ୍ତୁ ସେଥିରେ କଅଣ ଅଛି ? ଅନେଇବା ଅଧିକାର ସମସ୍ତଙ୍କର ଥ ।’’ କିଛି ସମୟ ପରେ ବାଈପଟକୁ ଗଲି । ବାଈପ୪ କାନ୍ଥରେ ଗୋଟିଏ ଛୋ୪ କଣ୍ଟା ଅଛି । ଠିକ୍ ଏଣ୍ଡକବେଳେ ସେପାଖେ ଝିଅଟିଏ ଆସି ବୁଲଚଲ୍ କରେ । ସାମାନ୍ୟ ଟିକଏ ଉଙ୍କି ମାରକ । ସେ କି ଦଶ ପନ୍ଦର ମିନ, ଅଭ୍ୟାସ । କାମ କରୁ କରୁ ଅନେକ ସମୟରେ ସେପାଖ ଘରୁ ସେ ଝିଅର ପାଟି ଶୁଭେ । ବେଳେ ବେଳେ ମୁଁ କାନାଏଁ ।
ଶୁଭଯାଉଛୁ —‘‘ମା ବଞ୍ଚିଆ ହରିନ୍ଧୁ, ଛଞ୍ଚେଇ ହେଉ ନାହଁ..... କଢ ହେଲବ, ଦାନ୍ତକାଠି ଦେ... ହାଣ୍ଡିରେ ବହୁତ କଳା....''ଏ ମାଛକାର ଏଗୁଡ଼ାକ ସଡ଼ା ମାଛ, କଏ କଣିବ’—ମୋ’ର ମନର ମାର ରଙ୍ଗରଙ୍ଗର ଗଜା ପାଇଁ ଏ ସ୍ବରଫଗୀର ଵ ସାମଗ୍ରୀ — ମନର ପ୍ରେଢ ମନ ଉଚ୍ଚରେ ବୁଦାଜଙ୍ଗଲରେ ଲୁଚଯାଏ, ସେ ଭଦ୍ରମର୍ଯ୍ୟାଦାସମ୍ପନ, ତାକୁ ଧରିବ କଏ ?
ଭଦ୍ର ସମସ୍ତେ, ଅଭଦ୍ର ସମସ୍ତେ, କିଏ ବା ନିଜର କର୍ମ-ବସ୍ତାକରେ ଧଗଗଡ଼ ଅଭଦ୍ର ହୁଏ, ଆଉ କିଏ ସେ ଭଗ୍ୟବାନ୍ ଧରି ପଡ଼େ ନାହଁ । ନନର ନିର୍ପଣ, କାମ ଉପରେ ନର୍ଥଳ ମରମ ଅନୁଭୁତ କେତେ ପ୍ରକାରେ କେଉଁଠି ଲୁଚରହେ ଯେ ତା’ର ପଞ୍ଚ ମିଳେ ନାହଁ । ଧରିଯାଉ ସେ ଶୋଇଛୁ, କିନ୍ତୁ ସନେଇ ଅଛି । ହଠାତ୍ ସନ୍ଧିୟ କେଉଁ ଉଚ୍ଛାସ ଅଜାଣନ୍ତରେ ମନ ଉଚ୍ଚରେ ଉଠିଲ, ମନ ହେଲ୍ ସ୍କର ଚଞ୍ଚଳ । ପ୍ରଫେସର କ୍ଲାସରେ ପାଠ ପଢ଼ାଉ ପଢ଼ାଉ ଅବ୍ୟାଜରେ ବ୍ରାଉନଂଙ୍କର କେଉଁ ନବଢା ଉପରେ ଅଧିକ ଚର୍ଚ୍ଚା କରିବାକୁ କାହାର ମନ ହେଲା । କେତେବେଳେ ମନ ହେଲା ଇଂରେଜ ନ ମିଲନଙ୍କର ସଇତାନର ୧୪ ନେଇ ଭଗବାନଙ୍କ ଉପରେ ଦୁଇକଥା ଝାଡ଼ ଦେବାରୁ । ଏସବୁ ପ୍ରକାର ପ୍ରଭୃଷ୍ଟିର ମୂଳରେ ମଧ୍ୟ ସୁଷ୍ୟ ନିୟାଶୀଳ ମରମ ଅନୁଭୁତ । କାମ ଶେଷ, ସଞ୍ଜ, ନଈକଳର ବଶିରୁ ବେଦୀ, ବଦନର ଦେଖା—ଶସ୍ତା ବନ୍ଧୁ ବାନ୍ଧବ । ନଈବାଈ ଉପରେ ନଈବନ୍ଧ ଉପରେ ଏହି ବେଳର ସେଇ ପୁରୁଣା ଛବ, ସ୍ତ୍ରୀ ଆଉ ପ୍ ରୁଷ, ମେହ ପାଉଡରମଖା ମୁହଁ, ସେହ ରଙ୍ଗିନ୍ ଦ୍ଵାଉଜ୍, ଶାଢ଼ୀ'ର ସେ ଦର ଧଡ଼, ସେହ ଭଙ୍ଗୀ, ହାଇହଲ, ରୁମାଳହ, କାନର ‘କାନ-ପାଶା’, ହାତର ‘କଙ୍ଗନ୍’, କପାଳର ‘ସିନ୍ଦୂର-ପା’ । ପବନରେ ଉଡ଼ନ୍ତା ହସ, ନରୁଝିଆ ସି ମାଈ ମରବ ସାଧକ, ଦେଖଣାହାର, ମଘରକ, ଆଉ ଫଗୁ ଖେଳ । ଏ କ ନଦନର, କିନ୍ତୁ ଏହି ସ୍ମୃତ, ଦ୍ଵାର ବା ମୁହୂର୍ବ ଅଛି, ସେତେବେଳେ ସବୁ ଚପେଇ ଦେଇ ରେଣୁକା, କନକଲତା ଆଉ ମଞ୍ଜ ଳକା ସମସ୍ତଙ୍କ ଉପରେ ଏ ଗଳ୍ପ କରେ । ମଣିଷର ମନ—ଦର । ବଡ଼ ସହର—ଏଠି ଧୂଳମନ, କାଦୁଅ ଅଳିଆ, ଗଳଏ ଗଳଏ । ଏଠି ରସରୁ ଚେଞ୍ଜାରେଞ୍ଜି, ସେମାଞ୍ଚ, ଏଠି ବସ୍ତାରେ ଠେଲଠେଲ ଲେକ, ବେଦରଦୀ ବେପାଖୁ ମନ ତାଙ୍କର, କାହାର କାହାଣକୁ ନଘ ନାହଁ, ନିଜେ ନିଜ ଧନ୍ଦାରେ ସମସ୍ତେ ବ୍ୟସ୍ତ । ଏଠି ଗାଁର ଶିଖ୍ ନାହଁ, ଗୋଷ୍ଠୀର ସ୍ନେହ ନାହଁ, ଖାଈ ଗୋଟିଏ କାରଖାନା, ଯେଉଁଠି ଗୋଟାଏ ବଡ଼ କଳ ଉଚ୍ଚରେ ଥାଉ ସମସ୍ତେ ଖାଲ ମାନ ସାନ କଳ ।
ଏଇ ବଡ ସହରରେ ଆମର ..ମୟୂ କ୪, ଦୁଃଖରେ ପୋଡ଼ ହୋଇ, ଅଭିମାନରେ ସରୁଳ ହୋଇ, କରୁ ୟା ଭିତରେ ଆମେ ଆମର ଘରକରଣା ତିଆରି କରିନେଉଁ, ଆଶ୍ରମର) ୩ ରୁ ପାଉଁ, ମନକୁ ଭୁଲେଇ ରଖି ପାରୁ । ୟା ଉତରେ ଆମର ଭଲ ପାଇବାର ଜୁଆର ବେଶ୍ ସୁନ୍ଦର ଭଙ୍ଗେ, ମଣିଷପଣି ଥାର ମରୁ ପ୍ରବୃତ୍ତ ଅରଳାଷ ଆମେ ସାର୍ଥକ କରୁ, କରୁ ଅ୪କ ରହେ ନାହିଁ । ଆମର ଦରକାର ହୁଏ ନାହଁ ସମୁଦ୍ରକୂଳର ବାଲଚର, ନରୁଟିଆ ଡାକବଙ୍ଗଳା ବା ଆମ୍ବତୋଽ । ଏଠି କୋଇଲ ନାହିଁ, ଡାଦୃକ ନାହିଁ, ସୌଖୀନ୍ ସୂର୍ଯ୍ୟାସ୍ତ ନାହୁଁ । ରୁ ଧୂଆଁ ଆଉ ଧନ୍ଦା ଆଉ ଧୂଳ । ତଥାପି ବେଶ୍ ଚଳେ ।
ନାମ, ମାଉସୀ, ଭଉକ, ମାଇଁ, ଅପା— ଏମାନେ ସେ ଖାଈ ଗାଁରେ ଥାଆନ୍ତି, ଉଦବା ଭୁଲ୍ । ସବୁଠି ଥାଅନ୍ତା, ସହରରେ ବହୃତ । ସେମାନଙ୍କର ତାଲିକା ଦେବ ନାହଁ, ଆସନ୍ତୁ ସେ ଯେତେବେଳେ ଖୁସି, କିନ୍ତୁ ତାଙ୍କର ସ୍ନେହ ଆଦର ସ୍ବୀକାର କଲେ ଜୀବନଗୋ ଧ୍ୟାକୁ ନାସ୍ତି କରିଦେବାକୁ ପଡ଼ିବ । ଆକ ଏ ବୃଦ୍ଧ ବସରେ ତାଙ୍କୁ ବ ବଧେଶ୍ୟାମ ସ୍ମରଣ କରୁଛୁ, ସେ ଅକୃତଜ୍ଞ ନୁହେଁ । ସେହିପରି ସହରର ସଇ ପୁଞ୍ଜା ପୁଞ୍ଜା ଏବଂ ଅନରେଈ ଶଳାମାନେ ଏବଂ ଭଣୋଇଁମାନେ । ପ୍ରତ୍ୟେକ ସମୟରେ ପ୍ରତ୍ୟେକ ବସ୍ତୁର ଉପଦେଷ୍ଟା ଅଛୁ, ଆବଶ୍ୟକତା ଅଛି, ସେମାନେ କ ସ୍ମରଣୀୟ ।
ବନ୍ଧ ଘବ ଆସେ, କହେ, ଗଧେଶ୍ୟାମ, ଆସିଲୁ ନା ଆମ ଘରକୁ ? ସେ ଖୁଜାଗୀ ଲେକ । ଘରେ ବୋଉ ଆଉ ଭଉଣୀ ମାଧବୀ । ସେ ମୋ’ର ଜାତ ନୁହେଁ, ତା’ ସହିତ ମୋ’ର ବନ୍ଧୁ ବାନ୍ଧବ ସମ୍ପର୍କ ଗଢ଼ିବା ଅସମ୍ଭବ; କିନ୍ତୁ ସେ ମୋ’ର ଗୋଟିଏ ଭଲ ପରି—ସେତେବେଳେ ହୋଇଥିଲା । ସପବବୋଉ କେଡେ ସ୍ନେହରେ ବସେଇ କଥା ବା କରନ୍ତି । ଢାଙ୍କୁ ବାଇଜର ହୁଏ, ମୁଁ ନାନାପ୍ରକାର ପ୍ରବୋଧ ଦେଇ ଔଷଧ ବଢାଏ । ଗୋଟିଏ ପାଖେ ମାଧ୩ ବସି ତା’ର ପଢ଼ାବନ୍ଧରେ ମନ ଦେବାକୁ ଚେଷ୍ଟା କରୁଥାଏ । କେତେଥର ମୁଁ କବାଶରେ ବାଡ଼େଇଲେ ମାଧ୩ ୫ବରଟିଏ ନେଇ ଆସି ହସି ହସି କବା୪ ଫିଟେଇ ଦେଇଠୁ । ସବୁଦିନେ ତା’ର ସେହ କଥା, ‘ ଘଧୂଇ, ତୁମ କବାଟ ବାଡ଼ରୁ ମୁଁ ଜାଣି ନେଇଛୁ କଏ ଭୁମେ ।?’ ଗଦବ ନ ଥିବ, କାହାରେ କକଥା ଅନ୍ଧାର ଗତ, ଉଚ୍ଚରେ ଜନ୍ମଟିଆ, ବଖଟିଏ ଖାଲ ଘର ଆଉ ଗୋଟିଏ ଖାଲ ଦୁଆର ୪ପିଲେ ଯାଇ ରହିବାଦରେ, ମୁଁ ଆଉ ମାଧ୩ ହନଖୁସ୍ରେ କଥାଈଷା ହୋଇ ହୋଇ ଉଚ୍ଚରକୁ ସାଉଁ । ଗବବୋଉ ସବୁଦ୍ଧନେ ମୋ’ର ବୋଈ ପର, ଆଉ ମାଧକ ମୋ’ର ସାନ ଭଉଣୀ ପଣ ।
କେବେ ଦନେ ସୁଦ୍ଧା ଛନ ଛନ ଲଗିନାର୍ଡ, ଲଗୁଥାଏ କି ପବ ସେ । ଲଗୁଥାଏ ସହାନୁଭୁତମିଶା ସ୍ନେହ ! ସେମାନେ ଗରିବ, କେତେ ବର୍ଷ ଇସ୍କୁଲରେ ପଢ଼ିଲ ପରେ ଦରମା ଦେଇ ନ ପାଈ ମାଧବାର ନାଁ କଟିଯାଇଥିଲା । ପଢ଼ିବାକୁ ତା’ର ସର ମନ, ବାସନ ମାଜ ସେଇ କଣ ଦର ସମ୍ମାନ ଯେତେବେଳେ ସେ ଝିଜଏ ସମ ପାଏ, ତା’ର ପୁଙ୍ଗୁଳା ବଗୁଡ଼ାକ ଆଗରେ ବସେ, ଆଉ ପୁଣି ପୁଣି ସେଇଥାକୁ ପଡ଼େ । ବେଳେବେଳେ ସମୟ ପାଇଲେ ମୁଁ ଯାଇ ତାକୁ ଏଣୁତେଣୁ ପଡ଼େଇ ଦେଇ ଅର୍ଥେ । ତା’ର ବୋଉ କହନ୍ତି,
‘‘ପ୍ରାଇଭେଟ୍ରେ ପରୀକ୍ଷା ଦେବ ବୋଲି ଦୃଶ ସେ କଏ ପଢ଼େଇଦେବ କହ, ସ୍ଵଘବ ତ ସୋଉ ଚଗଲ ଭୁମେ ଜାଣିଛ !”’ ଘଘବ ତ ଅଧାପାଠୁଆ, ବତର ଗରିବ, ଗୋଟିଏ ଓକଲ ପାଖେ ଗ୍ଲୋଆ ସିରସ୍ତା-କଘନ, ସେଇଥିରୁ ଯାହା ଦ’ ପଇସା ପାଏ, କର୍କରେ ଦେଖା ପଡ଼ଗଲେ ବନ୍ଧୁ ମାନଙ୍କୁ ଖିରମୋହନ୍ ଖୋଇ ସରବତ୍ ଖୋଇ ଖାଲ ପକେଟ୍ରେ କେବେ କେବେ ଘରକୁ ଫେରେ । ଏ ଘରେ ମସ୍ତେ ଆପଣାର ଲଗେ । ସ୍ଫୁରିଆଡ଼୍ ଠେଲ ଖାଇ ପାଉଲ ହେଇ ଏଠିକ ମୁଁ ବେଳେବେଳେ ଆସ, ମାଧବକୁ ଜବରଦସ୍ତ ପାଠ ପଢ଼ାଏ, ଆଉ ଗପ କରେ, ଗୁପର୍ବ ଥିଲେ ଭଲ, ନଇଲେ ନାହଁ ।
ଧୀରେ ଧୀରେ ମୋ’ର ଆଖି ଆଗରେ ମାଧବୀ ବଢ଼ିଯାଉଛୁ, ଧୀରେ ଧୀରେ ମୁହଁ ବେଶି ଚମ୍ଭୀର ହୋଇଯାଉଛୁ, କିନ୍ତୁ ସ୍ବାସ୍ଥ୍ୟ ନାହଁ । ଗାଲ ପଶିଯାଉଛୁ, ଆଖି ତଳେ କାଳିଆ ଗୁଇ । ତାକୁ ଦେଖିଲେ ଦୁଃଖ ଲଗେ । ତା’ର ସ୍ବାସ୍ଥ୍ୟ ଉନ୍ନତ କରିବାକୁ ଉପଦେଶ ମୁଁ କମ୍ ଦିଏ ନାହଁ । ବଳେ ବଳେ ଦାଶ ପାଶ ମୋ’ର ଉପଦେଶଗୁଡ଼ାକ ତା’ ଉପରେ ଅଜାଡ଼ ଦେଲବେଳେ, ପଢ଼ାଶୁଣା ବିଷରେ, ଭବିଷ୍ୟତର ସାଇପାଞ୍ଚ କଷୟରେ ଦୀର୍ଘ ବକ୍ତୃତା ଦେଲବେଳେ, ସମସ୍ତ ସମୟରେ ମାଧବା ଅମାନଆଁ ହୁଏ, ପାଖରେ ବସି ରହବାକୁ ରୂହେଁ ନାହଁ । ମଝିରେ ମଝିରେ ସ୍ଫୁଇଁକର ସେ ଅନେଇଁ ଦିଏ, ସେ ଦୃଷ୍ଟିର ଅର୍ଥ କ’ଣ ଠିକ୍ ଶଜ୍ଜା ପଡେ ନାହିଁ ।
ଏହାପର ଦିନେ ଦିନେ ଭା’ କଥା ମୁଁ ବେଶି ଭର୍ବେ । ଇଚ୍ଛା ହୁଏ ଢା’ର ଭଲ କରଣ୍ଡ- କେମିତ କମି ହେଲେ ପ୍ରକୃତରେ ତା’ର କାମରେ ଆସନ୍ତି । ସବୁ ଇଚ୍ଛା ହୁଏ, କରୁ କରିପାରେ ନାହଁ । ଏବପର ମାସ ମାସେ ରସିଦ ଘର ଆଡ଼କୁ ମୁଁ ଆଦୌ ଯାଏ ନାହଁ । ବାର ଧନ୍ଦା ଭିତରେ ତାଙ୍କ କଥା ମୁଁ ପ୍ରାପ୍ଟ ପାସୋର ପକେଇ ଥାଏ । ଯେତେବେଳେ ଥରେ ସାଏଁ, ଯାଏ ଏକାଠି ଲଗେ ଲଗେ ସାଇ ଦିନ ଆଠ ଦିନ । ପହଲ କେଇ ହସ ଖୁସି, ପଛକୁ ପଛକୁ ତାଙ୍କର ପ୍ରଶ୍ନ ସବୁ ମୁଁ ମନ ଈରେ ବୋଝେଇ କରେ, ଶେଷ ଆଡ଼କୁ~~- ମୋ’ର ସ୍ନେହର ଭଉଣୀ ମାଧବା, କେମିତ ନରମ ହୋଇ ଆସେ, ମୁଁ ବଖର ଆଡ଼କୁ ଅନେଇଁ ଥାଏ, କେମିତ ରୁଇ ନେଉଟିଲେ ମୁଁ ତାଙ୍କ ଘରକୁ ଯିବ । ପୁଣି ଦ’ଣ୍ଟନ ନେ ଦିନ ମୋର ବିକ୍ରମା, ମାଧବୀର ଅସୃଷ୍ଠି ଆଉ ତା’ର ସେ ବଚନ ଗୃହାଣୀ, ଯାହାର କଷରେ ମୁଁ ଆପଣାକୁ କଳ ଦେଖେଁ ଯେ ମୋ’ର ସବୁ ଖାଲି ବାଜେ କଥା, ମୁଁ ମୂର୍ଖ, ମୁଁ ଅପାରଗ ।
ମନ ଭିତରେ ଝୁଣ୍ଡ ଲ ଛିଣ୍ଡିଲ ପଣ୍ଠ ଲଗେ, ମୁଁ ପଳେଇ ଆହେଁ । ଦିନାକେତେ ହେଲ ମୋ’ର ଝୁଙ୍କ ଲଗଛ, ମାଧବ ପାଇଁ ବରଦାନ ଖୋଜିବା । ସହରର ଅନେକ ଅଗ୍ରଗାକୁ ମୁଁ ଶହେ, ଯେଉଁମାନେ, ମୋ’ର ପର । କଥା ପ୍ରସଙ୍ଗରେ ସେମାନଙ୍କ ବିଭଘର କଥା ଉଠାଏ । କାହାଠୁଁ କେବଳେ କଏ ଭରସା କଥା ଶୁଣିଲେ ଗଦବ ଘରକୁ ଯାଏ, ଅନେକ ସମୟ ଗପବ-ବୋଉ ଆଉ ମୋ’ର ଏକାଠି କଟ, ଖାଈ ଭର୍ଜ ଆଉ ଆଲୋଚନା । ବାରମ୍ବାର ତାଙ୍କ ମୁହଁରୁ ମାଧବୀର ଗୁଣଞ୍ଜନ ମୁଁ ଶୁଣେ, ମତେ ଖୁସି ଲଗେ । ଏହିପର ଘଣ୍ଟାଏ ଦି’ ଘଣ୍ଟା ମାଧ୩ ବର୍ଷରେ ଚର୍ଚ୍ଚା । ଆଉ ଧାନରେ କରେ, ମତେ ଭଲ ଲଗେ ଏହିପରି ଉକ, ଯେ ସେ ଘରେ ମୁଁ ମାଧବର ଭବିଷ୍ୟତ୍ ଗଡ଼ିବାରେ ସାହାଯ୍ୟ କରୁଛୁ, ମୋ’ରଶ୍ରମ ବରାନ୍ତ ନନ୍ମମ, ମୁଁ ପରର ଉପକାର କରୁଛୁ । ମୁଁ ଚା’ର ବାହାଘର ଠିକଣା କରିଦେଇ ପାରବ, ପ୍ରକୃତରେ କେବେ ମୋ’ର ନଜର ବିଶ୍ବାସ ହୋଇନାହିଁ । କାର୍ବକ ତେବେ ମୁଁ ସେ ବିଷୟରେ ଏତେ ଆନ୍ଦୋଳନ କରେ ? ମୁଁ ଜାଣେ ନାହିଁ ।
କରୁ ନଗେଳାରେ ବସି ସ୍ବପ୍ନ ଦେଖିବାକୁ ମୋତେ ଭଲଲଗେ। ଉ ଊଦ୍ଧ ସକେଇ ହେବାକୁ ମତେ ଭଲ ଲଗେ ଯେ, ‘‘ଆହା ମାଧବା ! ଗରିବ ମାଧ—ମୋ’ର ସାନ ଭଉଣୀ ପର ମାଧବା ! ମାଧବୀ ରଙ୍ଗ ଲୁଗା ପିନ୍ଧୁଛୁ, ମୁଣ୍ଡରେ ସିନ୍ଦୂର, ହାଇରେ ଶଙ୍ଖା, ମାଧବ ବାହାହେ ଇ ଯାଇଛୁ ସର- ସଂସାର କରିବାକୁ । ଶକୁନ୍ତଳାଙ୍କ ବିଦାବିଦେବେଳେ କଣ୍ଠ ଋଷିଙ୍କ ପର ମନର ପ୍ରବୃତ୍ତ କର ମଦୁଆ ଆଖିରେ ଶୂନ୍ୟ, ସ୍ପର୍ଶ ମୁଁ ସକେଇ ହୁଏ— ମାଧବ କାନ୍ଧ କାନ୍ଧ ଯାଉଛି; ମୋ ଦେହରେ ଆଉ ପଡ଼ କଇଁ କଇଁ ହୋଇ କାନ୍ଦୁଛି, ଗଲବେଳେ ହାତ ମୁଠାରେ ନାବ ପକେଇ ମୋ’ର ପାପୁଲକୁ ମୁଠେଇ ଧରଛ, ତା’ର ବଡ଼ ବଡ଼ ଆଖିରୁ ଲୁହ କେରି କେର ଚଡ଼ପଡ ଛ, ମୁଁ ବି କାନ୍ଦୁଛି ।??
ଏହିପରି ଭବବାକୁ ଭଲ୍ ଲଗେ, ସହରର ଧୂଳିଧୂର ଅନୁଷ୍ଠିତଆବରଣ କୁଆଡେ ଘସି ସ୍କୁଲପାଏ, ମୋ’ର ନିଃସ୍ବାର୍ଥ ମାନ ପୂଜା ଖୋଜେ, ପୂଜା ପାଏ, ସମୟ କଥା ଏ । ମାଧ— ଥାକ ସେ କେଉଁଠି କରୁ ଖବର ମୁଁ ରଖି ନାହଁ, କେହ ରଖଣ୍ଡ ନାହଁ । ସେତେବେଳେ ସେ ବଡ଼ ଦଶୁଥିଲ କେଇଟା ଦିନର ହେଉ କ କେଇଟା ମୂହ ଓଁ ହେଉ, ଆଈ ସେ ନାହଁ । ସେତେବେଳେ ସେ ସବୁ ହୋଇଥୁଲ, ଥାକ ସେ ମୋ’ର କେଷ୍ଟ ନୁହେଁ । ମୁଁ ତାର ସ୍ଵଇ ନୁହେଁ, ସେ ମୋ’ର ଭଉଣୀ ନୁହେଁ । କେଶ୍ୱ କାହାର କରୁ ନୋହିଁ ।
ମୁଁ ତା’ର ବାହାଘର ଠିକ୍ କରିବା ପାଇଁ ଏତେ ଯେ ଧାଧପଡ଼ ଲଗେଇ ଦେଉଥିଲ ସେ ଖାଲ ମୋ’ର ମନର ଓରମ'ଣ ମେଣ୍ଟେଇବା ପାଇଁ । ସେଇଥିପାଇଁ ପଗ, ମୋ’ର ଏବେ ସମସ୍ତ ଏଜେ ବଳ ମୁଁ ଖଇ କରଥଲ, ସେ ଖସି ହେଉଥିଲା, ମୁଁ ଖୁସି ହେଉଥିଲେ । ସେ ବେଳ ଗଡ଼ଯାଇଛୁ । ଏ ସକ ଏଇ ସରଗ ସବୁ ବାମ୍ଫ ହୋଇ ଉଡ଼ଯାଉଛୁ କୁଆଡ଼େ ଥକ ଖୋଳିଲେ ଆଦର ହେବ ନାହଁ, ବୁଢ଼ା ଦେହରେ ଶୋକା ଅଭିନୟ କଲ୍ପପର ଦଶିବ । ଯାହା ଯାଇଛୁ ଯାଉ । ଏକା ଏଇ ମାଧବୀ ନୁହେଁ, କଏ କେତେ ଥିଲେ, ସବ ବସିଲେ ଗୋଟାଏ ଚଳଚ୍ଚିତ୍ର ।
ମାଧବର ଅନେକ ବନ୍ଧରେ ମୋ’ର ହାତଲେଖାରେ ତା’ର ନାଁ ଆଉ କ୍ଳାସ୍ ଲେଖା ହେଇଥିଲା । ସେତେବେଳେ ଦଖଲ ଜ୍ଞାନ ମୋ’ର ତା’ ପ୍ରତି ଥୁଲ, ମୋ ମନର ସବୁ ସ୍ନେହ ଝାଡ଼ଖୁଡ଼ କରି ମୁଁ ଅତ ଶରଧାରେ ତା’ର ନା ଲେଖି ଦଉଥୁଲ, ବଡ଼ ଅଡ୍ଡାଦରେ ତା’ର ନୂଆକଣା ବହ- ଗୁଡଳ ସେ ମୋ ଅଡ଼କୁ ମୋହଁ ଧରୁଥଲ, ମୁଁ’ ନାଁ ଲେଖି ନ ଦେଲେ ବହ ପଢ଼ିବାକୁ ତା’ର ମନ ଯିବ ନାହଁ ସର୍ଭେ କ ! ଆଈ ମାଧବ ହକଛୁ, ତା’ର ବନ୍ଧ ହକଛୁ, କେତେ ଅଜଣା ନାଁ ଅଜଣା ହାର ଅକ୍ଷର ତଳେ ମୋ’ର କରଣିର ସରୁ ଶସ୍ତ୍ର ସେଠି ଛପି ଯାଇଥିବ, ନଜେ ମୁଁ ଦ ନକକୁ ସେଠି ଦେଖି ଚଉଁ ପାଈ ନାହିଁ । ଉଡ଼ନ୍ତା ଖଇ ! ଆଜି କହୁଚ ଗୋବନ୍ଦେ ସ୍ବାହା—ସେତେବେଳେ ତ କହିବାକୁ ସଚ୍ଚ ବଢ଼ି ନ ଥିଲା । ନୂଆଁ ସିଆ ଖଗବେଳେ ମନ ଭକ୍ତରେ ଜଳପୋଡ଼ ଯାଏ । ହସ ସେତକବେଳେ । କଳ ପରି କାମ କରିହୁଏ । ଖରେ ଶେଷରେ ବେଳ ବୁଡ଼େ, ଆସେ ଫମ୍ପା ମନର ଗହର କଳିବାକୁ ପ୍ରଭୃଦ୍ଧି, ତା’ପରେ ଉଦାସ ସଞ୍ଜ । ବରଷାରେ ଭୁବ ଉପୁଜେ । ଫମ୍ପା ଉତରେ କଡ଼ି ଫୁଟେ,।