shabd-logo

ଭାଗ 5

22 May 2023

1 ଦର୍ଶନ 1

ଗଣ୍ଡରେ ଉଦାସ ମନରେ, ପଡ଼ି ଦେଖେ, ଭଲ ଲଗେ । ସକାଳେ ଆଉ ଥରେ ପର୍ତେ, ଦିନ ଆଲୁଅରେ । କେତେ ଅସଙ୍ଗର ଅବାନ୍ତର କଥା ବୋଝେ ଲେଖିଛୁ କ’ଣ ହେବ ସେଗୁଡାକ ? କାଟିକୁ ନୂଆ ଶଠି ଲେଖେ । “ମୁଁ ଭଲ ଅଛି, କୂ କପର ଅଛୁ, ଶଠ ଦେଉଥୁରୁ’’: ‘ ତା’ପରେ ଆପେ ଆପେ ହୋଇଯାଏ । ‘ ‘‘ଭୁଲରୁ ନାହୁଁ । ଜେମି କେମିତ ଛୁ, ରମା କେମିତ ଥ’, ଭଉଜ ଶଠି କେବେ ଦେଇଥିଲେ, ପୁଣି ଗଡ଼େଇ ଆଣେ ସେଇ କଥାକୁ ‘‘ହଁଲେ ପଦ୍ଧ ସବୁ ସନ୍ଧୁଥାନ୍ତା! ତୁମ ଘର ଆଉ ଏଠା ମଝିରେ ସେ କେତେ ବଣ ଜଙ୍ଗଲ, ନଈ ନାଳ, ରେଳଗୁପ୍ତା ଆଉ ଶଗଡ଼ ଗୁଳା--କେତେଦୂର ! ନାଲି ସଡକ ଉପରେ ଖୋଜ ପକାଇଲେହେଁ ମୁଁ ବୁଝେ—କେତେଦୂର ! କ’ଣ ଆଉ ଲେଖିକ ମନ ସୁଖ ମାର୍ଚ ??

ରେଣୁକା ଜବାବ ଦିଏ— ‘‘ପୂଜମ ବଧୂସଇ, କୃମ ଠି ପାଇ ଘଈ ଖୁସି ହେଲେ । ଯାଇହଉ ଭୁମେ ଭୁଲପାଇନା, ମୁଁ ଭବଥୁଲ ବା ଘଇ ପାସୋର ସାରବେଣି ! ଆମ ଘର କୁଆଡ଼େ ଘର ଦୁର । ହଁ, ଦୁର ହବ ନାଇଁ କାର୍ବନ ! ଯାହାର ଆସିବାକୁ ମନ ନ ଥାଏ, ତାକୁ ତ ସବୁ ଦୂର ! ହଉ ହଉ । ମନ ଥଲେ ଆସି ପାରନ୍ତ ନାହଁ କୁଆଡେ ! ଖାଈ କଥା !”” ପୁଣି ମୁଁ ଗଠି ଦଏ । ସେ ଭା’ର ଉତ୍ତରୁ ଜବାବ ଦିଏ । ‘‘ଘର ଭଲ ଲଗିଲ କୁମ ଶଠ । ସଚ୍ଚ କଦୃଶ, ମୋ ମୁଣ୍ଡବିନ୍ଧା ଭଲ ହୋଇଗଲ ଭୂମ ଶଠି ପଡ଼ି ।

ମନ୍ତେ ଏଡ଼େ ସୁନ୍ଦର ଶଠି ଲେଖି ଆସେ ନାହଁ, ଲେଖି ବସିଲେ ଡର ମାଡ଼େ । କ’ଣ ଏଜେଣୁ ଲେଖି ଦଉତ୍ସବ, ଭୁମେ କାନରେ ଗଣ୍ଠି ପକେଇ ଧରୁଥିବ, ଥଣ୍ଡା କରୁଥିବ । ପ୍ରବେ ୟା ଲେଖିବ, ତା’ ଲେଖିବ, ମନେ ପଡ଼େନାଇଁ କରୁ ଲେଖିବସିଲ ବେଳକୁ, ତଥାପି ଯାହା ଆପେ ଲେଖେଁ, ନଇଲେ ଭୁମେ ର ଯେଉଁ ମଣିଷ ! ଭୁବ୍ବା କଥାରେ ମୁହଁ ଫୁଲେଇ ଅଡ଼ ବସିବ । ଶେଷରେ, (—-ଯାଉଚ, ମୁଣ୍ଡ ବାନ୍ଧବ, ଗାଳ ଦବ ନାଇଁ ମୋ’ ଗୁଣ ।” ଯେକୌ(ଣସି କାମରେ ରୁଡ଼ ରହିଥାଏଁ ପଛେ, ତା’ର ପିଲଳଆ ଶଠି ମୋର ଧାନ ଭଙ୍ଗ ଦଏ । ଇଚ୍ଛା ହୁଏ, ଭରବର କର ଖଣ୍ଡେ ଜବାବ ଲେଖିଦ ଏଁ, କରୁ ହୁଏନାହିଁ । ଖାଲ ବସି ବସି ଭାବେ । ସ୍ଵପ୍ନ ପରି ସବୁ ଦଶିଯାଏ । ହେଇ, ମୁଣ୍ଡ ବାନ୍ଧି ଥିବ ସେ ବସି । ମନ ଉତ୍କଳ ଉଠେ, ତା’ର କଳ୍ପ ତ ହସର ଉତ୍ତର ସ୍ବରୂପ ମୁଁ ନଜେ ହସି ପକାଏ ।

ତମେ ଆନନ୍ଦ ସ୍କୁଲଯାଏ, ଆସେ ପ୍ରଗୀକ୍ଷାର ଦୁଃଖ, ପରେ ଦୁଃଖ ହଁ ରହଯାଏ । ମୋ’ର ଦୁଃଖ, ମୋ’ର ନଗୁଆ ଉଦାସୀ ମନର ଦୁଃଖ । ସର୍ବରେ ଦିନ ସରେ, ଗୃନ୍ଦ ଉଠେ ନାହଁ, ଭାଗ ଫୁଖେ ନାହଁ । ଖାଲ ଅନ୍ଧାର ବଲ୍‌ବଲ୍. • • | କାହା ପାଇଁ ମନରେ ଦୁଃଖ ହୁଏ ? ଏପର୍ଯ୍ୟନ୍ତ ଜାଣିପାରଲ ନାହିଁ, ଢୋଲ ସରିବାକୁ ଆସିଲା । ଦେଖିଛୁ, ଦୁଃଖ ମାଡ଼ିଆସେ ମନର କେଉଁ କୋଣରୁ, ଅଜଣା ଦୁଃଖ । ଆନନ୍ଦ ଉରରେ ଦୁଃଖ ସ୍ଥତରେ କୋହ, ଉଠାଇ ପାଏ, ସୁଖର ମଜଲସ୍ ଦୁଆରମୁହଁରେ ପଡ଼େ ଦୁଃଖର ପ୍ରେଭ- ଗୁଇ, କାରଣ ସବବାକୁ ଭର ମିଳେ ନାହଁ । ରେଣୁକା ପାଇଁ ମୁଁ ଦୁଃଖ କରନ୍ତ କାର୍ବକ ? ଆହା, ସୁନା ଭଉଣୀ, ଭଗବାନ୍ ତା’ର ମଙ୍ଗଳ କରନ୍ତୁ । ତା’ ଘରେ ସେ, ମୋ ଗୁହାଳେ ମୁଁ । ଦେଖା ର ପୁଣି ହେବା । ପୃଥୁଗ୪ ଅଭି ଗ୍ରେଟି ସେ !

କରୁ ତଥାପି ମୁଁ ସୁଖରୁ ଦୁଃଖକୁ ଗଡ଼ପଡେ ଆପେ ଆପେ ସେ ଯେପର ମୋର ଚୁମ୍ବକ । କଳ ସ୍ଵିଚ୍ ଟିପେ, କଳ ବଡ଼ ଖୋଲେ, କଳ କୁମଢାନ୍ଧ ବସି ବନ୍ଧୁ ପଡ଼େ । ପଢ଼ା~~ଘଣ୍ଟା । ପଡ଼୍ ପଡ଼୍ ପୁଣି କଳ ବଗିଡ଼ଯାଏ, ପାଠ୍ୟ ସାହଜ୍ୟର ବାଣୀ ଜୀବନ ପାଏ, ଅଗୀତ କର୍ଥ ନ ଉଠେ । ସ୍କୁଲ୍ ସ୍କୁଲ୍ ପବନ ଦିଏ, ଅନ୍ଧାର ଭଙ୍ଗେ, କେଉଁ ନଗୁଛିଆ ଜଙ୍ଗଲ ମଝିରେ ବଡ ପୋଖଘ ଉପରେ ଜହ୍ନ ଉଠେ । ଦୂର ଦୂର ଶୈ-ଇଁ ଚଢ଼େଇ ବୋବାଏ । ଧୀର ପବନରେ ପାଣି ଛଳ ଛଳେଇ ଉଠେ । କଳ ବଗିଡ଼ଯାଏ ।

ଉଚ୍ଛନ୍ନ ହୋଇ –ଇଁ ଚଢ଼େଇ ବୋବାଏ • • ଘଉଜବୋଉ ବେଳକାଳକେ ଶଠିଖଣ୍ଡେ ଲେଖନ୍ତି ‘‘ସଧୁ, ଭୁଲଗଲ ଜ ? କାର୍ବକ ପରବ ? ତୁମ ଶଠିର ଜବାବ ଅବଶ୍ୟ ମୁଁ ଦେଇନାହଁ; କିନ୍ତୁ ଦେଇ ନ ଥିଲେ କି ମୁଁ ଦେଇଛି । କାର୍ଚ୍ଚିକ ଜାଣି ? ମୁଁ ଘବରୁ ନବନ ଭୂମ ପାଖକୁ ସେପର ଶଠି ଦେଇଛୁ  ମନେ ମନେ ଦେଇଛି । ଲେଖିଥିଲେ ଆଉ ଅଧିକ କ’ଣ ହୁଅନ୍ତା ? ଏଥର ବଧୂ ସାଙ୍ଗେ ଗୋଟିଏ ଘଧୁଆଣୀ ( ନା ଘଧୀ ? ) ହେଲେ ଘର ଭଲ ହ’ନ୍ତା, ନୁହେଁ ? ଘଧୁଆଣୀ ( ନା ଘଧୀ ? ) ଆଇଲେ କ’ଣ ମନେପଡ଼ନ୍ତୁ ଆମେ ? ଆବୋର୍ଡ ଢ ପରୁନା—ଥାଉ ! ବଡ଼ ଛ କି ? ଛ—ମୋ’ ଘଣ—ସୁନା ଉଇ୪ ପq ! ଭୁମେ ଲେଖିଥୁଲ ଆମେ ସବୁ ଏକାଠି ଯଦ୍ଧ ଗାଁରେ ରଥାରୁ କେଡ଼େ ଭଲ ହ’ନ୍ତା । କିନ୍ତୁ ତା’ ହୋଇପାଈଲ କପରି ? ବିଧାତାଙ୍କ ନିର୍ଦ୍ଦେଶରେ ସେଝା କର୍ମ ପେଝା ଆଦର ବାତଚନ ପର ବୁଲିବାକୁ ପଡ଼ିଛି, ସେଥିପାଇଁ ପ୍ରବ କ’ଣ ହେବ ? ସେ ସବୁ କଥା ମନେ ପକେଇଲେ ମନରେ କଷ୍ଟ ହୁଏ ।

ଏପରି ଅନେକ କଥା ତ ଅଛି ଯାହା ଉବଲେ କଷ୍ଟ ହେବ, କ’ଣ ହେବ ସେଗୁଡ଼ା ଧ୍ରୁବ ? ତୁମେ ସ୍ନେହରେ ମତେ ଘଉଡୋଉ ବୋଲ ଡାକବ, ମୁଁ ସ୍ନେହରେ ପାନଖଣ୍ଡେ ଦେବ, ଏତିକ ଆମର ସୁଖ, ଆଉ ବେଶି କ’ଣ ହେବ ? ଯେତେ ଦିନ ସଂସାରରେ ଥିବା ଏଇ ଖୁସିରେ ଖୁସିରେ ଦିନ କଟିଯାଉ, ଭଗବାନ୍ କରନ୍ତୁ । କ’ଣ ଆଉ ଲେଖିବ ? ସାଉଣ ଗ୍ରେଷେଇ ଆରମ୍ଭ କରିବ । ବଡ଼ ତରବର ହେଉଛି । ଏଣ୍ଡରେଣୁ ଗାରେଇ ପକେଇଲ, ଅକ୍ଷରଗୁଡ଼ାକ ଖରପ ହୋଇଗଲ, ଦୋଷ ଧରିବ ନାହିଁ । ଶଠି ଦବ, ମୋ’ ଗୁଣ । ଇଣ୍ଡ ।” ଢାଙ୍କ ଚଠି ପଡ଼ିଲେ ମନ ଈର କୁଳୁକୁଳୁ ହୁଏ, ଘର ଖୁସି ଲଗେ । ତାଙ୍କର ସ୍ନେହ ସଭ୍ୟକୁ ସତ ଝପଡ଼େ ଯେପରି ଆକାଶରୁ, କଅଁଳ ଖିଅରେ ବାନ୍ଧି ହୋଇଯାଏ ଦେହରୋ ଧ୍ୟକ । ମନ ମହକ ଉଠେ । ବେଳେ ବେଳେ ମୁଁ ଭର୍ବେ— କାଳ-ଜୋରର ପଦ୍ରବଣ ଉଚ୍ଚରେ ପାଣି ଉପରେ କାନଃ ବଢେଇ ଯେପର ମୁଁ ଶୋଇପଡ଼, ମୋ’ର ଦେହ ଉପରେ ପଦ୍ମ ପୃଷୁଛି, ପଦ୍ମ ମୁଦ ହେଉଛି, ଦିନ ବୁଡ଼ଯାଉଛି, ଦନ ଉଁ’ରୁ ‘ ପରୀକ୍ଷା-ଭେଳରେ କାହାର ପାଖକୁ ଶଠି ଲେଖିପାର ନ ଥିଲ କେଉଁନ୍ତି । ଷ୍ଟନେ ସେ ଶଠି ଲେଖିଥିଲ, ବସି ପତ୍ଲ— ‘‘ମନଦେଇ ପଡ଼, ପାଶ୍ କରିବ, ବ୍ଳକର କବ, ବାହା ହବ । ଭୁମ ବାହାଘରକୁ ଆମକୁ ସରୁ ନବ କି ନାହଁ କଵଲ ? ଅପା ବୋଧେ ଆସିବ, ତାକୁ ଆମ ଗାଁକୁ ଆଣି ଢା’ କାନ ଧର ମୁଁ ସ୍କୁଲଯିବ ।

ଯୌଭୁକରୁ ଭଗ ଦବ କ ନାହଁ ଲେଖିବ । ନ ଦେଲେ ମୁଁ କକଥା କରିବ । ମୁଁ ଗୋଟିଏ ରୁମାଲ ରୁଣୁଛି । ତୁମେ ପରକ୍ଷା ପରେ ଯଦ୍ଧ ଆସିବ, ଭୁମ ନାଁ ଲେଖିଦେବ, ଫୁଲ ପକେଇଦେବ; ନାଁ ସିଲେଇ କରିଦେବ । ଏ ଶଠି ଉଚ୍ଚରେ ଯେଉଁ ଉଲ୍ ଟିକକ ଦେଲ, ସେମିତଥା ଉଲ୍ବ ଜାରରେ ଅଛି କ ନାଇଁ ଲେଖିବ । ମୁଁ ଗୋଟିଏ କୁକୁର ଗୁଣ୍ଡଲ, ଉଲ୍ସ ଈଗଲ, ଲଙ୍ଗ ଡ଼୪ ହୋଇପାରି ନାହଁ । ମୁଆଁ ପିଠା ଖାଇ ହାକୁଟି ଆସୁଚ । ମୁଁ ଆଉ ଲେଖିପାରୁ ନାଇଁ ।” 40/365 ୪୪ କଲ୍ କଲ୍, କଲ୍ କଲ୍ ହଉଚି, କେତେଗୁଡ଼ାଏ କଥା। ଏକାବେଳେକେ ସେ କଳ୍ପ ପକେଇଛୁ । ତା’ ଉଲ୍ କଥା, ଆଉ ମୁଆଁ ପିଠା କଥା । ମୁଁ ଭଲ, ଥଣ୍ଟା କରିଛୁ । ଦେଉଛୁ ରହ । ସେଦନ ଗଣ୍ଡରେ ପୁଣି ମୋ ଭବଷ୍ୟତ୍ କଥା ମୁଁ ଭଲ । ପାଶ୍ହେ ଇଯିବ । ତା’ପରେ— ?

ବା୪, ଏଇ ‘ତା’ପରେ’ କଥାଧ୍ୟ ନqଳା ହୋଇ ଉକଲେ ବତ୍ସବର ମୋ ଆଖି ଆଗେ ଦଶିଯାଏ —ଯେପର ଗୋଷ୍ଠୀ । ଏ ଅସୁମାଈ ବାଟେ ବାଟେ ଘୋର ଅନ୍ଧାରରେ ମୁଁ ସ୍କୁଲରୁ । ଦ’ପାଖର ଗହଳ ଗଛ ଦି’ଧାଡ଼ ଦିଶୁଛି ଅନ୍ଧାରୁଆ ସୁଡ଼ଙ୍ଗର କାନ୍ଥ ପରି । ଅନ୍ଧାର ଆଡ଼କୁ ମୁଁ ସର୍ଭେ ସ୍କୁଲଛୁ । କେବଳ ବହୁତ ଦୂରରେ, କୋଶେ କ ଦି’ କୋଶ ଦୂରରେ, ଗୋଟାଏ ନଳ୍ପ ଆଲୁଅ । ସେତେ ଷ୍ଟର୍ଲେ, ଆଲୁଅ କଢ ହୁଏନାହିଁ, ସବୁବେଳେ ଆଗରେ । କେଉଁ ବାଙ୍କରେ କେତେବେଳେ ଲୁଶଯାଏ । ପୁଣି ଆଗେ ଆଗେ । ସେଇ ନଣ୪ ମୋର ଭବଷ୍ୟତ୍ । ସବୁ ଘରୁ ବସଘର କଥା । ଝାପ୍‌ସା ହୋଇ ଆଗରେ ଦଶିଳ୍ପ । ଯେପରିକ ପଞ୍ଚାଏ ଜୁଢ଼କୁଳିଆ ପୋକ ପାଖକୁ ପାଖ ଲଗି ଉଡ଼ଉଡ଼କା ସ୍କୁଲଛଣ୍ଡ ଆଗେ ଆଗେ ଦୁରେଇ ।

ଉଡ଼ନ୍ତା ଆଲୁଅ ବୁନ୍ଦାର ପରମ ଭକ୍ତରେ ରେଣ୍ଡର ଷୋଳଣା ରହିଛି, ଆଡ଼ର କେତେ ଅଧା ଅଧା ପୃ ଢ ଅବଦ ଲୁଇଛି; କିନ୍ତୁ କେଶ୍ୱ ସମୁଦାୟ ପରମାଈଁକୁ ଆକୋଈ ରହ ପାରୁନାହିଁ ସେ । ସେଇ ନକ୍ଷଣ ଥାଉ ସେ କୁଢ଼ଳିଆ ପୋକପଞ୍ଚାକ, ଉଭୟେ ଝା । ବଡ଼ ଦୁରରେ • • ପQକ୍ଷା ପାଖେଇ ଆସିଲ । ସମସ୍ତେ ସବୁବେଳେ ପାଠ ପଡ଼ିଲେ । ସେଲଂସ ଆଉ ନାଶ ଶୁଙ୍ଘିଲି’, ରୁଟି ଖାଇଲୁ, ସ୍ପୃହା ପିଇଲୁ, ପାଠ ପଢ଼ିଲୁ । ଶତାବ୍ଦୀ ପଛେଇ ଯାଇ ଘୋଟି ଆସିଲ ରୁକ୍ଷ କଠିନ ବ୍ରହ୍ମଚର୍ଯ୍ୟାଶ୍ରମ । ଦିନ କଳା ହେଲ ଦଣ୍ଡାରେ, ସମୟ କଳା ହେଲ୍ ଦିନରେ । ଆମେ ପରକ୍ଷା ପାଇଁ ଅଣ୍ଟାଭିଡ଼ ପ୍ରସ୍ତୁତ ହେଲା । ଦୁଣ୍ଡି ଲା । ମଢ଼ ମୁହଁରେ ହସ ପର ଅବୁଝା ମନର ନବେଳା କଥା ସେଇ ଦୁଶ୍ଚିନ୍ତା ଈତରେ ବେଳେ ବେଳେ ଛପି ଛପି ଆସି ସ୍କୁଲଯାଏ । କେତେ ଲେକ ମନେପଡ଼ନ୍ତି । ଆଉ ମନେପଡ଼େ—ରେଣ୍ଡକା, କୌଣସି ସୁତ ମନକୁ ଆବୋଈ ଅ୪କ ରହେ ନାହିଁ । ଆଖି ଆଗରେ ଖାଲ ଜଳଜଳ ଦଶେ, ଆପଣାର ସ୍ଵାର୍ଥ । ସ୍ୱାର୍ଥପରତା କେତେ ବେଶରେ ମନକୁ ଭୁଲଉ- ଥାଏ, ଯଥା ଭବଷ୍ୟତ୍—ପ୍ରତିଷ୍ଠା କର୍ତ୍ତବ୍ୟ—ନ୍ୟାୟ । ତାହାର ଫାଙ୍କରେ ଥରେ ଥରେ ମନ-ଗସ୍ତରର ଗୋପନ କଥା ପଦାକୁ ଉଠି ମନକୁ ରଙ୍ଗେଇ ଦିଏ । କେତେବେଳେ କେଉଁ ଅବ— ଆନନ୍ଦ, ଉଚ୍ଚ ସ, ଦୁଃଖ ଅଥବା ଶୂନ୍ୟତା—ଆସି ସ୍କୁଲଯାଏ, ଏଇ ସବ କେବଳ ଗୋପନ ସ୍ବପ୍ନର ପ୍ରକାଶର ରୂପାନ୍ତର । ସେଦନ ସେମିତ—ମହାନଦୀ ଆନକ୪ ପାଖେ ବସୁ ବସୁ ସଞ୍ଜ ବୁଡ଼ ଆସିଲା । ଦୂର ପାଣି କଳା ପଡ଼ ଆସିଲା । ଅନ୍ଧାର ଓଭେଇଲ୍ ।

ଆକାଶ ସେମୁଣ୍ଡୁ କପଣ ଯେମିତ କଳା କଳା କବାଗୁଡ଼ାଏ ପ୪ ପ୪ କଣ୍ଠ କଳ ହୋଇଗଲା । ଗୋଷ୍ଠୀ ଗୋଷ୍ଠୀ ମେଘ-ଘୋଡ଼ଆ ଭସ ଭାହାର ଫାଙ୍କରୁ କୁଢ଼ଳୁଢ଼ କର ଗୃହଁ ରହଲେ । ପୋଳ ଉପରେ ରେଲଗାଡ଼ ପଡ଼ଲ । ସ୍କୁଲଗଲ । ସବୁ ଗୁମ୍ମା  ଈ ଆସିଥାଏ । ମିଳାଇ ପାଉଥିବ। ହାହାକାର ପରି ଅନୁଭୁକ୍ତ ଖାଲ ଗୁଇ ରଡ଼ିଥାଏ । ଭଗ କୁଢ଼କୁଢ଼ ଆକାଶ, ଟିବର ନବର କାଳିଆ ପାଣି, ଆଉ ବେଣା ପଠା । ଖଗପ ଲଗିଲ, ଲେଉଟିଲ । ସେଦନ ମୋ’ର ଡେର୍ ହୋଇ ଯାଇଥାଏ । ଏବପର ଦିନେ ସତକୁ ସତ ପରଷାଶା ଆସି ସ୍କୁଲରଲ୍ । ତା’ପରେ ଦନାକେତେ ଆସି ଗାଁରେ ରହଲ । ଗାଁ, ତଳୋଉ ତୁଳୋଉ ଦିନ ସ୍କୁଲପାଏ । ଶରନ୍ତମ ଗାଁର ଚରନ୍ତମ ସ୍ଵତ, କରୁ ମରେ ନାହିଁ, କରୁ ଆରମ୍ଭ ହୁଏ ନାହଁ, ବଶ ।

ଭେର୍ ସକାଳେ ବଡ ନାଳ କରେ କରେ ଥରେ ଥରେ ଏକୁଟିଆ ମୁଁ ଭୁଲିଯାଏଁ । କଜଳପାଖ ଏ ଗଛରୁ ସେ ଗଛ ଉଡ଼ି ଉଡ଼ ବୋକାଏ । ଦଣ୍ଡା ଉପରେ ସୂର୍ଯ୍ୟକରଣ ବସ୍ତ୍ର ହୋଇପଡେ । ୩’ ପାଖରେ ଠାଏ ଠାଏ ଦିଶେ ଏପାଖୁ ସେପାଖ ଖାଲ ବିଲ । କେତେ ଯହରେ କେତେ ମଣିଷ ପୁରୁଷ ପୁ ରୁଷ ଧରି ଏଇ ମାଟିରୁ ଉତ ଗୋଟାଇଛନ୍ତି, କେତେ ଶତାବ୍ଦୀର କେତେ ମଣିଷଙ୍କ ହାତମୁଠାରେ ପଶି ପୁଣି ଶଲ ଉପରେ ଝଡ଼ ପଡ଼ — ମୁଠାଏ ମୁଠାଏ ମାଟି । ଦିନ ୩’ପହରେ ଖଗ ଝାଞ୍ଜିରେ ହାଇଆ ସାଈଥା କଦଳୀବାଶକୁ ସ୍ପର୍ଶ ରତ୍ନ ରଡ଼ ଗୁଇ ବଡ଼ ହୁଏ, ଝଘ ନେଉଟେ, ସଞ୍ଜ ବୁଡ଼େ । ପିଣ୍ଡା ପହଣ୍ଡରେ ବସି ଗପୁ ଗପୁ ମାଇପେ ଅଣ୍ଡାପାଣି କରି ଫେରିଆସନ୍ତୁ । ଗଣ୍ଡରେ ଭଗବତରେ ମୃଦଙ୍ଗ ମାଡ଼ ଶୁଣି ଫେରଲବେଳକୁ ଆମ ଦାଣ୍ଡରେ ଅନ୍ଧାର ପୂର ସାଇଥାଏ । ତା’ପରେ——ସାଇଁ ସାଇଁ ନଶା । ଟା ମତେ ଭଲପାଏ, ମୁଁ ଗାଁକୁ ଭଲପାଏ । କିନ୍ତୁ ବେଳେ ବେଳେ ପଦା ପୃଥ୍ବର ଡାକ ଆସି ଆପେ ଆପେ କାନରେ ବାଜେ । ଡଃ. ପ୍ରା. ସ୍କୁଲ ହରାରେ ଶୁଖି ଆସୁଥିବା ଗେଣ୍ଡୁ ବଗିଷ୍ଟର ଶେଷ ଫୁଲମୁଥକ ଆଡ଼କୁ ଘୂର୍ବ ଘୂର୍ବ ସଞ୍ଜ ବୁଡ଼େ । ଖୋକା ମାଷ୍ଟ୍ରଙ୍କ ସାଙ୍ଗରେ ଅଳସ କଥା ଟପିଲବେଳେ ମନେପଡ଼ରୁ ବେଳେ ବେଳେ ମନେପଡ଼େ ସହରର କୋଠାଗହଳ, କାଠଯୋଡ଼ କୂଳର ଉପାସୀ ବନ୍ଧ ମାନେ—ଆଉ—କେତେ ଲେକ । ‘‘ ପରେ ପୁଣି କ’ଣ ପଢ଼ିବେ ଥାଇ ??? ‘‘ ଦେଖା ଯାଉ, କରୁ ଠିକ୍ କରନା..” ଆପଣାକୁ ଭୁଲଇ ହୁଏନାହିଁ, ସ୍ଵର୍ବେ, ସତେ ଇ~~! ସାହ ରୁଲ ବାହାରେ । ଗାଁରେ ମୁଁ ଜଣେ ବଡ଼ଲେକ । ସବୁ କଥାରେ ଲେକେ ମସ୍ତେ ଉପଲକ୍ଷ ଦିଅନ୍ତି, ଦେଖ୍ କ କଥା, କ ବୁଦ୍ଧି, ଏତେ ଅଳ୍ପ ବୟସରେ କେତେ ପାଠ ସେ ପଡ଼ିଗଲଣି ! ବୁଢ଼ୀମାନେଆଉ ଥଣ୍ଡା ମଣିଷମାନେ ଖାଲି କହନ୍ତି ବାହାଘର କଥା, କେବେ ହେଉଛି ? କେଉଁଠି, ଇତ୍ୟାଦି । କଏ ଆଡ଼ ହୋଇ କଥା କହେ, ଖାଲ ବାହାଘର କଥା । “ଏଁ ! ସରୁଦ୍ଧନେ କ’ଣ ଏମିତ ଖାଲ ବସିଥିବେ ନା କ’ଣ ମ ??? କଏ କହେ, ‘‘ହି ଲେ ସୋଦରବୋଉ, ଏମିତ ସମସ୍ତେ ଦନେ ହେଉଥାନ୍ତି ଲେ, ଅଭିଆଡ଼ା ଥଲବେଳେ । ବାହାସାହା ହୋଇସାରିଲେ———ଆଉ କଏ କାହାକୁ ପରେ—" ପଦାକୁ ଦେଖେଇବାକୁ ଲଜ ଲଜ ଲଗେ, ଉଚ୍ଚରେ ଉଚ୍ଚରେ ସେତେ ଖସ୍ଵପ ଲଗେ ନାହିଁ । ଏସବୁ ବାଜେ ଗପ ମଧ୍ୟ ମନକୁ ଭୋଷ କରେ । ସମେ, ସେତେବେଳେ ସେଇ କଥା ସେଇ କଥା ଖାଲି ଘୋରରେଇ ସୋରଷେଇ ହୋଇ ଲେକେ ପକାନ୍ତ, ଘର ବରକ୍ତ ଲଗେ, ମୁଁ ପଳେଇ ପାରଲେ ବଞ୍ଚେ । ଏଣ୍ଡକ, ପୃଠୁ ବେଶି ମୁଁ ବାହାଘର ବିଷୟରେ ଗବେ ନାହିଁ । ସ୍ଵବ ବସିଲେ ସାମାଈକ ବନ୍ଧନର ପ୍ରକୃଢ ଭଲ ପାଇବାର ସରୁ ରସୁଆଳ ଧାରଣାକୁ ଶୁଖାଇଦିଏ । କଳ୍ପନା ଘେନି ଯେ ବଞ୍ଚେ ବାସ୍ତବତାର କୁସୁ?-ଗଣ୍ଠିକୁ ସବ ବସିଲେ ତାକୁ ଦଣେ ଯୁଆଳ । ଗାଁରେ ସେଲ୍ସ କେଇଟା ଦିନ ମତେ ବିଶେଷ ଭଲ ଲାଗିଥଲ ଗାଁ ମଣିଷଙ୍କ ସ୍ନେହ ।

ମଣିଷ କନ୍ଧଲେ ଦାଢ଼ିଆ ପୁସେତ ମନେପଡ଼ନ୍ତ ନାହିଁ, ଅଥବା ବୁଝିଆ ବଡ଼ବାପା, ହାଡ଼ହାଡ଼ିଆ ଜେଜେ । ସେମାନେ ବି ମତେ ଭଲ ପାଉଥିଲେ ।ପୁସେହରଙ୍କର ଦେଖାହେଲେ ର ଖାଲ ଆର୍ଶୀବାଦ, ପ୍ରଶଂସା । ବୁଢ଼ା ବ୍ରାହ୍ମଣ ଆଞ୍ଜ ଳ ଆଞ୍ଜ ଳା କର ଆର୍ଶୀବାଦ ଢାଲରୁ । ସ୍ନେହ ତଳ- ତଳ ଆଖିରେ ଶୁଦ୍ଧାଶୁଷ୍କ ଭୁଲ ସବୁ ପାଠ ଝାଡ଼ଝୁଡ଼ କରି ମନ୍ତ୍ର ପଢ଼ିଛୁ । ଦୂବଘାସ ଥରୁଆ ଉଳ ଅଜାଡ଼ରୁ । ଗୋବନ୍ଦଜୀଉ ଠାକୁରଙ୍କ ପାଦୁକ ଦେଇଛ । ବଡ଼ବାପା ଉଚ୍ଚ ଖାଇଲବେଳ ହେଲେ ସାଙ୍ଗରେ ଖୋଇବେ ବୋଲ ବଧୁ ବଧୁ ରଡ଼ ଗୁଡ଼ ଗାଁ ଏ ମୁଣ୍ଡ ସେ ମୁଣ୍ଡ ଖେଦ ଆସିଛନ୍ତି । ମୁଁ ବେଇମାନ୍ ନୁହେଁ, ବୁଢ଼ାଦିନେ ପଛକୁ ସ୍ପର୍ବଲବେଳକୁ ସେହ ବୁଢ଼ାମାନଙ୍କର ମନଖୋଲ ସ୍ନେହ ସୂତ ଉକ୍ତରେ ଫୁଲପାଖୁଡ଼ା ପରି ମୋ ଉପରେ ଝଡ଼ପଡ଼ବାର ମୁଁ ଅନୁଭବ କରୁଛି, ଖୁଣ୍ଟ ·· କିନ୍ତୁ ସେତେବେଳେ ସେମାନଙ୍କ ଆଦରଠାରୁ ଭଲ ଲଗୁଥିଲ ଅପା, ଖୁଡ଼େଈ, ସଉଜ, ଭଉଣୀମାନଙ୍କ ଗେଷ୍ଟା, ସେମାନଙ୍କ ନବୋଧ ଗପ,

ସେମାନଙ୍କ ନଝୋଧ ପ୍ରଶଂସା, କାହା ହାତର ଶାଗକେଶ୍ଵକ, କାହାଠାରୁ ପାନଖଣ୍ଡେ, କାହାର ପରଷା, କାହାର ବା ଚର୍ଚ୍ଚା । ମା’ ଆଉ ଭଉଣ—ମୋ’ର ସଂସ୍କୃତ ଧାରଣା ଭିତରେ ଏହିମାନେ ଥିଲେ ଆଦରର, ସ୍ନେହର ନର୍ଝର । ଏହମାନଙ୍କୁ ପିତ ଗାଁ, ୟାଙ୍କର ପାଇଁ ବନ୍ଧନ । ଜାଲଜାଲଆ ବାଉଁଶରୁଦା ସେରେଇ ନାଲକଇଁଫୁଟା ତଳଉଳ ଗାଁ ପୋଖରୀ, ଗୋଡ଼ରେ ଘଷି ହୋଇ ହୋଇ ପାହାଚ ଯାହାର ଘୋର ହୋଇ- ଗଲଣି । ଗୁଇଗୁଇଆ ଦଳବନ୍ଧା ଗାଁ ପୋଖଘ । ଶାନ୍ତ ସି ଗ୍‌ଧ ଧୀର । ସସହଣୀ । ଭାହାରଠେଇଁ ମୋର ମମତା । ସେହପର ସେମାନେ, ମା’ ଆଉ ଭଉଣୀ । ଏହମାନେ ମିଶି ଗାଁ । ସେଇ ପୋଖରୀର କାଳିଆ ପାଣିରେ କେଉଁ କଇଁମହା ତଳେ ଡୋକ୍ତା ହୋଇଛୁ ମୋର ମଞ୍ଜି, କେଳେ ପରସ୍ତ ଫରୁଆ ଉତରେ, କେଉଁ ଅଗ୍ଲୋବା କଳ୍ପନାର ପଈ ତାକୁ ଜଗି ବସିଛନ୍ତି । ସାବତାଳ ଲାଣି ଉତରେ କେଉଁଠି ସେ ଯାଇଛି ହକି, ସେହିଆକୁ କେନ୍ଦ୍ର କରି ମୋ’ର ମନ ଭଉଁର ଭଉଁର ବୁଲ · ଖାଲ' ବୁଲୁ । କଏ କହେ—‘‘କେତେ ବଡ଼ ଭୁମେ ପଡ଼ିଛ କହ ତ ? ଆମ ଏ ଶୋଇଲରେ ଘରେ ବନ୍ଧ ଦେବ ?? ଆଉ କଏ କହେ—‘ରୁମ୍ଭୀର ଶେଷ ଆଶା ଅଛ, ଭୁ ବ୍ଳକର ପାଇଲେ ଚୋ ସାଙ୍ଗ ସାଇ କାଶୀ ବୃନ୍ଦାବନ ଟିକେଏ ବୁଲ ଆସିବ । ମୁଁ କ’ଣ ଅଇଚ୍ଛା ମରୁଛୁ ? ଭୁଲରୁ ନାହଁ ସେତେବେଳେ ??? ମୋ’ଠାରେ କଏ କେତେ ନଳ ଆକାଙକ୍ଷାର ସଫଳତା ଖୋଜେ, କେତେ ପ୍ରକାର ବନ୍ଧନା ମୁଁ ପାଏଁ, ଆମ ସେ ରୁଷିଆ ଗାଁଖଣ୍ଡକରେ ମୁଁ ଗଡ଼କତା ଗୌଡ଼- ବଜେରା । ତାଙ୍କର ଭଲପାଇବାର ଅମୃତ-ପାଣିରେ ମନ ଫୁଲିଆସେ । ଭଲ- ପାଇବା ଅଉ ମତେ ବାନ୍ଧ ରଖେନାହିଁ, ଦେଖେ ମୋ’ର ଭବଷ୍ୟତ୍ । ବଢ଼ି ବଢ଼ି ମନରେ ଖେଞ୍ଚା ଲଗେ, କେଉଁଠି କେତେ କଞ୍ଚା ଶୁଖିଲ କଣ୍ଟା-ଝାର | 

ଗୋପୀନାଥ ମହାନ୍ତି by ଦ୍ୱାରା ଅଧିକ ପୁସ୍ତକ

15
ପ୍ରବନ୍ଧଗୁଡିକ
ମନ-ଗହୀରର ଚାଷ
4.0
Mana Gahirara Chasa, Gopinath’s debut book, was released in 1940. Dadi Budha, Paraja, and Amrutara Santana next followed (1947). He produced a lot of writing. He also penned three dramas, two biographies, two volumes of critical essays, twenty-four novels, ten collections of short stories, five books on the languages of the Kandha, Gadaba, and Saora tribes of Odisha, and two volumes of critical essays. Rabindranath Tagore’s Jogajog (1965) and Tolstoy’s War and Peace (Yuddh O Shanti), in three volumes, were both translated into Odia by him.
1

ପ୍ରଥମ ଭାଗ

18 May 2023
0
0
0

ଛୁଟି ଦିନରେ ସହର ଗୁଡ଼, ଗାଁଲୁ ଯେତେବେଳେ ମୁଁ ଗୋଡ଼ ବଢ଼ାଏଁ, ନଈବାଙ୍କର ବଡ଼ ଦେବଦାରୁ ଗଛ ପାଖେ ଦିନେ ଦିନେ ସେମୋର ମନେପଡ଼େ । ଆଜ ମୁଁ ବୁଢ଼ା ହେଲଣି, କିନ୍ତୁ ଝୋଲମର ଦ’ପହରେ ନଈକୂଳଥା ଶକ୍କଣ ପବନ ଯେତେବେଳେ ଦେହରେ ବାଜେ, ଥାଉ ଆରପାଖର ଗହ

2

ଭାଗ 2

20 May 2023
0
0
0

ମୁଁ ମନେ ମନେ ଘର ଖୁସିସାଏଁ, ହର୍ସେ । ରେକା ଭଉଣ ପଠିରେ ମୁହଁ ଲୁଚେଇ ମୁହଁ ଭ୍ର କୃଷି କରି) ମତେ ଦାନ୍ତ ଦେଖାଏ । ଥାଉ ଥାଉ ମଣିଷଙ୍କୁ ତ ଦେଖିଥିଲ ସେଠି, ସେମାନେ ମନେ ନାହାନ୍ତି କାର୍ବକ ? ଗଲେ ସେମାନେ ସପ ପାଦେଇଛନ୍ତି, କହିଛନ୍ତି, ବସ । ମ

3

ଭାଗ 3

20 May 2023
0
0
0

କିନ୍ତୁ ପଛରେ ଯାହା ଆସୁଛି, ଏ ଯେପରି ତାହାର ପହଲ ଧକ୍କା, ଏହାପର ଆଶଙ୍କାରେ ମନ ପୂରଯାଏ । ଆଉ ବସ୍ତ୍ର ହେବା କଥା—ବୋଉ ବା ଆଉ କେହି ସେପରି କଥା ଉଠାଇଲେ ହସି ହସି ମୁଁ କଥା ଉଡ଼ାଇ ଦିଏଁ । ଅଥଚ ନବେଳାରେ ମନ ଭିତରେ ମୁଁ ସେହି କଥା ଭର୍ବେ । ମୋ

4

ଭାଗ 5

22 May 2023
0
0
0

ଗଣ୍ଡରେ ଉଦାସ ମନରେ, ପଡ଼ି ଦେଖେ, ଭଲ ଲଗେ । ସକାଳେ ଆଉ ଥରେ ପର୍ତେ, ଦିନ ଆଲୁଅରେ । କେତେ ଅସଙ୍ଗର ଅବାନ୍ତର କଥା ବୋଝେ ଲେଖିଛୁ କ’ଣ ହେବ ସେଗୁଡାକ ? କାଟିକୁ ନୂଆ ଶଠି ଲେଖେ । “ମୁଁ ଭଲ ଅଛି, କୂ କପର ଅଛୁ, ଶଠ ଦେଉଥୁରୁ’’: ‘ ତା’ପରେ ଆପେ ଆ

5

ଭାଗ 6

22 May 2023
0
0
0

ବାଡ଼, ଯାହା ସମ୍ଭବ, ସେଣ୍ଡକରେ ଆପଣା ଆପେ ବାନ୍ଧ ହୋଇ ରହ ମନ ଛପ୪ ହୁଏ । ମୁଁ ଜାଣେ ମୁଁ କ’ଣ । ସେମାନଙ୍କ ଆଖିରେ ମୁଁ ଖୁବ୍ ବଡ଼, କିନ୍ତୁ • •। ମନେପଡ଼େ କିଏ କେତେ କପାଳରେ ଆଖି ଖୋସିଦେଇ ମୋତେ ସ୍ଫୁର୍ତ୍ତ ଛୁ । ଏତେ ପୂଜା, ଅର୍ଘ୍ୟ, ମୁଁ

6

ଭାଗ 6

25 May 2023
0
0
0

 ‘ନବେଳ’, କବଢା’ ଅର୍ଥାତ୍ ମଣିଷ କ’ଣ ହେଁ ତା’ ନଜେ ବୁଝିପାରେ ନାହଁ, କିନ୍ତୁ ଯାହା ପାଏ ତାକୁ ପାସଙ୍ଗରେ ପକାଏ ନାହଁ । ଆକ ଘରୁଛୁ, ଶେଷରେ କବର। ହଁ ମିଳେ ନାହଁ, ବାଧ୍ୟ ହୋଇ ମଣିଷ ହଜ ମନକୁ ପ୍ରବର୍ତ୍ତାଏ ଯେ ଏଇ ମୋ’ର କବଢା—ଶ୍ରେଷ୍ଠ କବଢା—

7

ଭାଗ 7

27 May 2023
1
0
0

ବୋଧହୃଏ ନାଘ ଜୀବନର କଶିଷ୍ଟତା । ଏହା ବୁଝିପାରବା ଶକ୍ତର ତାରତମ୍ୟ ଅନୁସାରେ ମୂଲ ହୁଏ । ନାଗ-ପ୍ରାଣର ସ୍ନେହ ବୁଝି ପାରିବା ଅନୁସାରେ । ସେଦନ—କେତେ କଥା ବସି ଘରୁଥୁଲ । ଝୋଲମର ୩’ପହରଣ, ଦୁଆରମୁହଁ ପାଖେ ସଉଜବୋଉ ବସି ବସି ଅଧ ଅଧ ଅନ୍ୟମନସ୍କ ହ

8

ଭାଗ 8

27 May 2023
0
0
0

ମୁଣ୍ଡ ହଲେଇ ହଲେଇ କହିଲେ, ‘‘ବାଜେ କଥା—ବାଜେ-କଥା, ରେଣୁକା ଭୂମୁକୁ ଠିକ୍ ମଣିଷ କରିଦେବ ।?? ହସି ହସି ଫାଟିପଡ଼ ପୁଣି ସେ କāଲେ, ‘‘ଅର୍ଥାତ୍ ରେଣୁକାକୁ ତୁମେ ବାହା ହୁଅ ।” ମୁଁ ତ ହସିଲ, ମୋର ହସ ହେଲା ନାହିଁ । ଯେପରିକ କଲେଜ ଘଣ୍ଟାରେ ଧାଇ

9

ଭାଗ 9

27 May 2023
1
0
0

କୌଣସି କାହାଣୀକୁ ଆଉଥରେ ପଡ଼ି ନାହିଁ, ତା’ର ବନ୍ଧକୁ ଏଲ୍‌ବମ୍‌କୁ ଥରେ ଥରେ ନରେଖି ଦେଖି ନାହଁ, କେବେ ଭା’ର ଆଖିରେ ମେଘ ଆଇସି ନାହଁ, ସବୁଦିନେ ସୁଖୀ ଉଜ୍ଜଳ ରମେଶ । ରମେଶ ଗୌରବ ନଏ କରୁ ତାକୁ ଫାଙ୍କି ଦେଇ ନାହଁ, ହୁଏତ ସେ ଭଗ୍ୟବାନ୍, ହୁଏତ

10

ଅଂଶ- 10

30 May 2023
0
0
0

ଥତ୍ସବ ହୁଏ ସବନାର ସୁଅ । କେବଳ ବାର ମାସର ଢେର କରା ନୁହେଁ, ସେ ତ ସ୍ଵାଘବକ, ଭବ ବସିଲେ ବୁଝିହୁଏ ଭଞ୍ଜ କବଙ୍କର ଋଭୁ ବିଶେଷରେ ଧାରଣା ଓ କଳ୍ପନା । ଆଲୁଅର ଭେଜ, ପରସ୍ଥିତର ଗୁଇ, ସ୍ଥାନର ଦ୍ୟୋଚନା, ବିନାର ଚମକ—ଗୀତ, ବାଜା, ବଳାପ, ଦୁଃସମ୍ବାଦ

11

ଅଂଶ- 11

3 June 2023
0
0
0

 ଘରୁଥୁଲ—ରଘୁନାଥ ଆଉ ଯାହାହେଉ ବେଲୁବ୍ ନୁହେଁ, ଯେଉଁ ବ୍ୟବସାୟ-ବୃଦ୍ଧି-ସମ୍ପନ୍ନ ରଘୁନାଥକୁ କଲେଜରେ ଏତେଦିନ ମୁଁ ଚଉ ଆସିଲ, ଦେଖି ଆସିଲ, ସେ ସାଧାରଣ ବୁଦ୍ଧିରେ ଭୁଲ୍ କରବାର ଲେକ ନୁହେଁ । ସବୁଥୁଲ—ଛକ ପାଖେ ପାଖେ ଥିବାଯାକେ ଲେଖାର ଭବିଷ୍ୟତ

12

ଭାଗ- 12

10 June 2023
0
0
0

ହରଉଇନା ତ ଲେଖା ବଷୟରେ କଶୌଶ୍ୱମୋହନ ସଙ୍ଗେ ସମ୍ବନ୍ଧ ପକ୍କା କରି ସାଈଥିଲେ, ଆଉ ରଘୁନାଥବାରୁଙ୍କ ଛଵ ଵଷରେ ନାହିଁ କରନ୍ତେ କାର୍ତିକ ? କହିଦେଲେ — ‘‘ହଉ, ଆପଣଙ୍କର ଯେଉଁଥରେ ଗଜ ।” ତା’ ସେ ରଘୁନାଥବାରୁ ଏକଦମ୍ ଜବାବ୍ ଠିକଣା କରିଦେଲେ । ଯାଇହ

13

ଭାଗ- 13

10 June 2023
0
0
0

କହିଲ, ‘ଛ—ମନର ଯଦ୍ଧ ଜୋର୍ ଅଛୁ ଆସି ବସହେବ । ଭଲ ପାଇବା ପାପ ନୁହେଁ । ବାପାଙ୍କୁ କହିବ । ତୁମେ ନିଜେ ମଧ୍ୟ । ସମାଜ ବଦଢ଼ୁଛୁ, ବଦଢ଼ୁଥିବ । ଲେକେ କହିବେ, କହନ୍ତୁ, ଯାହା ଉପରେ ନିର୍ଭର ନାହଁ ତାକୁ ମୁଁ ଡରେନାହଁ । ଆମେ ବସହେବା, କେ ଅଧ୍ୟକେ

14

ଭାଗ- 14

12 June 2023
1
0
0

ଆଉ ମୁଁ ଖବର ରଖିବାକୁ ଉତ୍ସୁକ ନୁହେଁ—କଏ କ’ଣ କଲ୍, କିଏ କଣ କରୁଛୁ ଇତ୍ୟାଦି । ସେଗୁଡ଼ାକ ବାଜେ କଥା, ଯାହା • ସାଙ୍ଗରେ ମୋ’ର ଶସ୍ତା ସଙ୍କି ପାଇବୁ । ବାହାଘଡ଼ ପଡ଼ିଲେ କେତେ ଆଉ କେତେ ଵସଘର ନିମନ୍ତ୍ରଣ ଆସେ ସୁନ୍ଦର କାଗଜରେ ସୁନ୍ଦର ନିମନ୍ତ

15

ଭାଗ - 15

12 June 2023
1
0
0

ଦିନ ଯେମିତ ୧ଲ ସେମିତି ଅଛି । ମଣିଷ ଯେମିତ ଥଲେ ସେମିତ ଅଛନ୍ତି । ପୃଥ୍ବୀର କିଛି ପରିବର୍ତ୍ତନ ଘଟିନା, ଅଥଚ, ମୋ’ର ବସ୍ତ୍ରଘର ସରଚ୍ଛ । ବୋବା ତାଙ୍କ ଘରେ ବଦାବବେଳେ ପୁରୁଣା ଗତରେ କନ୍ଦା ଲଗିଲ, କାନଡ଼େର ରେଶ୍ମୀକାର କାନ୍ଦଣା ମୁଁ ଶୁଣି, ମନ

---

ବହି ପଢ଼ନ୍ତୁ