shabd-logo

ଭାଗ 6

22 May 2023

2 ଦର୍ଶନ 2

ବାଡ଼, ଯାହା ସମ୍ଭବ, ସେଣ୍ଡକରେ ଆପଣା ଆପେ ବାନ୍ଧ ହୋଇ ରହ ମନ ଛପ୪ ହୁଏ । ମୁଁ ଜାଣେ ମୁଁ କ’ଣ । ସେମାନଙ୍କ ଆଖିରେ ମୁଁ ଖୁବ୍ ବଡ଼, କିନ୍ତୁ • •। ମନେପଡ଼େ କିଏ କେତେ କପାଳରେ ଆଖି ଖୋସିଦେଇ ମୋତେ ସ୍ଫୁର୍ତ୍ତ ଛୁ । ଏତେ ପୂଜା, ଅର୍ଘ୍ୟ, ମୁଁ ବଡ଼, ମୁଁ ଖୁବ୍ ବଡ଼ କନ୍ତୁ- ଫିଲ୍ମ୍ ସବୁ ପାସୋର ପକାଏଁ । ପାପୁଲରେ ଥୋମଣି ରଖି ଦଣ୍ଡାର କୁଦ ଉପରେ ଦୂରକୁ ସ୍ଫୁର୍ବ ରହେଁ । ବଡ଼ ବଡ଼ ସହର, କୋଠାବାଡ଼, ବସ୍ତା, ଗଳ, ସାଲୁବାଲୁ ମଣିଷ, ତାଙ୍କର ଭିତରେ ମୁଁ, ଖୁବ୍ ବଡ • • ଦେର୍ଟେ, ଦଈଥାରେ ତେଉ, ଜାହାଜ ଲରୁ, ଏବେ ବଡ଼ ଦରଆରେ ଖଣ୍ଡିଏ ବୋଲି ଜାହାଜ ମିଶି ଆସିଲିଂ' ‘ ‘ଚେମେଣିରୁ ଧୂଆଁ ହଁ ଖାଲ ରହଲ । କିଏ ସ୍କୁଲରୁ ? ମୁଁ । ଏକଶିଙ୍ଗା ଗାଈ ଜଗୁଆଳ ଟୋକାଏ ଆମ୍ବଗଛ ତଳେ ବାଗୁଡ଼ ଖେଳନ୍ତ, ଟୋକା ୪ଏ ଗଛ ଡାଳରୁ ଗୋଡ଼ ଓହଳେଇ ଦେଇ ବଇଁଶୀଟାଏ ଧଈ ମୁଁ ପାଁ କରେ, ବଜା ଏ—କ ନାମ ବୋଇଲୁ ଭୁହ ଗୋ ଲଳରେ— ଭଲ ଲଗେ ନାହିଁ । ବଡମାଡ଼େ । ମଣିଷ ମୁଣ୍ଡ ଦ’ ତଳଟା କରୁ .. ଦୁରରେ ଗଡ଼ଗଡ଼ୋଉଛି । ବରକ୍ତ ଲଗେ । ଏଇ ଗୋଟିଏ ଗୋଟିଏ ମୁଣ୍ଡ, ଖର ଖାଉଛୁ, ବର୍ଷା ଖାଉଛୁ, ଦଣ୍ଡାରେ ପଡ଼ ପଡ଼ ହାଡ଼ଗୁଡ଼ାକ ଚୂନ ଫୁଟି ଆସିଲଣି । ବଞ୍ଚିବା ଉଚ୍ଚରେ ଖାଲ ଘରୁ ଗହୀର—ଗଭୀରରୁ ଘର । କୋଡ଼ଏ ବର୍ଷ ଗୀଉ ବା ଦଶାଶହେ ବର୍ଷ, ଏକା କଥା । ଉଠି ସ୍କୁଲଆସେ । ମୋ’ର ଆକାଶୀ ଭବଷ୍ୟତ୍ ଦେହରେ ଲଗିଯାଏ ବୋଝେ ଲେଖା ଗାଁ ଗୋଡ଼ଘର ଧୂଳ, ଆଉ ବଲର ଫଳ । ସର୍ବେ ମୁଁ ଏପଣ ହେବନାହଁ, ମନେ ମନେ ବୁଝେ, ଆନ ଉପାୟ ନାହିଁ । ତେଣୁ ବରକ୍ତ ଲଗେ । ଉଠି ଭୁଲଆସେ । ଗାଈଜଗା ଟୋକାଏ କୁଢାଧ୍ୟକୁ ପଛରେ ହସନ୍ତ । ଷଣ୍ଡ ଗାରଡେଇ ଗାରଡ଼େଇ ଗୁହେଁ । ଗୋଟାଏ ଗୋଟାଏ ଗାଈ ମୁଣ୍ଡ ଟେକ ହାଁନ୍ତ, ପୁଣି ମୁଣ୍ଡ ନୋଇଁ ଘାସ ୱେବାରୁ ।

ଶୁନ୍‌ଶାନ୍‌ ଦଣ୍ଡାଟି ପଡ଼ରହେ । ପଛରେ କିଏ ଯେପରି ମତେ ଧ୍ୟାପଘ କରୁଛୁ । ପରଜୟ ମରମକୁ ବାଧେ, ଦେହ ଜଳେ । ଆପଣାର ଆଗ କଥା ଭବ ଭବ ଆସେ । ଅଜୁ ନ ଉଲଙ୍କ ଦାଣ୍ଡବାର୍ଷେ ଆସୁ ଆସୁ ଦେଖେଁ କବାଟ ମେଲ ଅଛି । ଅର୍ଜୁନ ଉଇ ନ ଥିବେ । ଜନ୍ମରୁ ଅଜା ଘରେ ସାଙ୍ଗସାଥୀ ନେଇ ପାଲପାଖେ ଡାଲୁଥିବେ, ‘‘ ପୁଅ ବାଆର’’ ଡାକ ପଡ଼ବ, ‘‘ ମାର ମାର’’ । ମନ ଛକପକ ହେଉଛୁ, କିନ୍ତୁ ଗୁରୁଜନ ଥୁବେ, କହିବେ ଧୋକାଏ ପାଠ ପଢ଼ି କାନ୍ଧରେ ହାଇ ପକେଇଲେ । ଅର୍ଜ ନ ଉଇ ନ ଥିଲେ । ଗଲେ ରାସ୍ ୩’ହାତ ପଡ଼ିବ । ଘଉଜ- ବୋଉଙ୍କୁ କବାଟରେ ବାଡେଇ ବାଡ଼େଇ ଉଠାଦେବ । ପାନ ମଧ୍ୟ ସରଛି । ଡାକଟାଏ ମାଈ ଦାଣ୍ଡଘରେ ପଶିଯାଏ । ବଦୁଆ ନଦୁଆ ଆଖି ମିଞ୍ଜି ମିଞ୍ଜି କର ଅର୍ଜୁନ ଉଇଙ୍କ ସ୍ତ୍ରୀ ଉଠି ଆସନ୍ତ, କହନ୍ତି, ‘‘କହେ ଘଧୁ, ଏତେବେଳରେ କୁଆଡ଼େ ମୁଁ ? ନା ଶୋଇଥିଲ କି ? ଛୁଆଟା ତ ଖାଲ ରବ୪ କଈ ଖାଉଚ, ଶୁଆଇ ଦଉଚ କୋଉଠି ? ବସ ପାନ, ଆଣେ ।” ଖେଳ ଜମେ, ଖର ନେଉଣ୍ଡେ । ମୁଁ ଘରକୁ ଫେର୍ରେ । ମୁଣ୍ଡ ଉତର ଖାଲ ଖାଲ ଲଗେ, ଯେପରିକ ମୁଣ୍ଡରେ କରୁ ନାହଁ, ଖାଲ ଫମ୍ପାଶ । ଘରୁକୁ ଆସୁ ଆସୁ ନାହାକଘର ଝିଅ ଦୋ’୫, ସେବରୀ ଥାଉ ରେବଖ, ଗେଲରେ ଗେଲରେ ଲଗୁ ଲଗୁ କଲକଲିଆ ହୋଇ ଦଉଡ଼ା ଦଉଡ଼ ହୁଅନ୍ତୁ । ସେଦିନ ସେବସ୍ଥା ଦେଖା ପଡ଼ିଯାଇଥୁଲ, ଦାଣ୍ଡରେ ତାଙ୍କ ଚଉରମୂଳେ । ଗୋଗ ଗୋଲଗାଲ ମୁହଁ, ଗୃହାଁଣୀରେ ଦୁଷ୍ଟାମି | ମତେ ଦେଖି ଲୁଗାପଟା ସଜାଡ଼ କି’ଳକରୀ ମଉନମୁହାଁ ହୋଇ ଠିଆହୋଇ ରହଥଲ । ଅଧ ଆଉଜା କବାଧ୍ୟ ସନ୍ଧରେ ଠିଆ ହୋଇଥୁଲ ରେବଗ, କଣେଇ କଣେଇ ସ୍ଫୁର୍ତ୍ତ ଥିଲା । ସେଦନ ମୋର ଫାଙ୍କା ମନ ପୂରଯାଇଥିଲା । କେବେ କେବେ ନାଳବନ୍ଧ ପାଖେ, ଗାଁ’ଠୁ ୫ଜଏ ଦୂରରେ— ପୋଲ ଉପରେ ବସି ସେପାଖକୁ ଗୃହଁ ରହିଥାଏ । ନାଳ ଉପରେ କଳା ପାନଆର ଭୁଜା ପିଠି ପର ଗୋଟାଏ କାଠପୋଲ, ଭା’ ସେପାଖେ ଖାଲ ଭୁଇଁ—ବାଲସ—ଗୋଟାଏ ଶୁଖିଲ ନଈ । 

ନଈବାଲ ଆରପାଖେ ଗାଁଟିଏ ଦିଶେ, ଗାଁର ଧଡ଼ ବାନ୍ଧରୁ ଧାଡ଼ି ଧାଡ଼ ଗଛ, ମଝିରେ ମଝିରେ ଖଣ୍ଡେ ଖଣ୍ଡେ ଘରର ମହୁଡ଼ । ସେଇ ଉଞ୍ଚ ପୋଲ ଉପରେ ବସି ଆର ପାଖର ମଲ ନଈ ଉପରେ ସୂର୍ଯ୍ୟାସ୍ତ ଦେଖେ । ସେପାଖରୁ ଏପାଖକୁ ଗୋରୁ ଆସନ୍ତ, ମଣିଷ ଆସନ୍ତୁ । ବୋହୂଘରୁ ଘର ଆସେ, ବାହୁଙ୍ଗି କାନେଇ ବୋଝିଆ ଆସେ, ବାଲ ଉପରେ ଟୋପା ଟୋପା ଦୃଶ୍ୟ ଦଶିଯାଏ । ପଶ୍ଚିମପ୪, ପଛଆଡ଼େ ଅପନ୍ତର ବାଲିକୁଦଗୁଡାକ, ଯେଉଁଠି ଲମ୍ବଇଞ୍ଜି ବେଣାଫୁଲର ଜଙ୍ଗଲ ଫିକା ପଡ଼ିଆସେ, ସଞ୍ଜ ବୁଡ଼େ । ଅନ୍ୟମନସ୍କ ହୋଇ ବସିଥାଏଁ । ମୋ’ର ଗୋଡ଼ ତଳେ ନାଳ ପାଣିରେ ଗର ମାଠିଆ ବୁଡ଼ାଇବା ଘୁମୁଗ ଶବ୍ଦରେ ଧ୍ୟାନ ଭଳିଯାଏ, ଗାଁ ମାଇପେ ପାଣିକ ଗଡ଼ନ, ପାଣି ଛଳଛଳ କରିଉଠେ, ଢ଼ କୁଢ଼ ଭସ ପାଣିକୁ ଖସନ୍ଧ୍ୟା । ଗୋଟିଏ ଗୋଟିଏ ହୋଇ ନାଳ ବର୍ଷେ ବର୍ଷେ ଘରକୁ ମୁହେଁ । ଦ’ବନ୍ଧର ୩’ଧାଡ଼ ଗଛ ମୁହଁଅନ୍ଧାରରେ କୁମରାନ ଠିଆହୋଇ ରହିଥାନ୍ତି । ପଞ୍ଚ ହଲେ ନାହିଁ, ପବନ ଥରେ ନାହଁ, ଅନ୍ଧାର ଆଣିହୋଇ ରହେ ।

ମନ ଉତରେ ଭୂଇଁ ପଶିଯାଏ । ଏତେ ବଡ଼ ସୃଷ୍ଟି ସାଘ ଶୂନ୍ୟତ ଉତରେ ପୂରରହରୁ ଯେପର କପର ଗୋଟିଏ ପ୍ରଗଞ୍ଜା । ଏଇ ଶୁନ୍‌ଶାନ୍  ଡ଼ୁଆଳରେ ଥକାବକା ହୋଇ ଅନାଇଁ ରହଜନ୍ତ ଯେପର କୋଟି କୋଟି ରୂପ , କୋଟି କୋଟି ଆତ୍ମା, ସତେକ ଏ ଗହଳ ଗରବତା ଉକ୍ତରେ କ’ଣ କିଛି ଘଟିବ ! ପ୍ରକଟିବ କେଉଁ ଅଜପା ଅଣାକାରଙ୍କ ରହସ୍ୟ, ଧ୍ବଂସ- ସୃଜନ ମୃତ୍ୟୁ-ଜୀବନର ରହସ୍ୟ, କାଳର ରହସ୍ୟ ! ଯନ୍ତ୍ର ପର ପଡ଼ଯାଏ ଧଳା ବସ୍ତା ଉପରେ ଗୋଧ୍ୟାକ ପରେ ଗୋଟାଏ ହୋଇ ମୋର ପାହ୍ବଲ, ର୍‌ପି ରଖିଥିବା ନିଃଶ୍ବାସ ପର ପବନରେ ଶନ୍ତା ଭତରେ ମିଶିଯାଏ ବସ୍ତି ଓ ଆଶଙ୍କା ।

ହଠାତ୍ ପୁନ୍ନାଗ ଗଛ ଖୋଲରୁ ଗୋଟାଏ ଝିଙ୍କାର ବୋବାଇ ଉଠେ । ତା’ପରେ ଆଉ ଗୋଟିଏ, D’ପରେ ଆଉ ଗୋଟାଏ । ଭା’ପରେ କେରେ ରୁ୪ ଶ୍ଲେଷ ଶବ୍ଦ, ଖସ୍ ଖସ୍, ଖଡ଼ ଖଡ଼୍ । ଚା’ପରେ ସରୁ କ ଶବ୍ଦକୁ ପଛରେ ପକାଇ ଶୁଭେ ଗାଁ ଦେଉଳର ସଞ୍ଜ ଆରତ, ବାଜଣା, ଘଣ୍ଟା, ମାଦଳ, ଝାଞ୍ଜ । ବଗ୪ ଆକାଶ ତଳେ ଖୋଲ ଷେଇ ଆଉ ଗାଁ ଉପରେ ଶବ୍ଦର ଲହଡ଼ ମାଡ଼ପାଏ, କେତେ ମନ୍ଦିରରେ କେତେ ଆରତ । ଗାଁକୁ ଗାଁ ଗାଁକୁ ଗାଁ... ଏଇ କ’ଣ ପ୍ରତୀକ୍ଷାର ଉତ୍ତର ? ମୁଣ୍ଡ ନଇଁପଡେ, ଅନ୍ଧାର ଭିତରେ କୋଟି କୋଟି ମଣିଷଙ୍କ କୋଟି କୋଷି ଆମ୍ମା ସରକ ଗର୍ଥ ଠାଳ ପଡ଼ ନଇଁପଡ଼େ, ଅନ୍ଧାର ଶକ୍ତର ଅନ୍ଧାଶ ପ୍ରକାଶ ଆଗରେ । ସମେ ସ୍ଥିତର ଭବ କଟିଯାଏ, ଆସେ ଗତ, ଆଉ ଆସେ ଉଲ୍ଲାସର ହଳ ।

ପବନ ଦିଏ । କହ୍ନ ଉଏଁ । ଖଣ୍ଡ ଖଣ୍ଡ ବଉଦ ପ୍ରସିଯାଏ ହଲୁଥିବା ନଡ଼ିଆପର ଥରଲ ଥରଲ ଲମ୍ବ ଥଙ୍ଗ ଠିରେ ଜହ୍ନ ଆଲୁଅ ଝିଲ ଝିଲ ଦେଶେ, ଠାଏ ଠାଏ ଧଳା-କଳା, ଧଳା-କଳା ରୂପିରୁପିକା ହୋଇଯାଏ । ସବୁ ଚନ୍ତା ସବୁ କ୍ଷୋଭ କଏ ପରିଷ୍କାର କରି ପୋରୁନଏ, ଅନୁଭୁତ ଜଡ଼ତ ହୋଇଆସେ, କେବଳ ରହେ ପ୍ରନ୍ଦନ । ଅଶବ୍ଦ, ଅରୁପ, ଅବ୍ୟୟ, ବିସ୍ତୃତ ସହିତ ସମତାଳ ରଖି କେବଳ ପନ୍ଦନ • • ଗାଁ—ସୁନ୍ଦର ଗାଁ—ମା’ ଭଉଣୀ ସଉଜଙ୍କ ଗାଁ——ଗମ୍ଭୀର ପ୍ରକୃତର ଗାଁ, ଘବର ଢେଉ ପଦା ପ୍ରକୃତରେ ସୁଦ୍ଧା ଫୁଟିଉଠେ, ବଲରେ, ବଣରେ । ମନର ସବୁ କ୍ଷର ପାଇଁ ଏଠି ଅଞ୍ଜନ ଅଛି, ଆଉ ଅଛ ସବୁ ମୁଷାଙ୍କ ପାଇଁ ଗୀତ— ଶ୍ରାନ୍ତ ମୁହୂର୍ଭର ଲେକେ ମନେପଡ଼ନ୍ତ, ରେଣୁକା ମନେପଡ଼େ, ଉଦାସ ଲଗେ, ପୁଣି ଆକାଙକ୍ଷା ବଢ଼େ, ଛ୪୦୪ ହୁଏ । ପୁଣି କେତେ ନୂଆ ଖେଳ ଉଚ୍ଚରେ ସମସ୍ତ କଯାଏ । ମୋ’ର ବସଘର ସମ୍ବନ୍ଧ ସରୁ ଆସିଲଣି । ଲେକେ ପୁରୁ- ୪ପୁରୁ ହେଲେଣି । ଭଲ ହେବ କ ମନ୍ଦ ହେବ ଉକ ନିଜ ଉପରେ ମତ କଷାକଷି ହୋଇ କକଥା କଲେଣି । ଶୁଣିବାକୁ ମତେ କୌଭୁକ ଲଗୁଛି, କାର୍ଚ୍ଚିକ ନା ମୁଁ ଭଲକର କାଣେ ସେ ଏଠି ମୋ’ ବଉଘର ହେବ ନାହିଁ । କିନ୍ତୁ ସମ୍ଭବତା ସାମାନ୍ୟ ଭୁବରେ ରହିଛି ଓ ତେଣୁ ଆଗ୍ରହ ଆସୁଛି ।

ଆମ ଗାଁଠୁ ଦଣ୍ଡା ଏ ଦର୍ଶାଏ ଦେଢ଼ମାଇଲ ଗଲେ ବୈକୋଳଶ୍ଵରୀଙ୍କ ମଦର ଡାକେ ବାଟ ଥାଇ ଯେଉଁ ବଡ଼ ପୋଖର ପଡ଼େ, ତାହାର ଉପରେ କାନୁଗୋଇଙ୍କ ଘର । ବାଟରେ ଗଲେ ଆଖିରେ ପଡ଼ବ ଗୋଟାଏ ବଡ଼ ବାଡ଼, ବର୍ଷରେ ଘଧାରମାଳ ଫୁଟେ । ଚେଣିଚମ୍ପା ଫୁଟେ, ସ୍ଟର ପାଞ୍ଚଟା ଝଙ୍କା ଝଙ୍କା କୃଷ୍ଣଚୂଡ଼ା ଗଛରେ ଫୁଲ ନହୋଇ ପଡ଼େ । ବାଡ଼ କଢକ ପୋଖ‍ ଲଗିଛୁ । ପୋଖଘରେ ସଡ଼କ କରୁକୁ ଗୋଟାଏ ପୁରୁଣା ବରଗଛ । ତାହା ତଳେ ଗୁଡ଼ାଏ ଭଙ୍ଗା ପାହାଚ ଓ ଗୋଟାଏ ରୁଟି ଭଙ୍ଗା ଦେଉଳ, ଯାହାର ପ୍ରତି ପଥରକୁ ବରଗଛର ଚେର ସାକ ଧରଛ । ଆରପାଖେ କାଲୁଗୋଇଘର ଗୁଠ । ଏଇ ବରଗଛମୂଳେ ଖଣ୍ଡେ ପୁରୁଣା ଭଙ୍ଗା ଦୋକାନ ଘର, ଯେଉଁଠି ମୋ’ ଦେଖନ୍ତରେ କେବେ ଦୋକାନ ବସି ନାହିଁ । ଠାଏ ଠାଏ ଫ୫। କାନ୍ଥ ଏପାଖ ସେପାଖ ଝଡ଼ପଡ଼, ତଥାପି ଘରଟା ସେଠି ଥିଲ। ପିଲାବେଳେ ଥରେ ଥରେ ଇସ୍୍ ଲ-ଛୁଷିଆ ଦଣ୍ଡାଏ । ଦଣ୍ଡାଏ ଭୁଇଁବରକୋଳ, ଭଇଁକୋଳ ଖୋଜଖୋକକା ଲଆସି ଏଇ ଗୋଟି କଥା ଭଙ୍ଗା ଦୋକାନ ଘରେ ଆମେ ଝାଳ ମାଈଛୁ, ପୋଖଘ ଉତରକୁ ଝୁଙ୍କି ପଡ଼ିଥିବା ବରଗଛ ସିଅ ଉପରେ ଚଢ଼ିଛୁ ଓ ଆରପାରିକୁ ସ୍ଵର୍ବରୁ । ପାଣିକୁଆ ଉବେଇ ବୁବେଇ ହୋଇ ପୋଖଘସାଘ ବୁଲୁଥାଏ । ବରଷଣା ପାଣି ସୁଅରେ କାଗଜ ଡଙ୍ଗା ପର ମାଳ ମାଳ ଗୁଜହଂସ ଓ ବତକ ଘସି ଘସିକା ସ୍କୁଲପାଆନ୍ତି । ଆମେ ଅନ୍ଧରୁ କୋଳ କାଢ଼ି ଖାଉଥାଉଁ, ଦେଖୁଥାଉଁ, କେହି ସେତେବେଳେ ଆମକୁ ବଶେଷ ନଘା ଦେଇନାହିଁ । କାନୁଗୋଇ ଘର କଥା ମନେପଡ଼ିଲେ, ତାଙ୍କ ଘରର ବଡ଼ ବାଈ ମନେପଡ଼େ, ଷ୍ଟଶିଯାଏ କେତେ ଲେକ ଆସୁଥିଲେ ଆରପାର ପାହାଚବାରେ ପୋଖଖକୁ । ଥରେ ଥରେ ଷ୍ଟଶେ, ତାମଜାନ୍‌ରେ ଚଢ଼ି ଜଣେ ଥନ୍ତଲପେଷି ବୁଢ଼ା ଘର ଦୁଆରମୁହଁରୁ ସ୍କୁଲଯାଆନ୍ତି । କେତେବେଳେ ତାମଜାନ୍‌ରୁ ଓହ୍ଲାଇ ପିଣ୍ଡାକୁ ଚଢ଼ । ମନେପଡ ଛୁ, କେବେ ଦେଖିଥିଲ ଦିନେ ରଜଣ ଭେଣ୍ଡା ଟୋକା, ମୁଣ୍ଡରେ ଝିଲପି ବାଳ—ବଡ଼ ଫୁଙ୍କି - ଫୁଙ୍କି ସେ ଦରଥାଡ଼ ଆସନ୍ତ, ପୋଖଘ ପଣ୍ଡି ମ୦୪ ପଡ଼ିଆରେ ଗୋଟାଏ ଦଳଖିଆ ଘୋଡ଼ା ପଛରେ ଗୋଡ଼ଗୋଡ଼ ହୁଅନ୍ତି ।

ସମ୍ବନ୍ଧ ଶୁଣି ଦାଣ୍ଡଘରେ ବଡ଼ବାପା ମୂଳର୍ଦ୍ଧ ମୁହଁ ମୋଡ଼ଦେଲେ, ‘‘କ’ଣ ଦେବେ ସେମାନେ ? ରଘୁ ଦାସ ମହାଜନ ର ସବୁ ୭ୟମ କରେଇ ନେଇଛୁ, କ’ଣ ଅଛି ସେ ! ଖାଲ ନାଁଟା ସିନା--> ମଧ୍ୟସ୍ଥ କହିଲେ—‘‘ଦେବେ ନାହଁ ! ଏଇ ଶେଷ ଶମିତ୍ତ ତାଙ୍କର, ଆଉ କାହା ପାଇଁ ରଖିବେ ? ଆଗ ମେଳକ ଶୁଝାଶୁଝି ସରଯାଉ ।’’ ଉହାଡ଼ରେ ର ସବୁ ଶୁଣିଲ । ତେବେ କ’ଣ ଆଉ ପୋଖର ଭୁଠରେ ଗହଳ ଚହଳ ଏତେ ନ ଥିବ। ତାମଜାନ୍‌କୁ ଉଇ ଖାଇବଣି ହୁଏଇ, ହୁଏତ ପୋଖଘରେ ଦଳ ଭଡ଼ ଯିବଣି । ଶୁକୁ ଶୁକୁ ମେଲ ବେଙ୍ଗଫୁଲ ପାଣିରେ ବହଳ ବଦ୍ଧ ଦଳ ! କୃଷ୍ଣଚୂଡ଼ା ଗଛ କଣ୍ଟ୍ରୋହୋଇ ସାରକଣି କ ! ଘର ଇଚ୍ଛା ହେଲ ମଧ୍ୟସ୍ଥକୁ ଡାକନେଇ ତାକୁ ୩’ଟା କଥା ପପ୍ଟରେ । କିନ୍ତୁ ଭା’ ତ ସମ୍ଭବ ନୁହେଁ । ମନର ପ୍ରଶ୍ନ ମନରେ ଉତ୍ସଲ । କାନୁଗୋଇ ସ୍କରର ଦୁର୍ଦ୍ଦନ ଆସିଛୁ । ଘର ପଡ଼ଯାଇଛି । ତହିଁରେ ସେ ପାର୍ସୀ, ନାଁ କାଞ୍ଚନମାଳା ? ସହାନୁଭୂକ୍ତ ଆସିଲ । କଵ ହୋଇଥିଲେ ଗୋଟିଏ ରୁ୪ ପଦ୍ୟ ଲେଖିଥାନ୍ତି—କେତେ କଥା ଭା’ ବିଷରେ ମୁଁ ଅନୁମାନ କରନେଲ । ଢଳ ଢଳ କରୁଣ ଗମ୍ଭୀର ହାଁଣୀ, କେଶର ମେଘ ଉତ୍କାଳରୁ ଚନ୍ଦ୍ରମା ପର ମୁହଁ, ପଡ଼ପାଇଥିବା କାନୁଗୋଇ ଘରର ଝିଅ କାଞ୍ଚନମାଳା । ଇଣ୍ଡ ଶ୍ରୀ. . . . ଘରେ ପସନ୍ଦ କଲେ ନାହିଁ, କଏ ଗୃହେଁ ଗୁଡ଼ୁଥିବା ସୂର୍ଯ୍ୟ ସହିତ ସମ୍ବନ୍ଧ ଥାପିବାକୁ ? ବୋଉ ଟିକିଏ ଦୋହୋ ପାଞ୍ଚ ହେଉଥାଏ, କହୁଥାଏ, ‘‘ମୁଁ ଦେଖିଛୁ ଢାଲୁ, ସେ ଭଲ ପିଲଏ ।” ଅଦେଖା କାଞ୍ଚନମାଳାର ସୃକ୍ତ ମନରେ ସୌରଭ ଉଡ଼ାଇ- ଦେଲ । ସ୍ଵପ୍ନ ଗଢ଼ିଲ, କନ୍ତୁ ଇଚ୍ଛାର ସମ ବେଶି ଦୁରକୁ ଘେନ ପାରିଲ ନାହିଁ । ଭଲ ପାଇବା ଜୁଆରରେ ଭè ପଡ଼େ—ଯେବେ ଭାବେ ବସ୍ତ୍ରଘର କଥା ।

ବିବାହ—ବନ୍ଧନ—ଘୋରରେଇ ପୋରଇ ବନ୍ଧାଗଢ— ଉଠୁପଭ୍ ତନଗୋଡ଼ିଆ ଦଉଡ଼—କାନ୍ଧରେ ଜୁଆଳ, ମୁହଁରେ ଲଗାମ.. ଅପାଠୋଈ କଦଖୋର ଝିଅ, ଅକୁହାର, ଅରୁଝା । ••ବବାହ ! ବଡ଼ ବଚନ ଲଗୁଥିଲା । ରେଣୁକା ପାଖକୁ ଶଠି ଲେଖିଲବେଳେ ଗଠି ଅଧରେ ହାଇ ଅନ୍ଧକଯାଏ । କ’ଣ ଲେଖିବ ? ଥାଉ ପରେ ଲେଖିବ । ଭଉଜ ଚଠି ଦେଲେଣି ‘‘ଆସ’—ଜବାବ୍ ଲେଖିପାରେ ନାହିଁ । ମାଦେଇ ମାଣ୍ଢେଇ ଦିନ ଯାଏ । ଘରୁଥୁଲ, ମଫସଲରେ ପଡ଼ ପଡ଼ ମୁଁ ଅଳସୁଆ ହୋଇଯାଇଛୁ । କିନ୍ତୁ ନା, ଅଳସୁଆ ନୁହେଁ । ଗବସ୍ତ ଗାଁରେ ସଢାର୍ ମିଆଁ . ଗୋଟିଏ ନିରକ୍ଷରତା-ନବାରଣୀ ମମିତ ଖୋଲୁଛନ୍ତ, ଆଉ ମଧ୍ୟ ସେଠି ସୂତା କଟା ହେଉ ଓ ଗ୍ରେଷ ହୋଇ ଗୋଟିଏ ଗ୍ରାମ ସଙ୍ଗଠନ ଉଦ୍ୟମ ହେଉଛୁ । ଅନେକ ଥର ସାଇକଲ ଚଢ଼ି ମୁଁ ସେଠିକୁ ଗଲଣି । ଦଣ୍ଡାଏ ଦଣ୍ଡାଏ କାଲୁଗୋଇ ଘର ଗଜା-ଗୁଣୀ ପୋଖQବାରେ ଗବସ୍ତ ଗାଁ ଗୋଡ଼ସକୁ ସାଇକଲ ମଡ଼ାଇ ନଏଁ, ପୋଖରୀ ପାଖ ହେଲବେଳକୁ ସାଇଁ କରି ସାଇକଲ ଚଳାଇ ନଏଁ, ଘର ଚଞ୍ଚଳ ଅପେ ଆପେ ଗୋଡ଼ ୩’ଶ ଉଠେ ପଡ଼େ... ଞ୍ଚଳସୁଆ ମୁଁ ନୁହେଁ; କରୁ ଶଠି ଲେଖିଲବେଳକୁ କିଛି ମନେ- ପଡ଼େ ନାହିଁ । ଭାବେ, ସୁନ୍ଦର କରି ଉବଚନ ଲେଖିକା କାଲ । ଦିନେ ଭୋଟା ଉଚ୍ଚରେ ସେ ମଧ୍ୟସ୍ଥ ବୁଡ଼ାକୁ ଦେଖିଥିଲେ । କାଖରେ ବସ୍ତାନଟିଏ ଜାକ ଗୁଆ ଉଙ୍କି ଭଙ୍ଗି କା ସ୍କୁଲଥୁଲେ ସେ । ତା’ପରେ ଆଉ ମୁଁ ଗବନ୍ତ ଯାଇନାହିଁ ।

ଜାଗର ଅମାବାସ୍ୟାକୁ ବୈକାଳୀଶ୍ବରଙ୍କ ମତରରେ ବଡ଼ ସାହା ହୁଏ । ସଞ୍ଜ ବୁଡ଼ ବୁଡ଼, ଲେକେ ଭୁଲଲେ, ଠେଙ୍ଗାବାଡ଼ ଧର ମିଶି, କାନ ଧଶ୍ଵଧର ହୋଇ ନାଲ, ବାଇଗଣୀ ଲୁଗା ସବୁ ପିନ୍ଧ ମାଇପେ । ଦୂରରୁ ଦୂରରୁ ବଳଦଗାଡ଼ ଉତରେ ଓଦରରେ ଖଖାନ୍ଧ ହୋଇ ପଶି ମାଇପେ ଆସିଥାନ୍ତି । ଘରେ ବୋଉହେରକା ର ଧଈଲେ, ‘‘ଯିବା’; ତେଣୁ ବଳଦଗାଡ଼ ପଛେ ପଛେ ଆମେ ସବୁ ସେମାନଙ୍କ ସାଙ୍ଗରେ ଗଲୁ । ମହାଦୀପ ଉଠିବାର କିଛି ସମସ୍ତ ପୂର୍ବରୁ ବେଢ଼ା ଭତରେ ବୋଉହେରକା ବୁଲୁଛନ୍ତି । ମୁଁ ପଛରେ ରହି ଏପାଖ ସେପାଖ ରୁର୍ବ ର୍ବ ଆସୁଛି । ଦେଖିଲି ବୋଉହେଶକାଙ୍କ ଦଳ ଆଉ ଗୋଟିଏ ଦଳ ସାଙ୍ଗେ ମିଶିଲେ ।

ଥର ଦଳକୁ ମୁଁ ସେତେ ନିଆଁ ଦେଇ ନ ଥାଏଁ, ଯେତେ ଦେଇଥାଏଁ ତର୍ବରୁ ଜଣକୁ । ସେ ଆକୃତରେ ଗ୍ଲେଷି । ନୂଆ ଫେସନରେ ପାରର୍ସ ଖଣ୍ଡରେ ଖଣ୍ଡେ ଜର୍ଜେ ଶାଢ଼ୀ ପିନ୍ଧୁଥାଏ । ମୁଁ ତା’ର ମୁହଁକୁ ଦେଖିଛୁ । ପିଲଈଆ, ଶାନ୍ତ । ଅଳ୍ପ ବସ, ନବୋଧ ମୁହଁ, ହୁଏତ ସେ ଯଦ୍ଧ ଜର୍ନେ ଶାଢୀ ପିନ୍ଧି ନ ଥାନ୍ତା ମୁଁ ତାକୁ ମୋଟେ ଅନାଇଁ ନ ଥାନ୍ତି, କିନ୍ତୁ ଶ୍ଚର୍ବସାଈ ଦେଖିଲ, କଶିଷ୍ଣୁ ଥୁଲ ତା’ର ଗଛ ଲତ, କିନ୍ତୁ ସଂସତ । ଧାଡ଼ି ଧାଡ଼ ଘିଅଦୀପ ଥାଲୁଅରେ ତା’ର ମୁହଁ ଗୋଘ ନୁହେଁ, କାö ଭଲ, ଧାର ମୁହଁଟିଏ । ସୁନ୍ଦରଦଶୁଥାଏ । ବେଶି ଆଗକୁ ସ୍କୁଲପାଇଥାନ୍ତି, କିନ୍ତୁ ହଠାତ୍ ଦୁଇ ଦଳ ଶସ୍ପାପଶ୍ଚିତ ହେଲେ—ମାଇପେ କପର ଏତେ ଚଞ୍ଚଳ ପଣତ ହୁଅନ୍ତି ସେମାନଙ୍କୁ ଜଣା—ଝିଅ ଉଭ୍ଣା ଟାଣି ଝାଉଁଳ ପଡ଼ଲ । ଏ ପାଖରୁ କେତେ ଲୋକ ସାଇ ତାକୁ କୁଣ୍ଢାକୁଣ୍ଢି କରି ଗେଲ ଆରମ୍ଭ କରିଦେଲେ—ସେପାଖରୁ ଦୃଷ୍ଟି ପଡ଼ଲ ପଛକୁ, ମୋତେ ଖୋଜଲ ପର । କାନରେ ଥରେ ଅଧେ ‘କଞ୍ଚନ’ ‘କଞ୍ଚନ’ ବୋଲ ନାଁଟା ବାଈଗଲ । ବୁଲିପଡ଼ ପଛକୁ କା ସ୍କୁଲ ଆସିଲ । ଘରେ ଥ& ମଣିଷମାନେ ଖୋଳେଇ ଖୋଳେଇ ପଶ୍ଚିଲେ, ‘‘କେମିତ୍ତ ଲଗିଲା ? ଦେଖିଲକ ?’ ବାର ପ୍ରକାରେ କଥା ଲହସେଇ

ପ୍ରମାଣ କଲ ଯେ ମୁଁ ଦେଖି ନାହିଁ । ବୋଉ ପ୍ଲାକୁ ପଟ୍ଟଶିବସେ, “ହଇ ଗୋ, ବୋହୂ ନାଁକସ୍ଵ କ’ଣ ହବ ?? ବାର ଲେକେ କଥା ଭିତରେ ମୁଣ୍ଡ ଗଳାନ୍ତ, ରହସ୍ୟ ଲଗାନ୍ତୁ । ସବୁ ଶୁଣେ । ତମେ ଘ୫ଣା ଘଷତ୍ଵ ହୋଇ ଆସେ । ବିବାହ ବିଷୟରେ ଭର୍ବେ, ଭବ ଭବ ଅନ୍ତ ପାଏ ନାହଁ । ବର- ବାର ନିଶା ସ୍ଵପ୍ନମୟ ଉନ୍ମାଦନାଠାରୁ ବଳପଡେ । ମୁଁ ଚକ ପକାଇ ତଉଲେ । କ୍ରମେ ବqଧୀ ଚନ୍ତାଗୁଡ଼ାକ ଆଗୁଆଳ ହୋଇ ଠିଆହୁଏ । ଅସମ୍ଭବ, ମୁଁ ପ୍ରସ୍ତୁତ ନୁହେଁ । ନିଜେ ନିଜର ପେଶ ପୋଷି ପାଈନାହଁ । ଭର୍ନରେ ପୁଣି ଆହ୍ଵାର ବୋଝ ! ଏତେ ଚଞ୍ଚଳ ବସ୍ତହେବା ମୁର୍ଖତା । ବୋଉ କହେ, ଲେକେ କହନ୍ତୁ, ସେମାନେ ସେପର କହିଥାନ୍ତି, କଅଁଳ ସର୍ଥ ଳ ବେଳେ ସମସ୍ତେ । ଭଉଁ ବେଳକୁ କେହି ନାହିଁ । କାଞ୍ଚନମାଳା ଆଉ ମୋ’ର ସ୍ଵପ୍ନଗଡ଼ା ନାଗମୁରି ନୁହେଁ । ମୁଁ ଢାକୁ ଦେଖିଛୁ । ବାସ୍ତବତା ଆଦର୍ଶର ବୁଢ଼ି ଆଣୀ ଜାଲ ଉଚ୍ଚରେ ଧର୍ମ୍ମ ଦେଇନାହଁ, ବରଂ ଜାଲକୁ କାଟି ତଳେ ପଡ଼ଯାଇଛି । ଆକାରରେ ଏଡ଼କ ଟିକାଏ ବୋଲ । ନୁହେଁ —ବେଶି ଗୋଘ, ସାଧାରଣ ଝିଅଟିଏ ସେ, ସେ ହଁ ଘେନବ ମୋ’ର ହୃଦ- ବୋଝେଇ ପ୍ରେମର ଅନ୍ୟ ! (ଓଡ଼ିଶାରେ କେତେ ଝିଅ ଅଛନ୍ତି । କ’ଣ ଦ୍ଵାର ବିଶେଷର ?) ଖାଲ ଗୋଟାଏ ରକ୍ତମାଂସର ଖେଳଣା କଣ୍ଢେଇ । ଲେକଙ୍କର ପୁଣି ପୁଣି ଆଲୋଚନାରେ ମୋ’ର ହାଡ଼ ଜଳେ । କିନ୍ତୁ ଲୋକେ କହନ୍ତି, ବିଶେଷତଃ ବୁଢ଼ାବୁଢ଼ୀମାନେ, କାରଣ ଏଇ ସାଧାରଣ ଆଲୋଚନା ବାର୍ଷେ ତାଙ୍କର ନିଭୃତ ପ୍ରବଣତା ଝଙ୍କାର ଉଠେ ! ଥାକ ଉରୁଛୁ, କ’ଣ ବା କ୍ଷତ ହୋଇଥାନ୍ତା ତାକୁ ବସ୍ତ୍ର ହୋଇ- ଥିଲେ ? ସମସ୍ତେ ଇ ସମାନ ! ଘରୁଛି, ଯାହା ଅଜଣା ଅଛି । ସେହି ଆମର କବିତା, ଜଣାଶୁଣା ପ୍ରକୃଢ କଥାରେ କଢା ହଟିଯାଏ । ସ୍ଥୂଳ ପ୍ରକୃତ ବସ୍ତୁକ୍ତ ଉତରେ ସେତକକବଢା ସମ୍ଭବେ ଭାକୁ ମଣିଷ ଅବହେଳା କରେ, କାରଣ ମଣିଷ ରୁହେଁ| 

ଗୋପୀନାଥ ମହାନ୍ତି by ଦ୍ୱାରା ଅଧିକ ପୁସ୍ତକ

15
ପ୍ରବନ୍ଧଗୁଡିକ
ମନ-ଗହୀରର ଚାଷ
4.0
Mana Gahirara Chasa, Gopinath’s debut book, was released in 1940. Dadi Budha, Paraja, and Amrutara Santana next followed (1947). He produced a lot of writing. He also penned three dramas, two biographies, two volumes of critical essays, twenty-four novels, ten collections of short stories, five books on the languages of the Kandha, Gadaba, and Saora tribes of Odisha, and two volumes of critical essays. Rabindranath Tagore’s Jogajog (1965) and Tolstoy’s War and Peace (Yuddh O Shanti), in three volumes, were both translated into Odia by him.
1

ପ୍ରଥମ ଭାଗ

18 May 2023
0
0
0

ଛୁଟି ଦିନରେ ସହର ଗୁଡ଼, ଗାଁଲୁ ଯେତେବେଳେ ମୁଁ ଗୋଡ଼ ବଢ଼ାଏଁ, ନଈବାଙ୍କର ବଡ଼ ଦେବଦାରୁ ଗଛ ପାଖେ ଦିନେ ଦିନେ ସେମୋର ମନେପଡ଼େ । ଆଜ ମୁଁ ବୁଢ଼ା ହେଲଣି, କିନ୍ତୁ ଝୋଲମର ଦ’ପହରେ ନଈକୂଳଥା ଶକ୍କଣ ପବନ ଯେତେବେଳେ ଦେହରେ ବାଜେ, ଥାଉ ଆରପାଖର ଗହ

2

ଭାଗ 2

20 May 2023
0
0
0

ମୁଁ ମନେ ମନେ ଘର ଖୁସିସାଏଁ, ହର୍ସେ । ରେକା ଭଉଣ ପଠିରେ ମୁହଁ ଲୁଚେଇ ମୁହଁ ଭ୍ର କୃଷି କରି) ମତେ ଦାନ୍ତ ଦେଖାଏ । ଥାଉ ଥାଉ ମଣିଷଙ୍କୁ ତ ଦେଖିଥିଲ ସେଠି, ସେମାନେ ମନେ ନାହାନ୍ତି କାର୍ବକ ? ଗଲେ ସେମାନେ ସପ ପାଦେଇଛନ୍ତି, କହିଛନ୍ତି, ବସ । ମ

3

ଭାଗ 3

20 May 2023
0
0
0

କିନ୍ତୁ ପଛରେ ଯାହା ଆସୁଛି, ଏ ଯେପରି ତାହାର ପହଲ ଧକ୍କା, ଏହାପର ଆଶଙ୍କାରେ ମନ ପୂରଯାଏ । ଆଉ ବସ୍ତ୍ର ହେବା କଥା—ବୋଉ ବା ଆଉ କେହି ସେପରି କଥା ଉଠାଇଲେ ହସି ହସି ମୁଁ କଥା ଉଡ଼ାଇ ଦିଏଁ । ଅଥଚ ନବେଳାରେ ମନ ଭିତରେ ମୁଁ ସେହି କଥା ଭର୍ବେ । ମୋ

4

ଭାଗ 5

22 May 2023
0
0
0

ଗଣ୍ଡରେ ଉଦାସ ମନରେ, ପଡ଼ି ଦେଖେ, ଭଲ ଲଗେ । ସକାଳେ ଆଉ ଥରେ ପର୍ତେ, ଦିନ ଆଲୁଅରେ । କେତେ ଅସଙ୍ଗର ଅବାନ୍ତର କଥା ବୋଝେ ଲେଖିଛୁ କ’ଣ ହେବ ସେଗୁଡାକ ? କାଟିକୁ ନୂଆ ଶଠି ଲେଖେ । “ମୁଁ ଭଲ ଅଛି, କୂ କପର ଅଛୁ, ଶଠ ଦେଉଥୁରୁ’’: ‘ ତା’ପରେ ଆପେ ଆ

5

ଭାଗ 6

22 May 2023
0
0
0

ବାଡ଼, ଯାହା ସମ୍ଭବ, ସେଣ୍ଡକରେ ଆପଣା ଆପେ ବାନ୍ଧ ହୋଇ ରହ ମନ ଛପ୪ ହୁଏ । ମୁଁ ଜାଣେ ମୁଁ କ’ଣ । ସେମାନଙ୍କ ଆଖିରେ ମୁଁ ଖୁବ୍ ବଡ଼, କିନ୍ତୁ • •। ମନେପଡ଼େ କିଏ କେତେ କପାଳରେ ଆଖି ଖୋସିଦେଇ ମୋତେ ସ୍ଫୁର୍ତ୍ତ ଛୁ । ଏତେ ପୂଜା, ଅର୍ଘ୍ୟ, ମୁଁ

6

ଭାଗ 6

25 May 2023
0
0
0

 ‘ନବେଳ’, କବଢା’ ଅର୍ଥାତ୍ ମଣିଷ କ’ଣ ହେଁ ତା’ ନଜେ ବୁଝିପାରେ ନାହଁ, କିନ୍ତୁ ଯାହା ପାଏ ତାକୁ ପାସଙ୍ଗରେ ପକାଏ ନାହଁ । ଆକ ଘରୁଛୁ, ଶେଷରେ କବର। ହଁ ମିଳେ ନାହଁ, ବାଧ୍ୟ ହୋଇ ମଣିଷ ହଜ ମନକୁ ପ୍ରବର୍ତ୍ତାଏ ଯେ ଏଇ ମୋ’ର କବଢା—ଶ୍ରେଷ୍ଠ କବଢା—

7

ଭାଗ 7

27 May 2023
1
0
0

ବୋଧହୃଏ ନାଘ ଜୀବନର କଶିଷ୍ଟତା । ଏହା ବୁଝିପାରବା ଶକ୍ତର ତାରତମ୍ୟ ଅନୁସାରେ ମୂଲ ହୁଏ । ନାଗ-ପ୍ରାଣର ସ୍ନେହ ବୁଝି ପାରିବା ଅନୁସାରେ । ସେଦନ—କେତେ କଥା ବସି ଘରୁଥୁଲ । ଝୋଲମର ୩’ପହରଣ, ଦୁଆରମୁହଁ ପାଖେ ସଉଜବୋଉ ବସି ବସି ଅଧ ଅଧ ଅନ୍ୟମନସ୍କ ହ

8

ଭାଗ 8

27 May 2023
0
0
0

ମୁଣ୍ଡ ହଲେଇ ହଲେଇ କହିଲେ, ‘‘ବାଜେ କଥା—ବାଜେ-କଥା, ରେଣୁକା ଭୂମୁକୁ ଠିକ୍ ମଣିଷ କରିଦେବ ।?? ହସି ହସି ଫାଟିପଡ଼ ପୁଣି ସେ କāଲେ, ‘‘ଅର୍ଥାତ୍ ରେଣୁକାକୁ ତୁମେ ବାହା ହୁଅ ।” ମୁଁ ତ ହସିଲ, ମୋର ହସ ହେଲା ନାହିଁ । ଯେପରିକ କଲେଜ ଘଣ୍ଟାରେ ଧାଇ

9

ଭାଗ 9

27 May 2023
1
0
0

କୌଣସି କାହାଣୀକୁ ଆଉଥରେ ପଡ଼ି ନାହିଁ, ତା’ର ବନ୍ଧକୁ ଏଲ୍‌ବମ୍‌କୁ ଥରେ ଥରେ ନରେଖି ଦେଖି ନାହଁ, କେବେ ଭା’ର ଆଖିରେ ମେଘ ଆଇସି ନାହଁ, ସବୁଦିନେ ସୁଖୀ ଉଜ୍ଜଳ ରମେଶ । ରମେଶ ଗୌରବ ନଏ କରୁ ତାକୁ ଫାଙ୍କି ଦେଇ ନାହଁ, ହୁଏତ ସେ ଭଗ୍ୟବାନ୍, ହୁଏତ

10

ଅଂଶ- 10

30 May 2023
0
0
0

ଥତ୍ସବ ହୁଏ ସବନାର ସୁଅ । କେବଳ ବାର ମାସର ଢେର କରା ନୁହେଁ, ସେ ତ ସ୍ଵାଘବକ, ଭବ ବସିଲେ ବୁଝିହୁଏ ଭଞ୍ଜ କବଙ୍କର ଋଭୁ ବିଶେଷରେ ଧାରଣା ଓ କଳ୍ପନା । ଆଲୁଅର ଭେଜ, ପରସ୍ଥିତର ଗୁଇ, ସ୍ଥାନର ଦ୍ୟୋଚନା, ବିନାର ଚମକ—ଗୀତ, ବାଜା, ବଳାପ, ଦୁଃସମ୍ବାଦ

11

ଅଂଶ- 11

3 June 2023
0
0
0

 ଘରୁଥୁଲ—ରଘୁନାଥ ଆଉ ଯାହାହେଉ ବେଲୁବ୍ ନୁହେଁ, ଯେଉଁ ବ୍ୟବସାୟ-ବୃଦ୍ଧି-ସମ୍ପନ୍ନ ରଘୁନାଥକୁ କଲେଜରେ ଏତେଦିନ ମୁଁ ଚଉ ଆସିଲ, ଦେଖି ଆସିଲ, ସେ ସାଧାରଣ ବୁଦ୍ଧିରେ ଭୁଲ୍ କରବାର ଲେକ ନୁହେଁ । ସବୁଥୁଲ—ଛକ ପାଖେ ପାଖେ ଥିବାଯାକେ ଲେଖାର ଭବିଷ୍ୟତ

12

ଭାଗ- 12

10 June 2023
0
0
0

ହରଉଇନା ତ ଲେଖା ବଷୟରେ କଶୌଶ୍ୱମୋହନ ସଙ୍ଗେ ସମ୍ବନ୍ଧ ପକ୍କା କରି ସାଈଥିଲେ, ଆଉ ରଘୁନାଥବାରୁଙ୍କ ଛଵ ଵଷରେ ନାହିଁ କରନ୍ତେ କାର୍ତିକ ? କହିଦେଲେ — ‘‘ହଉ, ଆପଣଙ୍କର ଯେଉଁଥରେ ଗଜ ।” ତା’ ସେ ରଘୁନାଥବାରୁ ଏକଦମ୍ ଜବାବ୍ ଠିକଣା କରିଦେଲେ । ଯାଇହ

13

ଭାଗ- 13

10 June 2023
0
0
0

କହିଲ, ‘ଛ—ମନର ଯଦ୍ଧ ଜୋର୍ ଅଛୁ ଆସି ବସହେବ । ଭଲ ପାଇବା ପାପ ନୁହେଁ । ବାପାଙ୍କୁ କହିବ । ତୁମେ ନିଜେ ମଧ୍ୟ । ସମାଜ ବଦଢ଼ୁଛୁ, ବଦଢ଼ୁଥିବ । ଲେକେ କହିବେ, କହନ୍ତୁ, ଯାହା ଉପରେ ନିର୍ଭର ନାହଁ ତାକୁ ମୁଁ ଡରେନାହଁ । ଆମେ ବସହେବା, କେ ଅଧ୍ୟକେ

14

ଭାଗ- 14

12 June 2023
1
0
0

ଆଉ ମୁଁ ଖବର ରଖିବାକୁ ଉତ୍ସୁକ ନୁହେଁ—କଏ କ’ଣ କଲ୍, କିଏ କଣ କରୁଛୁ ଇତ୍ୟାଦି । ସେଗୁଡ଼ାକ ବାଜେ କଥା, ଯାହା • ସାଙ୍ଗରେ ମୋ’ର ଶସ୍ତା ସଙ୍କି ପାଇବୁ । ବାହାଘଡ଼ ପଡ଼ିଲେ କେତେ ଆଉ କେତେ ଵସଘର ନିମନ୍ତ୍ରଣ ଆସେ ସୁନ୍ଦର କାଗଜରେ ସୁନ୍ଦର ନିମନ୍ତ

15

ଭାଗ - 15

12 June 2023
1
0
0

ଦିନ ଯେମିତ ୧ଲ ସେମିତି ଅଛି । ମଣିଷ ଯେମିତ ଥଲେ ସେମିତ ଅଛନ୍ତି । ପୃଥ୍ବୀର କିଛି ପରିବର୍ତ୍ତନ ଘଟିନା, ଅଥଚ, ମୋ’ର ବସ୍ତ୍ରଘର ସରଚ୍ଛ । ବୋବା ତାଙ୍କ ଘରେ ବଦାବବେଳେ ପୁରୁଣା ଗତରେ କନ୍ଦା ଲଗିଲ, କାନଡ଼େର ରେଶ୍ମୀକାର କାନ୍ଦଣା ମୁଁ ଶୁଣି, ମନ

---

ବହି ପଢ଼ନ୍ତୁ