ଆଉ ମୁଁ ଖବର ରଖିବାକୁ ଉତ୍ସୁକ ନୁହେଁ—କଏ କ’ଣ କଲ୍, କିଏ କଣ କରୁଛୁ ଇତ୍ୟାଦି । ସେଗୁଡ଼ାକ ବାଜେ କଥା, ଯାହା • ସାଙ୍ଗରେ ମୋ’ର ଶସ୍ତା ସଙ୍କି ପାଇବୁ । ବାହାଘଡ଼ ପଡ଼ିଲେ କେତେ ଆଉ କେତେ ଵସଘର ନିମନ୍ତ୍ରଣ ଆସେ ସୁନ୍ଦର କାଗଜରେ ସୁନ୍ଦର ନିମନ୍ତ୍ରଣ । ବେଳେ ବେଳେ ବସ୍ତ୍ରଘର ଗାଁତ । ଖୋଲୁ ଖୋଲୁ ଅଖି ଡ଼େଇ ଯାଏଁ, ଦୁଇଥର ବି ଦେଖେ ନାହଁ, ରଖି ଦେଇଥାଏଁ ସେହପର । ବଡ଼ ଗମ୍ଭୀର ମୁଁ । ଲେକେ କହନ୍ତି, ‘‘ମୁଁ ବଡ଼ ଭଦ୍ରଲେକ ।” କେହ ମୋ’ର ଶତ୍ରୁ ନାହାଣ୍ଡ, ବନ୍ଧୁ କିଏ ବା ଥୁବେ, ମୁଁ ଖୋକ ନାହିଁ । ଘରେ କହନ୍ତ, ‘‘ପୁଥ ସ୍ପେସିଆର ହେଲଣି, ଘର ସମ୍ଭାଳିବ ।” ଆରସିରେ ଚେହେଘଧ୍ୟ ଦେଖୈ, ମନ୍ଦ ନୁହେଁ । ବେଶ୍ ବଳ ଗଢ଼ଣ । କଠିନ ଗମ୍ଭୀର ମୁହଁ । କୁଆଡେ ଥିଲ ଏତେ କଠିନତା ! ମନ୍ଦ ନୁହେଁ । କେବଳ କପାଳ ସାମ୍ନାରେ ଅଳ୍ପ ଟିକଏ ଚନ୍ଦା ହୋଇଯାଇଛି, କପାଳଖ ଆନ୍ଧ୍ରର ଚଉଡ଼ା ଦିଶୁଛୁ । ଗମ୍ଭୀର ଆଖି, ଆଉ ସରୁ କ୍ଳିନ ଓଠ ଦଇ କ୍ଷମତାସୂଚକ ।
ଡାହାଣ ପାପୁଲରେ ଭଗ୍ୟରେଖା ଧୀରେ ଧୀରେ ବୃହତ କ୍ଷେତ୍ର ଉପରକୁ ଚଢ଼ୁଛୁ, ସବୁ ଭଲ ହେବ । କେବଳ ରନ୍ଧ ରହକା ଅନଦୃତ ପ୍ରାଣ ଉଚ୍ଚରୁ ଭୋଫାନ ଉଠେ, ଚତ୍କାର କରି କାହେ, ମନେ ମନେ କହି— ମନ ଗତ ‘‘ଛ—ଛଦ ପଣ୍ଟ ମୋ’ର ହୋଇଥାନ୍ତି ! ହୃଏଇ ଜୀବନର ହୋଇଥାନ୍ତା ଥାଉ ପ୍ରକାରେ !” ବହୁତ ଦିନ ପରେ— କଥା ଉଠିଥାଏ ମୁଁ ବଇହେବ । ଦରୁ ପେଷଣ ଆଉ ଉଡ଼ନ, ବାହାରୁ ବହୁତ ପ୍ରକାର ଉପଦେଶ, ସାନ୍ତ ନା, ସହାନୁଭୁକ୍ତ ଏବଂ ମୋର ମତ ଠିକଣା କରିବାକୁ ନାନାଜାତ ଚେଷ୍ଟା । ସବୁ ପ୍ରକାର କୌଶଳ ଓ ଷଡ଼ଯନ୍ତ୍ର ଭିତରେ କଣ୍ଟାକ ଠେଲଠେଲ କର ମୁଁ ଏପର୍ଯ୍ୟନ୍ତ ମୁଣ୍ଡ ଟେକ ରନ୍ଧୁ, ମୋ’ର କେତେ ବନ୍ଧ ଡ଼ୁବଲେଣି । କାହାର ଦୁଇଟି ଛୁଆ, କାହାର ତନୋଟି, ଉଦଲେ ହସମାଡ଼େ । ସେମାନେ ସମସ୍ତେ ସମାପ୍ତ, ସେମାନଙ୍କ କଥା ସମାଜ ଦୁଇଥର ପଟ୍ଟରେ ନାହଁ, କେବଳ ତାଙ୍କର ଘରକରଣା ଯଦ୍ଧ କେଉଁଠି ବେସୁର ବାଜେ, ସମାଜ ବସିନ୍ଧୁ ସ୍ପର୍ସ କଥା ରଖେଇ ଢାଳ ମାଈବାକୁ ।
ସେମାନେ ସମାଲୋଚନାର ବିଷବସ୍ତୁ । ମୁଁ ନୁହେଁ । ମୁଁ ଅଦ୍ୟାପି ଅସମାପିକା । ମୁଁ ଭର୍ବେ, ବଡ଼ି, ଧୋଇ, ମରୁଡ଼ ପରି ଏ ବିବାହ ସଂସ୍କାର, ଆସେ ମଣିଷକୁ ବୁଢ଼ା କରେଇବାକୁ, ତେଣୁ ବିବାହକୁ ଏଡ଼ ଚଳ ଆସିଛୁ । କିଏ ଗଟ କରେ ଶକ ସ୍ତ୍ରୀ କଥା କଳ୍ପ, କଏ ଦୁଃଖ କରେ, କନ୍ତୁ ମୁଁ ଦେଖେ—କବାହତ ସର୍ବସାଧାରଣ ଆପଣା ଅବସ୍ଥା ପ୍ରତି ଉଦାସୀନ । ବିବାହ ଜୀବନର ଗୋଟାଏ ଅବସ୍ଥା ତାଙ୍କର ମନେ ନାହିଁ । ବିବାହ ମତେ ଛୁଏଁ ନାହିଁ । ବେଳେ ବେଳେ ଅବଶ୍ୟ ଦୁର୍ବଳ ମୁହୂରରେ—ମୁଁ ସର୍ବେ ମୋ’ର ନିତାନ୍ତ ଆପଣାର ହୋଇ ପାଖେ ପାଖେ ଜଣେ କେହି ଥାଆନ୍ତା, ମୋ’ର ଭା’ର ଏକା ମତ ଏକା କାମ, ମୁଁ ତାକୁ ଦେଖି ଖୁସି ହେଉଥାନ୍ତା ସେକବେଳେ ବାହାଘର ଚନ୍ତା ଆସେ । ମୁଁ ଦୂରକୁ ଦୂରକୁ ସ୍ଵପ୍ନ ଦେଖିଯାଏଁ ଯେ ମୁଁ ବୁଢ଼ା ହୋଇଛୁ, ମୋ’ର କେହ ନାହଁ, ମୁଁ ଏକୁଝିଥା । ଏ ଘର ସେ ଘର ହେଉଛୁ, ଗୃହସ୍ଥ- ମାନେ ଆଦର ଯନ୍ତ୍ର କରୁଛନ୍ତି । ମତେ ଲଗୁଛୁ ଗୋଟିଏ ଦରଦ୍ର କୁଣିଆ ପରି । ସେତକବେଳେ—ସେ ଦୁର୍ବଳ ମୁହୂରରେ, ମୁଁ ଥର ଥର ମନକୁ ମନ କହେଁ, ମୋ’ର ସ୍ୱୀଏ ଦରକାର, ସେ ମତେ ସହକ, ଆଉ ମୋ’ର ହେବ ।
କିନ୍ତୁ ତା’ର ରୂପ ଗୁଣ ଅନେକ ହେବା ଦରକାର । ମୁଁ ମନେ ମନେ ଢାଲକା କରେ, ଯେତେବେଳେ ବାହାରୁ ଆସୁଥିବା ପ୍ରସ୍ତାବକୁ ନନ୍ଦା କରେ, ଦେଖେ ଢାଲକାରୁ ଅନେକ ଊଣା ଅଛି, ମନ ଭଙ୍ଗି ଯାଏ । ଦନ ସର୍ଦ୍ଦି ଯାଏ, ମୋ’ର ଦୁଝଳ ଚନ୍ତା ସମେ ସବଳ ହୁଏ । ଦିଇ ହେବାକୁ ପ୍ରସ୍ତୁତ ହୁଏଁ । ମନକୁ ପ୍ରବୋଧ ଦିଏଁ ଏକ୍ସପର କହ କଳ୍ପ ଯେ ମୋ’ର ତାଲିକାରୁ ଊଣା ହେଲେ ମୁଁ ବଉ ହେବ ନାହଁ, ତେଣୁ ଦୁଃଖ ନାହିଁ, କିନ୍ତୁ ଯେତେବେଳେ ବିବାହ ଠିକଣା ହେଲ ବୋଲି ଧର ନେବାକୁ ମତେ ମନ ସ୍ଥିର କରିବାକୁ ପଡ଼େ, ମୁଁ ପଛକୁ ହର୍ଷେ, କ’ଣ ଯେପଣ ମତେ ଅଟକେଇ ଦିଏ, ଆଉ ଘର ଖ%ପ ଲଗେ । ସର୍ଭେ ମୁଁ ବଉ ହେବ ? ମୋ’ର ସ୍ବାଧୀନ ଜୀବନ—ସମାଜର ଅବୁଝା ବନ୍ଧାଗତରେ ଛନ୍ଦଗୁଦ୍ଧ ହୋଇଯିକ ଅସମ୍ଭବ ।
ଏହାପର ଅସମ୍ଭବ ଅସମ୍ଭବ କଳ୍ପ ବହୁତ ପ୍ରସ୍ତାବ ସଙ୍ଗେ ମୁଁ ଲୁଚକାଳ ଖେଳଲ । ନାନା କୌଶଳରେ ଅନେକ ସମ୍ବନ୍ଧକୁ ମୁଁ ପରଖି ଦେଖିଲ । କୌଣସିଠିଁ ଭରସା ହୁଏନାହଁ, ଦନା କାରଣରେ ବଜର ମନ ଥଡ଼ିଆ ବାହାର କରେ, କବାହ ହୁଏନାହଁ । ଭା’ର କାରଣ, ଅସ୍ତ୍ରବଧୂ ମୋର ମନ ଉତରର, ସେଠି ମଣ୍ଡ ନଷ୍ପରି ସମ୍ବନ୍ଧ ହନ୍ଦ୍ର ସ୍କୁଲରୁ, ମୀମାଂସା ସଂପୂର୍ଣ୍ଣ ହୋଇନାହିଁ, ତେଣୁ ପଦାକୁ ଅନେଇଲେ ମୁଁ ଅପୂର୍ଣ୍ଣତା ଦେଖେ, କୌଣସିଠିଁ ମୋ’ର ରକ ନାହଁ । ଆଦୌ ବସ୍ତ୍ରଘର ହେବ ନାହିଁ, ଭବଲେ ଖସ୍ଵପ ଲଗେ, ହେଇ ବସଘର ହୋଇଯିବ କହିଲେ ଖରିପ ଲଗେ । ମୋ’ର ମନ ଦୁଇକୂ ମଝିରେ ।
ଏହାପର ଦିନେ, ବହୁତ ଦିନ ପରେ ସଉକଙ୍କ ପାଖରୁ ଖଣ୍ଡେ
ଗଠି ପାଇଲ “ବଧୂ—ଅସ୍ତ୍ରଗିମ ଭଉଜକୁ ଥାଉ କାର୍ଟୁନ ପଟ୍ଟରବ ? ନଲଠା- ପଣିଆ କର ଶଠି ଲେଖୁଛୁ, ଶଠି ଲେଖିବାକୁ ତ ତମର ସମୟ ହୁଏ ନାହଁ, ଶଠି ପଢ଼ିବାକୁ ସମୟ ହେବ ତ ? —ଆମ ରେଣୁକା ବଷୟରେ ତୁମ ବାହାଘର କରିବାକୁ କୁମ' ଘର ତାଙ୍କ ଘର ଉଚ୍ଚରେ ଶଠିଅ ସ୍କୁଲଥୁଲ । ତୁମ ବାପା ବୋଉ ଖାଲ କଡ଼ଛଣ୍ଡ, ପୃଥର ଯେଉଁଠି ମନ ହେବ, ଆମର ସେଇଠି ମତ । ମୁଁ ଘରୁଥୁଲ ଲେଖିଦେଇଥାନ୍ତି, ହଁ, ତମର ମତ ଅଛୁ । ପୁଣି ସବଲ, ଭୁମେ ସେହ ଘଧୁ ଅଛ ? ପଦ୍ଧ ବଦଳଥବ, ମା’ ଯେ, ମତେ ଡର ମାଡ଼ଲ । ତମକୁ ମୋ ଘଣ ସତ କହଲ, ବଧୂ, ଭୁମର କ’ଣ ମତ ନାହଁ ? କେଉଁ ଗୁଣରେ ରେଣୁ ଊଣା ? ତୁମେ ଗୁଣ ରହି କ ନା ଶଙ୍କାକୁ ବାହା ହବ ? ମୁଁ ଜାଣେ ରେଣୁ ତୁମକୁ ଘର ଭଲ ପାଏ, ସବୁବେଳେ ବାଁରେଇ ହଉଥିବ । କାନ ଟେକ ରହିଥିବ । ଖାଲି ତମର କଥା ଶୁଣିବା ପାଇଁ । ସୁନା ପଘ, ତୁମେ ନାହଁ କର ନାହିଁ । ମୋ ଘଣ, ଚଞ୍ଚଳ ଫେରନ୍ତା ଡାକରେ ଜବାବ୍ ଦବ । ମୁଁ ଯାଉଛି, ତେଣେ ଭରକାମ୍ଳ ବସେଇ ଦେଇ ଆସିଛ । ଚର ତର ହେଲ, ଅକ୍ଷରଗୁଡ଼ାକ ବାଲୁରୁ ବାଲୁର ହୋଇଗଲା । ଭୁଲବ ନାହଁ, ଶଠି ଦେବ ।’’ ରେଣୁକା ସବୁ ଧାରଣା ଚହଳ ଗଳ୍ପ । କେତେ ଦନର ବହଳ ସୃଢ ଢଢ଼ ଉଠିଲ—କେମିତ ହେବଣି ସେ • ! ମନକୁ କଠିନ କଲ । ଜବାବ୍ ଲେଖିଦେଲ—‘ମତେ କ’ଣ ଭୁମେ ପର୍ରୁଛ ? ତୁମଠୁଁ କ’ଣ ମୋ’ର ଭଲ ମନ୍ଦ ମୁଁ ବେଶି ରୁଝେ ? କେଉଁ କଥାରେ ଭଲ ଭୂମର ଅବାଧ ହୋଇରୁ ସେ ଇଂରେଜ କାଇଦାରେ କ୍ଷମାପ୍ରାର୍ଥନା ମାଗିଲ୍ ଭଲ ଥଙ୍ଗେଇ ଥଙ୍ଗେଇ ହୋଇ ତୁମେ କଠିଲେଖୁଛି ? ମତେ କିଛି ପଲ୍ଟର ନାହଁ—ୟଃ ।?
ମୁଁ କଳ ଦେଖି—ହଁ, ରେଣ୍ଡକା ଭଲ ପିଲ, ମୁଁ ତାକୁ ଭଲ ପାଉଥିଲା । କିନ୍ତୁ ମୁଁ ତାକୁ କଗହେବା ଭଳି କେତେଦୁର ତା’ର ଉପାଦେଢା, କେତେ ମୁଁ ତାକୁ ଦେଖିଛୁ—କ’ଣ ମୁଁ ତା’ର ଜାଣେ ? ଅନେକ ପ୍ରଶ୍ନ ଯାହାର ଜବାବ୍ ନାହିଁ । Qର୍ବେ ବଉଦର ପିଲଖେଳ ନୁହେଁ, ଦୂରରୁ ଦେଖିବା ଓ ଦାୟିତ୍ତ ମୁଣ୍ଡେଇବା ଉକ୍ତରେ ଇଫାତ୍ ଅନେକ । ଥ୫ ନକଲରେ ଗେଲରେ ଗେଲରେ ପରିଚ ଆରମ୍ଭ ହୋଇଥିଲା । ରବଥୁଲ ଯେଉଁଠି ସେଇଠି । ଆଉ ବର୍ତ୍ତମାନ—ବଘର ହେବ । ସେତକ ହେବ ଜୀବନଯାକ ମୋ’ର, ଆଉ ଅଧିକ ନୁହେଁ, ଯେତକ ରେଣୁକାଠି ଆବନ୍ଧ । ତା’ ବିଷୟରେ ଅନେକ ପ୍ରଶ୍ନ ମନରେ ଉଠେ, ବେଳେ ବେଳେ କେଡ଼େ ଖରପ ଲଗେ, ସର୍ବେ— ‘‘ଗଧେଶ୍ୟାମ, ବର୍ତ୍ତମାନ ଵ ସମୟ ଅଛି, ତା’ପରେ ନେଡ଼ଗୁଡ଼ କହୁଣୀକୁ ବୋହଯାଇଥବ, ହୃସିଆର !?? ଦଲେକଙ୍କ ଖୁସି ଆନନ୍ଦରେ ପୁଣି କେତେବେଳେ ନିଜେ ଖୁସି ହୁଏ । ମନ ଭକ୍ତରର ସବୁ ଓଲ ଶନ୍ତାକୁ ପଛକୁ ଠେଲଦେଇ କହେଁ, “ ସବୁଥରେ ଦୁଇପାଖ ଅଛୁ । ଘରୁଥିଲେ ଯୁଗ ପାଵଯିବ, ସବୁ ଝିଅ ସମାନ ।”” ଆଶ୍ଚର୍ଯ୍ୟ ମୁଁ ପ୍ରସ୍ତୁତ ହେଲ, ବଇଘର ସଈଗଲ । ହଠାତ୍ କେମିତ୍ତ ସରଗଲ ହେଲ, ଏଡ଼େ ସହଜରେ ସୁରୁଖୁରୁରେ ଗୋଟାଏ ହାତ ଅଣ୍ଡା କନଷ ଶେଷ ହେଲା କିପରି ?