shabd-logo

ଭାଗ 7

27 May 2023

5 ଦର୍ଶନ 5

ବୋଧହୃଏ ନାଘ ଜୀବନର କଶିଷ୍ଟତା । ଏହା ବୁଝିପାରବା ଶକ୍ତର ତାରତମ୍ୟ ଅନୁସାରେ ମୂଲ ହୁଏ । ନାଗ-ପ୍ରାଣର ସ୍ନେହ ବୁଝି ପାରିବା ଅନୁସାରେ । ସେଦନ—କେତେ କଥା ବସି ଘରୁଥୁଲ । ଝୋଲମର ୩’ପହରଣ, ଦୁଆରମୁହଁ ପାଖେ ସଉଜବୋଉ ବସି ବସି ଅଧ ଅଧ ଅନ୍ୟମନସ୍କ ହୋଇ ଗୋଟାଏ ଚାଳପଥର କଞ୍ଚଣା ଧର ଚଉଁରୁ ପସଗୁଡ଼ାକ ମୋଡ଼ ମୋଡ଼ ଛଣ୍ଡୋଉଥିଲେ, ଆଉ କଥା ଗପୁଥିଲେ । ଗ୍ରାମୋଫୋନ୍‌ରେ ବାଜୁଥିଲ ସୁରବାହାର୍ ଯନ୍ତ୍ରରେ ଗୋଟିଏ ଭୈରବା ଆଳାପ । ଖ୪ ଉପରେ ତକଥାକୁ ଆଉଜ ବସି ମୁଁ ଶୁଣୁଥୁଲ; ଆଉ କେତେ ପ୍ଲେଖ ଗ୍ରେଟ ମୁହଁ ମୋ ଆଖି ଆଗରେ ଏପାଖ ସେପାଖ ହୋଇ ଭସି ସ୍କୁଲପାଉଥିଲେ; ମୁଁ ଏଣୁତେଣୁ ଘରୁଥୁଲ । ମୋ’ର ଅନ୍ୟମନସ୍କତା ତାଙ୍କ ଆଖିରୁ ଲୁଇ ପାରଲ ନାହିଁ । ଗ୍ରାମୋଫୋନ୍ ଆପେ ଆପେ ବନ୍ଦ ହେଲ, ସେ ଉଠିଆସି ମୋ’ କଷ୍ଟରେ ବସି ପରଲେ— ‘କ’ଣ ଏତେ ଘରୁଛ ନାଁ ଘଧୁ ? କ’ଣ କହ ମୋ’—ଗୁଣ, କହ ।”” ମୁଁ କହଲ, ‘‘କାହିଁ କରୁ ନାହିଁ ତ ।’’ କଅଁ ଳ କର ମୋ’ର ହାର ପାପୁଲକୁ ଧରପକାଇ ସିଧା ମୁହଁକୁ ଅନାଇଁ କହଲେ, ‘‘କହ କହ, ସରେ ମୋ’—ଗୁଣ ।”” ସେ ଗାରଡ଼େଇ କରି ଗୃହଁବା ଦେଖି ଭୁଢାଷାକୁ ମୁଁ ହସି ପକେଇଲ ଓ ରାଙ୍କ କୋଳରେ ମୁଣ୍ଡ ରଖି ଭଲ ପଡ଼ଲ । ମୋ’ର ମୁଣ୍ଡଆଉଁସୁଥାନ୍ତି ସେ ବସି ବସି, ଆଉ ଏଣୁତେଣୁ କଥା ଗପୁଥାନ୍ତି । 

ଝରକା ସେପାଖେ କେତେଗୁଡ଼ିଏ ବଣୁଆନୂଆ ଗୀତ ବନ୍ଦ ହୋଇଯିବା ଦେଖି ଉଷ୍ଣଙ୍କ କର ଡବ ଡବ ଆଖିରେ ଅନାଇଁ ରହିଥାନ୍ତି, କେତେବେଳେ ଗ୍ରାମୋଫୋନ୍ ପୁଣି ବାଈବ । ଭଉଜବୋଉ ମୋ’ର ମୁଣ୍ଡ ଉପରେ ଆଙ୍ଗୁଠିରେ ଫିରେଇ କାହିଁ କାହୁଁ କହିଲେ, ‘‘କତ୍ସବ ନାହଁ ଘଧୁ, କ’ଣ ଏତେ ଘରୁଥୁଲ ବସି ? ତାଙ୍କର ସହାନୁଭୁକ୍ତଶୀଳ ଡୋଳା ଯୋଡ଼କୁ ସ୍ପର୍ସ ସବୁ ଶନ୍ତା ସବୁ ଭବନା ବରଫ ବାନ୍ଧି ପାଉଥାଏ, ମୁଁ ସ୍ଥିର ହୋଇ ପଡ଼ ରହିଥାଏ । ଆହା ଭୁଲି ଯାଇଛି କହିବାକୁ, ରେଣ୍ଟ ଭୂମକୁ କଲେ, ପଠେଇ—” ‘‘ ଓ ଘର ଖବର ଢ, ମୁଁ ଭବଲ ବା—” ‘‘ଘର ନୁହେଁ—ସତ କର କହଲ—??? ଉଭୟେ ହସିଲୁ । ମୁଁ କହଲ, ‘‘କହଲ, କହ୍ବଲ ଘଉଜକୋଉ କ’ଣ ତୁମ ବାହାଘରକୁ କାନ୍ଧଥିଲ ??? “ଭକ୍ ଭକ୍—”” ‘‘ହଁ, ମୋ’ର ମନେ ନାହଁ କ ପଦେ ଅଧେ— “ଆଜ ଏତେବେଳେ ନାଳ କୂଳରେ ହୋ ହଁ ବାପା, କାଲ ଏତେବେଳେ ନଈ କୂଳରେ ଲେ ହଁ କୋଉ ।”” ହସି ହସି ଦ’ ହାତରେ ମୋ ମୁଣ୍ଡକୁ ଧଈ ଝିଙ୍କି ପକେଇଲେ ଓ ବାରମ୍ବାର ପାଟିରେ ହାଇ ଦେଲେ । ଆମେ ହସିଲ୍, ପଦାରେ ଠିଆ- ହୋଇ ସେ ବଣୁଆ ଛୁଆଗୁଡ଼ିକ ହସିଲେ । ଦଣ୍ଡବତ ସଉଜବୋଉ ଭୃସ୍ କର ଷ୍ଟଲଗଲେ, କଞ୍ଚିଲେ, ‘‘ ଯାଉଚ ମୁଁ ମୁଣ୍ଡ ବାନ୍ଧବ, ଭୁମେ ଏଠି ବସିଥାଞ୍ଚ ।?? ନନ୍ତ ନନ୍ତ ଏହିପର ରହସ୍ୟ କରି ଆମେ ଦିନ କଟାଇଦେଉ, କଥାବାର୍ତ୍ତାର ଯେ କରୁ ଗୋ୪ଏ ମୂଲ୍ୟ ଥାଏ ବା ଅର୍ଥ ଥାଏ ତା ନୁହେଁ, କେବଳ ଗପର ଆନନ୍ଦ ପାଇଁ ଗପ ହୁଏ । ଯେତେବେଳେ ମନେ ନ ପଡ଼େ, ସେତେବେଳେ ପୁଣି ପୁଣି ସେଇ କେଇଟା ପୁରୁଣା କଥା ପକାଇ ସମୟ କାଈଁ । ଗଳ୍ପ ନୂଆ ନୁହେଁ, ନୂଆ ଆମର ଅନୁଭୂତ, ଆମର ସାଙ୍ଗ- ସରସା, ସ୍ନେହର ପ୍ରତି ଗ୍ରେଷ ମୁହୂତ୍ତର ଅନୁଭୂତ ।

ଫଗୁଣ ବଉଳର ସୌରଭ ମିଶା ପବନ ପର ଆମର ସମସ୍ତ କାଟିବା କେବଳ ସ୍ଵପ୍ନମୟୀ ଅନୁଭୂତ, ମୁହୂ ମୁହୂର୍ଷକର ଅନୁଭୂତ, ଅବଚ୍ଛେଦ ବା ଦାନ୍ତ ବସ୍ତ୍ର ଅନୁଯାୟୀ ତହଁର ଗଣ୍ଡର ମାପ ହୁଏନାହଁ । ତା’ର ସାରଭା କେବଳ ଉଦ୍ଦେଶ୍ୟଭୁଲ ଘସିବାରେ, ବଉଳର ମନ୍ଦି ଟୋପାକୁ ଛୁଇଁ ଘାସ ଉପରେ ଲହଡ଼ ଖେଳବାରେ । ଇ ମୋ ନଜର, ଘଉଳ ପରଘର ଝିଅ, ଘର ମୋ ରକ୍ତର ଘଉଜ ପରଗୋଷ୍ଠୀ । କିନ୍ତୁ ମୋର ସବୁ ଥଳ, ସବୁ ଓଜର, ସବୁ ସୁଖଦୁଃଖ ଭଲ ଗୁରୁଜନ, ଘଉଜ ଲଘୁଠାରୁ ଆହ୍ଵାର କଣ୍ଡରେ । ଉଇଙ୍କୁ ଦେଖିଲେ ମୁଁ ଆପଣାକୁ ମନେପକାଏ, ଶନ୍ତା ଆଉ ଭବ ସବୁ ଗୋଟେଇ ଗୋଟେଇ ସଜାଡ଼ ହୋଇ ଠିଆ ହୁଏ, ଆଡ଼େଇ ହୋଇ ରହ ମାନ୍ୟ ଧର୍ମ କରେ, କଥା କଳ୍ପ ବସିଲେ ମଝିରେ ମଝିରେ ଆପଣାକୁ କଳ ନେଉଥାଏ, କେଉଁଶ ଠିକ୍ ହେଲ କେଉଁ ଅବା ଭୁଲ ହେବ, ଆଉ— ଗମ୍ଭୀର ହୋଇଯାଏଁ । ଯେତେ ଥର ତାଙ୍କ ସଙ୍ଗେ ମାଛମର ପାଖକୁ ଯାଇଛୁ, ଭୂମନ୍ତାନ ସ୍କୁଲଛୁ, ବେଶି ଗପି ନାହଁ, ଡ଼ମ୍ଭ ହୋଇ ନାହିଁ । ଯାହା ପରଜନ୍ତ ତା’ର ଠିକ୍ ଠିକ୍ ଉତ୍ତର ଦେଇଛି । ଆଉ ସିଦ୍ଧ କେବେ କାମରେ ପଠାଇଛନ୍ତି ସେ ‘‘ସା ପାନ ଅଣ୍, ସା ମାଛ ମସଲ ଆଣ୍’, ଚଲ ପରି ଧାଇଁଯାଇଛୁ, ଯେପର ଡେର ଝିକ ହେଲେ ନ ହୁଏ, କାଳେ କ’ଣ ଅସୁବିଧା ତାଙ୍କର ହେବ ଭଉଜଙ୍କ ସାଙ୍ଗରେ ।

ସେ ହସନ୍ତ, ମୁଁ ମଧ୍ୟ ପାଳ ଧର୍ରେ ! ହସ ନ ମାଡ଼ଲେ ସୁଦ୍ଧା ହର୍ସେ । ତାଙ୍କର ହସର ସୁଅ ବନ୍ଦ ହୋଇଗଲେ, ଠିପି ମାଈଲ ପଈ ମୁଁ ମଧ୍ୟ ହଠାତ୍ ଭୁମ ହୋଇପଡ଼େ । ୟୁ ଭା’ ଆଗରେ ବେଳେ ବେଳେ ଯଦି ମତେ ପ୍ରଶଂସା କରିବସନ୍ତ, ଏଡ଼େ କୃତଜ୍ଞ ହୋଇଯାଏଁ ସେ ମନେ ମନେ ତାଙ୍କୁ କେତେ ନମସ୍କାର କରେ, ଏଣେ ଲଜରେ ଓଠ କାମୁଡ଼ ମୁହଁ ତଳକୁ ପୋଛେଁ; କିନ୍ତୁ, ହଁ ଘର ଭଲପାଏଁ ତାଙ୍କୁ, ମୁହଁ ଖୋଲେ ନାହଁ, ମନ ଖୋଲେ ନାହିଁ । କେତେ ଲେକଙ୍କ ପାଇଁ ମନ ହୁଏ, ସମସ୍ତଙ୍କ ପାଖେ ମୁହଁ ଖୋଲେ ନାହଁ । କେତେକ ମନର, କେତେ ଲୋକ ଉବର, ଆଉ କେତେ ଅଛନ୍ତ ଯେଉଁମାନଙ୍କୁ ଏଇ ଦୁଇ ପୃଥକ୍ କଶିତା ଉପରେ ତାରତମ୍ୟ ରଖିଭନ୍ନ ଭନ୍ନ ଉପାୟରେ ମିଶାଇ ସେବାକୁ ହୁଏ । ସବୁ ସମ୍ବନ୍ଧ ଆପଣାକୁ ଆପେ ସେନାଇଁ ହୁଏ, ଏକ୍ସପର ଗୁଣ ଅଂଶ-ବଶିଷ୍ଟତାରେ, ଆପେ ଆପେ, ନିଃଶ୍ବାସ ନେଲ ପର ।

ସମ୍ବନ୍ଧଶୀଳ ସବ ଅନୁଭୁଷର ଜୀବନ ଭିତରେ ଏହିପରି କେତେ ସୁବାସ ଆମେ ପାଉଁ, କଏ ମଧୁମାଳଗର, କଏ ରଜଗନ୍ଧାର, କିଏ ଥିବା ଧୂଳମନ୍ଦିର, ପହଁ ପାଇଁ ୩’ଶ ମୁହୂର୍ଷ ସୁଦ୍ଧା କେହି ଗବେ ନାହିଁ । ତେଣୁ ମୁଁ ଭାଇଙ୍କୁ ଭଲ ପାଏଁ’, ଇଉଜଙ୍କୁ ଭଲ ପାଏଁ ଥଥର ସ୍ଵଇଙ୍କ ପାଖେ ସଙ୍କୋଚ ଆସେ, ଇଉଜଙ୍କ ପାଖେ ଆସେ ନାହିଁ ସଞ୍ଜରୁଡ଼େ, ଆମେ ଦୁହେଁ ବସି ଗପ କଲବେଳେ, ଦିନଯାକର ଖଣି ସାଈ ଆସି ପହଞ୍ଚି ଯାଆନ୍ତି । ଲମ୍ବା। ହୋ-ଟାଏ ମାଈ ଆସି କହ— ‘‘ରୁଝିଲ ନା, କେଡ଼େ ମାଛଟାଏ ପଡ଼ଥୁଲ ଆଈ, କ’ଣ ହବ, ଉଠୋଉ ଉଠୋଉ ତ ଗଳ୍ପ ଖସି ।?? ଇଉଜବୋଉ ହସି ହସି ଗଡ଼ ଥାନ୍ତି, ତାଙ୍କ ପିଠିପଟେ ମୁଁ ମଧ୍ୟ ଶଙ୍ଖ ନ କଣ ହସି ହସି ଲେଯାଏଁ । ଦେହର ଗେଞ୍ଜି ଖଣ୍ଡ ଓୟାଉ ଓହ୍ଲାଉ କହନ୍ତି, ‘‘କରେ ଘଧୁ, ଖାଇମୁଁ ପଘ କନ୍ଧ—ଆ, ଗପ ଖୋଇ ଖୋଇ ପେ୪ ଦୂରେଇବ କି ? ଏମିତ ଭଉଜ ରମେ—" ଘଉଜବୋଉ କହନ୍ତି, ‘‘କ’ଣ ଆଉ ପେଷି ଦୂରେଇବ, ମାଛ ତ ଖସିଗଲ—” ଢା’ପରେ ଉଠି ସ୍କୁଲପାଆନ୍ତି । ପନ୍ଦର ମିନଟ୍ ପରେ ଗ୍ରାମୋଫୋନ୍ବା ଜେ । ଭଲ କହନ୍ତି, ‘‘ଖାଈ ଘରକୁ ପଶୁ ପଶୁ କାନ ଅରଘ ପକେଇଦବ ।’’ ଘଉଜ ବୋଉ କହନ୍ତି, ‘‘ନା, ମୁଁ ନୁହେଁ ମୁଁ, ଘଧୁ ଶରଧା କର ତାଙ୍କ ଉଇକି ଶୁଣୋଉଛର ନା ।’’ ଉଇ ଦାଣ୍ଡ ଅଫିସ ଘରକୁ କାମ କରିବାକୁ ଉଠି ଯାଆନ୍ତି । ଘଉଜବୋଉ ହସି ହସି ଆସି ପିଠି ରୁପୁଡ଼େଇ କହିଦେଇ ଯାଆନ୍ତି, ‘‘ବଧୁ, ସୁନା ଉଇ, ବସିଥା ଏଠି, ମନଇଚ୍ଛା ରେକଡ଼ ବାଛୁ ବାରୁ ବଜୋଉଥା । ମୁଁ ଟିକଏ ତରକାର ଓହ୍ଲାଇଦେଇ ଆସେ ? ଏ ???

ଭୁମୀ ହୋଇ କାଠକଣ୍ଢେଇ ପର ରହେଁ । ରେକଡ ଉତ୍ସରୁ ରେକଡ ବଜାଏ । ଗୀତ ମଝିରେ ଘଉଜବୋଉ ବୋଲି କେବେ ଡାକେ ନାହିଁ । ପୁରୁଣା ଗୀତ ମଧ୍ୟ ଶୁଣେ । ଗୋସେଇଁଙ୍କ ସହାସର ସ୍ବର ଭକ୍ତିରେ ମାତ୍ରା କମେଁ । ରେକଡ ବାଜେ, ଭୁମତାନ ହୋଇ ବସିରହେଁ । ଶୁଣେ ସେ କାମ କରୁଛନ୍ତି । ବେଳେ ବେଳେ ଏ ଘରକୁ କ’ଣ ତାଙ୍କ କାମରେ ଆସି ବକୁଳ ପର ସ୍କୁଲଯାଆନ୍ତ, ଗୃହଁଦେଲେ ଫାଇଁ କର ହସି ଦିଅନ୍ତି, ଶେଷ କହନ୍ତ, ‘‘ ବଜୋଉଛ ? ବଜାଉ ଥା, ଆଉ ଟିକିଏ ?? ଥରଥାର ବସି ଘର ମନେପଡ଼େ । କେତେବନ ହେଇ ଆସିଲଣି ଗଠିଖଣ୍ଡେ ସେ ଦେଇଥୁଲ ଏଠି ପଦ୍ମ ଆଉ ନାହିଁ । କୋଣାରକ ଯିବା କଥା ଥୁଲ ପର—? ଘର ମନେପଡ଼େ । ଘର । ଆମର ନୁଆଁ ଣିଆ ଷ୍ଫଳ । ବୋଉ, ବାପା । କିଛି ମନେପଡ଼େ ନାହଁ । ଦେଖେ ରେକଡ ବୁଲୁ। ଗୋଟାଏ ଆଡ଼କୁ ଅନେଇଁ ରହେଁ । ଦେଖେଁ ବୁଲୁ ବୁଲୁ ଉଠୁଛ ପଡ଼ୁଛି । ଦେଖି ନେଳିଆ ସମୁଦ୍ର, କାଠକଣ୍ଢେଇଟିଏ ଘସୁଛି, ତେଉ ଆସୁଛି ଯାଉଛୁ ।

କାଠକଣ୍ଢେଇଟା ଉଠୁଛି ପଡ ଛ, ଉଠୁଛି ପଡୁଛି । ପଛଆଡୁ ବୁଝିଙ୍କା ପାଇ ସ୍ଵପ୍ନ ଭଙ୍ଗ ଯାଏ । ଘଉଜବୋଉ, ଦୁଇ ଗାଲ ହସ । ମୁହଁରେ ଝାଳ ବୁନ୍ଦା ବୁନ୍ଦା । ଲଲ ପଡ଼ପାଇଛି । ‘‘କ—ଗିବ ନାହଁ ??? ଗ୍ରାମୋଫୋନ୍ ବନ୍ଦ ହୁଏ । ସେଦନ ବଡ଼ ଜଉଟିଏ ଉଠିଥାଏ । ଠିକ୍ ଝରକା ସେପାଖେ ଉଞ୍ଚ ଉଞ୍ଚ ଦେବଦାରୁ ଗଛ, ତାହାର ମୁଣ୍ଡ ଉପରେ ଜହ୍ନ । ବାହାରେ

ଘର ମଲ୍ଲୀ ଫୁଲ ଫୁଟିଥାଏ । ସଞ୍ଜ ବୁଡ଼ ବୁଡ଼, ଶୋଇ ଶୋଇ ମୁଁ ଦେଖୁଥୁଲ, ଶକ୍ ଶକ୍ ଗୃହ ଆଲୁଅରେ ଶକ୍ ଶକ୍ ଫୁଲ । ଧୀର ପବନ । କଲେଜ ହଷ୍ଟେଲରେ କେତେ ଥର ବର୍ଷ ନଭେଇ ଦେଇ ଏହାପର ଶୋଇ ଶୋଇ ମୁଁ ରୁହଁଛୁ । ସେହପଣ ଗୋଟିଏ ସଞ୍ଜ କିଏ କହେ ମୁହୂଗୁଡାକ ଖାଲ ସ୍କୁଲପାଏ ବୋଲି ? କେଉଁ କଚ ଗଣ୍ଡରେଖାରେ ଭୁଲ ଭୁଲ ଥରେ ଥରେ ପୁଣି ମୁହୂ ସରୁ ଆସେ । ଲଗେ ଧରପଡ଼ । ପୁଣି ସ୍କୁଲପାଇ ରଖିଯାଏ ଶତାବ୍ଦୀ ଶତାବ୍ଦୀର ବ୍ୟବଚ୍ଛେଦ । ଶୋଇ ଶୋଇ ମୁଁ ଦେଖୁଥାଏଁ ଦିନଯାକ ପାଖେ ପାଖେ ବସି ସଞ୍ଜ ହେଲେ ବେଳେ ବେଳେ ମୁଁ ମଞ୍ଜ ଶକାକୁ ସେପରି ଦେଖୁଥୁଲ । ସେ ଥାକ କାହଁ ? କହେ ଆଁ ସଞ୍ଜରେ ମୁଁ ତାକୁ ଦେଖୁଥିଲା, ପେଟକେବେଳେ ବଗିର ଫୁଲଗଛ ଭକ୍ତରେ ଭୃଷ୍ ଭୃଷ୍ ହୋଇ ପବନ ଖେଳ ବୁଲୁଥୁଲ । ମନେପଡ଼ଲ କାଲୁଗୋଇ ଘରର ସେ ନରୁଝିଆ ବଡ଼ ପୋଖତ୍ଵ ।

ପାଣିରେ କଉ ତବ ଚଦି ଖେଳୁଥିବ । ଉପରେ ଖୋଲ ଆକାଶ । ଭା’ ସେପାଖର ଭୁଷୁଡ଼ି ପଡ଼ିଥିବା ସେ ପାହାଚଗୁଡ଼ାକ’ । ଥାଉ ଭା’ ଉପରେ ଉତ୍‌ଥାଳ କରି ଗଛର ଛଇ । ମଞ୍ଜଳକାକୁ ଆମ ଘରେ ଫେରଇ ଦେଇଥିଲେ, କରୁ ମଞ୍ଜଳକାକୁ ସେ ଦୂର ବନସ୍ତରେ ସେଦନ ସଞ୍ଜରେ ମୁଁ ଦେଖୁଥିଲ । ଭଲ ଲଗୁଥିଲା । ଜଉ ଥାଲୁଅ ମୁହଁକୁ କଅଁ ଳ କଣ୍ଠଦ ପର ! ଘରୁ ଊରୁ ରେଣୁକାକୁ ମୁଁ ମନେ ପକାଇଲ । ନିଜକୁ ଲୁଇ ପାଲେ ନାହିଁ ।

ଦେବଦାରୁର ଅନ୍ଧାରରୁ ହୋଇ ହସ ହ ସିଂହ ମଲ୍ଲୀବଗିରୁ ଉପରେ ଘସିଲ, ପବନରେ ଏସି ଏସି ଯେପର ସେ ଅନ୍ଧାର ଘରର ଝରକାକା ଥସି ପହଞ୍ଚଗଲ । ତା’ର ଟିକ ମୁହଁକୁ ଦୁଇ ହାତରେ ମୁଁ ଟେକ ଧରଲେ । ସୁନ୍ଦର, ଆହା କେଡ଼େ ସୁନ୍ଦର, ସୁନା ଭଉଣୀ ରେଣୁକା ।

ନା, ପବନ ଅନ୍ଧକ ରହେ ନାହିଁ । କେତେ ଦୁରରୁ ଦୂରରୁ କେତେ ଢେଉ ଆସି ବାଜେ । କେତେ ସୁରଭ, କେତେ ଅଧ ତିଆର ସ୍ଵପ୍ନ । କେତେ ଭୁଲଲ ନ-ଉଇଁଲ ସ୍ଵପ୍ନ । ନିଜକୁ ପାସୋର ପକାଇଲ । ନଦ ହେଲ । ସ୍ଵପ୍ନରେ ଦେଖିଲ, ଅସ୍ପଷ୍ଟ ଅନ୍ଧାରରେ ମୋ’ର ମୁହଁ ସାମ୍ନାରେଖୁବ୍ ଉଞ୍ଚ ହୋଇ ଗୋଟିଏ ଦେଉଳ । ମୁଁ ଖାଲ ଭଡ଼ ଉପରକୁ ଦେଖୁଛି କେତେ ଉଞ୍ଚରେ ତା’ର ଚୂଡ଼ା । କବାଧ୍ୟ ଫିଲ । ଏକା ଗୁହାଁଣୀରେ ଗୋଟିଏ ପାଖକୁ ମୁଁ ର୍ବ ରଛୁ । କେଜାଣି କେରେ ନାଗମୁରି ସ୍କୁଲଛନ୍ତ । ମୂର୍ତ୍ତି, ଅସ୍ପଷ୍ଟ ଅନ୍ଧାରରେ କେବଳ ଚଳନ୍ତ ପ୍ରକ୍ତମା । ମୁହଁରେ ଆବରଣ, ହାରରେ ଦୀପ। ଅନ୍ୟମନସ୍ଵ ହେଲପର ସେହଆଡ଼କୁ ଅନାଇଁ ଘୂର୍ବ ର୍ଡ଼ ଦେଖୁଥିଲ । ସେମାନେ ଦୁଆର ପାଖ ହେଲେ । ହଠାତ୍ ତାହାର ଭିତରୁ ଜଣେ—କଏ ସେ ଜାଣେ ନାହଁ—ଧାଡ଼ରୁ ଭଙ୍ଗି ମୋ’ର ପାଖକୁ ସ୍କୁଲଆସିଲ । ସ୍କୁଲଆସିଲ ମୋ’ର ପାଖକୁ ।

ମୁହଁରେ ଥାବରଣ, ହାତରେ ଦୀପ, ହଠାତ୍ କଅଁଳ ହାତରେ ମୋ ହାତକୁ ଧରି ପକାଇଲ । ଆସ୍ତେ ଟ୍ଵିଙ୍କିଲ । କହଲ, ଆସ’’ ସେମର ମୋ’ର ବଡ଼ଦନର ଶସ୍ତ୍ରା—ଅଣ୍ଡଆପଣାର; କିନ୍ତୁ ଚଉଁ ପାରଲ ନାହିଁ । ବସ୍ତି ଓ ଆନନ୍ଦରେ ଅଭିଭୁତ ହୋଇ ରୁହଁ ରହିଲ ! ଭା’ପରେ ଆସିଲ୍ ପବନ, ଅନ୍ଧାର ନଭଗଲ । ଭାଗ ନଈଗଲେ । ସ୍ଵପ୍ନ ମିଳାଇଗଲା ।

ପ୍ଟର୍ନ ଦେଖିଲ ଘର ଭିତରେ ଜହ୍ନ ଆଲୁଅ ଆସି ପଡ଼ରୁ । ମୋ’ର ଥଣ୍ଡ ପାଖରେ ବସି ପଡ଼ନ୍ତ ଘଉଜବୋଉ, ଆଉ ଦୁଇ ହାତରେ ମୋ’ର ମୁହଁକୁ ଧରି ହଲଉଛନ୍ତି । ଉର ଆଶ୍ରମ ଲଗିଲ, କିଛି ନ କହି ମୁହୂର୍ଭେ ରନ୍ଧ ମୁଣ୍ଡ ଏପାଖୁ ସେପାଖ ଝାଙ୍କି କାର ସୁଖ ଅନୁଭବ କଲ । ନିଃଶ୍ବାସଟିଏ ମାଈ ତାଙ୍କର କୋଡ଼ରେ ମୁହଁ କୁ ଭୃଷି ସ୍ଥିର ହୋଇ ଶୋଇଲ । ମୁଣ୍ଡ ଉପରେ ଆଙ୍ଗୁଠି ଖେଞ୍ଚ୍ ଖେଞ୍ଚୁ ସେ କହିଲେ— ‘‘କ’ଣ ପିଲଟିଏ ପର ଭୂମତାନ ହୋଇ ଶୋଉଛ ନାଁ, ଉଠିବ ନାହଁ କ ??? “କାହିଁକ ??? ହେଲ—” ‘‘ଉତ ପQ ତେଣେ ଥଣ୍ଡା ‘‘ଉଚ ନ ଖାଇଲେ—? ଧଡ୍ କର ଉଠିପଡ଼ ମୋର ହାତକୁ ଓଷାର ଦେଇ ସେ କହିଲେ, “ହଁ ନ ଖାଇବେ ଗୋ ନ ଖାଇବେ—ଉଠ ଉଠ ।’’ ମୋ’ର ସ୍ବପ୍ନ ଭଙ୍କି ଥିଲା ।

ବେଳେ ବେଳେ ମନେହୁଏ ସ୍ଵପ୍ନ ବୋଲ ଗୋ*ଏ କରୁ ନାହିଁ । ସ୍ଵପ୍ନ ବାସ୍ତବ, ବାସ୍ତବ ସ୍ଵପ୍ନ, ସବୁ ମିଶି ମିଳାଇଯାଏ ସେ ଦୁର ଦିଗ୍‌ବଳ ସେଞ୍ଜାରରେ । କେବଳ ଅନୁଭୂତ, ସେହି ଅନୁଭୂକ୍ତର ରୂପାନ୍ତର ସୃଷ୍ଟି କରେ ସ୍ଥିତି ମଧ୍ୟରେ ଅବସ୍ଥିତର ଇନ୍ଦ୍ରଧନୁ, ତାହାର ବର୍ଷ ପ୍ରକର୍ଡରେ ସ୍ଵପ୍ନ ବାସ୍ତବ, ବାସ୍ତବ ସ୍ଵପ୍ନ । କେତେବେଳେ କହେଁ ନେତା, ନେତ, ପୁଣି କେତେବେଳେ କହେ ସୋଽହମ୍ । ଏହାପର ଦିନ କଟୁଥିଲା । ସମୟର ମାପ ମୁଁ ରଖି ନାହଁ, ନବେଳାରେ ଅକର୍ମ ହୋଇ ବସି କେବଳ ଚନ୍ତା ଆଉ ଅନୁଭୁଣ୍ଡରେ ତୁଳେଇଡ଼ୁଳେଇ କିଏ ବା ରଖେ, ମୁଁ ରଖଣ୍ଡ ? ସକାଳ୍ପ ଉଠି ଦେଖେ ଘଣ୍ଟା ଟିକିଟିକ୍ ବାଜୁ, ଏଇ ଛଅଟା ବାଜିଲ । ତା’ର ଫଳକ ଉପରେ ଘଣାର

କଳାକାଠି ଏପାଖୁ ସେପାଖ ବୁଲ ଭୁଲ ପାଏ । ଏଇ ପଘ ମଣିଷର ସମ ମାପ । ଆଈର ଛଅଧ୍ୟ କାଶର ଛଅଧ୍ୟାରେ ମୂର୍ଖ ହୁଏ । ଆକର ସୂର୍ଯ୍ୟ ପୁଣି କାଈ ପୂର୍ବ ଆକାଶରେ ମା’ କୋଳରୁ କୁଦା ମାରେ । ସେହି ହୃଏ ସମୟର ଗତ । କନ୍ତୁ, ପରବର୍ତ୍ତନ ଯାହା ଆଖିରେ ପଡ଼େ ନାହଁ, ଢାହା ପକ୍ଷରେ ସମୟ ସ୍ଥିର । ସ୍ଥିର ।

ବେଳେ ବେଳେ ସେହି ଅନାଦ ଅନନ୍ତ ଅପରବର୍ଣ୍ଣମୟ ମହାକାଳକୁ ବସି ଧାନ କରେ, ତାହାର ଉପରେ କଳ ନର୍ସ ମୋ’ର ସବଅନୁଭୂତର ଜୀବନ । ସେହି ଧାନରେ ମୋ’ର ଆତ୍ମା ମହାଶୂନ୍ୟକୁ ଉଠେ, ବଶାଳ ଆକାଶର ଅସୀମ ବସୁ,ତକୁ କ୍ଷୀଣ ଧୂପ ଧୂଆଁ ପର । କଲ୍ପନାର ଇନ୍ଦ୍ରଧନୁରେ ସେ ମଧ୍ୟ ହୁଏ ବର୍ଷର କ୍ଷୁଦ୍ର ବହୁ । ତା’ର ସଭ୍ ଆଉ ପାଏ ନାହିଁ । ପରବର୍ତ୍ତନରେ ଯାହାର ବଶ୍ବାସ ନାହଁ, ତାହା ପକ୍ଷରେ ସମସ୍ତ ସେଦନ ରେଣୁକାର ଶଠି ଆସିଥାଏ ଘଉଜବୋଉଙ୍କ ପାଖକୁ, ତାହାର ଉଚ୍ଚରେ ଦୁଇ ଆଙ୍ଗଳ ଚଉଡ଼ା ସ୍କର ଅଙ୍ଗଳ ଲମ୍ବା ମୋ’ ପାଖକୁ ମଧ୍ୟ ଖଣ୍ଡ ଏ ଇଠି—‘‘ ଘଧୁଘଇ, ଅପା ଲେଖିଥଲ କୁମେ ସେଠି ଅଛ । ସବୁଠିକ ଯିବାକୁ ଭୁମର ବେଳ ଅନ୍ଧ୍ର, ଆମ ଘରକୁ ଆସିବାକୁ ବେଳ ନାହିଁ । ବାପା କେତେ କହୁଥିଲେ, ଘଧୁ ବୋଧହୁଏ ଆସିବ । ବୋଉକୁ ଜର ଗୁଡ୍ ନାହିଁ । ଆଉ ଶଠି ଦଉନା, ଭୁମେ ତ ବଡ଼ଲେକ । ମୁଁ ଭଲ ଅଛି, ବଡ଼ବଡ଼ ଗୁଣ୍ଡା ଖାଇବ । ଇଣ୍ଡ । ରେଣୁକା ।”’

ଘଉଜବୋଉ କହିଲେ, ‘‘ଆସ ବଧୂ, ତୁମେ ଥାକ ବଡ଼ ବଡ଼ ଖାଇବ, ସ୍ଵୟଂ ରେଣୁକା ଦେଈଙ୍କ ହୃଲୁମ୍ ।’’ ଗୁଣ୍ଡା ମୁଁ କହିଲି, “ହୃଲୁମ୍ କାଶ କରେଇବାକୁ ରେଣୁକା ଦେଈ ତ ଏଠି ଉପସ୍ଥିତ ନାହାନ୍ତି—" ସେ କହିଲେ, ‘‘ନଶ୍ଚୟ ଅଛନ୍ତି, ମୁଁ ତାଙ୍କର ପ୍ରତିନଧୁ, ଅତଏବ ଘଧବାରୁ, ଶୀଘ୍ର ପ୍ରସ୍ତୁତ ହୁଅ ।” ନଣ୍ଡ ରୁ ହୋଇ ବସି ଶଠି ଭୃଶ ଆଙ୍ଗଳ ନଠେଇ ଉଠେଇ ଦେଖୁଲ, ହାତଟା ଧରି ଝିଙ୍କି ନେଇଗଲେ ସଚ୍ଚ ଖାଇବାକୁ । ଗୋଳାଣ୍ଡର ଉଷା ଗୋଳାନ୍ତ ବୁଝେ । ସ୍ଵୀନାତର ଘଷା ନୀଜାତ ବୁଝନ୍ତୁ ।

(କନ୍ତୁ ଆମେ ବୁଝିପାରୁ ନାହୁଁ, ହା ମଣିଷ !) ଖାଇ ବସି ବସି ମୁଁ କହଲ, ‘‘ପ୍ରକ୍ଟରରେ ସଉଜବୋଉ, ବଡ଼ତ  ଦନ ହେଲ ମୁଁ ଆସିଲଣି, ଯିବାକୁ ବେଳ ହେଲାଣି ବୋଧହୁଏ ।?? “ଏହି ଖାଲ ‘ବୋଧହୁଏ’ ‘ବୋଧହୃଏ’ କର କଯିବ, ନୁହେଁ ଘଧୁ ? ଔ ବୋଧହୃଏ !”’ ହସି ହସି ଗଡ଼ଗଲେ । ‘‘ ନାଇଁ ସରେ ।” ‘‘ହଉ, ସ୍ଵଇଙ୍କ ଆଗରେ କହିବ ସେ ସବୁ କଥା । ବାଜେ କଥାରେ କ’ଣ ଅଛ, ରେଣୁ ଆମର ଘର ଭଲ ପିଲା ।’’ ଏଠିକ୍ ଇମଣ ପଣ ।” ‘‘ରେଣୁକୁ ଆମର କୌଣସି କାମରେ କେହ ତ ଯିବେ ନାହିଁ ।?’‘ନା, କଭବେ କେମିତ—ଗାଁର ମା— ।? ‘‘ସେଇ ଗାଁର ମାଟି ମୁହଁରେ ବୋଳ ତୁମେ ଧନ୍ୟ ହୁଅ ।”’ ‘ ରା’ହାଲେ ମୁଁ ବି କରନ୍ତୁଲ କଲମ ହାଣ୍ଡି ଦୁଆଇ, ଆଉ ବୈଷଇଘର କଚର ଖୋଲିବ ।’’

ଗୋପୀନାଥ ମହାନ୍ତି by ଦ୍ୱାରା ଅଧିକ ପୁସ୍ତକ

15
ପ୍ରବନ୍ଧଗୁଡିକ
ମନ-ଗହୀରର ଚାଷ
4.0
Mana Gahirara Chasa, Gopinath’s debut book, was released in 1940. Dadi Budha, Paraja, and Amrutara Santana next followed (1947). He produced a lot of writing. He also penned three dramas, two biographies, two volumes of critical essays, twenty-four novels, ten collections of short stories, five books on the languages of the Kandha, Gadaba, and Saora tribes of Odisha, and two volumes of critical essays. Rabindranath Tagore’s Jogajog (1965) and Tolstoy’s War and Peace (Yuddh O Shanti), in three volumes, were both translated into Odia by him.
1

ପ୍ରଥମ ଭାଗ

18 May 2023
0
0
0

ଛୁଟି ଦିନରେ ସହର ଗୁଡ଼, ଗାଁଲୁ ଯେତେବେଳେ ମୁଁ ଗୋଡ଼ ବଢ଼ାଏଁ, ନଈବାଙ୍କର ବଡ଼ ଦେବଦାରୁ ଗଛ ପାଖେ ଦିନେ ଦିନେ ସେମୋର ମନେପଡ଼େ । ଆଜ ମୁଁ ବୁଢ଼ା ହେଲଣି, କିନ୍ତୁ ଝୋଲମର ଦ’ପହରେ ନଈକୂଳଥା ଶକ୍କଣ ପବନ ଯେତେବେଳେ ଦେହରେ ବାଜେ, ଥାଉ ଆରପାଖର ଗହ

2

ଭାଗ 2

20 May 2023
0
0
0

ମୁଁ ମନେ ମନେ ଘର ଖୁସିସାଏଁ, ହର୍ସେ । ରେକା ଭଉଣ ପଠିରେ ମୁହଁ ଲୁଚେଇ ମୁହଁ ଭ୍ର କୃଷି କରି) ମତେ ଦାନ୍ତ ଦେଖାଏ । ଥାଉ ଥାଉ ମଣିଷଙ୍କୁ ତ ଦେଖିଥିଲ ସେଠି, ସେମାନେ ମନେ ନାହାନ୍ତି କାର୍ବକ ? ଗଲେ ସେମାନେ ସପ ପାଦେଇଛନ୍ତି, କହିଛନ୍ତି, ବସ । ମ

3

ଭାଗ 3

20 May 2023
0
0
0

କିନ୍ତୁ ପଛରେ ଯାହା ଆସୁଛି, ଏ ଯେପରି ତାହାର ପହଲ ଧକ୍କା, ଏହାପର ଆଶଙ୍କାରେ ମନ ପୂରଯାଏ । ଆଉ ବସ୍ତ୍ର ହେବା କଥା—ବୋଉ ବା ଆଉ କେହି ସେପରି କଥା ଉଠାଇଲେ ହସି ହସି ମୁଁ କଥା ଉଡ଼ାଇ ଦିଏଁ । ଅଥଚ ନବେଳାରେ ମନ ଭିତରେ ମୁଁ ସେହି କଥା ଭର୍ବେ । ମୋ

4

ଭାଗ 5

22 May 2023
0
0
0

ଗଣ୍ଡରେ ଉଦାସ ମନରେ, ପଡ଼ି ଦେଖେ, ଭଲ ଲଗେ । ସକାଳେ ଆଉ ଥରେ ପର୍ତେ, ଦିନ ଆଲୁଅରେ । କେତେ ଅସଙ୍ଗର ଅବାନ୍ତର କଥା ବୋଝେ ଲେଖିଛୁ କ’ଣ ହେବ ସେଗୁଡାକ ? କାଟିକୁ ନୂଆ ଶଠି ଲେଖେ । “ମୁଁ ଭଲ ଅଛି, କୂ କପର ଅଛୁ, ଶଠ ଦେଉଥୁରୁ’’: ‘ ତା’ପରେ ଆପେ ଆ

5

ଭାଗ 6

22 May 2023
0
0
0

ବାଡ଼, ଯାହା ସମ୍ଭବ, ସେଣ୍ଡକରେ ଆପଣା ଆପେ ବାନ୍ଧ ହୋଇ ରହ ମନ ଛପ୪ ହୁଏ । ମୁଁ ଜାଣେ ମୁଁ କ’ଣ । ସେମାନଙ୍କ ଆଖିରେ ମୁଁ ଖୁବ୍ ବଡ଼, କିନ୍ତୁ • •। ମନେପଡ଼େ କିଏ କେତେ କପାଳରେ ଆଖି ଖୋସିଦେଇ ମୋତେ ସ୍ଫୁର୍ତ୍ତ ଛୁ । ଏତେ ପୂଜା, ଅର୍ଘ୍ୟ, ମୁଁ

6

ଭାଗ 6

25 May 2023
0
0
0

 ‘ନବେଳ’, କବଢା’ ଅର୍ଥାତ୍ ମଣିଷ କ’ଣ ହେଁ ତା’ ନଜେ ବୁଝିପାରେ ନାହଁ, କିନ୍ତୁ ଯାହା ପାଏ ତାକୁ ପାସଙ୍ଗରେ ପକାଏ ନାହଁ । ଆକ ଘରୁଛୁ, ଶେଷରେ କବର। ହଁ ମିଳେ ନାହଁ, ବାଧ୍ୟ ହୋଇ ମଣିଷ ହଜ ମନକୁ ପ୍ରବର୍ତ୍ତାଏ ଯେ ଏଇ ମୋ’ର କବଢା—ଶ୍ରେଷ୍ଠ କବଢା—

7

ଭାଗ 7

27 May 2023
1
0
0

ବୋଧହୃଏ ନାଘ ଜୀବନର କଶିଷ୍ଟତା । ଏହା ବୁଝିପାରବା ଶକ୍ତର ତାରତମ୍ୟ ଅନୁସାରେ ମୂଲ ହୁଏ । ନାଗ-ପ୍ରାଣର ସ୍ନେହ ବୁଝି ପାରିବା ଅନୁସାରେ । ସେଦନ—କେତେ କଥା ବସି ଘରୁଥୁଲ । ଝୋଲମର ୩’ପହରଣ, ଦୁଆରମୁହଁ ପାଖେ ସଉଜବୋଉ ବସି ବସି ଅଧ ଅଧ ଅନ୍ୟମନସ୍କ ହ

8

ଭାଗ 8

27 May 2023
0
0
0

ମୁଣ୍ଡ ହଲେଇ ହଲେଇ କହିଲେ, ‘‘ବାଜେ କଥା—ବାଜେ-କଥା, ରେଣୁକା ଭୂମୁକୁ ଠିକ୍ ମଣିଷ କରିଦେବ ।?? ହସି ହସି ଫାଟିପଡ଼ ପୁଣି ସେ କāଲେ, ‘‘ଅର୍ଥାତ୍ ରେଣୁକାକୁ ତୁମେ ବାହା ହୁଅ ।” ମୁଁ ତ ହସିଲ, ମୋର ହସ ହେଲା ନାହିଁ । ଯେପରିକ କଲେଜ ଘଣ୍ଟାରେ ଧାଇ

9

ଭାଗ 9

27 May 2023
1
0
0

କୌଣସି କାହାଣୀକୁ ଆଉଥରେ ପଡ଼ି ନାହିଁ, ତା’ର ବନ୍ଧକୁ ଏଲ୍‌ବମ୍‌କୁ ଥରେ ଥରେ ନରେଖି ଦେଖି ନାହଁ, କେବେ ଭା’ର ଆଖିରେ ମେଘ ଆଇସି ନାହଁ, ସବୁଦିନେ ସୁଖୀ ଉଜ୍ଜଳ ରମେଶ । ରମେଶ ଗୌରବ ନଏ କରୁ ତାକୁ ଫାଙ୍କି ଦେଇ ନାହଁ, ହୁଏତ ସେ ଭଗ୍ୟବାନ୍, ହୁଏତ

10

ଅଂଶ- 10

30 May 2023
0
0
0

ଥତ୍ସବ ହୁଏ ସବନାର ସୁଅ । କେବଳ ବାର ମାସର ଢେର କରା ନୁହେଁ, ସେ ତ ସ୍ଵାଘବକ, ଭବ ବସିଲେ ବୁଝିହୁଏ ଭଞ୍ଜ କବଙ୍କର ଋଭୁ ବିଶେଷରେ ଧାରଣା ଓ କଳ୍ପନା । ଆଲୁଅର ଭେଜ, ପରସ୍ଥିତର ଗୁଇ, ସ୍ଥାନର ଦ୍ୟୋଚନା, ବିନାର ଚମକ—ଗୀତ, ବାଜା, ବଳାପ, ଦୁଃସମ୍ବାଦ

11

ଅଂଶ- 11

3 June 2023
0
0
0

 ଘରୁଥୁଲ—ରଘୁନାଥ ଆଉ ଯାହାହେଉ ବେଲୁବ୍ ନୁହେଁ, ଯେଉଁ ବ୍ୟବସାୟ-ବୃଦ୍ଧି-ସମ୍ପନ୍ନ ରଘୁନାଥକୁ କଲେଜରେ ଏତେଦିନ ମୁଁ ଚଉ ଆସିଲ, ଦେଖି ଆସିଲ, ସେ ସାଧାରଣ ବୁଦ୍ଧିରେ ଭୁଲ୍ କରବାର ଲେକ ନୁହେଁ । ସବୁଥୁଲ—ଛକ ପାଖେ ପାଖେ ଥିବାଯାକେ ଲେଖାର ଭବିଷ୍ୟତ

12

ଭାଗ- 12

10 June 2023
0
0
0

ହରଉଇନା ତ ଲେଖା ବଷୟରେ କଶୌଶ୍ୱମୋହନ ସଙ୍ଗେ ସମ୍ବନ୍ଧ ପକ୍କା କରି ସାଈଥିଲେ, ଆଉ ରଘୁନାଥବାରୁଙ୍କ ଛଵ ଵଷରେ ନାହିଁ କରନ୍ତେ କାର୍ତିକ ? କହିଦେଲେ — ‘‘ହଉ, ଆପଣଙ୍କର ଯେଉଁଥରେ ଗଜ ।” ତା’ ସେ ରଘୁନାଥବାରୁ ଏକଦମ୍ ଜବାବ୍ ଠିକଣା କରିଦେଲେ । ଯାଇହ

13

ଭାଗ- 13

10 June 2023
0
0
0

କହିଲ, ‘ଛ—ମନର ଯଦ୍ଧ ଜୋର୍ ଅଛୁ ଆସି ବସହେବ । ଭଲ ପାଇବା ପାପ ନୁହେଁ । ବାପାଙ୍କୁ କହିବ । ତୁମେ ନିଜେ ମଧ୍ୟ । ସମାଜ ବଦଢ଼ୁଛୁ, ବଦଢ଼ୁଥିବ । ଲେକେ କହିବେ, କହନ୍ତୁ, ଯାହା ଉପରେ ନିର୍ଭର ନାହଁ ତାକୁ ମୁଁ ଡରେନାହଁ । ଆମେ ବସହେବା, କେ ଅଧ୍ୟକେ

14

ଭାଗ- 14

12 June 2023
1
0
0

ଆଉ ମୁଁ ଖବର ରଖିବାକୁ ଉତ୍ସୁକ ନୁହେଁ—କଏ କ’ଣ କଲ୍, କିଏ କଣ କରୁଛୁ ଇତ୍ୟାଦି । ସେଗୁଡ଼ାକ ବାଜେ କଥା, ଯାହା • ସାଙ୍ଗରେ ମୋ’ର ଶସ୍ତା ସଙ୍କି ପାଇବୁ । ବାହାଘଡ଼ ପଡ଼ିଲେ କେତେ ଆଉ କେତେ ଵସଘର ନିମନ୍ତ୍ରଣ ଆସେ ସୁନ୍ଦର କାଗଜରେ ସୁନ୍ଦର ନିମନ୍ତ

15

ଭାଗ - 15

12 June 2023
1
0
0

ଦିନ ଯେମିତ ୧ଲ ସେମିତି ଅଛି । ମଣିଷ ଯେମିତ ଥଲେ ସେମିତ ଅଛନ୍ତି । ପୃଥ୍ବୀର କିଛି ପରିବର୍ତ୍ତନ ଘଟିନା, ଅଥଚ, ମୋ’ର ବସ୍ତ୍ରଘର ସରଚ୍ଛ । ବୋବା ତାଙ୍କ ଘରେ ବଦାବବେଳେ ପୁରୁଣା ଗତରେ କନ୍ଦା ଲଗିଲ, କାନଡ଼େର ରେଶ୍ମୀକାର କାନ୍ଦଣା ମୁଁ ଶୁଣି, ମନ

---

ବହି ପଢ଼ନ୍ତୁ