ଦାନାପାଣି
ଅନ୍ଧାରରେ ଗଢ଼ ଛ ରୂପ । ଏମିତ୍ତ ଛଣେକେ ସେ ଆସେ, ଝଣଝଣେଇ ଉଠେ ମନ । ଅସ୍ଥି ର ହୋଇ ଏପାଖ ସେପାଖ ହେଲ ବହେ—ପିଣ୍ଡା, ଦୁଆର, ଦାଣ୍ଡଘର ଝରକା ବାଟେ ଅନ୍ୟମନସ୍କ ହୋଇ ପଦାକୁ ।
କାହିଁ କିଏ ! ? ଗୁସ୍ତା ସେପାଖେ ଝରକା ବା ଶୁଛୁ କଲେଜରୁଵ ବହକ ଗୃହଁ ପେନ୍ସିଲ ର ଅଗ ପାଟିରେ ପୂରେଇ କଣ ଭରୁଛୁ ।
କ'ଣ ଭରୁଛି । ମନ ` ପୁଣି ମନ ଥକଲ ପଖି 3 ଓହ୍ଲାଇ ଦେଇ ଫେରିଆସିଲ୍ ଆପଣା ସ୍ଥାନକୁ । ଏଥର ଉଚ୍ଚ ଫୁଝିଲଣି
ଢଢଲ ପାଣିରେ ଅସଂଖ୍ୟ ରୁଦରୁଦ୍— ଗଦ୍ ଗଦ୍ ଗନ୍ ଗଚ୍ । କେଡ଼େ ଆସେ ! କି ଶବ୍ଦ ! କେଢେ ବଡ଼ ବଡ଼ଝାମାନ । କାହଁ ଫାଟି ମିଲାଇଯାଏ, ସ୍ଥାନ ଖାଲ ରହେନାହଁ । ପାଖକୁ ପାଖ ମେଞ୍ଚା ମେଞ୍ଚା ହୋଇ ନାଟ କରୁଥାନ୍ତି । କୁଦ୍ କ୍ରୁଦ ସତ୍ତ୍ୱେ କି ଅସରକ୍ତ । ସେଭେବେଳେ ଦେଖିଲେ ସେତେବେଳେ ପୂର୍ଣ୍ଣ । ପୂର୍ଣ୍ଣରୁ ପୂର୍ଣ୍ଣ ଘଲଯାଏ, ରହଥାଏ ପର୍ଣ୍ଣ । ନଜଦେଖା ରୁଦ୍ରୁଦ୍ର ନା୫ ନତି ଦେଖାଏ ନୂଆ ତମକ ।
କଛୁ ନାହଁ, ଘରର ବୋହ ଟିଏ ବଡ ଗ୍ରତ ଗ୍ରନ୍ଧ ଛ, ଅମ୍ଳ ସାଧାରଣ ଦୃଶ୍ୟ । ଗୂଢ ନଅ ।
ଫେରୁଥିବେ ଅଲରୁ ! ଭାଙ୍କର ପ୍ରମୋସନ ହୋଇଛୁ, ଅନ୍ୟ ପାଦ, ବଡ଼ ପାଦ । ସାନଘରୁ ବଡ଼ଘରକୁ ଘୋଡ଼ ବଢ଼େଇବା ପାଖ ହୋଇଗଲ । ା ପରେ ଧନ ଆସିବ, ସରେଜ ଧନ ଭଲ ପାଏ । କେମିଶ୍ର ଝାବନ ସେ ? ଧର୍ମ ହେଲେ କେମିତ୍ତ ଲଗେ ? ପିଲଦନ୍ତୁ ଏଯାକେ ମନେ ପଣ୍ଡଗଲ୍ ଦେଖା କଥା, ଶୁଣା କଥା । ପାଖ ଗାଁରେ ଭାର ବରଘର ଲାଗିଥଲ,—ଭଣ୍ଡାରୁଣ କହେ କୋଠାଘର, ଧାନ ଅମାର, ଦାସୀପବାସ ଖ୭, ଦାଣ୍ଡରେ ଯାନଯାଉ, ନାଟତାମସା ହୁଏ, କଲବାଜା ବାଜେ । ଜାଢକ ଶୁଝି ଲନାହିଁ; କିନ୍ତୁ ସେ ଥଲ ଗୋଟାଏ ବଡ଼ଲେଜ ହେବାର ସୁପ୍ନ । ଢା’ପରେ ବାଧ୍ଯରେ ଘାଟରେ, କାହା ଘରକୁ ଭୁଲଗଲେ, ଦେହରେ ଦାମୀ ଶାଢ଼ୀ, ମୁଣ୍ଡରୁ ଗୋଡ଼ଯାକେ ଅଳଙ୍କାର,—କିନ୍ତୁ ନାଁ, ସରୁ ଧନଲେକ ବେଶହୋଇ ଭୁଲନ୍ତ ନାହଁ, ଧନ ଅଛୁ ଏଇକ ଧାରଣା ସଥେଷ୍ଣୁ । ଯାନବାହନ, କୋଠାବାଣ୍ଡ, ଭୂମି ସମ୍ପତ୍ତି ଥିଲେ ସଥେର୍ଡ଼ ନୁହେଁ, ଦରକାର କର୍ତ୍ତୃତ୍ଵ, ଧନଗଢ ଅଧୁକାର, ମନ ଇଚ୍ଛା ଏବଂ ଲେକେ ଖାଘର କରିବେ । ଥିଲେ ସଥେଷ୍ଟ ନୁହେଁ,—ଅଛ ବୋଲି କହ ରୁଲବେ ଦଣଜଣ । ସ୍ପ୍ରିଙ୍କର ଅଛ, ଆମର ନାହଁ । ନ ଥଲଲେଜ ନ ଥିଲେ