९९०
ଦାନାପାଣି
ମଣିଷ ଏଠି ଦାନାପାଣି ଆହରଣ କରେ, ଦାନାପାଣି ଅପହରଣ କରେ, ପୁଣି ଦାନାପାଣି ଯୋଗାଏ ଆଉ କାହାକୁ । ମରବରେ ଭଉ ବଢ଼େ ବା କମେ, ବଢ଼ି ଲ ଭଉରେ ଭଲୁଣୋଷାରେ ଝାଣି ହୋଇଯାଏ ପରର ଆହରଣ,—ଘରେ ଘରେ ସେହ ଭୂଢଥାଲ୍ ସଜା ହୋଇଛୁ, ସେମିଦ୍ଧ ଗିଲସେ ପାଣି, ଖଣ୍ଡେ ଆସନ, ଅଥଚ ଗ୍ରଉ କର୍ମିଆ ରେ ଲୁପ୍ତ ହୋଇଯାଏ ପ୍ରତଥାଳର ବାରପଣ । ଗୁଲ୍ ଗୁଲୁ ହୋଇ ଗୃହସ୍ଥ ଗୃହଁରହେ, ସ୍ତ୍ରଢଥାଈରୁ ଗ୍ରଢ ସ୍କୁଲଯିବାର ଦେଖେ, ଜାଣେ ନାହିଁ କିଏ ନେଲ, କେମିତ ନେଲ ! କମିଆଁ ର ତଥ୍ୟ କାଣେ ନାହଁ କ୍ଷେତର ଋଷୀ, ଫ୍ୟାକ୍ଟଈର ମୂଲଆ, ଅଫିସ୍ର କିଗ୍ରମ୍ପ । ଯାହାହେଉ ଢାର ନାଁ,—କଣିଖିଆ ଯେତେ,—କେବଳ ଜାଣେ, ଭଉ ବଢ଼ି ଗଲ ହୃ-ଢ଼ କଣ, ଭାର ସେହ ଶ୍ରମ ରହିଛ, କମି ନାହଁ, କିନ୍ତୁ ଶ୍ରମଝାଳରେ କେବେ ପାଉଥଲ ଆଠବସ୍ତା. ଆଖି ସେ ଦେଢ଼ ବସ୍ତାଲ । କପାଳରେ ହାଇପୋଡ଼ ଭଗବ ନଙ୍କୁ ସ୍ମରଣ କରେ, ବାରମ୍ବାର ଠାକୁରଙ୍କୁ ଡାକେ କେବେ ଯିବ ଏ ବେଲି ।
ସେହ ଅର୍ଥନତର ଅନ୍ଧାଈ କମିଆଁ ରୁ କଛୁ ଅଂଶ ଗଢ଼ାହୁଏ ଏହି ଅଫିସ୍ ଘରେ,—ଆଉ କିଛୁ ଆଉ କେଉଁଠି କେଉଁଠି I
ମୂଳର ଉପାଦାନ ଏକା ।
ଏହି ସେ ପ୍ରାଚୀନ ବରଗଛ । ଇହାସ ସେ ଦେଖିଛୁ ।
ରଣୋଲ୍ମଷ୍ କଲିଙ୍ଗର ପୋଇ ବେଶ । ସାମ୍ରାଜ୍ୟବାଦୀ ଜାଖବାଦୀ ଜନତାର ସମରସଜ୍ଜା । ପୁଣି ଅହଂସ ଧର୍ମନ୍ଧବର ନାÐ, ଅଶୋକଙ୍କ ଅନୁଶାସନ, ଚୈତନ୍ୟଙ୍କ ସଗର୍ତ୍ତନ ।
ବରଗଛ ବଢ଼ି ଉଠିଛୁ ।
ଆଜି ସେ ଦେଖୁଛୁ କୁମ୍ପାନ୍ଧର ଅଫିସ, ବ୍ୟବସାସ୍ଟ ପାଇଁ ଜୀବନଧାରଣ, ଦାନାପାଣିପ୬ ସମାଜର ଭରି । ଜୀବନର ଅର୍ଥର ମାପ ସେରଭଗୁଜୁରେ ।
ଦରଗନ୍ତ ଦେଖୁଛୁ ବଳୀଦତ୍ତ ଦାସକୁ । ଆକାରର ଢାରଢମ୍ୟରେ କ୍ଷୁଦ୍ର, ସେ, ଗୃଶ ଫୁଟ ନ ଇଞ୍ଚ । ସେ ଗୃହେଁ ନାହଁ ଧର୍ମ ଅର୍ଥ କାମ ମୋକ୍ଷ । ସେ ନଟାଣ ଗୃହେଁ ନାର୍ଦ୍ଧା, ଖୋଜେ ନାହେଁ ସମାରୋଗ ବା ପରତ୍ୟେକ ।
ଦ ଢ ପ୍ରମୋଶନ ଗୃହେଁ କ୍ଷୁ ଦ୍ର, ବଲୀଦତ୍ତ ଦାମ, ଧନ ଗୃହେଁ, ପ୍ରପରି ଗୃହେଁ ଚଳନ୍ତ ଗନ୍ଧରେ ଉପଶକମାନଙ୍କ ଅଧସ୍ତନମାନଙ୍କଠାରୁ । ଏହି ଉଦ୍ଦେଶ୍ୟରେ ବଞ୍ଚିବା ଢାଲୁ ଯେଉଁ ପରମାଣରେ ସାହାଯ୍ୟ କରିବ ସେହ ହେବ ଭାର ଜୀବନ, ସୁନ୍ଦର ଜୀବନ ।
ଆଶା,—କ ଆଶା ଢାର ! ପ୍ରାଚୀନ ବରଗଛ ଶ୍ରେଣୀର କର୍ମସ୍ଥ ଖୋଜି । ସେତେବେଲେ ସଗ୍ଲେଜମ ଭଲେ ସେ ଗୃଲଛୁ ତା ଭାର ମନେ ନାହଁ,