ଦାନାପାଣି
९१
ଭଲ ଲଗା, ଦାମୀ ଯାନବାହନ, କୋଠାବାଡ଼, ଜମି; ଅଥଚ ତାକୁ ଅକୂ ନ କଈବାକୁ ଗଳ୍ପବେଲେ ଉପାୟ୍ ଦେଖି ପଞ୍ଛନ୍ତ । ତେଣୁ ପରର ଦେଖି ହାଇଁପାଇଁ ହୋଇ ଦିନ ଯାଏ ଏବଂ ଏ ହାଇଁପାଇଁଆ ଭଲ ବେଲେ ବେଳେ ମେଣ୍ଟ ବାନ୍ଧ କତାଲ କଣ୍ଠଉଠନ୍ତ ଦୁଦ୍ଧଆଁ ର ସୁସ୍ଥି ଓଲଝାଇବା ପାଇଁ । ସେମାନଙ୍କ ପ୍ରସ୍ଥ ଭାର ସହାନୁଭୂତ’ ନାହଁ । ପେ*-ତ୍ୟେକ ମୁହଁ-ଲଜ ସେ ଗୃହେଁ ନାହିଁ । ମଣିଷ ଘନେନା ଦନେ ଜଳର ଇଚ୍ଛା ନଜର ଉଦ୍ଦେଶ୍ୟରେ ଶହୂ ବାକୁ ବାଧ । ସେତେ ଶୀଘ୍ର Đହ୍ନି ନେଇ ଢାର ନଜର ବାଧ୍ୟ କାଳିଯିବ ସେତେ ଭଲ । ଉଦ୍ଦେଶ୍ୟ ପାଇବାପାଇଁ ସାହା କଲେ ଚଞ୍ଚଲ ମିଲବ, ସେହ ସରୁଠୁ ଭଲ ଉପାୟୁ । ଢାର ଶୁଭାଶୁକ ଘରୁ ହାଇଁପାଇଁଆ, ଖୋକ ରୁଲୁ, ବହ ଲେଖୁ, ସେଥରେ କିଛୁ ବଲୀଦତ୍ତ ଦାସ, ଜନ୍ମ ହୋଇଛୁ ଭୋଗ କରିବା ପାଇଁ, କଣ ଭରୁ ଯେ ଯାହା, - ଯାଏ ନାଇଁ । ସେ କଶଛୁ. ଅର୍ଜିବା ପାଇଁ
ଏବଂ ନଠେଇ ଦେଖିଲେ ବଡ଼ ବଡ଼ ସ୍ତରରେ ଦ୍ଧ ସେହ ଦର୍ଶନ ଦିଗ । ଉପାୟ କଥା ବି ବସୁଥିଲେ କୁମ୍ପାନ କୁମ୍ପାଦ୍ଧ ହୋଇ ନ ଥାନ୍ତା । ଶୂଳଖତରେ ଏବେ ରୁଦ୍ଧି ଲଟନ୍ତା ନାହୁଁ ।
ଉପା ଈଷୟରେ ଧର୍ମଗ୍ବ ଲେକଦେଖାଣିଆଁ ପାଇଁ ଆତ୍ମରକ୍ଷାମୂଳକ ପ୍ରପ୍ଟର କାର୍ଯ୍ୟ । ଆନ୍ଧ୍ର ଏତେ ପ୍ରକାର ଅଫିସରଙ୍କ ମେଳରେ ନଜକୁ ଅତି ସ୍ପଷ୍ଠକଣ ସେ ଦେଖିପାରୁଛୁ । ଭୁଣ୍ଡରେ ଶିଷ୍ୟତ୍ ଓ ଆଚରଣରେ ଦାସ୍ୟଭାବର ପ୍ରାଚୁର୍ଯ୍ୟ ଦେଖାଇଲେ ବ ମନ ଭୂକ୍ତରେ ଅନୁଭବ କଣ୍ଠପାରୁଛୁ ଐଶ୍ବର୍ଯ୍ୟ । ଏକା ଝୁ ଙ୍କରେ ଅଖି ଅଗରେ ଦଣ୍ଡଛୁ ଅପାଢର ଦୈନ୍ୟ, ଭାକୁ ସେ ସୁଧାଈବ ।
ଭୃଲଛୁ ବଳୀଦତ୍ତ ଦାମ୍ । ଏହି ନଗର୍ବାରୁଙ୍କ କୋଠର, “ଅଜ୍ଞ ନମସ୍କାର, ମୋ ନାଁ ବଳୀଦତ୍ତ ଦାସ୍ —” ନ୍ଧଜର ପରିଚୟ ଦେଲ । "ଆଜି ଜଏନ୍ କଲ, ଆସିଛୁ ଆପଣଙ୍କ ଦର୍ଶନ ପାଇଁ’” ରୁଢ଼ା ଅଫିସର ଜଗନ୍ବାରୁ, Q' ପାଦ'ଚ ଉଠିଛନ୍ତ । ତା’ ପରେ ଖଡ଼ାଗଛ ପଈ ମଞ୍ଜି ଧଣଛନ୍ତ ଠିଆ ଠିଆ ।
“ ଆଉ କଣ, ଆପଣ ଆସିବାକୁ ମୁଁ ଯିବାଲୁ ।’’ ଜଗଢ଼ିବାରୁ କହିଲେ,. "ଆସନ୍ତା। ମାସରେ ହଁ ପେନ୍ସନ୍ ନେବ । ଘଈଶ୍ ବର୍ଷ ଘୃକଣ କଲ, କାହଁ ଓ ଲ୍ସନ୍ ସହେବ୍ ଅମଲରେ ମୋର ଗୃକଣ୍ଠ । ସେହ ଯେ ରଙ୍ଗ ଗ୍ୟାକ୍ଟେର ବସେଇଲ । ଆପଣ ଚ ଅଣ୍ଡ ଟିଲ, ମୋ ନାଈ ବସ୍ତୁସ । ଏଣିକ ଆପଣଙ୍କ ଘରକରଣା,. ଆମେ ସ୍ଟଲଲ । ଏଥର ଅମର ଦମ୍ଭାବନ୍ତ କୁମାନଙ୍କ ହାତର ପେନ୍ସନ୍ ଆଉ ବୋନସ୍ ଗଣ୍ଡାକୁ ଆଣା । ଡଃ ! କେଡ଼େ ଚଞ୍ଚଲ ପାଣି ଦେଖିଲବେଲକୁ କାଲ ସକାଳେ ! ଦିନଗୁଡ଼ା କଣ୍ଠପାଈଲ ! ରଖିପାଈଲ ! ପୈତୃକ ଘର ଭଙ୍ଗିଲ । ପଈଁ ଦିନଗୁଡ଼ା କ୍ଟଲଗଲ ! ଏଇଥରେ ଗଲ । କଣ ବା ଖେଢ ଉଜୁଡ଼ଲ ।