ଦାନାପାଣି
ସେ ପ୍ରାଣପାନ୍ତକର ପରଶ୍ରମ କରବ, ଭାର ଭଲ ହେଲେ ସାହେବ ତାକୁ ସମ କରିବେ, କେତେ କଥା ।
ପାଞ୍ଚମିଦ୍ଧ । ସାହେବ ଶୁଣିଗଲେ । ତାପରେ କହିଲେ, “ସ୍ପେସ୍ ।” ‘ୟେସ୍’ ମାନେ ହଁ ବୋଈ ସେ ଜାଣେ, ଜାଣେ ନାହିଁ, ସାହେବ ‘ୟେନ୍’ କହିଲେ ରୁଝାଏ, ଗୁଲସାଅ । ଠିଆହୋଇ ରହିଲା ।
ଚମ୍ଭୀର ହୋଇ ସାହେବ ପଶଲେ ଇଂଗୁଳରେ—‘କୁଆଡ଼େ ଆସିଥଲ’ ।
“ହଜୁରକ୍ତି ପ୍ରଣିପାତ କରିବାକୁ ।”
“ପ୍ରଣିପାତ ତ କଣ୍ଠସାଶନ୍ଥ ଆଉ କଣ୍ ?”
“ସାଇପାର, କାମ କର ଯାଇ,. କୁଡ଼ ବକ ପଈ ଗୃହିଛ କଣ, ସାଅ ।” ହଠାତ୍ ସେ ଚଞ୍ଚଲହୋଇ ଉଠିଲ, ତୁଣ୍ଡରୁ ବାହାଶଲ, ‘“ହଜୁର —” '
ଗେଟ୍ ଆଉଟ୍ର ଠେଲରେ ଡେଉଁପଣ ସେ ବାହାଈ ଆସିଲ, ଦ୍ଭାବତ୍ସବରେ ଗୁଡ଼ଦେଇ ଆସିଲ ଢାର ବ୍ୟକ୍ତିଦୂର ଚୂଝି ଢାଙ୍କର ପାଦଢଲେ । ପଦାରେ ଚପଟ୍ଟଶି ଧଶଳ୍ପ, କହଲ, ‘“ବକ୍ସିସ୍ ?”
ବ୍ୟକ୍ତିତ୍ବ ଖଟ୍ ହୋଇଯାଇଥଲ, ବାହାରେ ଖୋଲରେ ଫୁଙ୍ଗାରେ ନୂଆ ଧାରଣାର ପବନ ପିଇ ପିଇ ପୁଣି ସେ ଫୁଲଉଠୁଛୁ, ବାରମ୍ବାର ନିଜକୁ ନଜେ ଚେତେଇ ହେଉଛୁ; ସେ ଅଫିସର; ସେ ସାଧାରଣ ନୁହେଁ; ଭାର ବହୃଢ ପ୍ରବଣଢା, ଦଶିଳ୍ପଢା ବହୃତ । ଧାଡ଼ି ଧାଡ଼ି ପାରଖୋପରେ କିମ୍ୱନ୍ଧମାନେ ବସି କାମ କରୁଛନ୍ତି; ଏତେ ମୁହଁ; ଏତେ ବେଶ;---ସେମାନଙ୍କଠାରୁ ଉନ୍ନତଭର ସେ; କେବେ କେଉଁ ପଣସ୍ଥି ଘରେ କାହାର ଦାନାପାଣି ଢାହାଈ କଲମ ମୁନରେ ରହିବ; କେବେ କେଉଁ ସୁନେଲ ବେଲାରେ କାହାର ସେ ହେବ ଗ୍ୟବଧାନ୍ତା ।
,-
ମୁହଁ ଟେକ ସେମାନେ ଗୃହ ଛନ୍ଧ୍ର, କୁତୁହଲୀ ଆଖି, ସମ୍ବ୍ରମ ପଈପ୍ସ ! ସେମାନେ ଶଘା କରୁଛନ୍ତ ଢାଲୁ ।
ଆଉ ଘଣ୍ଟାଏ ଢ, ଭାପରେ ଅବଶ୍ୟ ଆଡ଼େ ରଖିଯାଇସାଈଥିବ, ତାର ନାଁ, କେବଲ ଏ ଅଫିସ୍ ଘରେ ନୁହେଁ, ପଦାରେ, ସହରରେ, ସହରକୁ ଆଗନ୍ତୁକ ମଫସଲମାନଙ୍କ ଭୁଣ୍ଡରେ ରୁହାହୋଇ କେଉଁ ଦୂରଦୂରନ୍ତରେ । ଏ ପ୍ରାନ୍ତରେ କୁପାମ ପଟ୍ଟନ୍ଧମୀ, ଧନରେ, ବଲରେ, ପ୍ରଶ୍ନପତ୍ତିରେ ବ୍ୟବସାୟୁରେ ଏବଂ କ୍ଷମଢା— ଢାର ସଂଜ୍ଞ ଏହି ଏଭେଗୁଞ୍ଜଏ ଉପାଦାନର ବାହାରେ ନୁହେଁ, ଏଈକରେ ସେ ସମାବଇ ।