ه و
ଦାନାପାଣି
ଆଂ, ଢାଏବେ —ବଲୀଦତ୍ତ ଭବେ । ତା’ପରେ ଘରକୁ ଆସିଲେ, -- କାହଁ ମଝି ରେ ମଝି ରେ ଉପଶକମାନଙ୍କ ଘରକୁ ସାଇ ସାନ୍ନି ଧ ଖୋଳ ସେବା-କାର୍ପଣ୍ୟ ଉପାୟରେ ମନ ନେଇ ସମ୍ପର୍କ ପାଇବା, ନା ଘରର ସ୍ପୃହା ପରକୁ ଖୋଇ ଭେଳେଇ ଦର୍ସି ଆଡ୍ଡା ମାଈବା, ନ ହେଲେ ବହ ପଢ଼ି ବା, ଗଦାଗଦା ବସ୍ତ୍ର, ଝାଲରୁହା ପଇସାଦେଇ ବହୁ କଣିବା, ମାସିକ ପନ୍ଧ କଣିବା, ଖବର କାଗଜ କଣିବା । ଆଶ୍ଚର୍ଯ୍ୟ ! ଆରେ ବାବା ଥରେ ଋକଣ୍ଠରେ ପଶିଲେ ଏ ବହୁପଢ଼ାର କି ଦରକାର, ତେଣିକ ଏକମା ନ୍ଧ୍ର ବହ କାର୍ଯ୍ୟଶାସ୍ତ୍ର, ନାଃ, ଏ ରୁଝି ବ ନାହଁ ।
ଆଉ ଫେର ଉପରକମାନଙ୍କ ମତ ବରୁଇରେ ନିଜ ମତ ଠିଆକରବା ପୁଣି ଢଙ୍କର ଭୁଲ କାର୍ଡ଼ ବା,—ଏ କି ପାଗଲ କଥା ? ବର୍ଷା ଦେଖି ଛନ୍ତା ନ ଦେଖାଇ,—ଅସମ୍ଭବ, ଏ ବୁଝି ବ ନାହଁ ।
ବୁଝି ଥଲେ ନଜେ ହୁଏତ ଗୋଟାଏ ଉପଶକ ହୋଇ ବସନ୍ତାଣି, କେତେ ଲେକ ଚଢ଼ି ଲେଣି, ଆଉ କେତେ ଉପରକୁ ଚଢ଼ି ବେ, ଏ ଗୁଣ୍ଡାଲ ଯେଉଁଠି ସେଇଠି ।
ବନ୍ଧୁ କହେ ଭାର୍ ପୂଟପୁରୁଷ ଥିଲେ ନା-ଡାକ୍ ଜମିଦାର, ଅଦ୍ୟାପି ଗାଁରେ ପ୍ରଶ୍ନପରି ଅଛୁ । କନ୍ତୁ ଏ ଢ ସାଆନ୍ତ ମନୋତ୍ସବ, ହୁଏଇ ତାର ପଢନର ବଡ଼ କାରଣ, ଗୁଜ୍ୟର ଯେଭେ ବଡ଼ ବଡ଼ ଘର, – ମନ୍ତ୍ରୀ, ବ୍ୟବସାୟୀ, ଭୁଙ୍ଗ କର୍ମର୍ଘ, —ବନ୍ଧୁ କହେ କଏ ଢାର ଭଲ, କଏ ଭାର ମଉସା, କେହ ତର୍କକଲେ
ଏ ଈ ପ ସାଆନ୍ତ ମନୋବୃତ୍ତି—ପକ୍ଷିଲଗା ଉତ୍କଲ ଚଢ଼େଇନ ମୋର ବୋଲି କହ ଢା ସଙ୍ଗେ ସଙ୍ଗାଇ ପାଢିବାକୁ ମନକଈ ଆପଣା ଦେହରେ କୁଲ ବାନ୍ଧ ପିଢ଼ାଉପରୁ ଡେଇଁଲେ ମଣିଷର କି ଉପକାର ହୁଏ ?
ବରଂ ଯଦ ରୁଛି ଅ‘ଆନ୍ତା, ସେହ ବଡ଼ ବଡ଼ ଲେକଙ୍କର ପିରୁ ନେଇ ବନ୍ଧୁ ନଜେ କଣ ହଜର ଟିକିଏ ସୁବିଧା କରିପାରନ୍ତା ନାହଁ ? ଟିକିଏ ମୁହଁ ନେଫେଲ୍ ଦେହ ବଙ୍କେଇଲେ, – ଟିକିଏ ନଇଁଲେ, — ଟିକିଏ ଦଇଲେ,—ଗ୍ରୁତଃ, ହେବ , -
ତୁଚ୍ଛା ଅହମିକା, ମୂର୍ଖତା ।
କନ୍ତୁ ତଥାପି ଘଗ ହୁଏନାହଁ • ବନ୍ଧୁ ଉପରେ ? କାହଁକ ! ସେଠି କଣ ଅଜଣା ଶ୭, କଣ ଅଜଣା ମୋହନ, ସେହ ଗୋଗୁ ଢକଢକ ପାଠୁଆ ପଣ ଲହ ଲg ଉଞ୍ଚ ଦେହଟିରେ ଭା’ର ପ୍ରାଚୀନ ପୂର୍ବପୁରୁଷମାନଙ୍କର କେଉଁ ଅଜଣା ଚୁମ୍ଭକ ଶକ୍ତର