ଦାନାପାଣି
ତାର ଜନ୍ମ ସେଥରେ । ଏଭେ ବଡ଼ ପୃଥୁଖରେ ଏତେ ଲେକ, ନାନ। ଜାଈ, ନାନା ବୋଲ; କିନ୍ତୁ ଜାତନ୍ତ୍ରମେ ଢାର ସଂସ୍କାରଗତ ଅର୍ଥ ଫୋପାଡ଼ ଦେଇ ଘେନୁଛୁ ଭାର ଉତ୍ପତ୍ତିଗତ ଅର୍ଥ ସେ– ବୃଷ୍ଟିଭେଦରେ ଜାତଭେଦ—ବ୍ରାହ୍ମଣ, କ୍ଷନ୍ଧି ସ୍ଟ ଜାମ ନୁହେଁ,—ମୂଲଆ ଜାତ, ମାଈକ ଜାଈ, କରନ୍ଧ ଜାତ, ଅଫିସର, ଜାଈ, ପୁଣି ଗୋଟାଏ କୁମ୍ପାନୀର କର୍ମରୁପ୍ସ ଜାଷ, ଅନ୍ୟ ଗୋ ା।ଏ କୁମ୍ପାମୀର କର୍ମରୁର ନାତ, - ସରକାର କର୍ମଗୃö ଜାଈ, ଓକଲ ଜାତ, ପ୍ରଫେସର, ଜାଈ, ସାମ୍ବାଦକ ନାଈ ।
ବାହାରର ଜାଭ-ବୈଷମ୍ୟ ସମ୍ବନ୍ଧରେ ମୁଣ୍ଡ ଘୂରେଇବାକୁ ସତ୍ତ୍ୱେଡ଼ମୀର ସୁବଧା ନାଈଁ । ସେ ରୁଲେ ବେଲେ ବେଜେ ଆପଣାର ଜାଈ-ଗୁଜ୍ୟରେ, ଦେଖେ, କଲେ, ଭବେ, ପୁଣି ଫେଈଆସେ ଆପଣା ଗୃହସ୍ଥଳୀକୁ, ଯେଉଁଠି ସେ କେବଲ
ଘର ମୁରୁଛୁ, ବେଳୁ ଦେଲ ଅନୁଭଦରେ ରୁଝ ? ନଢାଉ ପାଈଁ ପଣ । ସଞ୍ଜ ଅନ୍ଧାର ପରେ ଦାଈଆଡ଼େ ଅନ୍ଧଦ୍ୟା ଲେକେ କିଏ କେବେ ନତା ସାଙ୍ଗରେ ଆସି ଅଲି ଓଜର ଜଣାଇଁ ଥଲ ଥୁଅନ୍ତ, ଭେଟି ଥୁଅନ୍ତ, ସମାଧାନ ହୁଏ ଘନ୍ଧରେ,— ବଲୀଦତ୍ତ ସହଜ । ଘରକରଣାର ଏ ନୂଆ ଖେଲବାରେ ବଲୀହ ସେ ଗୋଟିଏ ସମନ୍ତଲ ପାଏ ଏକାଠି ହେବାକୁ, ଭଲ ମନ୍ଦର ବାଣୀ ବା ଦବେକର ଖେଞ୍ଚାକୁ ସେମାନେ ଦବେଇ ଦିଅନ୍ତୁ ପଦେ କଥାରେ, -'‘ମଣିଷ ବଞ୍ଚବ ଢ ।''
ଢେଣୁ ଘର ପୂଈ ଆସୁଛୁ, କାନ୍ଦ କାନ୍ଦ କଦଲୀ, ବସ୍ତା ବସ୍ତା ଧାନ ଘୃଉଲ, ଧନ । ଲାଗିପଡ଼ଛନ୍ତ ଦହଁକା ଦହେଁ ଗୃହସଞ୍ଚୟ ଯୋଜନାରେ ·। କେଉଁଦନ ଥରେ ଆରମ୍ଭ କଈଲ ପରେ ପାଇବାର ମୋହ ଧଈଛ, ଝାଙ୍କି ସ୍କୁଲଛୁ କାମ ।
କ୍ଷୁ ଦ ବଲୀଦତ୍ତ୍ବ ଆପଣା ଶୋଷାରେ ପ୍ରକାଣ୍ଡ ଭଲ୍ଭ ହୋଇଯାଇ ସ୍ତ୍ରୀ ଆଗରେ ବଖାଣେ ଢାର ନୂଆ ଦର୍ଶନଶାସ୍ତ୍ର—‘‘ନଜେ କଲେ ଢା ନାଁ ପାଈପଣ, ପରକଲେ ତା ନାଁ ପ୍ତେଶ, କନ୍ତୁ ବଡ଼ଠୁଁ ଗ୍ରେଯାକେ ଦେଖ,—ଲଗିଛନ୍ତ ସମସ୍ତେ, ଯେ ନ ଲଗେ ସେ ମୂର୍ଖ, ବେଲୁଫ୍ । ଉଦାହରଣ ଦିଏ, କହେ, “ଦେଖ, ପିମ୍ପୁ ଓ ଖୁଦ୍ର ଗୋଝେଇ ନେଇ ଯାଉଛୁ, ପଟ୍ଟରୁଛୁ କି ଖୁଦ ା କାହାର ? ସେହପଈ । କୁର୍ମାସ ବା କଣ ? ଲୁଟିବା କଲ ଢ ? ତେଣୁ ଯଦ୍ଧ –ହେଇ ଦେଖ, ନିଷ୍ଠୁର ଏଡ଼ୁଆଡ଼ ଦୁଇଲକ୍ଷ, : ମିଷ୍କର ଥରେକେ , ଝିଅ ବସ୍ତ୍ରଘରକୁ ନିଷ୍ଠୁର ବୈଦ୍ୟନାଥ ! ମେନନ୍ କଣ୍ଡୁ ।କ୍ଟରମାନଙ୍କଠୁଁ ଭେଟି ନେଲେ ଷାଠିଏ ହଜାର, ଗଦା ଗଦା ଉଦାହରଣ । ସେମାନେ ଦକ୍ଷ ଲେକ । ଆଉ ଓଡ଼ିଆ, ଦେନ୍ ଗୋଡ଼ଆ, ଜରୁଥା ବାପା ଛୁଣ୍ଡା ଲେକ୍ଟଢ଼ ପିନ୍ଧ ନ୍ୟାୟ୍ ବସ୍ଟର, ଆଗ ସ୍ବର୍ଗକୁ ଯିରୁ । ଆଶକାଈକା - ଦୁନିଆଁ ଏ ବାବା, ସହଜ ନୁହେ, କର ନହେଲେ ମର । କଣ କଢ଼ଛକ୍ତ ସମସ୍ତେ ?