ଦାନାପାଣି
", କ ମଣିଷ ଥଲ ସେଇତା ! ମଣିଷ ନୁହେଁ ସାକ୍ଷାଢ ଅସୁର । ସେତେଥର ଡାକର ପଡ଼େ ସାହେବ ଡାଲୁ, ସେଭେଥର ମୋର ଢ କଞ୍ଚାପାଣି ! • କଥା କହିଲେ ଖାଲ ମାରେ କ ନମାରେ, କଥାପର ଢ ଶୁଭେନାହଁ, ଖାଲ ବଜ୍ର ଓଡ଼ଘଡ଼, କେତେବେଲେ ଯେ କାହା ଉପରେ କୁଦା ମାଈବ ! ଯାଇହଉ; ଯାଇ
“କମି ଅପମାନ !” ବସନ୍ତବାରୁ କହିଲେ, ଖାଈ କଣ୍ଟ କରନ୍ଥେ ବୋଲି ସିନା, କଣ କରିବା, ମୁଣ୍ଡ – ବକଛେ, ସବୁ ସହବାକୁ ପଡ଼ିବ । ତେବେ, ଭଗବାନ ବଡ଼ଲେକ, ସବୁଦନେ ସବୁ ଅବସ୍ଥା ନ ଥାଏ, ସେତେ ଦନ ଥଲ ଗଳ୍ପ, ଆଉ ଏଣିକ ନାହଁ । ଅଲଗୁ ଯୋଉ ସାହେବ, ଭଦ୍ରଭାରେ ମଣିଷକୁ କଣିନେବେ । ହୃଶର୍ ଆଉ ଟାଲ-ଫୌଜଢର ଦିନ ଗଳ୍ପ କ୍ଟଲ । ମଣିଷ ଡଃଶ୍ବାସ ମାଈବ ।”
‘ଖଲ ଲେକରେ ଥିଲ, ସାକ୍ଷାର୍ ଜନ୍ତୁ । ସ୍ତେ ଢ କେଡ଼େ ଭଲ—” “ସ୍ତେ ଆଉ ସେ !” ବସନ୍ତବାରୁ କହିଲେ, “କାହଁ ଘଣୀ, କାଲି ଚନ୍ଦ୍ର କାର୍ଣ । ଅସଲ ମଣିଷର ମୂଲଦୁଆରେ ଅଛୁ । ସ୍ନେ ହେଲେ ଖାନ୍ଦାନ୍ ଘର ପିଲ, ଦେଖୁନ୍ତୁ ଆଡ୍ଡାରୁ । ↓କଶ ୟାଙ୍କ ପକ୍ଷରେ ଖାଈ ସଉକ୍ । ଆଂ, ବଡ଼ଲେକ, ମସ୍ତବଡ଼ ଲେକ, ଘିଅ ଦୁଧରେ ଆଞ୍ଚେଇବା ଲେକ—"
ୟାଙ୍କ ଦାନ୍ତମୂଲ ଭାଈଲେ ସାହା ବାହାଈବ ସେ ଭାର ଜନ୍ମସାକରେ
ସେମିତ ଦେଖିଥୁବ କ ନାହଁ ଖାଇବା APS—” ନୁରୁବାରୁ କହେଲେ ।
"ବଡ଼ଲେକ ଚେହେଗୁ କଦ୍ରବ । କି ଚେହେଘ, କ କଥା । ଥରେ ଅନେଇଁ ଦେଲେ ମଣିଷକୁ କଣିନେବେ । ଯୋଗ୍ୟତା ବ ସେମିତ, ପାଠ. ସେମିତ, ନ ହେଲେ ଏଡେ ଟୋକାQନ୍ତୁ ଏଡ଼େ ବଡ଼ କାମର ଭର ମଣିଷ ପାଏ !” ନା, ଏ ସମାଜରେ ଶ’ଙ୍କର ଆଉ ସ୍ଥାନ ନାହଁ, ଯେପରକ ସତ୍ତାପରୁ କିଛୁ Ęଲଯାଇଛୁ, ରହ ଯାଇଛୁ ଖା ଖାଲ ଢାର ଦୁଗନ୍ଧ, ଦନାକେତେ ଏହି ଦୁର୍ଗ ନ୍ଧ ଉପରେ ଆଲୋଚନା, ଭା ପରେ ସେ ବ ଅମ୍ବି ଘିବ । ଆଉ ଢାଙ୍କର ନାଁ ପଡ଼ବନାହଁ ।
ଦତ୍ତମାନ ଶ. --
ହଶବାରୁ କନ୍ଦୁଛନ୍ତ ଶ୍ୟାମଦାରୁକ୍ଟ,—‘ନୂଆ ସାହେବ୍ କେଡ଼େ ବ୍ରୁଦ୍ଧି ମାନ ଜାଣିଲଣି ନାଁ ? ସେ ଥଲ ଗଧ, ଘନଘୃତ ଖଟି ଖଟି ଫାଇଲ ଶେଷ କଣ୍ଠପାରୁ ନ ଅଲ । ସ୍ଟାଙ୍କର ସଢେକ ସ୍ବର୍ଣ ମାସେ କାମ ଶେଷ । ଅଫିସ୍ସାକ ସମସ୍ତେ କୁହାକୋହ ହେଉଛନ୍ତ । ଫାଇଲ୍ ଗଲ ଢ ଢଲେ ପଣ୍ଡଲ ଠୋ କର, ସାକ୍ଷାଢ ବଜୁଲୀ । ସ୍ଟା ନା ଯେ ଗ୍ରାହ୍ମ । ଗୋଟାଏ ଗୋଟାଏ ଥାଆନ୍ତ ରୁଝେଇ ବୁଝେଇ ମୁଣ୍ଡରେ କିଛୁ ଗଲେ -ନାହଁ । ଆଉ ଜଣେ ଜଣେ,—ଢମେ ପାଟି ଖୋଲ କଥା ନ କହୁଣୁ ସରୁ