ଦାନାପାଣି
ଜଲଉଠି ଅରେ ବୁଲିଯାଇ ହଠାର୍ ଅଦୃଶ୍ୟ ହୋଇଥାଏ । ପୁଣି ସେ ଜଣେ ଅନ୍ଧ କନ୍ଧରେ, ଶରଣ୍ୟାମଲ, Đଘର
ମାନବକଢା ତାଙ୍କୁ ଆଡ଼କଈ ରଖିବାକୁ ଦରକାର, ସେ ସେଣ୍ଟ ଏକପ୍ରକାର ଅଶ ଦୁÉ ଭ ମଣିଷ ଯାହାଙ୍କ ପରଚସ୍ତ ଖାଲ ମଣିଷପଣ, ଜାଈ ନୁହେଁ ଘଷା ନୁହେ, ଯେଉଁ ପ୍ରକାର ଲେକଙ୍କ ସଙ୍ଗେ କେବଳ ‘‘ବଙ୍ଗ ଆମାର ’” ବଙ୍ଗଭଙ୍କୁ ଭୁଲ କଶବା ଅସମ୍ଭବ ।
ହଠାତ୍ ବଲୀଦତ୍ତର ମନେପଡ଼େଲ, ଟ୍ରକଈବାକଈ ବସ୍କରେ ବନ୍ଧୁ ସଙ୍ଗେ ସେ ଗୋଟାଏ ଅଲୋଚନା ଆରମ୍ଭ କଣ୍ଠଦଅନ୍ତା । ସେଇଆ ଢ ମନ ଗୃହେଁ, କାମ- ଦାମ ଶେଷରେ ଘରନ୍ତୁ ଫେଶଲେ । ହାଇଁପାଇଁ ମନ ଆପଣା ଆପେ ବନ୍ଧାଗଢରୁ ଖସିପଡ଼ିଛୁ, ସେହ ଆଲେଚନା ଦରକାର, ମନର ଖାଦ୍ୟ । ଯେଉଁ ଅଫିମ୍ କାର୍ଯ୍ୟ ଗୋଡ଼ା ଜୀବନର ଶିଳ୍ପକଲା, ଯାହା ଉପରେ କଟେ ଜୀବନର କାଗ୍ରଭ ସମରୁ ବେଶି ଘଗ, ଯାହା ଜୀବନଧାରଣରେ ଅବଲମ୍ବନ, ଭବଷ୍ୟତର ସିର୍ ଓ ପଢ଼ି ଉଭ4, ତାହାର ଈଷୟରେ ଉନ୍ନଢ ଚର୍ଚ୍ଚ।।
“ହଇରେ ବନ୍ଧୁ, ଆନ୍ଧ୍ର ସାହେବ୍—” କିନ୍ତୁ ସଣ୍ଡ୍ ଦାଙ୍କର ଦୃଗ୍ଧ ଖୋଲ- り ମୁହଁରେ ବନ୍ଧମାରୁଛୁ, ବଡ଼ ଦ’କରରେ ବନ୍ଧୁର ଓଠ ବଙ୍କେଇଲଣି, ଦୁଇଜଣ ଶ୍ରୋଢ ଶ୍ରୋଢା ଜଗୁ ଓ ଗ୍ଧୁ ଅନ୍ତଶସ୍ତ୍ ମନୋଯୋଗ ଦେଇ ଗୃହଁଲେଣି ଏବଂ ଏତେବେଲଯାଏ ଛବବହୁଳ ମାସିକ ପକ୍ଷରୁ ନାଝଶରେ ଭାରଢମ୍ୟ ଏମାନେ ଈବାରେ ବ୍ୟସ୍ତ ଥଲ, ସେ ହଠାରୁ ମୁହଁ ଟେକଲଣି, ବଳୀଦତ୍ତର କୁତୂହଳ । ଐର୍ଘଶ୍ବାସ ପକାଇ ସେ ସ୍ପୃହା ହାପୁଞ୍ଜିବାରେ ମନଦେଲ । ମନ କୁହୁକୃଚ୍ଛ୍ର, କଣ ସଭେ ? ଜୀବନର ସମସ୍ୟାକୁ ଏତେ ହାଲୁକା କଈ ଫୁଙ୍କ ଉଡ଼ାଇବାରେ ପ୍ରୟାସ କେବଳ ବିତ୍ତଧୂଆଁ ରେ, ପ୍ରଗତ ପାଇଁ ଯେଜନାହଁ ନାହଁ ।
ଏଇ ବନ୍ଧୁ, —
ଭକଲେ ଅନୁକମ୍ପା ହୁଏ । ପିଲର କି ସୁନ୍ଦର ହସ୍ତାକ୍ଷର, କି ପ୍ରଚଣ୍ଡ ଇଂରେଖ ଜ୍ଜନ, କେଡେ ଚଞ୍ଜଈ ଗୋଟିଏ କାମ ବୁଝି ନେଇପାରେ, କେଡ଼େ ଶୀଘ୍ର କତ୍ତ ଦେଇପାରେ । ସମସ୍ତ ଙ୍କର ସମ୍ମାନ ଅରଳ ଶେଷରେ ସେ ଉପରକମାନଙ୍କ ସଙ୍ଗେ କଲ କରେ । କଥା ପଦେ ସହେ ନାହଁ, ପଦେ ଶୁଣିଲେ ଦଶପଦ୍ମ ଗରଜେ ! କହେ ତାର ସମ୍ମାନରେ ଆଘାତ ହେଲା । ଯେପଣ କି ଉପରକମାନଙ୍କର ସମ୍ମାନଜ୍ଞନ ନାହଁ, ଖାଲ ଢାଈ । ଆରେ ଦାବା କିଶ୍ କଲେ । ଗୁଡଃ, ସେ ଶୁଣିବନାହଁ, ଏଠି କଢିବା ବୃଥା । ସରୁବେଲେ ଫିଫାର୍ଡ୍ ଚେହେର, କାନ୍ଧଳା ଫୁଲ ସ୍କୁଲ, ସଳେ ଯେପଣ କଈକି ସାଉନାହଁ, ସେ ଯାଉଛୁ ମୁକ୍ତକ