ଦାନାପାଣି
କଣ କଲେ ମଣିଷ ଏଠୁ ଛୁଟି ପାଏ ? ସତ୍ତ୍ୱେଶମୀ ଢରଜର ବଗଲ । କିନ୍ତୁ ଆଗେ ଆଗେ ମହାପାନ୍ଧ, ଏଇ, ଏଇ ବାଟେ ।” ସେହ ଢରତର ଲ, ଭରତର କଥା. —ସରୁ ମଣିଷ ସମାନ ଝାରୁ.– ସରେଈଶ ସବଲ,— କେବଳ ଋଣେଇଗି କଶ୍ । ଓଝର ହେଲ ପଈ ହାଣକୁ ଗଲ ପଈଁ ସେ ଗୃଲଯାଉଛୁ । Qଢର ଅଗଣାର କବାଟ ଠେଲ ମହାପାଛେ ହାଙ୍କରେ —“ହେର, ନନ୍ଦୀଦତ୍ତ ବାରୁଙ୍କ ଟିଲଏ ଆସିଛନ୍ତ !”” କହଦେଇ ସ୍କୁଲଗଲେ । ସଙ୍ଗେଈମ ପୁଲ୍ସ୍ -ଗୁଲ୍ ହୋଇ ଗୃହଁ ରହଲ୍ । କାହଁ କିଏ ? କରପଝିଆ ହୋଇ ଗ୍ରେଷେଇ ଘରୁ ଯାଟି ଶୁଭୁଛୁ, ସେଖେଇ କାର୍ଯ୍ୟ ବଷରେ ସମାଲୋଚନା । ଗୋଟାଏ ପାଖୁ ପଢ଼ା- ପିଲ୍ମଙ୍କ ପାଠପଢ଼ା । ଗୋଟିଏ ଘରେ ଦ୍ଧ ତନୋଟି ପିଲା କଲକାଈଆ ହୋଇ -ଖେଳୁଛନ୍ତ । ବାଂଈଗୁଞ୍ଜକର କବାš ଖୋଲୁଅଛୁ, ଆଲୁଅ ଲଗଛ, ଦିଶୁଛି,---ଘରର ଜଷ, ପଲଙ୍କ, ବରୁଣା, ଥାକ, ଆଲମାଈ, —ପଦାର୍ଥବହୃଲ ବଡ଼ଲେକ ଘର, ସମସ୍ତେ କାର୍ଯ୍ୟବ୍ୟସ୍ତ, ସେ ଏଠି କିଏ ?
ଖେଳୁ ଖେଳୁ ପିଲ ରନୋଟି ପଦାକୁ ଦୌଡ଼ ଆସିଲେ, ଭାକୁ ଦେଖି -ଅନ୍କା ହୋଇ ଠିଆହେଲେ, ପୁଣି ଦୌଡ଼ଗଲେ ବୋଉ ପାଖକୁ । ଦାସୀଟାଏ ଆସିଲ ମନକୁ ମନ କହ କହ ଗଲ.—“କିଏ ସେ ଆସିଲେଣି -ଆଁ !” ଗୃହ୍ମ ସମସ୍ତେ ଆସିଲେ, ଏ ଗୃହର କର୍ମୀ, ଛୁଅମାନେ, ପୂଝାଈ ଗୃକର ଓ --ଗୃକଗୁର୍ଣ । ଏକାଥରେ ସୌଥ ପଦର୍ଶନ ।
ଗୃହକର୍ତ୍ତୀ ପଟ୍ଟଈଲେ,—
“?”
“ମୁଁ ରୁଈ ଆସିଛୁ ।”
ସେପାଖୁ ଉତ୍ସାହ ନାହଁ, ଗତ୍ତର ଏ ବେଲା ଓ ଅଦ୍ରା, ଲେକର ବୁଈ ଆସିବା ଏକାଠି ଝାପେ ନାହଁ । ପୁଣି ପ୍ରଶ୍ନ—“ସାଙ୍ଗରେ କଏ ଆସିଛୁ ?”
“ସେ ଆସିଛନ୍ତ ଯେ, ପଦାରେ ଗପ କରୁଛନ୍ତ ।"
“ଓ ସାହେବଙ୍କ ପାଖେ ଅଛନ୍ତ ?"
“ହଉ, ଆସ ଉପରକୁ । ଆରେ, ସପଟାଏ ଆଣିଲ୍ ରେ । କଣ, ପାନ ଖାଅନା ? ସାଧା କ ଗୁଣ୍ଡି ? ଆରେ, ମୋର ପାନବତା ଆଣିରୁଛି । କୋଉଠି ଢମ <ବସା ? ଆଉ ସଅଲ ସଅଳ ଆସିଲ ନାଇଁ କାର୍ଲକ ? କୁଆଡ଼େ ମୁଁ ଯାଇ ପାରୁଛୁ ନା କାହାକୁ ଚହ୍ନିଲ ନା ଜାଣିଲ । ସରୁବେଲେ ଢ ଏଇ ଧନ୍ଦା ଆଉ କଣ ? ୨ମର ଛୁଆପିଲ କେତୋଟି ? ଓ--ଢମେ ଢ ତୋଗଡ଼ା ନହାନ୍ତ, ଆଉ କଣ ? ବାପଘର କୋଉ ଗାଁ ? ଶାଶୁଘର ? କଣ ସରୁ ଭରକାଶ କରୁଚ ?—"