ଦାନାପାଣି
९९७
ଭା’ର ପ୍ରକାଶ ପାଇଁ ସାଧନା ବହୁତ୍ତି । ପୁରୁଣା ଫାଇଲ ଦଗୁଣ୍ଡି କେଳେ ପ୍ରାଚୀନ ଲେଖାର ନମୁନା ଦେଖି ସେ ଲେଖିବାର କାଇଦା ହାସଲ କରିଥିଲେ । ଗୃତିର କାର୍ଯ୍ୟରେ କେତେ ବନ୍ଧୁ ଘୋଷି ଉପାଟମେଣ୍ଟର କେଲେ ଆଇନର ଅର୍ଥ ଅଭିଧାନ ଦେଖି ଆଈସ୍କାର କଈ କେତେ କେତେ ଖାତାରେ ଲେଖି ଲେଖି ଲେ ଦରକାର ଜ୍ଞାନ । ଦପ୍ତଶଠୁଁ ଛଡ଼େଇ ନେଇ ନଳେ ଅଠା ବୋଲ ସାମୟିକ ସଂଶୋଧନ କାଗଜଗୁଞ୍ଜକ ବଜ୍ରେ ମାଈ ମାଈ ନିଜ ଘୃକର ଜ୍ଞାନକୁ ରଖିଛ୭ ଏ ଏକଦମ୍ ନବ୍ୟ ଆଧୁନିକ । ଢା ପରେ ପ୍ରତ୍ୟେକ ନୋଟ୍ ପ୍ରତ୍ୟେକ Đଠି ଲେଖିଲାବେଲେ କେଢେ ସେ ଗଦେଷଣା, ଭା କେବଲ ଅନୁଭବ ହଁ ଜାଣେ । କିନ୍ତୁ କିଏ ରୁଝେ “କାଗଜ ଖାଲି କାଗଜ”, ଏଭକ ତ ! ଏତେ ଦିନେ ମିଲଛୁ ହେଲେ ଜଣେ, ଯେ ରୁଝି ବ ।
ବସନ୍ତବା ରୁଙ୍କ ମନ ଆପଣାଗ୍ରୁଆ କୁ ନରମି ଗଲ ବଲୀଦତ୍ତ ଆଡ଼କୁ, ଅନ୍ତ ବନୟରେ ମଧୁର ହସ ହସି କହିଲେ, “ସାହେବ୍ ମୋ ଲେଖା ସରୁ ପାଶ୍ କରିଦିଏ ଅଳ୍ପ, କେତେ ଥର ତା ଉପରେ ମନ୍ତବ୍ୟ ବ ଭଲି, ଧନ୍ୟବାଦ । ଦେଖେଇବି ଗୋଟାଏ ଆପଣଙ୍କୁ ।” ଲେଖିଲଣି, —ଭଲ, ଖୁବ୍
"ସରେ ! ଏମିଶ୍ର ଲେଖିଥୁଲ । ବାସ୍ତବକ, ଆଶ୍ଚର୍ଯ୍ୟ ଆପଣ—" ବସନ୍ତବାରୁ କହିଲେ.—“ସେ ସାହେବ୍ କାମ Đ← ପାରେ ।” ବଲୀçQ ଦାସ ଅପେକ୍ଷା କରିଥିଲ ଏଇକି ପାଇଁ, ସାହେବର କନ୍ମ ପ୍ରଶଂସା
ଶୁଣିବାକୁ । ପ୍ରତ୍ୟେକ ଉପଶକଙ୍କଠି କେତେଗୁଡ଼ିଏ ଉଜ୍ଜ୍ଵଳ ଗୁଣ ଆଈସ୍କାର କର ଗାଇ ବୁଲବାକୁ ମଣେ ସେ ଚତୁର କର୍ମପ୍ଟଟ୍ସର ନଢାନ୍ତ କରିବ୍ୟ । ତା ହେଲେ ଦଶଜଣ ଜାଣିବେ, ମେ ଉପରକର ନଜର ଲେକ, ସମ୍ମାନ କଈବେ, ଲୁହା- କୋହରେ କଥା ଯିବ ବହୂଢ ବା±, କାଲନ୍ତ୍ରମେ ଉପଶକର କାନରେ ବାଈବ,— ମନ ଥିଲେ ଅନେକ କଥା ଢ ଆରଷ୍କାର କଣହୁଏ, କାହାର ସୁନ୍ଦର ଗେହେଘ, କାହାର ସୁନ୍ଦର ପୋଷାକ କାହାର ପାଠପଢ଼ା, କାହାର ପାଠାଇବ ସହଜ ଚତୁରଢା. ନାନା କଥା ଏQପଣ ।
କିନ୍ତୁ ଆକାର ଆବୃକ୍ଷରେ ସେ ଗୋଡ଼ାଏ କାଠ ଖୁମ୍ବ. ଭାଷାରେ ଘଡ଼ଘଡ଼, କଣ ଢା ବିଷୟରେ ପ୍ରଶଂସାର କଥା ଆଈଷ୍ଟାର କିଗ୍ଯାଇପାରେ ?
“ସ୍ତେ ସାହେବ୍ କାମ ପାରେ,”—ସୀଶ୍ ଡାଉନ୍ ଠୁଁ ଗେଖାଉ ଯାକେ, ଦଖିଯାଉଛୁ ସେହି ଘର ଭିତର । ନା, ନଜକୁ ସେ ଦୁବଲ ହେବାକୁ ଗ୍ରୁଡ଼ଦେବ ନାହଁ, ଯେ ଥରେ ହେଲେ ଭୁଲ୍ କରେ ଢାର ଆଉ କ୍ଷମା ନାହଁ । ମୁହଁରେ ଅମ୍ଳ ଆନନ୍ଦର ବହୁଲପଣ ଫୁଟାଇ ଗଦଗଦ୍ ହୋଇ ବଳୀଦତ୍ତ କଜ୍ଜ୍ଵଳ,— “କାମ ପାରେ ! ଆଂ, ଦେବଦୁଛ୍ଭ ଗୁଣ । ମୁଁ ବ ସେହପତ୍ତ ସରୁଥଲ,—ମାନେ, ପ୍ରଥମ ଥର ଆଈ ଦେଖା । ଅଗରୁ କେବେ ଦେଖି ନାହୁଁ ।