ଦାନାପାଣି
କ କଳାକାଠ ପଡ଼ସାଇ, ଅଫିସରେ ସାହେବ ମାଇଲ ? ଆବେ ବେଧୁଆ, ଏଠିକ ଆଇଲ୍ଡ ଢ ଭୂସିବାକୁ ହୁଏ ଜାଣିନୋଉଁ, ହସ୍ ହସ୍, ଭଲ ଦଶା ନରଲେ ହେଇ ଦେଖ୍ ।” ଧରଛୁ ଭଣ୍ଡି ପାଖରୁ କରୁଛ, “ଟ୍ରଡ଼ ଦେ ଭଇ ଗୁଡ଼ ଦେ, ଶରଯିବ କାମିନ୍ଧାକୁ । ଚଲୀଦତ୍ତ Đଈଯିବ – ଓ କେଡ଼େ
!”
“ଆଉ କଣ୍ ଘରୁଥିଲୁ ଖାଈ କୋମଲ ପେଲବ ସ୍ପର୍ଶ ଦେଉଥବେ ନା କଣ ଠଉରେଉରୁ । ନ ହସିଲେ ମୁଁ ଯନ୍ତ୍ରଣାରେ ଅଧାରହୋଇ ହସୁଛି ନେଫେଡ଼ ଦାନ୍ତ ଉପରୁ ଓଠକୁ ଦେଖାଉଛୁ । ଢାକୁହଁ ଗୃହଁ ଘରଯାକ ଛୁଡ଼ିବ ନାଇଁ, ହେଇ ଦେଖ୍ ।” ବଲୀଦୃଷ୍ଟ୍ର କେବେ ନ ହସିବା ଲେକ ଶୁଖିଲା ମୁହଁ ଓଝାଈ ନେଇ ହସର ଗୋଟାଏ ଗ୍ରେତରୁପ ସମସ୍ତେ ହସୁଛନ୍ତ, ବନ୍ଧୁ ତଥାଟି ଗୁଡ଼ ନାହଁ, " ଆହା ହା—ଏଇ ହସ ? ଏଇ ହସ ରୁ ଘରେ କେନ୍ଦ୍ର ନଥୁବେଳେ ଦେଖାଉ, ହଇରେ ବୋହ ମିଲ ଡରେ ନାହଁ ?”
“ହଉ ବସ୍, ଗିଲା ଏଥର ଗରମ୍ ଗ୍', ଏ ଭଜା Qଖଣ୍ଡ ବାଉଥା, ମଝି ରେ ମଝି ରେ—ହସ୍ ।” ମୁଣ୍ଡ ପଛଆଡ଼େ ସାନ ଥୋଟି ଦେଇ ବନ୍ଧୁ ଭାଲୁ ବସେଇଦେଲ । ପାଝିରେ ମୁଡ ମୁଡ଼ ଇଣ୍ଟି'ରେ ଗରମ ଘ୍ନ’ ବଳୀଦତ୍ତ ଘର ମଣି ଯାଉଛୁ, କଥା କହବାରେ ଭାର ଯେପିଈକ ଆଗ୍ରହ ଓ ଉତ୍ସାହ ବଢ଼ି ଯାଉଛୁ, କହୁଛୁ —“ରୁଝିଲୁ ବନ୍ଧ, ଭୋର ଏଠିକ ଆସିଲେ ଭୋର କୁକୁର ସେପର ଦୁଇହାଢ ଟେକି ଉପରେ ଅଜାଡ ହୋଇ ନଟରେ ଆଞ୍ଚ ଓ ଜଉରେ ତ୍ରୁଟି ସମ୍ଭାଷଣ ଜଣାଏଁ, ଭୋର ସମ୍ଭାଷଣତା ଠିକ୍ ସେହପଣ ସ୍କୁଲ, ନ ହେଲେ କ କହନ୍ତି—ବ ବନ୍ଧୁ—ବାନରଃ ।”
“ଏଇ ବଜେଇଲରେ, ଖୋକା ବନେଇଲରେ—କିନ୍ତୁ ବାନରଃ ଆଉ ଲୁଲୁରଃ ଠିକ୍ ଏକା କଥା ନୁହେଁ—"
“ଢାପର, ବଳୀଦତ୍ତ,’” ସଣ୍ଡ ବାରୁ କହିଲେ, “ଜ୍ୟାମନ୍ ଚଲ ଛେ ?”” “କଣ୍ ଚଲବ ସଣ୍ଡ ଦା, ସଂସାରର ଜଞ୍ଜାଳ ଲାଗିରହ ।”
“ସଂସାର ? କନ୍ତଳା ସଂସାର ଭୋମାର । ହେ ବନ୍ଧୁ ? ଜୟ ଜଗନ୍ନାଥ ।” ଏଥର ସଣ୍ଡ୍ ଦା ଶୁଣିବାକୁ ପ୍ରସ୍ଥଳ, ଆଗନ୍ତୁକର କଥାକୁ ଓଲଟେଇ ଗୋଟିଏ ସରସ ପ୍ରଶ୍ନ ପରଦେଇ ସେ ରୁଦ୍ଧହୋଇ ବସିବେ, ହସଲ ଆଖି ହସୁଥବ, ଓଠରେ ଅଳ୍ପ କୁଞ୍ଚଳୁଞ୍ଚୁଆ, ଆଉ କଥା ନାହଁ ।
ବର୍ଷ ଠେଈ ବର୍ଷ ଗଞ୍ଜାଯାଇଛୁ, ପୃଥବୀ ବଦଳୁଛୁ, ମଣିଷର ଶକ୍କଣ କଳା ହାଲ କହQ ଧରୁଛ, କାନ ଉଚ୍ଚରେ ଲଗୁଛୁ ଘୁଧୂଲ କ. ସଞ୍ଜପରେ ନ