ନଦାନ ରହିଯାଏ ଖାଲ ଭସ୍ମ ।
ଦାନାପାଣି
ପହଲ କଳାକଳରେ ଲେକଙ୍କ ସଙ୍ଗେ ବେଳେବେଲେ ମୂଲଦୁଆ ପଡ଼େ ଯେଉଁ ସମ୍ବନ୍ଧର ଶେଷଯାକେ ତାହା ମନରେ ରହିଯାଏ ସେ ଅନୁପାତ, ଯେପଣ କ ନଜେ ସେତେ ବଢ଼ି ଉଠିଲେ ବ ଟିଳନର ମାଷ୍ଟର ଦେଖିଲେ ମୁଣ୍ଡ ଝାଙ୍କି ଦେଇ ଦେହ ବଙ୍କେଇ ଗୁଣ୍ଡରୁ 2 ବାହାରେ,—ସାର —"
ଆରମ୍ଭରୁ ‘ସାହେବ୍’– ତା’ପରେ ମିଷ୍ଠୁର ଶ’—ସେହ ଅନୁପାତରେ ବଳୀଦତ୍ତ ପାଏ ପଥରପୂଜା ।
କିନ୍ତୁ ପଥର ନଣ୍ଡଳ ଥାଏ, ହସ କାନ୍ଦକୁ ସିକ ସ୍ନେହକୁ ସେହ ଏକା ମୂର୍ତ୍ତି, ଢାର ଶରନ୍ତନ ସ୍ଥି ରଢା ହୃଦାର ଡେଉଁକୁ ଅବକାଶ ଦଏ ନଳେ ଆଉଣ୍ଡି ହୋଇ ନଜେ ନିଜ ଭିତରେ ଉତ୍ତର ଖୋଜିବାକୁ ।
କନ୍ତୁ ଦାନାପାଣି କ୍ଷେସରେ ଏଇ ଯେଉଁ ବଡ଼ ବଡ଼ ପଥର ଦେବତା, ସେ ଦେଖେ ସେମାନେ କର୍କଶ ଦନ୍ଥଡ଼ପଣରେ ହଁ ପଥର ସିନା, ଚଲଶକ୍ତରେ ଵିସ୍ଫୋରକ ପଈଁ, ସେଠି ପୂଜା ଶାନ୍ତ ଭଏନାହିଁ । ପୂଜା ଉପୁଯାଏ ଆଦୃଶ ନାପାଇଁ ପ୍ରଚେଷ୍ଟା, ଚେଷ୍ଟା, ଭୁଚ୍ଛ ଭୁଚ୍ଛା ପରଶ୍ରମ, ମନର ଢାର ମ୍ୟରେ ବଲୀଦତ୍ତ ଉଠି ସେଠି ।
ଫଲରେ ମିଷ୍କର ଶ’ଙ୍କ ସଙ୍ଗେ ବାରମ୍ବାର ଦେହଘଷା ହେବ): ପ୍ରୟୋଜନ ପଡ଼େ । ସେମିଲ୍ ଠିଆହୋଇ ରହବାକୁ ପଡ଼େ । କେବେ ଅକସ୍ମାତ୍— ‘ବସ ବସ”, ସେମିତ ଢଳକୁ ମୁହଁ ପୋଣ୍ଟ ଠିଆହେବାକୁ; ବଲୀଦତ୍ତ ଜାଣି ଜାଣି ଧାନ ଲଗାଏ ଢାଙ୍କର ପାଦକୁ, ସେ ଆଉ କାହା ସଙ୍ଗେ କଥାଈଷା କରୁଥିବେ, ହଠାତ୍ ମୁହଁ ଉଠେଇ ଗର୍ଜୁନ ରୁଣ୍ଡବେ —“ରୁଦ୍ଧ ହୋଇ ଠିଆହୋଇ ସ୍ୱପ୍ନ ଦେଖିଲେ ଯେ, ସୁପ୍ନଦାଦଙ୍କ ପାଇଁ ଏଠି ସ୍ଥାନ ନାହଁ । କହ ଏ ଈଷରେ କ ବ୍ୟବସ୍ଥା କଈଛ ? ଯଦ୍ଧ ବା ଗଦ୍ଗଦ୍ ହୋଇ ଦୋଷି ଆଣିଥବା କଥା କହ ବସିଦ ସେ,- ହଠାତ୍ ସେ ମଝି ରୁଜନା। ଶତ୍କାର କଈବେ—
ଅଗଲୁକ ମୁରୁକି ମୁରୁକି ହସୁଥିବ ।
ହୁଏଢ ସେ, ଅମ୍ଳ ସାଧାରଣ ଲେକ ଜଣେ, ନରକ୍ଷର ମଲମୁଣ୍ଡି ଅ,- ଗୋଡ଼ଯାକ ଧୂଲ, ଅଣ୍ଡ ଲୁନାହଁ ପ୍ଲେଟ ଲୁଗା, କାନ୍ଧରୁ ଝ.ଲୁଛ ଝ ଲମୁଣି, କନ୍ତୁ ବଡ଼ ସାହେବଙ୍କ ଦୃଷ୍ଟି ରେ ଦେହ ଘଡ଼କ ସେ ବଡ଼ଲେକ, କାରଣ ଢାଠି ସ୍ବାଥ ଅଛ । ହୋଇପାରେ ଏହାପରେ ଅନ୍ୟ ପଶସ୍ଥିରେ ଦଶ ଥର ଦୌଡଲେ ବ ସେ