ଦାନାପାଣି
ଏବଂ ସଝାଦୌ ଅଫିସର ବାସୁଆବଲ, ବଡବାରୁଙ୍କ ପାଖକୁ ଯାଉ ଯାଉ ଭାର ପୂର୍ଣ୍ଣ ବଶ୍ବାସ ଆସିଲ,– ସେ ମତ ଠିକ୍ ରଖିବ, ଅନ୍ଧରେ ସେହ ମସ୍ଥବଳରେ ସାରଙ୍ଗୀ ବଢ଼ାଇ ନ↓ଇ ପାଈବ ଭଲକୁ, ଯେଡେ ଦଡ ପାହାଡ଼ ଭୁଲ୍ ହେଉ ସେ ।
ବଡ଼ବାରୁ ଅଫିସର ଶ୍ରେଣୀର ମୁର୍ହନ୍ତ, କଗ୍ନ ଶ୍ରେଣୀର, ସଦର ବଡ଼ ପାହ୍ୟାର । ଆପଣା ଶ୍ରେଣୀର ନୁହଁନ, ବୋଲ ଇଂପାନର ଅନେକ ଅଫସର ଢାଙ୍କୁ ଭଲ ମୁହଁ ରେ ଦେଖନ୍ତୁ, ତାଙ୍କ ଗୁରୁତ୍ବକୁ ହସନ୍ତ । ସେମାନଙ୍କ ଦୃଷ୍ଟିରେ ସେ ଅଜାନ୍ତ, ସେଠି ମିଶାମିଶି କଲେ ନଜ ପଦ-ମର୍ଯ୍ୟାଦା କ୍ଷୁଣ୍ଣ ହେବ ପଟ୍ଟା । କିନ୍ତୁ ସାଫଲ୍ୟର ଗ୍ରନ୍ଧ ବଳୀଦତ୍ତ ଦାସ ନଜର ଅଗାଢ ଜୀବନରୁ ଜ୍ଞାନ ସଞ୍ଚ ପାଇଛୁ ଭନ୍ନ ଢଥ୍ୟର ସନ୍ଧାନ, ସେ ରୁଝ ଛୁ—କିଗ୍ରନ ବୃ ହସିପାରେ, ଏବଂ ଅଫିସର ବଡ଼ବାବୁଙ୍କ ହସ ଶାଣQଆ ହସ, ସେ ଫମ୍ପା ନୁହେଁ । କିଟ୍ଟରହଁ ଯେକୌଣସି କୁମ୍ଫାମ, ଯେକୌଣସି ଅନୁଷ୍ଠାନରେ ମୂଲ କାରଗର—ସେହ ଅଧାପେଟରେ କାମକଗ୍ ଗର୍ଣ୍ଣଶାର୍ଦ୍ଧ ପ୍ରାଣୀ, ପରଶ୍ରମର ଦାଉରେ ସେ ଘାଈହୁଏ ସକାଳୁ ଗୁଭଯାକେ; ପୁଣି ଘରକ୍ତ ଫାଇଲ ଆଣି ମିଚ୍ ମିଚ୍ ନଲ ଝଣ ଆଲୁଅ ପାଖେ ଆଣ୍ଠେଇପଡ଼େ ସପ ଉପରେ, ଯାହାର ଦରମା ପନ୍ଦର ଦିନ ଯାଏ ନାହିଁ, ଯାହାର ନଘା ଫାଇଲ ପି ପଦାକୁ ଯିବାକୁ ଅବସର ପାଏନାହଁ, ଦେଖିବାକୁ ନଅମ୍ଳ`ଆ ଘର- କରଣା ଯୋଜନାରେ ଗୃଣୀର କେଭେ ରକ୍ତ ଶୁଖିଲଣି, ଝଡ଼ଲଣି କେଭେ ଆୟୁଷ, ପିଲାଏ କେଉଁଥରେ ପାରଦର୍ଶିତା ଅର୍ଜିଲେଣି---ପାଠ ପଢ଼ାରେ ନା ଘୁଡ଼ ଉଡ଼େଇବାରେ, ସେହ ନଗ୍ରହ ପ୍ରାଣୀ, —ଯେ ମୁଆଲ ଓହ୍ଲାଇ ଥୋଇ ଦେଇ ଆସିଲେ ସବନ ବି ଥୋଇ ଦେଇ ଆସେ ଆପଣା ତଜ୍ଜା *ରୁଲ ଉପରେ, ତେଣୁ -ପେନ୍ସନ୍ ୫ଙ୍କା। ଉପଭୋଗ କର କୃପାନ ଉପରେ ବାର୍କ କ୍ୟର ନକମାପଣର ଦାଉ ସାଧୁ ଫାଉ ମାଈବାକୁ ବେଶୀ ଦିନ ବଞ୍ଚରହେ ନାହଁ । କମ୍ୱନହଁ ସରୁ କାମର କର୍ମୀ, ନାଲ ଫିଢାର ବ୍ରହ୍ମା, ଅଫିସର ମାରେ ଦସ୍କଢ ।
ତେଣୁ ବଡ଼ବାରୁ ପ୍ରସମ୍ଳ ଥିଲେ ସାହେବର ପ୍ରସାଦ ଅର୍ଜିବା ବେଣୀ ଦୂର ନୁହେଁ । ପ୍ରସମ୍ଳ ନ ଥିଲେ,—କାନ୍ଥ କାହ୍ନୁ ଘଟଣା ଘଟିଯାଏ, କିମ୍ୱନର କରମିତ କାଗଜରେ ରଝେ ନାହୁଁ । ପ୍ରକାଶ ପାଏ ସେହ କଗ୍ମ)ର ଫଲ, ଅବଶ୍ୟ ଅଫିସର ଟାଇପ୍ ଯନ୍ତ୍ରରେ,—ଦସ୍କଢ ସାହେବର ।
ଅତଏବ—‘ନମସ୍କାର ଆଜ୍ଞ, କେମିଷ, ଭଲ ଅଛନ୍ତ ? ମୁଁ ଆଜ ଆସିଲ,
ସ୍ତ୍ରବଲ ଆଗ ଯାଏଁ ଦେଖା କଈ ଆସେ, ନା କଣ ? ହାଃ ହାଃ— ବଡ଼ବାକୁ ଧଡ଼ କନା ଉଠିପଡ଼ଲେ,—‘‘ଆରେ, ଆପଣ ! ବସନ୍ତୁ ବସନ୍ତୁ । ରେ,—ଚୌକଳ୍ପ ଆଶ୍ ରେ । ଆପଣ ବସନ୍ତୁ ଆର୍ଥି, ଠିଆ। ହେଲେ ସେ