ଦାନାପାଣି
ହେଇ,ଉପଶକମାନଙ୍କର ସେ ହାଇଚାରସୀ । ଉପନ୍ୟାକର ପଟ୍ଟଶିମାନଙ୍କ ସଙ୍ଗେ ସମ୍ଭନ୍ଧ ରଖନ୍ତୁ, ତାଙ୍କଠାରୁ ପପ୍ତଶ ରୁଝ୭ କେଉଁଠି ଦଲେ କଣ ଆବଶ୍ୟକ ପଡ଼ ଛ, କି ପ୍ରକାର ଢାକୁ ମେଣ୍ଟାଯାଇପାରେ, ଯାହା ପାଖେ ସେ କାମ କରନ୍ତ ନିମେ ସେ ହାତଗୋଡ଼ ଲମ୍ଭେଇ ତାଙ୍କଶ ଉପରେ ଅଉଳ ପଡ଼େ ସବୁ ବିଷୟରେ, ସଢେକ ସେ ଅନ୍ଧର ଲଉଡ଼ । ଭେଣୁ ହାତରେ ଖଡ଼ ଧରେଇ ସେ ସବୁ କାର୍ଯ୍ୟ କରେ ରେଇ ନେଇପାରନ୍ତ, ରନ୍ତ, ଉପରକଦ୍ବାଘ ଲେଖେଇ ନେଇପାରନ୍ତ ଊଜ ପାଇଁ ସବୁ ସୁପାଈସ, ଅ0 ନଗଣ୍ୟ ମୂଲରୁ ଆରମ୍ଭ ଜଣ ସେ ଚଢ଼ି ଗଲେଣି ଗଛର ଅଧାଅଧ୍ 2 ।। ସରୁବେଲେ ଘର ଆଗରେ କାର୍ଯ୍ୟବ୍ୟସ୍ତ ଦଶନ୍ତ । ହସ ହସ, ଅଥର ସରୁବେଲେ କାର୍ଯ୍ୟବ୍ୟ ତନୋଟି ଭକ୍ତପୋଷ ପଡ଼ିଥାଏ ଠିକ୍ ଦେଖିଲେ ସେହ ଢକ୍ତପୋଷମାନଙ୍କ ଉପରେ ଲା ପଥର ଚିପା ଆହୋଇ ରହିଥାଏ । ଫାଇଲ୍, ଭୃକ୍କା ଧର କାମ କରବା ଚାହାନାରେ ସେ ବସିଥାନ୍ତି । କାଲେ ଗପକଲେ ଭର୍କସ୍ଥଳରେ କେଉଁ ଗୁପ୍ତକଥା ପଦାରେ ରଖିଯିବ, ତେଣୁ ସେ ଅନ୍ୟମାନଙ୍କ ସମ୍ବନ୍ଧ ଏଡ ସ୍କୁଲକ୍ତ, କେହ ଗର କଶ୍ ଧଈନେଲେ ସେ ଗୋଟିଏ ଅନ୍ଧ ସାଧାରଣ ଅଥଚ ଅନ୍ଧ ଅକାର୍ୟ୍ଯ ମୁଣ୍ଡ ଦେଖାଇ ଆମ୍ଭରକ୍ଷା କରନ୍ତୁ ।
“ମୁଁ ଯାଏ ଆଞ୍ଜି, ମଭେ ଝାଡ଼ା ମାଡ଼ ଛୁ ।”
ଠିକ୍ ଢାଙ୍କର ଓଲଟା ଧନେଶ୍ଵରବାକୁ । ସୁନାଖଞ୍ଜଳା ପର ଦେହ ଅର୍ଥାତ୍ ଗୋର ଏବଂ ସ୍ବାସ୍ଥ୍ୟହନ, ଡାଙ୍ଗ ସରୁ ସରୁ ହାଡ଼ କେଇଖଣ୍ଡି, ଶଦାକାଠି ପର , କିନ୍ତୁ ମୁଣ୍ଡଟି ବଡ଼ ଓ ମୁହଁ ପୂଈଳ୍ପ ପୂଣ୍ଲ, ଠେକୁଆ କାନପର ବଡ଼ ବଡ଼ କାନ ଦୁଇଟି ଠିଆ ଠିଆ, ଯଦ୍ଦର ଜାନକୁ ଭଲ ଶୁଭେନାଇଁ । କଏ କିନ୍ତୁ ପଈଲେ ପ୍ରଥମେ "ଆ-ଏ” କହିବା ଅଭ୍ୟାସ ହୋଇଯାଇ ଲମ୍ବା ମୁହଁର ସାଧାରଣ ଭଙ୍ଗୀ ଗୋଟିଏ ଶ୍ରେଷ୍ଠ ବାଙ୍କ ଆଁ ଏବଂ ଆଖିରେ କୁରୂହଲ । ଆଖିରେ ମୋଟା ଚକ୍ରମା । ବସ୍ତୁସ କ୍ଷଈଶି ବୃକ୍ଷଣି, କନ୍ତୁ କାନମୁଣ୍ଡା ଉପରକୁ ମେଞ୍ଚାଏ ମେଞ୍ଚାଏ ଶକ୍ ଶକ୍ ଧଲା ବାଲ ଓ କପାଳ ଉପରେ କଲାଶିଘ୍ର ସେପର ଗଣ୍ଠି ପଡ଼ିର୍ଦ୍ଧ୍ୱ । ସ୍ବାସ୍ଥ୍ୟ ନାହଁ, କିନ୍ତୁ ଦେହରେ ତତ୍ପରଢା ଖୁବ୍ । ଗୋଟାଏ ଚଟ୍ପ ପଣର ଅବଢାର । ଫିଙ୍ଗାଟ୍ ବେଶ ଦେଖାହେଲ ମାନେ ଟିଣେ ସିଗାରେଟ ମୋହଁ ଧଈବେ । କଥାରେ କଣି ନେବେ. ମିଠା ହସ, ଆଖିରେ ମୋହଳ ସଢେ କ । ଭୁଇନେଉଟାବେଲେ ଟେନସ୍ ଅବଣ୍ୟ ଖେଲବେ, ସପ୍ତର ରେନସ୍ ଭଲ ଆସେନାହଁ । ଶୁଦ୍ଧରେ ଆଡ଼ ଡାରେ ବସି ଘନଘ ା କର ଭାସରେ ବୀଜ ଖେଳ, ଯଦଚ ଦ୍ବାରନ୍ତ ବେଶି । ସଙ୍ଗୀତ, ସାହିତ୍ୟ, ଇଷହାସ, ଦର୍ଶନ, ଅର୍ଥନତ, ଗ୍ରଜମତ, —ପ୍ରତ୍ୟେକ ବିଷୟରେ ଉଚ୍ଚକୋର ସାଂସ୍କୃ ଶକ ମୁକ୍ତ ଆରମ୍ଭ କରିଦେଇପାଈବେ, କିନ୍ତୁ